Tuesday 11 June 2019

ନିଜ ଜାଲରେ ନିଜେ ଫସିଲା


ରେଳ ଲାଇନ୍କଡ଼ରେ ପଡ଼ିଥିବା ଗୋଟିଏ ବସ୍ତାକୁ ଲୋକମାନେ ଦେଖୁଥିଲେ ଲୋକମାନେ ସନ୍ଦେହ କରୁଥିଲେ ଯେ ବସ୍ତାରେ ନିଶ୍ଚୟକାହାର ଶବ ଥିବ ଏହି ଘଟଣା ସନ୍ଦିଗ୍ଧ ଥିଲା ସେଥିପାଇଁ ସେହି ସ୍ତ୍ରାନରେ ଥିବା କିଛି ଲୋକ ଦିଲ୍ଲୀ ପୁଲିସକୁ ଫୋନ୍କରିଜଣାଇଥିଲେ କିଛି ସମୟ ପରେ ପୁଲିସ କଣ୍ଟ୍ରୋଲରୁମ୍ରଗାଡ଼ି ପହଞ୍ଚିଥିଲା ଲୋକମାନେ ଯାହା ସନ୍ଦେହ କରୁଥିଲେ ତାହା ସତ ହୋଇଥିଲା ପୁଲିସ ଯେତେବେଳେ ବସ୍ତାଖୋଲିଲେ ତାଭିତରୁ ଜଣେ ଯୁବତୀର ଶବ ବାହାରିଥିଲାଶବ ଦେଖୁ ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଦେଲେ ଯେଉଁ ସ୍ଫ୍ରାନରେ ଶବ ପଡ଼ିଥିଲା ସେହି ସ୍ଫ୍ରାନ ଦକ୍ଷିଣପୂର୍ବ ଦିଲ୍ଲୀ ଥାନା ସରିତା ବିହାର କ୍ଷେତ୍ର ଅଧୀନରେ ଆସୁଥିଲା ତେଣୁ
ପୁଲିସ କଣ୍ଟ୍ରୋଲରୁମ୍ଏହି ଖବର ସରିତା ବିହାର ଥାନାକୁଦେଇଥିଲା ସୁଚନା ମିଳିବା ପରେ ଏସ୍ଏଚ୍ ଅଜବ ସିଂହ,ଇନ୍ସପେକ୍ଟର ସୁମନ କୁମାରଙ୍କ ସହିତ ସେଠାରେ ପହଞ୍ଚିଥିଲେ
       ଅଜବ ସିଂହ ବସ୍ତାରୁ ଶବ ବାହାର କରିବା ପୂର୍ବରୁ ସେହିସ୍ଥାନକୁ କ୍ରାଇମ ଇନ୍ଭେଷ୍ଟିଗେସନ୍ଚିମ୍କୁ ଘଟଣାସ୍ଥଳକୁ ଡାକିଥିଲେ କିଛି ସମୟ ପରେ ଡିସିପି ଚିନ୍ମୟ ବିଶ୍ଵାଳ ଏବଂଏସିପି ଢାଲ୍ସିଂହ ମଧ୍ଯ ପହଞ୍ଚିଥିଲେ ଯୁବତୀଙ୍କ ବୟସ୨୪ରୁ ୨୫ ବର୍ଷ ଅନୁମାନ କରାଯାଉଥିଲା ସେହି ସ୍ଥାନରେଥିବା ଲୋକଙ୍କ ମଧ୍ୟରୁ କେହି ବି ମୃତ ଯୁବତୀଙ୍କ ପରିଚୟଦେଇପାରିନଥିଲେ ଖୋଳତାଡ଼ରେ ଯୁବତୀଙ୍କ ଟ୍ରାଉଜର ପ୍ୟାଣ୍ଟ ପକେଟ୍ରୁ ଏକ ନୋଟ୍ମିଳିଥିଲା ସେହି ନୋଟ୍ରେଲେଖାଥିଲା, ମୋ ସହିତ ଅଶ୍ନୀଳ ବ୍ୟବହାର କରିଛନ୍ତି ମୋରଉଲଗ୍ନ ଫଟୋ ମଧ୍ଯ ବନେଇଛନ୍ତି ଏହି କାମ ଆରୁଷଏବଂ ତା' ଦୁଇ ସାଙ୍ଗ କରିଛନ୍ତି ନୋଟ୍ରେ ଗୋଟିଏମୋବାଇଲ ନମ୍ବର ମଧ୍ଯ ଲେଖାଥିଲା ପୁଲିସ ସେହିନମ୍ବରକୁ କଲ୍କରିଥିଲା
ନମ୍ବର ଥିଲା ଉତ୍ତର ଦିଲ୍ଲୀବୁରାଡିରେ ରହୁ ଥିବା ଆରୁଷର |ସରିତା ବିହାରର ଏସଏଚ୍ ଅଜବ ସିଂହ ଆରୁଷକୁ
ଥାନାକୁ ଡାକିଥିଲେ ପୁଲିସ ସେହି ଯୁବତୀଙ୍କ ଫଟୋଦେଖାଇଥିଲେ ଆରୁଷକୁ ହେଲେ ଆରୁଷ ମୃତ ଯୁବତୀଙ୍କୁ
ଚିହ୍ନି ନାହ ବୋଲି ମନା କରି ଦେଇଥିଲା | ଆରୁଷ କହିଥିଲା,ସେ ସେହି ଯୁବତୀଙ୍କୁ ଜାଣିନାହ ତାଂକୁ କେହି ଫସାଇବା ପାଇଁ ଏମିତି କାମ କରିଛି ଆରୁଷର ହାବଭାବରୁ ପୁଲିସକୁଲାଗିଥିଲା ସେ ନିର୍ଦ୍ଦୋଷ ତଥାପି ପୁଲିସ ତାଂକୁ ଥାନାରେଅଟକ ରଖିଥିଲା ସେପଟେ ଡିସିପି ଜେଲ୍ ସମସ୍ତଅଫିସର୍ଙ୍କୁ ଯୁବତୀଙ୍କ ଫଟୋ ଦେଇ କହିଥିଲେ ଶୀଘ୍ର ତାଙ୍କରପରିଚୟ ଆଣିବାକୁ ତା'ହେଲେ ଯାଇ ଏହି କେସ୍ଆଗକୁବଢିପାରିବ ବହୁତ ଚେଷ୍ଟା ପରେ ଯୁବତୀଙ୍କ ପରିଚୟହୋଇପାରିଥିଲା ଜଣାପଡ଼ିଥିଲା ଯେ ମୃତ ଯୁବତୀ ଜଣକଆମ୍ବେଦକର ଥାନାକ୍ଷେତ୍ରରେ ଥିବା ଦକ୍ଷିଣପୁରୀର ରହୁଥିବାସୁରଭି ତାଙ୍କର ବାପା ସିକ୍ୟୁରିଟି ଗାର୍ଡ ଚାକିରି କରିଥିଲେ ପୁଲିସ ଘରଲୋକଙ୍କ ଝିଅର ମୃତ୍ଯୁ ଖବର ବିଷୟରେଜଣାଇଥିଲେଘରଲୋକ କହିଥିଲେ, ସୁରଭିକୁ ଚାକିରି ପାଇ କଲ୍ଆସିଥିଲାଏହାପରେ ସେ ଇଣ୍ଟରଭ୍ୟୁ ଦେବାପାଇଁ ଘରୁ ଯାଇଥିଲାପୁଲିସ ସୁରଭିର ଘରଲୋକଙ୍କଠାରୁ
ତା' ହ୍ୟାଣ୍ଡରାଇଟିଙ୍ଗ୍ ସାମ୍ପୁଲ ଆଣିଥିଲାସେହି ହ୍ୟାଣ୍ଡରାଇଟିଙ୍ଗ୍ନୋଟ୍ରେ ଥିବାହ୍ଯାଣ୍ଡରାଇଟିଙ୍କ୍ସହିତ ମେଳ ଖାଉଥିଲାଏଥିରୁ ପୁଲିସଜାଣିପାରିଥିଲା ସେହି ନୋଟ୍ଟିନିଜେ ସୁରଭି ଲେଖିଛିପୁଲିସ ଆରୁଷକୁ ଥାନାରେଅଟକାଇ ରଖିଥିଲାସୁରଭିର ଘରଲୋକଙ୍କୁ ସହିତ ଆରୁଷରସାମ୍ନା କରାଇଥିଲେ ପୁଲିସ | ହେଲେ ସୁରଭିର ଘରଲୋକଆରୁଷକୁ ଚିହ୍ନି ନାହାତ୍ତି ବୋଲି ମନା କରିଦେଇଥିଲେହେଲେ ସୁରଭିକୁ ଚାକିରି ପାଇଁ ଫୋନ୍କିଏ କରିଥିଲେଜାଣିବା ପାଇ ଅଜବ ସିଂହ ମୃତ ଯୁବତୀଙ୍କ କଲ୍ଡିଟେଲସ୍ବାହାର କରିଥିଲେପୁଲିସ ହାତରେ ଗୋଟିଏ ସନ୍ଦିଗ୍ଧ ନମ୍ବର ଲାଗିଥିଲାସେହି ନମ୍ବରରେ ସୁରଭି ଅନେକ ଥର କଥା ହୋଇଥିଲାଖୋଳତାଡ଼ରୁ ଜଣାପଡ଼ିଥିଲା ସେହି ନମ୍ବରଟି ସଙ୍ଗମ ବିହାରର ଦିନେଶ ନାମକ ଜଣେ ଯୁବକରଏହିକଲ୍ଡିଟେଲସ୍କୁ ଆଧାର କରି ପୁଲିସ ଦିନେଶ ପାଖକୁପହଞ୍ଚିଯାଇଥିଲେ
        ଥାନାରେ ଦିନେଶକୁ ସୁରଭିର ହତ୍ଯାସମ୍ବନ୍ଧରେ ପଚରାଯାଇଥିଲାପ୍ରଥମେ କିଛି ଜାଣିନାହ ବୋଲି ମନା କରୁଥିଲାହେଲେ ପରେ ସବୁ ସତ କଥା ମାନି ଯାଇଥିଲାଦିନେଶ ତା' ସାଙ୍ଗମାନଙ୍କ ସହିତ ମିଶି ସୁରଭିର କେବଳହତ୍ୟା କରିନଥିଲେ, ସାମୁହିକ କଳାକ୍ାର ମଧ୍ଯ କରିଥିଲେ।ଏହାପରେ ସେମାନେ ସୁରଭିକୁ ହତ୍ୟା କରି ଶବକୁ ବସ୍ତାରେପୂରାଇ ଫୋପାଡି ଦେଇ ଆସିଥିଲେ। ପୁଲିସ ଦିନେଶଠାରୁ ସୁରଭିକୁ ହତ୍ୟା କରିବାର କାରଣ ହାସଲ କରିଥିଲେ | ହେଲେ ସୁରଭିକୁ ହତ୍ୟା କରିବାର କାରଣ ଥିଲା ଆଶ୍ଚର୍ଯ୍ୟ କରିଦେଲା ଭଳି। ଦିନେଶ ସୁରଭିକୁ ଜାଣିନଥିଲା। ତଥାପି ସେ ସୁରଭିର ହତ୍ୟା କରିଥିଲା ଅନ୍ୟଜଣଙ୍କଠାରୁ ପ୍ରତିଶୋଧ ନେବାପାଇ। ପୁଲିସ ଦିନେଶଠାରୁ ଏହି ହତ୍ୟାର ଯେଉଁ କାହାଣୀ ଶୁଣିଥିଲା ତାହା ଯେମିତି ଏକ ଫିଲ୍ମର କାହାଣୀ ପରି ଥିଲା ।
ଦିଲ୍ଲୀର ଭଲସ୍ପା କ୍ଷେତ୍ରରେ ଏକ ହ ତ୍ୟାକାଣ୍ଡ ହୋଇଥିଲା । ଏହିହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଧନଞ୍ଜୟକୁ ଜେଲ୍‌ହୋଇଥିଲା। ଜେଲ୍‌ରେ ବଣ୍ଠି ନାମକ ଜଣେ କଏଦୀ ସହିତଧନଞ୍ଜୟର ଝଗଡ଼ା ହୋଇଥିଲା। ବଣ୍ଟି ବୁରାଡିର ଥିଲା। ବଣ୍ଟିଗୋଟିଏ ଚର୍ଚ୍ଚିତ ବଦମାସ୍‌ ଥିଲା। ଦୁଇଜଣ ବଦମାସ୍‌ ଜିଦି ସ୍ଵଭାବର ଥିଲେ । ସେଥିପାଇଁ କୌଣସି ନା କୌଣସି କଥାରେ ସେମାନଙ୍କ ମଧ୍ଯରେ ଝଗଡ଼ା ହେଉଥିଲା। ଏମିତି ସେମାନେ ପରସ୍ପରର ଶତ୍ରୁ ହୋଇଯାଇଥିଲେ । ସେ ହି ସମୟରେ ଦିନେଶଚୋରି କରିବା ମାମଲାରେ ଜେଲ୍‌କୁ ଯାଇଥିଲା । ଜେଲ୍‌ ଭିତରେତା'ର ଧୀରେନ୍ଦ୍ର ନାମକ ଜଣେ ବଦମାସ୍‌ ସହିତ ବନ୍ଧୁତା ହୋଇଯାଇଥିଲା। ଦିନେଶର ବି ଶତ୍ରୁ ହୋଇଯାଇଥିଲା ବଣ୍ଟି |ଧୀରେନ୍ଦ୍ର ଜେଲ୍‌ ଭିତରେ ହି ନିଷ୍ପଭି ନେଇଥିଲା ସେ ବଣ୍ଢିକୁ ଦିନେ ନା ଦିନେ ସବକ ଶିଖାଇବ। ଦୁଇମାସ ପୁର୍ବରୁ ଦିନେଶ ଏବଂ ଧୀରେନ୍ଦ୍ର ବାହାରକୁ ଆସିଥିଲେ । ଜେଲ୍‌ରୁ ଆସିବା ପରେ
ସେମାନେ ସଙ୍ଗମ ବିହାରରେ ଗୋଟିଏ ରୁମ୍‌ରେ ରହିଥିଲେ।ହେଲେ ଜେଲ୍‌ରୁ ବାହାରକୁ ସିନା ଆସିଗଲେ । କିନ୍ତୁ ବଣ୍ଟି କଥାସେମାନେ ଭୁଲିନଥିଲେ। ପ୍ରତିଶୋଧ ନେବା ପାଇଁ ଦୁଇଜଣମଉକା ଖୋଜୁଥିଲେ। ଏହାପରଠାରୁ ସେମାନେ ବଣ୍ଠିରପରିବାର ଲୋକଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ସେମାନେ ଜାଣିପାରିଥିଲେ ଯେ ବଣ୍ତି ପାଖରେ ୨୦୦୦ ବର୍ଗଫୁୂଟ୍‌ର ଗୋଟିଏ ଫ୍ଲାଟ୍‌ ରହିଛି। ସେହି ଫ୍ଲାଟ୍‌ର ଦାୟିତ୍ଵଚୁଝୁଥିଲା ବଣ୍ଠିର ଭାଇ ଆରୁଷ। ଚେଷ୍ଟା କରି ସେମାନେଆରୁଷର ଫୋନ୍‌ ନମ୍ବର ହାସଲ କରିଥିଲେ। ଏହାପରେ ସେମାନେ ଏକ ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିଲେ । ସେମାନେଭାବିଥିଲେ ବଣ୍ଠିର ଭାଇ ଆରୁଷକୁ ମିଛ କେସ୍‌ରେଫସାଇ ଜେଲ୍‌ ପଠାଇଦେବେ। ତାଂପରେ ଦୁହେ ସେହି ଫ୍ରାଟ୍‌କୁ କବ୍‌ଜା କରିନେବେ ।
        ଦିନେଶ ଏବଂ ଧୀରେନ୍ଦ୍ର ତାଙ୍କର ଏହି ଷଡ଼ଯନ୍ତ୍ରରେ ସୌରଭକୁ ମଧ୍ୟ ସାମିଲ୍‌ କରିଥିଲେ। ଫୁଲସ୍ପୁଫ୍‌ ଫ୍ମାନ୍‌ ହୋଇଥିଲା। ଦିନେଶ ତା'ର ଗର୍ଲଫ୍ରେଣ୍ଡ ଜରିଆରେ ସୁରଭିକୁ ଚାକିରି ଦେବାର ମିଛବାହାନା କରି ଡାକିଥିଲା। ଦିନେଶର। ପ୍ରେମିକା ସୁରଭିର ଭଲ ସାଙ୍ଗ ଥିଲା । ତେଣୁ ସେ ତାଂର କଥାକୁ ବିଶ୍ଵାସ କରିଯାଇଥିଲା। ଦିନେଶର ମୋବାଇଲରୁସୁରଭିକୁ କଲ୍‌ କରିଥିଲା ତାଂର ପ୍ରେମିକା। ସୁରଭିକୁ ଚାକିରିର ଆବଶ୍ୟକତା ଥିଲା। ସେଥିପାଇଁ ସେ ଏହିଷଡ଼ଯନ୍ତ୍ରରେ ପୂରାପୂରି ଫସିଯାଇଥିଲା । ୨୫ ଫେବ୍ରୁଆରି୨୦୧୯ ସଙ୍ଗମ ବିହାର ସ୍ଥିତ ଗୋଟିଏ ଘରେ ପହଞ୍ଚିଥିଲା ସୁରଭି। ସେହି ଘରେ ଦିନେଶ ଏବଂ ଧୀରେନ୍ଦ୍ର ରହୁଥିଲେ। ଚାକିରି ମିଳିଯିବ ବୋଲି ସୁରଭି ଖୁସି ଥିଲା।କିନ୍ତୁ ସେ ଜାଣିନଥିଲା ତାଂର ସାଙ୍ଗ ତାଂସହିତ କେତେବଡ଼ ବିଶ୍ବାସଘାତ କରିଛି।
 ସୁରଭି ସେହି ଫ୍ଲାଟ୍‌ରେପହଞ୍ଚିଥିଲା। ସେଠାରେ ପୂର୍ବରୁ ଦିନେଶ, ଧୀରେନ୍ଦ୍ରଏବଂ ସୌରଭ ଥିଲେ। ସୁରଭି ଯେମିତି ରୁମ୍‌ ଭିତରକୁ ଯାଇଛି ସମସ୍ତେ ମିଶି ତାଂର ପାଟି ବନ୍ଦ କରି ରସିରେ ବାନ୍ଧି ଦେଇଥିଲେ । ଏହାପରେ ତିନିଜଣ ମିଶି ସୁରଭିକୁବଳାକ୍ରାର କରିଥିଲେ। ସୁରଭି ତିନିଜଣଙ୍କ ଆଗରେହାତଯୋଡ଼ି ତାଂକୁ ଛାଡ଼ିଦେବାକୁ କହିଥିଲା। ହେଲେକେହି ତାଂ କଥା ଶୁଣିନଥିଲେ । ତିନିଜଣଙ୍କ ଯୋଜନା ଥିଲା ଜେଲ୍‌ରେ ବନ୍ଦୀ ଥିବା ବଣ୍ଟଡିକୁ ସବକ ଶିଖାଇବାଏବଂ ତାଂର ଭାଇ ଆରୁଷକୁ ଫସାଇବା। ସେଥିପାଇଁସେମାନେ ସୁରଭିର ମୋବାଇଲରୁ ଆରୁଷର ନମ୍ବରକୁଅନେକ ଥର କଲ୍‌ କରିଥିଲେ। କିନ୍ତୁ କୌଣସି କାରଣରୁ ଆରୁଷ କଲ୍‌ ରିସିଭ କରିପାରିନଥିଲା।ଏହାପରେ ସେମାନେ ସୁରଭିକୁ ଡରାଇ ଧମକାଇ ତା'ଠାରୁ ମିଛ ନୋଟ୍‌ ଲେଖାଇନେଇଥିଲେ।
ଯାହାଦ୍ଵାରା ଆରୁଷ ଫସିଯିବ । ସେଥିରେ ଆରୁଷର ଫୋନ୍‌ନମ୍ବର ବି ଲେଖିଥିଲେ। ସେହି ନୋଟ୍‌କୁ ସୁରଭିର ଟାଉଜରପ୍ୟାଣ୍ଟରେ ରଖିଦେଇଥିଲେ। ହେଲେ ସୁରଭି ସେମାନଙ୍କ ଆଗାମୀ ଯୋଜନା ପ୍ରତି ଅଜଣା ଥିଲା। ସୁରଭି ବାରମ୍ବାର କହୁଥିଲା ଛାଡ଼ିଦେବାକୁ। କିନ୍ତୁ ତିନିଜଣ ବଦମାସ୍‌ ମିଶି ସୁରଭିର ତଣ୍ଟି ଚିପି ହତ୍ୟା କରିଥିଲେ ।         
                  ସୁରଭିର କୌଣସିଦୋଷ ନଥାଇ ମଧ୍ଯ ତା'କୁ ବହୁତ ବଡ଼ ଦଣ୍ଡ ମିଳିଥିଲା । ତା'ର ଶବକୁ ବସ୍ତାରେ ପୂରାଇ ରେଳ ଲାଇନ୍‌ କଡ଼ରେ ଫିଙ୍ଗି ଦେଇ ଆସିଥିଲେ। ତିନିଜଣ ଅପରାଧୀ ଖୁସି ଥିଲେ ଯେ ଫୂଲଫ୍ରୁଫ୍‌ ପ୍ଲାନିଙ୍ଗ୍‌ ପାଇଁ ପୁଲିସ ସେମାନଙ୍କ ପାଖକୁ ପହଞ୍ଚିପାରିବ ନାହ । କିନ୍ତୁ ଦିନେଶ ଦ୍ଵାରା ସୁରଭିକୁ କରାଯାଇଥିବା କଲ୍‌ ତିନିଜଣ ଅପରାଧୀଙ୍କୁ ଧରାପକାଇ ଦେଇଥିଲା। ପୁଲିସ ଏହି ଘଟଣାରେସାମିଲ୍‌ ଥିବା ଦିନେଶର ପ୍ରେମିକାକୁ ମଧ୍ଯ ଗିରଫ କରିଥିଲା।ଦିନେଶ ଯେଉଁ ମିଛ ଜାଲ ବସାଇଥିଲା ଅନ୍ୟଙ୍କୁ ଫସାଇବା ପାଇଁ ସେ ସେହି ଜାଲରେ ନିଜେ ଫସିଯାଇଥିଲା।

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...