Monday 18 December 2017

ପ୍ରତିଶୋଧର ନିଆଁ



୧ମାର୍ଚ୍ଚ, ୨୦୧୭ ସକାଳ ସମୟ! ସରିତାର ଆଖ୍ ଖୋଲିଲା ବେଳକୁ   ତାପାଖରେ ଝିଅ ନନ୍ଦିନୀ ନଥିଲା ରାତିରେ ଝିଅକୁ   ପାଖରେ ଧରି ଶୋଇଥିଲା ସରିତା!ସକାଳୁ ସକାଳୁ କୁ  ଆଡ଼େ ଚାଲିଗଲା ଭାବି ସେ ବ୍ଯସ୍ତବିବ୍ରତହୋଇ ପଡ଼ିଲା! ଏହା ପରେ ସରିତ! ଯାଇଥିଲା ରୀନାପାଖକୁ  ! ସେ ଭାବିଥିଲା ରୀନା ପାଖରେ ହୁଏତ ନନ୍ଦିନୀ  ଖେଳୁଥିବ ! ରୀନା ଥିଲା ସରିତାର ସାନ !’ ! କିନ୍ତୁ ସେଠି ମଧ୍ୟ  ଝିଅକୁ   ସରିତ! ଯାଇନଥିଲା! ବର୍ଷର କ୍ଳନି ଝିଅନନ୍ଦିନୀ  ମିଲୁନଥିବ! କଥ! ଶୁଣି ରୀନା ମଧ୍ୟ  ବ୍ଯସ୍ତ ହୋଇ ଖୋଜିବାକୁ ଆରମ୍ଭ କରିଥିଲା !
ସରିତ! ଏବଂ ରୀନା ଦୁହିଁଙ୍କ ସ୍ବାମ! ବିଦେଶରେ ରହ୍ ଥିଲେ! ଘରେ କେବଳ ରୀନା, ସରିତ! ଏବଂ ଛୋଟ ଝିଅ ନନ୍ଦିନୀ ରହୁଥିଲେ! ପୁରୁଷ  ଲୋକ କେହି ଥିବାରୁ ସେମାନେ ଭାବିଲେ ନନ୍ଦିନାକୁ   କିଏ ବୋଧେ ଅପହରଣ କରି ନେଇଛି! ନନ୍ଦିନୀ  ନମିଳିବାରୁ ସରିବ! ଜୋରରେ କାନ୍ଦିବାକୁ ଲାଗିଥିଲା! ଖବର ଗାଁ !ଲୋକଙ୍କ କାନରେ ବାଜିଲା ! ଦୁଇ  ଯାଙ୍କର ଏପରି ଅବସ୍ଥା ଦେଖ୍ ସେମାନେ ମଧ୍ୟ  ନନ୍ଦିନୀ କୁ   ସବୁ  କାଗାରେ ଖୋଜିବ! ଆରମ୍ଭ କରି ପକାଇଥିଲେ! ର୍ଗାଠାରୂ କିଲୋମିଟର ଦୂରକୁ  ଆୱାଲ ନଦୀ ପୋଲ ନିକଟରେ ଲୋକେ ବେଖ୍ ବାକୁ  ପାଇଥିଲେ ଏକ ଛୋଟ ଝିଅର ଅର୍କନଗ୍ନ ଶବ! ଶବକୁ  ଚିନ୍ହିବ ରେ ଆଉ ବିଳମ୍ବ ହୋଇନଥିଲା! ଶବଟି ଥିଲା ସରିତାର ଝିଅ ନନ୍ଦିନୀ ! ଲୋକମାନେ ମିଶିସଙ୍ଗେ ସଙ୍ଗେ ଶବକୁ   ଉଦ୍ଧାର କରି ସରିତାରଘରକୁ   ନେଇ ଆସିଥିଲେ! ସରିତା ବିଶ୍ଵାସ କରିପାରୁନଥିଲା ସେ ନଦିନାର ଶବ ବୋଲି!ଝିଅର ଶବକୁ   ଧରି ଭୋ ଭୋ ହୋଇ କାନ୍ଦି ପକାଇଥିଲା ସରିତା! ଏତେ ଛୋଟ ଝିଅଟିକୁ   କିଏ ! କାହିଁକି ହତ୍ୟା କରିବ ବୋଲି ସମସ୍ତେ ଭାବୁଥିଲେ ?
 ସଙ୍ଗେ ସଙ୍ଗେ ପୁଲିସକୁ   ସୂଚନା ଦିଆ ଯାଇଥିଲା! ଆନାଧିକାରୀ ବ୍ରିଜେଶ କୁ ମାରଯାଦବ ପୁଲିସଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ! ଘଟଣାସ୍ଥଳର ସ୍ତିତି  ଦେଖି ସନ୍ଦେହ କଲେ ଯେ ନଦିନାକୁ   ଅନ୍ୟ କେଉଁଠି ହତ୍ୟା କରାଯାଇଶବକୁ   ଏଠରେ ଫିଙ୍ଗାଯାଇଛି ! ଶବ ବ୍ଯବଛେଦ ପାଇଁ ସଙ୍ଗେ ସଙ୍ଗେ ପଠାଇ ଦିଆଯାଇଥିଲା ! ରିପୋର୍ଟ ଆସିଲାପରେ ଜଣାପଡ଼ିଥିଲା ଯେ ନନ୍ଦିନୀ  ସହିତ କଳାକାର କରାଯିବା ପରେ ତାକୁ   ତଂଟି  ଚିପି ହତ୍ୟା କରାଯାଇଛି!କିନ୍ତୁ  ଏତେ ଛୋଟ ଝିଅ ସହିତ ଏମିତି ନୃଶଂସ କାମ କିଏକରିବ? ପୁଲିସ ଖୁବ୍ ଶୀଘ୍ର ଅପରାଧୀକୁ   ଧରିବା ପାଇଁଛାନଭିନ୍ ଆରମ୍ଭ କରି ଦେଇଥିଲା! ଥାନାପ୍ରଭାରା ବ୍ରିଦ୍ଦେଶକୁ  ମାର ଜାଣିପାରିଥିଲେ ଯେ ଜମିଜମା ବିବାଦକୁ   ନେଇ  ଗାଁ ଚାନ୍ଦବାଲି ଏବଂ ତାଙ୍କ ପୁଅ ବ୍ରର୍ବାଶା ସହିତ ସରିତାର ପଡୁନଥିଲା ! ସୂଚନା ପାଇ ବିଦେଶରେ ରହୁଥିବା ସରିତାର ସ୍ୱୀମା ଦିନେଶ କୁ  ମାର ର୍ଗାକୁ   ପଳାଇ ଆସିଥିଲେ! ଝିଅର ହତ୍ୟା ସେମାନେ କରିଛନ୍ତି  ଭାବି ଥାନାରେ ଚାନ୍ଦବାଲି ଏବଂ ଦ୍ରୁବ ଶା ନାଁରେ କେସ୍ ଦେଇଥିଲା ଦିନେଶ!
ପୁଲିସଟିମ୍ ବାପା ପୁଅକୁ   ଗିରଫ କରି ଥାନାକୁ   ନେଇ  ଆସିଥିଲେ!  ନହିନାର ହତ୍ୟା କଥ! ପଚାରିବା ଆରମ୍ଭ କରିଥିଲେ ବ୍ରି6ଜଶ କୁ  ମାର! କିନ୍ତୁ ସେମାନେ ନିଜକୁ   ବାରମ୍ବାରନିର୍ଡୋଷ କହୁଥିଲେ!  ନନ୍ଦିନୀ କୁ   ସେମାନେ ମାରି ନାହାଁନ୍ତି ବୋଲି ପୁଲିସ ଆଗରେ କହିଥିଲେ! ପୁଲିସ ପାଖରେ ମଧ୍ୟ  ଚୂଇଜଣଙ୍କ ବିରୋଧରେ ସେମିତି କିଛି ପ୍ରମାଣନଥିଲା! ସେଥିପାଇଁ ସେ ଦୁଇଜଣକୁ   ପୁଲିସ ଛାଡି ଦେଇଥିଲା!
ଘଟଣା ଘଟିବାର ୧୨ ଦିନ ପରେ ୧୨ ମାର୍ଚ୍ଚ 0୧୭ରେ ପୁଲିସ ହାତରେ କିଛି ପ୍ରମାଣ ଲାଗିଥିଲା!ର୍ଗାରେ ରହୁଥିବା ଗୋରଖପ୍ରସାଦ ନାମକ ଜଣକ ପୁବକଉପରେ ପୁଲିସର ସଦ୍ଦେହ ହୋଇଥିଲା! ତଦନ୍ତର ଜଣାପଡ଼ିଥିଲା ଯେ ଗେରଖପ୍ରସାବ ଏବଂ ରୀନାର ଅନୈତିକ ସଂପର୍କ ଥିଲା! ପୁଲିସ ଟିମ୍ ଗୋରଖପ୍ରସାବକୁ   ଗିରଫକରି ଥାନାକ୍ଳ ନେଇ ଆସି ଥିଲେ ! ପୁଲିସର ଲାଠି ମାଡ଼ରେ ସେ ସବୁ  ସତ କଥା ମାନିଯାଇଥିଲା! ସେ ହିଁ ନନ୍ଦିନୀ କୁ  ହତ୍ୟା କରିଛି ଟୋଲି ପୁଲିସ ଆଗରେ ସ୍ୱୀକାର କରିଥିଲା!
୨୨ବର୍ଷର ଗୋରଖପ୍ରସାଦ ହରପୁର ବୃବହଟ ଗୟେ!’ରେ ରହୁଥିଲା! ସେ ଘରର ବଡ଼ ଘୁଅ ଥିଲା! + ପର୍ଯ୍ଯନ୍ତ ପାଠ ପଡ଼ିଥିଲା! ଗାଁରେ ଛୋଟମୋଟ କାମ କରୁଥିଲା!ତା ଘର ପାଖରୁ କିଛି ଦୂରରେ ଥିଲା ରୀନାର ଘର!ଦୁଇଜଣ ପଡ଼େ!ଶୀ ହୋଇଥିବାରୁ ରୀନାର ସ୍ୱାମୀ  ବିନୋଦସହିତ ଗୋରଖପ୍ରସାଦର ଭଲ ସଂପର୍କ ଥିଲା! କିନ୍ତୁ ବିନୋଦ ବଡ଼ ଭାଇ ଦିନେଶ ସହିତ ବିଦେଶ ଚାଲିଯାଇଥିଲାଚାକିରି କରିବା ପାଇଁ ! ସ୍ବାମ! ଗଲାପରେ ରୀନା ଏକୁ  ଟିଆହୋଇଯାଇଥିଲା! ଗୋରଖପ୍ରସାଦ ରୀନା ଘରକୁ   ଯିବାଆସିବା କରୁଥିଲା! ଧୀରେ ଧାରେ ସେ ରୀନାର ଖୁବ୍ ନିକଟତର ହେବାକୁ   ଚେଷ୍ଟା କରିଥିଲା! ରୀନାର ସୁନ୍ଦରଶରୀର ପ୍ରତି ଆକର୍ଷିତ ହୋଇ ପଡ଼ିଥିଲା ସେ ! ବିନୋଦ ବାହାରେ ରହୁଥିଲା ! ଏଇଟା ହିଁ ରୀନାକୁ   ପାଇବାର ଉଚିତ୍ ସମୟ ଟୋଲି ଗୋରଖପ୍ରସାଦ ଭାବି ନେଇଥିଲା! ସେରୀନାର ଶରାରକୁ   ଲାଳାୟିତ ଦୃଶ୍ଚିରେ ଚାହିଁ ରହୁଥିଲା!ରୀନା ବହୁ ଦିନରୁ ତ୍ପରୂଷ ସର୍ଶ ପାଇ ନଥିଲା ! ସେଥିପାଇଁରୀନା ମଧ୍ୟ  ତାସହିତ ସମୟ କାଟିବାକୁ   ଭଲ ପାଉଥିଲା
ଥରେ ସରିତା ଆଉ ନବିନା ଘରେ ନଥିବା ବେଳେଗୋରଖପ୍ରସାଦ 1ନାଘରଜୁ ଆସିଥିଲା ! ବିଲେଇ ମୁଣ୍ଡକ ଶିକ! ଛିଡ଼ିଲା ପରି ଗୋରଖପ୍ରସାଦ କ୍ଷେତ୍ରରେ ସେମିତିକିଛି ଘଟିଥିଲା ! ଯାହା କି ହେଉ ସେ ରୀନାକୁ   ତାମନକଥା ନିଶ୍ଚୟ ଖୋଲି କହିବ ଚୋଲି ସ୍ଥିର କରିଥିଲା! ସୁଯୋଗ ଦେ ଖି ତାମନକଥା କହି ପକାଇଥିଲା ରୀନା ଆଗରେ!‘ରୀନା ମୁଁତୁ ମକୁ   ବହୁତ ଭଲପାଏ! ତୁମ ବିନ! ରହିପାରିବନି’! ରୀନା ତାପ୍ରେମିକ ଠାର୍ ଏକଥା ଶୁଣି ଭାରି ଖୁସି ହୋଇଯାଇଥିଲା! ଦୁହେଁ ଦୁ ହିଁକୁ  ଖୁବ ଜୋର ରେ  ଚ୍ଚାଚୁଡି ଧରିଥିଲେ! ବାସ୍ ସେତିକିରେ ଗୋରଖପ୍ତସାଦ ରୀନାକୁ  ବେଡ଼  ଉପରକୁ   ନେଇଯାଇଥିଲା! ଦ୍ରହେଁ ସଂପର୍କର ସୀମାରେଖା ଡେଇଁ ଶରୀର ଖେଳରେ ମାତି ଯାଇଥିଲେ!ସେଦିନ ପରଠାରୁ ଏହା ଯେମିତି ସେମାନଙ୍କ ପାଇଁ ସବୁଦିନିଆ ଖେଳ ପାଲଟି ଯାଇଥିଲା! ଯେତେବେଳେ ବି ଏକୁ  ଟିଆ ସୁଯୋଗ ମିଳୁଥିଲା ଦୁହେଁ ବ୍ଧହିଁକ ଶରୀର ଭୋକମେଣ୍ଟାଉ ଥିଲେ!
କିନ୍ତୁ କିଛି ଦିନ ପରେ ଗୋରଖପ୍ରସାଦ ରୀନାକୁ   କହି ଅନ୍ୟ ଜଣେ ଝିଅକୁ   ବିବାହ କରିଥିଲା! ରୀନା ଭାବିଥିଲା ଗୋରଖପ୍ରସାଦ ଧୋକା ଦେବନି ତାକୁ  !ମାତ୍ର ଯେତେବେଳେ ସେ ସତ କଥା କାଶିଲା ସେତେବେଳେ ସେ ରାଗରେ ନିଆଁବାଣ ହୋଇଯାଇଥିଲା!ସେ ତା ପ୍ରତିଶୋଧ ନିଶ୍ଚୟ ନେବ ବୋଲି ମନେ ମନେ ସ୍ଥିର କରିଥିଲା ଆଉ ସେମିତି ହିଁ ହୋଇଥିଲା! ରୀନାଏମିତି କିଛି କାଣ୍ଡ କଲା ବାହାଘରର ଗୋଟେ ସପ୍ତାହ ପରେ ଗୋରଖପ୍ରସାଦର ସ୍ତ୍ରୀ  ତାକୁ   ଛାଡି  ଚାଲିଯାଇଥିଲା!
ଗାଁ ରେ ମଧ୍ୟ  ଗୋରଖପ୍ରସାଦର ଖୁବ୍ ବଦନାମ ହୋଇଥିଲା ର୍ଗାଲୋକଙ୍କ ସାମ୍ନାରେ ସେ ମ୍ନଣ୍ଡ ଟେକି ଚାଲି ପାରୁନଥିଲାସ୍ତ୍ରୀ  ଛାଡିଯିବା ପରେ ସେ ତ୍ପଣିଥରେ ରୀନାର ଘରକୁ  ଯିବାଆସିବା ଆରମ୍ଭ କରିଥିଲା! କିନ୍ତୁ ରୀନା ପୂର୍ବପରିଆଉ ତାକୁ   ଭଲ ଯାଉନଥିଲା! ପ୍ରେମିକର ଧୋକାକୁ   ସେ ସହଜରେ ଭୃଲିନଥିଲା! ଘରକୁ   ଗୋରଖପ୍ରସାଦ ଆସିଲେ 1ନା ସବୁବେଳେ ତାକୁ   ଗାଳିଗୁଲକ କରି ଘରୁ ବାହାର କରି ଦେଉଥିଲା! ସେ 1ନାର ଏପରି ବ୍ଯବହାର ଦେଖ୍ ଆଉ  ସହି ପାରିନଥିଲା! ଏହାପରେ ସେ ନିଶ୍ଚିତ ହୋଇଯାଇଥିଲା ଯେ ରୀନା ବୋଧହୁଏ ଅନ୍ୟ ତ୍ପରୂଷଙ୍କ ଦ୍ଵାରା ନିଜ ଶରୀର ଭୋକ ମେଣ୍ଟାରଛି! ସେଥିପାଇଁ ସେ ତାକୁ   ପାଖକ୍ଳ ଆସିବାକୁ ଦେଉ ନି! ତଥାପି ସେ ଚିନ୍ତାକଲା ରୀନା ପାଖକୁ   ଗଲେ  ହୁଏତ ପୂର୍ବ ପରି ତାକୁ  ନିଶ୍ଚୟ ଭଲପାଇ ବସିବା ଏହା ଭାବି ସେଦିନ ରାତିରେ ଗୋରଖପ୍ରସାଦ ରୀନାର ଘରକୁ   ପାଇଥିଲାସେତେବେଳେ ରାତି ୧୨ଟା ହୋଇଥିଲା!ପରେ ସମସ୍ତେ ଶୋଇ ପଡ଼ିଥିଲେ! ସେ ଲୁଚିଲୁଚି ରୀନାର ରୂମ୍ କୃ ପାଇଥିଲା! ରୀନା ଗଭୀର ନିବରେ ଶୋଇ ରହିଥିଲା!ଗୋରଖପ୍ରସାବର ହାତ ସର୍ଶରେ ରୀନାର ନିଦ ହଠାତ୍ ଭାଙ୍ଗି ପାଇଥିଲା!ସେତେବେଳକୁ ଗୋରଖପ୍ରସାଦ ଶରୀରଭୋକରେ ଏତେ ପାଗଳ ହୋଇଯାଇଥିଲା ଯେ ସେ ରୀନା ସହିତ ଜବରଦସ୍ତି ସଂପର୍କ ରଖିବାକୁ   ଚେଷ୍ଟା କରିଥିଲା! କିନ୍ତୁ ରୀନା ତାକୁ  ଗାଳି କରି ଘରୁ ବାହାର କରି ଦେଇଥିଲା!କିନ୍ତୁ ତା 6ଭାକିଲା ନବର ପଡ଼ିଥିଲା ଛୋଟଝିଅ  ନନ୍ଦିନୀ ଉପରେ! ନନ୍ଦିନୀ  ଶୋଇଥିବା ଅବସ୍ଥାରେଗୋରଖପ୍ରସାଦ ତାକୁ   ଟେକି ନେଇ ବିଲ ଆଡ଼କୁ   ଚାଲିଯାଇଥିଲା ଗୋରଖପ୍ତସାବ ସେଦିନ ନିଜ ବେହରଭୋକ ମେଣ୍ଟାଇବା ପାଇଁ ସତେ ଯେମିତି ପିଶାଚ ପାଲଟିପାଇଥିଲା ନନ୍ଦିନୀ 6ପାଷାକ ଚିରି ପକାଇ ବଳାଚ୍ଚାର କରିବାକୁ   ଉଦ୍ୟମ କରିବା ବେଳେ ନନ୍ଦିନୀ  ବଡ଼ ପାଟିରେ ଚିତ୍କାର  କରିବାକୁ   ଲାଗିଥିଲା! ନନ୍ଦିନୀ କୁ   ଚୁ ପ୍ କରିବାପାଇଁ ସେ ତାର ପାଟିକୁ   ଏତେ ଜୋର ରେ  ଚାପି ଧରିଥିଲା ଯେତା ନିଃଶ୍ବାସ ବନ୍ଦ ହୋଇଯାଇଥିଲା! ସେହି ଅବସ୍ଥାରେ ଗୋରଖପ୍ରସାବ ନନ୍ଦିନୀ  ସହିତ ବଳାକ୍ରାର କରିଥିଲା!ଧରାପଡିଯିବା ଭୟରେ ସେ ନନ୍ଦିନୀ ଶବକୁ   ର୍ଗାରୁ  କିଲୋମିଟର ଦୂର କୁ  ଆୱାଲ ନଦୀ ପୋଲ ପାଖରେ ପକାଇ ଦେଇଥିଲା! ଏହି ଘଟଣାରେ ରାଜାର କୌଣସି ଦୋଷ ଥିବାରୁ ପୁଲିସ ତାଉପରେ କୌଣସି କଯୀନୃଷ୍ଠାନ ଗ୍ରହଣକରିନଥିଲା ! ତ୍ପଲିସ ଗୋରଖପ୍ରସାବକୁ   ଗିରଫ କରି ଜେଲ୍ ପଠଇଥିଲେ

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...