Wednesday 27 January 2016

ସବୁ ପ୍ରେମ ମୂଲ୍ୟ ମାଗେ


ସବୁ ପ୍ରେମ ମୂଲ୍ୟ ମାଗେ ,ଜଣେ ଯୁବକର ପ୍ରେମ ଜୀବନ ସରି ସରି ଆସୁଥିବା  ବେଳେ ଯୁବକ ଜଣକ ପ୍ରତିକ୍ରିୟାଶୀଳ ହେବା ସ୍ଵାଭାବିକ ସେଇ ନାଆର  ଜାତ୍ରୀ ଥଲା ରଜତ ସିଲିଂଫ୍ୟାନ୍ ଆଡେ ଚାହିଁ ଚେୟାର ଉପରେ ଆଉଜି ବସିଥିଲା  ନିଜ ନିର୍ବନ୍ଧ ଉତ୍ସବରେ ମଧ୍ୟା ସେ ନିଜକୁ ସାମିଲ କରି ପାରୁନ ଥଲା ଯେବେ ଠାରୁ  ତାର ପ୍ରେମ ଜୀବନ ଆରମ୍ଭ ହୋଇଥଲା, ସେବେଠାରୁ ତା' ଖରାପ ସମୟ ଚାଲିଥିଲା ସେ ଚିନ୍ତା କରୁଥଲା, ଏମିତି କିଛି ଶକ୍ତ ହାସଲ କରନ୍ତା ସେମିତି ତା' ଖରାପ ଭାଗ୍ୟକୁ ନିଜ ଇଚ୍ଛାରେ ପରି ବର୍ତନ  କରିପାରନ୍ତ ଫୋନ୍ ରିଂ ତା ଅନ୍ୟମନସ୍କତାରେ ବାଧା ଦେଲା ସ୍କ୍ରିନ  ଉପରେ ଅଜ ଣା ନମ୍ଭର ଥିଲା  ରଜତଫୋନ୍ ରି ସିଭ୍ କଲା ହେଲୋ……..
ରଜତ! ' ଏଞ୍ଚୟେ କରୁଛ !
କଙ୍ଗ୍ର ଚୁଲେଶନସ୍ ଫର ଦିସ୍ ଏନ୍ ଗେଜ ମେଣ୍ଟ ସେପଟୁ ଶୁଭୂଥବା ଯୁବତୀର ସ୍ବର ସହ ସେ ଅନେକ ଦିନରୁ ପରିଚିତ ଥିଲା  ସେ ଥଲା ତାଂର ପ୍ରେମିକା ଶିଖା ପ୍ଲିଜ୍, କଟା ଘା'ରେ ଆଉ ଚୂନ ଦିଅନି' ରଜତ କହିଲା
ଶିଖା କହିଲା, ନା ତମର କଟା ଘାଆ ଅଛି ନା ମୁଁ ଚୂନଦେଉଛି ବରଂ ସତ କଥା କହୁଛି ତମେ ଜଣକୁପ୍ରେମ କଲ୍, ଆଜି ଜଣଙ୍କ ସହ ଏନ୍ଗେଜ୍ ହଉଛ ଆଛାତୃତୀୟ ଜଣଙ୍କୁ ବାଦ୍ବାହେବନି ଟିକେ ଚିମୁଟିବା ଭଳିକହିଲା ଶିଖା ରଜତ କହିଲା, ପ୍ଲିଜ୍ ଶିଖା ତମେ ସବୁ ଜାଣି ଯଦି ଦି ଏମିତି କହିବ ମୁଁ ନିଜକୁ ଜୀବନସାରା କ୍ଷମାକରିପାରିବିନି ଣେ ଠାକୁର୍ ଘରର ପିଲା ବ୍ରାହ୍ମଣକୁବାହା ହୋଇପାରି ବନି ଆମେ ପରସ୍କର କୁ ଏତେ ବୁଝିବାପରେ ଆଜି ବି କଂଣ କଥା ବୁଝାଇବାକୁ ପଡ଼ିବ ! ରଜତ କଥାରେ ଥିବା  ଭାବପ୍ରବଣତାକୁ ଠିକ୍ ଠଉରାଇପାରିଥିଲା  ଶିଖା ସେ କହିଲା, ତେବେ ଡଲିର ଜୀବନନଷ୍ଟ କରିବା ' ଆବଶ୍ୟକତା ଥିଲା  ! ରଜତ କହିଲା, ଶିଖା! ତମେ ' ଜାଣିନ ଡଲି ମୋ ପସନ୍ଦ ନୁହେଁ ବରଂ ଘରଲୋକଙ୍କ ପସନ୍ଦ ବୋଲି ତା ସହ କେବଳ ଶାରୀରିକସମ୍ପର୍କ ହେବ ସିନା ହେଲେ ତମେ ମୋ ଭିତରେ ଯେଉଁଠି ଥିଲା ସେମିତି ରହିବ ଆଉ ତମେ କଥା ଜାଣିଚ ବି

ଶିଖା ସବୁ ଜାଣିଥିଲା  ତା ପାଇଁ ବି ଜତକୁ ଭୁଲିବାକଷ୍ଟକର ଥିଲା  ହେଲେ ବୈବାହିକ ଜୀବନ ଭିତରେ ରଜତ ସହ ସମ୍ପର୍କ  ରଖି ସେ ନିଜକୁ ବଦନାମ କରିବାପାଇଁ ଚାହୁଁ ଥିଲା  ଅନ୍ୟପଟେ ରଜତକୁ ଆଉ କାହାସହ ଦେଖିବା ପରି ସ୍ତିତି ରେ ସେ ଥଲା ଏଣୁ ସେତେ ଭଲପାଇବା ଥଲେ ବି ବିଚ୍ଛେଦର ବିଷକୁ ପିଇ ନ୍ତଣା ସହ ବନ୍ଧୁତା  କରିବା ପାଇଁ ଚିନ୍ନା କରିଥିଲା 

ଉତ୍ତର ପ୍ରଦେଶ ଏଟା ଜିଲା ରଜ ରାୟପୁର ଥାନା ଅଧିନସ୍ଥ   ଏକ ଗ୍ରାମ  ସୁରେଶ ଶର୍ମା ସେହି ଗ୍ରାମର ବାସିନ୍ଦାଥିଲେ ପନ୍ନୀ, ପୁଅ ରାଜୁ ଝିଅ ଶିଖାକୁ ନେଇ ତାଙ୍କଛୋଟ ସଂସାର ପନ୍ନୀ ପାଖ ଗ୍ରାମରେ ଶିକ୍ଷକତା କରୁଥିବା ବେଳେ ସୁରେଶ ଚାଷ କରୁଥିଲେ ଚଳିବାରେ କୌଣସି ଅସୁବିଧା ଥିଲା ଅବଶ୍ୟ ସେମାନେ ସେଭଳି ଧନୀଲୋକ
ଥଲେ ବି ଗ୍ରାମରେ ସେମାନଙ୍କର ସଂମାନ  ଥିଲା 


ଶିଖା ଛାତ୍ରୀ ଜୀବନରେ ବହୁତ ଜ୍ଞାନୀ ଥିଲା  ପିଲାଟିବେଳୁ ଡିବେଟ୍ ହେଉ ବା ପ୍ରବନ୍ଧ ଲେଖା ସେ ଭାଗନେବା
ମାନେ ହିଁ ପ୍ରଥମ ହେଉଥଲା ବାପା ସୁରେଶ ଶିଖାର ଏହି ଜ୍ଞାନର ଏକ ବଡ଼ ପ୍ରଶଂସକ ଥଲେ ଅନୁଷ୍ଠାନ
ଛୋଟ ହେଉ କି ବଡ଼ ଯେଉଁଠି ପ୍ରତିଯୋଗିତା ହେଉପଛେ ଛୋଟିଆ ପିଲାବେଳୁ ତାବାପା ତାକୁ ସାଇକେଲ ରେ ବସାଇ ନେଇ ସେଠାରେ ପହଞ୍ଚି ଯାଉଥଲେ ପୁର ସ୍ଵାର ଥାଉ ପଛେ ଗୋଚିଏ ହାତଲେଖା ପ୍ରମାଣପତ୍ରରେଏକନମ୍ଭର ହୋଇଥବା ଦେଖି ସୁ ରେଶ ସେମିତି ଗର୍ବରେ ପାଟି ପଡ଼ୁଥିଲେ ଏବେ ଶିଖା ଯୁକ୍ତ ଦୁଇରେ ପଢ଼ୁଥିଲା  ପିଲାବେଳର ଜିଦ୍, ପିଲାଳିଆମି ଆଉ ସେମିତି ଥିଲା  |କିନ୍ତୁ ତା ପାଖରେ ସେହି ଜ୍ଞାନ ଥିଲା  ଆଉ ସେ ଜ୍ଞାନକୁ ସମସ୍ତେ ସମ୍ମାନ ଦେଉଥିଲେ

ପୂର୍ବରୁ ଶିଖା ମାର୍କ କରିଥିଲା  କି ଜଣେ ଯୁ ବକନିଦ୍ଦିଶ୍ଟ ସମୟରେ ତାଙ୍କ ଗାଁରେ ଚକ୍ତର ମାରୁଥଲା ଆଉ କୌତୂହଳପ୍ରଦ ଥଲା କି ଯେତେବେଳ ପର୍ଯ୍ୟନ୍ତ ଶିଖାକୁ ଦେଖୁ ଥିଲା  ସେ ଘୂରି ବୁଲୁଥିଲା  ଏବଂ ତାକୁ ଥରେ ଦେଖୀ ବା  ପରେ ସେ ଫେରାର ହୋଇଯାଉଥରଲା କିଛି ଦିନପରୀକ୍ଷା କରିବା ପରେ ଶିଖା ବୁଝିପାରିଲା ବେଳେବେଳେଶିଖା ତାକୁ ଦୂରରୁ ଦେଖ୍ ଜାଣି ଜାଣି ବାହାରୁ ଥିଲା ଆଉ ସେଇ ଅଜଣା ପୁବକର ବ୍ୟସ୍ତ ତାକୁ ସେ ବେଶ୍ ଅନୁଭବ କରି ପାରୁଥିଲା  ତାକୁ ଚିହ୍ନିଲେ ମଧ୍ୟା ଶିଖା ଏହି ଲୁଚକାଳି ଖେଳକୁ ଉପଭୋଗ କରୁଥିଲା  ଅଜାଣତରେ ତା ବିଷୟରେ ଜାଣିବା ପାଇଁ ଶିଖା ମନ ଭିତରେ ଜିଜ୍ଞାସୁ ପ୍ରବୃତ୍ତି ଉଭା ହୋଇଥିଲା  ଆଉ ଏକଥା ବୁଝିବା ପାଇଁ ତାକୁ ବେଶି ସମୟ ଲାଗି ଥିଲା  ରଜତ ପଡୋଶୀ ଗ୍ରାମର ସୁରେ ଦ୍ର ସିଂଙ୍କ ପୁଅ ଥିଲା  ଦିଭ୍ରାୟ କଲେଜରେ ଯୁକ୍ତ  ତିନିର ଛାତ୍ର ଥିଲା ଦିନେ କଲେଜ ରାସ୍ତାରେ ଶିଖାକୁ ଦେଖ୍ ତା ପାଇଁପାଗଳ ହୋଇଥିଲା  ଏବଂ ପିଛାକରି ତା' ଠିକଣାପାଇଥଲା ପ୍ରତ୍ୟେକ ଦିନ ତାକୁ ଦେଖ୍ବା ପାଇଁ ଏହିଚକ୍କର କାଟୁଥଲା

ସହର ଆଉ ଗ୍ରାମ  ଚଳଣି ଭିନ୍ନ ଥିଲା  ସହରରେ ପୁଅ ଝିଅକୁ ନେଇ କୌଣସି ସମସ୍ୟା ଥିବା  ବେଳେ ଗ୍ରାମରେ ପୁଅଝିଅ କଥା ହେଲେ ସମଗ୍ର ଗ୍ରାମ ସେମାନଙ୍କୁ ସନ୍ଦେହଦୃଷ୍ଟିରେ ଦେଖୁଥିଲା  ଆଉ ସଦି ପଡୋଶୀ ଗ୍ରାମର ପୁଅହେଲା, ତେବେ କଥା ସରିଲା ଏଣୁ ଉଭୟଙ୍କ ମନରକଥା ମନରେ ହିଁ ର୍ ହିଯାଇଥିଲା  ଏବେ ଶିଖା ଯୁକ୍ତ ଦୁଇ ପାସ୍ କରିଥିଲା  ଆଉ ମନ କରିଥଲା କି ରଜତ ପଢ଼ୁଥିବା  କଲେଜରେ ପାଠ ପଢିବ |ଶେଷରେ ସେଇଆ ଦେଲା ଦିଭ୍ରାୟ କଲେଜ ରେ   ସେ ନାମ ଲେଖାଇଲା ପ୍ରଥମ ଦିନ ର୍ଦି ରଜତ ସହ ତା' ସାମ୍ଭାସାମ୍ମି ହେଲା ଏତେ ଦିନରୁ ଚାପି ହୋଇ ହିଥବା ପ୍ରେମ ବାହାରି ବାକୁ ସମୟ ନେଲାନି ବରଂ ଆରମ୍ଭରୁ ହିଁ ସେମାନଙ୍କ ପ୍ରେମର ଗାଡି ବେଗ ଧରିଥିଲା  ଆଉ ଆଗ-କୁ ମାଡି ଚାଲିଥିଲା  ଜତ ବାଇକ୍ ଧରି ଗ୍ରାମ ମୁଣ୍ତରେ ଅପେକ୍ଷା କରି ହୁଥବା ବେଳେ କଲେଜ୍ ସରିବା ପରେ ନେଇ ଗ୍ରାମ ମୁଣ୍ତରେ ଛାଡି ଫେରୁଥିଲା  ଅନେକଥର ନିର୍ଜନରେ ଉଭୟ ଉଭୟଙ୍କ ପ୍ରଖର ନିଃଶ୍ବାସର ଗତି ମାପିଥିବା  ବେଳେ ସୌବନର ଉନ୍ମାଦନାକୁ ଉଭୟ ପରଖୀ ଥି ଲେ

ସମସ୍ତଙ୍କ ଅଗୋଚରରେ ପ୍ରେମର ଗାଡି ଦୁଇବର୍ଷ ଗଡିଥିଲା ଗ୍ରାଜୁଏଶନ ପରେ ସେମାନେ ଘରେ କହି ବିବାହ ପାଇଁ ବ୍ୟବସ୍ପା କରି ବେ ବୋଲି ଅନେକଥର ସ୍ଵପ୍ନଦେଖଥିଲେ ପରିବାର ସଦସ୍ୟଙ୍କ ଅନିଛ୍ଥୁକତାର ମଧ୍ୟ  ସେମାନେ ବିକଳ୍ପ ଭାବିଥିଲେ କିନ୍ତୁ...ପିଲାବେଳର ସମସ୍ତ ଅଳିଅଝଟ ଆଜି ପର୍ଯ୍ୟନ୍ତ ଶିଖା ତା ବାପା ଙ୍କୁ କହି ଆସୁଥିବା  ବେଳେ ନିଜ ପ୍ରେମ  କଥା କହିବା ପାଇଁ
ସେ ସାହସ ସୋଗାଡ କରିପାରି ଥିଲା  ଆଉ ଚୋରଘର ବି ସବୁବେଳେ ଅନ୍ଧାର ଥାଏ ସୁରେଶ ଶର୍ମାଏ କଥା ଜାଣିଲେ ଜଣେ ରକ୍ଷଣଶୀଳ ତଥା ଝିଅକୁନେଇ ଗର୍ବ କରୁଥିବା  ଢଣେ ସ୍ବାଭିମାନୀ ବାପା ଝିଅରଏହି କ୍ରିୟାକଳାପକୁ ଗ୍ରହଣ କରିପାରି ଥିଲେ ତଥାପି ରାଗକୁ ଶାନ୍ତ କରି ସମସ୍ତ କଥା ଏବଂ ତାଙ୍କ ଚିନ୍ତାଧାରା ମଧ୍ୟ ସ୍ପଷ୍ଟ   କଲେ କିନ୍ତୁ ପିଲାଟିବେଳୁ ବାପାଙ୍କ ଆଦର୍ଶକୁସମ୍ମାନ ଦେଇ ଆସିଥବା ଶିଖା ଆଉ କିଛି ` ଲୁ ଚାଲବା ପାଇଁଚାହୁଁ ଥିଲା  ଘେ ଦୁଇହାତ ଟେକି ସମପିତ ହେଲା ଏବଂ ରଜତ ସହ ଥିବା ସମର୍କର ଘୋଷଣା କଲା ପୂର୍ବରୁ କ୍ରୋଧକୁ ଚାପି ରଖି ଥିବା  ଆଦର୍ଶବାଦୀ ବାପା ଏବେ ଆଉ ପାରି ଥିଲେ ସେ ରାଗରେ ଫାଟି ପଡ଼ିଥିଲେ ଏଭ୍ ଳି ରୂପ ବୋଧହୂଏ ଶିଖା କେବେ ବି ଦେଖ୍ ଥିଲା ଜଣେ ଠାକୁର ପରିବାରର ପୁଅକୁ ତୂ ବିବାହ କରିବୁ କହୁଛୁ..
ମୋ ଶିଖାଇବାରେ କିମ୍ଭା ମୋ ଆଦର୍ଶକୁ ନେଇ ବଞ୍ଚିବାରେ ତୋର୍ କି ମୋର ଯେଉଠି ବି ଭୁଲ ଥାଉନା କାହିଁକି ଅପରାଧ ଷକ୍ଷମଣୀୟ ନୁହେଁ ବାପାଙ୍କ ବଡ଼ପାଟି ପାଖରେଶିଖା ଡରିଯାଇଥଲେ ମଧା ବାପାଙ୍କୁ ବୁଝାଇବା ପାଇଁଚାହିଁଥିଲା ପ୍ରାୟ ୧ଘଣ୍ଟା ପର୍ଯ୍ଯନ୍ତ ଯୁକ୍ତିତର୍କ ଲାଗିଥିଲା ଶେଷରେ ବାପାଙ୍କ ସହ ଯୁକ୍ତି  କରି ଉଦୟଙ୍କର୍ କ୍ଷତିନ କରିବା ପାଇଁ ଶିଖା ନୀରବ ରହିଥିଲା  ଆଉ ଏହି ନୀରବତାକୁ ସୁରେଶ ଶର୍ମା ଯା ହା କହୁଛନ୍ତି ସେଥିରେ ଶିଖାର ସମର୍ଥନ ବୋଲି ଭୁଲ୍ ବୁଝିଥିଲେ ଆଉ ଶିଖାରସବୁ ଦୋଷ ଦେଉଥିଲେ  ମାତ୍ର ଆଉ ସମ୍ଭାଳି ପାରି ଶିଖାର ବୋଉ କହିଉଠିଲେ ଶିଖା ଇନୋସେଣ୍ଟ ରଜତ ତାକୁ ଫସେଇ ଦେଇଛି ଏଣୁ ସେ ସିଧା ରଜତ ଘରକୁଗଲେ ଏବଂ ଶିଖାଠାରୁ ରଜତକୁ ଦୂରେଇ ଯିବା ପାଇଁପରିବାର ସହଯୋଗ କରିବା ଲାଗି ଅନୁରୋଧ କଲେସେଠାରୁ ନିର୍ଭର ପ୍ରତିଶ୍ରୁତି ମଧ୍ଧ ମିଳିଲା ହେ ଲେ ଦୁଇପ୍ରେମୀ ଅଲଗା ହେବାକୁ ଚାହୁଁ ଥିଲେ

ଶିଖାର ବାପା ଏହାକୁ ନେଇ ପଞ୍ଚାୟତ ଡାକିଲେ ଉଭୟ ପୁଅ-ଦିଅଙ୍କୁ' ଡାକି ସେମାନେ ସମାଜ ନୀତିନିୟମମାନିବା ପାଇଁ ଆଦେଶ ଦେଲେ ଜଣେ ଠାକୁର ଘରରପିଲା ବ୍ରାହ୍ମଣକୁ ବିବାହ କରିପାରିବ ନାହିଁ ବୋଲି ସ୍ପଷ୍ଟ ହେଲା ଏବଂ ଦୁଇପ୍ରେମୀ ଶେଷରେ ହତାଶ ହେଲେ ଉଭୟ ପରିବାର ଉଭୟଙ୍କ ପାଇଁ ବର -କନ୍ଯା ଖୋଜିବା ଆର ମ୍ଭ କଲେ ଶିଖା ପାଇଁ ଏତେଶୀଘ୍ର ବର ମିଳି ନଥିବା  ବେଳେ ରଢତ ପାଇଁ ଡଲିର୍ ବାହା ଘରପ୍ରସ୍ତାବ ଆସିବା ସହ ନିର୍ବହ୍ଧ ହୋଇଥିଲା  ସେହି ନିର୍ବଦ୍ଧ ଦିନ ହିଁ ଶିଖା ଫୋନ୍ କରି ଏହିବିଗତ କ୍ଷତକୁ ତାଜା କରିଥିଲା  ସେ କହିଥିଲା ସେ, ମୁଁ ସିନା ତୁମ ସୁଖ ସଂସାରରୁ ଦୁରେଇସାଉଛି ହେଲେ ଜଣେ ମଣିଷ ହୃଦୟ ନେଇ ବଞ୍ଚିବାରେ ଏହା ସମ୍ଭବ ଥିଲା 

୨୦୧୪, ମେ ତାରିଖ ଦିନ ରଜତ-ଡଲି ବିବାହ ବକ୍ଧନରେ ଆବଦ୍ଧ ହେଲେ ଦେଲେସେତେବେଳେ ବି ଶିଖା ରଜତକୁ ଡାକୁଥଲାସେଠାରେ ରଜତ ନିର୍ଦିଷ୍ଟ ସମୟରେ ପହଞ୍ଚି ଯା ଉଥିଲା  ସେଦିନ ଥିଲା  ୨୦୧୪ ଯୁ ଲାଇ ୨୮ତାରିଖ ଶିଖା ଘରେ ଏକୁଟିଆ ଥିଲା  ଏବଂ ତୁରନ୍ତ ପହଞ୍ଚିବାକୁ ରଜତକୁ କହିଲ୍ା କାଳବିଳମ୍ମ କରି ଜତ ଶିଖା ଘରେ ପହଞ୍ଚିଲା
ହେଲେ ଭୁଲ୍ ଥିଲା  କି ସେମାନେ ଭାବୁଥିଲେ କେବଳ ଘର୍ ଲୋକ ସମୀର୍କର୍ ଶତ୍ରୁ ଥିଲେ କିନ୍ତୁ ସମଗ୍ର ଗାଁ  ରଜତକୁ ଏକ ଭିନ୍ନ ଦୃଷ୍ଟିରେ ଦେଖଥଲା ଶିଖା ସହ ଏଭଳି ଖରାପ କାମ କରି ଥବା ଜତ ଆଗକୁ ଅନ୍ୟ ଝିଅଙ୍କ ସହ ବି ଏଭଳି କରିପାରେ
ଏହା ଭାବି ସେମାନେ ଜତ ଗାଁ କୁ ଆସିବା ଚାହୁଁ ଥିଲେରଜତ ଶିଖା ଘର ଭିତରେ ପଶିବା କବାଟ ବନ୍ଦହୋଇଯିବା ଗାଁ ସଂମାନ   ଯାଉଥିବା  ସେମାନେ ଭାବିଲେପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକ ଏକାଠି ହୋଇ ଶିଖାଘରରପାଚେରି ଡେଇଁ ଭିତରେ ପଶିଲେ ରଢତ ବିପଦ ଆଶଙ୍କାକରି ବାପାଙ୍କୁ ଚଞ୍ଚଳ ପହଞ୍ଚିବା ପାଇଁ ଫୋନ କଲା ବାହାର କୁ  କେବଳ ୨ଟି ଗୁଳିମାଡ ଶବ୍ଦ ଶୁଭିଲା
ତୁରନ୍ତ ପୋଲିସ୍ ଘଟଣାସ୍ରଳରେ ପହଞ୍ଚିଲା ଉଭୟଙ୍କର ଛାତିରେ ଗୁଳି ବାଜିଥିଲା  ରଜତ ଆଉ ଶିଖାଙ୍କର ରକ୍ତ  ଯୁ ଡୁବୁଡ଼ୁ ଶରୀର ତଳେ ପଡ଼ିଥିଲା  ସମସ୍ତ ତଦନ୍ତ ସାରି ପୋଷ୍ଟମର୍ଟମ କରାଗଲା ଏହାର ଅଭିଯୋଗରେ ପୋଲିସ ଜଣ ଗ୍ରାମବାସୀଙ୍କୁ ଗିର ମଧ୍ୟ କଲା ହେଲେ ଏହି ପ୍ରେମ କାହାଣୀରେ ସବୁଠାରୁ କ୍ଷତିଗ୍ରସ୍ତହୋଇଥଲା ଡଲି ଯିଏ କି ବିବାହର୍ ମାତ୍ର କେଇଟା ଦିନ ପରେ ବିଧବା ହୋଇଯାଇଥିଲା  -

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...