Friday 29 March 2019

'ଶାଲୀ ଆଧି ଘରୱାଲୀ'


   ହିନ୍ଦୀରେ ଗୋଟଏ କଥା ଅଛି 'ଶାଲୀ ଆଧି  ଘରୱାଲୀ' ଯାହାକୁ ମନୋଜ ଅକ୍ଷରେ ଅକ୍ଷରେ ତା' ଜୀବନରେ ପ୍ରତିପାଦନ କଲା ବଡ଼ ଭଉଣୀ ମମତାକୁ ବିବାହ କରିବା ପରେ ମନୋଜ ଢ଼ଳି ଯାଇଥଲା ଶାଳୀ ପୂଜା ଆଡକୁ ମନୋଜ ପୂଜାକୁ ଶିଖାଇଲା ପ୍ରେମର ଫର୍ମୁଲା ଫର୍ମୁଲା ଶିଖୀ ଶିଖୀ ପୂଜା ହୋଇଗଲା ମନୋଜର ଅଧା ଘରବାଲୀ




       ତ୍ତର ପ୍ରଦେଶର କାନପୁର ମହାନଗର ସ୍ଥିତ ନୋବସ୍ଥା ଖାଡ଼େପୁର କଲୋନୀକାନପୁର ବିକାଶ ପ୍ରାଧ୍କରଣ ଅନୁସାରେ ମଧ୍ୟବଗ ପରିବାର ପାଇଁ ଏହି କଲୋନୀ ତିଆରି କରାଯାଇଛିକଲୋନୀର ବି -ବ୍ଲକ୍ରେ ରୁହନ୍ତି ଜଗରାମ ସିଂହପନ୍ନୀ ମୀନା, ଦୁଇ ଝିଅ ମମତା, ପୂଜା ପୁଅ ରାଜକୁମାରକୁ ନେଇ ଜଗରାମ ବାବୁଙ୍କ ପରିବାରବଡ଼ ଝିଅ ମମତାର ଇଣ୍ଟରମିଡିଏଟ୍ପଢ଼ିସାରିବା ପରେ ଜଗରାମ ମମତାଙ୍କ ବାହାଘର କାନପୁର ସ୍ଥିତ କଠାରନିବାସୀ ମନୋଜ ସହ କରିଦେଲେମନୋଜର ବାପା ଜମିରେ ଚାଷ କରି ଯେଉଁ ଫସଲ ଉତ୍ପାଦନ କରୁ ଥି ଲେ ତାକୁ ମନୋଜ ଟେମ୍ପୁରେ ନେଇ ପରିବା ମଣ୍ଡିରେ ବିକ୍ରି କରୁଥଲା ଯେଉଁଥିରୁ ମନୋଜକୁ ଭଲ ଲାଭ ହେଉଥିଲା
     କଠାରାଠାରୁ ଖାଡ଼େପୁର କଲୋନୀ ବେଶି ଦୂର ଥିଲାମନୋଜର ଯେତେବେଳେ ଇଚ୍ଛା ହେଉଥଲା ସେ ଶଶୁର ଘରକୁ ଚାଲି ଯାଉଥିଲାଶଶୁର ଘରେ ମନୋଜର ଖାତିର୍ଦାରୀ ବେଶ୍ଆଡମ୍ବର ଭାବେ କରାଯାଏଖାସ୍କରି ମନୋଜର ଶାଳୀ ପୂଜା ଭିଣୋଇ ଆସିବା ଖୀସିରେ ନାନା ପ୍ରକାର ପ୍ରସ୍ତୁତି କରିଦିଏମନୋଜ ସବୁବେଳେ ଶଶୁର ଘର ଲୋକଙ୍କ ପାଇଁ ଉପହାର ନେଇ ଯାଏ ଯାହା ଫଳରେ ସେ ପହଞ୍ଚିବା ମାତ୍ରକେ ସଭିଏଁ ତା ଆଗରେ ଜମା ହୋଇଯାନ୍ତିବାହାଘର ପରେ ମନୋଜ ଶାଳୀ ପୂଜା ସହ କଥା କଥାରେ ଥଟାମଜା କରେପୂଜା ମନୋଜକୁ ବି ନିଜ ବଡ଼ ଭାଇ ବୋଲି ଭାବେପୂଜା ପାଇଁ ମନୋଜର ଯିବା ଆସିବା ମମତାଙ୍କ ବାପ ଘରକୁ ଲାଗି ରହିଲାମମତା ଭାବୁଥିଲେ ଯେସ୍ଵାମୀ ମନୋଳ ତାଙ୍କ ବାପ ଘର ଲୋକଙ୍କୁ ବହୁତ ଭଲପାଉଛନ୍ତି ତାଙ୍କର ଖୀବ୍ଯନ ମଧ୍ୟ ନେଉଛନ୍ତି ଯାହା ପାଇଁ ସେ ବାରମ୍ବାର ବାପାଙ୍କୁ ସାହାଯ୍ୟ କରିବା ପାଇଁ ଆମ ଘରକୁ ଯାଉଛନ୍ତି ।'କିନ୍ତୁ ମନୋଜ ଖାଡ଼େପୁର କିଛି ଅଲଗା ମତଲବରେ ଯାଉଥିଲା
ଏମିତି ବିତିଯାଏ ମନୋଜ ମମତୀଙ୍କ ବାହାଘରକୁ ଦୁଇ ବର୍ଷସବୁବେଳେ ମନୋଜ ପୂଜାର ଟିକିଏ ଝଲକ୍ପାଇବା ପାଇଁ ଧାଇଁ ଯାଉଥିଲା ଶଶୁର ଘରକୁଶଶୁର ଘରେ ପହଞ୍ଚି ତା ଆଖୀ ଆଗ ଖୋଜେ ଶାଳୀ ପୂଜାକୁପୂଜାକୁ ଦେଖୀଲା ପରେ ମନୋଜକୁ ସ୍ବର୍ଗ ସୁଖ ମିଳେ

ଦିନେ ମନୋଜ ତା' ମର୍ଯ୍ୟାଦାର ସବୁ ସୀମା ପାର କଲାମନୋଜ ପରିବା ମଣ୍ଡିରୁ ଫେରିବା ପରେ ସବୁବେଳେ ଶଶୁର ଘରକୁଯାଉଥଲାମନୋଜ ଦିନେ ମମତାଙ୍କ ବାପ ଘରକୁ ଯାଇଥିବା ବେଳେ ଘରେ ପୂଜାଙ୍କ ବ୍ୟତୀତ ଆଉ କେହି ଥିଲେବହୁ ବର୍ଷ ପରେ ମନେଜକୁ ଏକ ସୁବର୍ଣ୍ଣ ସୁଯୋଗ ମିଳି ଯାଇଥିଲାସବୁବେଳେ ମନୋଜ ପୂଜା ସହ କଥାଭାଷାରେ ଥଟ୍ଟା ମଜା କରେ କିନ୍ତୁ ସେ ଦିନ ମନୋଜ ଲଙ୍ଘିଗଲା ସବୁ ସୀମାମୌକା ପାଇ ମନୋଜ ପୂଜାକୁ ଜୋରରେ ଜାବୁଡି ଧରିଲାଏହା ଥିଲା ମନୋଜର ପୂଜା ପ୍ରତି ଅସ୍ଵାଭାବିକ ବ୍ୟବହାରମନୋଜ ପୂଜାକୁ ନେଇ ଯେଉଁ ସ୍ଵପ୍ନ ଦେଖୀଥିଲା ତାକୁ ସତ କରିବା ପାଇଁ ମନୋଜ ଲାଗି ପଡ଼ିଲା ପୂଜା ପଛରେପୂଜା ଭିଣୋଇ ମନୋଜକୁ ଯେତେ ମନା କରିବା ସତ୍ତ୍ଵେ ମନୋଜ କିନ୍ତୁ ପୂଜାକୁ ଛ୍ଥାଡିବାକୁ ଥିଲା ନାରାଜ୍‌ । ଧୀରେ ଧୀରେ ମନୋଜ ପୂଜା ଗାଲରେ ଚୁମ୍ବନ ଦେବାରେ ଲାଗିଲା ମନୋଜର ଗରମ ନିଶ୍ଵାସରେ ପୂଜାମଧ୍ୟ ଉତ୍ତେଜିତ ହୋଇ ଉଠିଲାକାରଣ ପ୍ରଥମ କରି ପୂଜା କୌଣସି ପୁରୁଷର ସ୍ପର୍ଶ ପାଇଲାଅବଶ୍ୟ କିଛି ମୁହୂର୍ତ ପରେ କୌଶଳ ପୂର୍ବକ ପୂଜା ନିଜକୁ ମନୋଜ ଠାରୁ ଦୂରେଇ ଆଣିଲା
ପୂଜା ମନୋଜକୁ କହିଲା- “ମୁଁ ଦେ ଖୁ ଛି କିଛି ଦିନ ହେବ ତୁମେ ବେଶୀ ଦୁଷ୍ଟ ହେବାରେ ଲାଗିଛ!' ପୂଜାର କଥା ଶୁଣି ମନୋଜ କହିଲା ତୁମେ ' ଶୁଣିନ ଶାଳୀ ଆଧି  ଘରୱ୍ାଲୀ,.. ମୁଁ ' ପାଇଁ ତୁମ ଉପରେ ମୋର ଅଧ୍କାର ଜାହିର କରିପାରିବି ନାହିଁ
ଏହାପରେ ମନୋଜ ପୂଜାର ହାତକୁ ଧରି ତା ଛାତିରେ ରଖ୍କହିଲା - 'ମୁଁ ଚୁମକୁ ସତରେ ବହୁତ ଭଲପାଉଛି, ତୁମେ ମମତାଠାରୁ ବି ବେଶୀ ସୁନ୍ଦର, ..ମମତା ବଦଳରେ ଯଦି ମୁଁ ତୁମକୁ ବିବାହ କରିଥାନି ତେବେ ମୁଁ ବହୁତ ଖୀସି ହୋଇଥାନ୍ତି ।। ଭିଣୋଇର ପ୍ରେମଭରା କଥା ଶୁଣି ପୂଜା ଖୀସି ହୋଇଗଲାତେବେ ଏହି ଦିନ ପରଠାରୁ ପୂଜା ମନୋଜ ମଧ୍ୟରେ କିଛି ଦୂରତା ରହିଲା ନାହିଁଦୁହିଁଙ୍କ ଭିତରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ଗଢ଼ିବାକୁ ଲାଗିଲାସବୁବେଳେ ମନୋଜ ପୂଜାପାଖରୁ ତା' ଶରୀରର ଭୋକକୁମେଣ୍ଟାଇ ଭୋର ପ୍ରାୟ ୪ଟା ବେଳକୁ ଆସି ତା କକ୍ଷକୁ ପଳାଏ । ଏହି ପକ୍ରିୟା ରୀତିମତ ଚାଲୁଥାଏ ।

ଦିନେ ମନୋଜ ପୂଜା ଶୋଉଥିବା କକ୍ଷକୁ ଅଧରାତିରେ ଯାଇଥିବାବେଳେ ଦୁହେଁ ହଜି ଯାଇଥିଲେ ଅନ୍ତରଙ୍ଗ ମୁହୂର୍ତରେ । ଏହି ସମୟରେ ଜଗରାମ ସିଂହ, ନିଦ ନ ହେବା କାରଣରୁ ତାଙ୍କ କକ୍ଷରୁ ବାହାରକୁ ବାହାରି ଆସିଥି ‌ଲେ । ଜଗରାମ ବାବୁଙ୍କୁ ପୂଜା ଶୋଇବା କକ୍ଷ ରୁ ଫୁସୁଫୁସୁ ଶବ୍ଦ ଶୁଣାଗଲା। ଘରର କବାଟ ନ ବାଡ଼େଇ ଜଗରାମ ଖୋଲା ଝରକା ପଟେ ଦେଖୀୂଲେ ।

ଜଗରାମ ଜ୍ଵାଇଁ ମନୋଜକୁ ପୂଜା ସହ ଏ ଅବସ୍ଥାରେ ଦେଖୀ କବାଟ ବାଡ଼େଇବା ଆରମ୍ଭ କରିଦେଲେ । ପୂଜାକୁ ଆଉ କୌଣସି ବାଟ ଦେଖାଗଲା ନାହିଁ ସେ ଶେଷରେ ଘର କବାଟ ଫିଟେଇବାକୁ ବାଧ୍ୟ ହେଲା । ମନୋଜ ଘରୁ ବାହାରି ତା' ଶଶୁରଙ୍କ ପାଦତଳେ ପଡ଼ିଗଲା ଓ ଭୁଲ୍‌ ହୋଇ ଯାଇଛି ବୋଲି କହି କ୍ଷମା ମାଗିଲା ।
ଜଗରାମ ବାବୁ ରାତି ଅଧରେ କିଛି ପାଟି ତୁଣ୍ଡ ନ କରି ସକାଳ ହେବା ମାତ୍ରକେ ପନ୍ନୀ ମୀନାଙ୍କୁ ସବୁ କଥା କହିଲେ । ଶାଶୁ, ଶଶୁର ମିଶି ମନୋଜକୁ ବହୁ କଥା ଶୁଣାଇଲେ । ମନୋଜ ଲଜ଼ିତ ହୋଇ ସେଠାରୁ ନିଜ ଘର କଠାରା ଚାଲି ଆସିଲା । ପରିବାର ଲୋକେ ଏ କଥାକୁ ମମତାଙ୍କୁ କହିବା ଅନୁଚିତ୍‌ ଭାବିଲେ କାରଣ ସେମାନେ ଚାହୁଁ ନ ଥିଲେ ତାଙ୍କ ବଡ଼ ଝିଅର ସଂସାର ଭାଙ୍ଗିଯାଉ ।

ଏ ଘଟଣା ପରେ ମନୋଜ ତା' ଶଶୁର ଘର ବାଟ ଭୁଲିଗଲା । କିନ୍ତୁ ପୂଜା ମନୋଜର ଅନୁସପସ୍ଥିତିକୁ ସହ୍ୟ କରି ପାରୁ ନ ଥ୍ଲା । ସେପଟେ ଜଗରାମ ବାବୁ ସାନ ଝିଅ ପୂଜା ପାଇଁ ବିବାହ ପ୍ରସ୍ତାବ ଖୋଜା ଖୋଜିରେ ଲାଗି ପଡ଼ିଲେ । ଏ କଥା ପୂଜା ମନୋଜକୁ ଫୋନ୍‌ କରି କହିଦେଲା । ମନୋଚ୍ଚର ସୈତାନ ମୁଣ୍ଡ ପୂଜାକୁ ତା'ଠାରୁ ଦୂରକୁ ନ ଯିବାକୁ ଦେବା ଉଦ୍ଦେଶ୍ୟରେ ଚାଲିଲୀ ଶଶୁର ଘର ଅଭିମୁଖେ ।
ଶଶୁର ଜଗରାମଙ୍କ ପାଦତଳେ ପଡ଼ିଯାଇ ବହୁ କାକୁତି ମିନତି ହେବା ପରେ ଶାଶୁ, ଶଶୁର ତାକୁ କ୍ଷମା କରିଦେଲେ । ମନୋଜ ମଧ୍ୟ ଜଗରାମ ବାବୁଙ୍କ ସହ ପୂଜା ପାଇଁ ବର ଖୋଜିବାରେ ଲାଗି ପଡିଲା ।
ଦିନେ ପୂଜା ପାଇଁ ବର ଠିକ୍‌ କରିବାନେଇ ଜଗରାମ ବାବୁ ଓ ମନୋଜ ଦୁହେଁ ଗଲେ କାନପୁର । ସେଠାରେ ଜଗରାମ ବାବୁଙ୍କର ଦେଖା ହୋଇଗଲା ତାଙ୍କ ବଡ଼ ଭାଇଙ୍କ ଜ୍ଵାଇଁ ତେଜ୍‌ବାହାଦୁର ସହିତ । ତେଜ୍‌ବାହାଦୁର ଜଗରାମ ବାବୁଙ୍କୁ ପ୍ରଣାମ ଜଣାଇ କାନପୁର ଆସିଥିବା କାରଣ ପଚାରି ବୃଝିଲ। । ଜଗର।ମ ବାବୁ ତେଜ୍‌ବାହାଦୁରକୁ କହିଲେ - “ମୋ ସାନ ଝିଅ ପୂଜା ପାଇଁ ଏକ ବରର ସନ୍ଧାନରେ ଆମେ ଏଠାକୁ ଆସିଛୁ ଓ ତାଙ୍କ କଡ଼ରେ ଛିଡ଼ାଥିବା ମନୋଜକୁ ତେଜ୍‌ବାହାଦୁର ସହ ପରିଚିତ କରାଇ ଦେଲେ ।' ତେଜ୍‌ବାହାଦୁର ସମ୍ପର୍କରେ ମନୋଜର ସଦ଼ୁ ଥିଲେ । ତେଜ୍‌ବାହାଦୁରର ପୂଜା ପାଇଁ ତା' ସମ୍ପର୍କୀୟ ଭାଇ ଓମ୍‌ପ୍ରକାଶକୁ ବର ଭାବେ ଠିକ୍‌ କରିଦେଲା । ଓମ୍‌ପ୍ରକାଶ ପେସାରେ ଥିଲେ ଜଣେ ଡ୍ରାଇଭର । ଡାଇଭିଂ କରି ଓମ୍‌ପ୍ରକାଶ ଭଲ ଟଙ୍କା ରୋଜଗାର
କରୁଥିଲା । ଜଗରାମ ବାବୁ ଓ ମନୋଜ ମଧ୍ୟ ତେଜ୍‌ବାହାଦୁରର ପ୍ରସମ୍ଥାବରେ ରାଜି ହୋଇଗଲେ ।
 ୧୬ ଫେବୃଆରୀ ୨୦୧୬ରେ ପୂଜା ଓମ୍‌ପ୍ରକାଶଙ୍କୁ ବିବାହ କରିଥିଲା । ପୂଜାକୁ ସ୍ତ୍ରୀ ରୂପେ ପାଇ ଓମ୍‌ପ୍ରକାଶ ବେଶ୍‌ ଖୁ ସିଥିବଲେ । ଓମ୍‌ପ୍ରକାଶଙ୍କ ସହ ତାଙ୍କ ଦୁଇ ଭାଇ ଛୋଟୁ ଓ ପ୍ରମୋଦ ପୂଜାକୁ ଭାଉଜ ରୂପେ ପାଇ ଖୁ ସି ଥ୍‌ଲେ । ପୂଜାର ବ୍ୟବହାର ଓ ସ୍ଵଭାବକୁ ଘରେ ସଭିଏଁ ପସନ୍ଦ କରୁଥିଲେ ।ପୂଜାର ବଡ଼ବାପାଙ୍କ ଝିଅ ସେହି ଘରେ ବାହା ହୋଇଥିବା କାରଣରୁ ଦୁଇ ଭଉଣୀ ବେଶ୍‌ ଖୀସିବାସୀରେ ଏକାଠି ଦିନ କାଟୁଥିଲେ । ବିବାହ ପ୍ରସ୍ଥାବ ପଡ଼ିବା ସମୟଠାରୁ ତେଜ୍‌ବାହାଦୁର ଓ ମନୋଜ ବନ୍ଧୁ ପାଲଟି ଯାଇଥିଲେ ।

ପୂଜା ବାହାଘରର କିଛି ଦିନ ବିତିଥିଲା କି ନାହିଁ ମନୋଜ ପହଞ୍ଚି ଗଲା ଓମ୍‌ପ୍ରକାଶଙ୍କ ଘରେ । ସେଠାରେ ଯାଇ ସେ ଅନ୍ୟମାନଙ୍କ ସହ ହସ ଖୁ ସି କରିବା ସହ ଫେରିବା ପାଇଁ ଡେରି ହେଉଥିଲେ ସେହିଠାରେ ହିଁ ମନୋଜ ରହି ଯାଉଥଲା ।ସବୁବେଳେ ମନୋଚ୍ଚର ଯିବା ଆସିବା ଓମ୍‌ପ୍ରକାଶକୁ ଭଲ ଲାଗୁ ନ ଥିଲା । ମନୋଜକୁ ଘରକୁ ଆସିବା ନେଇ ମନା କରିବାକୁ ଓମ୍‌ପ୍ରକାଶ ପୂଜାକୁ କହିଲେ । କିନ୍ତୁ ପୂଜା ମନୋଜକୁ ତା ଘରକୁ ଆସିବାକୁ ବାରଣ କଲା ନାହିଁ । ମନୋଜର ଏମିତି ରୀତିମତ ଯିବା ଆସିବା ନେଇ ଓମ୍‌ପ୍ରକାଶ ମନରେ ସନ୍ଦେହ ସୃଷ୍ଟି ହେଲା । ସଂଦେହ ପାଇଁ ସେ ପୂଜାର ବିଗତଦିନ କଥା ବୁଝିବାରେ ଲାଗିଲା ଯେଉଁଥିରୁ ସେ ଜାଣିବାକୁ ପାଇଲା ଯେ ପୂଜାର ତା' ଭିଣୋଇ ମନୋଜ ସହିତ ଅନୈତିକ ସମ୍ପର୍କ ଥିଲା । ଏ କଥା ଜାଣିବା ପରେ ଓମ୍‌ ପ୍ରକାଶ ଓ ପୂଜା ଭିତରେ ସବୁବେଳେ କଳି ଝଗଡା ଲାଗିରହିଲା । ଖାଲି କଥାରେ ଏମାନଙ୍କ ଝଗଡା ସିମୀତ ରହିଲା ନାହିଁ । ମଦ ପିଇ ଓମ୍‌ପ୍ରକାଶ ପୂଜାକୁ ମାରୁଥ୍ଲା ଯଦି ଓମ୍‌ପ୍ରକାଶକୁ ତେଜ୍‌ବାହାଦୁର ରୋକୁ ଥିଲା ତେବେ ସେ ତା ଭାଇ ଉପରକୁ ହାତ ଉଠାଇବାକୁ ପଛାଉ ନ ଥିଲା ।
     ଏମିତି ମାସ ପରେ ମାସ ବିତିବାରେ ଲାଗିଲା । ଦେଖୀ ଦେଖୀ ହୋଇଗଲା ପୂଜାର ବାହାଘରକୁ ବର୍ଷେ । ପୂଜା ଶାଶୂଘରୁ ଖାଡେପୁର ବାପଘରକୁ ଆ ସିଲା । କିନ୍ତୁ କିଛି ଦିନ ପାଇଁ ରହିବାକୁ ଆସିଥିବା ପୂଜା ବାପ ଘରଛାଡ଼ି ଓମ୍‌ପ୍ରକାଶ ପାଖକୁ ଯିବା ପାଇଁ ଅରାଜି ହେଲା । ଓମ୍‌ପ୍ରକାଶ ଯେତେଥର ତାକୁ ଘରକୁ ନେବା ପାଇଁ ଆସୁଥିଲେ ସେ ଶାଶୂ ଘରକୁ ନ ଯିବା ପାଇଁ ଜିଦି କରୁଥିଲା। ଶେଷରେ ପୂଜା ମନୋଜ ସହାୟତାରେ ଥାନାରେ ଓମ୍‌ପ୍ରକାଶ ନାରେ ଡାଉରି ମାଗିବା ନେଇ ଗୋଟାଏ କେସ୍‌ କରିଦେଲା । ଓମ୍‌ପ୍ରକାଶ ପୂଜାକୁ ବାରମ୍ବାର କେସ୍‌ ଫେରାଇ ନେବାପାଇଁ ଅନୁରୋଧ କରିବା ସତ୍ତ୍ଵେ ମଧ୍ୟ ସେ ରାଜି ହେଲା ନାହିଁ । କେସ୍‌ ବାବଦକୁ କଥା ହେବା ପାଇଁ ଓମ୍‌ ପ୍ରକାଶ ପୂଜା ଘରକୁ ଯାଇଥିଲା ସେଠାରେ ସେ ପୂଜା ଓ ମନୋଜକ୍ଲୁ ସଙ୍ଗୀନ୍‌ ଅବସ୍ଥାରେ ଦେଖ୍ଦେଲା । ଏହା ପରେ ଓମ୍‌ପ୍ରକାଶର ରାଗ ମୁଣ୍ଡକୁ ଚଢ଼ିଗଲା । ସେ ମନୋଜ ସାମ୍ନାରେ ପୂଜାକୁ ପିଟିବା ସହ ମନୋଜକୁ ଧ୍‌କାରି ଦେଇ ସେଠାରୁ ପଳାଇ ଆସିଲା ।
    ପୂଜା ମନୋଜକୁ ଫୋନ୍‌ କରି ସେଦିନ ରାତିରେ କହିଲା- ସେ ତୁମ ଆଗରେ ମୋତେ ଏତେ ପିଟିଲା କିନ୍ତୁ ତୁମେ ସେଠାରେ ଛିଡ଼ା ହୋଇ ଦେଖ୍୍‌ଲ ତାକୁ ପ୍ରତିବାଦ୍‌ କଲନି କ'ଣ ପାଇଁ ?' ପୂଜା କଥା ମନୋଜକୁ ବହୁତ ବାଧ୍‌ଲା ଓ ସେ ମନେମନେ ଚିନ୍ତାକଲା ଓମ୍‌ପ୍ରକାଶକୁ ସବୁଦିନ ପାଇଁ ଶୁଆଇ ଦେବାକୁ । ମନୋଜ ଓମ୍‌ପ୍ରକାଶକୁ ମାରିବା ପାଇଁ ଏକ ପ୍ଲନ୍‌ ତିଆରି କଲା ଯେଉଁଥିରେ ସାମିଲ ହେଲେ ଭାଇ ତେଜ୍‌ବାହାଦୁର ଓ ରାଜକୁମାର । ତିନି ଜଣ ମିଶି ଓମ୍‌ପ୍ରକାଶକୁ ମାରିବାର ଷଡ଼ଯନ୍ତ୍ର ରଚିଲେ ।
ନଭେମ୍ବର ୬ ତାରିଖ ୨୦୧୮ ରେ ଓମ୍‌ପ୍ରକାଶ ତାଙ୍କ ଭଉଣୀ ଉଷାଙ୍କ ଘରକୁ ଯାଇ ଫେରୁଥାନ୍ତି । ଫେରିବା ବାଟରେ ତାଙ୍କଗାଡି ଖରାପ ହେବ କାରଣରୁ ସେ ଅଧା ବାଟରେ ଅଟକି ଯାଇ ଗୀଡ଼ି ଠିକ୍‌ କଲେ । ଯାହାର ଖବର ତେଜ୍‌ବାହାଦୁର ମନୋଚ୍ଚ ଓ ରାଜକ୍ଷୁମାରକୁ ଦେଇଦେଲା । ମନୋଜ ଗ୍ୟାରେଜ୍‌ରେ ପହଞ୍ଚି ଓମ୍‌ପ୍ରକାଶକୁ କ୍ଷମା ମାଗିଲା ଓ ଏକାଠି ବସି ମଦ ପିଇବା ପାଇଁ କହିଲେ । ଦୁହେଁ ପାଖରେ ଥିବା ଏକ ଢାବାରେ ପହଞ୍ଚି ମଦ ପିଇବାରେ ଲାଗିଲେ । ମନୋଜ ଜାଣିଶୁଣି ଓମ୍‌ପ୍ରକାଶକୁ ଅଧୂକ ମଦ ପିଆଇ ଦେଲା ।
ଢାବାରେ ଥାଇ ମନୋଚ୍ଚ ରାଜକୁମାର ଓ ତେଜ୍‌ବାହାଦୁରକୁ ଫୋନ୍‌ କରି ଡାକିଦେଲା । ଦୁହେଁ ମଦ ପିଇ ଫେରିବା ବେଳକୁ ମନୋଜ ସଂଭୁଆ ହାଇଞ୍ଚେରେ ଗାଡିକୁ ଅଟକାଇ ଦେଲା । ମନୋଜ ଅଟକିବା ଦେଖ୍‌ ଓମ୍‌ପ୍ରକାଶ ଗାଡିରୁ ଓହ୍ଲାଇ ପଡ଼ିଲ। । ଠିକ୍‌ ଏତିକିବେଳେ ସେଠାରେ ପ୍ଲାନ୍‌ ମୁତାବକ ତେଜ୍‌ବାହାଦୁର ଓ ରାଜକୁମାର ଆସି ପହଞ୍ଚିଗଲେ । ତେଜ୍‌ବାହାଦୁର ଓ ମନୋଜ ଓମ୍‌ପ୍ରକାଶକୁ ଜାବୁଡି ଧରି ଛୁରି ଗଳାକାଟି ତା' ଶରୀରରେ ଛୁରୀ ଭୂଷିବାକୁ ଲାଗିଲେ । ରାଜକୁମାର ଓମ୍‌ପ୍ରକାଶର ଗାଡ଼ିକୁ ହାଇୱ ତଳକୁ ପକାଇଦେଲା । ତେବେ ହତ୍ୟାକାରୀ ଓମ୍‌ପ୍ରକାଶଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚାହୁଁଥିଲେ । ଓମ୍‌ପ୍ରକାଶର ପ୍ରାଣ ଛାଡିବା ପରେ ସେଠାରୁ ଫେରାର ହୋଇଗଲେ ତିନି ଅଭିଯୁକ୍ତ ।
ପର ଦିନ ସକାଳେ ବିଧନ୍ଗୁ ଥାନା ଅଧ୍‌କାରୀ ଝଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଦେଲେ । ଘଟଣା ସ୍ଥଳରେ ତେଜ୍‌ବାହାଦୁର ପହଞ୍ଚି ପୋଲିସ ଆଗରେ ଶବର ପରିଚୟ ଦେଇ ଦେଲ। ଯାହାଫଳରେ ପୋଲିସକୁ ଶବ ଚିଦ୍ନିବା ପାଇଁ କୌଣସି କାର୍ଯ୍ୟ କରିବାକୁ ପଡିଲା ନାହିଁ । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ଓମ୍‌ପ୍ରକାଶ ମୃତ୍ୟୁ କୌଣସି ଦୁର୍ଘଟଣା ଜନିତ ନୁହେଁ । ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି! ପୋଲିସ ଅପରାଧୀକୁ ଧରିବା ପାଇଁ ଓ ଓମ୍‌ପ୍ରକାଶ ବିଷୟରେ ଜାଣିବା ପାଇଁ ତା' ପରିବାର ଲୋକଙ୍କୁ ଜେରା କରିବା ଆରମ୍ଭ କଲା । ଓମ୍‌ପ୍ରକାଶର ଦୁଇ ଭାଇ ଓ ଭଉଣୀ ଉଷା ପୋଲିସ ଆଗରେ ସବୁ କଥା କହିଥି ଲେ । ସବୁ କଥା ଶୁଣିବା ପରେ ପୋଲିସ ମନୋଜକୁ ସନ୍ଦେହ କରି ଥାନାକୁ ଧରି ଆଣିଲା । ପୋଲିସର ଶକ୍ତପଣକୁ ଦେଖୀ ଦେଖୀ ମନୋଜ ସବୁକଥା ମାନିଗଲା ।
ପୋଲିସ ତେଜ୍‌ବାହାଦୁର, ମନୋଜ, ରାଜକୁମାର ଓ ପୂଜାକୁ ଧାରା ୩୦୨ ଅନୁସାରେ ମାମଲା ଦାୟର କରି କୋର୍ଟ ଚାଲାଣ କଲା । କୋର୍ଟ ସେମାନଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦେଲେ । ତିନ ଅଭିଯୁକ୍ତ ପୋଲିସକୁ ଧରା ଦେଇଥିବାବେଳେ ରାଜକୁମାର ପୋଲିସ ଆଗରେ ଧୂଳି ଦେଇ ଏପର୍ଯ୍ୟନ୍ତ ଫେରାର୍‌ ଅଛି ।

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...