Thursday 1 January 2015

ଇର୍ଷା ରୁ ଏସିଡ




ପ୍ରେମ ର ମୁଖ୍ୟ ବିଶେଷତା ହେଉଛି ବିଶ୍ୱାସ| ଜଣେ ଯାହ! ବି କୁହେଅନ୍ୟକଣକ ତାକୁ ସତ୍ୟ  ବୋ ଲି ବି ବେଚନା କରେ ! ବିଶାଲ ସବୁବେଳେ କହୁଥିଲା ପାରୁଲ ମୁଁ ତୁମକୁ ଭଲ ପାଏ ! ଯେ କୌଣସି ପରିସ୍ଥିତିରେ ବି  ସାତ ଜନମ ଯାଏ ମୁଁ ତୁମର ହୋଇରହିବି ! ପାରୁଲ ଭାବେ ପ୍ରେମରେ ମିଥ୍ୟା ପ୍ରତିଶୃତି ଦିଆଯାଏ ନାହିଁ ବିଶାଲ କହୁଛି ମାନେ ଏହାହିଁ ସତ୍ୟ  ! ଏଣୁ ସେ ନିଜକୁ ସମର୍ପଣ କରିଦିଏ ! ହେଲେ ସେଦିନ ତାଭାବନାକୁ ଯେମିତି ଏକ ଶକ୍ତ ଆଘାତ ଲାଗିଲା ! ସେହି କଲେଜର ଅନ୍ୟଜଣେ ଛାତ୍ର! ଆଉଗୋଟିଏ ଝିଅ ଆଡେ ଆଙ୍ଗୁଠି  ନିର୍ବେଶ କରି କହିଲା, ଆରେ ! ପାରୁଲ, ସେ ଝିଅକୁ ଚିଦ୍ୱିଚୁ ନା ! ପାରୁଲ କିଛି ସମୟ ଝିଅକୁ ଦେଖି କହିଲ! ହଁ, ସେ ଶ୍ଵେତା ! ମେ! ସହ ତ ସେ ଅନେକଥର କଥ! ହୋଇଛି କଣ ଅସୁବିଧ! ହେଲ! କି ! ଖାରି ଶ୍ଵେତ! ବୋଲି ଜାଣିବୁ ନ! ତାବିଷୟରେ ଆଉ କିଛି ତଥ୍ୟ ସଂଗ୍ରହ କରି ଛୁ  ପାରୁଲ ହାଲକା ଭାବରେ କହିଲା, କାହାପାଖରେ ସମୟ ଅଛି କହିଲୁ ନିଜ କାମ ଛାଡି କାହା ବିଷୟରେ ତଥ୍ୟ ସଂଗ୍ରହ କରିବ ! ତଥାପି କଣ ହେଉଛି କି !  ! ସାଙ୍ଗ କହିଲ!ଆଦ୍ର! ତୁମ ଘରପାଖର ବିଶାଲକୁ ଚିଦ୍ୱିଚୁ ନା ସେ ତାକୁ ବାହା  ହେଉଛି ! ପାରୂଲର ଜେତେ କଣ କହିବା ପାଇଁ ଇଚ୍ଛା ହେଉ ଥିଲା ! ! ଆମେ ସାତ ଜନମ ଯାଏ ଏକାଠି ରହିବାକୁ ଶପଥ ନେଇଛୁ ! ଆମ ଦୁହିଁଙ୍କ ମଝିରେ ଆଉ କିଏ ଆସିବାକୁ ହେଲେ ଆଠଟି ଜନ୍ମ ପ୍ରତୀକ୍ଷା କରିବାକୁ ପଡ଼ିବ ! ହେଲେ  ସାଧାରଣ ସାଙ୍ଗ ଟା  କୁ ସେ ଏ ଗହନ କଥ! କହିବା ପାଇଁ ଚାହିଁଲା ନାହିଁ ! ସେ ଅଳ୍ପ ହସି କହିଲା, ନା ଇଁ ମ ସେମିତି ହୁଏନି ! ଏମିତି ଖାଲି ବାହାଘର ହେଇଯାଏ ନା ! ସାଙ୍ଗଟା ବୁଝି ପାରିଲାନି ! ପୁଅଟେ ତ ଝିଅକୁ ବାହାହେବା କଥା !ଏଥିରେ  ଅସୂବିଧା କେଉଁଠି ପାରୁଲ ଏମିତି କାହିଁକି କହୁଛି ! ପରିସ୍ତିତି  ଭିନ୍ନ ପ୍ରକାରର ହୋଇ ଯିବାରୁ ସାଙ୍ଗ କହିଲା , ହଁ ମ ଯିଏ ଯାହାକୁ ବାହ! ହଉ ଆମର କଣ ଅଛି ! ଏତିକି ଆଲୋଚନା କରି ଯିଏ ପାହ! ଘରକୁ ଚାଲିଆସିଲେ ! ହେଲେ ପାରୁଲ ମୁଣ୍ଡ କ୍ରମଶ  ଭାରି ଭାରି ଲାଗୁଥିଲା ! ! ସେ ଝିଅଟାର କଥାରେ କିଛି ସତ୍ୟାସତ୍ୟ ଅଛି କି ! ପାରୁଲ-ବିଶାଲ ପ୍ରେମ କାହାଣ! ବିଷୟରେ ତ ସେ ଅବଗତ ନାହିଁ ! ତେବେ ଏଭଳି କାହିଁକି କହିଲା ! ପାରୁଲ ଭାବିଲା, କିଶାଲକୁ ଏ ବିଷୟରେ ପଚାରିବ

                   ଉତ୍ତର ପ୍ରଦେଶ ଏଟା ! ଜିଲାର ପୁରାନି ବସ୍ତି ର  ବାସିନ୍ଦା ଥିଲେ  ସୁଶୀଲ ଭର୍ସନୀ ! ସୁଭାଷ ମୁଭି  ନିକଟରେ ତାକର ଏକ କେକ୍ ଦୋକାନ ଥିଲା ! ! ପତ୍ନୀ ଙ୍କ ସହ ଦୁଇଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ଘର ସଂସାର ! ପାରୁଲ ଘରେ ସମସ୍ତ ସନ୍ତାନଙ୍କ ଠାରୁ ବଡ ଥିଲା ! ! ସ୍ଥାନୀୟ କଲେଁଜ଼ ରେ  ଯୁହ ତିନି ଦ୍ୱିତୀୟ ବର୍ଷରେ ପାଠ ପଢେ ! ଉଚ୍ଚାଭିଳାଷ! ପାରୁଲ ନିଜର ବୁଦ୍ଧି  ଓ ଶକ୍ତି ବଳରେ ସମସ୍ତ ଅଭିବାଷ ପୂର୍ଣ୍ଣ କରିବା ପାଇଁ ସବୁବେଳେ ବେଷ୍ଟ! କରୁଥିଲା ! ଯେତେବେଳେ ଯୁଇ ଦୁଇ ପାସ୍ କଲା ସେତେବେଳେ ସେ ଘର ଘର ବୁଲି ଟ୍ୟୁସନ   ଆରମ୍ଭ କରିଥିଲା  ! ଏଥିରେ  ସେ କଲେକ୍ ଫଭରଣା କରିବା ସହ ପକେଟ ଖର୍କ ଉଠାଉଥିଲା ! ! ସେହି ଅଞ୍ଚଲରେ କେତୋଟି ଘରକୁ ଚ୍ୟୁଶନ ପାଇଁ ସେ ପାଉଥିଲା ! ! ସେ ପେଇଁଠିକୁ ଟ୍ୟୁସନ ପାଇଁ ଯାଉଥିଲା ! ତାଙ୍କର ପଡ଼ିଶା ଘରେ ରହୁଥିବା    ବିଶାଲ ପାରୁଲ ଉପରେ ନଜର ପକାଉଥିବା  ସେ ଅନୁଭବ କରିଥିଲା ! ବିଶାଲର ବାପା ଏକ ଠେଲାଗାଡିରେ ଛୋଲେ ଭ ଟୋରେ ବିକ୍ରି କରୁଥିଲେ  ! ସେଥିରେ  ସେ ଛିତ! ହୋଇ ବେଳେ ବେଳେ ବାପାକୁ ସାହାଯ୍ୟ କରୁଥିଲା  ! ଅନ୍ୟ ତିନିଭାଇ କଚୁଡ଼ି ସହ ତରକାରି ବ୍ୟବସାୟ କରୁଥିଲେ  ! ସମସ୍ତେ ପରିବାରର ରୋଜଗାରକ୍ଷମ ଥିଲେ

                ସକାଳେ ଯେତେବେଳେ ପାରୁଲ ଚ୍ୟୁଶନ ଯାତ୍ତଥିଲା  ସେତେବେଳେ ବିଶାଲ ତାକୁ ଦେଖିବ! ପାଇଁ ଅପେକ୍ଷା କରି ରହୁଥିଲା ! ! ତାକୁ ଦେଖିବ! ପରେ ସେ ହସିନ୍ଦେଉଥିଲା ! ଏବଂ ତାକାମରେ ଲାଗିପଡ଼ୁଥିଲା ! !ପ୍ରତ୍ୟେକ  ଦିନ  ଦିନ ବିଶାଲ ଟା  ପିଣ୍ଡାରେ ବି ରହୁ ଥିଲା  ପାରୁଲ ପଡି ଶା ଘରକୁ ପଢାଇବା ପାଇଁ ଆସିବା ପର୍ଯ୍ଯନ୍ତ ! ପାରୁଲ ବି ଏହା ଅନୁଭବ କରିସାରିଥିଲା  ! ସେଦିନ ସ୍କୁଲରେ ପରୀକ୍ଷା ଥିଲା ରୁ ପାରୁଲ ଟୁଶେନ ପାଇଁ ଆସିଲା ନାହିଁ ! ପରଦିନ
ଯେତେବେଳେ ଆସିଲା ସେତେବେଳେ ବିଶାଲ ବିନା ଦ୍ଵିଧାରେ ପଚାରିଲା, ତମେ କାଲି କଣ ଆସିଲ ନି ପାରୁଲ ରାଗି ଯାଇ କହିଲା, ତୁମକୁ ମୁଁ କାହିଁକି କହିବି ଆଉ ହଁ, ତୁମେ ମୋତେ ସବୁଦିନ କାହିଁକି ଦ୍ଦେଖୁଛ ବିଶାଲ ହସିଲ! କହିଲା, ତୁମେ କେମିତି ଜାଣିଲ ମୁଁତୁମକୁ ଦେଖୁଛି ବୋ ଲି ! ତୁମକୁ ଭଲ  ପାଇବାରୁ ତୁମେ କଣ ମୋତେ ରୋକି ପାରିବ ! ଆଖି ସହିତ ଆଖି ମିଶାଇ ଯେଉଁ ଦାମ୍ଭି କତାର ସହ ବିଶାଲ ଏହି କଥା କ ହିଗଲା, ଚ୍ୟୁଶନ ସରିବ! ପର୍ଯ୍ଯନ୍ତ ପାରୁଲର ମୁଣ୍ଡ ଭିତରେ ଏଗୁଡ଼ିକ ବାରମ୍ବାର  ରିପ୍ଲେ  ହେଭଥିଲା  ! ଅଜାଣତରେ ପ୍ରତ୍ୟେକ ଦିନ ବିଶାଲ ତାକୁ ପ୍ରତୀକ୍ଷା କରୁଥିବା   ସେ ଦେଖିବାକୁ ପସନ୍ଦ କରୁଥିଲା ! ! ଉଭୟ ପଟର ନିଆଁ ଉଭୟ ଅନୁଭବ କରିବା ପରେ ପାରୁଲ-ବିଶାଲ ଲଭଷ୍ଟୋରୀ ଆରମ୍ଭ ହୋରଥିଲା  ! ସାତଚ୍ଚନ୍ମରେ ଏକାଠି ହେବାର ଶପଥ ନେଇ ଦୁଇ ପ୍ରେମୀ ସେଦିନ ଠାରୁ ପ୍ରେମକୁ ଉପଭୋଗ କରୁଥିଲେ
 ପାଖ ଗାଁ  ପିପଲ ଅବାର ବାସିନ୍ଦା ଥିଲା  ଶ୍ଵେତ! ବାପାଙ୍କ ମୃତ୍ୟୁ ପରେ ଦାବା ସବୁ ବୁଝୁଥିଲେ  ! ! ସେ
ବି.ଏସ.ସି ପତୁଥିଲା  ! ଆର୍ଥିକ  ସ୍ଵଚ୍ଛଳ ନ ଥିବା ରୁ ଅଧିକ ନ ପଢି ବିବାହ ପାଇଁ ଯୋଜନା ଚାଲି ଥିଲା  ବିଶାଲ ସହ ତାର ବିବାହ ସମ୍ବନ୍ଧ ଶୁଣି ପାରୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲା ! ! ସେ କେବେ ବି ଭାବି ପାରୁ ନ ଥିଲା  ! ବିଗତ ଦୁଇବର୍ଷ ଧରି ସୁଖ-ଦୁଃଖ, ଆପଦ-ବିପଦ ଏକାଠି ଥାଇ ସାତ ଜନ୍ମର ଏକାଠି ହେବା ଶପଥ ନେଇ ଥିବା   ବିଶାଲ ଯେ ଶ୍ଵେତାକୂ ବିବାହ କରିବା ପାଇଁ ଯାଉଛି କଥାକୁ ସେ ଭାବି ପାରୁ ନ ଥିଲା  ! ସେ ଭାବୁ ଥିଲା  ଆଉ କିଏ ବିଶାଲ ଜୈନ ଅଛି ଯାହ! ସହ ଶ୍ଵେତାର ବାହାଘର ଠିକ ହୋଇଛି ! ଏଣୁ ସଷ୍ଟ ହେବାପାଇଁ ସେ ବିଶାଲକୁ ପଚାରିବା ଉଚିତ ମଣିଲା ! ମୁଁଶୂଣିଲି ତୁମେ ଶ୍ଵେତାକୁ ବାହ! ହେଉଛ ! କଣ ସତ ଘରେ ପହଂଚୁ ପହଂଚୁ  ପାରୁଲ ବିଶାଲକୁ ଫୋନରେ ପଚାରିଲା ! ବିଶାଲ ଦୁଇସେଜେଣ୍ଡ ନିରବ ରହି କହିଲା, ଆରେ ସେମାନେ ବାହାଘର ପ୍ରସ୍ତାବ ନେ ଇଆସିଥିଲେ  ! ୟଙ୍ଗ ବ୍ୟାଣ୍ଡସମ୍ ଟୋକା ଯୋଉ ଘରେ ରହିବେ ସେଠିକି ବ ପ୍ରସ୍ତାବ ଆସିବ ତମେ ଜାଣିଛ !ପାରୁଲ କହିଲା,ତମେ ମୋତେ କହି ନ ଥିଲା  କାହିଁକି ଆରେ କେତେ ପ୍ରସ୍ତାବ ଆସୁଛି ସବୁଗୂଡ଼ାକ ଯେ ମାନେ ରହିବ ଆଉ ମୁଁ କହିବି ସେମିତି ତ ମାନେ ନାହି ! ଆଉଗୋଟିଏ କଥା ତମେ ସନ୍ଦେହ କରି ଆମ ପ୍ରେମକୁ କଳୁଷିତ କରୁଛ ! ରୁମ ରାଣ ଖାଉଛି ତୁମେ ମୋର ଆଉ ମୁଁ ତୁମର  ପାରୁଲ ଟିକେ ସୁକସୁକ୍ କାନ୍ଦି ଲା ଆଉ ଫୋନ  କାଟିଦେଇ! !  ପୁଣି ଥରେ ବିଶାଲ ଉପରେ ପାରୁରର ବିଶ୍ବାସ ଜମିଗଲା !
0୧୪ମସିହାଏପ୍ରିର ୧୪ତାରିଖ ବିଶାଳ ଘର ଲାଇଟ୍ରେ ସଚ୍ଚା ଯଲଥିଲା ଘର ସାମ୍ନା ! ସହ ପାଖ ପଡ଼ିଆରେ ଟେଣ୍ଟ କରାଯାରଥିଲା  ! ! ଢୋଲିଆ  ମଧ୍ୟ  ବିଶାଲ ପରେ ପହଞ୍ଚିଥିଲା  ! ପ୍ରତ୍ୟେକ ଦିନ ଚିଶାର ଫୋନ୍ କରେ ହେଲେ ଏହି କାର୍ଯ୍ଯକ୍ରମ ସମ୍ବନ୍ଧରେ କୌଣସି ଦିନ କ ହିନାହିଁ ! ଏଣୁ ପାରୁଲ ବ୍ୟସ୍ତ  ହୋଇ ପଡ଼ିଲା ! ବିଶାଲକୂ ନ ପଚାରି ପାଗୁର ପଡ଼ିଶାଙ୍କୁ ପଚାରିଲା  ପଡ଼ୋଶୀ ଜଣକ କହିଲେ, ମାନେ, ଏତେ ବଡ଼ କଥ! ତୁମେ ଆଜିଯାଏଁ ଚ୍ଚାଣିନ ! ମେ ୧୫ରେ ପର! ବିଶାଲର ବାହାଘର| ପାରୁଲ ଭାବି ପାରୁ ନ ଥିଲା  ! ଘରେ ପହଞ୍ଚିବା ତା ପାଇଁ ଏବେ କଷ୍ଟ ହୋଇ ପଡି଼ଥିଲା  ! ! ସେ ବିଶାଲକୁ ଫୋନ୍ ଲଗେଇ ଲା ! ଏବଂ କହିଲା ଜଲ୍ଦି  ଆସ, ଅରଜେଣ୍ଟ ଅର୍ବେଣ୍ଟ କଥ! ଅଛି ! ବିଶାଲ ଦୁଇ ମିନିଟ ଭିତରେ ପହଞ୍ଚିଲା ! ଏବଂ ସଫେର ଦେଲା କି ପରିବାରର ଜିଦ ଆଗରେ ମୁଁ କିଛି କରିପାରିରିନି ! ତଥାପି ପରିବାରଲୋକଙ୍କ ମନ ଶାନ୍ତି  ହୋଇଯାଇ ! ଏହା ପରେ ମୁଁ ତୁମକୁ ବିବାହ କରିବି ! ପାରୁଲ ବହୁ ଚେଷ୍ଟା କରୁଥିଲା  ଲୁହ  ନିଗାଡି ତାର ଦୁର୍ବଳତାର ପରିଚୟ ଦ୍ଦେବନି ! ହେରେ ଛାତି ତଳେ ଜଳୁ ଥିବା   ବିଶ୍ୱାସ ଲୁହ ହୋର ତାର ଆଖି କୋ ଣରୁ ଅଜାଣତରେ ବୋହି ଆସୂଥିଲା ! ବିଶାଲ କହିଲା ବାହାଘରକୁ ଆଉ ମାସେ ଅଛି ! ତୁମେ ଚିନ୍ତା କରନି ଆମେ ବାଟ ବାହାର କରିଦ୍ଦେବା
0୧୪ ମେ  ୩ ତାରିଖ ! ଶ୍ଵେତା ଯେମିତି ସୁନ୍ଦର ଥିଲା  ସେମିତି ପାଠ ପଢୁ ଥିଲା  ! ଆଉ ଠାକୁର ବିଶ୍ଵାସ! ମଧ୍ୟ ଥିଲା  ! ସେଦିନ ଜୈନ ମନ୍ଦିରକୁ ସେ ପୂଜା କରିବା ପାଇଁ ଆସି ଥିଲା ବେଳେ କିଏ ତାମୁହଁକୁ ଏସିଡ଼ ପକାଇ ଦେଲା ! ! ପ୍ରବଳ  ଯନ୍ତ୍ରଣାରେ ସେ ଛଟପଟ ହେବ! ସହ ତଳେ ପଡ଼ିଗଲା ! ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତି  କରାଗଲା ! ପୋଲିସ ଅନୁସନ୍ଧାନ ଆରମ୍ଭ କଲା ! ଶ୍ଵେତାର ପ୍ରେମିକ ନ ଥିଲେ ! ବିଶୀଲ ମଧ୍ୟ  ଶ୍ଵେତା ସହ ବିବାହରେ ଅସନ୍ତୁଷ୍ଟ ହୋଇ ଶ୍ଵେତାକୁ କ୍ଷତି ପହଞ୍ଚା ଇ ଥିବା ! ପୋଲିସ୍ ସ୍ପଷ୍ଟ  ହୋଇପାରିଲା ନାହିଁ ! ତେବେ ବିଶାଲ ଭାବପ୍ରବଣତାକୁ କ୍ଷତି ପହଞ୍ଚାଇବାକୁ ଯଦି  କେହି ତାର ଭାବୀ ପତ୍ନୀ କୁ ଆକୃମଣ କରିଥିବା   ପୋଲିସ୍ ସନ୍ଦେହ କରି ତଦନ୍ତ ଆରମ୍ଭ କଲ! ! ବିଶାଲ କୁ ପଚରା ଉଚରା ପରେ ପାରୁଲ ଚରିତ୍ର ସାମ୍ବାକୁ ଆସିଥିଲା  ! ତାକୁ ପଚରା ପରେ! ପରେ ଅପରାଧର କଥା ପଦାକୁ ଆସିଥିଲା  !
          ବିଶାଲ ପାରୁଲକୂ ଯାହ! ବୃଝାରଥିଲା  ତାକୁ ସେବିଶ୍ବାସ କରିପାରୁ ନ ଥିଲା  ! ! କେବଳ ବିଶ୍ୱାସ ଉପରେ ଛିଡା ହେଉଥିବା ! ପ୍ରେମର ସଂଜ୍ଞା ତାପାଇଁ ମିଛ ହୋଇଯାଇଥିଲା  ! ବାହାଘର ଯେତେ ପାଖଉଥିଲା  ପାରୁଲର ପ୍ରେମ  ଭୁଗୋ ଗୋଳର ଭବିଷ୍ୟତ ମାନଚିତ୍ର ଅସ୍ପଷ୍ଟ  ଦିଶୁଥିଲା ! !ସେ 6ଧିର୍ଯ୍ଯ ହରାଉଥିଲା  ! !ଶ୍ଵେତୀ ପ୍ରତି ଖୁବ୍ ଈର୍ଷା ନ୍ଵିତ ହୋଇଉଠିଥିଲା  ସେ ! ତାର ସୌନ୍ଦର୍ଯ୍ୟ ତାପ୍ରେମିକକୁ ତାଠାରୁ ଛଡାଇ  ନେଉଥିବା ! ଆଶଙ୍କା କରି ଜୀବନ ଉପରୁ ଆସ୍ଥ! ହରାଇଥିବା ! ପାରୁଲ ଶ୍ଵେତାକୁ ଅସୁନ୍ଦର କରିବାକୁ ଯାଇ ତାମୁହଁକୁ ଏସିଡ଼୍ ପକାଇ ଦେଇଥିଲା  ! ତାର ବୟାନକୁ ଭିତି କରି ତାକୁ ଗିରଫ କରାଗଲା ! ପାରୁଲ ଏକ ବିଚାରାଧୀନ କଏଦୀ ଭାବରେ ଜୀବନ ଏବେ ବି ବିତାଉଥିବା  ବେଳେ ଶ୍ଵେତ! ଚିକିତ୍ସାଧୀନ ଅଛି ! ଆଉ ଛୋଟିଆ ଵିଶ୍ୱାସଘାତକତାକୁ ନେଇ ବିଶାଲ ଉଭୟପ ଟୁ  କ୍ଷତି ସହିଛି

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...