Sunday 3 May 2015

ପ୍ରେମିକା





ଭରତ ବ୍ରୁଝିପାରୂ ନ ଥିଲା  ତୁଳସୀ  କଣ ପାଇଁ ତାସହିତ ସମ୍ପର୍କ ରଖୁନାହିଁ ! ସେ ବିଧି ମତେ  ତୁଳସୀ କୁ  ବାହାହେଇଛି! ଲୋକେ ଜାଣିବାକୁ ସେମାନେ ସ୍ୱାମା- ସ୍ୱୀ! ସେମାନଙ୍କର ବିବାହକୁ ବି ଇତି ମଧ୍ୟ ରେ ଛମାସ ବିତିଗଲାଣି! ମାତ୍ର ସେ ଜାଣିଛି, ତୁଳସୀ  ଆଉ ତାମଧ୍ୟ ରେ ବାସ୍ତବ ସ୍ୱାମା- ସ୍ୱୀ ସମ୍ପର୍କ ସ୍ଥାପନ  ହୋଇନାହିଁ ଭରତ ପେଗ୍ ପରେ ପେଗ୍ ଲିକର ପିଉଥିଲା  ଆଉ ଫ୍ଲାସ ବ୍ୟାକରେ ତାର ଚତୁର୍ଥୀ ରାତିକୁ ଫେରିଯାଉଥିଲା

        ନିର୍ଜାରିତ ସମୟରେ ସେ ସେମାନଙ୍କ ଲାଗି ଉଦିଷ୍ଟ ଘର ଭିତରକୁ ପ୍ରକେଶକଲା ଓ ଭିତରପଟୁ କବାଟ ବଦକଲା! ତୂଳସାକୁ  ଦେଖିବା ପାଇଁ ମନ ଛଟପଟ ହେରଥିଲା  ତାର! କାରଣ ପ୍ରତ୍ୟେକ ଲୋକ ତୁଳସୀ  ରୂପର ଭୃରିଭୃରି ପ୍ରଶଂସା କରୂଥିଲେ ! ତୁଳସୀ  ଭଳି ଏକ ରୂପସାକୁ ସ୍ତ୍ରୀ ଥିବାରୁ  ଭାବରେ ପାଇ  ଥିବାରୁ ସେ ଭାଗ୍ୟବାନ୍ ବୋଲି କହୂଥିଲେ ! ତେଣୁ ଭରତ ମନ ରେ  ତୁଳସୀ କୁ  ଦେଖି ବାର ଭୋକ ବଢ଼ିଯାଇଥିଲା ! ସେ ଯାଇ ତୁଳସୀ  ପାଖରେ ବସିଲା! ଦେଖିଲା ଓଢ଼ଣା ତଳୁ ତୁଳସୀ  ତାକୁ ଲୁଚିଲୁଚି ଦେଖୁଛି! ରରତ ଆର ଡେରିକଲା ନାହିଁ ! ତୁଳସୀ  ମୁଣ୍ଡରୁ ଓଢ଼ଣ! ଖୋଲିଲା! ଆଖି ବିସ୍ପୋରିତ ହୋଇଗଲା ତାର! ସେ ବିଶ୍ଵାସ ବି କରିପାରିଲା ନାହିଁ ସେ, ଏଭଳି ଏକ କୋଟି ବ୍ରଦ୍ବାଣ୍ଠ ସୁନ୍ଦରୀର ସ୍ୱାମୀ ହେଉଛି ସେ ଆଉ ଅପେକ୍ଷା କରିବା ଅବସ୍ଥା ରେ  ନ ଥିଲା  ଭରତ! ସେ ତୁଳସୀ କୁ  କୋଳକୁ  ଚେକିଆଣିଲା ଓ ନିଜ ମୁହଁକୁ ତୁଳସୀ  ମୁହଁ ନିକଟକୁ ନେଲ! ! ହେଲେ ସେତିକିବେଳେ ତାକୁ ରୋକି ଦେଲା ତୁଳସୀ ! କହିଲା- ମୁଁ ଜାଣେ ତୁମେ କ ସବୁ କରିବାକୁ ଅଥୟ ହେଉଛ! ମାତ୍ର ସେ ସବୁ କିଛି ବି ହବନି !ଆଶ୍ଚର୍ଯ୍ୟ ହେଇଗଲା ଭରତ! ପ୍ରଶ୍ନିଳ ଦୃଷ୍ଟି ରେ ଚାହିଁଲା ତାଳୁ! ଟିକିଏ ବି ଗୌରଚଦ୍ରିକା ନ କରି ତୁଳସୀ  କହିଲା- କାଲି ରାତିରେ ମୋର ପିରିଅଡ଼ ଷାର୍ଟ ହେଇଯାଇଛି!ତେଣୁ ଚୁପ ଚାପ ଶୋରଯାଅ !

ମନ ଭାଫିଗଲା ଭରତର! ସେ ମାତ୍ର ଦଶଦିନ ଛୁଟି ନେଇ ବାହା ଦେବାକୁ  ଆସିଥିଲା  ! ୟାମଧରେ ଛସାତଦିନ ବିତିଗଲାଣି! ଆଉ ଦିନ କେଉଟ! ପରେ ଛୁଟି ସରିଯିବ! ଅଥଚ ତୁଳସୀ  କହୂଛିସେଅଛୁଅଁ! ! ସେ ହିସାବ କଲା, ତୁଳସୀ  ଛୁଅଁ! ହେବ! ବେଳକୁ ସେ ଘରଠୁ ଅନେକ ଦୂରରେ ଥିବା  ଆଉ କିଛି ଉପାୟ ନ ଥିଲା ! ତାର ଛୁଟି ସରିଗଲା! ସେ ବ୍ୟାବେଲର ହେଇ ବାହା ହେବାକୁ ଆସିଥିଲା ! ବାହ! ହେଇ ବି ବ୍ୟାଚେଲର ଭାବେ କର୍ମଷେତ୍ରକୁ  ଚାଲିଗଲା! ସେ ଜୟପୁରର ଏକ ସିମେଣ୍ଟ କମ୍ପାନୀ ରେ କାମକଚୁଥିଲା !

 ରାଜସ୍ଥାନର ବାରମେର ଅନ୍ତର୍ଗତ ବାସେ!ଲ୍ ଗ୍ରାମର ଦୟାରାମ୍  ଙ୍କ ବଡ଼ ପୁଅ ଥିଲା  ଭରତ! ସେ ଚାକିରି କରି ଆତ୍ମନିର୍ଭରଶୀଳ ହେବା ପରେତାର ବାହାଘର କରିଦିଆଯାଇଥିଲା ମାସେ ପରେ ଭରତ ଦୁଇଦିନ ଛୁଟିନେଇ ଘରକୁ ଫେରିଲା ! ଭାବିଥିଲା ,ଏଥର ସେ ତାୟା ସହିତ ସମୟ ବିତେଇବା ହେଲେ ତୁଳସୀ  ସେ ଇ ପୁରୁଣାପାଠକୁ ଦୋହରେଇଲା! ତାର ପିରିଅଡା଼

 ଏମିତିରେ ଛମାସ ଚାଲିଗଲା!ତୁଳସୀ  ପିରିଅଡ଼ ସରୁ ନ ଥିଲା ! ଭରତ ଆଶ୍ଚର୍ଯ୍ୟ ଜେଊଥିଲା ଏମିତି କିପିରିଅଡ଼ ଚାଲିଛି ପେ ତୁଳସୀ  ତାଳୁ ଧରାଛୁଆଁ ଦଉନି! ତାମନକୁ ସନ୍ଦେହଆସିଲା! ସେ ଭାବିଲା, ତୁଳସୀର ଆଉ କାହା ସହିତ ସମ୍ପର୍କ ନାହିଁ ତ, ଯାହା ପାଇଁ ସେ ତାସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ତାହୁଁନାହିଁ!




ସେଦିନ ଲିକର ପିଇ ଘରକୁ ଫେରିଲା ଭଗତ! ରାତିରେ ତୁଳସୀ  ତାର ସେଇ ପୁରୁଣା ବାହାନା କରିବା ଆରମ୍ଭ କରିଦେଲା! ହେଲେ ଭରତ କହିଲା- ତୁଳସୀ ! ମୁଁ ପିଲା ନୁହେଁ କି ବୋକା ନୁହେଁ ! ମୁଁ ଜାଣେ ନାରୀମାନଙ୍କର ଋତୁସ୍ରାବ ହୁଏ! ଆଉ ତାହା ଏକ ନିଦିଷ୍ଟ ପିରିଅଡ଼ ପାଇଁ ! ତାପରେ ପତି ପତ୍ନୀ ସେମାନଙ୍କ ଧର୍ମ ପାଳନ କରଜି! ଅଥଚ ତୁମର ଏମିତି କି ପିରିଅଡ଼ ଚାଲିଛି ଯେ ଛମାସ ପରେ ଚି ତାହା ପରିବାର ନାଁ ଗନ୍ଧ ଧରୂନାହିଁ ! ମୁଁ ଚାହିଁଲେ ତୁମ ସହ ଜୋରଜବରଦପ କରିପାରିବି! କାରଣ ମୁଁ ତୁମ ସ୍ୱାମୀ! ହେଲେ ମୁଁ ସେକଥା ଚାହେଁନା ! ଯଦି ତୂମ ମନରେ ଆଉ କିଛି ଅଛି, ତୁମେ ଆଉ କାହାକୁଭଲପାଉଛ- ସେଥିଲା ଗି ତୁମେ ମୋତେ ଚାହୁଁନାହଁ- ତାହେଲେ କହିଦିଅ! ହୂଏତ କିଛି ସମାଧାନ ବାହାରିପାରେ!

           ଭରତ କଥା ଶୁଣି ତରଳିଗଲା ତୁଳସୀ ! କାନ୍ଦିବାକୁ ଲାଗିଲା ! ତୂଳସାକୁ  କିଛି ସମୟ ପାଇଁ କାନ୍ଦିବାକୁ ଛାଡିଦେଲା ଭରତ! ସେ ଢାଣିଥିଲା ଲୁହ ଚୋହିଗଲେ ହୃଦୟ ହାଲୁକା ହେଇଯାଏ ! ସତକୁ ସତ ତାହା ହେଲା ! କାନ୍ଦିକାନ୍ଦି ଥକି ପଡ଼ିବା ପରେ ତୁଳସୀ  ମୁହଁ ଖୋଲିଲା! କହିଲା- ସେ ବାସ୍ତବରେତାକୁ ଚାହେଁନାହି’ ! ସେ ତାକୁ ବାହା ହେବାର ବହୂ ପୂର୍ବରୁ ଆଉ ଜଣକର ହେଇସାରିଛି! ଆର ସବୁଦିନ ତାର ହେଇ ରହିବା ପାଇଁ କଥା ହେଇସାରିଛି! ତେଣୁ ତାର ଏ ଦେହ ଓ ମନ ଉପରେ ସେର ଜଣକର ଅଧି କର  ରହିଛି ! ସେହେଊଛି ତାର ପ୍ରେମିକ ଶ୍ୟାମଲାଲ !

              ଶ୍ୟାମଲାଲ  ହାଇଦ୍ରାବାଦରେ ଭେଟିଥିଲା  ତୁଳସୀ ! ତୁଳସୀର ବାପା ରମେଶ ପ୍ରଜାପତ ହାଇଦ୍ରାବାଦରେ ବ୍ୟବସାୟ କଗୁଥିଲେ ! ବ୍ୟବସାୟ ଭଲ ଚାଲିବାରୂ ସେ ତାଙ୍କ ପରିବାରକୁ ହାଇବ୍ରାବାବ୍ ନେରଯାଇଥିଲେ ! ସେତେବେଳେ ପ୍ଲୁସ-ତୁ ପଢୁ ଥିଲା  ତୁଳସୀ  ! ହାଇଦ୍ରାବାଦ ଯିବା ପରେ ତୁଳସୀ କୁ  ରମେଶ ଏକ କମ୍ପୁଟର ଇନ୍ଶ୍ଚିଚ୍ୟୁଟ୍ ରେ  ଆଡ୍ମିସନ୍ କରେଇଦେଲେ! ସେଇ ଇନ୍ଶ୍ଚିଚ୍ୟୁଟ୍  (ବୈଷୟିକ ଶିକ୍ଷା )କମ୍ପୁଟର କୋର୍ସ କଚୁଥିଲା  ଶ୍ୟାମଲାଲ!



ଶ୍ୟାମଲାଲ ର ବାପା ରୋସନ୍ ଲାଲ ହାରଦ୍ରାବାଦ୍ ରେ  ରଚୁଥିଲେ  ମଧ ତାଙ୍କର ନିଜସ୍ଵ ଘର ଥିଲା  ଉତ୍ତରପ୍ରଦେଶର ପ୍ରତାପପୁର ରେ! ତାଙ୍କର ଏଠାରେ ତ୍ରାଭେଳ୍ପ ବିକ୍ନେସ୍ ଥିଲା ! ଶ୍ୟାମଲାଲ ଓ ତୁଳସୀ  ସମବୟୟ ଥିଲେ ! ତେଣୁ ସେମାନଙ୍କ ମଧରେ ଖୁବ୍  ଶୀଘ୍ର ବନ୍ଧୁତା ହେଇଗଲା! ଆଉ ବନ୍ଧୁତା ରୂପାନ୍ତରିତହେଲା ପ୍ରେମରେ! ଉଭୟ ଉଭୟଙ୍କୁ ଖୁବ୍ ପସନ୍ଦ କରୂଥିଲେ  ସେମାନେକସ୍ଥ୍ୟଟର ଇନୟ୍ଷି-ଚ୍ୟୁଟ୍ ଆସୂଥିଲେ  ସତ; ହେଲେ ସେମାନଙ୍କର ବେଶୀ ସମୟ ବିତୂଥିଲା  ବୁଲା ବୁଲି ରେ! ଗପସପ କରିବାରେ!



ପ୍ରେମ କେବେ ଅଛପା ରହେନି! ତୁଳସା ଓ ଶ୍ୟାମଲାଲ ପ୍ରେମ ବିବେଶୀଦିନ ଗୋପନ ହେଇ ରହିଲାନାହିଁ ! ଖବର ଆସି ପହଞ୍ଚନୁଲା ତୁଳସୀର ବାପା ରମେଶ ପ୍ରଜାପତ୍ ଓ ମାଗଜାରୀ  ବେବୀଙ୍କ ନିକଟରେ! ଗଜାରୀ  ବେବୀଙ୍କ! ଏକଥା ଶୁଣି ଭୟଙ୍କର ଭାବରେ ରାଗିଗଲେ! ହେଲେ ତୁଳସୀ  ଚାଙ୍ଗୁ ମୁହେଁମୁହେଁ କହିଦେଲା ଯେ, ‘ସେ ଶ୍ୟାମଲାଲ  କୁ ପସନ୍ଦକଗେ! ତାକୁ ଭଲପାଏ! ସେ ତାଳୁ ବାହା ଜେବାକୁ  ଚାହେଁ!ଗଳାର! ଦେବ! ଗର୍ଜନ କରିରଠିଲେ- ଆମେ ରାଜ ସ୍ଥାନୀ! ଆମ ପରିବାରରେ ବିବାହ ନିଷ୍ଠରି ନେବାର ଅଧି କାର ଝିଅମାନଙ୍କର ନାହିଁ ! ଆମେ ଯୋଉଁ ଠି ଠିକ  କରି ବୁ ତୂ ସେଇଠି ବାହାହେ ବୁ |ତୁଳସୀ  କହିଲା- ଜୀବନ ମୋର ବାହାହେବି ମୁଁ ! ତେଣୁ ମୁଁ ଯାହାକୁ ପସନ୍ଦ କରିବି ତାକୁ  ହିଁ ବିବାହ କରିବି! ଶ୍ୟାମଲାଲ ମୋର ଜୀବନା ମୋଠୁ ତାକୁ  କେହି ଅଲଗା କରିପାରିବେ ନାହିଁ!

         ରମେଶ ପ୍ରଜାପତ୍ ପରିବାର ଅତ୍ଯନ୍ତ ରକ୍ଷଣଶୀଳ! ସେମାନେ ଦେଖି ଲେ ତୁଳସା ଦିନକୁଦିନ ଆୟତ୍ତ ବାହାରକୁ ଚାଲିଯାଇଛି! କଥାରେ କହରି- ପଘା ଛିଣ୍ଡେଇବା ଆଗରୁ ଗାଈଗୁହାଳ ବଦଳେଇଦେବା ଭଲ! ତେଣୁ ସେମାନେ ଭାବିଲେ, ତୂଳସାକୁ ବାହା ଦେବାର ସମୟ ଆସିଗଲା! ଆଉ ଡେରିକଲେ ବିପଦ! ରମେଶ ପ୍ରଜାପଦ୍ ହାଇଦ୍ରାବାଦର ବିନ୍ନେସ୍ ବନ୍ଦକରି ନନ୍ଦବାନ ଫେରିଆସିଲେ ଓ ତୁଳସା ପାଇଁ ବରପାତ୍ର ଯୋଗାଡ଼ରେ ଲାଗିପଡ଼ିଲେ!

      ତାବାହାଘର ଖବର ଶୁଣି ତୁଳସୀ  ସେମାନଙ୍କୁ ସତର୍କ କରେଇଦେଲା- ତୁମେମୋତେ ବିବାହ ଦେଇପାର! ହେଲେ ମୋଦେହ ଓ ମନ ଉପରେ କେବଳ ଶ୍ୟାମଲାଲ ର ଆଧିକାର ଆଉ କେହି ତାର ମାଲିକ ହେଇପାରିବେ ନାହିଁ

             ଇତିମଧ୍ୟରେ ତୁଳସୀର ବାହାଘର ହେଇଗଲା ଭରତ ସହିତ! ତୁଳସୀ  ନିଜ ନିଷ୍ଠରିଗେ ଅଟଳ ! ସେ କାୟ ମନୋ ବାକ୍ୟ ରେ  ଥିଲା  ଶ୍ୟାମଲାଲ ର ତେଣୁ ବିବାହର ଛମାସ ବିତି ଯାରଥିଲେ  ବି ତାଦେହକୁ ସ୍ପର୍ଶ କରିବା ପାଇଁ ଢେର ନ ଥିଲା  ଭରତ କୁ!

      ନିଜ ଅତୀତର କାହାଣ] କହିବା ବଦକଲା ତୁଳସୀ ! ଭରତ କୁ ପଚାରିଲା- କୁ ହମୁଁ ଯାହା କରିଛି କଣ ଭୁଲ କରିଛି! ତୁମ ସହିତ ବିବାହ ଦେଇ ମୋ ସହ କଣ ନ୍ୟାୟ କରାଯାଇଛି !ଭରତ କହିଲା- ତୂମେ କବାହୁଁଛ ?’ ତୁଳସୀ  କହିଲା- ମୋତେ ମୋ ବାପଘରେ ଛାଡ଼ିଦିଆ ମୁଁ ଯେମିତି ବି ହେଲେ ଖ୍ୟାମଲାଲ୍ର ହେବି ତାପରଦିନ ଚୂଳସାକୁ  ନେଇ ସେ ତାବାପଘରେ ଛାଡ଼ିଦ୍ଦେଇଆସିଲା ରମେଶ ପ୍ରଜାପତ୍ ଓ ଗଜାରୀ ଦେବୀ ଭାବିଲେ ଝିଅ ବୋଧହୂଏ ବାପଘରକୁ ବୁଲିବା ପାଇଁ ଆସିଛି! ପୁଣି ଭରତ ଓ ତୁଳସୀ ର ଆଚରଣ ଥିଲା  କେଶ୍ ସ୍ୱାଭାବିକ! ତେଣୁ ସେମାନଙ୍କ ମଧରେ କଣ ଘଟିଛି ସେକଥା ଜାଣିବାର ଅବକାଶ ନ ଥିଲା ! ଫେରିବାବେଳେ ତୂଳସାକୁ  ଏକ ନିରୋଳା ସ୍ୱାନକୁ  ଡାକିନେଲା ଭରତ! କହିଲା- ତୁଳସୀ! ମୁଁ ତୁମ ପ୍ରେମକୁ ସମାନ ଦେଇ ତୂମକୁ  ଏଠି ଛାଡ଼ିଯାଉଛି ସତ, ହେଲେ ସମ୍ପର୍କ ବ୍ରୁଟଉନି! ପଦି କେବେ ବି ମୋ ପ୍ରତି ତୂମ ଭିତରେ ଭଲପାଇବା ସୃଷିହେବ ତାହେଲେ ମୋତେ ଖବରଦେବା ମୁଁଆସି ତୂମକୁ  ନେଇଯିବି !ତୁଳସୀର ଆଖ୍  ଛଳଛଳ ହୋଇଉଠିଲାସେ କହିଲା- ମୁଁ କେବେବି ତୁମର ହେଇପାରିବିନି ଭରତ ! ମୁଁ ଶ୍ୟାମଲାଲ ର ହେଇସାରିଛି ! ଏ ଜନ୍ମରେ ମୁଁ କେବଳ ଶ୍ୟାମଲାଲ ର ଭରତ ଫେରିଗଲା! ବାପଘରେ ରହିଲା ତୁଳସୀ ! ବାପଘରକୁ ଝିଅ ହୂଏତ ବ୍ରୁଲିଆସିଛି! କିଏ ବା କାହିଁକି ଭାବିବା - ତୁଳସୀ  ବାପଘରକୁ ବୁଲି ଆସିନାହିସବ୍ରୁଦିନ ଲାଗି ଚାଲିଆସିଛି!



ମାସେ ମାସ”…. ବ6ର୍ଷ…. ଅଢ଼େଇବର୍ଷ!

ନା ତୁଳସୀ  ଶାଶୂଘରକୁ ଫେରିବାକୁ ମନ କଚ୍ଛଥିଲା  ନା ତାଶାଶୁଘରୁତୂଳସାକୁ  ପଠେଇବା ପାଇଁ ଖବର ଅନ୍ତର ଆସୂଥିଲା ! ଏମିତିକି ଏଇଅଢ଼େଇବର୍ଷ ଭିତରେ ଭରତ ଥରୁଟିଏ ବି ଚୂଲି ଆସି ନ ଥିଲା  ଶ୍ଵଶୁର ଘରକୁ! ୟୀକୁ  ବି ଥରୁଟିଏ ଦେଖିବା ପାଇଁ ମନ ବଳାଇ ନ ଥିଲା  ସିଏ! ଏସବ୍ରୁ କଥାରମେଶ ପ୍ରଜାପତ୍ ଓ ଗଜାରୀ  ବେବୀଙ୍କ ମନରେ ସଦ୍ଦେହର ଝଡ଼ ସ୍ଵଷିକଲା!ଆଶଙ୍କାର ବତାଶ ବହିଲା! ତୁଳସୀ  କିନ୍ତୁ  ଥିଲା  ବେଫିକର! ତାଭିତରେତିଳାର୍ଧେ  ବି ନ ଥିଲା  ସ୍ୱାମୀସୁଖ ପାଇବାର ବ୍ୟାକୁଳତା! ସେ ଲୁଚିଲୁଚିଶ୍ୟାମଲାଲ  ସହିତ କଥା ହେଉଥିଲା  ! ଭବିଷ୍ୟତର ସ୍ଵପ ବୁ ଣୁଥିଲା

ରମେଶ ପ୍ରଜାପତ୍ ଓ ଗଜାରୀ ଦେବୀ ପ୍ରସୁତ ନେଲେ ଚୂଳସୀକୁ  ତାଶାଶୂଘରକୁ ପଠେଇଦେବା ପାଇଁ ! ହେଲେ ଏକଥା ଜାଣିପାରି ତୁଳସୀ  କହିଲା- ସେ ସବୁଦିନ ଲାଗି ଶାଶୁଘର ଛାଡ଼ି ଚାଲିଆସିଛି! ଭରତ ସହିତ ତାର କୌଣସି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ନାହିଁ! ସେ କେବଳ ଶ୍ୟାମଲାଲ ର! ସେ ଶ୍ୟାମଲାଲ ର ହିଁ ହେଇ ରହିବା



ଣ କରିବେ କିଛି ବୁଦ୍ଧି ବାଟ ଦିଶିଲା ନାହିଁ ରମେଶ ଓ ଗଜାରା  ଦେବୀଙ୍କୁ! ତୁଳସୀ  ଯଦି ଶାଶୁଘର ନ ଯାଏ, ତାହେଲେ ଦୁର୍ନାମ ଘଟିବ ବାରଲୋକ ବାରକଥା କହିବେ! ସକମାଛରେ ପୋକ ପକେଇବେ!

 ଏସବ୍ରୁ କଥା ଚିନ୍ତାକରି ଗଜାରୀ ଦେବୀ ଦାନ୍ତ ରଗଡ୍ରଥିଲେ ଦିନେ ସେତୂଳସାକୁ ଡାକି କହିଲେ- ସେ ଶ୍ୟାମଲାଲ ର ଭୂତକୁ  ମୁଣ୍ଡରୁ ଓଲ୍ହେଇ ଦୋ ତୋର ବାହାଘର ସରିଛି! ଆଉଥରେ ବାହାହେଇ ଆମ ମୁହଁରେ କଳା ବୋ ଳିବାକୁ ଚେଷ୍ଟା କଲେ ମୁଁ ତତେ ମାରିଦେବି !ତୁଳସୀ  କହିଲା- ତୁ ସେଇଆ କରା ମୋତେ ମାରିବେ! ଅନ୍ତତଃ ମରିଗଲା ପରେ ମୋ ପ୍ରେମରେ ତ ଆଉ କେହି ଶତ୍ରୁ ରହିବେନି! ମୁଁ ବିନା ବାଧାରେ ମୋ ଶ୍ୟାମଲାଲ ର ହେଇ ରହିବି ଗଜାରୀ ଦେବୀ କହିଲା- ଆଉ ଥରେ ସେଇ ନାଁଟା ଧରିବ୍ରୁ ତ ମୁଁ ତୋପାଟିରେ ଛୁରୀ  ପୂରେଇନ୍ଦେବି !ତୁଳସୀ  ବି ଚୁପ୍ ହେଇ ବସିବାକୁ ଚାହିଁଲାନାହିଁ! ପାଟି ମେଲା କରି କହିଲା- ଆଣ ଛୁରି! ପୂରେଇଦେ ମୋପାଟିରେ!ମୁଁ ସେଇଆ ଚାହେଁ

ସତକୁ ସତ ଗଜାରୀ ଦେବୀ ଛୁରିରେ ଆଣି ତୁଳସୀ  ପାଟି ଭିତରେ ପୂରେଇଦେଲେ! ତାଙ୍କ ହାତର ବଳ ଏତେ ଜୋର୍ ଥିଲା  ପେ, ଏକସଇଂରେତୁଳସୀର ୱିଣ୍ଠ ପାଇପ୍ ଓ ଫୁଟ୍ ପାଇପ୍ କଟିଗଲା! ପ୍ରଚୁର ରକ୍ତସ୍ରାବ

ହେଲା! ସେ ତଳେ ପଡ଼ି ରଚ୍ଚବାଳି କରିବାକୁ ଲାଗିଲା ଏତିକିରେଗଜାରୀ ଦେବୀ ଙ୍କ ମନ ଶାନ୍ତ ହୋଇ ନ ଥିଲା ସେ ତାକୁ ମାଡି଼ବସି ତାତଶ୍ଚିକୁ ତିପିଧରିଲେ! ଛଟପଟ ହେଇ ପ୍ରାଣ ଛାଡ଼ିଗଲା ତୁଳସୀର!

ଟେକ୍ ଇଟ୍ ଇଜି




ଦୁନିଆରେ ଦୁଇ ପ୍ରକାରର ନାରୀ ଥାଆନ୍ତି ! ଜଣେ ବିବାହ ପରେ ପରେ ସବୁ ଠିକ ଠାକ ରଖିବା  ପାଇ ଚେଷ୍ଟା  କରନ୍ତି ! ଘରେ ଯାହା ହେଲେ ବି  ବାହାରେ ଜାଣିବାକୁ ଦିଅନ୍ତିନି ! ସ୍ୱାମୀକୁ ଦେବତା ଭଳି ପୂଜ! କରନ୍ତି ଆଉ ସମ୍ମାନ ଦିଅନ୍ତି ! ଯେ କୌଣସି ନିଷ୍ପ ନିଷ୍ପତି  ସ୍ଵାମୀଙ୍କ ମୁତାବକ ହେଉ ସେମାନେ ଚାହାନ୍ତି ! ଆଉ ଗୋଟିଏ ପ୍ରକାରର ନାରୀ ଥାଆନ୍ତିଯେଉଁମାନେ ନିଜ ଆଙ୍ଗୁଠି ରେ ପରିବାର ସହ ସ୍ୱାମୀକୁ ନଚାଇବାକୁ ଚାହାନ୍ତି ! ସ୍ଵାମାକୁ ଅଧିକ  ଗୁରୁତ୍ଵ ଦେବାକୁ ଚାହାନ୍ତି ନାହିଁ ! ସେମାନେ ଚାହାନ୍ତି ତାକଥାକୁ ସମସ୍ତେ ଗୁରୁତ୍ୱ ଦିଅନ୍ତୁ ! ତ!କଥ! ହିଁ ପାଳନ କରାଯାଉ ! ସେ ନିଷ୍ପରି ନେଇସାରିବା ପରେ ସ୍ଵାମୀଙ୍କଠାରୁ ସ୍ଵୀକୃତି ମାଗେ ! କିରଣ ଏଭଳି ଏକ ଯୁବତୀ ଥିଲା! ମୁକ୍ତ ବିହଙ୍ଗ ଭଳି ସେ ଘୂରି ବୁଲୁ ଥିଲା ! ତାଚତୁଃପାର୍ଶ୍ଵରେ ସେ କାହାରିକୁ ଖାତିର କରୁ ନ ଥିଲା ! ଏପରିକି ତାସ୍ଵାମୀଙ୍କୁ ମଧ୍ୟ|

  ସେଦିନ କିରଣ ସନ୍ଧ୍ୟା  ୭ଟ! ସୁଦ୍ଧା ଆସିବାର ଥିଲା ହେଲେ ସେ ରାତି ଦୁଇଟାରେ ଘରକୁ ଆସିଲ! ଏବଂ ପେଟେ ମଦ ପିଇଥିଲା ! ପାଟିରୁ ମଦ ଗନ୍ଧ ବାହାରୁଥିଲା ! ସେ ଚାଲିବାକୁ ସକ୍ଷମ ନ ଥିଲା ! ଯେତେବେଳେ ତାର ସ୍ଵାମୀ ରାଗରେ ଗରମ ହୋଇ ତାକୁ ଏହାର କାରଣ ପଚାରିଲେ, ସେ କହିଲା- ଗୋଟାଏ ବଡ ଡିଲ ହେଲେ ମଦର ଆସର ଜମିଥାଏ ତମେ ତ ବିଜିନେସ୍ ମ୍ୟାନ ! ତମକୁ ବି ବୁଝାଇବାକୁ ପଡ଼ିବ ମୁଁ ଟିକେ ମଦ ପିଇଛି ! କା ହାର ରକ୍ତ ଶୋଷିନି ! କମ ଅନ ଡାଲି", ଟେକ୍ ଇଟ୍ ଇଜି ! ସେଦିନ ରାତିରେ ଆଉ ବେଶୀ ହଙ୍ଗାମା ନ କରି ତାସ୍ଵାମୀ ଶୋଇବାକୁ ଗଲା


 ଘଟଣାର କିଛିଦିନ ପରେ ଦିନେ କିରଣ କହିଲା, ମୁଁ ଜଣେ କଲଏଣ୍ଟକୁ ଭେଟିବ! ପାଇଁ ବାହାରକୁ ଯାଉଛି ! ତାସହ ନ ଭେଟିଲେ କମ୍ପାନୀର ବଡ କ୍ଷତି ହୋଇଯିବ ! ଆସିବା ରାତି ୧୨ଟା ପରେ ହେଇଯିବ ! ଏଣୁ ତୁମେ ଖାଇ ଶୋଇପଡି଼ଥିବା  ! କିନ୍ତୁ କହିବ! ବାହୁଲ୍ୟ, ଯାହାର ଯୁବତୀ ପତ୍ନୀ  ରାତି ୧ ୨ଟା ଯାଏ ବାହାରେ ଥିବା  ତାକୁ କିଭଳି ନିଦ ହେଉଥିବା ! ସେଦିନ କିରଣର ସ୍ଵାମୀ ନ ଶୋଇ ତାର ଆସିବ! ବାଟକୁ ଚାହିଁ ରହିଥିଲା ! କିରଣର ମୋବାଇଲ ସୁଇବ ଅଫ ଥିଲା ସ୍ଵାଭାବିକ ଭାବରେ ଘଣ୍ଟା ଚାଲୁଥିଲା ! ହେଲେ ସ୍ଵାମୀର ହାର୍ଟବିଟ୍ ଅସ୍ଵାଭାବିକ ଭାବରେ ବଢିଯାଇଥିଲା ! ସାର! ରାତି ବିତିଗଲା,. ହେଲେ କିରଣ ଫେରିଲା ନାହିଁ

ପରଦିନ  ସକାଳେ ଏକ ଲକ୍ ଜୁରୀ  କାର ଘର ସାମ୍ନା ରେ ଛିଡା ହେଲା ଆଉ କିରଣ ତାଭିତରୁ ବାହାରିଲା ! କିରଣକୁ ଛାଡି କାର ଚାଲିଗଲା ମଦ ନିଶାରେ କିରଣ ଅସ୍ଵାଭାବିକ ଭାବରେ ପାଦ ପକାତ୍ତଥିଲା ! ସାର! ରାତି ବାହାରେ ରହିବାର କାରଣ ତାସ୍ଵାମୀ ପଚାରିଲା ! ସେ ସ୍ଵାଭାବିକ ଭାବରେ ଉତ୍ତର ବେଲା,ଆକ ଚୁ   ଆକ୍ତୁଆଲି ମୁଁ ଅଳ୍ପ ପିଇବାକୁ ଚାହୁଥିଲି  କିନ୍ତୁ ବେଶ! ପିଇଦେଲି ! ଆଉ ସେନ୍ସ ହରାଇଲି ! ସକାଳେ ଦେଖିଲି କ୍ଳାଏଣ୍ଟ ରୁମ୍ ରେ  ମୁଁ ଶୋଇଯାଇଛି ! କ୍ଳାଏଣ୍ଟ ତାଡ୍ରାଇଭରକୁ କହିଲା ଗାଡିରେ ଛାଡି ଦେବାକୁ ଏ କଥାକୁ କିନ୍ତୁ ତାସ୍ଵାମୀ ବିଶ୍ବାସ କରିପାରୁ ନ ଥିଲା ! ମଦ ପିଇଥିଲା! ଐଅବସ୍ଥାରେଯୁବତୀଟିଏ ଉପଭୋଗ କରିବା ପାଇଁ ଯେ କୌଣସି ସ୍ତରକୁ ଯାଇପାରେ ! ସେ ଚାଲ୍ଲୀଏଣ୍ଟ ସହ ଉପଭୋଗ କରିଛି ଆଉ ବର୍ଭମାନ ମିଛ କହୁଛି ! ଏହା ଭାବି ନୀରବରେ ପତ୍ନୀ ର ମିଛ ଅଭିନୟକୁ ସେ ଗ୍ରହଣ କରିବାକୁ ବାଧ୍ଯ ହେଲା ! ଆଉ ଦିନେ କିରଣ ଏକ ଡ୍ରେସ  ଆଣିଲା, ଯାହାକୁ ଜଣେ ଭଦ୍ରଘରର ଝିଅ ପିନ୍ଧି ବାକୁ ବାହିଁବନି ! ତାର ଉତ୍ତର ଥିଲା- ନାଇଟ୍ କ୍ଲୁବ କୁ ଯିବାର ଥିବାରୁ ଏଭଳି ଡ୍ରେସ  ପିନ୍ଧି ବା ଆବଶ୍ୟକତ! ରହିଛି ! ତ!ସ୍ଵାମ! ଆଉଟ ଡେଟେଡ଼ ହୋରଯାଇ ଥିବା  ସେ ସିଧାସଳଖ କହିଥିଲା ! ସେଦିନ ସେ ନାଇଟ୍ କ୍ଳବକୁ ସେ ତ୍ରେସ୍

ପିନ୍ଧି କି ଗଲା ଏବଂ ଘରକୁ ମଧ୍ୟ  ଲେଟ୍ ନାଇଟ୍  ଫେରିଲା

ହରିୟାଣା ଫରିଦାବାବ ଅନ୍ତର୍ଗତ ସୁରଜକୁଣ୍ଡର ବାସିନ୍ଦା ଥିଲା ୨୩ବର୍ଷାୟା କିରଣ ! ପଞ୍ଜାବ ଭଟିଣ୍ଡାର ବାସିନ୍ଦା ଥିଲେ  ତାବାପା ସୁରେନ୍ଦ୍ର କୋ ହଲି ! କିଛି ବର୍ଷ ପୂର୍ବେ ସେ ଏଠାରେ ସେଟେଲ ହୋଇଯାଇଥିଲେ ବିଭିନ୍ନ ନିର୍ମାଣ ଜିନିଷପତ୍ରକୁ ନେଇ ସେ ସେକ୍ସର ୨୮ରେ ବ୍ୟବସାୟ କରୁଥିଲେ  ! ପରିବାରରେ କିରଣର ମାପୁଷ୍ପା!୧୫ ବର୍ଷିଆ ପୁତ୍ର କୁନାଲ ଥିଲେ  ! କିରଣ ଦେଖିବାକୁ ସୁନ୍ଦର, ସ୍ନାର୍ଟ ଆଉ ଉଚ୍ଚାଭିଳାଷ! ବି.କମ୍ ପଢୁଥିଲା ବେଳେ ସେ ରଣଜିତ ତ୍ରିପାଠୀ ସହ ଘନିଷ୍ଠ ହୋଇଥିଲା

ରଣଜିବ ଲକରପୁର ବାସିନ୍ଦା ହୋଇଥିଲେ  ମଧ୍ୟ  ତାର ଦିଲ୍ଲୀରେ ବ୍ୟବସାୟ ଥିଲା ! ସେ କିରଣକୁ ଭଲ ପାଉଥିଲା! ! ଦୈନିକ ଫରିବାବାହରୁ ଦିଲ୍ଲୀ ଯିବାଆସିବା କରୁଥିଲା ! କିରଣ ଦିଲ୍ଲୀରେ ବିକମ୍° ପଢୁଥିଲା ! ଲୋକାଲ ଟ୍ରେନ ବା ବସ୍ ରେକିରଣକୁ ଆସିବାକୁ ପଡ଼ୁଥିଲା ରଣଜିତର ଗାଡି ଥିବାରୁ ସେମାନେ ଏକାଠି ଆସୁଥିଲେ  ! ଦୈନନ୍ଦିନକାରରେ ରଣଜିତ କିରଣକୁ ଆଣି କଲେଜରେ ଛାତୁଥିଲା ଏବଂ ଯିବାବେଳେ ନେଇ ଯାଉଥିଲା! ! ସେଦିନ ସେମାନେ ନିଜର ଭବିଷ୍ୟତକୁ ନେଇ କଥା ହେଉଥିଲେ  ! କିରଣ କହିଲା- ମୁଁ ସାଧାରଣ ଭାବରେ ବାହାହୋଇ ପିଲା ଜନ୍ମକରି ରୋଷେଇ କରି ବଞ୍ଚିବାକୁ ଚାହେଁନି ! ମୁଁ ନିଜେ ବ୍ୟବସାୟ କରି ପ୍ରତିଷ୍ଠିତ ହେବାକୁ ଚାହେଁ ! କିନ୍ତୁ ତୁମ ବ୍ୟବସାୟରେ ନୁହେଁ ! କାରଣ ତୁମ ବ୍ୟବସାୟ ବଢିଲେ ତୁମର ନାମ ଆଉ ଡୁବିଗଲେ ମୁଁ ଡ଼ୁବେଇଦେଲି ଟୋଲି ବର୍ଜା ହେବ ! ଏଣୁ ମୁଁ ନିଜେ କିଛି କରିବା ପାଇଁ ଚାହୁଁଚି! ରଣଜିତ ଏଭଳି ଜଣେ ଯୁବକ ଥିଲାଯିଏ କି ଅନ୍ୟର ଇଚ୍ଛାକୁ ସମ୍ମାନ ଦ୍ଦେଉଥିଲା! ! କିରଣର ଏଭଳି ଇଚ୍ଛାକୁ ସେ ସ୍ଵାଗତ କରିବା ସହ ଯେତେବେଳେ ଯେ କୌଣସି ସହଯୋଗ ଆବଶ୍ୟକ ସେ କରିବା ପାଇଁ ପ୍ରସ୍ତୁତ ଥିଲା! ବୋଲି   ଜଣାଇଥିଲା! !

 କିନ୍ତୁ ରଣଜିତ ପ୍ରେମରେ କିରଣ ଏଭଳି ପଡ଼ିଯାଇଥିଲା   ଯେ କେମିତି ଶୀଘ୍ର ବିବାହ କରିବ ବ୍ୟସ୍ତ ହୋରପତୂଥିଲା ! ରଣଜିତ ମଧ୍ୟ  ବିବାହ ପାଇଁ ପ୍ରସ୍ତୁତ ଥିବାରୁ ୨୦୧୦ ମସିହାରେ ବିବାହ ହୋଇ- ଗଲା ! କିରଣ ପଢୁଥିଲା! ! ସେମାନେ ପ୍ରଥମେ ବିବାହ କରି ପରେ ପରିବାରକୁ ଜଣାଇଲେ ! ପରିବାରବର୍ଗଙ୍କର କୌଣସି ଆପରି ନ ଥିଲା ! ଏଣୁ ଉଭୟଙ୍କୁ ସେମାନେ ଖୁସିରେ ଗ୍ରହଣ କଲେ ! ବିବାହ ପରେ ରଣଜିତ ତାକୁ ବ୍ୟବସାୟରେ ସହଯୋଗ କରିବା ପାଇଁ ଚାହିଁଲା ! ହେଲେ କିରଣ ନିଜ ଗୋଡରେ ଛିଡା ହେବ! ଜିବ ଧରିଥିଲା

କିରଣ ଦିନେ ଦିଲ୍ଲୀର ମେହ ଫୁଜ଼  ଆଲାମ୍  କୁ  ଭେଟିଲ! ! ଗ୍ରୀନ୍ ବିୟୁଟି ଫାର୍ମ ହାଉସ୍ ନାମରେ ସେ ଏକ ରିଅଲ ଇଷ୍ଟେଟ୍ ବ୍ୟବସାୟ କରୂଥିଲା ! ଦିଲ୍ଲୀର କାଳିନ୍ଦୀକୁଜ ଓ ନୋଏଡାରେ ତାର କମ୍ପାନୀ ରହିଥିଲା ! କିରଣର କଥା କହିବା ଷ୍ଟାଇଲ ମେହ ଫୁଜ଼  ଆଲାମ୍  କୁ  ପସନ୍ଦ ହେଲା ଏଣୁ ସିଇଓ ଭାବେ ତାକୁ ସେ ନିଯୁକ୍ତି ବେଲା ! ବାସ୍ତବରେ ସେ ପାର୍ଟନର ଭାବରେ ରହିଥିଲେ  ! ସିଇଓ ହେବ! ପରେ କିରଣ ତାର ନିଜସ୍ଵ ଶୈଳୀରେ ବ୍ୟବସାୟ କରିବା ଆରମ୍ଭ କଲା ! ତାର ଆଇଡିଆ ଥିଲା!କି ଗୋଟିଏ ୱାଇନ ସେସନ ବ୍ୟବସାୟ ପାଇଁ କାଫି ! ତାପାଇଁ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କରିବା ବୃଥା ! ଏଣୁ ସେ କ୍ଳାଏଣ୍ଟଙ୍କୁ ଡିନର ପାଇଁ ଡାକୁଥିଲାମଦ ପିରଥିଲା! ଏବ° ଡିଲ ଫାଇନାଲ କରୁଥିଲା ଏବେ କମ୍ପାନୀର ଆର୍ଥକ ଅବସ୍ଥ! ଦୂର ହେଉଥିଲା ! କିରଣର ରୋଜଗାର ମଧ୍ୟ  ବଢିଥିଲା ! ଏହାକୁ ଦେଖି ରଣଜିତ ଖୁସି ହେବ ବୋଲି ସେଭାବିଥିଲା ! ହେଲେ ରଣଜିତର ଏ ସବୁ କମା ପସନ୍ଦ ନ ଥିଲା ! ଏବେ ଯେତେବେଳେ ଏହାକୁ ସେ ଏକ ଅଭ୍ୟାସରେ ପକାଇ ଦ୍ଦେଇଥିଲା ସେତେବେଳେ ରଣଜିତ ଆଉ ସହି ନ ପାରି କ୍ରୋଧାନ୍ଧିତ ହୋଇ ପଡ଼ିଥିଲା! ସେଦିନ ରାତିରେ ସେ ତାକୁ ଚାକିରିରୁ ଇସ୍ତଫା ଦେଇ ଘରେ ବସିବା ପାଇଁ କହିଲା ! ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ! କିରଣସ୍ଵପ ଦେଖି କୃତକାର୍ଯ୍ୟ ହେବାର ସ୍ବାଦ ଚାଖି ସାରିଥିଲା ! ରଙ୍ଗୀନ  ଜୀବନକୁ ସେ ଏତେ ଶୀଘ୍ର ସମର୍ପଣ କରିଦେବାକୁ ଚାହୁଁ ନ ଥିଲା ! ସେ ସିଧାସଳଖ କହିଲା, ମୁଁକଣେ ସଫଳ ନାର! ଯଦି ତୁମେ ଏହି ସଫଳତା ସହ ରହିବାକୁ ଚାହୁଁ ଛ ତେବେ ମୁଁ ସ୍ଵାଗତ କରିବି ! ଯଦି ଚ!ହୁଁନ!ହଁ ତେବେ ଡାକିବିନି



ରଣଜିତ ହାରି ଯାଇଥିଲା! ! ଏକଥା ବୁଝାଇବା ପାଇଁ ସେ କିରଣର ମାପୃଷ୍ଠାକୁ କହିଥିଲା ! ପୁଷ୍ପା! ମଧ୍ୟ  ବୁଝାଇ ବୁଝାଇ ଥକି ଯାଇଥିଲେ  ! ଶେଷରେ ଜୁଲାଇ ୨୦୧୩ରେ କିରଣ ଘରଛାଡି ବାପଘରକୁ ଚାଲି ଆସିଥିଲା ପୁଷ୍ପା! ଯେତେ ବୁଝାଇଲେ ମଧ୍ୟ  ସେ ଶୁଣି ନ ଥିଲା! ତାର ଜୀବନଶୈଳୀ ଅତ୍ୟାଧୁନିକ ହୋଇଯାଇ ଥିଲା ! ପୁଷ୍ପା! ହାରିବା ଏକ ଅପମାନ ସଦୃଶ ହୋଇଥିଲା! ! ସେ ସୁଯୋଗ ଖୋଜୁଥିଲେ  କେବେ ତାକୁ ବାଟକୁ ଆଣିବେ ! ଆଉ ଝିଅ- ଜ୍ଵା ଇଁଙ୍ଗୁ ଏକାଠି କରିବେ



୨୦୧୩ ଡିସେମ୍ବର ୨୮ ତାରିଖରେଅଘଟଣ ଘଟିଲା ! ସେହି ରାତିରେ କିରଣକୁ ଗଳ! କାଟି କିଏ ହତ୍ୟାକଲା ! ଖଟ ଉପରେ କିରଣର ମୃତଦେହ ପଡିଥିଲା ! ଗଳା କଟାଯାଇଥିବାରୁ ଆସବାବପତ୍ର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା ! ପୁଷ୍ଟାଙ୍କ କହିବା ମୁତାବକ ଦୁଇଜଣ ମହିଳା କିରଣକୁ ଭେଟିବା ପାଇଁ ଆସିଥିଲେ  ! ସେମାନେ ଡ୍ରଇ° ରୁମରେ କଥ! ହେବା ପରିବର୍ଡୋ ବେଡ଼ରୁମ୍ କୁ ଗଲେ ! ପୁଷ୍ପା! ମଧ୍ୟ  ସେମାନଙ୍କ ସହ ରହିବା ପାଇଁ ଚାହୁଁଥିଲେ  ହେଲେ କିରଣ ଚାଙ୍ଗୁ ଏକ ଗ୍ରାସ୍ ପାଣି ଦେଇ ପିଇକି ଶୋଇବା ପାଇଁ କହିଲ! ! ପାଣି ପିଇବା ପରେ ସେ ଅଚାନକ ବେହୋସ  ହୋଇଗଲେ ! ନିଦ ଭାରିବା ବେଳକୁ ସକାଳ ହୋଇଯାଇଥିଲା!

ସେ ପାଣି ପିଇବ! ବେଳେ ୧ଠଟା ୪୫ ହୋଇଥିଲା ! ହେଲେ ପୋଲିସ୍ ତାଙ୍କର କଲ୍ ରେକର୍ଡ଼ ଯାଞ୍ଚ କରିବା ବେଳେ ୧୫ ଦିନ ଧରି ଏକ ନିଦିଷ୍ଟ ନମ୍ବରକୂ କଲ୍ କରୁ ଥିବା  ପୁଷ୍ପା! ସେଦିନ ମଧ୍ୟ  ରାତି ସାଢେ ୧ ୧୧ ଟା ବେଳେ  କଥ! ହୋଇଛରି ! ଯଦି ଅଚେତ ହେଲେ ତେବେ କଥ! ହେଲେ କିପରି  ! ପୋଲିସ୍ ଏହାକୁ ଆଧାର କରି ପୃଷ୍ଠାଙ୍କୁ ପଚରା ଉଚରା ପାଇଁ ଡାକିଲା ! କିଛି ସମୟ ପୋଲିସ୍କୁ ଭୁଆଁ ବୁଲାଇବା ପରେ ପୁଷ୍ପା ସତ ଉପରୁ ପରଦା ଉନ୍ମୋଚନ କରି ଥିଲେ



କୋ ହଲି ପରିବାର ଏକ ସସ୍ରାନ୍ତ ପରିବାର ଭାବରେ ଜଣାଶୁଣା ଥିଲା! ବେଳେ କିରଣକୁ ଲୋକେ କଲଗର୍ଲ ଆଖ୍ୟା ଦ୍ଦେଇଥିଲେ  ! ଏ କଥ! ସେମାନଙ୍କ ମୁହଁରେ ଲୋକମାନେ କହୁଥିଲେ  ! ଏହାକୁ ପରିବାରବର୍ଗ ସହି ପାରୁ ନ ଥିଲେ  ! ସେ ଏଭଳି ଝିଅ ଜନ୍ମ ବେଇଥିବାରୁ ନିଜକୁ ଅଭିଶପ୍ତ ବୋଲି କହୁଥିଲେ  ! ଶେଷରେ ପୁଷ୍ପା! ତାକୁ ହତ୍ୟା କରିବା ପାଇଁ ଯୋଜନା କଲେ ! ଏଥ୍ରେ ସେ ତାଙ୍କର ସମ୍ପର୍କ1ୟ ଭାଇ କୁଲବିନ୍ଦରକୁ ସାମିଲ କଲେ ! ଘଟଣାଦିନ କିରଣକୁ ଖାଦ୍ୟରେ ନିଶ! ଦେଇ ପୁଷ୍ପା! ସେଠାରେ କିଛି ସମୟ ଅପେକ୍ଷା କଲେ ! କିରଣ ଶୋରଯିବ! ପରେ ସେଦିନ ସନ୍ଧ୍ୟା ରେ ଆସି ତାଙ୍କ ଘରେ ଥିବା କୂଲବିନ୍ଦର କିରଣର ଗଳାକାଟି ହତ୍ୟା କଲା ! ପୁଷ୍ପାକୁ କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଦିଆଗଲା ! କୁଲବିନ୍ଦର ଫେରାର ଥିଲା

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...