Saturday, 26 August 2017

ଅତୀତ ପ୍ରେମ ହେଲା କାଳ



କଲେଜ ଛୁଟି ହେବା ଖଣି ନିଜର ବହି ଧରି ପୂଜ! ଘରକୁ  ଯିବା ପାଇଁ କଲେଜ ଗେଟ୍ ପାଖରେ ପହଞ୍ଚଲା ! ତା କୁ ଲାଗିଲା ଯେମିତି କେହି ଜଣେ ତାର ପିଛା କରୁଛି ! ପୁଜ! ଧୀରେ  ସେ ମୁହଁ ପଛ କରି ଦେଖେ ତ ସେହି ଯୁବକ ଜଣକ ତାଆଡକୁ ଅନାଇ ମୁରୁକି  ହସ ମାରିଦେଲା ! ପୁଜା ସେହି ଯୁବକ କିଏ କେଉଁ ଲ୍ଲୀସରେ ପଢୁଛି
ତା ହାର କୌଣସି ବିଷୟରେ ତାକୁ ଜାଣି ନଥିଲା! ! କେବଳ କଲେଜେ  କ୍ୟା ମ୍ପସରେ ୩! ୪ଥର ତାକୁ ସେ ଦେଖୀ ଛି ! କାଳେ କଲେଜର କୌଣସି ଛାତ୍ର ହୋଇଥିବା  ତାକୁ   ଦେଖି ହସୁଛି ଭାବି ଯୁବକଟି ହସିବା ଦେଖି ଶିଷ୍ଟାବାର ଦୃଷ୍ଟି ରୁ ସେ ମଧ୍ୟ ଟିକେ ହସି ବେଲ! ପୂଜାର ହସିବା ଦେଖୁ ଯୁବକର ସାହସ ବଢ଼ିଗଲା ! ଯୁବକ ଜଣକ ପୂଜ! ନିକଟକୁ ଆସି କହିଲା - ମୁଁ ତୁମ ସହିତ ଗୋଟିଏ ଜରୁରୀ କଥା ହେବାକୁ ବାହୁଁଥ୍ଲି  ! ମୋତେ ଦୁଇ
ମିନିଟ୍ ସମୟ ଦେବେ!
               ପୂଜ! କହିଲା ତେବେ କଣ କହିବା ରେ ଅଛି ଏଇଠି କୁହକିନ୍ତୁ ଯୁବକ ଜଣକ କହିଲା ବାଟରେ କହିବ! ଠିକ୍ ହେବ ନାହି ! ବାଲ କଲେଜ ବାହାରେ ଥବା ରେସ୍ତେରୌ ଅଛି ସେଇଠି କହିବ! ହିଁ ଠିକ ହେବ ! ଏଇ ବାହାନାରେ ଚ!କପେ ବି  ପିଇ ହୋଇଯିବ ପୁଜ! ଭାବିଲା ହୁଏତ କଲେଜର କୌଣସି ଜରୁରୀ କଥ! କହିବା ପାଇଁ ଯୁବକ ଜଣକ ଚାହୁଁଛନ୍ତି  ! ତେବେ ଯୁବକଙ୍କ କଥାରେ ପୁଜା ନାହିଁ ମଧ୍ୟ କରିପାରି ନଥିଲା ! ସେ ଯୁବକଙ୍କ ସହିତ ରେପୌରାରେ ଯାଇ ଫ୍ୟା ମିଲି ସିଟ୍ ରେ ବସି ପଡି଼ଥିଲା ଯୁବକ ଜଣକଙ୍କ ମଧ୍ୟ ପୂଜା ପାଖ ସିଟ୍ ରେ  ବସି ପଡି ଚାଦୁଇ କପ ମଗାଇଥଲ! ! ହେଲେ ପୂଜା ଚାପିଇବ ନାହି ବୋଲି ମନା କରି ଥିଲେ ମଧ୍ୟ ମୁକେଶ ବାଧ୍ୟ କରିବାରୁ ପୂଜ! ଆଉ କିଛି କହି ନଥିଲା ! ଏହାପରେ ଦୁହେଁ କିଛି ସମୟ ପାଇଁ ଟୁଫ୍ ହୋଇ ବସିବାରୁ ପୁଜ! କିଛି
ସମୟ ପରେ  କହିଲ! ଆପ ଣ ପର! କଣ କହିବାକୁ ଚାହୁଁଥିଲେ ?ତେଚେ ଏମିତି ଚୁପ ବାପ କାହିଁକି ବସି ଲେ ? ମୁ ଆପଣଙ୍କୁ  କିଛି  ଥର କଲେଜରେ ଦେଖିଚି  ହେଲେ ଆପଣଙ୍କ ନାମ ମୁଁ ଜାଣିନାହିଁ କି ଆପଣ କୋଉ ଲ୍ଲାସରେ ପଢୁଛକି ତାହ! ମଧ୍ୟ ମୋତେ ଜଣାନାହି ବୋଲି ପୁଜ! କହିଲା

               ଯୁବକ ଜଣକ ଏଥର କହିବ! ଆରମ୍ଭ କରି କହିଲେ ମୋର ନାମ ଜିତେନ୍ଦ୍ର କୁମାର ଲୋକେ ମୋତେ ସ୍ଵେହରେ ସୁ ରଜ ବୋଲି କହିଥାନ୍ତି  ! ମେ! ଘର ହେଇଛି ବେବ୍ରୀ ରୋଡ଼ ସଦରରେ ଥବା ନ୍ଦେବନଗରୀରେ ମୁଁ ରହେ ! କେଉଁ ଲ୍ଲାସରେ ପତୁଛନ୍ତି  ମୋତେ ଲାଗୁଛି ଆପଣ ମୋର ସିନିୟର ବୋଧହୁଏ ! ଏହାପରେ ସୁ ରଜ କହିଲା ହଁ ମୋର ଗ୍ରାଚୂଏଶନ ସରିଲାପରେ ମୁଁ କଲେଜ ଛାଡ଼ି ସାରିଲିଣି ! ପୁଜ! ଟିକେ ଚମକି ପଡ଼ିଲା ତେବେ କଲେଜ
ସରିବା ପରେ ଆପଣ କଣ ପାଇଁ କଲେଜ ଆସୁଛଛି ବୋଲି ପୁଜ! ପ୍ରଶ୍ନ କଲା ସୁ ରଜକୁ ସୁରଜ କହିଲା ମୁଁଏବେ ବାକିରି ପାଇଁ କମିଟେଟିର୍ ପରୀକ୍ଷ! ପାଇଁ ପ୍ରସ୍ତୁତ ହେଉଛି ତେଣୁ କଲେଜର ଅଧ୍ୟାପକଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି ସେମାନେ ମୋତେ ଭଲ ପାଇଥାନ୍ତି  ! ତେଣୁ ସେମାନଙ୍କଠାରୁ କିଛି ଟିତ୍ସ ପା ଇପାରିବି ସେଥ୍ ପାଇଁ ସେମାନଙ୍କ ସହିତ ମିଶିବାକୁ ଆସିଥାଏ !
        ତୁମେ ମୋଠାରୁ ସବୁ କଥା ଶୁଣିଲ ହେଲେ ତୁମ ବିଷୟରେ କିଛି କହିଲ ନାହି ଯେ, ଏଥୟ୍ର ପୁଜା କହିଲା ମୋର ନାମ ପୂଜ! ମୁଁଗ୍ରାଜୁଏଶନ କରୁଛି ! ଏଥର ଆପଣ କୁହନ୍ତୁ ତ କାହିକି ମୋତେ ଏଠାକୁ ନେଇ ଆସିଛନ୍ତି
ସୁ ରଜ ନଜର ଏଥର ପୂଜା ଉପରେ ଲାଖୀ ଗଲା ! ବହୂ ଦିନ ହେବ ଚୂମକୁ କିଛି କହିବି ବୋଲି ଭାବି ଥଲି ହେଲେ ମୌକାପାଉ ନ ଥଲି ଯାହା ହେଉ ଭାଗ୍ୟକୁ ଆଜି ସେ ସୁଯୋଗ ମିଳିଗଲା ! ତୁମେ ସଚୂ ବେଳେ ଉଦାସ ରହୂନ୍ଥ ତୁମର ନା  କେହି ପ୍ରେଣ୍ଡସ୍ ଅଛନ୍ତି  ନା ତୁମେ କଲେଜ ଲାଇଫ୍ ଏନ୍ ଜଏ କରୁଛ ! ସବୁବେଳେ କିଛି ହଜାଇ
ଦେଲ! ଭଳି ଭଳି ଉଦ୍ଦାଶ  ଓ ଗୁମ୍ ସୁମ୍ ରହୂଛ ! ପୁଜା ସୁ ରକର ଏପରି କଥାରେ କହିଦେଲା ହଁ
ଏକେଲାପଣ ହି ଭାବିନିଅ ମୋର ସାଥୀ ବନିଯାରଛି ! ଭାଗ୍ୟରେ ଯାହା ଲେଖାଅଛି ତାହ! ହି ଭୋଗ କରିବାକୁ ପଡ଼ିବ !
          କିକୁ ଆପଣ ଏତେ କମ୍ ବୟସରେ ଏମିତି କି ଚିନ୍ତା ରହିଛି ଯେ, ଏତେଟା ଉଦାସିନ ରହିବା ଆଦୌ ଶୋଭାପାଏ ନାଁ! କଲେଜ ଲାରଫ୍କୁ ଏନ୍ କଏ କରି ସାଙ୍ଗ ସାଥୀଙ୍କ ସହିତ ମସ୍ତି  କରିବା ଉଚିତ ବୋଲି ସୁ ରଜ କହିଲା ! ଯେଉଁଠ୍ଲୋକ ଏକଲା  ରହିବା ତାର ଭାଗ୍ୟରେ  ଲେଖା ଅଛି ସେ ଏପରି ଜୀବନ ବିତାଇବା ହିଁ
ସାର ! ସୁ ରଜ କହିପକାଇଲା ତୁମେ କାହିକି ଏକାଲା ହେବ ଦେଖ ତୁମ ସହିତ ମୁଁ ଅଛି ନା କହି ପୁଜାର ହାତ ଧରି ପକାଲୋ ! ପୂଜା ସଙ୍ଗେ ସଙ୍ଗେନିକ ହାତକୁ ଟାଣି ନେରଥିଲା
       କଲେଜରେ ଏତେ ଝିଅ ଅଛନ୍ତି  ଆପଣ ସେମାନକୁ ନିଜର ପ୍ରେଣ୍ଡ ବନାଇ ପାରନ୍ତେ କିନ୍ତୁ ମେ! ପିଛା°କାହିଁକି ପଡି଼ଛକି’ ? ସୁ ରଜ କହିଲା କାରଣ ମୁଁ ତୁମକୁ ଭଲ ପାଏ ! କେବଳ ଭଲ ପାଏ ନାହିଁ ବିବାହ ମଧ୍ୟ କରି ନିଜର ଜୀବନ ସାଥ! କରିବାକୁ ବାହେଁକେବଳ ଏଠି  ପାଇଁ ତୁମର ସହମତି ଲୋଡୋ !
ପୁଜା ଚମକି ପଢ଼ି କହିଲା ! ଏସବୁ ମେ! ଭାଗ୍ୟ  ଲେଖା ନାହି ! ମେ! ଅତୀତକୁ ହୁଏତ ଆପଣ ଜାଣି ନାହାନ୍ତି  ! ମୁଁକଲେକରେ ପଡ଼ୁଛି ଆପଣ ଭାଚୂଛଛି ମୁଁଜଣେ  କୁମାରା ପ୍ରକୁତରେ ମୁଁ କୁମାରୀ ଝିଅ ନୁହେଁ ମୋର ବିବାହ ସରିଥିଲା! ! ମୋର ସ୍ଵାମୀ ଏବେ ମୋତେ ଛାଡି ଚାଲିଯାରଛନ୍ତି  ! କେବେଳ ସେତିକି ନୁହେଁ ମୁଁମଧ୍ୟ ଦୁଇଟି ପିଲାର ମା’ ! ଗୋଟିଏ ବିଧବା ଜୀବନ ମୁଁ ବିତାଉଛି ! ବିଧବା ହୋଇ ଆଉ ବେଦୀରେ ବସି କାହାକୁ ବାହାହେବାର
ଚିନ୍ତା କରିବା ମେ! ପାଇଁ ପାପ ! ମୁଁଯେମିତି ଅଛି ଠିକ୍ ଅଛି ! ଏତକ କହି ପୁଜା ସେଠାରୁ ଏକମୁହାଁ ହୋଇଚାଲିଆସିଲା ! ସୁ ରଜ ସେଠାରେ ବସି ରହି ପୁଜା ବିଷୟରେ ସେଇଠି ଭାବିବାକୁ ଲାଗିଲା

କାହାଣୀର ଅନ୍ତରାଳେ:

ଆଗ୍ରାର ଶାହାଗଞ୍ଜ ଥାନା ଅନ୍ତର୍ଗତ ସାରେ! କଟରାଠାରେ ପୂଅରାଜ ଶିବମ୍ ରେ ରହୁଥଲେ ! ତାଙ୍କ ପରିବାର କହିଲେ ପତ୍ନୀ  ରାଜକୁମାରୀ ଓ ପୁଅ ଶିବମ୍ ଓ ଝିଅ ପୂଜାକୁ ନେଇ ତାଙ୍କର ସଂସାର ପୁଜା ଘରର ବଡ଼ ଥିଲା ! କିକୁ ପୂଥରାଜ ଝିଅକୁ ଅଧିକା ପଢ଼ାଇବାକୁ ଆଜିକାଲି ଯୁଗରେ ଚାହୁଁ ନଥିଲେ ! ତେଣୁ ପୂଜା ଯେତେବେଳେ ଯୁକ୍ତ ଦୁଇ  ପାସ୍ କଲା ତାର ପାଠପଢ଼ା ବନ୍ଦ କରିଦ୍ଦେଇଥିଲେ ! ଏହାପରେ ପୁଜା ଘରେ ରହି ଘରକାମରେ ମାକୁ ସହଯୋଗ କରୁଥିଲା ! ପୁଜା ଦେଖୁବାକୁ ଖୁବ  ସୁନ୍ଦରୀ ଥିଲା ! ତେଣୁ ଝିଅକୁ ବେଶୀ  ବିନ ଘରେ ବସାଇ ରଖିବା ଠିକ  ହେବ ନାହିଁ ଭାବି  ପୂଥରାଜ ଓ ରାଜକୁମାର! ଝଅ ପାଇ ବର ପାତ୍ର ଖୋଜିବା ଆରମ୍ଭ କରିଦେଇଥି ଲେ ! ଖୁବ୍ ଶୀଘ୍ର ପୁଜ! ପାଇଁ ବର ପାତ୍ର ମଧ୍ୟ ଯୋଗାଡ ହୋଇଗଲା ! ଏହ୍ନ!ବ!ଦ୍ ନିବାସି  ବାବୁ ରାମଙ୍କ ପୁଅ ବିଜୟ ! ସେ ଜଣେ ଇଲେକ୍ଦ୍ରୋନିକ୍ ମେକାନିକ୍ ଥିଲା ତେଣୁ ପୁଜା ପାଇଁ ବିଜୟ ଯୋଗ୍ୟ ବର ଭାବି ପିତାମାତା ପୂଜାର ବିବାହ କରିଦେଲେ ! ବିବାହ ପରେ ପୂଜା ତାର ଶାଶୁ ଘରକୁ ଚାଲିଗଲା ସେଠାରେ ପୁଜା ଜଣେ ସୁଗୃହିଣୀ ବନି ଗଲା ! ପୁଜାର ବିଦାୟ ହେବା ପରେ ପରେ ପ୍ରଥରାଜ ରୋଗରେ ପଡ଼ିଲେ କିଛି ଦିନ ଭିତରେ ପୂଜ! ର ବାପ! ପୂମ୍ପର!ଜ ସେପାରିକୁ ଚାଲିଗଲେ ଏଣେ ରାଜକୁମାରୀ ଘରେ ପୁଅ ସହିତ ଏକା ହୋଇଗଲେ ! ତାଙ୍କ ପୁଅ ସେତେବେଳେ ଯୁକ୍ତ ଦୁଇ  ପଡୁଥାଏ ପୁଅର ପାଠରେ ଡୋରି ବାନ୍ଦିବାକୁ ରାଜକୁମାରୀ ଟାହୁଁନଥିଲେ ! ସେ ଏଥର ଘରୁ ପଦାକୁ ଗୋଡ କାଢ଼ି ସ୍ଥାନୀୟ ସ୍କୁଲରେ ଆୟ! ଚାକିରି ପାଇଗଲେ ଏବଂ ନିଜେ ଚଳିବ! ସହିତ ପୁଅକୁ ତୁଃଖେସୁଖେ ଚଳାଇଲେ ! ୟାଭିତରେ ପୂଜ! ଦୁଇଟି ସନ୍ତାନର ମାହୋଇଯାଇଥିଲା ହେଲେ ଭାଗ୍ୟର ବିଡମ୍ବନା  ଯୋଗୁଁ ବିଜୟକୁ ମଧ୍ୟ ଅସାଧ୍ୟ ବେମାରୀ ଗ୍ରାସ୍ କରିଥିଲା ପରିବାରବର୍ଗ  ଯେତେ ଡାକ୍ତର ଚିକିତ୍ସା, ଗୁଣି ଗାରେଡି, ପୁଜା ଅର୍ଚ୍ଚନ! କଲେ ମଧ୍ୟ କିଛି ଫରକ ପଡ଼ିଲା ନାହି ! ଶେଷରେ ଦିନେ ବିଜୟ ସମସ୍ତକୁ କନ୍ଦାଇ ଦେଇ ପୂଜାକୁ ଏକ! କରି ଆରପାରିକୁ ଚାଲିଗଲେ ! ଏହାପରେ ପୁଜ! ଉପରେ ଶାଶୁଙ୍କର ଗଞ୍ଜଣା ଆରମ୍ଭ ହୋଇଗଲା ! 
        ସେ ପୂଜାକୁ ଅଇକ୍ଷଣି, କହିଲେ ପୂଜା ବାପ ଘରେ ତାର ଚାପାକୁ ଖାଇଲା ଶାଶୁ ଘରେ ସ୍ୱାମୀକୁ ଖାଇଲା ତେଣୁ ପୂଜା ସମସ୍ତଙ୍କ ପାଇଁ ଅଶୁଭ ! ସେ ଯବି ଏଠାରେ ରହେ ତେବେ ଆହୁରି କଣ ଅଶୁଭ ଘଟିବ ତେଣୁ ସେଠାରୁ ବାହାର କରିବାକୁ ଚାହୁଁଅଲେ ! ସୁ ଚୂବେଳେ ଗଞ୍ଜନା  ଶାଶୁଙ୍କଠାରୁ ଶୁଣି ପୁଜା ଭାବିଲ! ଏଠାରେ ଆଉ ରହି ହବ ନାହି, ତେଣୁ ନିଜେ ହି ଦିନେ ଶାଶୁକୁ କହିଲା ମୁଁ ଆଉ ଏଘରେ  ରହିପାରିବି ନାହି ! ମୁଁ ମୋ ବାପଘରକୁ ଚାଲିଯାଇଛି ! ଏଥର ଶାଶୂକହିଲେ ମୁଁ ତ ସେୟା ଚାହୁଁଥିଲି ତୁ  ଯେତେ ଶୀଘ୍ର ମେ! ଘରୁ ପଳା ଓ ସାଙ୍ଗରେ ଯେଉଁ ଜିନିଷ ପତ୍ର ଯୌତୁକଆଣି ଥିଲୁ ତାହ! ନେଇ ଯା’ ! ପୁଜା କହିଲା ମୁଁ ଯାହ! ପାଇଁ ଜିନିଷ ଆଣିଅଲି ସେତ ରହିଲେ ନାହିଁ ଆର ଏ ଜିନିଷ ମୋର କଣ ହେବ ? ମୁଁ କେବଳ ମେ! ପୁଅ ଦୂଇଟିକୁ ନେଇ ଏଠାରୁ ଖାଲି ହାତରେ ଯିବି ? ଏଥର ଶାଶୁ କହିଲେ ତୁକଣ ଏ ଛୁଅ! ଚୂହିଁକୁ ଆସିଲା ବେଳେ ଘରୁ ଆଣିଥିଲୁ ଏ ପିଲା ମେ! ପୁଅର ଶେଷ ସନ୍ତକ ମୁଁ ସେମାନକୁ ଛାଡ଼ିବି ନାହିଁ! ଏଥର ଛାତିରେ ପଥର ରଖି  ପୁଜା ତାଙ୍କ  ଘରକୁ ଆସିବାକୁ ପଡ଼ିଲା
          ଘରେ ଦୁଇ ଦୁଇ ଜଣ ବିଧବା ! ମ!ବିଧବାକୁ ଝିଅ ବି ବିଧବା ! ଝିଅର ଏକଲା ପଣ ରାଜକୁମାରୀକୁ ଖାଇଗଲା ! ପୂଜା ସବୁବେଳେ ଗୂମ୍ ସୁମ୍ ରହୁଥାଏ ! ତାମୁହଁରୁହସ କେଉଁଆଡେ ଉଭେଇଯ!ଇଥାଏ ! ପୂଜା ଘରକୁ ଆସିଥବାର ଶୁଣି ମୁକେଶ ଆସି ପହଁଥିଲା ! ମୁକେଶକୁ ଦେଖି କେଉଁ ଗ୍ରୀଷ୍ଠର ରୌ ଦ୍ର୍ୟତାପରେ ଶୁଖିଲା ଘାସଗୁଡି଼କ ଯେପରି ହଠାତ୍ ବର୍ଷ! ଟିକେ ପାଇଲେ କଅଁଳି ଉଠିଥାନ୍ତି  ! ଠିକ୍ ସେହିପରି ପୂଜା ଜୀବନରେ ହୋଇଥି ଲା ! ମୁକେଶକୁ ଦେଖି ପୁଜା  ମୁହଁରେ କେନାଏ ହସ ଖେଳି ଯାଇଥିଲା ! ମୁକେଶ ହେଉଛି ପୁଜାର ପିଲ! ଦିନର ସାଥୀ ସେମାନେ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠପଢୁଥିଲେ ! ଏକାଠି ବଡ଼ ମଧ୍ୟ ହୋଇଛନ୍ତି
ପୁଜାର ବିଧବା ହେବା ଖରବ ମୁକେଶ ଶୁଣି ସେବି ଭାନଜି  ପଡ଼ିଛି ! ତଥାପି ଦୁଇ ସାଙ୍ଗ କିଛି ସମୟ କଥ! ହେଲା ପରେ ପୁଜା, ମନରେ ଟିକେ ଖୁସି ଫେରିଆସିଛି

         ଏମିତି କିଛିଦିନ ଗପସପରେ ଚାଲିଲା ପରେ ମୁକେଶ ଦିନେ ପୂଜାକୁ କହିଲ! ପୁଜା, ଏମିତି ଗୁମ୍ସୁମ୍ ଆଉ କେତେ ଦିନ କଟାଚୂ ଏବେ ତୁ ଗୋଟେ କାମ କର ତୁ ଆଉ ଥରେ କଲେକରେ ନାମ ଲେଖାଇ ଦେ, ଏହାଫଳରେ ତୋର ସାଙ୍ଗସାଥୀଙ୍କ ସହିତ ମିଶିବା ଫଳରେ ଏକଲାପଣ ଦୂର ହେବା ସହିତ ଘରେ ପାଠପଢ଼ାରେ ଦିନ କଟିଯିବ ! ମୁକେଶର କଥା ପୂଜା ମନକୁ ପାଇଲା ସେ କଲେକରେ ଗ୍ରାକୁଏଶନ ପାଇଁ କାମ ଲେଖାଇ ଦେଲ! ! ପୁଜାର ବିବାହ ହେବା ପରେ ପରେ ମୁକେଶ ସରୋଜ ନାମକ ଝିଅକୁ ବିବାହ କରିସାରିଥିଲା ଏବଂ ତା ଗୋଟିଏ ପୁଅ ମଧ୍ୟ ହୋଇସାରିଥିଲା ! ପ୍ରାୟେ ପୁଜ! ଘରକୁ ମୁକେଶ ସବୁଦିନେ ଆସିବାକୁ ଆରମ୍ଭ କଲା ଦିନେ ପୁଜ! ଗୁମ୍ ସୁମ୍ ହୋଇବସିଥାଏ ! ମୁକେଶ କହିଲା ପୁଜ! ଆମେ ଦୁହେଁ ପିଲାଟି ଦିନ ରୁ ଦୁଇ  ସାଙ୍ଗ ଥିଲେ କେବଳ ସାଙ୍ଗ ନଥଲୁ ଭଲ ମଧ୍ୟ ପାଉଥଲୁ ଯଦ ସେତେବେଳେ ତୁମ ବାପା ମେ! ସହିତ ତୋର ବାହ! ଘର କରିବେକଥାନ୍ତେ ହୁଏତ ଆଜି ତୋତେ ଏ ଦିନ ଦେଖି ବାକୁ ପଡ଼ି ନଥାନ୍ତା ! ପୂଜା କହିଲା ମୁଁ କଣ ବା କରିପାରିଥାନ୍ତି  ବାପାମାଆଙ୍କ କଥାରେକଣ ବାହାରକୁଯାଇ ମନ! କିରିପାରିଥାନ୍ତି ! ଏବେ ମୁଁତେ! ପାଇଁ ଭାବିଲେ ବି କିଛି କରିପାରୁନି କାରଣ ମୁଁ ଏବେ ବିବାହ  କରିସାରିଛି ! ତେବେ ଯାହାହେଉ ଗୋଟେ ସାଙ୍ଗ ହିସାବରେ ମୁଁ ତେତେ ସବୁ ଖୁସି ଦେବି ! ଏହ! କହି ପୂଜାକୁ ନିଜ ଆଡକୁ ଟାଣି ନେଲା ! ପୁଜ! ତାର ସ୍ୱାମୀଙ୍କ  ମୃତ୍ୟୁ ପରେ ଏହ! ଥିଲା ଜଣେ ପୁରୁଷର ଦ୍ଵିତୀୟ ସର୍ଶ !ନ ଚାହୁଁ  ଥିଲେ ବି  କିଛି କହିପାରିଲା ନାହି! ତଥାପି ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲା ! ହେଲେ ମୁକେଶ କହିଲ! ପୁଜ! ତୁ ଆଉ କିଛି ଭାବ ନାହିଁ ଯାହା ହବ! କଥ! ଆଜି ହୋରଯାଉ ହେଲେ ତେ! ଦେହର ଭୋକକୁ ତୁ କେତେ ଦିନ ଚାପିରଖି ପାରିଚୂ ! ଏଥର ପୁଜ! ଆଉ କିଛି ଭାଚିପାରି ନ ଥିଲା ଶରୀରର ଲୋଭ କୁ ସମ୍ଭାଳି ପାରି ନଥିଲା ନିଜକୁ ମୁକେଶ ପାଖରେ ସମର୍ଷି ଦ୍ଦେଇଥିଲା ! ନିଜ ବେହର କ୍ଷଧା   କୁ ମେଣ୍ଟାଇବା ପରେ ପୁଜ! ଏଥର ପ୍ରାୟ ଖୁସିରେ ରହୂଥି ଲ!
      ଏହାପରେ ପୂଜା  ଘରକୁ ମୁକେଶ ଆସୁ ଥିଲା  ଓ ସମୟ ସୁବିଧା ଦେଖି ପୁଜ! ସହିତ ମିଶୁଥଲ!
ସାହିପଡିଶ! ଜାଣିଲେ, ଶେଷରେ ମୁକେଶର ପତ୍ନୀ  ସରୋଜ କାନରେ ଏକ କଥା ପଡ଼ିଲା ! ସେ ସ୍ୱାମୀକୁ ତାଗିବ୍ କଲା ! କିକୁ ମୁକେଶ ସହଜରେ ମାନିଲା ନାହିଁ! ମୁକେଶ କହିଲ! ପୁଜାର ଏକଲାପଣ ଦେଖୁ ମୁଁ ଟିକେ ଗପସପ କରୁଛି ତାମାନେ କଣ କିଛି ଖରାପ କରୁଛି ! ସରୋଜ କହିଲା କାହାର  ଏକଲାପଣ ଦୁର କରିବା ପାହୁଁ ଘରର^କବାଟ ବନ୍ଦ କରବାର କିଛି  ପ୍ରୟୋଜନ ନାହ ! ସରୋଜ ଚ୍ଚାଣଲ! ଏମତ ତାର ସ୍ଵାମୀ ମାନିବ ନାହି ! ତେଣୁ ସରୋଜ ରାଜକୁମାରୀକ ଘରକୁ ଯାଇ କହିଲ! ମାଉସୀ ! ମୁଁଜାଣୁଛି ପୁଜାର ସ୍ଵୀମା ମଲା ପରେ
ତାଉପରେ କି ପାହାଡ଼ ତୁଟିଥବ ! ହୁଏତ ମୁକେଶ ପୁଜାର ପିଲ! ଦିନର ସାଙ୍ଗ ସେମାନେ ଭଲରେ ଦିପଦ କଥ! ହୁଅନ୍ତୁ ପଛେ ହେଲେ ସାହିପଡି଼ଶା କଣ ତାହା ବେଖି ସହି ପାରିବେ ସେମାନେ ତ ସଜମାଛରେ ପୋକ ପକାଇଦ୍ଦେବେ ! ତେବେ ତୁମେ ଏଥର ମୁକେଶକୁ ତୁମ ଘରକୁ ଆସିବାକୁ ମନା କରିଦିଅ ! ରାଜକୁମାରୀ ସଗୋଜକୁ ସିନା ମନା କରିଦେବେ କହିଲେ ହେଲେ ସେ ମାନେ  ମନେ ମୁକେଶର ଘରକୁ ଆସିବାକୁ ମୌନ ସଂମତି  କଣାଉଥିଲେ କାରଣ ମୁକେଶ ହି ଥିଲା ପୂଜାର ଏକମାତ୍ର ଶେଷ ସାହାରା ତେଣୁ ତାକୁ ମଧ୍ୟ ରାଜକୁମାର!
ହାତଛାଡ଼ କରିବାକୁ ଚାହୁଁନଥିଲେ

           ଏଣେ ସୁ ରକ ପୁଜା ବିଷୟରେ ରାତି ସାରା ଭାବିଛି ! ଦୁଇ ଦୁଇଟି ଛୁଆର ମାହୋଇ ମଧ୍ଯ ପୁଜା ସେମିତି କଣେ କୁମାରୀ ଝିଅ ପରି ଦେଖାଯାଉଛି ! ତେବେ ମୁଁ ତ ପୂଜାକୁ ଭଲ ପାଇବାବେଳେ ସେତେବେଳେ ଭାବି ନଥ୍ ଲି ଯେ, ପୂଜା କଣେ ବିଧବା ବୋଲି ତେବେ ଏବେ କଣ ପାଇଁ ତାବିଷୟରେ ଏମିତି ଭାବୁଛି ! ସେ ତ ଏବେ ବି
ପବିତ୍ର ! କାରଣ ତାସବୁକଥା ତ ମୋତେ ସେ କହିସାରିଛି ! ତେବେ ପୁଜା କଣ ପାଇଁ ବିଧବା ଜୀବନ କଟାଇବ ମୁଁତାକୁ ଭଲ ପାଇଛି ମୁଁ ତାକୁ ସାହାରା ଦେବୀ, ମୁଁ ତାର ଶୂନ୍ୟ ମଥାକୁ ପୁଣି ଥରେ ବିଜେରେ ଭରି ଦେବି ! ଏଥର ଶାନ୍ତି ରେ ସୁ ରଜ ଶୋଇପଡ଼ିଥିଲା
           ସକାଳ ହେବାରୁ କଲେଜ ଗେଟ୍ ପାଖରେ ପୁଣି ଥରେ ଯାଇ ଠିଅ! ହେଲା ! ପୂଜାର ଲ୍ଲାସ ସରିଲା ! ଆଜି ବି ସୁ ରଜ ଅପେକ୍ଷା କରିଥିବା ଦେଖି ପୁଜା ଆଶ୍ଚର୍ଯ୍ୟ ହୋଇଗଲା କାଲି ପର! ମୁଁତୁମକୁସବୁ  କଥ! କହିସାରିଥଲି ! ତେବେ ଆଜି କଣ ପାଇଁ ! ମୁଁ ନିଷ୍ପତି କରି ସାରିଛି ! ପୂଜା ମୁଁ ଯବି ବାହ! ହେବି ସେ ହେଉଛ ତୁମେ ! ପୁଜା ମନରେ ଟିକେ ପୁଲକ ସୃଷ୍ଟି ହେଲା ! ସେ ଭାବିଲା ଯାହ! ହେଉ ତେବେ ମୁଁଦୂଇଟି ସନ୍ତାନ ମାଅ! ହୋଇ କଣେ ବିଧବା ହୋଇଥିଲେ ମଧ୍ୟ ସେ! ଭିତରେ ସେମିତି କିଛି ଅଛି, ଯାହାଫଳରେ ସୁ ରଜ ମୋର ଶୂନ୍ୟ କପାଳ କରିବାକୁ ଚାହୁଁଛଛି ! ମୁକେଶ ସିନା କ୍ଷଣିକ ପାଇଁ ଦେହର ଭୋକକୁ ମୋର ମେଣ୍ଟାଇ ଦେବ ହେଲେ ମୋର ଶୂନ୍ୟ ମଥାକୁ କିଏ ପୂରଣ କରିବ
କିଏ ହେବ ମୋର ସାର! ଜୀବନର ସାଥ! ! ଏ ସୁଯୋଗକୁ ହାତ ଛାଡ଼ କରିବାକୁ  ପୁଜା ବାହୁଁନଥିଲା ! ସେ କହିଲା ତୁମେ ସିନା ମୋତେ ଢୁପକୀ କରିବାକୁ ଇଛା କରୁଛ ହେଲେ ଏ ପ୍ରସ୍ତାବରେ ଡୁମ ଘର ଲୋକ ରାଜି ହେବେ ନାହି ! ଏଥର ସୁ ରଜ କହିଲା ମୁଁମୋ ଘରେ ନିଶ୍ଚୟ କହିବି ! ପୁଜା କହିଲା ତେବେ ତୁମେ ଏ ବିଷୟରେ ମୋ ମାଙ୍କ ସହିତ କଥା ହୁଅ

ସକାଳ ହେଲା ସୁ ରଜ ପୂଜା ପରେ ଯାଇ ପହଞ୍ଚ ଗଲା ! ପୂଜା ସୁ ରଜର ତାମାଆ ରାଜକୁମାରୀ ସହିତ ପରିଚୟ କରାଇଦେଇ! ! ରାଜକୁମାର! ମଧ୍ୟ ଝିଅର ଘର ବସିବାକୁ ଯାଉଛି ସେ ମନ! କରିପାରି ନଥିଲେ ! ସୁରଜ ତାକ ଘରକୁ ଯାଇ ପୁଜା କଥ! କହିଥିଲା ପୂବା ଯେ, ବିଧବା ଓ ଦୁଇ ଦୁଇଟି ଛୁଆର ମାତାକୁ ବୋହୂ କରିବାକୁ ସିଧା ସିଧା ମନା କରିଦେଲେ ସୁ ରକର ପିତାମାତା ! ଏହାପରେ ଏ କଥ! ପୂଜାକୁ ଆସି ସୁ ରଜ ଜଣାଇଲା ପୂଜା କହିଲ! ପ୍ରେମ ବିବାହରେ ଏପରି ହୁଏ ! ତୁମେ ଆଗେ ମୋତେ ବାହ! ହୋଇପଡ଼ ତାପରେ ସବୁଠିକ ହୋଇଯିବ ! ତେବେ ତୁମେ  ମୋତେ କେବେ ବିବାହ କରିବ ସୁ ରଜ କହିଲା ଚାକିରି କରି ସାରିବା ପରେ କେବେ ତୁମେ ବାକିରି କରିବ କେବେ ଆମର ବାହାଘର ହେବ ? ଏବେ କାହିକି ବାହାଘର ନ ବେହ ? ଆଗେ ବାହାଘର ହୋଇଯାଉ  ପରେ ଚାକିରି କଲେ ଚଳିବ ? ଏଥର ସୁ ରଜ କହିଲା ଏମିତି ବାହ! ହୋଇପଡ଼ିଲେ ଆମେ ରହିବା କେଉଁଠି ? ପୁଜା କହିଲ! ଆମ ଘରେ ! ପୁଜା କଥାରେ ସୁ ରଜ ରାଜି  ହୋଇଗଲା ! ସୁ ରଜ ଓ ପୁଜା ଜୋଟ ମ୍ୟାରେଜ କରନେଲେ ! ରାଜକୁମାର! ଓଭାଇ ଲାଇ ଶୁଇମ୍ ମଧ୍ୟ ଏ ବାହାଘରକୁ ସମ୍ପତି ବେଇଥଲେ !


       ବିବାହ ପରେ ଏଥର ସରୋଜ ଘରଦ୍ଵାଇଁ ହୋଇ ଶ୍ଵଶୁର ଘରେ ରହିଥିଲା ! ପୁଜାର ବିବାହରେ ମୁକେଶ ଖୁସି ନଥିଲେ ମଧ୍ୟ ପୁଜାର ସାରା ଜୀବନ ପାଇଁ ଜଣେ ସାହାରା ମିଳିଗଲା ତେଣୁ କିଛି କହିପାରୁନ ଥିଲା ହେଲେ ମନେ ମନେ ସେ ଆଦୌ ଖୁସି ନଥିଲା ! ପୁଜାର ବିବାହ ପରେ ମଧ୍ୟ ମୁକେଶ ତାଙ୍କ ଘରକୁ ଯିବା ଆସିବା କରୁ ଥିଲା ! ମୁକେଶଇ ଆସିବାକୁ ସୁ ରକ ପସନ୍ଦ କରୁନ ଥଲେ ମଧ୍ୟ ଶ୍ୱଶୁର ଘର ପଇସାରେ ଚକୁଥିବାରୁ କିଛି କହିପାରୁ ନଥିଲା ପୂଜା ମଧ୍ୟ ମୁକେଶ ତାଙ୍କ ଘରକୁ ଆସୁତାହ! ବାହୁଁ ନ ଥିଲା ! ହେଲେ କାଳେ ତାର ଅତୀତ କଥାକୁ ତାର ସ୍ଵାମୀ ଆଗରେ ପ୍ରକାଶ କରିଦେବ ସେହି ଡରରେ ଏଣୁତେଣୁ କହି ମୁକେଶକୁ ବିଭିନ୍ନ ବାହାନ କରି ତାଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିଲା
         କିଛିଦିନ ପରେ ସୁରଜ ରେଲୱେ ରେ ସରକାରୀ ବାକିରି ପାଇଗଲା ! ଏଥର ସେମୁକେଶକୁ ବାଙ୍କ ଘରକୁ ଆସିବାକୁ ବାରଣ କଲା ! ହେଲେ ମୁକେଶ ଏକଥା ମାନୂ ନଥିଲା ମନ! କଲେ ପରେ ମଧ୍ୟ ମୁକେଶ ତାଙ୍କ ଘରକୁ ଆସୁ ଥବା ଦେଖୁ ! ସୁ ରକ ସହିପାରି ନଥିଲା ! ମୁକେଶ ଆସିଲେ ତାଙ୍କ ଦାମ୍ପତ୍ଯ ଜୀବନରେ କଣ୍ଟା ଲାଗିପାରେ ! ଏହି ଆଶ! ନେଇ ସୁ ରଜ ଏଥର ତାରାସ୍ତାରୁ  ତାକୁ ହଟାଇବାକୁ ବେଷ୍ଟ! କଲା! ମୁକେଶର କମିକିଣିବାର ଥିଲା ! କମି କିଣାଇଦେବ ଏହି ବାହାନାରେ ଦିନେ ସୁରଜ  ମୁକେଶକୁ ଡାକି ନେଇ ଗଲା ! ସୁ ରକ ମୁକେଶ ବିଷୟରେ ଥରେ ତାର ସାଙ୍ଗ ଗୌର ବକୁ କହିଥାଏ ଏଥର ଦୁଇ  ସାଙ୍ଗ ଚକ୍ରାନ୍ତ କରି ମୁକେଶକୁ ନେଇ ଗଲେ ବାଟରେ କେଉଁ କମି କିଣିବ ସେଇ ପୁଟକୁ ଦେଖାଇ ଦେଲେ ଜମି ମୁକେଶର ପସନ୍ଦ ହୋଇଗଲା ! ଏହାପରେ ହୋଟେଲରେ ଖିଆପିଆ କରିବା ପାଇଁ ତିନିଜଣ ଜାକ ବାଲିଗଲେ ! ଏକ ହୋଟେଲରେ ସୁରଜ ଗୌରବ ଓ ମୁକେଶ ମିଶି ମଦ ପିଇଲେ ! ଏହି ମଦ ଭିତରେ ମୁକେଶକୁ ନିଶ! ବଟିକ! ମିଶାଇ ମୁକେଶକୁ ପିଇଆଇ ବେଲେ ଏହାପରେ ମୁକେଶ ବେହୋଶ ହୋଇଯିବାରୁ ତାକୁ ନେଇ ସେହି ଜମି ନିକଟରେ ଯାଇଥିବା  ରେଲୱେ ଲାଇନ୍ ରେ  ସୁଆର ଦେଲେ ପରେ ସେମାନେ ଗୌରବ ତାଙ୍କ ଘରକୁ ଚାଲିଯାଇଥିଲା ଓ ସୁ ରଜ ଘରକୁ ଫେରିଆସିଥିଲା ! ସୁ ରଜ ଏକା ଫେରିଆସିବାରୁ ! ବାଙ୍କ ଘରଲୋକ ଆସି ପବାରିଥିଲେ ମୁକେଶ କୁଆଡ଼େ ଗଲା ହେଲେ ସୁ ରଜ କହିଥିଲା ! ଜମି ଦେଖାଇବ! ପରେ ତାପସନ୍ଦ ନହେବାରୁ ସେ ଆଗରୁ ଘରକୁ ଚାଲି ଆସି ଥଲ! ମୁଁକାମ ସାରି ଘରକୁ ଚାଲିଆସିଲି ସେ ଆଉ କୁଆଡ଼େ ଗଇ ତାହା ମୁଁ ଜାଣେ ନାହିଁ ! 
        ପର ଦିନ ସକାଳେ ରେଲୱେ ଲାଇନ ପାଖରୁ ଜଣେ ଲୋକର ଖଣ୍ଡବିଖଶ୍ଚିତ ଶବ ପଡ଼ିଥିବା ଖବର ଶୁଣି ମୁକେଶର ଘର ଲୋକ ଯାଇ ବେଖନ୍ତି  ତାହ! ମୁକେଶ ! ଏହାପରେ ମୁକେଶର ଭାଇ ଥାନାରେ ଖବର ଦେବାରୁ ପୋଲିସ ତଦନ୍ତ ଆରମ୍ଭ କଲା ! ପ୍ରଥମେ ସୁ ରଜ କିଛି ମାନି ନଥିଲା! ! ହେଲେ ଅଧିକା ପଚରାଉଚର! କରିବାରୁ ସୁ ରଜ ସଚୂ କଥ! ମାନି ଯାଇଥିଲା ! ଆଉ କହିଥିଲା ଯେ, ମୁକେଶ ତାଙ୍କ ଘରକୁ ଆସ୍ତିବାକୁ ସେ ଆଦୌ ପସନ୍ଦ କରୁନଥିଲା ! ତେଣୁମୁଁ ତାକୁ ରାସ୍ତାରୁ ହଟାଇବାକୁ ଟାହି ଯୋଜନାବଦ୍ଧ ଭାବେ ମାରିଦେଲି ! ଏହାପରେ ସୁରଜ ମାନିଥିଲା ଯେ, ତାହା ସହିତ ତାର ସାଙ୍ଗ ଗୌରବ ସହଯୋଗ କରିଥିଲା ସୁ ରଜଠାରୁ  ଗୌରବ କଥା ଶୁଣି ପୋଲିସ ଗୌରବକୁ ମଧ୍ୟ ଗିରଫ କରିଥିଲା! ପୋଲିସ ଦୁଇ ଅପରାଧାକୁ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଦ୍ଦେଲକୁ ପଠାଇ ବେଇଥିଲା ! କିଡୁ ଆଗରୁ ସୁ ରଜ ମୂକେଶକୁ ମାରିଦେଇଥିବା କଥା କହିଦେରଥିଲା କାରଣ ସୁ ରଜ ଜାଣିଥିଲା ଯେ, ତାର ପନ୍1ର ଅତୀତର ଭୁଲ୍ ପାଇଁ ଆଜିବି ମୁକେଶ ବ୍ଳକମେଲିଙ୍ଗ  କରୁଛି ତେଣୁ! ଏହ! ଜାଣିବା ପରେ ରାଜକୁମାରୀ  ନିଜ ପୁଅ, ଝିଅକୁ ନେଇ ସେଠାରୁ କେଉଁଆଡେ ଫେରାର ହୋଇଯାଇଥିଲେ

Saturday, 19 August 2017

ଜାଲ୍ ଯବାନ



ହ୍ୟା ଲୋ ଶାଲିନୀ! ହାଓ ଆର ୟୁ
 ଏକ ଅଜଣା ନମ୍ବର , ଏକ ଅପରିଚିତ କଣ୍ଠସ୍ଵର! ହଠାତ୍ ଶାଲିନୀ କିଛି ବୁଝିପାରିଲା ନାହିଁ! ଏକ କୋମଳ ଅଥଚ ବିସୟଭରା କଣ୍ଠରେ ପଚାରିଲା- ଏଳ୍ପତ୍ୟୁକ୍ ମି ! ମୁଁ ଆପଣଙ୍କୁ ଜାଣିପାରିଲିନି! ଦୟାକରି କହିବେକି ଆପଣ କିଏ
ସେପଟରୁ  ଦୀର୍ଘଶ୍ବାସ ଛାଡ଼ିବାର ଶକ ତାକୁ ଶୁଣାଗଲା ଆଉ ଗୋଟିଏ ଛୋଟିଆ ହସ ବି! ସେପଟର କଣ୍ଠସ୍ଵର କହିଲା- ମୋ ନାଁ ପ୍ରବଳ ପ୍ରତାପ ସିଂହ! ମୁଁ ଭା ରତୀୟ ସେନାବାହିନୀର କଣେ ଯବାନ! କାଶ୍ମୀର ରେ ମୋର ପୋଷ୍ଟି ! ଏବେ ଛୁଟିରେ ମୁଁ କିଛି ଦିନ ପାଇଁ ଗାଁକୁ ଆସିଛି
ଶାଲିନୀ ଓଠରେ ହସ ଫୁଟି ଉଠିଲା! କାଋଣ ସେ ଯବାନମାନଙ୍କୁ ଖୁବ୍ ଭଲ ପାଉଥିଲା! ସେ ଲାବୁଥିଲାଯବାନମାନେ ଜୀବନକୁ ବାଜି ଲଗେଇ ସୀମାରେ ପଇଁତାରା ମାରୁ ଛନ୍ତି  ବୋଲି କେଶର ଲୋକମାନେ ଶାନ୍ତି ରେ  ଶୋଇ ପାରୁ ଛନ୍ତି ! ସେଥିଲାଗି ଯବାନମାନଇଂ ପ୍ରତି ତାଭିତରେ ଅନେକ ସମାନ ଥିଲା ! ଆଉ ଯେତେବେଳେ ଜାଣିଲା ଅପରିଚିତ ହେଲେ ବି କଣେ ଯବାନ ତାସାଥିରେ  କଥ! ହେଊଛି, ସେତେବେଳେ ସେ ଚେଷ୍ଠାକରି ମଧ ନିଜ ଭିତରର ଆନନ୍ଦକୁ ରୋକିପାରିଲା ନାହିଁ! ସେହି ଆନନ୍ଦ ଛୋଟିଆ ହସଟିଏ ହୋଇ  ତାଓଠ ଉପରେ ଫୁଟି ଉଠିଲା!
ସେ ଅତ୍ୟନ୍ତ  ନମ୍ପ୍ରବାର ସହିତ କହିଲା- ମୁଁ ଖୁସି ଯେ, ଜଣେ ବାର ଯବାନ ମୋ ସହିତ କଥା ହେଉଛ! ହେଲେ ପ୍ରବଳଜି , ଆପଣ ମୋ ନସର କୋଊଠୁ ପାଇଲେ ଆଉ ମୋତେ କଣ କହିବାକୁ ଗହୁଁଛନ୍ତି  ବୋ ଲି ଯଦି  କହିବେ ତାହେଲେ ମୁଁ ସବୁଠୁ ବେଶି ଖୁସିହେବି
ଶାଲିନୀ! ତୁମେ ମୋତେ ଜାଣିନାହିଁ, ହେଲେ ମୁଁ ତୁମକୁ ଜ!ଣିଛି’- ପ୍ରବଳ କହିଲା!
 ଶାଲିନୀ ଉତ୍ତରବେଲା- ମୁଁ ତ ସେଇଆ  କହୁଛି ଯେ, ଆପଣ ମୋତେ ଜାଣିଲେ କେମିତି ?’ ପ୍ରବଳ କହିଲା- ଶାଲିନୀ! ମୁଁ ଚାହିଁଲେ ତୁମକୁ କିଛି ନା କିଛି ମିଛ ଉତ୍ତର ଦେଇପାରିବି ! ହେଲେ ମୁଁ ମିଛକୁ ଘୃଣା କଗେ!ଶାଲିନୀ କହିଲା- ଜଣେ ଯବାନ ତାହା ହି କରିବା ଉଚିତ! ମୁଁ ବି ମିଥ୍ୟାବାଦୀକୁ ଘୃଣାକରେ ! ତେଣୁ ମୁଁ ବାହେଁଆପଣ ମୋତେ ସତ୍ୟ ହିଁ କୁହନ୍ତୁ
ତୁମେ ଖରାପ ଭାବିବନି ତ! କଥାଦିଅମୋଠୁ ସତ୍ୟ ଶୁଣିବା ପଗେ ତୁମେ ମୋ ସହ ସମ୍ପର୍କ କାଟିଦ୍ଦେବନି ତା
ପ୍ରବଳ କଥା ଶୁଣି ଶାଲିନୀ ଖି ଲି ଖି ଲି ହେଇ ହସିଉଠିଲା! କହିଲା- ଆଗେ ମୁଁ ପବାନମାନଙ୍କୁ ଖୁବ୍ ସମାନ କରେ! ମୁଁ କଥାଦ୍ଦେଲିଆପଣ ସତ କୁହନ୍ତୁ  ! ନା ମୁଁ ଖରାପ ଭାବିବି ନା ମୁଁ ସମ୍ପର୍କ କାଟିବି !ପ୍ରବଳ କହିଲା- ତୁମେ କଲେଜ ଯିବା ବେଳେ  ମୁଁ ତୁମକୁ ଦ୍ଦେଖି ଲି ଶାଲିନ୍  ଆଉ ମୋତେ ଲାଗିଲା, ତୁମେ ଲଷେ ତାରା  ରେ ଏକମାତ୍ର ଜହ୍ନ
ପ୍ରବଳ କଥା ଶୁଣି ଖୁସିର ଲହରିଟେ  ଖେଳିଗଲା ଶାଲିନୀର ଓଠରେ! ସେ କିନ୍ତୁ ନିଜ ଭିତରର ଆବେଗକୁ ରୋକି ରଖି କହିଲା- ଥାଉ ଥାଉ, ଏତେ ପ୍ରଶଂସା କରନ୍ତୁ ନି ପ୍ରବଳଜୀ! ଏଥର କୁହନ୍ତୁ, ଣ ପାଇଁ ମୋତେ ଫୋନ୍ କଲେ! ମୁଁ ଆପଣଙ୍କ କି ସେବା କରିପାରିବି !ପ୍ରବଳ କହିଲା- ମୁଁ ସିଧାସଳଖ ପଏଣ୍ଟ   କୁ ଆସୁଛି ଶାଲିନୀ! ବୁଲେଇବଙ୍କେଇ  ର କହିବା ଆମ ଆର୍ମି    ବାଲାକୁ ଆସେନାହିଁ! ଦେଖୁଦେଖୁ ମୁଁ  ତୁମ ପ୍ରେମରେ ପଡ଼ିଗଲି ଶାଲିନୀ! ମୁଁ ତୁମକୁ ବିବାହ କରିବାକୁ ଚାହେଁ! ମୁଁ ଆଶା କରୁଛି, ତୁମେ ମୋ ପ୍ରସ୍ୱାବରେ ନିଶ୍ଚୟ ରାଜି ହେବ
         ଅଚାନକ ପ୍ରେମ ଆଉ ବିବାହର  ପ୍ରସ୍ତାବ    ଶାଲିନୀକୁ ଚୁପ   କରିଦେଲା! ସେ କିଭଳି ନିଜର ପ୍ରତିକ୍ରିୟା ପ୍ରକାଶକରିବ ସେକଥା ଚିନ୍ତ! କରିପାରିଲା ନାହିଁ ! ସେ ଗୋଟେ ଦୁଃଖ! ପରିବାରର ଝିଅ ! କେବେଠାରୁ ବାପା ମରିଯାଇଛନ୍ତି  ! ଦୁଇଭଉଣୀ ବିବାହ କରିଛନ୍ତି ! ସେ ବିବାହପୋଗ୍ୟ! ହୋଇଗଲାଣି! ତାତଳେ ଦୁଇଭଉଣୀ ଅଛନ୍ତି ! ପୁଣି ଭାଇ ତିନିଜଣ ଛୋଟଛୋଟ! କେବଳ ବାପୁ ନାମରେ ଜଣେ ଭଲ ମାତ୍ରିକ୍ ପଢୁଛି ! ବିଧବା ମା’! ଏକୁଟିଆ ସ୍ତ୍ରୀ  ଳୋକଟାଏ! ଖଟିଖଟି ତାର ଅଣ୍ଡ! ନଇଁଗଲାଣି! ତାର ବିବାହ ବୟସ ହୋଇଯାଇଥିବା ଜାଣି ବି ସେ ତାପାଇଁ ବଋପାତ୍ର ଖୋଜିପାରୁ  ନାହିଁ ! ଏପରିମ୍ନଳେ ମନକୁମନ ଏଭଳି ଗୋଟେ ପ୍ରସ୍ରାବ ଆସିବ! ଶାଲିନୀ ପାଇଁ ଥିଲା କଳ୍ପନା ଠୁ ଅନେକ ଦୂରରେ! ବରପାତ୍ର ପୁଣି ଜଣେ ଯବାନ, ଯେଉଁମାନଙ୍କୁ ସେ ଭଲପାଏ- ସମାନ ଦିଏ ଶାଲିନୀ ନାରଦ ରହି ଏମିତି ସବୁ ଭବୁଥିଲା ! ଅନ୍ୟପଟେ ପ୍ରବଳ ସିଂହ କିନ୍ତୁ କହିଚାଲୁଥିଲା- ତୁମେ ନୀରବ ରୁ ହନି ଶାଲିନୀ ! ମେ! ପ୍ରପାତରେ ରା ଜି ହେଇଯାଅ !ଶେଷରେ ଶାଲିନୀ କହିଲା- ପ୍ରବଳଜି ! ଏସବୁ କ୍ଷେତ୍ରରେ ମେ! ମାହିଁ କେବଳ ନିଷ୍ଠରି ନେଇପାରିବ ! ଭଲହେବ ଆପଣ ତାଙ୍କୁ ହିଁ କୁହନ୍ତୁ  ଏତିକି କହି ଶାଲିନୀ ଫୋନ୍ କାଟିଦେଲା ସତ, ହେଲେ ତାଭିତରେ ପ୍ରେମର ପାରିଜାତ ଫୁଟି ତାହା ର ବାସ୍ନା    ମହକି ସାରିଥିଲା ! ସେ ଆଶା କରୁ ଥିଲା!ସେ ସିନା ଫୋନ୍ କାଟିଦ୍ଦେଲାହେଲେ ପ୍ରବଳ ନିଶ୍ଚୟ ତାକୁ ଫୋନ୍ କରିବା ସେ ସତକୁସତ ପ୍ରବଳର ଫୋନ୍ କୂ ଅପେକ୍ଷା କଚୁଥିଲା ! ସାରାଦିନ ସେ ତାହାତରେ ଫୋନ୍ ଧରି ବୁଲିଲ! ! ଥରକୁଥର ଫୋନ୍ ଆସିବାକୁ ଅପେକ୍ଷୀକଲା ! କାହାର ବି ଫୋନ୍ ଆସିଲେ ସେ ଭାବୁଥିଲାସେଇଟା ପ୍ରବଳର ଫୋନ୍ ହେଇଥାନ୍ତା କି!

ରାତିରେ ସେ ସ୍ଵପ ଦେଖି ଲା! କେହିଜଣେ ତାପାଖକୁ ଆସୁଛି! ତାପାଖରେ ବସୁଛି! ସେ ତ!ମୁହଁ ଦେଖି ପାଚୁନାହିଁ ! ହେଲେ ସେଇ ଅଜଣା ବ୍ୟକ୍ତି  ଜଣକ ଆର୍ମି ପୋଷାକ ପିଷିଛନ୍ତି ! ତାନିଦ ଭାଫି ଯାଊଥିଲା! ସେ ଉଠି ଭାବୁଥିଲା ଯେ, ସ୍ଵପରେ  ଆସୁଥିବା! ଲୋକଜଣକ ହିଁ ପ୍ରବଳ ସିଂହ!
ତାପରଦିନ କଲେଜ ଯାରଥିଲା ଶାଲିନୀ! ହଠାତ୍ ବାଇକ୍ ଟାଏ  ତାଅତିପାଖରେ ଅଟକିଗଲା ! ଚମକି  ପଡ଼ିଲା ଶାଲିନୀ ! ରାଗିଯାଇ କହିଲା- ହେ ଲୋଫରଏମିତି କଣ ଗାଡ଼ିଚଲାନ୍ତି  !ବାଇକ୍ ଆରୋହ! ମୁଣ୍ଠରୁ  ହେଲମେଟ୍ - କାଢ଼ି କହିଲା- ଲୋଫର ନୁହେଁ ଶାଲିନୀଲଭର ! କେବଳ ପ୍ରେମିକମାନେ ହିଁ ଏମିତି ଗାଡି଼ଚଲାନ୍ତି
ଶାଲିନୀ ଜାଣିନେଲା ପେ, ଏଇ ହେଉଛି ପ୍ରବଳ! କାରଣ ତାସ୍ଵର ଶାଲିନୀର ମନେଥିଲା! ତେଣୁ ସେ ଲାଜେଇଯାଇ କହିଲା- ଆପଣ ପ୍ରବଳଜି  ନା ?’ ପ୍ରବଳ ହସିଦ୍ଦେଇ ମୁଣ୍ଡ ଟୁଙ୍ଗାରିଲେ  ପଚାରିଲା- ଆକି କଲେଜଯିବା ବନ୍ଦ କରିଦିଅ! ମୋ ଗାଡ଼ିରେ ବସା ଆମେ ପାର୍କରେ ବସି କଥାହେବା!ଶାଲିନୀ ମନା କରିପାରିଲାନି! ଆଗ୍ରହରେ ପ୍ରବଳ ଗାଡ଼ି ପଛରେ ବସିଗଲା! ତାକୁ ଲାଗୂଥିଲା, ସୌଭାଗ୍ୟ ଯେମିତି ତାହାତପାହାନ୍ତା କୁ ଖସି ଆସିଛି! ନ ହେଲେ ସେ ସ୍ଵପ ଦେଖୁଥିବା ରାଜକୁମାର ମନକୁମନ ତାନିକଟକୁ ଆସିଯାଇଥାନଟ  କିଭଳି!

ସେମାନେ ସାରାଦିନ ପାର୍କରେ ବିତାଇଳୋ ଶାଲିନୀ ପଚାରିଲା- ଏଥର କୁହ କେମିତି ମୋ ନମ୍ବର ପାଇଲ ?’ ପ୍ରବଳ କହିଲା- ଆରେ ଖୋଜିଲେ ସମୁଦ୍ରରୁ ମୋତି ମିଳିଯାଏ! ଆଉ ମୋ ଭଳି ପ୍ରେମିକକୁ ତୁମର  ମୋବାଇଲ୍ ନସର ମିଳିବନି!ଶାଲିନୀ ବୁସ୍ ରହିଲା! ଭାବିଲା- ପ୍ରବଳକୁ କଥାରେ ପାରିବିନି! ଦିନେ ଶାଲିନୀ କହିଲା- ଆଉ ଡେରିକରନି! ମୋ ମାପାଖକୁ ଯାଇ ମୋ ହାତ ମାଗିନିଅ !ପ୍ରବଳ କହିଲା- ଆରେ ଆଗ ସମ୍ପର୍କ ବଡ଼ୁ! ମଜଭୁତ ହେଉ! ତାପରେ ତୁମ ହାତ ମାଗିନେବିନି !ଶାଲିନୀ ଭାବିଲା- ଏକଥା ବି ଠିକ୍! ସମ୍ପର୍କ ବଢ଼ିଲା ! କଲେଜ ନୂହେଁଶାଲିନୀର ଅଧ୍ କାଂଶ ସମୟ ତିତିଲ! ପାର୍କରେ! ସେ ଯେମିତି ନିକର ସୁଖକୁ ମନଭରି ଉପଭୋଗ କରୁଥିଲା !
ପ୍ରେମ ଏକ ଅଶ୍ଚିତଳର ନିଆଁ! କଥ! ଆସି ପହଁଚିଲା  ଶାଲିନୀର ମାନିକଟରେ! ତ ଶାଲିନୀ ସବୁକଥା କହିଦେଲା ତାମାରାଣ! ସିଂହକୁ! ରାଣା ସିଂହ ବି ଦେଖି ଲେ- ଏଥିରେ  କୌଣସି ଅସୁବିଧା ନାହିଁ ! ପ୍ରବଳ କଣେ ସେନା ଯବାନ!
ତାଙ୍କୁ ତାହାହେଲେ ଶାଲିନୀ ସୁଖୀ ଜେବ! ସେ କଣ ପାଇଁ ଆପରି କରିବେ! ଏହାପରେ ଶାଲିନୀ ଘରର ଦ୍ବାର ବି ମୂକୁଳା ହେଇଗଲା ପ୍ରବଳ ଲାଗି! ସେମାନେ ଆଉ ପାର୍କରେ ଯାଇ ଚୁଫ୍ ଚାପ୍ ଦେଖାକଲେ ନାହିଁ ! ଏହା ପରିବର୍ଡୋ ସେମାନେ ଘରେ ମିଳାମିଶା କଲେ! ରାଣ! ସିଂହଙ୍କର କୌଣସି ଆପଭି ନ ଥିଲା! ପ୍ରବଳ ଅନେକ ସମୟରେ ରାତିରେ ବି ଶାଲିନୀ ଘରେ ଅତିବାହିତ କଲା! ସେମାନଙ୍କର ସମ୍ପର୍କ କେବଳ ପ୍ରେମ ସରରେ ନ ରହି ଦେହକୁ ରୁ ପାନ୍ତରିତ ହୋଇଗଲା! ଶାଲିନୀର ଏଥ୍ ନେଇ କୌଣସି ଆପଭି ନ ଥିଲା! ସେ ଭୀବୁଥିଲାଏ ଶରୀରର ମାଲିକ ତ ପ୍ରବଳ! ତାକୁ ସେ ବାରଣ କରିବ କଣପାଇଁ?
ସବୃକିଛି ଠିକଠାକ ଚାରିଥିଲା! ହଠାତ୍ ଦିନେ ସୁଲ୍ କୂ ଯାଇ ଫେରିଲାନାହିଁ ବାପୁ! ପ୍ରବଳ, ରାଣୀ, ଶାଲିନୀ ଅନେକ ଖୋଜାଖୋଢି କଲେ! ହେଲେ କେଉଁଠି ବି ମିଳିଲା ନାହିଁ ! ସପ୍ତାହକ ପରେ ଖବର ମିଳିଲା, ଫାଗୁକାବାଦ ଜିଲାର ପଜାରିଆ ଗ୍ରାମରେ ଗୋଟେ ପିଲାର ଦରପୋଡ଼ା ଶବ ପଡ଼ିଛି! ରାଣା ସିଂହ ଶବ ଚିଦ୍ମଟ କଲେ! ଥାନାରେ ମାମଲା ରୁ ଜୁ ହେଲା! ପୋଲିସ ଅପରାଧୀ ତଲାସ୍ ରେ  ରହିଲା! ନିଜକୁ ସାନ୍ତନା ବେଊଥିଲେ ରାଣୀ ସିଂହ ପରିବାରୀ ସମସ୍ତଙ୍କୁ 6ଧିର୍ଯ୍ଯ ଧରିବାକୁ ବୁଝାଉଥିଲା ପ୍ରବଳ!
ଦିନେନା ଦିନେ ଦାପୁର ଅପରାଧୀ ଧରାପଡ଼ିବ ବୋଲି କରି ସେ ସମସ୍ତଙ୍କୁ ସାନ୍ତନା ଦେଉଥିଲା! ଦୁଇମାସ ପରେ! ଦିନେ ଥାନାରୁ  ଡାକରା ଆସିଲା ରାଣୀ ସିଂହଙ୍କୁ! ରାଣୀ ସିଂହ ଝିଅ ଶାଲିନୀକୁ ଧରି ଯାଇ ଥାନାରେ ପହଞ୍ଲେ! ଥାନା ଅଧିକାରା ସେମାନଙ୍କୁ ଚମ୍ କେ ଇବେଇ କହିଲେ ଯେ, ଦୀପୁର ଅପରାଧୀ ଧରାପଡି଼ଛି! ଆଉ ତାନାଁ ହେଊଛି ପ୍ରବଳ ପ୍ରତାପ ସିଂହ! ପୋଲିସ କଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ରାଣୀ ସିଂହ କିମା ଶାଲିନୀ! ରାଣା ସିଂହ କହିଲେ- ଏକଥା କେମିତି ସମ୍ଭବ ପରେ ତାଙ୍କର କାଇଁ ହେବାକୁ ଯାଉଛି!ଶାଲିନୀ ବି କହିଲା- ମୋର ଭାବା ସ୍ୱାମୀକୁ ପୋଲିସ ଅପରାଧୀ ବୋଲି କହିପାରୁ ଛି କେମିତି ? ପ୍ରବଳ କଣ ପାଇଁ ତାର ହେବାକୁ ଯାରଥିବା ଶଳାକୁ ହତ୍ୟାକରିବା ଏସବୁ ମିଛ
ଶାଲିନୀ ବି କହିଦେଲା ଯେ, ପ୍ରବଳ ଜଣେ ସଡୋଟ ଦେଶପ୍ରେମୀ ଯବାନ! ଅନ୍ତତଃ ତାନାମରେ ଏମିତି କୁହ! ନ ଯାଉ ! ଶାଲିନୀ ଏବଂ ରାଣା ସିଂହଙ୍କ କଥା ଶୁଣି ଥାନାଧିକାରା ହସିଲେ! ଆଉ କହିଲେ- ପ୍ରବଳ ପ୍ରକୁତ ଯବାନ ନୁହେଁ, ଜାଲ୍ ଯବାନ! ସେ ନିଜକୁ ଯବାନ ବୋଲି କହି ଫସେଇ ଦେଇ ଛି! ଆଉ ସବୁଠୁ ଚମ୍ କେଇଦେବା କଥା ହେଉଛି ସେ ବିବାହିତା ତାର ଚାରିଟା ପିଲା ବି ଅଛନ୍ତି
 ଶାଲିନୀର ତଥାପି ବିଶ୍ବାସ ହେଉ ନ ଥିଲା ଏଥର ଆଗରୁ ଗିରଫ ହୋଇଥିବା ଗ ପ୍ରବଳକୁ ସାମ୍ନା କୁ ନେଇଆସିଲେ ଥାନାଧ୍ କାରି ତାଗାଲରେ କଷି ଦେଲେ  ଦୁଇଗରିଟା ଶକ ଚଟକଣା! ପୋଲିସ ମାଡ଼ରୁ  ବର୍ତି ବା ପାଇଁ ହାତ ଯୋଡ଼ି ସବୁକଥା ପୁଣିଥରେ କହିଲା ପ୍ରବଳା ସେ କହିଲା- ମୁଁ ଯବାନ ନୁହେଁ ! କେବଳ ଶାଲିନୀର ସୁନ୍ଦର ଦେହକୁ ଉପୟୋଗ କରିବା ପାଇଁ ସେ ଏଭଳି ନାଟକ  କରିଛି! ସେ ବାପୁକୁ ମାରି ନ ଥାନ୍ତା , ଯଦି ବାପୁ ତାବିଷୟରେ ସତ୍ୟାସତ୍ୟ ଯାଞ୍ଚ କରି ନ ଥାନ୍ତା   ପ୍ରବଳ କହିଲା- ଦିନେ ଶାଲିନୀ ସହିତ ଅସଂଯତ ଅବସାରେ ଥିବା  ବେଳେ ବାପୂ ଦ୍ଦେଖି ନେଲା ! ଆଉ ତାପରେ ତାର ଅସଲ ପରିଚୟ ମାଗିଲା ତାର ଆଇଜେଶ୍ଚିଟି ଦେ ଖି ବା କୁ କହିଲା ! ଏମିତିକି ସେ ପଢୁ ଥିବା  ସ୍ତୁଲ୍ ରେ ଯାଇ ସବୁକଥା ପ୍ରଘଟ କରିଦେବ ବୋଲି ଧମକ ଦେଲା! ଆଉ କିଛି ବିକଳ୍ପ  ନ ଥିଲା ତାନିକଟରେ! ସେ ତାର ସାଙ୍ଗ  ନଗେନ୍ଦ୍ର ସହିତ ମିଶି ତାକୁ ହତ୍ୟା କରିଦେଲା ପ୍ରବଳଠାରୁ ସବୁ ସତ ଶୁଣି ସାରିବା ବେଳକୁ କାଠ ପାଲଟି ପାଇଥିଲା ଶାଲିନୀ! ଭାବୁଥିଲା- ଆଉ କେହି ନୁହେଁ, ସେ ନିଜେ ହିଁ ତାଭାଇର ମୃତ୍ୟୁ ପାଇଁ ଦାୟୀ!

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...