Wednesday 23 October 2019

ହାଇ ପ୍ରୋଫାଇଲ୍ ସେକ୍ସରାକେଟ୍




କଲ୍ ଗର୍ଲମାନେ ସେହି ସେକ୍ସ ଓର୍କର ଯେଉଁମାନେ ନିଜ କାମକୁ ଗୋପନୀୟ ରଖନ୍ତି -ବାହାର ଦୁନିଆ ପାଇଁ ଗୋଟିଏ ପ୍ରକାର ପରିଚୟରେ ବଞ୍ଚୁଥିବା ବେଳେ ହୋଟେଲ୍, ଲଜ୍ ରୁମ୍ଭିତରେ ସେମାନଙ୍କ ରୂପ ଅବିଶ୍ଵସନୀୟମୋଟାମୋଟି ଭାବେ କହିବାକୁ ଗଲେ ଗୋଟିଏଫୋନ୍ କଲ୍ ସେମାନଙ୍କ ପରିଚୟକୁ ବଦଳେଇ ଦିଏବିଶେଷତଃ ନିମ୍ନ ମଧ୍ଯବିତ୍ତ ପରିବାରରଝିଅମାନେ କଲ୍ ଗର୍ଲ ବ୍ୟବସାୟକୁ ଧସେଇ ହୋଇ ଆସନ୍ତିଏମାନେ ନାମୀଦାମୀ,ପ୍ରତିପତ୍ତିଶାଳୀ ଲୋକଙ୍କ କ୍ଷଣିକ ସୁଖର ଶଯ୍ୟାସଙ୍ଗିନୀ ହୋଇ କିଛି ଘଣ୍ଟା ଭିତରେ ହଜାର ହଜାର ଟଙ୍କା ରୋଜଗାର କରନ୍ତି

ଧୢ ପ୍ରଦେଶରେ ଏମିତି କେତେକ କଲ୍ ଗର୍ଲଙ୍କୁ ନେଇ ଚାଲିଥିଲଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ଉଚ୍ଚ ପଦପଦବୀରେ ଥିବା ଲୋକମାନଙ୍କୁ ଜାଲରେ ଫସେଇସେମାନଙ୍କ ଅଶ୍ଳୀଳ ଭିଡିଓ ଫଟୋ ସବୁକୁ ବ୍ୟବହାର କରି ସେମାନଙ୍କୁ ବ୍ଲାକ୍ମେଲ୍କରିବା ସହ କୋଟି କୋଟି ଟଙ୍କାର ସରକାରୀ ପ୍ରୋଜେକ୍ଟ୍ ହାତଉଥିଲେ ସେକ୍ସ ରାକେଟ୍ର କାର୍ପଟଦାର ଶ୍ଵେତା ଜୈନା ନିକଟରେ ଏହି ହାଇ ପ୍ରୋଫାଇଲ୍ ସେକ୍ସରାକେଟ୍ ଉପରୁ ପରଦା ହଟିଛିପୋଲିସ ହାତରେ ଏବେ ରାକେଟ ମାଲିକାଣୀ ଶ୍ଵେତା ଜୈନ

 ଶ୍ଵେତା ଅନେକ ସମୟରେ ବିଶିଷ୍ଟରାଜନେତାମାନଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସେମାନଙ୍କ ସହମଞ୍ଚରେ ବସୁଥିଲେବିଜେପି ସରକାର ଏହି ମାମଲାର ସିବିଆଇ ଯାଞ୍ଚ କରିବାକୁ କହୁଥିବା ବେଳେ ରାଜ୍ୟର କଂଗ୍ରେସ ସରକାରଏହି ମାମଲାର ତଦନ୍ତ ଭାର ଏକ ସ୍ଵତନ୍ତ୍ର ତଦନ୍ତକାରୀ ସବ୍ ଟିମ୍ (ଏସ୍ଆଇଟି)କୂ ଦେଇଛନ୍ତିରାକେଟ୍ରେ ବଲିଉଡ୍ର କେତେକ ବି-ଗ୍ରେଡ୍
କଳାକାର ଜଡ଼ିତ ଥିବା କୁହାଯାଉଛି

ଭୋପାଳର ଏକ ଚର୍ଚ୍ଚିତ କ୍ଲବ୍କୂ ହନିଟ୍ରାପ୍ର ମୁଖୂଆ ଶ୍ଵେତା କିଛି ସୁନ୍ଦରୀତରୁଣୀଙ୍କ ସହ ଯାନ୍ତିକ୍ଲବ୍କୁ ଆସୁଥିବା ବଡ଼ ବଡ଼ ଅଫିସର ନେତାଙ୍କ ସହିତ ଶ୍ଵେତା ପ୍ରଥମେ କଥା ଆଳରେ ବନ୍ଧୁତା ସ୍ଥାପନ କରି ସେମାନଙ୍କଠାରୁ ଫୋନ୍ ନମ୍ବର ଆଣନ୍ତି ଏବଂ ପରବର୍ଭି ସମୟରେ ପ୍ରତିଦିନ ସେମାନଙ୍କ ସହ କଥାବାର୍ଭା କରନ୍ତିକଥା ଆଳରେ ଶ୍ଵେତା ସେହି ଅଫିସର /ରାଜନେତାଙ୍କୁ ସେକ୍ସ ଅଫର୍ କରନ୍ତିସେମାନେ ରାଜି ହୋଇଗଲାପରେ ଶ୍ଵେତା ସେମାନଙ୍କୁ ନିର୍ଦ୍ଦିଷ୍ଟ ହୋଟେଲ୍କୁ ଡାକୁଥିଲେ ଯେଉଁଠାରେ ପୂର୍ବରୁ କ୍ୟାମେରା ଫିଟ୍ କରାଯାଉଥିଲାହୋଟେଲ୍ ରୁମ୍ରେ ଗ୍ରାହକଙ୍କ ଆଗରୁ କଲ୍ ଗର୍ଲ ଆସି ରହୁଥିଲେ
ଏହି ରାକେଟରେ ପ୍ରାୟ ୪୦ ଜଣ ଯୁବତୀ ଥିଲେ ବୋଲିକୁହାଯାଉଛି- ଥର ହୋଟେଲ ରୁମ୍ରେ କଲ୍ ଗର୍ଲମାନଙ୍କ ସମୟ ବିତାଇବା ପରେ ନେତାମାନଙ୍କର ଶ୍ଵେତାଙ୍କ ଉପରେ ବିଶ୍ଵାସ ହୋଇଯାଉଥିଲାଶ୍ଵେତା ଫୋନ୍ରେ ମଧ୍ଯ ଗ୍ରାହକମାନଙ୍କସହିତ କଥା ହୋଇ ମିଟିଙ୍ଗ୍ ଫିକ୍ସ କରୁଥିଲେପୋଲିସକୁ ମିଳିଥିବା ଭିଡିଓରୁ ପ୍ରାୟ ୯୨ଟି ଭିଡିଓ ହାଇକ୍ଵାଲିଟିରଶ୍ଵେତାଙ୍କ ଲାପ୍ଟପ୍ରୁ ୪୦୦୦ରୁ ଅଧକଫାଇଲ୍ ମିଳିଛିଏହି ଫାଇଲ୍ମାନଙ୍କରେ ଅନେକନେତା, ଅଫିସରମାନଙ୍କର ଆପରିଜନକ ଫଟୋ ଭିଡିଓ ମହଜୁଦ୍ ଅଛି

ହନିଟ୍ରାପ୍ ଜରିଆରେ ଶ୍ଵେତା ଦୁଇ ପ୍ତ୍କ ଇଦଉଠାଇଥି ଲେପ୍ରଥମଟିହେଲ।- ମନ୍ତ୍ରୀ ନେତାମାନେ  ଶ୍ଵେତାଙ୍କସେବ |'ରେ ଏତେ ଖୁସିଥିଲେ ଯେ, ସେମାନକୋଟି କୋଟି ଟଙ୍କରସରକାରୀ କଣ୍ଟ୍ରାକ୍୍ ତାଙ୍କୁ ଦେଉଥିଲେଶେତାଙ୍କ ଦ୍ଵିତୀୟ ଫାଇଦାଟି ଥିଲା ବ୍ଲାକ୍ମେଲିଂକୌଣସି ନେତା ବା ଅଫିସର ବଡ଼ ଆମାଉଣ୍ଟର ଅର୍ଥ ଦେବାକୁ ଅରାଜି ହେଲେ ସେମାନଙ୍କୁ ବ୍ଲାକ୍ମେଲ୍ କରିବା ପାଇଁଶ୍ଵେତା ପ୍ରଥମେ ସେମାନଙ୍କ ଭିଡିଓ ଫଟୋ ପଠାନ୍ତି ଯାହାକୁ ଦେଖ୍ ସେମାନେ ଡରି ଯାଇ ତାଙ୍କର ସବୁ ଡିମାଣ୍ଡ ପୂରଣ କରନ୍ତିଆରେଷ୍ଟ ହୋଇଥିବା ଜଣ ମହିଳାଙ୍କ ମଧ୍ୟରୁ ଜନୈକାଆରତୀ ଦୟାଲ ପୋଲିସ ଆଗରେ କହିଛନ୍ତି- ସର୍ଭିସ୍ରେ ଖୁସିହୋଇ ସିନିୟର୍ ଆଇଏଏସ୍ ଅଫିସର ଉପହାର ଆକାରରେ 'ଭୋପାଳରେ ତାଙ୍କୁ ଏକ ଫ୍ଲାଟ ଦେଇଥିଲେ ଯାହା ପରବର୍ଭି ସମୟରେ କଲ୍ ଗର୍ଲଙ୍କ ଆଡ୍ଘା ହୋଇଥିଲାପରେ ଶ୍ଵେତା ନିଜେ ଏକ ଏନ୍ଜିଓ `ଗଢ଼ି ଏହି ପନ୍ଥାରେ କୋଟି କୋଟି ଟଙ୍କା ରୋଜଗାର କରିବାକୁ ଲାଗିଲେ
ପୋଲିସ କବଳରେ ପଡ଼ିଥିବା ୧୮.ବର୍ଷୀୟା ମୋନିକା ଯାଦବ ରାଜସାକ୍ଷୀ ˆହେବା ପାଇଁ ରାଜି ହେବା ପରେପୋଲିସକୁ ଲାଗୁଛି ଖୁବ୍ ଶୀଘ୍ର ' ଏହି ହାଇ ପ୍ରୋଫଇଲ୍ କେଟ୍ର ପଦମଫାସ୍ ହେବ!ମୋନିକା ଏସ୍ ଆଇଟିଆଗରେ କହିଛନ୍ତି- ସେମଧ୍ଯବିତ୍ତ ପରିବାରର ଝିଅଏକ ପ୍ରତିଶ୍ରିତ କଲେଜ୍ରେଆଡମିଶନ୍ କରିବା ଆଶାରେ ସେଶ୍ଵେତାଙ୍କ ସଂସ୍ପର୍ଶରେ ଆସିଥିଲେଶ୍ଵେତା ମୋନିକାଙ୍କକ ଆବଶ୍ୟକତାଜାଣିବପରେ ଏକ ପ୍ରତିଷ୍ପିତକଲେଜ୍ରେ ଆଡମିଶନ୍ କରିବାପାଇଁ କଥା ଦେଇଥିଲେଶ୍ରେତାଙ୍କତାଙ୍କୁ କହିଥିଲେ- ମୋର ଅନେକ ବ୍ଯକ୍ତି ଚିହ୍ନଅଛନ୍ତି ଯା ଙ୍କ ସହାୟତାରେ ତୁମ ଆଡମିଶନ୍ କରେଇ ଦେବିଶ୍ଵେତା ମୋନିକାଙ୍କୁ ଭୋପାଳ ସ୍ଥିତ ସଚ୍ଚିବାଳୟକୁ ନେଇ ସେଠାରେ ସଚିବ ସ୍ତରର ତିନି ଅଧୁକରୀଙ୍କ ସହ ଭେଟ କରେଇଲେଇନ୍ଦୋରରୁ ଭୋପାଳ ଯିବା ଆସିବା କରିବା ପାଇଁ ଶ୍ଵେତା ମୋନିକାଙ୍କ ଲାଗି ଏକ ଅଞ୍ଥି କାରର ବ୍ୟବସ୍ଥା ମଧ୍ଯ କରିଥିଲେ! ପ୍ରଥମରୁ ମୋନିକା ଶ୍ଵେତାଙ୍କ କଥାରେ ଅରାଜି ଥିଲେଉଚ୍ଚ ପଦବୀର ଲୋକମାନଙ୍କ ପାଖରେ ପହଞ୍ଚିବାକୁ ହେଲେ ଏଭଳି କାମ କରିବାକୁ ହେବ ବୋଲି ଶ୍ଵେତା ତାଙ୍କୁ ବୁଝେଇ ଥିଲୋଏହା ସହଶ୍ଵେତା ନିଜର ଏକ ଏମ୍ଏମ୍ଏସ୍ ମୋନିକାଙ୍କୁ ଦେଖାଇଥିଲେ ଯେଉଁଥିରେ ସେ ଜଣେ ବରିଷ୍ପ କର୍ମଚାରୀଙ୍କ ସହ ଆପଭିଜନକ ଅବସ୍ଥାରେ ଥିଲେଶ୍ଵେତା ଏମିତି ଅନେକ କଲେଜପଡ଼ୁଆ ଝିଅଙ୍କୁ ଫୁସୁଲେଇ କଲ୍ ଗର୍ଲ କାମରେ ନିୟୋଜିତ କରାଭ ଥିଲେ
ଅଗଷ୍ଟ ୩୦ ତାରିଖରେ ଶ୍ଵେତା ତାଙ୍କ ସହଚରୀ ଆରତୀ ମୋନିକାଙ୍କୁ ଜବରଦସ୍ତ ଏକ ଲଗ୍ଜୁରୀ କାର୍ରେ ଇନ୍ଦୋରରଇନ୍ଫିନିଟି ହୋଟେଲ୍କୁ ନେଇଯାଇଥିଲେପରଦିନ ସନ୍ଧ୍ୟାରେହୋଟେଲରେ ସରକାରୀ ଇଞ୍ଜନିୟର ହରଭଜନ ସିଂହ (୬୦)ଙ୍କସହିତ ମୋନିକାଙ୍କ ଭେଟଭାଟ କରାଗଲାରାତିସାରା ମୋନିକାହରଭଜନଙ୍କ ସହିତ ହୋଟେଲ୍ ରୁମ୍ରେ ଥିବା ବେଳେ ଆରତୀସେହି ରୁମ୍ ଭିତରେ ଛପିରହି ସେମାନଙ୍କ ଭିଡିଓ କରିଥିଲେ| ଏହି ଭିଡିଓକୁ ଆଧାର କରିହରବଜନଙ୍କଠାରୁ ୩କୋଟି ଟଙ୍କା ଆଦାୟ କରିଥିଲେ |ଏହଛଡ଼ା ଏବିଷୟରେ ନିଜ ଅଭିଭାବକମାନଙ୍କୁ ଜଣଇଠଲସେମାନେ ଭିଡିଓକୁସୋସାଲ ମିଡିଆରେ ଛାଡିଦେବେ ବୋଲି ମୋନିକାଙ୍କୁ ଧମକଦେଇଥିଲେକଲେଜ୍ପଢ଼ୁଆ ଝିଅମାନଙ୍କ ହିରୋଇନ୍ ମଡେଲ୍ ହେବାରପ୍ରଲୋଭନ ଦେଖାଇ ଶ୍ଵେତା ଆରତୀ ଏପରି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଚଳାଇଥିଲେପୂର୍ବତନ ମନ୍ତ୍ରୀ ସମେତ ଭିଭିଆଇପିମାନଙ୍କୁ ଫସେଇବାପାଇଁ ଶ୍ଵେତା ୪୦ ଜଣ କଲ୍ଗର୍ଲଙ୍କୁ ହାୟର୍ କରିଥ୍ଲୋ ଶ୍ଵେତାଙ୍କ କାଯ୍ୟଶେଳୀ  ଥିଲା ବିଚିତ୍ରସର୍ଭିସ୍ ଦେବା ପାଇଁ ସେ ଏକ ମୋବାଇଲ୍ ଆପ୍ ପ୍ରଚଳନ କରିଥିଲେକ୍ଲାଏଣ୍ଟଙ୍କ ସାଥ୍ରେ ଯୁବତୀମାନେ ଗୋଆ, ମୁମ୍ବାଇ ଦିଲ୍ଲୀ ଭଳି ବିଭିନ୍ନ ଜାଗାକୁ ଯାଉଥୁ୍ଲେସଂଶ୍ଳିଷ୍ଟ ଯୁବତୀମାନେ କେବଳ ବିବାହିତ ଧନୀକ ଶ୍ରେଣୀର ଲୋକମାନଙ୍କୁ ଜାଲରେ ଫସାଉ ଥିଲେଯୁବତୀମାନେ ରାତି ପିଛା ୧୦ ହଜାରରୁ ୪୦ ହଜାର ଟଙ୍କାଡିମାଣ୍ଡ୍ କରୁଥିଲେଯୁବତୀମାନେ ଲିପ୍ଷ୍ଟିକ୍ ଖୋଳ ଚଷମାରେ ସ୍ବାଇ କ୍ୟାମେରା ରଖୁଥିଲେ

ଅତିକମ୍ରେ ୨୦ ଜଣ ପ୍ରଭାବଶାଳୀ ତଥା ଧନୀ ଲୋକଙ୍କୁମାୟାଜାଲରେ ଫସେଇ ଏହି ଯୁବତୀମାନେ କୋଟି କୋଟି ଟଙ୍କାରମାଲିକାଣୀ ହୋଇଛନ୍ତିଏହି ମହିଳାମାନଙ୍କ କାର୍ଯ୍ୟାଳୟରୁ ପୋଲିପାଇଥିବା ଡାଏରୀରେ ପ୍ରାୟ ୧୩ ଜଣ ଭିଭିଆଇପିଙ୍କ ନାମ ଅଛିକିଛି ନାମ ଉପରେ ଗୋଲ୍ ବୁଲାଯିବା ସହିତ କିଛି ନାମ ଉପରେ .“ଓକେ' ଲେଖାଯାଇଛି | (ଇନ୍ଦୋର ନଗର ନିଗମ ଇଞ୍ଜନିୟର ହର ଭଜନ ସିଂହଙ୍କଅଭିଯୋଗ କ୍ରମେ ସେପ୍ଟେମ୍ବର ୧୯ରେ ହନିଟ୍ରାପ୍ ଗ୍ରୁପ୍ର ମହିଳାଙ୍କୁପୋଲିସ ଗିରଫ କରିଥଲାଏହି ମହିଳାମାନେ ତାଙ୍କୁ ହନିଟ୍ରାପ୍ରେଫସାଇ ବ୍ଲାକ୍ମେଲ୍ କରି ତିନି କୋଟି ଟଙ୍କା ଦାବି କରୁଥିଲେସମ୍ପୃକ୍ତ ମହିଳାମାନଙ୍କୁ ପୋଲିସ ଇନ୍ଦୋର ଭୋପାଳରୁ ଗିରଫକରିଥିଲାସେମାନେ ହେଲେ ଆରତୀ ଦୟାଲ , ଶ୍ଵେତା, ମୋନିକା ଯାଦବ (୧୮), ଶ୍ଵେତା ଜୈନ (୩୯) ବରଖସୋନୀ (୩୪) | ଏମାନଙ୍କୁ ଆଇପିସିର ଦଫା ୪୦୫/ ୧୯, ୪୧୯,୪୨୦, ୩୮୪, ୫୦୬, ୧୨୦-ବି ଏବଂ ୩୪ ଅନୁସାରେ ଗିରଫକରାଯାଇଛିଏମାନଙ୍କ ସହ ଜଡିତ ଆଉ ଜଣେ ପୁରୁଷ ପରିଚାଳକଓମ୍ପ୍ରକାଶ କୋରି (୪୫) ମଧ୍ଯ ପୋଲିସ କବ୍ଜାକୁ ଆସିଛନ୍ତିବରଖା ସୋନୀ ଆଲିଶାନ୍ ଜୀବନଶୈଳୀ ମେଣ୍ଟେନ୍ କରୁଥିଲେନିଜ ଗୌର ବର୍ଣ୍ଣର ଫାଇଦା ଉଠେଇ ସେ ନିଜକୁ ରୁଷୀୟଯୁବତୀ ବୋଲି ପରିଚୟ ଦେଉଥିଲେଅଧ୍୍କରୁ ଅଧୁକଲୋକ ଯେତେବେଳେ ତାଙ୍କ ପ୍ରତି ଆକର୍ଷିତ ହେଲେ, ବରଖାନିଜର ଚାଲିଚଳନ ତଥା ଷ୍ଟାଇଲ୍କୁ ସମ୍ପୂର୍ଣ୍ଣ ବଦଳେଇଦେଲେବରଖା ସବୁବେଳେ ଆଖ୍ରେ ନୀଳ ରଙ୍ଗରକଣ୍ଟାକ୍ଟ ଲେନ୍ସ ଲଗାଉଥିଲେକାମୋଦ୍ଦୀପକ ମିନିପୋଷାକ ପିନ୍ଧି କ୍ଲବ୍କୁ ଯାଉଥିବା ବରଖା କାମୁକ ପୁରୁଷଙ୍କୁ ସହଜରେ କରଗତ କରୁଥିଲେ


୨୦୧୨ ମସିହାରୁ ଶେତ୍ଵା ବଡ଼ ନେତାଙ୍କ ସଂସ୍ପର୍ଶରେଆସି ୨୦୧୩ରେ ନିର୍ବାଚନ ଲଢ଼ିବା ପାଇଁ ପାର୍ଟି ଟିକେଟ୍ପାଇବା ଆଶା ପୋଷଣ କରିଥିଲେକିନ୍ତୁ ସେସମୟରେ ଏକ ଭିଡିଓ ଭାଇରାଲ୍ ହେବାରୁ ଶ୍ଵେତାଟିକେଟ୍ ପାଇବାରୁ ବଞ୍ଚିତ ହେଲେ ଏବଂ ତା' ସହିତ ତାଙ୍କ ରଙ୍ଗିନ ସ୍ଵପ୍ନ ଚୁର୍ମାର୍ ହୋଇଗଲା

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...