Wednesday 2 May 2018

ଦଲାଲ



ପ ଖାପାଖ୍ ସନ୍ଧ୍ୟା ! ସୁନୀଲ କୁମାରକ ଫୋନ୍ କୂ ଏକ କଲ୍ ଆଶିଳା ! ସେ ନମ୍ବରକୁ ଦେଖୁଦେଖୁ ବିରକ୍ତ ହୋଇଉଠିଲେ! କାରଣ କିଛିଦିନ  ଧରି ସେହି ନମ୍ବରରୁ  ତାଙ୍କ ନିକଟକୁକଲ୍ ଆସୂଥିଲା! ସେ କଲ ବଟମ  ଚିପୁଥିଲେ  ତ କିଛି ଉରଗ ମିଳୁ ନ ଥିଲା! ସେ କିଛିପଚାରିକେ ମଧ୍ଯ ତାଙ୍କୁ ଜବାବ  ମିଳୁ ନ ଥିଲା ତେଣୁ ସେଦିନ ସେ ବିରକ୍ତରେ କହିରେ- ଆରେ  ଭାର, ମୋତେ କାହିଁକି ହଇରାଣ କରୁଛ ? ଯବି କିଛି କହିବାର ଅଛିକୁହ ! ନହେଲେ ଅନ୍ତତଃ ଏତିକିତକୁହ ତୁମେ କଣ ଚାହୁଁଛ ମେ! ଠାରୁ? ସେଦିନ କିଚ୍ଛୁ ସୁନୀର କୁମାରକୁ ନିରାଶ ହେବାକୁପଡ଼ିଲା ନାହିଁ! ସେପଟରୁ  ଶୁଭିଲା ସ୍ଵର  ତୁମେ ସୁନୀଲ କୁମାର ତ? ଅଚ୍ଛା  ତୁମେ ଦିଲୀର ଜିବି ଗୋଡ଼ରୁ କହୁଛ ତ? ସୁନୀଲ କୁମାର ହସିହସି କହିଲେ: ହଁ ମୁଁ ସୁନୀଲ କୁମାର, ଆଉ ମୁଁ ଚ୍ଚିଚି ଗୋଡ଼ରୁ  ହିଁ କହୁଛି ! ଅଚ୍ଛା  ତୁମେ କିଏ? କଲ କରିଥିବା  ଯୁବକ  ନିଜର ପରିଚୟ ଦେଲା କହିଲା-’ ମୁଁ ଅମର! ତେବେ ମୋତେ ଏତିକି କୁହ ଯେ’ ତୁମେ ଜିବି ଗୋଡରେ କ’ଣ କରୁଛ? ଏଥର ସୁନୀଲ କୁମାର ପାଟି କରି ହସିଲେ ଆଉ  କହିଲେ: ଅମରବାଟୁ! ତୁମେ ନିଶ୍ଚିତ ଏକଥା ଚ୍ଚାଣିଥିବା  ଯେ, ଜିବି ଜୋରରେ ରଦୂଥିବା ବା ଲୋକଟି କେବେ ଜ ଣେ ଭଦ୍ର ବ୍ୟକ୍ତି ହୋର ନ ଥିବା ବ ! ସେ ନିଶ୍ଚୟ ଜଣେ ଡଲାର ଆର ତୁମେ କଣେ ଦରାଇ ସହିତ କଥାବାର୍ଭ! କରୁଛ! କୁହ, ତୁମର କେଉଁ ପ୍ରକାରର ଝିଅ ଦରକାର ! ଆମର ଏଠି ପାଞ୍ଚ ସହ ରୁ ପାଞ୍ଚହଜାର ଟଙ୍କାର ଝିଅ ମିଳନ୍ତି ! ଅମର କହିଲା: ମୋର ଝିଅ ଦରକାର ନାହିଁ! ମୁଁ ଗୋଟେ ଝିଅ ବିକିବାଜୁ ରହୁଁଛି! ତୁମର କଣ ଝିଅ ଦରକାର ? ସୁନୀଲ କୁମାର କହିଲେ ଆମର ଏଠି ପ୍ରତିଦିନ ନୃଅ! ନ୍ଅ! ସୁନ୍ଦର! ଝିଅ ଦରକାର! ଗୋଟେ କାହିଁକି ଯଦି ଦଶଟା ଝିଅ ଆଣିବ ତା’ହେଲେ ଏଠି ସେମାନେ ବିକ୍ରି ହୋଇଯିବେ! ତେବେ ଝିଅଙ୍କ ଦର ଝିଅକୁ ଦେଖ୍ବା ପରେ ହିଁ ଜଣାପଡିବ! ଅମର କହିଲା: ମେ! ପାଖରେ ଗୋଟେ ପନ୍ଦର ବର୍ଷର ଝିଅ ଅଛି! ପୂରାପୂରି କୁଆଁରୀ? ସୁନୀଲ କୁମାର କହିଲେ: ତା’ହେଲେ ମୋତେ ଲାଗୁଛି ତୁମେ ଗୋଟେନପୁ°ଷକ…. ଅମର ଚିଡି ରଠିକା! କହିଲା: ସେମିତି କହିବାକୁ ତୁମେ ସାହସ କରୁଛ କିପରି? ମୁଁଗୋଟେ ସମ୍ପୂର୍ଣ୍ଣ ସୁସ୍ଥ ଆର ପାରର'ମ ପୁରୁଷ ! ସୁନୀଲ କୁମାର କହିଲେ: ତା’ହେଲେ ତୁମ ପାଖରେ ଥିବା  ଝିଅଟି  ଯେ କୁଆଁର! ହୋର ଅଛି ସେକଥା ମୁଁ ବିଶ୍ବାସ କରିବି କିପରି? ଅମର କହିଲା: ମାନିବାକୁ ପଡ଼ିବ ଆପଣଙ୍କୁ! ଥାକ୍ବ୍ରଆଲୀ, ମୁଁ କେବଳ ତା’ ସହିର ଶାରୀରିକ ସମ୍ପର୍କ ରଖୁଛି! ମାନେ ଆମେ ସ୍ବାମୀ ସ୍ତ୍ରୀ ! ହୋଇ ଅଛୁ ! ମୋର ଆଉ ତା’ ପାଖରେ ମନ ନାହିଁ ମୁଁ ଯେତିକି ପାଇବ! କଥ! ପାର ସାରିଲିଣି! ଏବେ ତା ଠୁ ମୁକ୍ତି  ଚାହୁଁଛି! ସେଥିଲାଗି ତାକୁ ଢିବି ରୋଡ଼ରେ ବିକି ଦେବାକୁ ଚାହୁଁଛି

       ସୁନୀଲ କୁମାର କଣ ଭାବିଲେ କେଜାଣି ତା’ଠୁସମ୍ପୂର୍ଣ୍ଣ କାହାଣୀ ଶୁଣିବାକୁଚାହିଁଲେ  ! ଅମର ମଧ୍ଯ କିଛି ନ ଲୁତେର ସବୁକଥା ପ୍ରକାସଁ  କରିଦେଲ!

      ବାସ୍ତବରେ ଅମର ଯେଉଁ ଝିଅଟିକୁ ଦିଲ୍ଲୀର ଦେହ ବ୍ୟବସାୟ କେନ୍ଦ୍ର ଜିବି ରୋଡ଼ରେ ଚିକି ଦେବାକୁ ଚହୁଁଥିଲା ଚା’ ନାଁ ଥିଲା ବିନୀତା କୁମାରୀ! ବିହାରର ମଧୁବନୀ ଜିଇ! ଅନ୍ତର୍ଗତ ଲଖମନିଅ! ଗାଁର ରାଜନ ଦାସ ଓ ଅନିତା  ଦେବୀଙ୍କର ସେ ମଝିଅଁ! ଝିଅ ! ବଡ଼ ରରଣୀ ବାହ! ହୋରସାରିଥିଲା ବେଳେ  ସାନ ଭଉଣୀ ହିତାୟ ଶ୍ରେଣୀରେ ପଡ଼୍ ଥିଲା! ନବମ ଶ୍ରେଣୀରେ ପଡ଼୍ ଥିଲା  ବିନୀତା! ରାଜନ ଦାସ ଜଣେ ମଜଦୁର ଶ୍ରେଣୀର ଜୋକ ଥିଲେ ! ତାଙ୍କର ପାଖ ଗାଁର ପିଲା ! ହେଉଛି ଅମର! ଗାଁ ପାଖାପାଖ୍ ହୋରଥିବା ! ହେତ୍ ଅମର ସହ ବିନୀତ! ର ଦେଖା ସାକ୍ଷାତ ହେରଥିଲା !ପୁଣି ପର୍ବପର୍ବାଣି ଯାନିଯାତ୍ରାରେ ସେମାନେ ପରସରକୁ ଭେଟୁ ଥିଲେ !
ଅମରକୁ ୨୬ବର୍ଷ ହୋରଥିଲା ବେଳେ   ବିନୀତାର ବୟସ ଥିଲା ୧୫! ବିନୀତା ଯୌବନରେ ପାଦ ଥାପୁଥିଲା! ତେଣୁ ତା’ର ପାଦ ସିନା ପୃଥ୍ବୀର ମାଟି ଉପରେ ଥିଲା ହେଲେ  ମନ ରଡ଼ୁଥିଲା ଆକାଶରେ! ସେ ନାନାଦି ସ୍ୱପଗେ ବିଭୋର ହେରଥିଲା! ଅନ୍ୟପଟେ ବିନୀତାକୁ ଦେଖି ପାଗଳ  ହୋର ଯାରଥିଲା ଅମର! ଆଉ ସେ ବିନାତାକୁ ପଢେଇବାରେ ସଫଳ ହୋଇପାରିଲା! ସେମାନେ ପରସ୍ପର କୁ  ନେଇ ସ୍ବପ୍ନ  ଦେଖ୍ ଲେ ! ଅମରର ଥିଲା  ଗୋଟିଏ ଲକ୍ଷ୍ୟ-ବିନାତାର ସୁନ୍ଦର ଦେହକୁ ଉପଭୋଗ କରିବା! ସେଥ୍ରାଗି ସେ ନାନାଦି ଫନ୍ଦି ଫିକର କରି ବିନୀତାକୁ ପଢେଇବାରେ ଲାଗି ପଡିଥିଲା! ଏମିତିକି ସେ ତାକୁ ବିଭିନ୍ନ ପ୍ରଲୋଭନ ବି ଦେଖାରଥିଲା
       ସାଧାରଣତଃ ପ୍ରାକ୍-କୈଶୋରର ଯୁବତୀ  ମାନେ  ଭୁଲ  କୁଣ ଠିକ  କ’ଣ ସେକଥା  ସହଜରେ  ଠଉରେଇ  ପାରନ୍ତ ନାହ! ସେମିଟି  ଅବସ୍ଥ! ହୋରଥିଲା ବିନାତାର’ ଅମରର ଗୋଟେ ଅଧେ ଚୂମ୍ବନ କିମ୍ବା ବେହର ସ୍ପର୍ଶ କୁବିନୀତା ଏ ଦୁନିଆର ସନ୍ଧୁ କିଛି ଟୋଲି ଧରି ନେରଥିଲା! ତେଣୁ ସେ ତାହୁଁଥିଲା ଜେମିତି ରୋଟାପଣେ ଅମର ତା’ର ହେବ ଆଉ ସେ ଅମର କୋଳରେ ଶୋର ପୃଥ୍ବୀ ବିଜେତା ହେବାର ସ୍ବପ୍ନ  ଦେଖି ବା ଠିକ୍ ବିନୀତା ର ଭଳି  ଅମର ମଧ୍ଯ ସ୍ଵପ ଦେଖୁଥିଲା! ତେବେ ତଫାତ୍ ଥିଲା  ଏତିକି ଯେ, ବିନୀତା ଅମରକୁ ଜୀବନସାଥୀ ଭାବରେ ପାଇବାକୁ ସ୍ୱପ ଦେଖୁଥିବା  ବେଳେ ଅମର କେବଳ  ବିନାତାର ଦେହକୁ ଉପଭୋଗ କରିବାକୁ ଫଢି କଚୂଥିଲା

     ଦିନେ ଅମର ବିନୀତାକୁ କହିଲା: ଦେଖ , ଆମେ ଏଇ ଗାଁରେ ରହିଲେକିଛି କରିପାରିବାନି ! ନା ମୁଁତତେ
ପାଇବି! ନ! ତୁ ମୋତେ ପାରଚୂ! ଗୋଟେ କାମ କର: ତୁମୋତେ ଭୁ ଲିଯା ! ବିନୀତା ଅମରକୁ ଢାଚୂଢ଼ି ଧରି ରହିଲା: ତୁମକୁ  ଛାଡ଼ି ମୁଁ ବଞ୍ପାରିବିନି! ଯେତିକି ସମୟ ତୁମ ପାଖରେ ରହୁଛି ମୋତେ ସେତିକି ସମୟ ଭଲ ଲାଗୁଛି! ଆର ସବୁସମୟ ଖରା ଵିନିଅ! ଦିପ୍ରହର ଭଳି  ମନେ ହଉଛି! ଅମର କହିଲା; ତା’ହେଲେ ତୁ ମୋ ସହିତ ଚଲ ! ମୁଁତତେ ଦିଲ୍ଲୀ ନେରଯିବି ସେଠି ଆମେ ଗୋଟେ ଘର ଭଡା ନେଇ  ରହିବା! ଆର ଦିନରାତି ସାଥି ହୋଇ  ଗପିବା ! ବିଚାରି ବିନୀତା ଅମର କଥାରେ ହଁ ମାରିଦେଲା! ଆଉ ଅମର ତାକୁ ଦିନେ ଦିଲ୍ଲୀ ନେଇ ଆସିଲା

       ଦିଲ୍ଲୀରେ ଅମରର ସାର ରଂଜିତ  ରହୁ ଥିଲା! ସେ ଗୋଟେ  ବସ୍ତିରେ ଦୁହିଁଙ୍କ ପାଇଁ ଏକ ଘର ଠିକ୍ କରିଦେଲା ! ପାଖ ମଦିରରେ ମିଛରେ ଏକ ବାହାଘର ଆୟୋଜନ କରାଗଲା! ସେଠାରେ ଅମର ବିନୀତ! ମୁଣ୍ଡରେ ସିନ୍ଦୁର ଦେର ତାଳୁ ପତ୍ନୀ ବୋଲି ସ୍ୱୀକାର କଲା! ଅମର ହାତ’ରୁ ରୁ ସିନ୍ଧୁର ପିରି ସାରିବା ପରେ ବନୀତାର ଖୁସ କାହିଁ  ରେ କେତ  ? ସେ ଭାବୁଥିଲାଏବେ ଅମର କେବଳ ତା’ର ! କେହି ଆର ସେମାନକୁ ପୃଥକ୍ କରିପାରିବେ ନାହିଁ! ସିନ୍ଧୁର ଦେର ସାରିବା ପରେ ଅମର ଭାବୁ ଥିଲାଏବେ  ତାକୁ ବିନୀତା ଦେହର ଲାଇସେନ୍ସ ମିଳିଗଲା ! ସେ ଯେମିତି ଚାହିଁବ ଯେତେବେଳେ ଚାହିଁବ ତାକୁ ଉପଭୋଗ  କରିବ! ବାସ୍ ସେଇଆ ହେଲା ! ତିନିମାସ ! ମିଛ ସ୍ବାମାର ଅଭିନୟ କରି ଅମର ବିନୀତାକୁ ମନଇଚ୍ଛା ଏନ୍କୟ କଲା! ସେଥ୍ରେ ବିନୀତାର ବି ଆପରି ନ ଥିଲା! ସେ ଭାବୁ ଥିଲା’ ଅମର ତା’ର ସ୍ବାମୀ! ତିନିମାସ ପରେ ଧୀରେ ଧୀରେ ଟଙ୍କା  ସରି ଆସିଲା ! ଖାଇବା, ଘରଭଡ଼ା ଦେବା ପୁଣି ବିନୀତାର ବ୍ୟକ୍ତିଗତ ଖର୍ଚଉଠେଇବା ପାଇଁ ପ୍ରଚୁର ଅର୍ଥ ଦରକାର ହେରା! ଫଳରେ ଅମରର ମୁଣ୍ଡ ବିଜିର! ! ପୁଣି ବିନୀତା ତାକୁ ଗୋଟେ ବୋଝ ଭଳି ମନେହେଲା! ସେ ବିନୀତାର ଦେହ ସହିତ ତିନିମାସ ଧରି ଖେଦି ସାରିଥିଲା ! ତେଣୁ ତା’ର ଆଉ କିଛି ପାଇବାର ନ ଥିଲା! ତାର ଇଚ୍ଛା  ହେରଥିଲା ବିନୀତାକୁ ନେର ଟ୍ରେନ୍ ଆଗକୁ ଫୋପାଢ଼ି ଦେବା ପାଇଁ ! ହେରେ ବିଚାରି ବିନୀତା ଏସବୁ ଜାଣି ନ ଥିଲା! ସେ ତ ଭାବୁ ଥିଲା, ସେ ଅମରକୁ ନେଇ ସଂସାର କରିବାକୁ ଆସିଛି! ଆଉ  ଆଗକୁ ଗୋଟେ ନୂଆ ସଂସାର କରିବ!

ଦିନେ  ଅମର ରଣଜିତ୍ଜୁ କହିଲା: ରଣଜିତ୍! ବିନୀତା ମୋ ପାଇଁ ବୋଝ ହେଲାଣି! ମୁଁଆଉ ତା’ ସହ ଅଧିକ  ଚିନ ରହିବାକୁ ଚାହୁଁନାହିଁ ! କେମିତି ତାକ୍ ମେ! ମୁଣ୍ଡରୁ ଓହେରବି ସେଇକଥା କହ ! ମୁଁ ଭାବୁଛି ତା’ ତଣିଚିପି ତାକୁ ଟ୍ରେନ୍ ଆଗକୁ ପକେଇଦେବି! ରଣଢିତ କ ହିଲା: ସେମିତି କରନା ! ଦିଲ୍ଲୀରେ ଅନେକ ଦେହ ବ୍ୟବସାୟ କେନ୍ଦ୍ର ଅଛି! ଯଦି ଆମେ ବିନୀତାକୁ କୋଉଠି ବିକିଦବ! ତା’ହେଲେ ଆମକୁ ପ୍ରଚୁର ଟଙ୍କା ମିଳିବା  ! ତା’ଛଡ଼ା ବିନୀତା ବେଖ୍ବାକୁ ସୂନ୍ଦରୀ ! ବୟସ ମୋଟେ ପନ୍ଦର ବର୍ଷ ! ଖୁବ୍ ମଟାଲ  ଦେହଟେ ପାଇଛି ତୁ ବେଖ୍ ବୁ  ଚାରିପାଞ୍ଚ ଲକ୍ଷରୁ କମ୍ ହେବନି!
ଅମର ଭାବିଲା, ରଣଢିତ ଖୁବ୍ ଭଲ କଥା କହିଛି!ଯଦି ସେଇଆ ଚ୍ଛୁଏ ତା’ହେଲେ ତା’ ପାଇଁ ବିନୀତା ଗୋଟେ  ଲାଭଜନକ ଦ୍ରବ୍ୟ ଠୁ  କମ୍ ନୁହେଁ ତିନିମାସ କାଳ ତା’ ଦେହରୁ ମୁଖ ପାରଳା! ଆଉ  ତା’ର ସୁନ୍ଦର ଦେହକୁ ବିକିନ୍ଦେଲେ ସେ ରକ୍ଷପତି ହୋଇଯିବ! ଯଦି ପାଞ୍ଚରକ୍ଷ ନ ମିଳି  ତିନି ଲକ୍ଷ ମିଳେ ତା’ହେଲେ ସେଥ୍ରେ ସେ ଗୋଟେ ସୁନ୍ଦର ବିଜନେସ କରି ତା ବ୍ଦୀବନକୁ ସୂଧାରି ପାରିବ ! ବାସ୍, ତା’ପରେ ଆରମ୍ଭ ହୋଇ ଗଲା ! ବିନୀତାକୁ ବିକ୍ରି କରିବାର ଅଭିଯାନ! ଆର ଖୁବ୍ କମ୍ ଚେଷ୍ଟାରେ ସେମାନକୁ ମିଳିଗଲା ଦଲାଲ୍ ସୁନୀଲ କୁମାରର ମୋବାଇଲ୍ ନମ୍ବର!

ନିର୍ଜାରିତ ବିନ ଅମର ଓ ରଣଜିତ ବିନୀତାକୁଧରି ପହଁଚିଲେ ! ସୁନୀଲ କୁମାର ଚି ଆସିଲେ ବିନୀତାକୁ କିଣି  ନେବା ପାଇଁ! ବିନୀତା ଜାଣି ନ ଥିଲା  ଯେ, ତାକୁ ବିକିବାକୁ ନିଆଯାଉଛି! ଅମର ତାକୁ କହିଥିଲା’ ସେମାନେ ବୁଲିବାକୁ ଯାଉଛନ୍ତି  ବୋଲି! ବିନୀତାର ଦର ଛିଣିଥିଲା ସାଢ଼େ ତିନିଇକ୍ଷ ଟଙ୍କାରେ! ତେବେ ଟଙ୍କା ଦବାନବା ହେବା ପୂର୍ବରୁ 6ପାରିସ୍ ଆସି କାବୁ  କରିନେଲା ସମସ୍ତକୁ!
ବାସ୍ତବରେ ସୁନୀଲ କୁମାର କୌଣସି ଦରାଇ ନ ଥିଲେ ! ସେ ଥିଲେ  ଜଣେ ପୋଲିସ୍! ଆଉ ଦିଲ୍ଲୀର ଦେହ ଦଲାଲ୍ଙ୍କୁ  ଧରିବା ପାଇଁ ନିଜକୁ ଦଲାଇ କରି ମୋବାଇଲ ନମ୍ବର ପୋଷ୍ଟ କରିଥିଲେ  ଇଣ୍ଟର ନେଟ ରେ  ଆଉ ତାହା ହିଁ ବିନାତାର ଜୀବନ ବର୍ବାଦ  ହେବାରୁ ବଂଚେଇ ଦେଲାଅମର ଓ ରଣଜିତକୁ ପୋଚ୍ଚିସ୍ ଗିରଫ କରି ଯେ ଲ୍ ପଠେଇ  ଦେଲା  ! ଆଉ ବିନୀତାକୁ ପଠେଇଦ୍ଦେଲୀ ତା’ଘରକୁ!

लड़की बेचने के लिए गलती से मिला दिया SHO को फोन, और फिर

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...