Thursday 13 October 2016

ପ୍ରେମର ପାଉଣା ପିସ୍ତଲ





    ରଫିକୁଲ୍ ଏବଂ ରିୟାଜୁଲ୍ ଦୁହେଁ ପଡ଼ୋଶୀ! ରଫିକୁଲ୍ ଘର ଠାରୁ ଦୁଇ  ତିନୋଟି ଘର ଛାଡ଼ି ରିୟାଜୁଲ୍   ଘରା ମାତ୍ର ସେମାନଙ୍କ ମଧରେ ବହୁ ଶହ ଆଳୋକ ବର୍ଷ ବ୍ୟବଧାନ! ରଫି କୁଲ୍ ସି.ପି.ଏମ୍  ଜଣେ ସକ୍ରିୟ କର୍ମୀ! ରିୟା ଜୁଲ୍  ହେଉଛି ତ୍ଵଣମ୍ପୂଳ କଂଗ୍ରେସର ଢଣେ ଅନ୍ଧ  ସମର୍ଥକ! ସେମାନଙ୍କ ମଧରେ ରାଜନୈତିକ ବିବାଦର ପ୍ରାଚିର | ଏତଦବ୍ୟତୀତ, ରଫି କୁଲ୍ ଆର୍ଥିକ  ସ୍ତରରେ ସ୍ୱଚ୍ଛଳ !ରିୟାଜୁଲ୍  ଜଣେ ମଧ୍ୟବିତ୍ତ ମଣିପା ସେ ଥିଲାଗି ରଫି କୁଲ୍ ରିୟା ଜୁଲ୍  କୁ ଆଦୌ ଭଲ  ନଜରରେ ଦ୍ଦେଖୁନ ଥାଏ ! ତାଦୃଷ୍ଟି ରେ ରିୟାଜୁଲ୍  ତା ସମକକ୍ଷ ନୁହେଁ!
 ରଫିକୁଲ୍ ରିୟାଜୁଲ୍  କୁ ହୀନ ଦୃଷ୍ଟି ରେ ଦେଖୁ ଥିଲା  ବେଳେ ତାଅଜାଣତରେ ଘଟି ଗଲିଥ୍ଇଂ ଆଉ ଏକ ଅତି ଆଶ୍ଚର୍ଯ୍ୟଜନକ ଘଟଣା! ରଫି କୁଲ୍ ଝିଅ ଲଳିତା ଖାବୁ ଭଲ ପାଇ ବସି ଥିଲା ରିୟା କୁଲ୍ ପୁଅ ଶକ୍କୀ ରୁଲ  ଶେଖ କୁ ! ନା ସେମାନଙ୍କର ବାପାମାନଙ୍କ ରାଜ ନିତିକ ଶତ୍ରୁ ତା ପ୍ରତି ନଜର  ଥିଲା ନା ସେମାନେ ପାରିବାରିକ ଆର୍ଥିକ  ତାରତ ମ୍ୟ କୁ ଗୁରୁତ୍ୱ ବେଉଥିଲେ  ସେମାନେ କେବଳ ପ୍ରେମ ହିଁ କରି ଚାଲୁ ଥିଲେ


              ସକ୍କୀରୁଲ୍ ଓରଫ୍ ସକ୍କୁ କୁ ୧୮ବର୍ପ ହୋ ଇଥିଲାବେଳେ ଲଲି ତା କୁ ହୋଇଥିଲା ୧୪ ! ସକ୍ଳ ବଡ଼ ଆନ୍ଦୋଲିଆ   ବଏକ୍  ସ୍କୁଲ ରେ ଦ୍ୱାଦଶ ପଢୁ ଥିଲା  |ଠିକ୍ ସେହି ଭଳି  ଇଳିତା ଗର୍ଲସ ସ୍କଲରେ ପତୁଥିଲା ! ପଡ଼ୋଶୀ ହୋଇଥିବା  ହେତୁ ପ୍ରତ୍ୟେକ ଦିନ ସେମାନଙ୍କ ମଧରେ ବେଖାଗହାଁ ହେବ! ଏକ ସ୍ଵକୋବିକ ଘଟଣା ଥିଲା ! 66 ସେଦିନ ସକାଳ ସେମାନଙ୍କ ପାଇଁ ଥିଲା ଏକ ଭିନ୍ନ ସକାଳ ! ଲଳିତା ଗଲିଗଲି ସୂଲ୍ ଯାଉ  ଥିଲା ବାଟରେ ଏକ ବହି  ଦୋକାନରୁ ଖାତ! କିଣୁଥିଲା ସକକୁ  ! ଲଳିତା ଏକୁଟିଆ ଗଲିଗଲି ପାଉଥିବା ଦେଖ୍ ସେ ତାପାଖକୁ ଆସିଲା ତାପାଦରେ ପାଦ ମିଶାଇ ଗଲୁଗଲୁ ପଗରିଲା- ‘ଲଳିତା! ମୁଁ  ତୁ ସହ ଯାଉଛି! ତୁମକୁ ଖଗପ ଲାଗୁନି ?’ ଲଳିତ! କହିନା- ‘ଖଗପ ଲାଗିବ ପାଇଁ? ଆଉ ଆମ୍ ଫା ଇନ!’
ସକ୍କୁ ପଗରିଲା- ‘ତାହେଲେ ତୁମେ ମୁହଁ ଶୂଖେଇଛ ପାଇଁ? ଜାଣିଛ, ତୁମେ ହସିଲେ ଖୁବ୍ ଭଲ ଲାଗେ !’ ସକ୍କୁ କଥା ଶୁଣି ଲଳିତ! ମୂଣ୍ଠଟେକି ତାକୁ ଅନେଇଲା  ପୁଣି ଗଲିବ କୁ ଲାଗି ଲା ! ସକ୍କୁ କହିଲା- ‘ଲଳିତା ପ୍ଲଜ଼   ଥରେ ହସିଦିଅ  ଆଉ ଏଇ  ରାସ୍ତା   ଉପରେ ଫୁଲର ବର୍ଷ! ହୋଇ ଯାଉ  ଲଳିତା  ଆଉ ଗୋଟେ ପାଦ ବି ଆଗକୁ ଯାଇ ପାରିଲାନି! ସେ ଠିଆ ହୋଇ  ଜୋରରେ ହପିବା କୁ ଲାଗିଲା ! ଟିକିଏ ଆଗରୁ ଗୁମ୍ ସୂମ୍ ମେଘପରି ମୁହଁକୁ କରି ବାଟ ଚାଲୁଥିବା ଲଳିଚ୍ଚାର ହସ କୁ ଦେଖ୍ ସ୍ତବ୍ଧ ହୋଇ ଗଲା ସକକୁ ! ତାକୁ ଲାଗୁ ଥିଲାଯେପରି ସଂଗୀତ   ସାତସୂରରେ ପରିବେଶ ଦ୍ରବୀଭୂତ ହୋଇ ଗଲାସୁଗନ୍ଧିତ  ବାସାରେ ଆଚ୍ଛନ ହୋଇଗଲା ଗଗନ ପବନା ଅଚାନକ କଢ଼ ସବୁ ଫୁଲ  ହୋଇ ଫୁଟିଗଲା , ଆକାଶ ପାଲଟିଗଲା  ଆକାଶଠୁ ବି ଅଧ୍ ନୀଳ’ ! ଚଢ଼େଇମନେ କିଚିରିମିଚିରି ଗାତ ଗାଇବାକୁଲାଗି ଲେ! ତା ଖୁବ୍ ପାଖରେ ଠିଆହୋଇ ହସୁଥିବା ! ଲଳିତା ତାକୁ ଲାଗିଳା ଆକାଶରେ ଭଇଁ ଆସିଥିବା ! ପୂନେଇଁର ଜହ୍ନ  ଲଳିତାର ହସ ତାଦ୍ଧଦୟ କୁ ଭେଦିଗଲୀ ଆଉ ସେଇ ମୁହୂର୍ତ ରେ ରେ ହିଁ ସେ ଲଳିତାର ପ୍ରେମରେ ପଡ଼ିଗଲା
 ସକ୍କୁ ସିନା ଲଳିଢାର ପ୍ରେମରେ ପଡ଼ିଗଲା; ହେଲେ ସେ ଜାଣି ଥିଲା ଲଳିତା ତାକୁ ଲେପାଏ କି ନା! ଆଉ ଏଇ କଥା ଜାଣିବା ଯାଏ ନା ପ୍ରେମିକ କୁ ନିଦ ଆସେ  ! ଭୋକ ଲାଗେ  ସକ୍କୁ ସେମିତି ଏକ ପ୍ରେମିକ ଥିଲା ଦି ସୁଲ୍ ସରିବା ପରେ ସକକୁ ଦେଖିଲା , ଲଳିତା ଏକୁଟିଆ ଗଲିଗଲି ଯାଉଛି ତେବେ ସେ ଜାଣିଶୁଣି ଏକୁଟିଆ ପାଉଛି କିମା ସତ କୁସତ  ସାଙ୍ଗ ମାନେ ଗଲିଯାଇଛନ୍ତି  - ସେ ଏକୁଟିଆ ହୋଇଯାଇଛି ଏକଥା ଜାଣିପାରିଲା ନାଦି ! ଏତିକି ବୁ ଝିଚ୍ଚା ଯେ, ଏହା ହେଉଛି ନିଜ ମନକଥା ପ୍ରକାଶ କରିବାର ପ୍ରକୁପ୍ତ ସମୟ! ସକ୍କୁ ଯାଇ ପହଂଚି ଗଲା ଲଳିଚା ନିକଟରେ! ଡାକୁ ଦେଖ୍ ବା ଷଣି ଲଳିତା ଓଠରେ ହସର ସରଳ ରେଖା ଟିଏ ଆଙ୍କି ହୋଇଗଲା ସକ୍କୁ କହିଲା- ‘ଲଳିତା! ମୁଁ ତୁମକୁ କିଛି ସ୍ପେ ଶାଲ କଥା କହିବାକୁ ଚାହୁଁଛି! କହିପାରିବି ?’ ଲଳିତା ହସିବେଳା କହିଲା- ‘ସିଓରା କୁହଁ  !’ ସକ୍କୁ କହିଲା- ‘ମୁଁ ତୁ ପ୍ରେମରେ ପଡ଼ିଯାଇ ଛି !’ ଳିତ! ଠିଅ! ହୋଇଗଲା ସକ୍କୁ  କୁ ବେଶ୍ କିଛି ସମୟ ଅନେଇ ରହିଲା! ତାପରେ ଏକ ବିଚିତ୍ର ଭାଙ୍ଗି ରେ  ଗଲୁଗଲୁ ପଚାରିଲା- ‘ତୂମେ ସତରେ ମୋ ପ୍ରେମରେ ପଡ଼ିପକଛସକ୍କୁ?’ ସକ୍କୁ ଅପଗଧି ଟେ ପରି ମୂଣ୍ଠ ଟୁଂଗା ରିଲାକହିଲା-‘ ଇଳିତା ! ମୁଁତୁମ କୁ ଭଲପାଇ ବସିଛି!’ ଲଳିତା ପଗରିଲା- ‘କେବେ  ଠୁ ଯେ ?’ ସକକୁ  କହିଲା- ‘ସେଇଦିନ ଯେଉଁଦିନ ମୁଁ ତୁମ କୁ କଦିଥିଲିପ୍ଲିଜ଼  ହସି ଦିଆ ତୂମେ ହସିଦ୍ଦେଲେ ଫୁଲ  ବର୍ଷିଯାଉ  ଆଉ ତୁମେ ମୋ କଥାଶୁଣି ଖୁବ୍ ଜୋରରେ ଦସିଥିଲା ସେଦିନ ଚୂମେ ହସି ଥିଲ ମୋ ହୃ ଦୟର ରାଣୀ  ପାଲଟି ଯାଇ ଥିଲା
     ସକ୍କୁ କଥା ଶୁଣି ଲଳିତା  କୁ ଲାଗି ଲା, ଯେପରି ତା ସାରା  ଦେହ ବରଫ ପାଲଟିଯାଉଛି! ତାଚାରିପଟରେ ଶିଶିରର ବର୍ଷ! ହେଉଛି! ନାଲି ନାଳ, ହଳଦିଆ, ସବୁଜ ଗୋଲାପୀ ଆବି ହର ରଙ୍ଗି  ଫୁଲ ଫୁ ଟି ଊଠିଛନ୍ତି ! ଏକ ଅଜଣା ଆବେଗରେ ତା ଦେହ ମନ ଓଦା ହୋଇଯାଉଛି! ଏହା ସତ୍ୱେ  ଲଳିତ! ନିଜ ଭିତରେ ଅବେଗ କୁ ନିଜ ଭିତରେ ଗପିରଖ୍ ଲୀ ସକ୍କୁ କୁ ଏକ ବକ୍ରଦୃଷ୍ଟି  ଢାଳି ଚାହିଁଲା  କହିଲା- ‘ସକ୍କୁ! ତୁମେ ଯେତେବେଳେ ମୋତେ ହସିବା କୁଦୂଥିଲ ମୁଁ ବି ମୋ ନିଜକୁ ରୋକିପାରୁ  ଥିଲି ! ମୋ ଭିତରେ ପ୍ରେମର ଏକ ଘୂଶ୍ଚିବଳୟ  ତିଆରି ହୋଇଯାଉ ଥିଲା

ଲଳିତା କଥା ଶୁଣି ସକ୍କୁର ହୃଦୟ ରେ  ଆନନ୍ଦର ବନ୍ୟା ସୃଷ୍ଟି  ହୋଇଗଲା ସେ କହିପ- ‘ଯଦି ତୁମ ଭିତରେ ଭଲପାଇବା ଥିଲା ତାହେଲେ କହୁ  ଥିଲ ପାଇଁ? ଜାଣ, ମୁଁ କେମିତି ଅଧର୍ଯ୍ୟ  ହୋଇ ଦିନକାଟିଛି! କେତେ ଯନ୍ତଣା ପାଇଁ ଛି!’ ଲଳିତା ସକ୍କୁର ନାକକୁ ଟିପିଦେଲା  କହିଲା- ‘ଆରେ  ବାବା , ଅଂଧେର୍ଯ୍ୟ ହେବା ହିଁ  ସବୁ  ପ୍ରେମିକ ପ୍ରେମିକାଙ୍କର  ନିୟତି! ଆଉ ସେକଥିରୁ  ହିଁ ଏକ ନିଆରା ଆନନ୍ଦ ମିଳେ   ସେଇଟାକୁ ଯନ୍ତଣା ବୋଲି କହୁଛ ପାଇଁ?’ ସଜ୍ଜୁ କହିନା- ‘ତାହେଲେ  ମୁଁ ଏକଥା ଭାବି ନେବି ଲଳିତା ପେ, ଚୂମେ ମୋ ପ୍ରେମକୁ ସ୍ୱୀକାର କରୁ ଛାଲଳିତା ଛୋଟିଆ ନିଃଶ୍ବାସଟେ ବାହାରକୁ ଛାଡ଼ିଦ୍ଦେଲା  କହିଲା- ‘ଏକେ ମୋତେ ମୋଟେ ୧୪ବର୍ପ ! ଆଉ ଏଇଟା  ପ୍ରେମର ବୟସ ନୁହେଁ! ସେ ଥିଲାଗି ମୁଁ ମୋ ଭିତରେ ମୋ ପ୍ରେମକୁ ଲୁଚେଇ ରଖିଛି ! ଆଉ ତୂମେ ବି ସେମିତି
ସେମିତି ଲୁଚେଇ ରଖା ଉଚିତ ସମୟ ଆସିଲେ, ତୁ ମେ ମୋତେ ପ୍ରପୋଜ  କରିବ ଆଉ ଦେଖୀ ବା  , ମୁଁ ଚୁପ ଚାପ ତାକୁ ସ୍ୱୀକାର କରିନେବି ! ହେଲା
 ସକକୁ କହିଲା - ‘ହେ ଲେ ମୋତେ ରୟ ଲାଗୁଛି ଲଳିତା, କାଳେ ତୁମେ ମୋଠୁ ଦୃରେଇ ଯିବାଲଳିତା ଖ୍ ଲିଖ୍ ଲି  ହୋଇ ହସିଉଠିଲୀ କହିଳା- ‘ମୁଁ ଶୂଣିଥିଲି  ପ୍ରେମ ଜଣ କୁ ସାହସୀ ନିର୍ଭୟ କରିଦିଏ କିନ୍ତୁ ତୁମେ  ଡରକୁଳା ବାହାରିଲା
ସକ୍କୁ କହିଲା - ‘ଯାହନିକଟରେ ପୃଥିବାର ସବୁ ଠୁ ମୂଲ୍ୟବାନ ଜିନିଷ ଥାଏ ସେ ଡରିବ ନା କାଳେ ସେ ସେହି ମୂଲ୍ୟବାନ ଜିନିଷକୁ ହଜେଇଦବଲଳିତା କହିଲା- ‘ହେଲା ବାବା , ମୁଁ କଥା ହେଉଛି ମୁଁ ମୋ ହୃଦୟ  କୁ ଆଉ କାହାକୁ ଦେ ବିନାହିଁ ! ମୋ ବାହାଘର ଏବେ ହେବାର ନାହିଁ! ବାସ , ଏବେନିର୍ଭୟ ହୋଇ  ରୁହ! ମୁଁ କେବଳ ଡୁମର! ସମୟ ହେଲେ ଆମେ ସାଥି ହୋଇ ବୁଲିବା! ପରସ୍ପର   ନିକଟତର  ହେବା

ପ୍ରେମକିନ୍ତୁ  ଏତେ କଥା ବୁ ଝେନ’ ! ପ୍ରେମ ଗହେଁ ନିଜର  ମଣିଷକୁ ପାଖରେ  ପାଇବା ତାସହ କଥାହେବା ଲଳିତା ବି ଥିଲା ସେଇଭଳି ଗୋଟେ ଝିଅ! ସେ  ଗହୁଁଥିଲା ସକ୍କୁ ତାପାଖରେ ଥାନ୍ତା  ! ତାସହ ପାଦ ମିଶେଇ ଚଳନ୍ତା  ! ସେମାନେ  ସେମାନେ ଚୂପିଚୂପି କଥା ହୁଅନ୍ତେ  ସେଥିଲାଗି ସେ ଆଉ ବେଶି ଡେରିକଲା ନି! ଦିନେସକ୍କୁ କୁ ଭେଟି କହିଦେଲା  ଯେ, ସେ ତାକୁ ଭଲପାଏ! ସେ ତାବିନ! ମୁହୁଭିଟିଏ ବି ରହିପାରୁନିସକ୍କୁ  ଭିତରେ ରୁନ୍ଧି ହୋଇ  ହୋଇ ରହି ଥିଲଅନୁରୁପ ଭାବ ନା ବାସ୍, ସେମାନେ ସ୍କୁଲ ଯିବ! ବେଳେ ସାଥି ହୋଇ  ଗଲେ! ଫେରିବ! ବେଳେ ସାଥି ହୋଇ  ଫେରିଲେ  ଲଳିତାର ପାଠପଢ଼ିବା ପାଇଁ ରଫିକୁଲ୍ଏକ ଗୋଟି କିଆ   ଘର କରିଦେଇଥିଲା!  ଏହ! ତା ପ୍ରେମିକ କୁ ଭେଟିବା ପାଇଁ ଆହୁ ରି ସହଜ  କରିଦେଲା ସେ ପାଠପଢ଼ିବା ପାଇଁ ସେଇଘର କୁ ଆସି ସେଠାରୁ ସକକୁ ପାଖକୁ  ଗଲିଯାଉଥିଲା  ଏମିତି ଠିକ୍ ଠକ  ଗଲିଥିଲା ସବୁ କିଛି! ହେଲେ ଦିନେ  ରଫି କୁଲ୍ ନଜରରେ ପଡ଼ିଗଲା ନିଜ ଝିଅର ପ୍ରେମ! ଏକ କୋଲ୍ମ ତ୍ରିକ୍ସ ଶପ ରେ  ଥିବା ! ବେଳେ ସେମାଙ୍କୁ ଦେଖି ନେଲା ରଫି କୁଲ| ସେମାନଙ୍କର କଥାବାର୍ତା  ବି ଶୁଣିଲା ଗୋଟି   କୋଲଡ ଡ୍ରିଙ୍କସ   ଶେୟା କରୁଥିଲେ  ଦୁଇଜଣ! ଯେଊ ଠି  ଓଠ ଲଗେଇ ଲଳିତ! ପିତ୍ତଥିଲା! ଠିକ୍ ସେଇଚ୍ଚାଗାରେ ଓଠ ଲଗେଇ ସକ୍କୁ ପିଉ ଥିଲା ! ! ଆଉ କଚୂଥିଲା- ‘ଆଜି  ସିନା ଆମେ ସିଧାସଳଖ ପରସ୍ପର ଓଠକୁ ଛ୍ଇଁପରି ବା ନି! ହେଲେ ଏଇ ବୋତଲ ମାଧମରେ ଚୂଇଁ ପରିବା  !’ ଆଉ ସକ୍କୁ କଥ! ଶୁଣି ଲାଜେଇ ପାଉଥିଲା ଲଳିତା! ଏକଥା ଦେଖିବା  ଆଉ ଶୁଣିବା ପରେ କ୍ରୋଧରେ ଅଗିଶର୍ମା ପାସଟିଗଲା ରଫି କୁଲ୍! ଘରକୁ ଫେରିଆସି ପଚାରିଲା ସବୁକିଛି ମାନିଗଲା ଲଳିତା! ରଫି କୁଲ୍ କହିଲା, ସେ ସକ୍କୁ କୁ ଭୁଲିଯାଉ . ତା ବାପା ତା ପ୍ରଚିତ୍ଵଦ୍ଵୀ ! ପୁଣି ସେମାନଙ୍କର ଷ୍ଟା ଟସ୍ ଚି ନାହିଁ  ତୋଣୁ ସେମାନକ ସମ୍ପର୍କକୁ 6 ମାନି ନେଇ ପାରିବନି!
ଲଳିତା ବୁ ଝେଇଚ୍ଚା- ‘ଡାଡ଼ , ମୁଁ କୁ କୁ ବାହା ଦେଲେ ଖୁସିରେ ରହିବି!’ ଝିଅର ଏକଥା ଶୁଣି କ୍ରୋଧରେ ପାଗଳ ପାଇଟିଗଲା  ରଫି କୁଲ୍! ମାଡ଼ ବି ଦେଲା! ତା ଘରୁ ବାହାରକୁ ଯିବାର କଟକଣା ଜାରି କରାଗଲା
ମାତ୍ର ଏମିତି କେବେ ବି ଘଟିନାହିଁ ଯେତେବେଳେ କୌଣସି କଟକଣା ପ୍ରେମି  ଯୁ ଗଳଙ୍କୁ ଅଟ କଇ ରଖ୍ ପାରିଛି! ସମସ୍ତେ   ଶୋଉଯିବା ପରେ ଛାତ ଦେଉ ପଢ଼ା  ଘରକୁ ଚାଲିପାଉଥିଲା ଲଳିତା! ସକ୍ ଅପେକ୍ଷା କରି ରହୁ ଥିଲା ତାକୁ ! ଦୁଇ ପ୍ରେମା ମନ ଶାନ୍ତ ହେବା ଯାଏ ଗପ  କରୁ ଥିଲେ ! ପରସ୍ପର  କୁ ପାଖରେ ପାଉଥିଲା! ମନଉରି ପରସ୍ପର  କୁ ପ୍ରେମ କରୁଥିଲେ ! ଆଉ କେହି ଉଠିବା ଆଗରୁ ଛାତ ଉପରେ ଚଢ଼ି ଲଳିତା ତାନିଜ କୋଠରି କୁ ପଳେଇ ଆସୂଥିଲା! ଏମିତି ସବୁ ଦିନେ ଚାଲୁଥିଲା! ହେଲେ କିଛି ଲୋକ କାଣିଗରେ ପେ, 6ତ୍ଯଳ ରାତିରେ କେହିଁ କଣେ ଛାତ ଉପରେ ଚଢି ଯାଆସ କରୁଛି! ଛକି ରହି ସେମାନେ ଦେଖ୍ ଲେ  ଚିଦ୍ଵିଲେ- ସେହି  ଛାତ ଉପରେ ଯାଆସ କରୁଥିବା ମଣିପଟା ରଫି କୁଲ୍  ଝିଅ ଲଳିତା ଓଁ ଖାତୂନ୍! ଏକଥା ସେମାନେ କହିଦେଲେ ରଫି କୁଲ୍ କୁ  ଶେଖ୍ ସାହେବ! ଡୁମ ଝିଅ ସୀମା ଡେଇଁବାକୁ ବସିଛି! ପ୍ରତିଦିନ ରାତିରେ ସେ ଛାତ ଉପରେ ଚଢ଼ି ରିୟାକୁଲ୍ ଘରକୁ ପାଉଛି ଓଁ ଏକଥା ଶୁଣି ରକ ଗରମ ହୋ ଇଗଲା ରଫି କୁଲ୍ଗା ସେ ଭାବିଲା, ଲଳିତାର ତଂଟି  ଚିପି ଦେବା  ହେଲେ ପରେ ଭାବିଲା, ତାଝିଅ ନିରୀହ! ଏବେ ବି ସେ ଛୋଟପିଲା! ଡାକୁ ଖରାପ କରିଛି ରିୟା କୁଲ୍ର ପୁଅ ସକ୍! ତେଣୁ ସେ ହିଁ ଦଣ୍ଡ ପାଇବ! ଯୋଗ୍ୟ
 ଦିନେ ଗତିରେରଫି କୁଲ ଦେଖିଲା ଲଳିତ! ତାକୋଠରିରେ ନାହିଁ! ସେ ନିଶ୍ଚିତ 6ଦ୍ଦେଳୋ ପେ, ଲଳିତା ସକକୁ  ପାଖକୁ ଯାଇଛି! ରଫି କୁଲ୍ ଏକ ପିସ୍ତଲ ବାହାର କଲା ! ନିକ ମୁହଁକୁ କଳାକନା ରେ ବାନ୍ଧି ଦେଇ  ରିୟା କୁଲ୍ ଘରେ ଯାଇ ପହଁଚିଲା  ! ଝାପ୍ସା ଆଲୋକ ରେ  ସେ ଯାହା ଦେଖିଲା ନିଜ ଆଖି କୁ ମଧ ବିଶ୍ବାସ କରିପରିଲା ନାହିଁ! ଲଳିତା କାନ୍ଥ କୁ ଡେରି ବସିଛି! ଦୁଇଗୋଡ଼ ମେଲଇ ଦେଇଛି! ତାକୋଳରେ ମଥା ରଖ୍ ଷୋଇଛି ସକକୁ !ଲଳିତା ନିଜର  ଲମ୍ବା କେଶା  ଖୋଲି ଦେଇ  ସକ୍କୁ ମୁହଁକୁ  ଲୁଚେଇ ଦେଇଛି ତାଚୁ ଟିରେ ଆଙ୍ଗୁଳି ପୂରେଇ ଧୀରେଧୀରେ ହସ୍ତ ସଞ୍ଚାଳନ କରୁଛି! ଉଭୟେ ଚୂନିଚୂନି କଥ! ହେ ଊଛନ୍ତି ! ଗଫି କୁଲ୍ ଆଉ ଡେରି କଲାନି! ସକକୁ  କୁ ଭି ଡ଼ିଆଣି ତାମୁଣ୍ଡକୁ ଗୁଳି କରିଦେଲା! ମୁହ ରେ  କଲା କପଡା  ବାନ୍ଧି ଥିଲେ ବି  ଲଳିତା ଚିହିନେଲା ସେ ତାବାପା!  ନିଜ ପ୍ରେମିକର ମୃତ୍ୟୁ ତାକୁ ନିର୍ଭୟ କରିଦେଇଥିଲା ସେ ଠିଆଦ୍ଦେଇ ପଡ଼ି ଚିତ୍କାର  କରିଲା ତାଙ୍କୁ ମାରିଦେଲା ମୋତେ ବି ମରିଦିଆଆମକୁ ସାଥିରେ ବଂଚି ବାକୁ ଦେଲ ନାହିଁ ଅନ୍ତତଃ ଆମ ଦୁହିଁଙ୍କ ଚିତା ଏକ ସାଙ୍ଗରେ  ଳଳିପାରିବାଝିଅର କଥା ଶୁଣିବାକୁ ତର ଥିଲା  ରଫି କୁଲ୍ ନିକଟରେ! ସେ ଅନ୍ଧାରରେ ହଜିଗଲା ହେଲେ ନିଜ ପ୍ରେମିକ କୁ ନ୍ୟାୟ ଦେବାରେ ଅବହେଳା କଲା ହିଁ ଲଳିତା! ରଫି କୁଲ୍ ତାପାଇଁ ବାପ ଥିଲା; ଥିଲା ତାପ୍ରେମିକର ହତ୍ୟାରେ! ତାବୟାନ ଅନୁସାରେ  ପୋଲିସ ଗିରଫ କଲା  ରଫିକୁଲ୍ କୁ |

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...