Saturday 26 August 2017

ଅତୀତ ପ୍ରେମ ହେଲା କାଳ



କଲେଜ ଛୁଟି ହେବା ଖଣି ନିଜର ବହି ଧରି ପୂଜ! ଘରକୁ  ଯିବା ପାଇଁ କଲେଜ ଗେଟ୍ ପାଖରେ ପହଞ୍ଚଲା ! ତା କୁ ଲାଗିଲା ଯେମିତି କେହି ଜଣେ ତାର ପିଛା କରୁଛି ! ପୁଜ! ଧୀରେ  ସେ ମୁହଁ ପଛ କରି ଦେଖେ ତ ସେହି ଯୁବକ ଜଣକ ତାଆଡକୁ ଅନାଇ ମୁରୁକି  ହସ ମାରିଦେଲା ! ପୁଜା ସେହି ଯୁବକ କିଏ କେଉଁ ଲ୍ଲୀସରେ ପଢୁଛି
ତା ହାର କୌଣସି ବିଷୟରେ ତାକୁ ଜାଣି ନଥିଲା! ! କେବଳ କଲେଜେ  କ୍ୟା ମ୍ପସରେ ୩! ୪ଥର ତାକୁ ସେ ଦେଖୀ ଛି ! କାଳେ କଲେଜର କୌଣସି ଛାତ୍ର ହୋଇଥିବା  ତାକୁ   ଦେଖି ହସୁଛି ଭାବି ଯୁବକଟି ହସିବା ଦେଖି ଶିଷ୍ଟାବାର ଦୃଷ୍ଟି ରୁ ସେ ମଧ୍ୟ ଟିକେ ହସି ବେଲ! ପୂଜାର ହସିବା ଦେଖୁ ଯୁବକର ସାହସ ବଢ଼ିଗଲା ! ଯୁବକ ଜଣକ ପୂଜ! ନିକଟକୁ ଆସି କହିଲା - ମୁଁ ତୁମ ସହିତ ଗୋଟିଏ ଜରୁରୀ କଥା ହେବାକୁ ବାହୁଁଥ୍ଲି  ! ମୋତେ ଦୁଇ
ମିନିଟ୍ ସମୟ ଦେବେ!
               ପୂଜ! କହିଲା ତେବେ କଣ କହିବା ରେ ଅଛି ଏଇଠି କୁହକିନ୍ତୁ ଯୁବକ ଜଣକ କହିଲା ବାଟରେ କହିବ! ଠିକ୍ ହେବ ନାହି ! ବାଲ କଲେଜ ବାହାରେ ଥବା ରେସ୍ତେରୌ ଅଛି ସେଇଠି କହିବ! ହିଁ ଠିକ ହେବ ! ଏଇ ବାହାନାରେ ଚ!କପେ ବି  ପିଇ ହୋଇଯିବ ପୁଜ! ଭାବିଲା ହୁଏତ କଲେଜର କୌଣସି ଜରୁରୀ କଥ! କହିବା ପାଇଁ ଯୁବକ ଜଣକ ଚାହୁଁଛନ୍ତି  ! ତେବେ ଯୁବକଙ୍କ କଥାରେ ପୁଜା ନାହିଁ ମଧ୍ୟ କରିପାରି ନଥିଲା ! ସେ ଯୁବକଙ୍କ ସହିତ ରେପୌରାରେ ଯାଇ ଫ୍ୟା ମିଲି ସିଟ୍ ରେ ବସି ପଡି଼ଥିଲା ଯୁବକ ଜଣକଙ୍କ ମଧ୍ୟ ପୂଜା ପାଖ ସିଟ୍ ରେ  ବସି ପଡି ଚାଦୁଇ କପ ମଗାଇଥଲ! ! ହେଲେ ପୂଜା ଚାପିଇବ ନାହି ବୋଲି ମନା କରି ଥିଲେ ମଧ୍ୟ ମୁକେଶ ବାଧ୍ୟ କରିବାରୁ ପୂଜ! ଆଉ କିଛି କହି ନଥିଲା ! ଏହାପରେ ଦୁହେଁ କିଛି ସମୟ ପାଇଁ ଟୁଫ୍ ହୋଇ ବସିବାରୁ ପୁଜ! କିଛି
ସମୟ ପରେ  କହିଲ! ଆପ ଣ ପର! କଣ କହିବାକୁ ଚାହୁଁଥିଲେ ?ତେଚେ ଏମିତି ଚୁପ ବାପ କାହିଁକି ବସି ଲେ ? ମୁ ଆପଣଙ୍କୁ  କିଛି  ଥର କଲେଜରେ ଦେଖିଚି  ହେଲେ ଆପଣଙ୍କ ନାମ ମୁଁ ଜାଣିନାହିଁ କି ଆପଣ କୋଉ ଲ୍ଲାସରେ ପଢୁଛକି ତାହ! ମଧ୍ୟ ମୋତେ ଜଣାନାହି ବୋଲି ପୁଜ! କହିଲା

               ଯୁବକ ଜଣକ ଏଥର କହିବ! ଆରମ୍ଭ କରି କହିଲେ ମୋର ନାମ ଜିତେନ୍ଦ୍ର କୁମାର ଲୋକେ ମୋତେ ସ୍ଵେହରେ ସୁ ରଜ ବୋଲି କହିଥାନ୍ତି  ! ମେ! ଘର ହେଇଛି ବେବ୍ରୀ ରୋଡ଼ ସଦରରେ ଥବା ନ୍ଦେବନଗରୀରେ ମୁଁ ରହେ ! କେଉଁ ଲ୍ଲାସରେ ପତୁଛନ୍ତି  ମୋତେ ଲାଗୁଛି ଆପଣ ମୋର ସିନିୟର ବୋଧହୁଏ ! ଏହାପରେ ସୁ ରଜ କହିଲା ହଁ ମୋର ଗ୍ରାଚୂଏଶନ ସରିଲାପରେ ମୁଁ କଲେଜ ଛାଡ଼ି ସାରିଲିଣି ! ପୁଜ! ଟିକେ ଚମକି ପଡ଼ିଲା ତେବେ କଲେଜ
ସରିବା ପରେ ଆପଣ କଣ ପାଇଁ କଲେଜ ଆସୁଛଛି ବୋଲି ପୁଜ! ପ୍ରଶ୍ନ କଲା ସୁ ରଜକୁ ସୁରଜ କହିଲା ମୁଁଏବେ ବାକିରି ପାଇଁ କମିଟେଟିର୍ ପରୀକ୍ଷ! ପାଇଁ ପ୍ରସ୍ତୁତ ହେଉଛି ତେଣୁ କଲେଜର ଅଧ୍ୟାପକଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି ସେମାନେ ମୋତେ ଭଲ ପାଇଥାନ୍ତି  ! ତେଣୁ ସେମାନଙ୍କଠାରୁ କିଛି ଟିତ୍ସ ପା ଇପାରିବି ସେଥ୍ ପାଇଁ ସେମାନଙ୍କ ସହିତ ମିଶିବାକୁ ଆସିଥାଏ !
        ତୁମେ ମୋଠାରୁ ସବୁ କଥା ଶୁଣିଲ ହେଲେ ତୁମ ବିଷୟରେ କିଛି କହିଲ ନାହି ଯେ, ଏଥୟ୍ର ପୁଜା କହିଲା ମୋର ନାମ ପୂଜ! ମୁଁଗ୍ରାଜୁଏଶନ କରୁଛି ! ଏଥର ଆପଣ କୁହନ୍ତୁ ତ କାହିକି ମୋତେ ଏଠାକୁ ନେଇ ଆସିଛନ୍ତି
ସୁ ରଜ ନଜର ଏଥର ପୂଜା ଉପରେ ଲାଖୀ ଗଲା ! ବହୂ ଦିନ ହେବ ଚୂମକୁ କିଛି କହିବି ବୋଲି ଭାବି ଥଲି ହେଲେ ମୌକାପାଉ ନ ଥଲି ଯାହା ହେଉ ଭାଗ୍ୟକୁ ଆଜି ସେ ସୁଯୋଗ ମିଳିଗଲା ! ତୁମେ ସଚୂ ବେଳେ ଉଦାସ ରହୂନ୍ଥ ତୁମର ନା  କେହି ପ୍ରେଣ୍ଡସ୍ ଅଛନ୍ତି  ନା ତୁମେ କଲେଜ ଲାଇଫ୍ ଏନ୍ ଜଏ କରୁଛ ! ସବୁବେଳେ କିଛି ହଜାଇ
ଦେଲ! ଭଳି ଭଳି ଉଦ୍ଦାଶ  ଓ ଗୁମ୍ ସୁମ୍ ରହୂଛ ! ପୁଜା ସୁ ରକର ଏପରି କଥାରେ କହିଦେଲା ହଁ
ଏକେଲାପଣ ହି ଭାବିନିଅ ମୋର ସାଥୀ ବନିଯାରଛି ! ଭାଗ୍ୟରେ ଯାହା ଲେଖାଅଛି ତାହ! ହି ଭୋଗ କରିବାକୁ ପଡ଼ିବ !
          କିକୁ ଆପଣ ଏତେ କମ୍ ବୟସରେ ଏମିତି କି ଚିନ୍ତା ରହିଛି ଯେ, ଏତେଟା ଉଦାସିନ ରହିବା ଆଦୌ ଶୋଭାପାଏ ନାଁ! କଲେଜ ଲାରଫ୍କୁ ଏନ୍ କଏ କରି ସାଙ୍ଗ ସାଥୀଙ୍କ ସହିତ ମସ୍ତି  କରିବା ଉଚିତ ବୋଲି ସୁ ରଜ କହିଲା ! ଯେଉଁଠ୍ଲୋକ ଏକଲା  ରହିବା ତାର ଭାଗ୍ୟରେ  ଲେଖା ଅଛି ସେ ଏପରି ଜୀବନ ବିତାଇବା ହିଁ
ସାର ! ସୁ ରଜ କହିପକାଇଲା ତୁମେ କାହିକି ଏକାଲା ହେବ ଦେଖ ତୁମ ସହିତ ମୁଁ ଅଛି ନା କହି ପୁଜାର ହାତ ଧରି ପକାଲୋ ! ପୂଜା ସଙ୍ଗେ ସଙ୍ଗେନିକ ହାତକୁ ଟାଣି ନେରଥିଲା
       କଲେଜରେ ଏତେ ଝିଅ ଅଛନ୍ତି  ଆପଣ ସେମାନକୁ ନିଜର ପ୍ରେଣ୍ଡ ବନାଇ ପାରନ୍ତେ କିନ୍ତୁ ମେ! ପିଛା°କାହିଁକି ପଡି଼ଛକି’ ? ସୁ ରଜ କହିଲା କାରଣ ମୁଁ ତୁମକୁ ଭଲ ପାଏ ! କେବଳ ଭଲ ପାଏ ନାହିଁ ବିବାହ ମଧ୍ୟ କରି ନିଜର ଜୀବନ ସାଥ! କରିବାକୁ ବାହେଁକେବଳ ଏଠି  ପାଇଁ ତୁମର ସହମତି ଲୋଡୋ !
ପୁଜା ଚମକି ପଢ଼ି କହିଲା ! ଏସବୁ ମେ! ଭାଗ୍ୟ  ଲେଖା ନାହି ! ମେ! ଅତୀତକୁ ହୁଏତ ଆପଣ ଜାଣି ନାହାନ୍ତି  ! ମୁଁକଲେକରେ ପଡ଼ୁଛି ଆପଣ ଭାଚୂଛଛି ମୁଁଜଣେ  କୁମାରା ପ୍ରକୁତରେ ମୁଁ କୁମାରୀ ଝିଅ ନୁହେଁ ମୋର ବିବାହ ସରିଥିଲା! ! ମୋର ସ୍ଵାମୀ ଏବେ ମୋତେ ଛାଡି ଚାଲିଯାରଛନ୍ତି  ! କେବେଳ ସେତିକି ନୁହେଁ ମୁଁମଧ୍ୟ ଦୁଇଟି ପିଲାର ମା’ ! ଗୋଟିଏ ବିଧବା ଜୀବନ ମୁଁ ବିତାଉଛି ! ବିଧବା ହୋଇ ଆଉ ବେଦୀରେ ବସି କାହାକୁ ବାହାହେବାର
ଚିନ୍ତା କରିବା ମେ! ପାଇଁ ପାପ ! ମୁଁଯେମିତି ଅଛି ଠିକ୍ ଅଛି ! ଏତକ କହି ପୁଜା ସେଠାରୁ ଏକମୁହାଁ ହୋଇଚାଲିଆସିଲା ! ସୁ ରଜ ସେଠାରେ ବସି ରହି ପୁଜା ବିଷୟରେ ସେଇଠି ଭାବିବାକୁ ଲାଗିଲା

କାହାଣୀର ଅନ୍ତରାଳେ:

ଆଗ୍ରାର ଶାହାଗଞ୍ଜ ଥାନା ଅନ୍ତର୍ଗତ ସାରେ! କଟରାଠାରେ ପୂଅରାଜ ଶିବମ୍ ରେ ରହୁଥଲେ ! ତାଙ୍କ ପରିବାର କହିଲେ ପତ୍ନୀ  ରାଜକୁମାରୀ ଓ ପୁଅ ଶିବମ୍ ଓ ଝିଅ ପୂଜାକୁ ନେଇ ତାଙ୍କର ସଂସାର ପୁଜା ଘରର ବଡ଼ ଥିଲା ! କିକୁ ପୂଥରାଜ ଝିଅକୁ ଅଧିକା ପଢ଼ାଇବାକୁ ଆଜିକାଲି ଯୁଗରେ ଚାହୁଁ ନଥିଲେ ! ତେଣୁ ପୂଜା ଯେତେବେଳେ ଯୁକ୍ତ ଦୁଇ  ପାସ୍ କଲା ତାର ପାଠପଢ଼ା ବନ୍ଦ କରିଦ୍ଦେଇଥିଲେ ! ଏହାପରେ ପୁଜା ଘରେ ରହି ଘରକାମରେ ମାକୁ ସହଯୋଗ କରୁଥିଲା ! ପୁଜା ଦେଖୁବାକୁ ଖୁବ  ସୁନ୍ଦରୀ ଥିଲା ! ତେଣୁ ଝିଅକୁ ବେଶୀ  ବିନ ଘରେ ବସାଇ ରଖିବା ଠିକ  ହେବ ନାହିଁ ଭାବି  ପୂଥରାଜ ଓ ରାଜକୁମାର! ଝଅ ପାଇ ବର ପାତ୍ର ଖୋଜିବା ଆରମ୍ଭ କରିଦେଇଥି ଲେ ! ଖୁବ୍ ଶୀଘ୍ର ପୁଜ! ପାଇଁ ବର ପାତ୍ର ମଧ୍ୟ ଯୋଗାଡ ହୋଇଗଲା ! ଏହ୍ନ!ବ!ଦ୍ ନିବାସି  ବାବୁ ରାମଙ୍କ ପୁଅ ବିଜୟ ! ସେ ଜଣେ ଇଲେକ୍ଦ୍ରୋନିକ୍ ମେକାନିକ୍ ଥିଲା ତେଣୁ ପୁଜା ପାଇଁ ବିଜୟ ଯୋଗ୍ୟ ବର ଭାବି ପିତାମାତା ପୂଜାର ବିବାହ କରିଦେଲେ ! ବିବାହ ପରେ ପୂଜା ତାର ଶାଶୁ ଘରକୁ ଚାଲିଗଲା ସେଠାରେ ପୁଜା ଜଣେ ସୁଗୃହିଣୀ ବନି ଗଲା ! ପୁଜାର ବିଦାୟ ହେବା ପରେ ପରେ ପ୍ରଥରାଜ ରୋଗରେ ପଡ଼ିଲେ କିଛି ଦିନ ଭିତରେ ପୂଜ! ର ବାପ! ପୂମ୍ପର!ଜ ସେପାରିକୁ ଚାଲିଗଲେ ଏଣେ ରାଜକୁମାରୀ ଘରେ ପୁଅ ସହିତ ଏକା ହୋଇଗଲେ ! ତାଙ୍କ ପୁଅ ସେତେବେଳେ ଯୁକ୍ତ ଦୁଇ  ପଡୁଥାଏ ପୁଅର ପାଠରେ ଡୋରି ବାନ୍ଦିବାକୁ ରାଜକୁମାରୀ ଟାହୁଁନଥିଲେ ! ସେ ଏଥର ଘରୁ ପଦାକୁ ଗୋଡ କାଢ଼ି ସ୍ଥାନୀୟ ସ୍କୁଲରେ ଆୟ! ଚାକିରି ପାଇଗଲେ ଏବଂ ନିଜେ ଚଳିବ! ସହିତ ପୁଅକୁ ତୁଃଖେସୁଖେ ଚଳାଇଲେ ! ୟାଭିତରେ ପୂଜ! ଦୁଇଟି ସନ୍ତାନର ମାହୋଇଯାଇଥିଲା ହେଲେ ଭାଗ୍ୟର ବିଡମ୍ବନା  ଯୋଗୁଁ ବିଜୟକୁ ମଧ୍ୟ ଅସାଧ୍ୟ ବେମାରୀ ଗ୍ରାସ୍ କରିଥିଲା ପରିବାରବର୍ଗ  ଯେତେ ଡାକ୍ତର ଚିକିତ୍ସା, ଗୁଣି ଗାରେଡି, ପୁଜା ଅର୍ଚ୍ଚନ! କଲେ ମଧ୍ୟ କିଛି ଫରକ ପଡ଼ିଲା ନାହି ! ଶେଷରେ ଦିନେ ବିଜୟ ସମସ୍ତକୁ କନ୍ଦାଇ ଦେଇ ପୂଜାକୁ ଏକ! କରି ଆରପାରିକୁ ଚାଲିଗଲେ ! ଏହାପରେ ପୁଜ! ଉପରେ ଶାଶୁଙ୍କର ଗଞ୍ଜଣା ଆରମ୍ଭ ହୋଇଗଲା ! 
        ସେ ପୂଜାକୁ ଅଇକ୍ଷଣି, କହିଲେ ପୂଜା ବାପ ଘରେ ତାର ଚାପାକୁ ଖାଇଲା ଶାଶୁ ଘରେ ସ୍ୱାମୀକୁ ଖାଇଲା ତେଣୁ ପୂଜା ସମସ୍ତଙ୍କ ପାଇଁ ଅଶୁଭ ! ସେ ଯବି ଏଠାରେ ରହେ ତେବେ ଆହୁରି କଣ ଅଶୁଭ ଘଟିବ ତେଣୁ ସେଠାରୁ ବାହାର କରିବାକୁ ଚାହୁଁଅଲେ ! ସୁ ଚୂବେଳେ ଗଞ୍ଜନା  ଶାଶୁଙ୍କଠାରୁ ଶୁଣି ପୁଜା ଭାବିଲ! ଏଠାରେ ଆଉ ରହି ହବ ନାହି, ତେଣୁ ନିଜେ ହି ଦିନେ ଶାଶୁକୁ କହିଲା ମୁଁ ଆଉ ଏଘରେ  ରହିପାରିବି ନାହି ! ମୁଁ ମୋ ବାପଘରକୁ ଚାଲିଯାଇଛି ! ଏଥର ଶାଶୂକହିଲେ ମୁଁ ତ ସେୟା ଚାହୁଁଥିଲି ତୁ  ଯେତେ ଶୀଘ୍ର ମେ! ଘରୁ ପଳା ଓ ସାଙ୍ଗରେ ଯେଉଁ ଜିନିଷ ପତ୍ର ଯୌତୁକଆଣି ଥିଲୁ ତାହ! ନେଇ ଯା’ ! ପୁଜା କହିଲା ମୁଁ ଯାହ! ପାଇଁ ଜିନିଷ ଆଣିଅଲି ସେତ ରହିଲେ ନାହିଁ ଆର ଏ ଜିନିଷ ମୋର କଣ ହେବ ? ମୁଁ କେବଳ ମେ! ପୁଅ ଦୂଇଟିକୁ ନେଇ ଏଠାରୁ ଖାଲି ହାତରେ ଯିବି ? ଏଥର ଶାଶୁ କହିଲେ ତୁକଣ ଏ ଛୁଅ! ଚୂହିଁକୁ ଆସିଲା ବେଳେ ଘରୁ ଆଣିଥିଲୁ ଏ ପିଲା ମେ! ପୁଅର ଶେଷ ସନ୍ତକ ମୁଁ ସେମାନକୁ ଛାଡ଼ିବି ନାହିଁ! ଏଥର ଛାତିରେ ପଥର ରଖି  ପୁଜା ତାଙ୍କ  ଘରକୁ ଆସିବାକୁ ପଡ଼ିଲା
          ଘରେ ଦୁଇ ଦୁଇ ଜଣ ବିଧବା ! ମ!ବିଧବାକୁ ଝିଅ ବି ବିଧବା ! ଝିଅର ଏକଲା ପଣ ରାଜକୁମାରୀକୁ ଖାଇଗଲା ! ପୂଜା ସବୁବେଳେ ଗୂମ୍ ସୁମ୍ ରହୁଥାଏ ! ତାମୁହଁରୁହସ କେଉଁଆଡେ ଉଭେଇଯ!ଇଥାଏ ! ପୂଜା ଘରକୁ ଆସିଥବାର ଶୁଣି ମୁକେଶ ଆସି ପହଁଥିଲା ! ମୁକେଶକୁ ଦେଖି କେଉଁ ଗ୍ରୀଷ୍ଠର ରୌ ଦ୍ର୍ୟତାପରେ ଶୁଖିଲା ଘାସଗୁଡି଼କ ଯେପରି ହଠାତ୍ ବର୍ଷ! ଟିକେ ପାଇଲେ କଅଁଳି ଉଠିଥାନ୍ତି  ! ଠିକ୍ ସେହିପରି ପୂଜା ଜୀବନରେ ହୋଇଥି ଲା ! ମୁକେଶକୁ ଦେଖି ପୁଜା  ମୁହଁରେ କେନାଏ ହସ ଖେଳି ଯାଇଥିଲା ! ମୁକେଶ ହେଉଛି ପୁଜାର ପିଲ! ଦିନର ସାଥୀ ସେମାନେ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠପଢୁଥିଲେ ! ଏକାଠି ବଡ଼ ମଧ୍ୟ ହୋଇଛନ୍ତି
ପୁଜାର ବିଧବା ହେବା ଖରବ ମୁକେଶ ଶୁଣି ସେବି ଭାନଜି  ପଡ଼ିଛି ! ତଥାପି ଦୁଇ ସାଙ୍ଗ କିଛି ସମୟ କଥ! ହେଲା ପରେ ପୁଜା, ମନରେ ଟିକେ ଖୁସି ଫେରିଆସିଛି

         ଏମିତି କିଛିଦିନ ଗପସପରେ ଚାଲିଲା ପରେ ମୁକେଶ ଦିନେ ପୂଜାକୁ କହିଲ! ପୁଜା, ଏମିତି ଗୁମ୍ସୁମ୍ ଆଉ କେତେ ଦିନ କଟାଚୂ ଏବେ ତୁ ଗୋଟେ କାମ କର ତୁ ଆଉ ଥରେ କଲେକରେ ନାମ ଲେଖାଇ ଦେ, ଏହାଫଳରେ ତୋର ସାଙ୍ଗସାଥୀଙ୍କ ସହିତ ମିଶିବା ଫଳରେ ଏକଲାପଣ ଦୂର ହେବା ସହିତ ଘରେ ପାଠପଢ଼ାରେ ଦିନ କଟିଯିବ ! ମୁକେଶର କଥା ପୂଜା ମନକୁ ପାଇଲା ସେ କଲେକରେ ଗ୍ରାକୁଏଶନ ପାଇଁ କାମ ଲେଖାଇ ଦେଲ! ! ପୁଜାର ବିବାହ ହେବା ପରେ ପରେ ମୁକେଶ ସରୋଜ ନାମକ ଝିଅକୁ ବିବାହ କରିସାରିଥିଲା ଏବଂ ତା ଗୋଟିଏ ପୁଅ ମଧ୍ୟ ହୋଇସାରିଥିଲା ! ପ୍ରାୟେ ପୁଜ! ଘରକୁ ମୁକେଶ ସବୁଦିନେ ଆସିବାକୁ ଆରମ୍ଭ କଲା ଦିନେ ପୁଜ! ଗୁମ୍ ସୁମ୍ ହୋଇବସିଥାଏ ! ମୁକେଶ କହିଲା ପୁଜ! ଆମେ ଦୁହେଁ ପିଲାଟି ଦିନ ରୁ ଦୁଇ  ସାଙ୍ଗ ଥିଲେ କେବଳ ସାଙ୍ଗ ନଥଲୁ ଭଲ ମଧ୍ୟ ପାଉଥଲୁ ଯଦ ସେତେବେଳେ ତୁମ ବାପା ମେ! ସହିତ ତୋର ବାହ! ଘର କରିବେକଥାନ୍ତେ ହୁଏତ ଆଜି ତୋତେ ଏ ଦିନ ଦେଖି ବାକୁ ପଡ଼ି ନଥାନ୍ତା ! ପୂଜା କହିଲା ମୁଁ କଣ ବା କରିପାରିଥାନ୍ତି  ବାପାମାଆଙ୍କ କଥାରେକଣ ବାହାରକୁଯାଇ ମନ! କିରିପାରିଥାନ୍ତି ! ଏବେ ମୁଁତେ! ପାଇଁ ଭାବିଲେ ବି କିଛି କରିପାରୁନି କାରଣ ମୁଁ ଏବେ ବିବାହ  କରିସାରିଛି ! ତେବେ ଯାହାହେଉ ଗୋଟେ ସାଙ୍ଗ ହିସାବରେ ମୁଁ ତେତେ ସବୁ ଖୁସି ଦେବି ! ଏହ! କହି ପୂଜାକୁ ନିଜ ଆଡକୁ ଟାଣି ନେଲା ! ପୁଜ! ତାର ସ୍ୱାମୀଙ୍କ  ମୃତ୍ୟୁ ପରେ ଏହ! ଥିଲା ଜଣେ ପୁରୁଷର ଦ୍ଵିତୀୟ ସର୍ଶ !ନ ଚାହୁଁ  ଥିଲେ ବି  କିଛି କହିପାରିଲା ନାହି! ତଥାପି ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲା ! ହେଲେ ମୁକେଶ କହିଲ! ପୁଜ! ତୁ ଆଉ କିଛି ଭାବ ନାହିଁ ଯାହା ହବ! କଥ! ଆଜି ହୋରଯାଉ ହେଲେ ତେ! ଦେହର ଭୋକକୁ ତୁ କେତେ ଦିନ ଚାପିରଖି ପାରିଚୂ ! ଏଥର ପୁଜ! ଆଉ କିଛି ଭାଚିପାରି ନ ଥିଲା ଶରୀରର ଲୋଭ କୁ ସମ୍ଭାଳି ପାରି ନଥିଲା ନିଜକୁ ମୁକେଶ ପାଖରେ ସମର୍ଷି ଦ୍ଦେଇଥିଲା ! ନିଜ ବେହର କ୍ଷଧା   କୁ ମେଣ୍ଟାଇବା ପରେ ପୁଜ! ଏଥର ପ୍ରାୟ ଖୁସିରେ ରହୂଥି ଲ!
      ଏହାପରେ ପୂଜା  ଘରକୁ ମୁକେଶ ଆସୁ ଥିଲା  ଓ ସମୟ ସୁବିଧା ଦେଖି ପୁଜ! ସହିତ ମିଶୁଥଲ!
ସାହିପଡିଶ! ଜାଣିଲେ, ଶେଷରେ ମୁକେଶର ପତ୍ନୀ  ସରୋଜ କାନରେ ଏକ କଥା ପଡ଼ିଲା ! ସେ ସ୍ୱାମୀକୁ ତାଗିବ୍ କଲା ! କିକୁ ମୁକେଶ ସହଜରେ ମାନିଲା ନାହିଁ! ମୁକେଶ କହିଲ! ପୁଜାର ଏକଲାପଣ ଦେଖୁ ମୁଁ ଟିକେ ଗପସପ କରୁଛି ତାମାନେ କଣ କିଛି ଖରାପ କରୁଛି ! ସରୋଜ କହିଲା କାହାର  ଏକଲାପଣ ଦୁର କରିବା ପାହୁଁ ଘରର^କବାଟ ବନ୍ଦ କରବାର କିଛି  ପ୍ରୟୋଜନ ନାହ ! ସରୋଜ ଚ୍ଚାଣଲ! ଏମତ ତାର ସ୍ଵାମୀ ମାନିବ ନାହି ! ତେଣୁ ସରୋଜ ରାଜକୁମାରୀକ ଘରକୁ ଯାଇ କହିଲ! ମାଉସୀ ! ମୁଁଜାଣୁଛି ପୁଜାର ସ୍ଵୀମା ମଲା ପରେ
ତାଉପରେ କି ପାହାଡ଼ ତୁଟିଥବ ! ହୁଏତ ମୁକେଶ ପୁଜାର ପିଲ! ଦିନର ସାଙ୍ଗ ସେମାନେ ଭଲରେ ଦିପଦ କଥ! ହୁଅନ୍ତୁ ପଛେ ହେଲେ ସାହିପଡି଼ଶା କଣ ତାହା ବେଖି ସହି ପାରିବେ ସେମାନେ ତ ସଜମାଛରେ ପୋକ ପକାଇଦ୍ଦେବେ ! ତେବେ ତୁମେ ଏଥର ମୁକେଶକୁ ତୁମ ଘରକୁ ଆସିବାକୁ ମନା କରିଦିଅ ! ରାଜକୁମାରୀ ସଗୋଜକୁ ସିନା ମନା କରିଦେବେ କହିଲେ ହେଲେ ସେ ମାନେ  ମନେ ମୁକେଶର ଘରକୁ ଆସିବାକୁ ମୌନ ସଂମତି  କଣାଉଥିଲେ କାରଣ ମୁକେଶ ହି ଥିଲା ପୂଜାର ଏକମାତ୍ର ଶେଷ ସାହାରା ତେଣୁ ତାକୁ ମଧ୍ୟ ରାଜକୁମାର!
ହାତଛାଡ଼ କରିବାକୁ ଚାହୁଁନଥିଲେ

           ଏଣେ ସୁ ରକ ପୁଜା ବିଷୟରେ ରାତି ସାରା ଭାବିଛି ! ଦୁଇ ଦୁଇଟି ଛୁଆର ମାହୋଇ ମଧ୍ଯ ପୁଜା ସେମିତି କଣେ କୁମାରୀ ଝିଅ ପରି ଦେଖାଯାଉଛି ! ତେବେ ମୁଁ ତ ପୂଜାକୁ ଭଲ ପାଇବାବେଳେ ସେତେବେଳେ ଭାବି ନଥ୍ ଲି ଯେ, ପୂଜା କଣେ ବିଧବା ବୋଲି ତେବେ ଏବେ କଣ ପାଇଁ ତାବିଷୟରେ ଏମିତି ଭାବୁଛି ! ସେ ତ ଏବେ ବି
ପବିତ୍ର ! କାରଣ ତାସବୁକଥା ତ ମୋତେ ସେ କହିସାରିଛି ! ତେବେ ପୁଜା କଣ ପାଇଁ ବିଧବା ଜୀବନ କଟାଇବ ମୁଁତାକୁ ଭଲ ପାଇଛି ମୁଁ ତାକୁ ସାହାରା ଦେବୀ, ମୁଁ ତାର ଶୂନ୍ୟ ମଥାକୁ ପୁଣି ଥରେ ବିଜେରେ ଭରି ଦେବି ! ଏଥର ଶାନ୍ତି ରେ ସୁ ରଜ ଶୋଇପଡ଼ିଥିଲା
           ସକାଳ ହେବାରୁ କଲେଜ ଗେଟ୍ ପାଖରେ ପୁଣି ଥରେ ଯାଇ ଠିଅ! ହେଲା ! ପୂଜାର ଲ୍ଲାସ ସରିଲା ! ଆଜି ବି ସୁ ରଜ ଅପେକ୍ଷା କରିଥିବା ଦେଖି ପୁଜା ଆଶ୍ଚର୍ଯ୍ୟ ହୋଇଗଲା କାଲି ପର! ମୁଁତୁମକୁସବୁ  କଥ! କହିସାରିଥଲି ! ତେବେ ଆଜି କଣ ପାଇଁ ! ମୁଁ ନିଷ୍ପତି କରି ସାରିଛି ! ପୂଜା ମୁଁ ଯବି ବାହ! ହେବି ସେ ହେଉଛ ତୁମେ ! ପୁଜା ମନରେ ଟିକେ ପୁଲକ ସୃଷ୍ଟି ହେଲା ! ସେ ଭାବିଲା ଯାହ! ହେଉ ତେବେ ମୁଁଦୂଇଟି ସନ୍ତାନ ମାଅ! ହୋଇ କଣେ ବିଧବା ହୋଇଥିଲେ ମଧ୍ୟ ସେ! ଭିତରେ ସେମିତି କିଛି ଅଛି, ଯାହାଫଳରେ ସୁ ରଜ ମୋର ଶୂନ୍ୟ କପାଳ କରିବାକୁ ଚାହୁଁଛଛି ! ମୁକେଶ ସିନା କ୍ଷଣିକ ପାଇଁ ଦେହର ଭୋକକୁ ମୋର ମେଣ୍ଟାଇ ଦେବ ହେଲେ ମୋର ଶୂନ୍ୟ ମଥାକୁ କିଏ ପୂରଣ କରିବ
କିଏ ହେବ ମୋର ସାର! ଜୀବନର ସାଥ! ! ଏ ସୁଯୋଗକୁ ହାତ ଛାଡ଼ କରିବାକୁ  ପୁଜା ବାହୁଁନଥିଲା ! ସେ କହିଲା ତୁମେ ସିନା ମୋତେ ଢୁପକୀ କରିବାକୁ ଇଛା କରୁଛ ହେଲେ ଏ ପ୍ରସ୍ତାବରେ ଡୁମ ଘର ଲୋକ ରାଜି ହେବେ ନାହି ! ଏଥର ସୁ ରଜ କହିଲା ମୁଁମୋ ଘରେ ନିଶ୍ଚୟ କହିବି ! ପୁଜା କହିଲା ତେବେ ତୁମେ ଏ ବିଷୟରେ ମୋ ମାଙ୍କ ସହିତ କଥା ହୁଅ

ସକାଳ ହେଲା ସୁ ରଜ ପୂଜା ପରେ ଯାଇ ପହଞ୍ଚ ଗଲା ! ପୂଜା ସୁ ରଜର ତାମାଆ ରାଜକୁମାରୀ ସହିତ ପରିଚୟ କରାଇଦେଇ! ! ରାଜକୁମାର! ମଧ୍ୟ ଝିଅର ଘର ବସିବାକୁ ଯାଉଛି ସେ ମନ! କରିପାରି ନଥିଲେ ! ସୁରଜ ତାକ ଘରକୁ ଯାଇ ପୁଜା କଥ! କହିଥିଲା ପୂବା ଯେ, ବିଧବା ଓ ଦୁଇ ଦୁଇଟି ଛୁଆର ମାତାକୁ ବୋହୂ କରିବାକୁ ସିଧା ସିଧା ମନା କରିଦେଲେ ସୁ ରକର ପିତାମାତା ! ଏହାପରେ ଏ କଥ! ପୂଜାକୁ ଆସି ସୁ ରଜ ଜଣାଇଲା ପୂଜା କହିଲ! ପ୍ରେମ ବିବାହରେ ଏପରି ହୁଏ ! ତୁମେ ଆଗେ ମୋତେ ବାହ! ହୋଇପଡ଼ ତାପରେ ସବୁଠିକ ହୋଇଯିବ ! ତେବେ ତୁମେ  ମୋତେ କେବେ ବିବାହ କରିବ ସୁ ରଜ କହିଲା ଚାକିରି କରି ସାରିବା ପରେ କେବେ ତୁମେ ବାକିରି କରିବ କେବେ ଆମର ବାହାଘର ହେବ ? ଏବେ କାହିକି ବାହାଘର ନ ବେହ ? ଆଗେ ବାହାଘର ହୋଇଯାଉ  ପରେ ଚାକିରି କଲେ ଚଳିବ ? ଏଥର ସୁ ରଜ କହିଲା ଏମିତି ବାହ! ହୋଇପଡ଼ିଲେ ଆମେ ରହିବା କେଉଁଠି ? ପୁଜା କହିଲ! ଆମ ଘରେ ! ପୁଜା କଥାରେ ସୁ ରଜ ରାଜି  ହୋଇଗଲା ! ସୁ ରଜ ଓ ପୁଜା ଜୋଟ ମ୍ୟାରେଜ କରନେଲେ ! ରାଜକୁମାର! ଓଭାଇ ଲାଇ ଶୁଇମ୍ ମଧ୍ୟ ଏ ବାହାଘରକୁ ସମ୍ପତି ବେଇଥଲେ !


       ବିବାହ ପରେ ଏଥର ସରୋଜ ଘରଦ୍ଵାଇଁ ହୋଇ ଶ୍ଵଶୁର ଘରେ ରହିଥିଲା ! ପୁଜାର ବିବାହରେ ମୁକେଶ ଖୁସି ନଥିଲେ ମଧ୍ୟ ପୁଜାର ସାରା ଜୀବନ ପାଇଁ ଜଣେ ସାହାରା ମିଳିଗଲା ତେଣୁ କିଛି କହିପାରୁନ ଥିଲା ହେଲେ ମନେ ମନେ ସେ ଆଦୌ ଖୁସି ନଥିଲା ! ପୁଜାର ବିବାହ ପରେ ମଧ୍ୟ ମୁକେଶ ତାଙ୍କ ଘରକୁ ଯିବା ଆସିବା କରୁ ଥିଲା ! ମୁକେଶଇ ଆସିବାକୁ ସୁ ରକ ପସନ୍ଦ କରୁନ ଥଲେ ମଧ୍ୟ ଶ୍ୱଶୁର ଘର ପଇସାରେ ଚକୁଥିବାରୁ କିଛି କହିପାରୁ ନଥିଲା ପୂଜା ମଧ୍ୟ ମୁକେଶ ତାଙ୍କ ଘରକୁ ଆସୁତାହ! ବାହୁଁ ନ ଥିଲା ! ହେଲେ କାଳେ ତାର ଅତୀତ କଥାକୁ ତାର ସ୍ଵାମୀ ଆଗରେ ପ୍ରକାଶ କରିଦେବ ସେହି ଡରରେ ଏଣୁତେଣୁ କହି ମୁକେଶକୁ ବିଭିନ୍ନ ବାହାନ କରି ତାଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିଲା
         କିଛିଦିନ ପରେ ସୁରଜ ରେଲୱେ ରେ ସରକାରୀ ବାକିରି ପାଇଗଲା ! ଏଥର ସେମୁକେଶକୁ ବାଙ୍କ ଘରକୁ ଆସିବାକୁ ବାରଣ କଲା ! ହେଲେ ମୁକେଶ ଏକଥା ମାନୂ ନଥିଲା ମନ! କଲେ ପରେ ମଧ୍ୟ ମୁକେଶ ତାଙ୍କ ଘରକୁ ଆସୁ ଥବା ଦେଖୁ ! ସୁ ରକ ସହିପାରି ନଥିଲା ! ମୁକେଶ ଆସିଲେ ତାଙ୍କ ଦାମ୍ପତ୍ଯ ଜୀବନରେ କଣ୍ଟା ଲାଗିପାରେ ! ଏହି ଆଶ! ନେଇ ସୁ ରଜ ଏଥର ତାରାସ୍ତାରୁ  ତାକୁ ହଟାଇବାକୁ ବେଷ୍ଟ! କଲା! ମୁକେଶର କମିକିଣିବାର ଥିଲା ! କମି କିଣାଇଦେବ ଏହି ବାହାନାରେ ଦିନେ ସୁରଜ  ମୁକେଶକୁ ଡାକି ନେଇ ଗଲା ! ସୁ ରକ ମୁକେଶ ବିଷୟରେ ଥରେ ତାର ସାଙ୍ଗ ଗୌର ବକୁ କହିଥାଏ ଏଥର ଦୁଇ  ସାଙ୍ଗ ଚକ୍ରାନ୍ତ କରି ମୁକେଶକୁ ନେଇ ଗଲେ ବାଟରେ କେଉଁ କମି କିଣିବ ସେଇ ପୁଟକୁ ଦେଖାଇ ଦେଲେ ଜମି ମୁକେଶର ପସନ୍ଦ ହୋଇଗଲା ! ଏହାପରେ ହୋଟେଲରେ ଖିଆପିଆ କରିବା ପାଇଁ ତିନିଜଣ ଜାକ ବାଲିଗଲେ ! ଏକ ହୋଟେଲରେ ସୁରଜ ଗୌରବ ଓ ମୁକେଶ ମିଶି ମଦ ପିଇଲେ ! ଏହି ମଦ ଭିତରେ ମୁକେଶକୁ ନିଶ! ବଟିକ! ମିଶାଇ ମୁକେଶକୁ ପିଇଆଇ ବେଲେ ଏହାପରେ ମୁକେଶ ବେହୋଶ ହୋଇଯିବାରୁ ତାକୁ ନେଇ ସେହି ଜମି ନିକଟରେ ଯାଇଥିବା  ରେଲୱେ ଲାଇନ୍ ରେ  ସୁଆର ଦେଲେ ପରେ ସେମାନେ ଗୌରବ ତାଙ୍କ ଘରକୁ ଚାଲିଯାଇଥିଲା ଓ ସୁ ରଜ ଘରକୁ ଫେରିଆସିଥିଲା ! ସୁ ରଜ ଏକା ଫେରିଆସିବାରୁ ! ବାଙ୍କ ଘରଲୋକ ଆସି ପବାରିଥିଲେ ମୁକେଶ କୁଆଡ଼େ ଗଲା ହେଲେ ସୁ ରଜ କହିଥିଲା ! ଜମି ଦେଖାଇବ! ପରେ ତାପସନ୍ଦ ନହେବାରୁ ସେ ଆଗରୁ ଘରକୁ ଚାଲି ଆସି ଥଲ! ମୁଁକାମ ସାରି ଘରକୁ ଚାଲିଆସିଲି ସେ ଆଉ କୁଆଡ଼େ ଗଇ ତାହା ମୁଁ ଜାଣେ ନାହିଁ ! 
        ପର ଦିନ ସକାଳେ ରେଲୱେ ଲାଇନ ପାଖରୁ ଜଣେ ଲୋକର ଖଣ୍ଡବିଖଶ୍ଚିତ ଶବ ପଡ଼ିଥିବା ଖବର ଶୁଣି ମୁକେଶର ଘର ଲୋକ ଯାଇ ବେଖନ୍ତି  ତାହ! ମୁକେଶ ! ଏହାପରେ ମୁକେଶର ଭାଇ ଥାନାରେ ଖବର ଦେବାରୁ ପୋଲିସ ତଦନ୍ତ ଆରମ୍ଭ କଲା ! ପ୍ରଥମେ ସୁ ରଜ କିଛି ମାନି ନଥିଲା! ! ହେଲେ ଅଧିକା ପଚରାଉଚର! କରିବାରୁ ସୁ ରଜ ସଚୂ କଥ! ମାନି ଯାଇଥିଲା ! ଆଉ କହିଥିଲା ଯେ, ମୁକେଶ ତାଙ୍କ ଘରକୁ ଆସ୍ତିବାକୁ ସେ ଆଦୌ ପସନ୍ଦ କରୁନଥିଲା ! ତେଣୁମୁଁ ତାକୁ ରାସ୍ତାରୁ ହଟାଇବାକୁ ଟାହି ଯୋଜନାବଦ୍ଧ ଭାବେ ମାରିଦେଲି ! ଏହାପରେ ସୁରଜ ମାନିଥିଲା ଯେ, ତାହା ସହିତ ତାର ସାଙ୍ଗ ଗୌରବ ସହଯୋଗ କରିଥିଲା ସୁ ରଜଠାରୁ  ଗୌରବ କଥା ଶୁଣି ପୋଲିସ ଗୌରବକୁ ମଧ୍ୟ ଗିରଫ କରିଥିଲା! ପୋଲିସ ଦୁଇ ଅପରାଧାକୁ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଦ୍ଦେଲକୁ ପଠାଇ ବେଇଥିଲା ! କିଡୁ ଆଗରୁ ସୁ ରଜ ମୂକେଶକୁ ମାରିଦେଇଥିବା କଥା କହିଦେରଥିଲା କାରଣ ସୁ ରଜ ଜାଣିଥିଲା ଯେ, ତାର ପନ୍1ର ଅତୀତର ଭୁଲ୍ ପାଇଁ ଆଜିବି ମୁକେଶ ବ୍ଳକମେଲିଙ୍ଗ  କରୁଛି ତେଣୁ! ଏହ! ଜାଣିବା ପରେ ରାଜକୁମାରୀ  ନିଜ ପୁଅ, ଝିଅକୁ ନେଇ ସେଠାରୁ କେଉଁଆଡେ ଫେରାର ହୋଇଯାଇଥିଲେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...