Wednesday 12 October 2016

ଅହଲ୍ୟା ର ଅଭିସାର

 
ଶା ରୀରିକ ସମର୍କ ଆଉ ପ୍ରେମ - ଏ ଦୁଇଟା କେବେ ବି ସମାନ କଥା ନୁହେଁ! ଏକଥା ଭଲ ଭାବରେ ବୁଝିଥିଲା ବୀରେନ୍ଦ୍ର ମଣ୍ଡଳୀ ମାତ୍ର ମାନୀ ମାଇତୀ   ପାଇଁ ତାହା ଥିଲା ପ୍ରେମ! ସେ ଭୀବୁଥିଲା ବୀରେନ୍ଦ୍ର  ତାକୁ  ପ୍ରେମ କରୁଛି! ତା’ ପାଇଁ ସେ ନିଜର ପନ୍1କୁ  ଛାଡ଼ପତ୍ର ବେବ ଆଉ ତାକୁ ବାହାହେବା ମାତ୍ର ମାନୀର ଏସବୁ ଥିଲା ତୁଚ୍ଛା  ଏକ ଭାବପ୍ରବଣତା! ସେ ଏକଥା ଭୁଲିଯାଇଥିଲା ସେ, ଯେଉଁ ସମ୍ପର୍କକୁ ସେ ପ୍ରେମ ବୋଲି କହୁଛି ତା’ର ଆରମ୍ଭ ହୋରଥିଲା ତା’ ଭିତରେ ଏକ ଅଜବ ଖ୍ଆଲରୁ! ସେ ନିଜ ଶରୀରର ରୋକ ମେଣ୍ଟାଇବା ପାଇଁ ଶିକାର କରିଥିଲା ବୀରେନ୍ଦ୍ର କୁ ! ଯେଉଁ  ସମ୍ପର୍କ ଏଭଳି ଏକ ଆଧାରଶୂନ୍ୟ ମାନସିକତାରୁ ଆରମ୍ଭ ହୋଇଛି ତାହାର ପରିଣତି କିଭଳି ଭାବରେ ସୁଖମୟ ହୋଇପାରିଥାନ୍ତ!

ପଶ୍ଚିମବଙ୍ଘର ବିଧାନନଗର ହାଉସିଂ କମ୍ପ୍ଲେକ୍ସ ସ୍ତିତ ଡ଼ୁର୍ଗାପୁର ରେ ରହୁ ଥିଲା ମାନୀ ମାଇତି! ବୟସ ୩୫! ତା’ ସ୍ଵାମୀର ନାମ ଚନ୍ଦନ ମାଇତି! ଚନ୍ଦନ ମାନୀଠାରୁ ୧ଠବର୍ଷ ବଡ଼ ସେମାନଙ୍କର ଅଛି ଏକ ୧୪ବର୍ଷର ପୁଆ ସେ  ଜଣେ ଛୋଟ ପରିବା ବେପାରୀ! ସେ ଗୋଟିଏ ସ୍ଥାନରୁ ପରିବ! କିଣି ଆଉ ଏକ ସ୍ଥାନରେ  ବିଜେ! ସେଥ୍ରୂ ଯାହା ମିଳେ ସେଥିରେ  ସେମାନଙ୍କର ପରିବାର ଖୁବ୍ ସୁରୁଖୁରୀ ରେ  ଚଳିଯାଏ! ଚନ୍ଦନ ଓ ମାନୀଇଂ ମଧରେ ବୟସର ତାରତମା ଅଧ୍ କ ହୋଇଥିଲେ  ମଧ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶ୍ ଭଲ ଥିଲା ଚନ୍ଦନର ଶାରୀରିକ ସାମର୍ଥ୍ୟରେ ଖୁସୀ ରହୂଥିଲା ମାନୀ! ସେ ସବୁବେଳେ ଚନ୍ଦନକୁ ପାଖେ ପାଖେ ଗହୁଁଥିଲା ଓ ପାଖରେ ମଧ ଧରି ରଖୁଥିଲା! ଚନ୍ଦନ ବି ନିଜର ପୌରୁଷରେ ସ୍ଵର୍ଗସୁଖ ପ୍ରଦାନ କରୁଥିଲା ମାନୀକୁ !
ସମୟ ବଡ଼ ବଳବାନ! ସମୟର ପ୍ରବାହରେ ଚନ୍ଦନର  ଦେହ ଦୂର୍ବଳ ହେବା କୁ  ଲାଗିଲା! ଫଳତଃ ସେ ଆଉ ମାନୀକୁ  ବେହସୂଖ ଦେବାରେ ସମର୍ଥ ହୋଇପାରିଲା ନାହିଁ ଯେତେବେଳେ ପୁରୁଷ ଜାଣିଯାଏ ଯେ, ସେ ନାରୀକୁ ସୁଖ ଦେବାକୁ ଅକ୍ଷମ ସେତେବେଳେ ତା’ ଉପରେ ଆକାଶ ଭାଙ୍ଗି ପଡ଼ୋ ସେ ଆତ୍ମଗୋପନ କରିବାର ଉଦ୍ୟମ କରେ! ଭିନ୍ନଭିନ୍ନ ବାହାନା ଖୋଜି ନାରୀଠାରୁ ଦୂରେଇ ରହୋ

ଚନ୍ଦନର ଅବସ୍ଥା ଠିକ୍ ସେମିତି ଅବସ୍ଥାକୁ ଗଲିଆସିଲୀ ମାନୀ ଯେତେବେଳେ ଚରମ   ସୁଖ ଆଶା କରୁ ଥିଲା ଚନ୍ଦନ ସେତେବେଳେ ସାମାନ୍ୟ ବି ସୁଖ 6ବୋପାଇଁ ଅପସ୍ତୁ ତ! ସେଥିଲାଗି ସେ ବାହାନା ଖୋଜିଲା ! ଦିନରେ ପରିଶ୍ରମ ହେଉଛି ବୋଲି କହି ରାତିରେ ମାନୀଠ’ରୁ  ଦୂରେଇ ରହିଲା! ବିଚାରା  ମାନୀ! ସେ କିନ୍ତୁ ର ସ୍ୱାମାର ସ୍ପର୍ଶ ପାଇବ! ପାଇଁ ବ୍ୟାକୁଳ ହେଉ ଥିଲା  ! ମନ ର କଷ୍ଟ  ମନରେ ମାରି ରହୂଥିଲା ସେ
 ଦିନେ.....! ଦୋକାନରେ ବସିଥାଏ ମାନୀ! ମଝିରେ ରାସ୍ତା!
 ରାସ୍ନା ଆରପଟରେ ଏକ ମନୋହରୀ ଦୋକାନ  ମାନୀ ଦ୍ଦେକହିଲା  ସେଠାରେ ବସିଛି ଜଣେ ସୁନ୍ଦର ସୁଠାମ ଯୁବକ! ଯୁବକ ଜଣକୁ ଦେଖ୍ ମାନୀର ମନରେ ପ୍ରେମର ସୁନାମି ଉଠିଲା! କାମନାର ଭୂକମ୍ପ ରେ ତା’ର ଶରୀର   ବିଧ୍ୟସ୍ତ  ହୋଇପଡ଼ିଲା ! ସେ ଖବର ନେଇ ଜାଣିଲା ସେ, ସେହି ଯୁବକ ଜଣକ ହେରଛଢି ବୀରେନ୍ଦ୍ର  ମଣ୍ଡଳ! ମାନୀ ମଧ ବୀରେନ୍ଦ୍ର କୁ  ଜାଣିଥିଲା ବୀରେନ୍ଦ୍ର କୁ  କେହି କେହି ଛୋଚୂଦାଦା ବୋଲି ଡାକୁ ଥିଲେ  ତ କେହି କେହି ତାକୁ ଡାକୁ ଥିଲେ  ବଡ଼ବାବୁ! ବୀରେନ୍ଦ୍ର  ଓରଫ୍ ଛୋଚୂ ଦାଦା ମଧ ବିଧାନନଗର ହାଉସିଂ କମ୍ପ୍ଲେକ୍ସ ସ୍ତିତ ଦୁଗାଁଯୁରରେ ରହୂଥିଲେ  ପରିବାର କହିଲେ ତାଙ୍କ ପତ୍ନୀ  ଓ ଦୁଇ ପୁଅଝିଅ! ବୀରେନ୍ଦ୍ର ର ସେହି ଅଞ୍ଚଳରେ ବେଶ୍ ନାମଡାକ ଥିଲା ! ସେ ଏକ ଇଞ୍ଜିନିୟରିଂ କଲେଜରେ କିରାଣୀ  ଭାବରେ କାମ କଚ୍ଛଥିଲା ସେହି ଅଞ୍ଚଳରେ ଯେତେ ପ୍ରକାରର ସାଂସ୍କଢିକ କାର୍ଯ୍ଯକ୍ରମ ହେଉଥିଲା ସେଥିରେ  ସେ ସକ୍ରିୟ ଅଂଶ ଗ୍ରହଣ କଚୁଥିଲା! ବୟସରେ କମ୍ ହୋଇଥିଲେ  ମଧ ସବୁ ଦିଗରୁ ସେ ଥିଲେ ଜଣେ     ସଯାନନାୟ ବ୍ୟକ୍ତିତ୍ୟା 

ମାନୀ ଭାବିଲା ଯଦି ବୀରେନ୍ଦ୍ର କୁ  ସେ ପ୍ରେମରେ ପକେଇପାରନ୍ତ! ତା’ହେଲେ ସବୁଦିଗରୁସେ ଲାଭବାନ ହୁଅନ୍ତା ପ୍ରଥମତଃ ବୀରେନ୍ଦ୍ର  ଜଣେ ସଯାନଜନକ ମଣିଷ ହୋଇଥିବା ରୁ ସେମାନଙ୍କ ସମ୍ପର୍କ କେବେ ବି ପଦାକୁ ଆସନା ନାହିଁ କିମା ଲୋକମାନେ ମଧ ସେମାନଙ୍କୁ ସନ୍ଦେହ ହଷିରେ ଦ୍ଦେଖନ୍ତେ ନାହିଁ! ପୁଣି ବୀରେନ୍ଦ୍ର  ଯୁବକ ହୋଇଥିବା ରୁ ସେ ତା’ ବେହର ରୋକକୁ  କଡ଼ାଗଣ୍ଡା କରି ମେଣ୍ଡାଇପାରନ୍ତା , ଏସବୁ କଥା ଭାବି, ସେ ବୀରେନ୍ଦ୍ର କୁ  କିପରି ନିଜ ପ୍ରତି ଆକର୍ଷିତ କରିପାରିବ ସେହି ଯୋଜନାରେ ଲାଗି ପଡ଼ିଲା!
 କୁହାଯାଏ, ଯେଉଁ କାମ ହୃଦୟର ସହିତ କରାଯାଏ ତାହ! ଦିନେ ନା ଦିନେ ଫଳବତୀ ଦୂଏ! ସେମିତି ମାନୀର ହ୍ନଦୟର ଆଦ୍ୱାନ ଯାଇ ବୀରେନ୍ଦ୍ର ରହ୍ନଦୟ ରେ  ପ୍ରତିଧ୍ୱନି  ହେଲା ! ପ୍ରଥମେ ସେମାନଙ୍କ ଆଖୀ  ରେ ଆଖ୍ ମିଶିଲା ! ପୁରୁଷ ସବୁ କରିପାରେ; ମାତ୍ର ନାରୀର ପ୍ରେମ ଆମନ୍ତଣକୁ  ଚେଷ୍ଟା କରି ବି ଆଡ଼େଇ ପାରେନା! ବୀରେନ୍ଦ୍ର  କ୍ଷେତ୍ରରେ ତାହା ହିଁ ହେଲା! ସେ ଦିନେ ପରିବ! କିଣିବା ବାହାନାରେ  ମାନୀ ଦୋକାନକୁ ଆସିଲା ଓ ପଚାରିଲା- “ଆରେ ମାନୀ! ତୁମେ କେମିତି ଅଛ?”
ମାନୀ ମୁହଁକୁ ଫୁଲେଇ କହିଲା- “ମୁଁ ଭାରି ଦୁଃଖରେ ଅଛି ବଡ଼ବାବୁ! ମୋ କଥା ବୁଝିବାକୁ କିଏ ଅଛି?’ ବୀରେନ୍ଦ୍ର   କହିଲା- “କାହିଁକି’ ତୂମ ପାଖେ ତୂମ ସ୍ୱାମୀ ନାହାନ୍ତି  କି? ଆରେ ସ୍ୱାମାଠୁ ସ୍ତ୍ରୀ ର ଆଉ କିଏ ବା ଅ ଧ୍ କ ଦ୍ଦେଖାରଖା କରିପାରିବ?” ମୁହଁକୁ ଛିଞ୍ଚାଡ଼ି ମାନୀ କହିଲା- “ମୋ - ସ୍ୱାମା ବେଖାରଖା କଗୁଥିଲେ  ମୁଁ ତୁମକୁ କ’ଣ ପାଇଁ କହନ୍ତି  ଆପଣ ବୁଝିପାରିବେନି ବଡ଼ବାବୁ’ ସେ କୋଉ କାମକୁ ବି ନୁହନ୍ତି !”
ବୀରେନ୍ଦ୍ର ମାନୀର ଏଭଳି କଥା ଶୁଣି ତାଜୁବ ହୋଇଗଲେ! କୌଣସି ନାରୀ ପେ ଏଭଳି ଭାବରେ ନିଜର ମନତଳର କଥା ପ୍ରକାଶ କରିପାରିବ ସେ ଏକଥା ଜାଣି ନ ଥିଲେ ! ତେଣୁ ମାନୀ କ’ଣ ଚାହୁଁଛି ସେକଥା ବୁଝିବାକୁ  ତା’ର ଆଉ ବାକି ନ ଥିଲା ! ସେ ତୁରନ୍ତ ମାନୀକୁ  ପଚାରିଲା- “ମୋ ନମ୍ବର  ତୂମ ପାଖରେ ଅଛି !” ମାନୀ ହସି କହିଲା- “ଆରେ ବଡ଼ବାବୁ’ ମୋତେ କେବେ ତୁମେ ତୂମ ନସର ବେଇଥ୍ ଲକି?” ବୀରେନ୍ଦ୍ର  ତୁରନ୍ତ ମାନୀ ମୋବାଇଲରେ ନିକର ନସରକୁ  ଫିଟ୍ କରିନେଲେ! କହିଲେ- “ମାନୀ! ତୂମେ ଯେତେବେଳେ ଡାକିବ ମୁଁ ସେତେବେଳେ ଆସି ତୁମ ନିକଟରେ ପହଞ୍ଯିବି
 ଦିନେ - ଦୁଇଦିନ - ଚାରିଦିନ!
ନା ମାନୀର ଫୋନ୍ ଥିଲା ନା ବୀରେନ୍ଦ୍ର  ତା’ ଆଡୁ ଫୋନ୍ କରୁ ଥିଲା! ହେଲେ ପଞ୍ଚମ ଦିନ ଠିକ୍ ସନ୍ଧ୍ୟା ବେଳେ ବୀରେନ୍ଦ୍ର ର ଫୋନ୍ ବାଜି ଉଠିଲା! ଫୋନ୍ କରିଥିଲା ମାନୀ! ବୀରେଦ୍ର କହିଲା- “ଫୋନ୍ ଟେ କରିବା ପାଇଁ ଏତେଦିନ ଅପେକ୍ଷା କରେଇଲ’ ମାନୀ!” ମାନୀ ଖ୍ ଲି ଖ୍ଲି  ହୋଇ ହସିଉଠି କହିଲା- “ଏବେ ଅପେକ୍ଷାର ଦିନ ସରିଗଲା ବଡ଼ବାଦୁ! ଆଜି ରାତିରେ ଯେତେବେଳେ ସହରର ବତୀ  ସବୁ ଲିଭିଯିବ - ଲୋକମାନେ ନିଘୋ ଡ଼ ନିଦ  ର ଶୋଇପଡ଼ିବେ - ସେତେବେଳେ ତୂମେ ଆସିବା ମୁଁ କବାଟ ଖୋଲା ରଖ୍ ଥିବି ! ଭିତରକୁ ପଶିବା ଦେଖିବି  ମାନିନୀ ରାଧିକା  ଅଭିସାରିକା ସାଜି ତୂମ ବାଟ ଗହିଁ ବସିଥିବା
    ସେହି ପ୍ରତାଷିତ ମୁହୁଭି ପହଞ୍ଜଲା! ବୀରେନ୍ଦ୍ର  ଆସି ପହଞ୍ଚଲା ମାନୀ ଘରେ  ସତକୁ ସତ ମାନୀ କବାଟ ଖୋଲା ରଖ୍ ଥିଲା ! ଆପେକରି କବାଟକୁ ଠେଲି  ଭିତରକୁ ପଶିଲା ବୀରେନ୍ଦ୍ର  ! କବାଟ ଖୋଲା ହେବା ଦେଖ୍ ମାନୀ ଜାଣିଗଲା  ପେ, ଆସିଗଲେ ତା’ର ପ୍ରିୟ ପୁରୁଷା ଏବେ ବର୍ଷ! ହେବା ଅଦିନରେ କୋଇଲି ଗାଇବା ଏତେଦିନ ଧରି ପାଷାଣ ହୋଇ ପଢ଼ିଥିବା  ଅଭିଶପ୍ତା ଅହଲ୍ୟା ଅଳସ ଭାଙ୍ଗି  ତେଇଁ ଉଠିବା ମାନୀ ସାମାନ୍ୟ ବି ଡେରି କଲା ନାହିଁ   ! ଅନ୍ଧାରରେ ବି ଧାଇଁଯାଇ ଜାବୁଡ଼ି ଧରିଲା ବୀରେନ୍ଦ୍ର କୁ ! କହିଲା- “ମୋତେ ଜୀବନ୍ୟ ସ ଦିଅନ୍ତୁ ବଡ଼ବାବୁ! ମୁଁ ଏକ ପାଷାଣୀ ଅହଲ୍ୟା!  ମୋ ଉପରେ ପାଦ ରଖି ମୋ  ଅଭିଶାପ ଖଣ୍ଡନ କରନ୍ତୁ  

କୁହାଯାଏ, ପରକୀୟା ପ୍ରୀତି  ଠୁ ବେଶି ମଧୁର ଆଉ କିଛି ନାହିଁ ! ତେଣୁ ବୀରେନ୍ଦ୍ର  ବି ଏମିତି ଏକ ମୁହ୍ ଭିକୁ ଅପେକ୍ଷା କରି ରହିଥିଲା! ଅନ୍ଧାରରେ ସେମାନେ ପରସ୍ପର କୁ  ଛିଂହୁ  ଥିରେ ! ଅନ୍ଧାରରେ ସେମାନେ ପରସ୍ପରକୁ  ପରଖୁଥିଲେ ! ଅନ୍ଧାରରେ ସେମାନେ ପରସ୍ପରର ଦେହ ଓ ମନରେ ପ୍ରାତିର ଅଲିଭା ଅଷର ଲେଖୁଥିଲେ ! ଏ ଖେଳରେ ସବୁଠୁ ବେଶି ଖୁସୀ ଥିଲା ମାନୀ! ସେ ଭାବୁଥିଲା- ତା’ର ଜୀବନ ନଷ୍ଟ ହୋଇନାହିଁ ! ତା’ର ଅନେକ କିଛି କରିବାକୁ ବାକିଅଛି! ତା’ଛଡ଼ା ସେ ବୀରେନ୍ଦ୍ର କୁ  ତା’ର ପ୍ରେମିକ ଭାବରେ ବାଛି କିଛି ବି ଭୁଲ୍ କରିନାହିଁ ! କାରଣ ସେ ଯେତିକି ଆଶା କରିଥିଲା ବୀରେନ୍ଦ୍ର  ତା’ଠାରୁ ଯଥେଷ୍ଟ ଅଧ୍ କ ତାଳୁ ସମର୍ପଣ କରିଦେଇଥିଲା! ! ଫଳତଃ ମନକୁ ମନ ତା’ ଅଜାଣତରେ ସେ ପ୍ରେମ କରିବସିଲା ବୀରେନ୍ଦ୍ର କୁ ! ହେଲେ ବାରେନ୍ଧ୍ର ପାଇଁ ପ୍ରଥମ ପ୍ରେମ ଥିଲା ତା’ର ପରିବାର! ସେ କେବଳ ‘ପରପ୍ରାତିର ପୁଲକ’ ପାଇବା ପାଇଁ ମାନୀ ନିକଟକୁ ଆସୁଥିଲା! ସବୁଦିନ ରବିବାର ନୁହେଁ! ଦିନେ ଧରାପଡି଼ଗଲା ମାନୀ! ବୀରେନ୍ଦ୍ର  ସହିତ ଆପଭିଜନକ ଅବସ୍ଥାରେ ଥିବା ବା ବେଳେ ସେମାନଙ୍କୁ ଦେଖି ନେଲା  ଚନ୍ଦନା ମାନୀକୁ  ଗାଳିଗୂଲଜ କଲୀ ହାତ ବି ଉଠେଇଲା! ହେଲେ  ମାନୀ ତାକୁ  ସିଧାସଳଖ କହିଦେଲା ସେ, ଯେଉଁ ପୁରୁଷର ସ୍ତ୍ରୀ କୁ ସୁଖ ଦେବାର ସାମର୍ଥ୍ୟ ନାହିଁ ତା’ର ତା’ ସ୍ତ୍ରୀ  ଉପରକୁ ହାତ ଉଠେଇବାର ଅଧ୍କାର ଆସିଲା କୋଉହୁଁ? ତା’ଛଡ଼ା ସେ ଏବେ ବୀରେନ୍ଦ୍ର କୁ  ବାହାହେବାକୁ  ଯାଉଛି! ତେଣୁ ତାକୁ ଗାଳି ଦେବାର ଅଧ୍ କାର ବି ଚନ୍ଦନର ନାହିଁ
ଚନ୍ଦନ ଷଣିକ ପାଇଁ ଆଶ୍ଚର୍ଯ୍ୟ ହୋଇଗଲା! ପରେ ନିଜକୁ ସମ୍ଭାଳି ନେଇ କହିଲା- “ତୂ ଯେତେଶୀଘ୍ର ମୋଠୁ ପକେଇବୁ ଭଲ! ମୁଁ ମୋ ପୁଅକୁ ନେଇ ଶାନ୍ତି ରେ ରହିବି ଚନ୍ଦନ କଥା ଶୁଣି ମାନୀ ଖୁସିରେ ନାଚି ଉଠିଲା! ସେ ଭାବି ନ ଥିଲା ଯେ, ଚନ୍ଦନ ଏତେ ସହଜରେ ତା’ କଥା ମାନିଯିବ ଓ ତାଳୁ ବୀରେନ୍ଦ୍ର କୁ  ବାହାହେବା ପାଇଁ ଅନୁମତି ଦେଇଦେବ! ସେ ଖୁସିରେ ଅଧାର ହୋଇ ଫୋନ୍ କଲା ବୀରେନ୍ଦ୍ର କୁ ! କହିଲା- “ବଡ଼ବାବୁ’ ମୁଁ ଆଉ ବେଶିଦିନ ଅପେକ୍ଷା କରିପାରିବିନି  ମୁଁ ମୋ ବଡ଼ବାଚୂର ସ୍ତ୍ରୀ  ହେବାକୁ ଗୋଡ଼ଚେକି ବସିଛି! ତୂମେ କେବେ ଚୂମ ସ୍ତ୍ରୀ କୁ  ଛାଡ଼ପତ୍ର ଦେବ!” ବାରେତ୍ର କହିଲା- “ଆରେ ଛାଡ଼ପତ୍ର ତ ସହଜ କଥା ନୁହେଁ! ସେ ଥ୍ ପାଇଁ ମୋତେ ସମୟ ଦିଅ!” ମାନୀ କହିଲା- “ଠିକ୍ ଅଛି’ ମୁଁ ସମୟ ଦେଲି! ମୁଁ କିନ୍ତୁ ଯେମିତି ବି ହେଉ ମୋ ବଡ଼ବାବୁର ଧର୍ମପନ୍1 ହେବାକୁ ଚାହେଁ
ବାସ୍ତବରେ ନିଜ ପନାକୁ  ଛାଡ଼ପତ୍ର ଦେବା କିମା ନିଜ ଘରକୁ ଭାଙ୍ଗି ଦ୍ଦେବା ପାଇଁ ତିଳେ ତି ଚାହୁଁ ନ ଥିଲା ବୀରେନ୍ଦ୍ର ! କାରଣ ସେ ତା’ ପନ୍1 ବେବି କୁ ଖୁବ୍ ଭଲ ପାଉଥିଲା! କେବଳ ମାନୀଠାରୁ ଅତିରିଚ୍ଚ ଶାରୀରିକ ସୁଖ ହାସଲ କରିବା ପାଇଁ ସେ ତାକୁ ମିଥ୍ୟା ପ୍ରତିଶୃତି ଦେଉଥିଲା’ ଏମିତିରେ ବ6ର୍ଷ ବିତିଗଲା! ମାନୀ ଓ ବୀରେନ୍ଦ୍ର  ଏଣିକି ଚନ୍ଦନର ଉପସ୍ଥିତିରେ ତି ପତିପତ୍ନୀ  ଭଳି ଚକୁ ଥିଲେ ! ବୀରେନ୍ଦ୍ର  ମାନୀକୁ  ବିବାହର ମିଥ୍ୟା ପ୍ରତିଶୃତି ଦ୍ଦେଇଗଲିଥିଲା ! ମାନୀ  ବୀରେନ୍ଦ୍ର କୁ  ବାହାହେବାର ସ୍ବପ୍ନ  ଦେଖ୍ ଗଲିଥିଲା ! ଅନ୍ୟପଟେ ମାନୀ ଯେତେଶୀଘ୍ର ସମ୍ଭବ ବୀରେନ୍ଦ୍ର କୁ  ବାହାହୋଇଯାଊ ବୋଲି ଚନ୍ଦନ ତା’ ଉପରେ ଗପ ପକାଉଥିଲା ଦିନେ  ଚନ୍ଦନ କହିଳା- “ମାନୀ ତୂ କ’ଣ ଏବେ ବି ବୁଝିପାରୁନୁ  ଯେ, ବୀରେନ୍ଦ୍ର  ତୋ ସହିତ ଖେକୁ ଛି! ସେ କ’ଣ ତା’ ପିଳାଛୁଆଙ୍କୁ ଛାଡ଼ିବ ନା ତୋତେ ବାହାହେବା କେବଳ ତୋ ଶରୀର ମୋହରେ  ସେ ତୋତେ ବାହାହେବ  ବୋଲି ମିଚ  ପ୍ରତିଶୃତି ଦେଇଚାଲିଛି !” ମାନୀ ଭିତରୁ ମୋହ ତୂଟିଗଲା ! ସେ ଭବିଲା, ସତକଥା ! ଦିନେ ତ ତାକୁ  ବାହାହେବ ବୋଲି ଆଗ୍ରହ ଦେଖେଇନାହିଁ ବାରେନ୍ଦ୍  ସେ ଯେତେବେଳେ ବାହାହେବ’କୁ   କହିଛି ସେତେବେଳେ ସେ ଖାଲି ହଁ ମାରିଛି ଓ ଭିନ୍ନ ଭିନ୍ନ ବାହାନା କରିଛି! ଏତିକି କବି ସେ ଚନ୍ଦନର ଗୋଡ଼ ତଳେ ପଡ଼ିଗଲା! କହିଲା- “ମୁଁ ତୁ ମକୁ  ଢେର୍ କଷ୍ଟ  ଦେଇଛି! ଆଘାତ ଦେଇଛି! ତୂମେ ମୋତେ କ୍ଷମା କରିଦିଆ” ବଦନ ଦେଖିଲା ’ ଏଇ ହେଉଛି ଠିକ୍ ମଉକା! ସେ ଏବେ ମାନୀକୁ  ଆଳ କରି ବିରେ ନ୍ଦ୍ର ଠାରୁ ପ୍ରତିଶୋଧ ନେଇପାରିବା କାରଣ ବିରେ ନ୍ଦ୍ର  ଯୋଗୁ ତା’ ସଂମାନ  ତଳେ ପଡ଼ିଯାଇଛି! ସେ ତାକୁ ହତ୍ୟାକରି ତା’ଠୁ ପ୍ରତିଶୋଧ ନେବା ମାନୀ ଡକେଇ ପଠେଇଲା ବୀରେନ୍ଦ୍ର କୁ ! ପ୍ର1ତିର ବାହାନା କରି ଖାଦ୍ୟରେ ନିଶା ପାଉଡର ମିଶେଇ ଦେଲା ! ବେହୋସ ହୋଇଯିବା ପରେ ଉଭୟ ପତି ପନ୍1 ତା’ ତଶ୍ଚିଚିପି ତାକୁ ହତ୍ୟାକଲେ ଓ ସେଫଟି  ଚ୍ୟାକି ଭିତରେ ପକେଇ ଉପରେ ପ୍ଳାଷ୍ଟର  କରିଦେଲେ!
ପୋଲିସ ନିକଟରେ ଏଇବୟାନ ଦେବାବେଳେ ମାନୀ କିମା ଚନ୍ଦନ କେହି ବି ଅନୁତପ୍ତ କିମା ଚିନ୍ତିତ  ନ ଥିଲେ ! ସେମାନେ ଯେପରି ଭୁଲ୍ ନୁହେଁ; ଠିକ୍ ହିଁ କରିଛନ୍ତି


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...