Monday 20 November 2017

ଟ୍ରାଫିକ୍ ପୁଲିସ ଅଟକାଇଲେ କ'ଣ କରିବେ? ଜାଣନ୍ତୁ ଆପଣଙ୍କ ଅଧିକାର କ'ଣ??



ଆପଣ ଦୁଇଚକିଆ ଚଳାଉ ଥାଆନ୍ତୁ କିମ୍ବା ଚାରିଚକିଆ ଯାନର ଡ୍ରାଇଭର କେବେ ନା କେବେ ଆପଣଙ୍କୁ ଟ୍ରାଫିକ୍ପୁଲିସ ଅଟକାଇଥିବ ନିଶ୍ଚୟତେବେ ଦୁଃଖ କରିବାର କିଛି ନାହିଁଯଦି ଆପଣଙ୍କୁ କେବେ ଟ୍ରାଫିକ୍ପୁଲିସ ଅଟକାଉଛି ତା ହେଲେ ସାଧାରଣ ଜନତା ହିସାବରେ ଆପଣଙ୍କୁ ନିଜର କିଛି ଅଧିକାର ବିଷୟରେ ଜାଣି ରଖିବା ଦରକାର

. ଆପଣଙ୍କଠାରୁ ଜୋରିମାନା ନେବା ପାଇଁ ଟ୍ରାଫିକ୍ପୁଲିସ ପାଖରେ ଚାଲାଣ ବହି କିମ୍ବା -ଚାଲାଣ ମସିନ୍ରହିଥିବା ଦରକାରଯଦି ଏହି ଦୁଇଟି ଜିନିଷ ତାଙ୍କ ପାଖରେ ନାହିଁ ତା ହେଲେ ସେମାନେ ଆପଣଙ୍କଠାରୁ ଜୋରିମାନା ନେଇ ପାରିବେ ନାହିଁ
.ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ପୁଲିସ ଅଟକାଉଛନ୍ତି ତେବେ ଗାଡ଼ି ରଖିବା ସହିତ ଆପଣଙ୍କୁ ସେମାନେ ଯାହା ବି କାଗଜପତ୍ର ମାଗିବେ ତାହା ଦେଖାନ୍ତୁକିନ୍ତୁ ତାଙ୍କୁ ଆପଣଙ୍କର ଗାଡ଼ିର କାଗଜପତ୍ର ଆପଣ ଦେବେ ନା ନାହିଁ ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ନିର୍ଭର କରେ
. ଟ୍ରାଫିକ୍ପୁଲିସଙ୍କ ସହ ଯୁକ୍ତିତର୍କ କରି ତାଙ୍କୁ ତାଙ୍କ କାମ କରିବାରେ ସହଯୋଗ କରନ୍ତୁ
.ଲାଞ୍ଚ ଦେବା ପାଇଁ ପ୍ରୟାସ କରନ୍ତୁ ନାହିଁ
.ଟ୍ରାଫିକ୍ପୁଲିସଙ୍କ ବକଲ୍ନମ୍ବର ଏବଂ ତାଙ୍କ ନାମ ଲେଖି ରଖନ୍ତୁଯଦି ସେମାନେ ତାଙ୍କ ବକଲ୍ପିନ୍ଧି ଥବେ ତେବେ ତାଙ୍କର ପରିଚୟ ପତ୍ର ମାଗନ୍ତୁସେମାନେ ଯଦି ପରିଚୟ ପତ୍ର ଦେଖାନ୍ତି ତେବେ ଆପଣ ମଧ୍ୟ ଆପଣଙ୍କର ଗାଡ଼ିର କାଗଜପତ୍ର ଦେଖାନ୍ତୁ ନାହିଁ
. ଭ୍ୟାଲିଡ଼୍ରିସିପ୍ଟ୍ବିନା ଟ୍ରାଫିକ୍ପୁଲିସ ଆପଣଙ୍କର ଡ଼୍ରାଇଭିଙ୍ଗ ଲାଇସେନ୍ ନେଇ ପାରିବେ ନାହିଁଯଦି ଆପଣ ଲାଲବତୀ ମାନି ପଳାଇ ଆସିଛନ୍ତି, ଗାଡ଼ିରେ ଦୁଇର ଅଧିକ ଲୋକ ବସାଇ ଚଳାଉଛନ୍ତି, ନିଶା ଖାଇ ଗାଡ଼ି ଚଳାଉଛନ୍ତି ତେବେ ଆପଣଙ୍କ ଡ଼୍ରାଇଭିଙ୍ଗ ଲାଇସେନ୍ ଟ୍ରାଫିକ୍ପୁଲିସ ନେଇ ପାରିବେ
.ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଗାଡ଼ିରେ ବସିଥିବେ ସେ ପର୍ଯ୍ୟନ୍ତ ଟ୍ରାଫିକ୍ପୁଲିସ ଆପଣଙ୍କ ଗାଡ଼ିକୁ ଟାଣି ନେଇ ପାରିବେ ନାହିଁ
.ଯଦି ଆପଣଙ୍କୁ ଟ୍ରାଫିକ୍ପୁଲିସ ହଇରାଣ କରନ୍ତି ତେବେ ଆପଣ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ
. ଯଦି କୌଣସି ଅପରାଧ ପାଇଁ ଟ୍ରାଫିକ୍ପୁଲିସ ତରଫରୁ ଆପଣଙ୍କୁ କିଛି ଚାଲାଣ ମିଳିଛି ତେବେ ସେଥିରେ ଏହି ସବୁ ବିବରଣୀ ରହିବା ଦରକାର
· ଯେଉଁ ଅଦାଲତରେ ଅପରାଧର ଶୁଣାଣି ହେବ ତାହାର ନାମ ଏବଂ ଠିକଣା
· ଅପରାଧର ସମ୍ପୂର୍ଣ୍ଣ ବିବରଣୀ
· ଟ୍ରାଏଲ୍ ତାରିଖ
· ଗାଡ଼ିର ବିବରଣୀ
· ଅପରାଧୀର ନାମ ଏବଂ ଠିକଣା
· ଚାଲାଣ ଅଫିସରଙ୍କର ନାମ ଏବଂ ଠିକଣା


No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...