Sunday 5 February 2017

ଇଜ୍ଜତ ପାଇଁ ହତ୍ୟା



            ଜାନୁଆରୀ ୩ ତାରିଖ! ଭୋର ସମୟ! ଉତ୍ତରପ୍ରଦେଶର ବରେଲି ସହର ଅନ୍ତର୍ଗତ ଗ୍ରୀ ନ୍ ପାର୍କ କଲୋନୀରେ ରନ୍ଦୁଥିବା ରୀନା ମାମୁଘର ଯାଇଥିବା ତାର ମାକୁ ଫୋନ୍ କରି ଜଣାଇଲା - ଏକ ଲୁହାଛଡ଼ରେ ପିଟି ପିଟି ବାପାକୁ ସେ ହତ୍ୟା କରିଛି! ଶୁଣିବା ମାତ୍ରେ ମାର ପାବତଳୁ ମାଟି ଖସିଗଲା ଯେମିତି! ପ୍ରଥମେ ସେ ରୀନାର ଏଭଳି କଥାକୁ  ବିଶ୍ୱାସ କରିନଥିଲା! ମାତ୍ର ରୀନା ବାରମ୍ବାର ଗୋଟିଏ କଥାକୁ ଢୋହରାଉ ଥିବାରୁ ତାର ବିଶ୍ବାସ ହେଲା ! ଏହାପରେ ସେ ତାର ବାପଘର ଲୋକଙ୍କ ଜରିଆରେ ପୁଲିସ୍ କଣ୍ଟ୍ରୋଲ  ରୁମ୍ କୁ  ଖବର ଦେଲା! ପ୍ରାୟ ଛଟା ବେଳକୁ  ସେ ନିଜେ ମଧ୍ୟ  ଆସି ପହଞ୍ଚିଗଲା ଘ6ରା ଶୋଇବା ଘରେ ପଡ଼ିଥିଲା  ସୋମପାଲର ରକ୍ତ ଜୁଡ଼୍ ବୁଡ଼୍ ଶରୀର ! ଖଟ ଉପରେ ବୁନ୍ଦା ବୁନ୍ଦା ରକ୍ତା ସେଠାରୁ କବାଟ ପାଖକୁ  ପୁ ଣି ଲମ୍ବି ଥିଲା  ରକ୍ତର ଧାର
        ପୁଲିସ ଘଟଣାସ୍କଳରେ ପହଂଚି  ହତ୍ୟା ନିମନ୍ତେ ବ୍ୟ ଯବହୃତ ଲୁହାଛଡ଼ ଜ ବଚ କଲୀ ପରେନ୍ସିକ୍ ବିଶେଷଜ୍ଞ ପହଂଚି ଫିଙ୍ଗର  ପ୍ରିଣ୍ଟ, ଫୁଟ୍ ପ୍ରିଣ୍ଟ ସମେତ ଅନ୍ୟାନ୍ୟ  ପ୍ରମାଣ ସଂପ୍ରହ କରିବାରେ ଲାଗିଲେ! ରୀନା ତ ପ୍ରଥମରୁ ସ୍ୱୀକାର କରିସାରିଥିଲା  ଯେ ସେ ହିଁତାର ବାପା ସୋମପାଲକୁ  ହତ୍ୟା କରିଛି ! ମାତ୍ର ଏହି ଘଟଣାର କୌଣସି ପ୍ରତ୍ଯକ୍ଷଦର୍ଗୀ ସାକ୍ଷ' ନଥିଲେ  ! ରୀନା ଯେ ଏକୁ ଟିଆ ଏତେ ବଡ଼ କାଣ୍ଡ ଘଟାଇଥିବ ଏହାକୁ  ଅନ୍ୟମାନେ ସହଜରେ ବିଶ୍ବାସ କରୁନଥିଲେ ! ରୀନା ଯେ ଏକୁ ଟିଅ! ତାର ବାପାକୁ  ମାରିଥିବ- ଏ ସମ୍ବନ୍ଧରେ ପୁଲିସର ବି ସନ୍ଦେହ ହେଉଥିଲା ! ହତ୍ୟାକାଣ୍ଡଟ- ଉଦ୍ଦେଶ୍ୟ ଅନ୍ୟ କିଛି ଥାଇପାରେ ବ! ଏ ଥି ରେ ଅନ୍ୟ କେହି ସାମିଲ୍ ଥାଇପାରେ ଟୋଲି ସେମାନେ ଭାଚୂଥିଲେ ! ତେଣୁ ସେମାନେ ରୀନାର ମୋବାଇଲ୍  କଲ୍ ଡିଟେଲ୍ସ ଯାଞ୍ଚ  କଲେ ! ମାତ୍ର ସେଭଳି କୌଣସି ସନ୍ଦିଗଧ ବାର୍ଜାଳାପ ସେଥିରୁ  ପାଇଲେ ନାହିଁ! ପ୍ରଥମରୁ ବୋଷ ସ୍ୱୀକାର କରିସାରିଥିବ ରୀନାକୁ ଅଧ୍ କ ପଚରା ଉଚରାବେଳେ ସେ ଯାହ! ବୟାନ ବେଲା, ତାହ! ଶୁଣି ଅନେକଙ୍କର ହୋ ସ୍ ଉଡି଼ଯାଇଥିଲା

      ପଚାଶ ବର୍ଷ ବୟସ୍କ ସୋମପାଲ ନିକଟସ୍ଥ ଏକ କଲେକରେ ଗଣିତ ପଢ଼ାଉଥିଲା ! ପତ୍ନୀ ଚଞ୍ଚଳା, ଏକାଦଶ ଶ୍ରେଣୀରେ ପଢୁଥିବ! ଝିଅ ରୀନା ଓ ତାତଳକୁ ଆଉ ଗୋଟିଏ ଝିଅ ଓ ସବାସାନ ତ୍ପଅକୁ ନେଇ ଚାଲିଥିଲା ତାର ପରିବାର! ଷୋଡ଼ଶୀ ରୀନା ବେଖିବାକୁ  ଥିଲା  ଖୁବ୍ ସୁନ୍ଦରୀ! ଭଲ ପାଠ ପଢୁଥିଲା  ମଧ୍ୟ ! ଶ୍ରେଣୀରେ ପ୍ରାୟତଃ ପ୍ରଥମ ସ୍ଥାନ ଅଧ୍ କାର କରୁଥିଲା  ଓ ଭବିଷ୍ୟତରେ ଆଇଏଏସ୍ ହେବାର ସ୍ୱମ୍ନ ଦେଖୁଥିଲା ! ସୋମପାଲ ସାଧାରଣତଃଚୂଫ୍ ଚାପ ସ୍ଵଭାଵ ର  ଥିଲା ! ଏହି କାରଣରୁ ସେ ପାଖ ପଡୋଶୀଙ୍କ ସହିତ ବିଶେଷ ମିଳାମିଶା କରୁନଥିଲା ! ପତ୍ନୀ ଓ ପିଲାମାନେ ମଧ୍ୟ  କାହାରି ସହିତ ଅଧିକ  ମିଳାମିଶା କରନ୍ତୁ ଚୋଲି ଚାହୁଁ ନଥିଲା  ସୋମପାଲ! ଶଶୂରଘର ସହ ବି ଭଲ ସମ୍ପର୍କ ରଖିନଥିଲା  ସେ! ସେଇଥି  ପାଇଁ ସେ ପତ୍ନୀ ଓ ପିଲାମାନକୁ ମଧ୍ୟ  ସେଠାକୁ  ଯିବାପାଇଁ ମନା କରୁଥିଲା !

ଚୂଫ୍ ଚାପ ସ୍ଵଭାଵ ର  ସୋମପାଲ କିନୁ ନିଜ ଝିଅ ଉପରେ ଖରାପ ନଜର ରଖିଥିଲା ! କିଶୋରା ର1ନାର ସୁନ୍ଦର ଶରୀର ଉପରେ ଥିଲା  ତାର ଲୋଭନୀୟ ଦୃଷ୍ଟି ! କୌଣସି ନା କୌଣସି ବାହାନା ଦେଖାଇ ସେ ରୀନାକୁ  ଛୁ ଇଁବାକୁ ଚେଷ୍ଟା କରୁଥିଲା ! ବିଶେଷକରି ରୀନା ଯେତେବେଳେ ବାଥି  ରୂମ୍ ଯାଉଥିଲା ବାହାରେ ଜଗି ରହୁଥିଲା  ସୋମପାଲ ଓଦା ଦେହ, ଓଦା ପୋଷାକରେ ସେ ବାହୀରକୁ  ବାହାରିବା ମାତ୍ରେ ତାକୁ  ଲୋଭିଲା ଆଖିରେ ଅନେଇ ରହୁଥିଲା ! ମାଓ ଅନ୍ୟ ଭାଇ ଭଉଣୀମାନେ ନଥିବାବେଳେ ସେ ରୀନା କୁ  ଭିଡ଼ି ଧରିବାକୁ ଚେଷ୍ଟା କରୁଥିଲା ! ଦିନକୁ  ଦିନ ତାପ୍ରତି ସୋମପାଲର ଆଚରଣ ଅସହ୍ୟ ହେବାରୁ ସେ ମାପାଖରେ ଅଭିଯୋଗ କଲା! ବାପାର ହଇରାଣ ହରକତ ବିଷୟରେ ଝିଅଠ୍ ଶୁଣି ତାହାକୁ  ହାଲ୍ କା ଭାବେ ନେଇଥିଲା  ସୋମପାଲର ପତ୍ନୀ! କୌଣସି ବାପା ତାଝିଅକୁ ଏଭଳି ଦୃଷିରେ ଦେଖିବ ନାହିଁ ଓ ଏହା ତାମନର ଭ୍ରମ ବୋଲି ଚୂଖେଇଥିଲା  ରୀନାକୁ! ଆଉ କୌଣସି ଦିନ କାହାରି ଆଗରେ ଏଭଳି କଥା ନ କହିବାକୁ  ବି ଝିଅକୁ  ପରାମର୍ଶ ବେଲା!
      ଜାନୁଆରୀ ପହିଲାରେ ବାପଘରକୁ ଯିବାକୁ ବାହାରିଲା ଚଞ୍ଚଳା! ପୂର୍ବରୁ ପତ୍ନୀକୁ  ବାପଘରକୁ  ଛାଡ଼ିବାକୁ  ଆଗପଛ ହେଉଥିବା ସୋମପାଲ କିନ୍ତୁ ସେଦିନ ଖୁସି ମନରେ ରାଜି ହୋଇଗଲା! ଛୋଟ ଝିଅ ଓ ତ୍ପଅକୁ  ନେଇ ଚଞ୍ଚଳା ଉତ୍ତରାଖଣ୍ଡର ପନ୍ତନଗରରେ ରହୁଥି  ଚା ବାପଘରକୁ ଚାଲିଗଲା ! ରୀନା ବି ଚାହୁଁଥିଲା  ମାସହିତ ସେ ମାମୂଘର ଯିବ ! ମାତ୍ର ତାର ପଢ଼ା ନଷ୍ଟ ହେବ କହି ତାକୁ  ଅଟକାଇଲା ସୋମପାଲ!
      ଜାନୁଆରୀ ୨ ତାରିଖ ରାତି ଦଶଟା! ଖିଆ ପିଆ ସାରି ଶୋଇବାରେକୁ  ଗଲା ସୋମପାଲ! ସେଇ କୋଠରୀରେ ପଡ଼ିଥିବା ଅନ୍ୟ ପଲଙ୍କରେ ଶୋଇଲା ରୀନା! ଶୋଇବା ପୂର୍ବରୁ ସେ କଳ୍ପନା  ବି କରିନଥିଲା  ପେ ଚାପା ହିଁ ତାର ସର୍ବସ୍ଵ ଲ୍ଲଟିନେବ! ରୀତି ପ୍ରାୟ ଦୁଇଟା ବେଳକୁ ସେ ଅନୁଭବ କଲା, ତାଛାତି ଉପରେ ବାପାର ହାତ! ସେ ଆଖି ଖୋଲିଲା! ଦେଖିଲା, ବାପା ତାଛାତି ଉପରେ ହାତ ପକାଇ ଶୋଇଛି! ସେ ବିଶେଷ ବିଚଳିତ ହେଲା ନାହିଁ ଓ ନିଦ ବାଉଳାରେ ବାପା ତାଉପରେ ହାତ ରଖିଛି ଭାବି ତାହାତ ହଟାରବାକୁ ଚେଷ୍ଟା କଲା! ମାତ୍ର ସୋମପାଲ ରୀନାକୁ ଆହୁରି ଜୋରରେ ଭିଡ଼ି ଧରିଲା ଓ ତାର ସମ୍ବେଦନଶୀଳ ଅଙ୍ଗ ଗୁ ଡ଼ିକୁ ନ୍ଧୁଇଁବାରେ ଲାଗିଲା |ରୀନା ତାକବ୍ ଜାରୁ ଖସିବାକ୍ ବହୁତ ଚେଷ୍ଟା କଲା ! ମାତ୍ର ସୋମପାଲ କବଳରୁ ଖସିବା ତାପାଇଁ ଏବେ ସହଜ ନଥିଲା ! ସେ କିଛି ସମୟ ଚୂଫ୍ ରହିବାର ଅଭିନୟ କଲା! ସୋମପାଲ ଭାବିଲା, ସଚୁ ଝିଅଙ୍କ ଭଳି ରୀନା ବି ପ୍ରଥମେ ନା ନା କରୁଥିଲା ! ଅସଲରେ ସେ ବି ଦୈହିକ ମିଳନ ଚାହୁଁଛି! ସେ ରୀନାର ପୋଷାକ ଖୋଲି ଦେବାକୁ  ବସିଛି ତାକୁ  ଜୋର୍ ରେ  ଧକ୍ଳ! ବେଲା ରୀନା ଓ ଖସିଯିବାରେ  ସକ୍ଷମ ହେଲା!

ରୀନା ନିଶ୍ଚିତ ଥିଲା ସୋମପାଲ ଆଜି ତାର ଇଜ୍ଜତ  ନେବ ଏଥି  ରୂ ବଂଚିବା  ପାଇଁ ତାକୁ   ମନରେ ସାହସ ଠୁଳ କରିବାକୁ ପଡ଼ିବା ପାରୁ ପର୍ଯ୍ଯନ୍ତ ନିଳକୁ  ରକ୍ଷା କରିବାକୁ  ଚେଷ୍ଟା କରିବା ସେ ଦୌଡିଯାଇ ଡ୍ରଇଂ ରୁମ୍ ରୂ  ଲୁହାନ୍ଥଡ଼ଟିଏ ଧରି ଆସିଲା! ସେତେବେଳକୁ  ପାଗଳ ପ୍ରାୟ ହୋଇ ତାକୁ  ଧରିବାକୁ  ଚେଷ୍ଟା କରୁଥାଏ ସୋମପାଲ ! ଆଗପଛ କିଛି ନ ବିଚାରି ରୀନା ସେହି ଲୁହୀଛଡ଼ରେ ଶକ୍ତ ପାହାର ବେଲା ସୋମପାଲର ମୂଣ୍ଡକୁ ! ତାଉପରେ ଆହୁରି ଦୁଇ  ପାହାର ! ଲହୁଲୁହାଣ ହୋଇ ସେଇଠି ଟଳି ପଡ଼ିଲା ସୋମପାଲ! ଆଖି ସାମା ନାରେ ବାପାର ମୃତଦେହ ଦେଖି ରୀନା ର ମୁଣ୍ଡ କାମ କଲାନି! ନିକକୁ ରକ୍ଷା କରିବା ତାର ଉଦ୍ଦେଶ୍ୟ ଥିଲା ! ମାତ୍ର ସୋମପାଲ ଯେ ମରିଯିବଏହା ତାର ଧାରଣା ନଥିଲା ! କଣ କରିବ ଭାବି ଭାବି ଶେଷକୁ ସେ ମାକୁ  ଫୋନ୍ କଲା! କୋଷ ସ୍ୱୀକାର କରିବା ପରେ ଚଞ୍ଚଳାର ଚେତା ପଶିଲା! କିଛି ମାସ ତଳେ ରୀନା କରିଥିବା ଅଭିଯୋଗ ତାର ମନେ ପଡ଼ିଲା! ପ୍ରଥମରୁ ସେ ଏହାଜୁ ଗୁରୁତ୍ଵ ଢେଇଥିଲେ  ଆଳି ଏଭଳି ପରିସ୍ଥିତି ସୃଷି ଢୋଇନଆନ୍ତା ଭାବି ଚଞ୍ଚଳା ନିଳକୁ  ଦୋଷୀ  ମନେ କରୁଥିଲା ! ଏହା ପରେ ରୀନାକୁ  ସୁଧାରଗୃହ ପଠାଇ ମାମଲାର ପରବର୍ଜା କାର୍ଯ୍ୟା ନୁ ସଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ  ପୁଲିସ



ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...