Wednesday, 27 January 2016

ସବୁ ପ୍ରେମ ମୂଲ୍ୟ ମାଗେ


ସବୁ ପ୍ରେମ ମୂଲ୍ୟ ମାଗେ ,ଜଣେ ଯୁବକର ପ୍ରେମ ଜୀବନ ସରି ସରି ଆସୁଥିବା  ବେଳେ ଯୁବକ ଜଣକ ପ୍ରତିକ୍ରିୟାଶୀଳ ହେବା ସ୍ଵାଭାବିକ ସେଇ ନାଆର  ଜାତ୍ରୀ ଥଲା ରଜତ ସିଲିଂଫ୍ୟାନ୍ ଆଡେ ଚାହିଁ ଚେୟାର ଉପରେ ଆଉଜି ବସିଥିଲା  ନିଜ ନିର୍ବନ୍ଧ ଉତ୍ସବରେ ମଧ୍ୟା ସେ ନିଜକୁ ସାମିଲ କରି ପାରୁନ ଥଲା ଯେବେ ଠାରୁ  ତାର ପ୍ରେମ ଜୀବନ ଆରମ୍ଭ ହୋଇଥଲା, ସେବେଠାରୁ ତା' ଖରାପ ସମୟ ଚାଲିଥିଲା ସେ ଚିନ୍ତା କରୁଥଲା, ଏମିତି କିଛି ଶକ୍ତ ହାସଲ କରନ୍ତା ସେମିତି ତା' ଖରାପ ଭାଗ୍ୟକୁ ନିଜ ଇଚ୍ଛାରେ ପରି ବର୍ତନ  କରିପାରନ୍ତ ଫୋନ୍ ରିଂ ତା ଅନ୍ୟମନସ୍କତାରେ ବାଧା ଦେଲା ସ୍କ୍ରିନ  ଉପରେ ଅଜ ଣା ନମ୍ଭର ଥିଲା  ରଜତଫୋନ୍ ରି ସିଭ୍ କଲା ହେଲୋ……..
ରଜତ! ' ଏଞ୍ଚୟେ କରୁଛ !
କଙ୍ଗ୍ର ଚୁଲେଶନସ୍ ଫର ଦିସ୍ ଏନ୍ ଗେଜ ମେଣ୍ଟ ସେପଟୁ ଶୁଭୂଥବା ଯୁବତୀର ସ୍ବର ସହ ସେ ଅନେକ ଦିନରୁ ପରିଚିତ ଥିଲା  ସେ ଥଲା ତାଂର ପ୍ରେମିକା ଶିଖା ପ୍ଲିଜ୍, କଟା ଘା'ରେ ଆଉ ଚୂନ ଦିଅନି' ରଜତ କହିଲା
ଶିଖା କହିଲା, ନା ତମର କଟା ଘାଆ ଅଛି ନା ମୁଁ ଚୂନଦେଉଛି ବରଂ ସତ କଥା କହୁଛି ତମେ ଜଣକୁପ୍ରେମ କଲ୍, ଆଜି ଜଣଙ୍କ ସହ ଏନ୍ଗେଜ୍ ହଉଛ ଆଛାତୃତୀୟ ଜଣଙ୍କୁ ବାଦ୍ବାହେବନି ଟିକେ ଚିମୁଟିବା ଭଳିକହିଲା ଶିଖା ରଜତ କହିଲା, ପ୍ଲିଜ୍ ଶିଖା ତମେ ସବୁ ଜାଣି ଯଦି ଦି ଏମିତି କହିବ ମୁଁ ନିଜକୁ ଜୀବନସାରା କ୍ଷମାକରିପାରିବିନି ଣେ ଠାକୁର୍ ଘରର ପିଲା ବ୍ରାହ୍ମଣକୁବାହା ହୋଇପାରି ବନି ଆମେ ପରସ୍କର କୁ ଏତେ ବୁଝିବାପରେ ଆଜି ବି କଂଣ କଥା ବୁଝାଇବାକୁ ପଡ଼ିବ ! ରଜତ କଥାରେ ଥିବା  ଭାବପ୍ରବଣତାକୁ ଠିକ୍ ଠଉରାଇପାରିଥିଲା  ଶିଖା ସେ କହିଲା, ତେବେ ଡଲିର ଜୀବନନଷ୍ଟ କରିବା ' ଆବଶ୍ୟକତା ଥିଲା  ! ରଜତ କହିଲା, ଶିଖା! ତମେ ' ଜାଣିନ ଡଲି ମୋ ପସନ୍ଦ ନୁହେଁ ବରଂ ଘରଲୋକଙ୍କ ପସନ୍ଦ ବୋଲି ତା ସହ କେବଳ ଶାରୀରିକସମ୍ପର୍କ ହେବ ସିନା ହେଲେ ତମେ ମୋ ଭିତରେ ଯେଉଁଠି ଥିଲା ସେମିତି ରହିବ ଆଉ ତମେ କଥା ଜାଣିଚ ବି

ଶିଖା ସବୁ ଜାଣିଥିଲା  ତା ପାଇଁ ବି ଜତକୁ ଭୁଲିବାକଷ୍ଟକର ଥିଲା  ହେଲେ ବୈବାହିକ ଜୀବନ ଭିତରେ ରଜତ ସହ ସମ୍ପର୍କ  ରଖି ସେ ନିଜକୁ ବଦନାମ କରିବାପାଇଁ ଚାହୁଁ ଥିଲା  ଅନ୍ୟପଟେ ରଜତକୁ ଆଉ କାହାସହ ଦେଖିବା ପରି ସ୍ତିତି ରେ ସେ ଥଲା ଏଣୁ ସେତେ ଭଲପାଇବା ଥଲେ ବି ବିଚ୍ଛେଦର ବିଷକୁ ପିଇ ନ୍ତଣା ସହ ବନ୍ଧୁତା  କରିବା ପାଇଁ ଚିନ୍ନା କରିଥିଲା 

ଉତ୍ତର ପ୍ରଦେଶ ଏଟା ଜିଲା ରଜ ରାୟପୁର ଥାନା ଅଧିନସ୍ଥ   ଏକ ଗ୍ରାମ  ସୁରେଶ ଶର୍ମା ସେହି ଗ୍ରାମର ବାସିନ୍ଦାଥିଲେ ପନ୍ନୀ, ପୁଅ ରାଜୁ ଝିଅ ଶିଖାକୁ ନେଇ ତାଙ୍କଛୋଟ ସଂସାର ପନ୍ନୀ ପାଖ ଗ୍ରାମରେ ଶିକ୍ଷକତା କରୁଥିବା ବେଳେ ସୁରେଶ ଚାଷ କରୁଥିଲେ ଚଳିବାରେ କୌଣସି ଅସୁବିଧା ଥିଲା ଅବଶ୍ୟ ସେମାନେ ସେଭଳି ଧନୀଲୋକ
ଥଲେ ବି ଗ୍ରାମରେ ସେମାନଙ୍କର ସଂମାନ  ଥିଲା 


ଶିଖା ଛାତ୍ରୀ ଜୀବନରେ ବହୁତ ଜ୍ଞାନୀ ଥିଲା  ପିଲାଟିବେଳୁ ଡିବେଟ୍ ହେଉ ବା ପ୍ରବନ୍ଧ ଲେଖା ସେ ଭାଗନେବା
ମାନେ ହିଁ ପ୍ରଥମ ହେଉଥଲା ବାପା ସୁରେଶ ଶିଖାର ଏହି ଜ୍ଞାନର ଏକ ବଡ଼ ପ୍ରଶଂସକ ଥଲେ ଅନୁଷ୍ଠାନ
ଛୋଟ ହେଉ କି ବଡ଼ ଯେଉଁଠି ପ୍ରତିଯୋଗିତା ହେଉପଛେ ଛୋଟିଆ ପିଲାବେଳୁ ତାବାପା ତାକୁ ସାଇକେଲ ରେ ବସାଇ ନେଇ ସେଠାରେ ପହଞ୍ଚି ଯାଉଥଲେ ପୁର ସ୍ଵାର ଥାଉ ପଛେ ଗୋଚିଏ ହାତଲେଖା ପ୍ରମାଣପତ୍ରରେଏକନମ୍ଭର ହୋଇଥବା ଦେଖି ସୁ ରେଶ ସେମିତି ଗର୍ବରେ ପାଟି ପଡ଼ୁଥିଲେ ଏବେ ଶିଖା ଯୁକ୍ତ ଦୁଇରେ ପଢ଼ୁଥିଲା  ପିଲାବେଳର ଜିଦ୍, ପିଲାଳିଆମି ଆଉ ସେମିତି ଥିଲା  |କିନ୍ତୁ ତା ପାଖରେ ସେହି ଜ୍ଞାନ ଥିଲା  ଆଉ ସେ ଜ୍ଞାନକୁ ସମସ୍ତେ ସମ୍ମାନ ଦେଉଥିଲେ

ପୂର୍ବରୁ ଶିଖା ମାର୍କ କରିଥିଲା  କି ଜଣେ ଯୁ ବକନିଦ୍ଦିଶ୍ଟ ସମୟରେ ତାଙ୍କ ଗାଁରେ ଚକ୍ତର ମାରୁଥଲା ଆଉ କୌତୂହଳପ୍ରଦ ଥଲା କି ଯେତେବେଳ ପର୍ଯ୍ୟନ୍ତ ଶିଖାକୁ ଦେଖୁ ଥିଲା  ସେ ଘୂରି ବୁଲୁଥିଲା  ଏବଂ ତାକୁ ଥରେ ଦେଖୀ ବା  ପରେ ସେ ଫେରାର ହୋଇଯାଉଥରଲା କିଛି ଦିନପରୀକ୍ଷା କରିବା ପରେ ଶିଖା ବୁଝିପାରିଲା ବେଳେବେଳେଶିଖା ତାକୁ ଦୂରରୁ ଦେଖ୍ ଜାଣି ଜାଣି ବାହାରୁ ଥିଲା ଆଉ ସେଇ ଅଜଣା ପୁବକର ବ୍ୟସ୍ତ ତାକୁ ସେ ବେଶ୍ ଅନୁଭବ କରି ପାରୁଥିଲା  ତାକୁ ଚିହ୍ନିଲେ ମଧ୍ୟା ଶିଖା ଏହି ଲୁଚକାଳି ଖେଳକୁ ଉପଭୋଗ କରୁଥିଲା  ଅଜାଣତରେ ତା ବିଷୟରେ ଜାଣିବା ପାଇଁ ଶିଖା ମନ ଭିତରେ ଜିଜ୍ଞାସୁ ପ୍ରବୃତ୍ତି ଉଭା ହୋଇଥିଲା  ଆଉ ଏକଥା ବୁଝିବା ପାଇଁ ତାକୁ ବେଶି ସମୟ ଲାଗି ଥିଲା  ରଜତ ପଡୋଶୀ ଗ୍ରାମର ସୁରେ ଦ୍ର ସିଂଙ୍କ ପୁଅ ଥିଲା  ଦିଭ୍ରାୟ କଲେଜରେ ଯୁକ୍ତ  ତିନିର ଛାତ୍ର ଥିଲା ଦିନେ କଲେଜ ରାସ୍ତାରେ ଶିଖାକୁ ଦେଖ୍ ତା ପାଇଁପାଗଳ ହୋଇଥିଲା  ଏବଂ ପିଛାକରି ତା' ଠିକଣାପାଇଥଲା ପ୍ରତ୍ୟେକ ଦିନ ତାକୁ ଦେଖ୍ବା ପାଇଁ ଏହିଚକ୍କର କାଟୁଥଲା

ସହର ଆଉ ଗ୍ରାମ  ଚଳଣି ଭିନ୍ନ ଥିଲା  ସହରରେ ପୁଅ ଝିଅକୁ ନେଇ କୌଣସି ସମସ୍ୟା ଥିବା  ବେଳେ ଗ୍ରାମରେ ପୁଅଝିଅ କଥା ହେଲେ ସମଗ୍ର ଗ୍ରାମ ସେମାନଙ୍କୁ ସନ୍ଦେହଦୃଷ୍ଟିରେ ଦେଖୁଥିଲା  ଆଉ ସଦି ପଡୋଶୀ ଗ୍ରାମର ପୁଅହେଲା, ତେବେ କଥା ସରିଲା ଏଣୁ ଉଭୟଙ୍କ ମନରକଥା ମନରେ ହିଁ ର୍ ହିଯାଇଥିଲା  ଏବେ ଶିଖା ଯୁକ୍ତ ଦୁଇ ପାସ୍ କରିଥିଲା  ଆଉ ମନ କରିଥଲା କି ରଜତ ପଢ଼ୁଥିବା  କଲେଜରେ ପାଠ ପଢିବ |ଶେଷରେ ସେଇଆ ଦେଲା ଦିଭ୍ରାୟ କଲେଜ ରେ   ସେ ନାମ ଲେଖାଇଲା ପ୍ରଥମ ଦିନ ର୍ଦି ରଜତ ସହ ତା' ସାମ୍ଭାସାମ୍ମି ହେଲା ଏତେ ଦିନରୁ ଚାପି ହୋଇ ହିଥବା ପ୍ରେମ ବାହାରି ବାକୁ ସମୟ ନେଲାନି ବରଂ ଆରମ୍ଭରୁ ହିଁ ସେମାନଙ୍କ ପ୍ରେମର ଗାଡି ବେଗ ଧରିଥିଲା  ଆଉ ଆଗ-କୁ ମାଡି ଚାଲିଥିଲା  ଜତ ବାଇକ୍ ଧରି ଗ୍ରାମ ମୁଣ୍ତରେ ଅପେକ୍ଷା କରି ହୁଥବା ବେଳେ କଲେଜ୍ ସରିବା ପରେ ନେଇ ଗ୍ରାମ ମୁଣ୍ତରେ ଛାଡି ଫେରୁଥିଲା  ଅନେକଥର ନିର୍ଜନରେ ଉଭୟ ଉଭୟଙ୍କ ପ୍ରଖର ନିଃଶ୍ବାସର ଗତି ମାପିଥିବା  ବେଳେ ସୌବନର ଉନ୍ମାଦନାକୁ ଉଭୟ ପରଖୀ ଥି ଲେ

ସମସ୍ତଙ୍କ ଅଗୋଚରରେ ପ୍ରେମର ଗାଡି ଦୁଇବର୍ଷ ଗଡିଥିଲା ଗ୍ରାଜୁଏଶନ ପରେ ସେମାନେ ଘରେ କହି ବିବାହ ପାଇଁ ବ୍ୟବସ୍ପା କରି ବେ ବୋଲି ଅନେକଥର ସ୍ଵପ୍ନଦେଖଥିଲେ ପରିବାର ସଦସ୍ୟଙ୍କ ଅନିଛ୍ଥୁକତାର ମଧ୍ୟ  ସେମାନେ ବିକଳ୍ପ ଭାବିଥିଲେ କିନ୍ତୁ...ପିଲାବେଳର ସମସ୍ତ ଅଳିଅଝଟ ଆଜି ପର୍ଯ୍ୟନ୍ତ ଶିଖା ତା ବାପା ଙ୍କୁ କହି ଆସୁଥିବା  ବେଳେ ନିଜ ପ୍ରେମ  କଥା କହିବା ପାଇଁ
ସେ ସାହସ ସୋଗାଡ କରିପାରି ଥିଲା  ଆଉ ଚୋରଘର ବି ସବୁବେଳେ ଅନ୍ଧାର ଥାଏ ସୁରେଶ ଶର୍ମାଏ କଥା ଜାଣିଲେ ଜଣେ ରକ୍ଷଣଶୀଳ ତଥା ଝିଅକୁନେଇ ଗର୍ବ କରୁଥିବା  ଢଣେ ସ୍ବାଭିମାନୀ ବାପା ଝିଅରଏହି କ୍ରିୟାକଳାପକୁ ଗ୍ରହଣ କରିପାରି ଥିଲେ ତଥାପି ରାଗକୁ ଶାନ୍ତ କରି ସମସ୍ତ କଥା ଏବଂ ତାଙ୍କ ଚିନ୍ତାଧାରା ମଧ୍ୟ ସ୍ପଷ୍ଟ   କଲେ କିନ୍ତୁ ପିଲାଟିବେଳୁ ବାପାଙ୍କ ଆଦର୍ଶକୁସମ୍ମାନ ଦେଇ ଆସିଥବା ଶିଖା ଆଉ କିଛି ` ଲୁ ଚାଲବା ପାଇଁଚାହୁଁ ଥିଲା  ଘେ ଦୁଇହାତ ଟେକି ସମପିତ ହେଲା ଏବଂ ରଜତ ସହ ଥିବା ସମର୍କର ଘୋଷଣା କଲା ପୂର୍ବରୁ କ୍ରୋଧକୁ ଚାପି ରଖି ଥିବା  ଆଦର୍ଶବାଦୀ ବାପା ଏବେ ଆଉ ପାରି ଥିଲେ ସେ ରାଗରେ ଫାଟି ପଡ଼ିଥିଲେ ଏଭ୍ ଳି ରୂପ ବୋଧହୂଏ ଶିଖା କେବେ ବି ଦେଖ୍ ଥିଲା ଜଣେ ଠାକୁର ପରିବାରର ପୁଅକୁ ତୂ ବିବାହ କରିବୁ କହୁଛୁ..
ମୋ ଶିଖାଇବାରେ କିମ୍ଭା ମୋ ଆଦର୍ଶକୁ ନେଇ ବଞ୍ଚିବାରେ ତୋର୍ କି ମୋର ଯେଉଠି ବି ଭୁଲ ଥାଉନା କାହିଁକି ଅପରାଧ ଷକ୍ଷମଣୀୟ ନୁହେଁ ବାପାଙ୍କ ବଡ଼ପାଟି ପାଖରେଶିଖା ଡରିଯାଇଥଲେ ମଧା ବାପାଙ୍କୁ ବୁଝାଇବା ପାଇଁଚାହିଁଥିଲା ପ୍ରାୟ ୧ଘଣ୍ଟା ପର୍ଯ୍ଯନ୍ତ ଯୁକ୍ତିତର୍କ ଲାଗିଥିଲା ଶେଷରେ ବାପାଙ୍କ ସହ ଯୁକ୍ତି  କରି ଉଦୟଙ୍କର୍ କ୍ଷତିନ କରିବା ପାଇଁ ଶିଖା ନୀରବ ରହିଥିଲା  ଆଉ ଏହି ନୀରବତାକୁ ସୁରେଶ ଶର୍ମା ଯା ହା କହୁଛନ୍ତି ସେଥିରେ ଶିଖାର ସମର୍ଥନ ବୋଲି ଭୁଲ୍ ବୁଝିଥିଲେ ଆଉ ଶିଖାରସବୁ ଦୋଷ ଦେଉଥିଲେ  ମାତ୍ର ଆଉ ସମ୍ଭାଳି ପାରି ଶିଖାର ବୋଉ କହିଉଠିଲେ ଶିଖା ଇନୋସେଣ୍ଟ ରଜତ ତାକୁ ଫସେଇ ଦେଇଛି ଏଣୁ ସେ ସିଧା ରଜତ ଘରକୁଗଲେ ଏବଂ ଶିଖାଠାରୁ ରଜତକୁ ଦୂରେଇ ଯିବା ପାଇଁପରିବାର ସହଯୋଗ କରିବା ଲାଗି ଅନୁରୋଧ କଲେସେଠାରୁ ନିର୍ଭର ପ୍ରତିଶ୍ରୁତି ମଧ୍ଧ ମିଳିଲା ହେ ଲେ ଦୁଇପ୍ରେମୀ ଅଲଗା ହେବାକୁ ଚାହୁଁ ଥିଲେ

ଶିଖାର ବାପା ଏହାକୁ ନେଇ ପଞ୍ଚାୟତ ଡାକିଲେ ଉଭୟ ପୁଅ-ଦିଅଙ୍କୁ' ଡାକି ସେମାନେ ସମାଜ ନୀତିନିୟମମାନିବା ପାଇଁ ଆଦେଶ ଦେଲେ ଜଣେ ଠାକୁର ଘରରପିଲା ବ୍ରାହ୍ମଣକୁ ବିବାହ କରିପାରିବ ନାହିଁ ବୋଲି ସ୍ପଷ୍ଟ ହେଲା ଏବଂ ଦୁଇପ୍ରେମୀ ଶେଷରେ ହତାଶ ହେଲେ ଉଭୟ ପରିବାର ଉଭୟଙ୍କ ପାଇଁ ବର -କନ୍ଯା ଖୋଜିବା ଆର ମ୍ଭ କଲେ ଶିଖା ପାଇଁ ଏତେଶୀଘ୍ର ବର ମିଳି ନଥିବା  ବେଳେ ରଢତ ପାଇଁ ଡଲିର୍ ବାହା ଘରପ୍ରସ୍ତାବ ଆସିବା ସହ ନିର୍ବହ୍ଧ ହୋଇଥିଲା  ସେହି ନିର୍ବଦ୍ଧ ଦିନ ହିଁ ଶିଖା ଫୋନ୍ କରି ଏହିବିଗତ କ୍ଷତକୁ ତାଜା କରିଥିଲା  ସେ କହିଥିଲା ସେ, ମୁଁ ସିନା ତୁମ ସୁଖ ସଂସାରରୁ ଦୁରେଇସାଉଛି ହେଲେ ଜଣେ ମଣିଷ ହୃଦୟ ନେଇ ବଞ୍ଚିବାରେ ଏହା ସମ୍ଭବ ଥିଲା 

୨୦୧୪, ମେ ତାରିଖ ଦିନ ରଜତ-ଡଲି ବିବାହ ବକ୍ଧନରେ ଆବଦ୍ଧ ହେଲେ ଦେଲେସେତେବେଳେ ବି ଶିଖା ରଜତକୁ ଡାକୁଥଲାସେଠାରେ ରଜତ ନିର୍ଦିଷ୍ଟ ସମୟରେ ପହଞ୍ଚି ଯା ଉଥିଲା  ସେଦିନ ଥିଲା  ୨୦୧୪ ଯୁ ଲାଇ ୨୮ତାରିଖ ଶିଖା ଘରେ ଏକୁଟିଆ ଥିଲା  ଏବଂ ତୁରନ୍ତ ପହଞ୍ଚିବାକୁ ରଜତକୁ କହିଲ୍ା କାଳବିଳମ୍ମ କରି ଜତ ଶିଖା ଘରେ ପହଞ୍ଚିଲା
ହେଲେ ଭୁଲ୍ ଥିଲା  କି ସେମାନେ ଭାବୁଥିଲେ କେବଳ ଘର୍ ଲୋକ ସମୀର୍କର୍ ଶତ୍ରୁ ଥିଲେ କିନ୍ତୁ ସମଗ୍ର ଗାଁ  ରଜତକୁ ଏକ ଭିନ୍ନ ଦୃଷ୍ଟିରେ ଦେଖଥଲା ଶିଖା ସହ ଏଭଳି ଖରାପ କାମ କରି ଥବା ଜତ ଆଗକୁ ଅନ୍ୟ ଝିଅଙ୍କ ସହ ବି ଏଭଳି କରିପାରେ
ଏହା ଭାବି ସେମାନେ ଜତ ଗାଁ କୁ ଆସିବା ଚାହୁଁ ଥିଲେରଜତ ଶିଖା ଘର ଭିତରେ ପଶିବା କବାଟ ବନ୍ଦହୋଇଯିବା ଗାଁ ସଂମାନ   ଯାଉଥିବା  ସେମାନେ ଭାବିଲେପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକ ଏକାଠି ହୋଇ ଶିଖାଘରରପାଚେରି ଡେଇଁ ଭିତରେ ପଶିଲେ ରଢତ ବିପଦ ଆଶଙ୍କାକରି ବାପାଙ୍କୁ ଚଞ୍ଚଳ ପହଞ୍ଚିବା ପାଇଁ ଫୋନ କଲା ବାହାର କୁ  କେବଳ ୨ଟି ଗୁଳିମାଡ ଶବ୍ଦ ଶୁଭିଲା
ତୁରନ୍ତ ପୋଲିସ୍ ଘଟଣାସ୍ରଳରେ ପହଞ୍ଚିଲା ଉଭୟଙ୍କର ଛାତିରେ ଗୁଳି ବାଜିଥିଲା  ରଜତ ଆଉ ଶିଖାଙ୍କର ରକ୍ତ  ଯୁ ଡୁବୁଡ଼ୁ ଶରୀର ତଳେ ପଡ଼ିଥିଲା  ସମସ୍ତ ତଦନ୍ତ ସାରି ପୋଷ୍ଟମର୍ଟମ କରାଗଲା ଏହାର ଅଭିଯୋଗରେ ପୋଲିସ ଜଣ ଗ୍ରାମବାସୀଙ୍କୁ ଗିର ମଧ୍ୟ କଲା ହେଲେ ଏହି ପ୍ରେମ କାହାଣୀରେ ସବୁଠାରୁ କ୍ଷତିଗ୍ରସ୍ତହୋଇଥଲା ଡଲି ଯିଏ କି ବିବାହର୍ ମାତ୍ର କେଇଟା ଦିନ ପରେ ବିଧବା ହୋଇଯାଇଥିଲା  -

Friday, 22 January 2016

ଫରଜାନାର ପ୍ରେମ

  ଯୂବକଟିଏ ଯେପରି ତା’ ମନରେ ନିଜକୁ ଭଲ ଲାଗିବା ଭଳ ଜଣେ ଯୁବତାର ଛବି ଆଙ୍କି ଥାଏ; ଯୁବତୀଟିଏ ବି ଠିକ୍ ସେମିତି ନିଜ ହୃ ଦୟଗେ ନିଜ ପ୍ରିୟ ପୁରୁଷର ଚିତ୍ର ସାଇତି ରଖି ଥାଏ  ! ଯେତେବେଳେ ସେମାନଙ୍କୁ ସେହିଭଳି କଣେ ଯୁବକ ବା ଯୁବତୀ ମିଳିଯାଏ ତା’ ପାଖରୁ ଆଉ ସେମାନେ ମୁକୁଳି ପାରଚ୍ଚି ନାହିଁ ସେମିତି ଜଣେ ଯୁବକ ଥିଲା ରିଙ୍କୁ!  ସେମିତି ଜଣେ ଯୁବତୀ ଥିଲା ଫରଜାନା!
ପ୍ରଥମଥର ପାଇଁ ଫରଜାନାକୁ ଦେଖ୍ ବା ପରେ ରିଙ୍କୁ ଭାବିଥିଲା ଏ ସେହି ଯୁବତୀ ଯାହାର ଛବିକୁ ସେ ନିଜ ଭିତରେ ସାଇତି ରଖ୍ ଥିଲା ! ଏତେଦିନ ଧରି ସେ କଳ୍ପ ନାରେ ଥିଲା; ଏବେ ବାସ୍ତବତା ହୋଇ ତା’ ନିକଟକୁ ଗଲିଆସିଲା! ଫରଜାନାକୁ ହ୍ନଦୟ ବେଇବସିଲା ରିଙ୍କୁ?! ତା’ ପ୍ରେମରେ ସେ ପାଲଟିଗଲା ଦିୱାନା!ଜମ୍ପୂ ଜିଲାର ଗୌରୀ ଥାନା ଅନ୍ତର୍ଗତ ୨୪୪-କଚରିଆଗ୍ରାମର ଯୁବକ ରିଙ୍କୁ! ସେ ଜଣେ କଣ୍ଡାକ୍ଟର୍ ଋ କ୍ଲାର୍କ     ହୋଇ ଆସିଥିଲା ପୁଞ୍ଜ ଜିଲାର ଦିଫ୍ ଲା ଢାନିଆର ଗ୍ରାମକୁ!ସେଠାରେ ଏକ କଲେକ୍ ତିଆରି ହେଉଥିଲା! ସେଠାରେରହି ସବ୍ରୁକାମର ଦେଖାଶୁଣା କଚୁଥିଲା ରିଙ୍କୁ! ସେ ଶିଷିତ ଥିଲା! ସେଥିଲାଗି କଶ୍ରାକ୍ଟର ତା’ ଉପରେ ସବ୍ରୁ ଦାୟିତ୍ଵ  ନ୍ୟସ୍ତ  କରିଥିଲା!
             ସେହି ଗ୍ରାମରେ ନସୀମ୍ ଅଖ୍ ତର ଏକ ଢାବା ଚଳାଉଥିଲେ  ଯେଉଁଠି କନଷ୍ଟ୍ରକ୍ଶନ୍ କାମରେ ନିୟୋଜିତ କର୍ମଚାରୀମାନେ ନିୟମିତ ଭୋଜନ କରୁଥିଲେ ! ରିଙ୍କୁ ବି ସେହି ଢାବାକୁ ଯାଊଥିଲା! ଫରଜାନାକୁ ସେଇଠି ରିଙ୍କୁ ପ୍ରଥମଥର ପାଇଁ ଭେଟିଥିଲା!
ବାସ୍ତବରେ ଫରଜାନାର ମାଉସୀ ଥିଲେ  ଢାବ ମାଲିକାଣା ନସାମ୍ ଅଖ୍ତର୍! ଫରଜାନା ତା’ ବାପାମା’ଙ୍କର ଗୋଟିଏ ବୋଲି ଝିଅଥିଲା ! ତା’ର ଦୁଇଭାଇ ଥ୍6ଲୀ ବଡ଼ଭାଇ ଶାହ ନୱାକ୍ ଠିକାଦାରି କରୁଥିଲା! ସାନଭାଇ ଢକ୍ ନୱାକ୍ +୨ ପବ୍ରୁଥିଲା! ଫରଜାନା ବି  +୨ ଯାଏ ପଢ଼ିଥିଲା! ସେଠାରେ ଅଧ୍କ କାସ୍ ନ ଥିବା ରୁତାର ପାଠପଢ଼ାକୁ ବନ୍ଦ କରିଦିଆଯାଇଥିଲା! ଘରେ ରହୂଥିଲା ଫରଜାନା! ବେଳେବେଳେ ବ୍ରୁଲି ଆସୂଥିଲାମାଉସୀ ଘରକୁ!ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିବା ବା ରିତ୍କ ପାଇଁ ନସୀମ୍ ମାଊସୀର ଢାବା ପାଲଟିପାଇଥିଲା ଏକ ତୀର୍ଥସ୍ଵାନା କାରଣ ସେଇଠି ଥିଲା ତା’ ମନର ମାନସୀ ଫରକାନ୍ୟା ଯେତେବେଳେ ବି ସେ ସମୟ ପାରଥିଲା କାମ ଆର କି ନ ଥାଉ ଚାଲି ଆମୁଥିଲା ସେଇଠି କୁ ଆଉ  ଲୁବେଇ ଲୁବେଇ ଦେଖୁଥିଲା ଫରଜାନାକୁ! ତେବେ ଏକଥା ଜଣା ନ ଥିଲା ଫରଜାନାକୁ! ତାକୁ ଯେ କେହିଢଣେ ଦେଖୁଛି - ତା’ ମନରେ ତାର ଛବି ଆଙ୍ଗୁଛି ତାକୁ କେଇ ଘର ସଂସାର କରିବାକୁ ସପ ଦେଖୁଛି ଏସବ୍ରୁ ବିଷୟରେ ସେ ଥିଲା ଅଜ୍ଞା ରିକୃ ବି ଫରଜାନା ନିକଟରେ ନିଜର ମନକଥା ପ୍ରକାଶ କରିପାରୁ ନ ଥିଲା           ଏମିତିରେ ଚାରିମାସ ବିତିଗଲା! ଫରଜାନା ଦିନେ କାଶିଲା ସେ କେହି କଣେ ତାକୁ ଭଲ ପାଉଛି’ ହେଲେ ମନକଥା କହିବାକୁ ସାହସ କରିପାରୁନାହିଁ! ଫରଜାନା ଯେତେବେଳେ ଜାଣିଲ ପେ, କେହିଢଣେ ତାକୁ ଲୁଚେଇ ଲୁଚେଇ ଦେଖୁଛି ସେତେବେଳେ ତା’ ଭିତରେ କୌତୁହଳ ଜଗିବା ସ୍ଵାଭାବିକ! ସେ ବି ଖୁବ୍ ସତର୍କରେ ରିଙ୍କୁ କୁ ଦେଖିବାକୁ ଲାଗିଲା  .କୁହ ଯାଏ - ପ୍ରେମ ଦି ପ୍ରେମକୁ ଜନ୍ମ ଦିଏ ! ରିଙ୍କୁକୁ ଦେଖ୍-ରିଙ୍କୁ ତା କୁ ଖୁବ ଭଲ ପାଉଥିବା  ଜାଣି ଫରଜାନା ନିଜମନଭିତରେବି ଶ୍ରଦ୍ଧା କରି  ପାଇଁ ବସିଲା  ଗିଙ୍କୁ କୁ! ତେବେ ସେ ଦିନେ ଅନୁଭବ କଚ୍ଚା ପେ, ସେ ମଧ ଗିଙ୍କୁ କୁ ପ୍ରେମକରି ବସିଛି! ବାସ ଏହା  ପରେ ଯେତେବେଳେ ସେ ରିଙ୍କୁର ସାମ୍ନା ସାମନି   ହେଳା ସେତେବେଳେ ଛୋଟିଆ ହସ ଟେ ହସିଦେଲା  ଗିଙ୍କୁ ପାଇଁ ଏତିକି ଯଥେଷ୍ଠ ଥିଲା ତା  ନିଜ ପ୍ରେମର ପରିପ୍ରକାଶ କରିବାକୁ! ସେ ଦିନେ କହିଲା - ‘ଫରଜାନା! ମୁଁ ତୁମ ପ୍ରେମରେ ପଡ଼ିଯାଇଛି! ତୁମେ ହେଉଛ ମୋର ପ୍ରେମର ଦେବା !’ ଫରଜାନା ଅଳ୍ପ  ଲାଜେଇ ଗଳା ଆଉ ମୁହଁ ପୋତି କହିଲା- ‘ମୁଁ ମଧ ତୁମକୁ ଭଲପାଇ ବସିଛି ରିଙ୍କା ହେଲେ ଏ ନିରର୍ଥକ ପ୍ରେମର କଣ ମୂଲ୍ୟ ଅଛି” ରଙ୍କୁ କହିଲା- ‘ବ୍ରୁମେ କାହିଁକି  ଏକଥା ଭାବୁଛ ଛ ଯେ, ଆମ ପ୍ରେମ ନିରର୍ଥକ ! ଆମ ପ୍ରେମର କିଛି ମୂଲ୍ୟନାହି!’ ଫରଢାନା ବ୍ରୁଝେଇଲା - ‘ଦେଖ ରିଙ୍କୁ’ ମୁଁ ମୁସଲିମ୍ ଆଉ  ତୁମେ ହିନ୍ଦୁ !କିଏ ଆମକୁ ଗ୍ରହଣ କରିବା ଓଲଟି ଏ ସମାଜ ଆମ ଶତୃ ପାଲଚିଯିବା ସେଥିପାଇଁ ମୁ ଡରୁଚି   ” ରଙ୍କୁ କହିଲା - ‘ଏଥ୍ରେ ଡରିବା ର କିଛିନାହିଁ! ମୁଁ ଏହାର ସମଧାନ ଖୋଜିସରିଛି ଫରଜାନା କହିଲା- ‘6କମିଢି ଏ ସମସ୍ୟାର ସମାଧାନ ହେବ, ରଙ୍କୁ?’ରିଙ୍କୁ କକ୍ଷିଚ୍ଚା-‘ତୂ6ମ ସିନା ଢଣେହିଦୁକୁ ବାହା  ହୋଇପାରିବନି! ହେଲେ ଜଣେ ମୂସ୍ ଲିମ୍ କୁ  ତ ବା ହା ହୋଇପାରିବା ଆଉ ମୁଁ ତୁମ ପାଇଁ ମୋ ଧର୍ମ ତ୍ୟାଗକରି ମୁସ୍ ଲିମ୍ ହେବା ପାଇଁ ପ୍ରସୂତା ମୁଁ କେବଳ ଗୋତିଏ ଧର୍ମକୁ ଜାଣେ! ଆଉ ସେଇ  ଧର୍ମର ନାଁ ପ୍ରେମ!’ ହିନ୍ଦୁର କଥାଶୂଣି ଗଡ଼ଗଡ଼  ହୋଇଗଲା  ଫରଢାନା! କହିଲା- ତା’ତ୍ୟେଲ ମୁଁ ଚୂମ ସହିତ  ସମୁଦ୍ରକୁ ଭା ସିଯିଢା ପାଇଁ ପ୍ରସୂତ ରିଙ୍କୁ, ତୁମ ସହିତସମୁଦ୍ର ରେ ତୁଡ଼ି ମରିବ!ପାଇଁ ବି ମୁଁ ପ୍ରସୂତା
ଆରମ୍ଭ ହୋଇଗଲା ରିଙ୍କୁ-ଫରଜାନା ପ୍ରେମକାହାଣୀ  ସେମାନେ ଖୁବ୍ ସଁ ଗୋପନରେ ନିଜେ ପ୍ରେମକୁ ସାଇତି ରଖିଥିଲେ ! ହେଲେ ସେମାନେ ଏକଥା ଜାଣି ନ ଥିଲେ ଯେ  ପେ, ପ୍ରେମ ଏମିତି ଏକ ନିଅଁ! ଯାହାକୁ ଆଣ୍ଟି ତଳେ ଲୁଚେଇ ହୁଏନା  ଶେଷକୁ  ତାହା ହିଁ ହେଳା! ପ୍ରଥମେ ପରଜାଳାର ବଡ଼ଭାଇ  ଶାହ ନୱାକ୍ ଜାଣିଲ ପେ, ତା’ ଭଉଣୀ ପ୍ରେମରେ ପଡ଼ିଛି! ସେ ତା’ର ଗପା ମହମଦ ଅସଘମ୍ କୁ କହିଲା ପୁଣି ସେମାନେ ଯେତେବେଳେ ଜାଣିଲେ ପେ, ସେମାଙ୍କ ଝିଅ ଜଣେ ହିନ୍ଦୁ କୁ ପ୍ରେମ କରି ବସିଛିମୁଣ୍ଡ ଗୋଳମାଳ ହୋଇଗଲା ! ସେମାନେ ଫରଜାନା କୁ ମାଡ଼ ମାରିନୋ ଗାଳିଗୂଲକ୍ କରୋ ମହଯଦ ଅସଲାମ ଦିନେ ଯାଇ ଭେଟିଲେ ରିଙ୍କୁକୁ ! ରିଙ୍କୁ କହିଲା- ‘ସେ ଫରଜାନାକୁ ଭଲପାଏ! ଆଉ ଫରଜାନା! ବି ତାକୁ! ସେ ଫରଜାନା କୁ ପାଇବା  ପାଇଁ ଧର୍ମ ବପଳେଇଗକୁ ପ୍ରସୂତ ” ଅସଲାମ ରୋକ୍ ଠୋକ୍ ଜଣେଇଦେଲେ ପେ ଏକଥା ଅସମ୍ଭବା ସେ ଫଳୋନାକୁ ଭୁଲିଯିବ! ଦରକାର! ହିନ୍ଦୁ ମୁସ୍ଲିମ୍ ମଧରେ ସମ୍ପର୍କ ସମ୍ଭବ ନୁହେଁ! ପ୍ରଥା ଭିନ୍ନ! ପରମ୍ପରା ଭିନ୍ନ! ତା’ଛଡ଼ା ଏବେ ଆବେଗରେ ଗସିଯାଇ ରିକୁ କହୁଛି ଧର୍ମ ବଦଳେଇବା ହେଲେ ଆବେଗରେ ଯେତେବେଳେ ଭଟ୍ଟା    ଆସିବ ସେତେବେଳେ କ’ଣ ହେବ ପରିପିତି! ଶେଷରେ ମହସ୍ଥଦ ଅସଲାମ ଏକଥା କଛିଆସିଲେ ପେ, ସେ ତାଙ୍କର ପୁଅ ଓ ଆତ୍ମୀୟ ମାନଙ୍କୁ ଏଯାଏ ଶାନ୍ତ କରି ରଖ୍ ଛନ୍ତି ୟି ସେ ଚାହାନ୍ତି ନାହିଁ  କୌଣସି ଦୁର୍ଘଣୋ ଘଚୂ! ଆଉ ତାଙ୍କର କୁଂଵାରୀ  ଝିଅ ମୁଣ୍ଠରେ କଳଙ୍କ ବୋଳା ହୋଇ ଯାଉ ଏମିତି  ହେଲେ ପେ ସବ୍ରୁଦିନେ ସେମାନଙ୍କୁ ଶାନ୍ତ ରଖ୍ ପାରିବେ ନାହିଁ! ହୁଏତ  ସେମାନେ କିଛି ବି କରିପରନ୍ତି !
      ରିଙ୍କୁ ଯେଉଁଦିନ ଫରଚ୍ଚାନା ପ୍ରେମରେ ପଡ଼ିଥି ଲା  ସେଦିନ ଜାଣିଥିଲା ଯେ ପ୍ରେମର ରାସ୍ତା କଠିନ ବୋଲି   ସେଥିଲାଗି ଆଦୌ ଆତଙ୍କିତ  ହେଲାନାହିଁ କି ଭୟଭୀତ ବି ହେଲାନାହିଁ! ଅନ୍ୟପଟେ, ଫରଚ୍ଚାନା ଉପରେ ତାଙ୍କର ପରିବାର ପକ୍ଷରୁ କଟକଣା ଜାରି ହୋଇଗଲା ! ତା ’ଠୁ ମୋବାଇଲ୍ ଫୋନ୍ ଛଡ଼େଇ ନିଆଗଲା ଫଳରେ ସେ ଆଉ ରିଙ୍କୁ ସହିତ କଥ! ହୋଇପାରେନାହିଁ ଇତିମଧ୍ଯରେ ଠିକା   କାମ ସରିଗଲା! କଶ୍ରାତ୍ଵର ସେଠୁ ତା’ର ଟି ମ୍ ଅନ୍ୟତ୍ର ନେଇଯିବାକୁ ବସିଲା ! ରିଙ୍କୁକୁ ବି ସେମାନଙ୍କ ସହିତ ଯିବାକୁ ଦ୍ଦେଉଥିଲା ହେଲେ ରିଙ୍କୁ କିନୁ ଏକୁଟିଆ ନୂହେଁ’ ତା’ ସହିତ ତା’ର ପ୍ରେମିକ! ଫରଜାଳାକୁ ବୋହୁ କରିନେଇଯିବାକୁ ଚାହୁଁ  ଥିଲା ସେ ଥ୍ଇଗି ସେ ଜଣେ ପିର ବାବାଙ୍କ ଙ୍କ ସହାୟତା ଲୋ ଡ଼ିଲୀ ହେଲେ ମମେଦ ଅସଇମ୍ ରୋକଠୋକ  ଜଣେଇଦେଲେ ପେ, ସୂର୍ଯ୍ୟ  ପଶ୍ଚିମରେ ଉଇଁଲେ ବି ଢଣେ ହିଦୁ ସଦ୍ୱିତ ସେ ତାଙ୍କର ଝିଅକୁ ବିବାହ ଦେଇପାରିବେ ନାହିଁ!ରିଙ୍କୁ ଭଗ୍ନ ମନ ରେ ଜାମ୍ମୁ  ଫେରିଆସିଲା
୨୦୧୫, ସେପେସର ୪! ରିଙ୍କୁ ମୋବାଇଲ କୁ  ଏକ କଇ ଆସିଲା! ଫୋନ୍ କରିଥିଲା ଫଗତାଳା! ସେ କହିଲା-‘ମୁଁ ଘର ଛାଡ଼ି ଗଲିଅସିଛି! ମୋତେ ଜାମ୍ମୁ  ବସ ଷ୍ଟାଂଡ  ରୁ  ଆସି ରିସିଭି  କରିବା’ ଠିକ୍ ସମୟରେ ତାକୁ ଆସି ରିସିଭ୍ କଲା  ଆଉ  ସେମନେ ଗୋଟିଏ ହୋତେଲରେ  ରହିଲେ ଓ ପରଦିନ ଦିଲ୍ଲୀ  ଗଲିଗଲେ! ଦିଲ୍ଲୀ ର ଜଣେ ଓକିଲକୁ ଭେଟିଲେ ସେମାଳୋ ଓକିଲ କହିଲା, ସେମାନେ ଦୁଇ ଭିନ୍ନ ସମ୍ପ୍ରଗୟର ହୋଇଥିବାରୁ  କୋର୍ଡ଼ମ୍ୟାରେକ୍ କରିବା ଡେରିହେବା ସେମାନେ ଆଗ ଏକ ଆର୍ଯ୍ଯସମାଢରେ ବାହା ହୋଇଯାଆନ୍ତୁ  ସେହି ସାର୍ଟିପିକେଟ୍ କ୍ସ ଭିଭିକରି ସେ ସେମାନଙ୍କୁ କୋର୍ଟରେ ବିବାହ କରେଇ ଦେଇପାରିବେ! ସେମାନେ ଜ୍ୱାଜ଼ୀଅବ୍ଦ ର  ଏକ ଆର୍ଯ୍ଯ ସମାଜକୁ ଆସିଲେ! ଆର୍ଯ୍ଯ ସମାଜ ପକ୍ଷରୁ କୁହାଗଲା ଫଋଜାନାର ଧର୍ମପରିବର୍ତନ  ପାଇଁ! ରୀଙ୍କ  କହିଚଲା - ‘ତୁମେ ହିହ୍ରଧର୍ମ ଗ୍ରହଣକରିବାରେ କୌଣସି ଆପଭି ନାଦି ତ ?’ ଫଳୋଳା କହିଲା-‘ମୁଁ ଚୂମ ପାଇଁ ଘର ଛଡ଼ି ଆସିଛି! ଧର୍ମ ଛାଡ଼ି ପାରିବିନି!ତା’ଛଡ଼ା ତୁମେ ତ ମୋ ପାଇଁ ଡୁମ ଧର୍ମ ଛାଡ଼ିବାକୁ ତେୟା ରଥିଲା ଡୁମ ପରି ମୋ ପାଇଁ ବି ଗୋତିଏ ଧର୍ମ! ଆଉ ସେହି ଧର୍ମର ନାଁ ହେଊଛି ପ୍ରେମ!
ସେମାନଙ୍କର ବାହାଘର ହୋଇଗଲା ଫରଜାନାରମାମ ରଖାଗଲା ସୋନିଆ! ସେମାନେ ଢିଘ ଫେରିଗଲେ! ଦିଗରେ ସେମାନଙ୍କର କୋର୍ଟ ମ୍ୟାଗେକ ହେବ! କଥା! ମାତ୍ରସେତିକିବେଳେ ବିଶ୍ଵାସଘାତକତା କଳା ରିଙ୍କୁର କଣେ ସଙ୍ଗେ !ସେ ମହସଦ ଅସଚ୍ଚାମ୍ ଙ୍କୁ ଢଣେରଦେଲା  ସେ, ଉଭୟ ରିଙ୍କୁଓ ଫରଢାନ! ଦିଲାରେ ଅଛନ୍ତି ! ଏପରି କି ସେମାନେ ତିସ୍ ହଜାର କୋର୍ଟ କୁ ମ୍ୟାଗେକ୍ କରିବ! ପାଇଁ ଯାଇ ଥିବା ଖବର ତାଙ୍କୁ ଦେଇଦେଲାଜାମ୍ମୁ ରେ  ମହଯଦ ଅସଚ୍ଚାମ୍ ରଙ୍କୁ ତାକ ଝିଅକୁ କୁଲେଇ ଘରୁ ନେଇଯାରଛି ବୋଲି ଜାମ୍ମୁ ପୋଲିସ ରେ ଏକ ଏତଲା  ପାଏର କରିଦେଲେ  ସେହି ଏତଲା ବଳରେ କମ୍ପୁ ପୋଲିସଦିଲ୍ଲୀ  ପୋଲିସର ସହାୟତା ନେଇ  ଗିରଫ କଳା ରିଙ୍କୁକୁ!ପରଜାନାକୁ ସେମାନେ ଜାମ୍ମୁ ଫେରେଇ ନେଲେ! ଜାମ୍ମୁ ପୋଲିସ ବି ରିଙ୍କୁକୁ ରିମାଣ୍ଠରେ ନେଇ ଖୁବ୍ ମାଡ଼ ମାରିଲା! ଅନୁରୁପ ଭବରେ ଘରେ ମଡ଼ ଖାରଥିଲା ଫରଢାମା!
   ଦୁଇଜଣଙ୍କ ଦଶ! ଥିଲା  ସମାନ! ଏତିକିବେଳେ ମହସଦ ଅସଲାମ ଏକ ଭୟଙ୍କର ଯୋଜନା  ପ୍ରମୃତ କଲେ ଯାହାକୁ ଶୁଣି ଫରଜାମାର ମୁଣ୍ଡ ଘୂରେଇଦ୍ଦେଲୀ ଏହି ଯୋଜନ! କାର୍ଯ୍ୟକାରୀ ହୋଇଗଲେ ସେ ଯେ ସବୁଦିନ ପାଇଁ ରିଙ୍କୁକୁ ହରେଇବ ଆଉ ରିଙ୍କୁକୁ ସବୁଦିନ ପାଇଁ ଜେଲ୍ ହୋଇଯିବ - ଏଥ୍ରେ କୌଣସି ସନ୍ଦେହ ନ ଥିଲା ଯୋଜନା ଟି ଥିଲା ଏମିଟି -କଣେ   କଜି ନ୍ ଯୁବକ  ସହିତ ପରଜାନାର ନିଚ୍ଚାହ କଗଯିବା ପୁଣି ତାହାକୁ ଚ୍ୟାକ୍ ଡେ ଟ୍୨୦୧୨ରେ ରେଜି ଷ୍ଟ୍ରେ  ଶନ୍ କରାଯିବ  କୋର୍ଟରେ ପ୍ରମାଣିତ ହେବ ଯେ, ଫରଜାନ! ୨୦୧୨ରୁ ବିବାହିତା ତେଣୁ ତଲାକ  ନ ହେବ! ପର୍ଯ୍ଯନ୍ତ ସେ ଅନ୍ୟତ୍ର ବିବାହ କରିପାରିବ ନାଦି! ଅପରପଷରୋ କଣେ ବିବାହିତ  ମହିଳାକୁ ଘରୁ ଭୂଲେଇ ଉଠେଇ ନେଇ ଥିବା  ଅଭିଯୋଗରେ ରିକୁ ବିରୋଧରେ କଠୋର  ଦଫା  ସବୁ ଲାଗିପାରିବ!
କେମିତି ଏଥ ବ୍ ରୁ ନିଜେ ମୁକୁଳିବ ଆଉ ନିଜର ସ୍ୱାମୀଙ୍କୁ ମୁକ୍ତ କରିବା  ସେଇକଥା ଚିନ୍ତା  କରୁଥିଲା ଫରଜାନା! ନିକାହଁ
ହେବାର ଦିନକ ଆଗରୁ କୌଶଳକ୍ରମେ ଘରୁ ଫରଜାନ!ଫେରାର ହୋଇଗଲା ଓ ଦିଲ୍ଲୀ  ଚାଲିଆସିଲା! ଢିଲୀକୁ ସେ ତା’ ପାଇଁ ନିରାପଦ ବିଚାର କରୁଥିଲା! ତା’ ନିକଟରେ ମୋବାଇଲ୍ ନ ଥିଲା! ପୁଣି ରିଙ୍କୁ ଥିଲା ପୋଲିସ କଷୋଡିରେ! ସେ ଏକଦ! ଶୁଣିଥିଲା ସେ, ‘ଲଭ  କମାଣ୍ଡୋ  ’ ବୋଲି ଏକ ଅନୁଷ୍ଠାନ ଅଛି ଯାହା ପ୍ରେମା ଯୁଗକକୁ ସହାୟତା କରୁଛି ! ଗାଡ଼ିରେ ଯାଉଥିବା  ଜଣେ ଭଦ୍ରବ୍ୟକ୍ତିଙ୍କ  ସ୍ୱାର୍ଟ ଫୋନ୍ ରୁ  ଇଣ୍ଟର ନେଟ୍ ଯୋଗେ ‘ଲଭ  କମାଣ୍ଡୋ  ’ର ଫୋନ୍ ନସର ଖୋଳି ସେମାନଙ୍କୁ ଯୋଗାଯୋଗ କଲା ସେମାନେ ବି ସହାୟତାର ହାତ ବଢ଼େଇଦେଲେ! ସେମାନଙ୍କ ନିକଟକୁ ଆସି ପହଞ୍ଚଲା ଫରଢାନା! ନିଜର ଦୁରବସ୍ୱାର କାହାଣୀ କହିଲ! ! ସ୍ୱାମୀଙ୍କୁ ମୁକୁଳେଇବା ପାଇଁ ଅନୁରୋଧ କଲ! ! ଏବେ ‘ଲକ୍ କମାଣୋ’ର ହେପାଜ ତରେ  ରହିଛି ଫରଜାନା ! ରିକୁକୁ ଆଇନ୍ କବଳରୁ ମୁକ୍ତ  କରିବା ପାଇଁ ଲାଗି ପଡ଼ିଛି ଲଭ  କମାଣ୍ଡୋ  ’


Love Commando

hindustantimes

Friday, 2 October 2015

ଭାଙ୍ଗି ଗଲା ସ୍ଵପର ମୈଫିଲ୍







ଆରତି ସମସ୍ତ ଙ୍କୁ ସ୍ନେହ  କରୁ ଥିଲା  ହେଲେ   ନନ୍ହେ କୁ ଟିକେ ଅଧିକ ! ନନ୍ହେର ମୁଣ୍ଡ କୁଣ୍ଡେଇ ଦେରଥିଲା ! ତା ବେକରେ ପାଉଡର ପକେଇ ଦେଉଥିଲା ! ତାକାଖରେ ଅତର ସ୍ପ୍ରେ କରି ଦେଉ ଥିଲା  ତା ସହ ସୁଖଦୁଃଖ ହେଉଥିଲା  ! ତାକୁ ଗେଲ କରୁ ଥିଲା  ଆକଟ ବି କରୁ ଥିଲା ! ପୁଣି ଆବଶ୍ୟକ ସ୍ଥଳେ ସାନ୍ତ୍ୱନା ବି ଦେଉ ଥିଲା



      ନନ୍ହେ ସମ୍ପର୍କରେ ଆରତିର ଦିଅର ଥିଲା ! ସେ  ଥିଲା  ସ୍ୱାମୀ ଅରେଦ୍ରର ମାଉସି  ପୁଅ ଭାଇ! ବୟସରେ ଥିଲା  ୬ବର୍ଷ ସାନ! ତାର ପୁରାନାମ ଶିବମ୍ ସିଂହ! ଆରତି ନନ୍ହେ କୁ ସମସଙ୍କଠୁ ଅଧିକ  ଭଲପାଇବା  ପଛରେ ଦୁଇଟା କାରଣ ଥିଲା ! ପ୍ରଥମତଃ ଅନ୍ୟ ଯେତେଜଣ ଥିଲେ ସମୟେ ତା ସ୍ୱାମାଙ୍କ ସମବୟୟ! ନ ହେଲେ ସ୍ଵାମାଙ୍କଠୁ ବଡ଼ ! ସେମାନଙ୍କ ମଧରୁ କେବଳ  ନନ୍ହେ ଥିଲା  ସାନ! ତେଣୁ ସେ ହିଁ ଥିଲା  ତାର ଏକମାତ୍ର ଦିଅର; ଯାହ! ସହ ସେ ଥଚ୍ଚାମଜା କରିପାରୁ ଥିଲା  ପୁଣି ତାକୁ ନାଲିଆଖ୍ ବି ଦେଖେଇ ପାରୁ ଥିଲା ! ଦ୍ଵିତୀୟ  କାରଣଟି ଥିଲା  ବେଶ୍ ବଳିଷ୍ଠ ଓ ଗୁରୁତ୍ୱପୂର୍ଣ! ତାହ!  ହେଉଛି ନନ୍ହେ ଥିଲା  ଜଣେ ପୋଲିଓ ଆକ୍ରାନ୍ତ ଯୁବକ! ତାର ପ୍ରାୟତଃ ଗୋଟେ  ଗୋଡ଼ ନ ଥିଲା ! ସେ ଗୋଟିଏ ଗୋଡ଼ରେ ହିଁ ଆଶାବାଡ଼ିର ସହାୟତା ନେଇ ଚଲାବୁଲା  କରୁ  ଥିଲା  !




          ସେ ତାର ଅଭିଜ୍ଞତାରୁ ଜାଣିଥିଲା  ପେ ଭିନ୍ନକ୍ଷମ ହୋଇଥିବା ! ମଣିଷମାନେ ସବୁବେଳେ ଏକପ୍ରକାର ହୀନମନ୍ୟତାର ଶିକାର ହେଉଥାନ୍ତି ; ଯାହାକୁ କୁହାଯାଏ ଇନ୍ଫେରିଅରିଟି କମ୍ବେକ୍ସ! ସେମାନେ ଭାବନ୍ତି  ସେ, ଲୋକମାନେ ସେମାନଙ୍କୁ ହୀନ ଦୃଷ୍ଟି ଦ୍ରେ ଦେଖୁଛନ୍ତି  ! ଘୃଣା କରୁ ଛନ୍ତି ! ରଚିତ ସମାନ ବେରନାହାନ୍ତି ! ସେମାନଙ୍କର ଉପଯୁକ୍ତ ଯତ୍ନ  ନିଆଯାଉନାହିଁ ! କାରଣ ସେମାନେ ଭିର୍ଣ୍ଣ ଷମ ! ସେମାନେ ଅନ୍ୟମାନଙ୍କ ପରି ସମ୍ପୂର୍ଣ୍ଣ ମଣିଷ ନୃହନ୍ତି ! ଏପରି ଭାବିବା ଦ୍ଵାରା ସେମାନେ ମାନସିକ ସ୍ଥରରେ ଯନ୍ତଣା ଭୋଗନ୍ତି ! ସେମାନଙ୍କର ମନୋବଳ କମିଯାଏ! ସେମାନେ ହତାଶ ହୋଇଯାଆରି! ଆରତି କିନ୍ତୁ ଚାହୁଁ ନ ଥିଲା ଯେ, ନନ୍ହେ କ୍ଷେତ୍ରରେ ସେମିତି  ଘଟୁ ! ଅନ୍ତତଃ ସେ ଏକଥା ନ ଭାବୃ ଯେ, ନୂଆ ଭାଉଜ  ତାକୁ ଅଣଦେଖା କରୁଛି! ଅନ୍ୟମାନଙ୍କ ଭଳି ତାସହ ମିଶୁନାହିଁ ବା କଥା ହେଉନାହିଁ  ସେଥିଲାଗିଆରତି ନନ୍ହେ କୁ ସବ୍ରୁଠୁ ବେଶି ସମୟ ବେଉଥିଲା! ସେ ନନ୍ହେ କୁ କହୂଥିଲା- ଦେଖ ନନ୍ହେ, ତୁମର ସିନା ଗୋଟେ ଗୋଡ଼ ନାହିଁ! ହେଲେ ତୁମର  ଅନ୍ୟ ସବୁ ଅଙ୍ଗ ବେଶ୍ ସୁ ସ୍ଥ   ସତେଜ ଆଉ ବଳିଷ୍ଠ ଅଛି! ଆରେ ତୁମେ ଏମିତି କାମ ସବ୍ରୁ କରିପାରିବ ଯାହାକୁ କରିବା ପାଇଁ ପୂର୍ଣ୍ଣାଙ୍ଗ  ମଣିଷମାନେ ଚିନ୍ତା ମଧ କରିପାରିବେ ନାହିଁ!ନନ୍ହେ,ର ମନୋବଳ ବଢ଼େଇବା ପାଇଁ ଆରତି ପୁଣି କହୂଥିଲା  ଜାଣ ନନ୍ହେ! ଈଶ୍ଵର ଯାହାଠୁ ଗୋଟେ କଥା ଛଡ଼େଇ ନିଅନ୍ତି  ତାକୁ ଅନେକ କଥା ଦେଇଦିଅନ୍ତି ! ତୁମେ ତ କୋଟିଏରେ ଗୋଟିଏ! ଦେଖି ବ ତୁମେ ଅନେକ ଉପରକୁ ଯିବାଆରତିର କଥା ସବୁ ରୁ ନନ୍ହେ ମନରେ ଶ୍ରାବଣର ବର୍ଷା ସୃଶ୍ଚି କରୁ ଥିଲା! ସମୟ ଗତୂଥିଲା! ଆରତି ଗର୍ଭବତୀ ହେଲା! ସେ ଏକ କନ୍ୟା  ସନ୍ତାନ ଜନ୍ମ  ଦ୍ଦେଲା! ଖବର ପାଇ ନନ୍ହେ ତୂରନ୍ତ ଯାଇ ପହଁଚି  ଗଲା ଆରତି ନିକଟରେ! ଝିଅକୁ ଆଣି ତାକୋଳରେ ଢେଲା ଆରତି! ନନ୍ହେ ଝିଅକୁ ଦ୍ଦେଖୀ ଲା ଆଉ ପଚାରିଲା- ଭାଉଜୀ କହିଲ ଝିଅର ମୁହଁ କାହା ଭଳି ହୋଇଛି! ଭାଇଙ୍କ ଭଳି ନା ତୂମ ଭଳି?’ ଆରତି ହସିବେଲା ଓ ନନ୍ହେର ନାକଅଗକୁ ଚିପିବେଇ କହିଲା- ଆରେ ବ୍ରୁଦୃ, ଝିଅର ମୁହଁ ନା ମୋ ଭଳି ହେଇଛି ନା ତୁମ ଭାଇଙ୍କ ଭଳି ହେଇଛି ! ସିଏ ତ ଆମ ସୂନା ଦିଅର ନନ୍ହେର ମୁହଁ ଆଣିଛି! ହେଇ ବେଖୁନ ତାଆଖ୍ ନାକ ଆଉ ଓଠ |



        ଆରତିର କଥା ନନ୍ହେ ମନରେ ଖୁସାର କଇଁଫୁଲ ଫୁଟାଉଥିଲା ! ସେ ଶୂନ୍ୟରେ ତୋଳିଲା ସ୍ଵପର ମୈଫିଲ୍! ସେ ଶୁଣିଥିଲା ଯେ  ଗର୍ଭବତୀ ଥିବା  ବେଳେ ମାଯାହ! କଥାଭାବେ ଗର୍ଭରେ ଥିବା ବା ପିଲାଟି ଠିକ୍ ତାରି ପରି ହୋଇଥାଏ! ବୋଧହୁଏ ଏମିତି ହୋଇଛି, ଭାଉଜ ଆରତି ତାକଥା ଭାବୁଛି ତାସହ ସମର୍କ କରିବାକୁ ସ୍ବପ୍ନ  ଦେଖୁଛି! ହୁଏତ କୌଣସି ନା କୌଣସି କାରଣରୁ ସେ ଭାଇ ଅରେଦ୍ରକୁ ନେଇ ଖୁସା ନୁହେଁ  ସେ ମନେ ମନେ ତାକୁ ହିଁ ଭଲପାଇ ବସିଛି! ବାସ୍ଥବିକ ପ୍ରଥମ ଦେ  ଖାରୁ  ଆରଚିର ପ୍ରେମରେ ପଡ଼ିଯାଇଥିଲା ନନ୍ହେ! ତାରୁପ ତାକୁ ପାଗଳ କରିଦ୍ଦେଇଥିଲା! ତା କଥାରେ ସେ ଦିୱାନ! ବନିଯାଇଥିଲା! ହେଲେ ତାହାକୁ ସେ ପାପ ଚୋଲି ଭାବୁ  ଥିଲା! କାରଣ ଆରତି ଥିଲା ତାର ଭାଉଜ ! କିନ୍ତୁ ଆରତୀର  କଥା ଶୁଣି ନନ୍ହେ ଭାବିଲା, ବୋଧହୁଏ ଆରତି ତାକୁ ଏକାନ୍ତରେ ଚାହୁଁଛି! ସେ ତ ଦିନେ ତାକୁ କହିଥିଲା ଯେ, ନନ୍ହେ! ତୂମେ ଏମିତି କାମ ସବୁ ରୁ କରିପାରିବ ଯାହାକୁ କରିବା ପାଇଁ ପୂର୍ଣ୍ଣାଙ୍ଗ  ମଣିଷମାନେ ଚିନ୍ତ! ମଧ କରିପାରିବେ ନାହିଁ ! ପୁଣି ସେହି ଆରତି ତାକୁ କହିଥିଲା ଯେ, ନନ୍ହେ ! ତୂମେ ତ କୋଟିଏରେ ଗୋଟିଏ! ନନ୍ହେର ଛାତିରେ ଆବେଗର ବନ୍ୟା  ସୃଷ୍ଟି ହେଲା ସେ ଚେଷ୍ଟାକରି ଶୋଇ ପାରିଲାନାହିଁ! ତାକୁ ଭୋକ ଲାଗିଲା ନାହିଁ ! ସେ ଚାହିଁ ରହି ବି ସ୍ବପ୍ନ ର  ଦୁନିଆରେ ଘୂରି ବୁଲି ଲା! ସେ ଭାବିଲା ପଦି ସେ ସାହସ କରି ଆରତିକୁ କହିତେବ ପେ, ଆରତି ମୁଁ ତୁମକୁ ଭଲପାଏ,ତାହେଲେ ଆରତି କେବେ ବି ତାକୁ ମନା କରିବନି! ଓଲଟି ତାକୁ ସେ ଏକଥା କହିବ ପେନନ୍ହେ, ମୁଁ ତୂମଠୁ ଏତିକି ଶୁଣିବାକୁ ଅପେକ୍ଷା କରିଥ୍ରି! ମୁଁ ତୁମକୁ ଭଲପାଏ ମୋର ପ୍ରିୟ ନନ୍ହେ! ଆଇ ଲଭ  ୟୁ! ହେଲେ ନ! ନନ୍ହେ, ସାହସ କରି ଆରତିକୁ ନିଜ ମନକଥା କହିପାରୁ ଥିଲା! ନା ଆରତିର ମନକଥା ଜାଣିପାଚୁଥିଲା ! ସମୟ ତାବାଟରେ ଆଗକୁ ଵଢୁଥିଲା ଦିନେ ଘଟିଗଲା ଗୋତେ ଦୁର୍ଘଟଣା! ଅଗେଦ୍ରକୁ କିଛି ଲୋକ ହତ୍ୟାକରି ରାସ୍ଥାକଡ଼ରେ  ଫୋପାଡ଼ିବେଲେ ! ବାସ୍ତବ   ରେ  ଅଗେଦ୍ର କଣେ ଗାଡ଼ି ଚାଳକ ଥିଲା! ଆଉ ତାର ଅନେକ ଲୋକଙ୍କ ସହିତ ଶତ୍ରୁତା   ରହିଥିଲା! ତାହା ହିଁ କାଳ ସାଜିଲା ତାପାଇଁ ! ବିଧବା ହେଇଗଲା ଆରତି! ବାପଛେଉଣ୍ଡ ହେଇଗଲା ଆରତିର ଝିଅ! ପୁତ୍ରହରା ହେଇଗଲେ ଅଗେଦ୍ରର  ବାପା ଗଜେନ୍ଦ୍ର ଓ ମ କାଞ୍ଚନ!







ମାଉସୀ ପୁଅ ଭାଇ ଅରେଦ୍ରର ମୃତ୍ୟୁ ଖବର ନନ୍ହେ  ପାଇଁ ଯେତିକି ଦୁଃଖ ବେଇଥିଲା; ଭାଉଜ ଆରତି ଏକୁଟିଆ ହୋଇଯାଇଥିବା ଘଟଣା ତାକୁ ସେତିକି ଖୁଶି  କରିଦେଲା! ନନ୍ହେ ଏଥର ସବୁବେଳେ ଆସିଲା ଭାଉଜ ନିକଟକୁ! ତାପ୍ରତି ଆରତିର ବ୍ୟବହାର ଆଗରୁ ଯେମିତି ଥିଲା ସ୍ୱାମା ମରିଗଲା ପରେ ଠିକ୍ ସେହିପରି ରହିଥିଲା! ତଥାପି ଆରତିକୁ ପ୍ରପୋଜାଲ ଦେବାକୁ ସାହସ କରିପାରି ନ ଥିଲା ନନ୍ହେ! ସତେ ଯେମିତି ସେ କେବଳ ସମୟକୁ ହିଁ ଅପେକ୍ଷା କରୁ ଥିଲା



 ଆରତି ତାଶାଶୁଶ୍ଵଶୂରଙ୍କ ର ଜଣେ ଖୁବ୍ ଭଲ ବୋହୁ ଥିଲା! ! ସେମାନେ ତାକୁ ବୋହୁ ନୁହେଁ; ଝିଅ ଭଳି ହିଁ ଦ୍ଦେଖୁଥିଲେ! ସ୍ଵାମାକୁ ହରେଇବା ବେଳକୁ ଆରତିକୁ ହୋଇଥିଲା ମାତ୍ର ୨୨ବର୍ଷ ! ଶ୍ଵଶୁର ଗଜେନ୍ଦ୍ର ତାବ୍ରୁଥିଲେଆରତିର ସେତିକି ବୟସ ହୋଇନାହିଁ ଯେଉଁ ବୟସରେ ସେ ବିଧବା ଭାବରେ ଜୀବନ ବଞ୍ପାରିବ ଆଉ ଗୋଟେ ଝିଅକୁ ମଣିଷ କରିପାରିବା ତାପାଇଁ ଏବେ ଜଣେ ସ୍ଵାମୀର ଏକାନ୍ତ ପ୍ରୟୋଜନ ରହିଛି! ଏହ! ଭାବି ସେ ତାଙ୍କର ପତ୍ନୀ କୁ ନେଇ ଆରତିର ପିତାମାତାଙ୍କୁ ଭେଟିଲେ ଏବଂ ତାଙ୍କର ସାନପୁଅ ହରେନ୍ଦ୍ର  ସହିତ ଆରତିର ପୁନ ବିବାହ କରାଇବାର ପ୍ରସ୍ତାବ  ବେଲେ! ଆରତି ପିତାମାତାଙ୍କର ଏହାକୁ ନେଇ କୌଣସି ଆପଭି ନ ଥିଲା ! ହେଲେ ଏହି ପ୍ରସ୍ଥାବକୁ ଘୋର ବିରୋଧ କଲେ ଉଭୟ ଆରତି ଏବଂ ହରେନ୍ଦ୍ର | ଆରତି କହିଲା, ‘ମୁଁ ହରେନ୍ଦ୍ର ରକୁ ମୋର ସାନଭାଇ ଭଳି ଦେଖେ ! ତେଣୁ ତାର ସା ହୋଇପାରିବିନି!ହରେନ୍ଦ୍ର   ବି କହିଲ!” ‘ଆରତି ମୋର ବଡ଼ ଭାଉଜ! କେମିତି ତାକୁ ମୁଁ ମୋର ସ୍ତ୍ରୀ  ଭାବରେ ଦେଖି ପାରିବି ଅତଏବ ପ୍ରସ୍ତାବ କାଟ୍ ଖାଇଗଲା! ଏସବୁ ର ଖବର ରଖୁଥିଲା ନନ୍ହେ! ହରେନ୍ଦ୍ର  ସହିତ ଆରଢିର ବିବାହ ହେବା କଥା ଶୁଣି ସେ ଭାଙ୍ଗି ପଡ଼ିଥିଲା!  ହେଲେ ଯେତେବେଳେ ପ୍ରସ୍ତାବ ନାକଚ ହୋଇଗଲା ସେତେବେଳେ ସେ ଖୁସାରେ ନାଚି ଉଠିଲା! ଭାବିଲା, ସେ ଆଉ ଡେରି କରିବା ଉଚିତ ନୁହେଁ! ଏଥର ତାର ମନକଥା ଆରତିକୁ କହିଦେବା ଆବଶ୍ୟକ



 ଦିନେ ସେ ଆସି ପହାଞ୍ଚୀ ଗଲା ଆରତି ନିକଟରେ! ଘରେ ଏକୁଟିଆ ଥିଲା ଆରତି! ଝିଅକୁ ଧରି ଖରା ପୋଉଁଥିଲା ! ନନ୍ହେକୁ ଦେଖି ଖୁଶି  ହୋଇଗଲା ! କହିଲା, ନନ୍ହେ ତୂମେ ତ ଅନେକ ଦିନ ହେଲା ଆସିନାହଁ ! କଣ ମେ! ଉପରେ ରାଗ କରିଛ! ନନ୍ହେ ଚୂଫ୍ ରହିଲା! ତାମନ ଭିତରେ  କିନ୍ତୁ ଆବେଗର ଘୂଶ୍ଚିଝଡ଼ ସୃଷ୍ଟି  ହେରଥିଲା! ସେ କେମିତି ଆରତିକୁ ପ୍ରପୋଜ  କରିବ ସେକଥା ଭାବି ଆକ୍ଟ ମାକତା  ହେଉଥିଲା! ସିଧାସଳଖ ଆରତିକୁ ଅନେରଲା ଓ କହିଲା- ଆରତିତୁମେ କଣ ସତରେ ଆଉ ଥରେ ବିବାହ କରିବଆରତି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା! କାରଣ ପ୍ରଥମଥର ପାଇଁ ନନ୍ହେ ତାକୁ ଭାଉଜ ନ ଡାକି ତାର ନାଁ ଧରି ଡାକୁଥିଲା! ନିଜକୁ ସମ୍ଭାଳି ନେଲା ଆରତି! କହିଲା-’ ‘ମୁଁ ଆଉ କଣ କରିବି ! ମେ! ପାଇଁ ତ ଜଣେ କେହି ଦରକାର !ନନ୍ହେ  କହିଲା- ଯଦି ସେହି ଜଣକ ମୁଁ ହୁଏ?’ ଆରତି କିଛି ଉତ୍ତର ଦେଲାନି! ରାଗିଲାନି କିମା ହସିଦେଲାନି! ନନ୍ହେ କହିଲା- ଠିକ୍ ଅଛି, ମୁଁ କାଲି ଆସିବି ଆଉ ମୋତେ ତୁମର ଜବାବ କାଲି ଦେବ ଏତିକି କହି ଘରୁ ବାହାରିଗଲା ନନ୍ହେ ! ତାପର ଦିନ ଆସି ପହଚି ଗଲା ନିର୍ଜାରିତ ସମୟରେ! ଆରତି କହିଲା- ପ୍ରତ୍ୟେକ ନାରୀର କଣେ ପୁରୁଷ ଲୋଡ଼ା! ମୁଁ ବି ଗୋଟେ ନାରୀ ଠିକ୍ ଅଛି, ମୁଁ ତୁମ ପ୍ରସ୍ଥାବରେ ରାଜି ! ନନ୍ହେ ଭାବି ନ ଥିଲା ଏତେ ସହଜରେ ତାମନର ନାୟିକା ତାକୁ ହଁ କରିଦେବ! ସେ ସେଇଠି ତାକୁ ଆଲିଙ୍ଗନ କରି ତା  ମୁହଁକୁ ଚୁମ୍ବନରେ  ଛାଇବେଲା! ଆରମ୍ଭ ହେଲା ଏକ ପ୍ରେମ କାହାଣୀ! ନନ୍ହେ ଆରତିକୁ ଭଲପାଇଲା! ତା ଝିଅକୁ ସ୍ନେହ  କଲା ! ସେମାନେ କେବଳ ପ୍ରେମିକ ପ୍ରେମିକା ହୋଇ ରହିଲେନି! ସାମସ୍ତଙ୍କ  ଗୋପନରେ ସେମାନେ ମିଳିତ ବି ହେଲେ! କାରଣ ଉଭୟଙ୍କ ଉଭୟେ ଦରକାର ଥିଲେ! ପ୍ରାୟ ବର୍ଷକ ପରେ ସେମାନଙ୍କର ବିବାହ ହୋଇଗଲା!



ବିବାହର ୬ମାସ ପରେ....



ଝିଅଘରକୁ ଦିନେ ଆସି ପହଞ୍ଚଲେ ଆରତିର ମା1ତା ସିଂହ ଭଦୁରିଆ! ସେ ଆସି ଦେଖ୍ ବା ବେଳକୁ ଘର ବାହାରୁ ଲକ୍ କବାଯାଇଥିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ! ନନ୍ହେର ଦେଖା ନ ଥିଲା! ସେ ସନ୍ଧ୍ୟା  ଯାଏ ଅପେଷାକଲେ! କାହାରି ଦେଖା ମିଳିଲା ନାହିଁ ! ସେ କୌଶଳ କରି ଘର ର ଗୋଟିଏ ଝରକା ଫିଟେଇ ପାରିଲେ ଓ ଦେଖି ଲେ ଘରେ ପଡ଼ିଛି ଆରତିର ମୃତଦେହ! ସେ ତୁରନ୍ତ ପୋଲିସକୁ ଖବର କଲେ! କହିଲେ ପେ, ନନ୍ହେ ତାଙ୍କଠୁ ପଚାଶ ହଜାର ଟଙ୍କା ଯୌତୁକ ଦାବି କଚୂଥିଲା! ସେଥି ପାଇଁ ତାଙ୍କ ଝିଅକୁ ହତ୍ୟା କରିଦେଇଛି! କିଛିଦିନ ପରେ ପୋଲିସ ଗିରଫ କଲା ନନ୍ହେକୁ! ନନ୍ହେର ବୟାନ ଥିଲା ସମୂର୍ଣ୍ଣ ଭିନ୍ନ! ସେ କହିଲା- ସେ ଆରତିକୁ ଭଲ ପାଉ ଥିଲା! ବାହାହେ ଲା! ହେଲେ ଦିନେ ସେ ଘରକୁ ଫେରି ଦେଖୀ ଲା  ବେଳକୁ ଆରତି ଅନ୍ୟ ଜଣେ ପୁରୁଷ ସହିତ ନିଜର ଶରୀର ବିନିମୟ କରୁଥିଲା! ସେ ସହିପାରିଲାନି! ଆରତି ଶୋଇଥିବା  ବେଳେ ତାର ତଶ୍ଚି ଚିପିଦ୍ଦେଲା!



ଅବାକ୍ ହୋଇଗଲା ପୋଲିସ ନନ୍ହେର ବୟାନ ଶୁଣି! ପୁଣି ଆରତି ମାଙ୍କ ଅଭିଯୋଗ ବି ଥିଲାବିଭ୍ରାନ୍ତି କର! ଯଦି ନନ୍ହେ. ଆରତିକୁ ଭଲ ପାଇ ବିବାହ କଲା ତାହେଲେ ଯୌତୁକ ଦାବି କଲା କଣ ପାଇଁ? ପୁଣି ଯଦି ଆରତି ନନ୍ହେ କୁ ପସନ୍ଦ କରୁ ଥିଲା ତାହେଲେ ନିଜ ପାଇଁ ଆଉ ଜଣେ ପୁରୁଷର ଆବଶ୍ୟକତା ଅନୁଭବ କଲା କଣ ପାଇଁ? ଉତ୍ତର ଯାହା ହେଉ, ନନ୍ହେ ହିଁଥିଲା ହତ୍ୟାକାରୀ ତାକୁ ପଠେଇଦିଆଗଲା ଜେଲକୁ!

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...