Sunday 3 May 2015

ଟେକ୍ ଇଟ୍ ଇଜି




ଦୁନିଆରେ ଦୁଇ ପ୍ରକାରର ନାରୀ ଥାଆନ୍ତି ! ଜଣେ ବିବାହ ପରେ ପରେ ସବୁ ଠିକ ଠାକ ରଖିବା  ପାଇ ଚେଷ୍ଟା  କରନ୍ତି ! ଘରେ ଯାହା ହେଲେ ବି  ବାହାରେ ଜାଣିବାକୁ ଦିଅନ୍ତିନି ! ସ୍ୱାମୀକୁ ଦେବତା ଭଳି ପୂଜ! କରନ୍ତି ଆଉ ସମ୍ମାନ ଦିଅନ୍ତି ! ଯେ କୌଣସି ନିଷ୍ପ ନିଷ୍ପତି  ସ୍ଵାମୀଙ୍କ ମୁତାବକ ହେଉ ସେମାନେ ଚାହାନ୍ତି ! ଆଉ ଗୋଟିଏ ପ୍ରକାରର ନାରୀ ଥାଆନ୍ତିଯେଉଁମାନେ ନିଜ ଆଙ୍ଗୁଠି ରେ ପରିବାର ସହ ସ୍ୱାମୀକୁ ନଚାଇବାକୁ ଚାହାନ୍ତି ! ସ୍ଵାମାକୁ ଅଧିକ  ଗୁରୁତ୍ଵ ଦେବାକୁ ଚାହାନ୍ତି ନାହିଁ ! ସେମାନେ ଚାହାନ୍ତି ତାକଥାକୁ ସମସ୍ତେ ଗୁରୁତ୍ୱ ଦିଅନ୍ତୁ ! ତ!କଥ! ହିଁ ପାଳନ କରାଯାଉ ! ସେ ନିଷ୍ପରି ନେଇସାରିବା ପରେ ସ୍ଵାମୀଙ୍କଠାରୁ ସ୍ଵୀକୃତି ମାଗେ ! କିରଣ ଏଭଳି ଏକ ଯୁବତୀ ଥିଲା! ମୁକ୍ତ ବିହଙ୍ଗ ଭଳି ସେ ଘୂରି ବୁଲୁ ଥିଲା ! ତାଚତୁଃପାର୍ଶ୍ଵରେ ସେ କାହାରିକୁ ଖାତିର କରୁ ନ ଥିଲା ! ଏପରିକି ତାସ୍ଵାମୀଙ୍କୁ ମଧ୍ୟ|

  ସେଦିନ କିରଣ ସନ୍ଧ୍ୟା  ୭ଟ! ସୁଦ୍ଧା ଆସିବାର ଥିଲା ହେଲେ ସେ ରାତି ଦୁଇଟାରେ ଘରକୁ ଆସିଲ! ଏବଂ ପେଟେ ମଦ ପିଇଥିଲା ! ପାଟିରୁ ମଦ ଗନ୍ଧ ବାହାରୁଥିଲା ! ସେ ଚାଲିବାକୁ ସକ୍ଷମ ନ ଥିଲା ! ଯେତେବେଳେ ତାର ସ୍ଵାମୀ ରାଗରେ ଗରମ ହୋଇ ତାକୁ ଏହାର କାରଣ ପଚାରିଲେ, ସେ କହିଲା- ଗୋଟାଏ ବଡ ଡିଲ ହେଲେ ମଦର ଆସର ଜମିଥାଏ ତମେ ତ ବିଜିନେସ୍ ମ୍ୟାନ ! ତମକୁ ବି ବୁଝାଇବାକୁ ପଡ଼ିବ ମୁଁ ଟିକେ ମଦ ପିଇଛି ! କା ହାର ରକ୍ତ ଶୋଷିନି ! କମ ଅନ ଡାଲି", ଟେକ୍ ଇଟ୍ ଇଜି ! ସେଦିନ ରାତିରେ ଆଉ ବେଶୀ ହଙ୍ଗାମା ନ କରି ତାସ୍ଵାମୀ ଶୋଇବାକୁ ଗଲା


 ଘଟଣାର କିଛିଦିନ ପରେ ଦିନେ କିରଣ କହିଲା, ମୁଁ ଜଣେ କଲଏଣ୍ଟକୁ ଭେଟିବ! ପାଇଁ ବାହାରକୁ ଯାଉଛି ! ତାସହ ନ ଭେଟିଲେ କମ୍ପାନୀର ବଡ କ୍ଷତି ହୋଇଯିବ ! ଆସିବା ରାତି ୧୨ଟା ପରେ ହେଇଯିବ ! ଏଣୁ ତୁମେ ଖାଇ ଶୋଇପଡି଼ଥିବା  ! କିନ୍ତୁ କହିବ! ବାହୁଲ୍ୟ, ଯାହାର ଯୁବତୀ ପତ୍ନୀ  ରାତି ୧ ୨ଟା ଯାଏ ବାହାରେ ଥିବା  ତାକୁ କିଭଳି ନିଦ ହେଉଥିବା ! ସେଦିନ କିରଣର ସ୍ଵାମୀ ନ ଶୋଇ ତାର ଆସିବ! ବାଟକୁ ଚାହିଁ ରହିଥିଲା ! କିରଣର ମୋବାଇଲ ସୁଇବ ଅଫ ଥିଲା ସ୍ଵାଭାବିକ ଭାବରେ ଘଣ୍ଟା ଚାଲୁଥିଲା ! ହେଲେ ସ୍ଵାମୀର ହାର୍ଟବିଟ୍ ଅସ୍ଵାଭାବିକ ଭାବରେ ବଢିଯାଇଥିଲା ! ସାର! ରାତି ବିତିଗଲା,. ହେଲେ କିରଣ ଫେରିଲା ନାହିଁ

ପରଦିନ  ସକାଳେ ଏକ ଲକ୍ ଜୁରୀ  କାର ଘର ସାମ୍ନା ରେ ଛିଡା ହେଲା ଆଉ କିରଣ ତାଭିତରୁ ବାହାରିଲା ! କିରଣକୁ ଛାଡି କାର ଚାଲିଗଲା ମଦ ନିଶାରେ କିରଣ ଅସ୍ଵାଭାବିକ ଭାବରେ ପାଦ ପକାତ୍ତଥିଲା ! ସାର! ରାତି ବାହାରେ ରହିବାର କାରଣ ତାସ୍ଵାମୀ ପଚାରିଲା ! ସେ ସ୍ଵାଭାବିକ ଭାବରେ ଉତ୍ତର ବେଲା,ଆକ ଚୁ   ଆକ୍ତୁଆଲି ମୁଁ ଅଳ୍ପ ପିଇବାକୁ ଚାହୁଥିଲି  କିନ୍ତୁ ବେଶ! ପିଇଦେଲି ! ଆଉ ସେନ୍ସ ହରାଇଲି ! ସକାଳେ ଦେଖିଲି କ୍ଳାଏଣ୍ଟ ରୁମ୍ ରେ  ମୁଁ ଶୋଇଯାଇଛି ! କ୍ଳାଏଣ୍ଟ ତାଡ୍ରାଇଭରକୁ କହିଲା ଗାଡିରେ ଛାଡି ଦେବାକୁ ଏ କଥାକୁ କିନ୍ତୁ ତାସ୍ଵାମୀ ବିଶ୍ବାସ କରିପାରୁ ନ ଥିଲା ! ମଦ ପିଇଥିଲା! ଐଅବସ୍ଥାରେଯୁବତୀଟିଏ ଉପଭୋଗ କରିବା ପାଇଁ ଯେ କୌଣସି ସ୍ତରକୁ ଯାଇପାରେ ! ସେ ଚାଲ୍ଲୀଏଣ୍ଟ ସହ ଉପଭୋଗ କରିଛି ଆଉ ବର୍ଭମାନ ମିଛ କହୁଛି ! ଏହା ଭାବି ନୀରବରେ ପତ୍ନୀ ର ମିଛ ଅଭିନୟକୁ ସେ ଗ୍ରହଣ କରିବାକୁ ବାଧ୍ଯ ହେଲା ! ଆଉ ଦିନେ କିରଣ ଏକ ଡ୍ରେସ  ଆଣିଲା, ଯାହାକୁ ଜଣେ ଭଦ୍ରଘରର ଝିଅ ପିନ୍ଧି ବାକୁ ବାହିଁବନି ! ତାର ଉତ୍ତର ଥିଲା- ନାଇଟ୍ କ୍ଲୁବ କୁ ଯିବାର ଥିବାରୁ ଏଭଳି ଡ୍ରେସ  ପିନ୍ଧି ବା ଆବଶ୍ୟକତ! ରହିଛି ! ତ!ସ୍ଵାମ! ଆଉଟ ଡେଟେଡ଼ ହୋରଯାଇ ଥିବା  ସେ ସିଧାସଳଖ କହିଥିଲା ! ସେଦିନ ସେ ନାଇଟ୍ କ୍ଳବକୁ ସେ ତ୍ରେସ୍

ପିନ୍ଧି କି ଗଲା ଏବଂ ଘରକୁ ମଧ୍ୟ  ଲେଟ୍ ନାଇଟ୍  ଫେରିଲା

ହରିୟାଣା ଫରିଦାବାବ ଅନ୍ତର୍ଗତ ସୁରଜକୁଣ୍ଡର ବାସିନ୍ଦା ଥିଲା ୨୩ବର୍ଷାୟା କିରଣ ! ପଞ୍ଜାବ ଭଟିଣ୍ଡାର ବାସିନ୍ଦା ଥିଲେ  ତାବାପା ସୁରେନ୍ଦ୍ର କୋ ହଲି ! କିଛି ବର୍ଷ ପୂର୍ବେ ସେ ଏଠାରେ ସେଟେଲ ହୋଇଯାଇଥିଲେ ବିଭିନ୍ନ ନିର୍ମାଣ ଜିନିଷପତ୍ରକୁ ନେଇ ସେ ସେକ୍ସର ୨୮ରେ ବ୍ୟବସାୟ କରୁଥିଲେ  ! ପରିବାରରେ କିରଣର ମାପୁଷ୍ପା!୧୫ ବର୍ଷିଆ ପୁତ୍ର କୁନାଲ ଥିଲେ  ! କିରଣ ଦେଖିବାକୁ ସୁନ୍ଦର, ସ୍ନାର୍ଟ ଆଉ ଉଚ୍ଚାଭିଳାଷ! ବି.କମ୍ ପଢୁଥିଲା ବେଳେ ସେ ରଣଜିତ ତ୍ରିପାଠୀ ସହ ଘନିଷ୍ଠ ହୋଇଥିଲା

ରଣଜିବ ଲକରପୁର ବାସିନ୍ଦା ହୋଇଥିଲେ  ମଧ୍ୟ  ତାର ଦିଲ୍ଲୀରେ ବ୍ୟବସାୟ ଥିଲା ! ସେ କିରଣକୁ ଭଲ ପାଉଥିଲା! ! ଦୈନିକ ଫରିବାବାହରୁ ଦିଲ୍ଲୀ ଯିବାଆସିବା କରୁଥିଲା ! କିରଣ ଦିଲ୍ଲୀରେ ବିକମ୍° ପଢୁଥିଲା ! ଲୋକାଲ ଟ୍ରେନ ବା ବସ୍ ରେକିରଣକୁ ଆସିବାକୁ ପଡ଼ୁଥିଲା ରଣଜିତର ଗାଡି ଥିବାରୁ ସେମାନେ ଏକାଠି ଆସୁଥିଲେ  ! ଦୈନନ୍ଦିନକାରରେ ରଣଜିତ କିରଣକୁ ଆଣି କଲେଜରେ ଛାତୁଥିଲା ଏବଂ ଯିବାବେଳେ ନେଇ ଯାଉଥିଲା! ! ସେଦିନ ସେମାନେ ନିଜର ଭବିଷ୍ୟତକୁ ନେଇ କଥା ହେଉଥିଲେ  ! କିରଣ କହିଲା- ମୁଁ ସାଧାରଣ ଭାବରେ ବାହାହୋଇ ପିଲା ଜନ୍ମକରି ରୋଷେଇ କରି ବଞ୍ଚିବାକୁ ଚାହେଁନି ! ମୁଁ ନିଜେ ବ୍ୟବସାୟ କରି ପ୍ରତିଷ୍ଠିତ ହେବାକୁ ଚାହେଁ ! କିନ୍ତୁ ତୁମ ବ୍ୟବସାୟରେ ନୁହେଁ ! କାରଣ ତୁମ ବ୍ୟବସାୟ ବଢିଲେ ତୁମର ନାମ ଆଉ ଡୁବିଗଲେ ମୁଁ ଡ଼ୁବେଇଦେଲି ଟୋଲି ବର୍ଜା ହେବ ! ଏଣୁ ମୁଁ ନିଜେ କିଛି କରିବା ପାଇଁ ଚାହୁଁଚି! ରଣଜିତ ଏଭଳି ଜଣେ ଯୁବକ ଥିଲାଯିଏ କି ଅନ୍ୟର ଇଚ୍ଛାକୁ ସମ୍ମାନ ଦ୍ଦେଉଥିଲା! ! କିରଣର ଏଭଳି ଇଚ୍ଛାକୁ ସେ ସ୍ଵାଗତ କରିବା ସହ ଯେତେବେଳେ ଯେ କୌଣସି ସହଯୋଗ ଆବଶ୍ୟକ ସେ କରିବା ପାଇଁ ପ୍ରସ୍ତୁତ ଥିଲା! ବୋଲି   ଜଣାଇଥିଲା! !

 କିନ୍ତୁ ରଣଜିତ ପ୍ରେମରେ କିରଣ ଏଭଳି ପଡ଼ିଯାଇଥିଲା   ଯେ କେମିତି ଶୀଘ୍ର ବିବାହ କରିବ ବ୍ୟସ୍ତ ହୋରପତୂଥିଲା ! ରଣଜିତ ମଧ୍ୟ  ବିବାହ ପାଇଁ ପ୍ରସ୍ତୁତ ଥିବାରୁ ୨୦୧୦ ମସିହାରେ ବିବାହ ହୋଇ- ଗଲା ! କିରଣ ପଢୁଥିଲା! ! ସେମାନେ ପ୍ରଥମେ ବିବାହ କରି ପରେ ପରିବାରକୁ ଜଣାଇଲେ ! ପରିବାରବର୍ଗଙ୍କର କୌଣସି ଆପରି ନ ଥିଲା ! ଏଣୁ ଉଭୟଙ୍କୁ ସେମାନେ ଖୁସିରେ ଗ୍ରହଣ କଲେ ! ବିବାହ ପରେ ରଣଜିତ ତାକୁ ବ୍ୟବସାୟରେ ସହଯୋଗ କରିବା ପାଇଁ ଚାହିଁଲା ! ହେଲେ କିରଣ ନିଜ ଗୋଡରେ ଛିଡା ହେବ! ଜିବ ଧରିଥିଲା

କିରଣ ଦିନେ ଦିଲ୍ଲୀର ମେହ ଫୁଜ଼  ଆଲାମ୍  କୁ  ଭେଟିଲ! ! ଗ୍ରୀନ୍ ବିୟୁଟି ଫାର୍ମ ହାଉସ୍ ନାମରେ ସେ ଏକ ରିଅଲ ଇଷ୍ଟେଟ୍ ବ୍ୟବସାୟ କରୂଥିଲା ! ଦିଲ୍ଲୀର କାଳିନ୍ଦୀକୁଜ ଓ ନୋଏଡାରେ ତାର କମ୍ପାନୀ ରହିଥିଲା ! କିରଣର କଥା କହିବା ଷ୍ଟାଇଲ ମେହ ଫୁଜ଼  ଆଲାମ୍  କୁ  ପସନ୍ଦ ହେଲା ଏଣୁ ସିଇଓ ଭାବେ ତାକୁ ସେ ନିଯୁକ୍ତି ବେଲା ! ବାସ୍ତବରେ ସେ ପାର୍ଟନର ଭାବରେ ରହିଥିଲେ  ! ସିଇଓ ହେବ! ପରେ କିରଣ ତାର ନିଜସ୍ଵ ଶୈଳୀରେ ବ୍ୟବସାୟ କରିବା ଆରମ୍ଭ କଲା ! ତାର ଆଇଡିଆ ଥିଲା!କି ଗୋଟିଏ ୱାଇନ ସେସନ ବ୍ୟବସାୟ ପାଇଁ କାଫି ! ତାପାଇଁ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କରିବା ବୃଥା ! ଏଣୁ ସେ କ୍ଳାଏଣ୍ଟଙ୍କୁ ଡିନର ପାଇଁ ଡାକୁଥିଲାମଦ ପିରଥିଲା! ଏବ° ଡିଲ ଫାଇନାଲ କରୁଥିଲା ଏବେ କମ୍ପାନୀର ଆର୍ଥକ ଅବସ୍ଥ! ଦୂର ହେଉଥିଲା ! କିରଣର ରୋଜଗାର ମଧ୍ୟ  ବଢିଥିଲା ! ଏହାକୁ ଦେଖି ରଣଜିତ ଖୁସି ହେବ ବୋଲି ସେଭାବିଥିଲା ! ହେଲେ ରଣଜିତର ଏ ସବୁ କମା ପସନ୍ଦ ନ ଥିଲା ! ଏବେ ଯେତେବେଳେ ଏହାକୁ ସେ ଏକ ଅଭ୍ୟାସରେ ପକାଇ ଦ୍ଦେଇଥିଲା ସେତେବେଳେ ରଣଜିତ ଆଉ ସହି ନ ପାରି କ୍ରୋଧାନ୍ଧିତ ହୋଇ ପଡ଼ିଥିଲା! ସେଦିନ ରାତିରେ ସେ ତାକୁ ଚାକିରିରୁ ଇସ୍ତଫା ଦେଇ ଘରେ ବସିବା ପାଇଁ କହିଲା ! ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ! କିରଣସ୍ଵପ ଦେଖି କୃତକାର୍ଯ୍ୟ ହେବାର ସ୍ବାଦ ଚାଖି ସାରିଥିଲା ! ରଙ୍ଗୀନ  ଜୀବନକୁ ସେ ଏତେ ଶୀଘ୍ର ସମର୍ପଣ କରିଦେବାକୁ ଚାହୁଁ ନ ଥିଲା ! ସେ ସିଧାସଳଖ କହିଲା, ମୁଁକଣେ ସଫଳ ନାର! ଯଦି ତୁମେ ଏହି ସଫଳତା ସହ ରହିବାକୁ ଚାହୁଁ ଛ ତେବେ ମୁଁ ସ୍ଵାଗତ କରିବି ! ଯଦି ଚ!ହୁଁନ!ହଁ ତେବେ ଡାକିବିନି



ରଣଜିତ ହାରି ଯାଇଥିଲା! ! ଏକଥା ବୁଝାଇବା ପାଇଁ ସେ କିରଣର ମାପୃଷ୍ଠାକୁ କହିଥିଲା ! ପୁଷ୍ପା! ମଧ୍ୟ  ବୁଝାଇ ବୁଝାଇ ଥକି ଯାଇଥିଲେ  ! ଶେଷରେ ଜୁଲାଇ ୨୦୧୩ରେ କିରଣ ଘରଛାଡି ବାପଘରକୁ ଚାଲି ଆସିଥିଲା ପୁଷ୍ପା! ଯେତେ ବୁଝାଇଲେ ମଧ୍ୟ  ସେ ଶୁଣି ନ ଥିଲା! ତାର ଜୀବନଶୈଳୀ ଅତ୍ୟାଧୁନିକ ହୋଇଯାଇ ଥିଲା ! ପୁଷ୍ପା! ହାରିବା ଏକ ଅପମାନ ସଦୃଶ ହୋଇଥିଲା! ! ସେ ସୁଯୋଗ ଖୋଜୁଥିଲେ  କେବେ ତାକୁ ବାଟକୁ ଆଣିବେ ! ଆଉ ଝିଅ- ଜ୍ଵା ଇଁଙ୍ଗୁ ଏକାଠି କରିବେ



୨୦୧୩ ଡିସେମ୍ବର ୨୮ ତାରିଖରେଅଘଟଣ ଘଟିଲା ! ସେହି ରାତିରେ କିରଣକୁ ଗଳ! କାଟି କିଏ ହତ୍ୟାକଲା ! ଖଟ ଉପରେ କିରଣର ମୃତଦେହ ପଡିଥିଲା ! ଗଳା କଟାଯାଇଥିବାରୁ ଆସବାବପତ୍ର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା ! ପୁଷ୍ଟାଙ୍କ କହିବା ମୁତାବକ ଦୁଇଜଣ ମହିଳା କିରଣକୁ ଭେଟିବା ପାଇଁ ଆସିଥିଲେ  ! ସେମାନେ ଡ୍ରଇ° ରୁମରେ କଥ! ହେବା ପରିବର୍ଡୋ ବେଡ଼ରୁମ୍ କୁ ଗଲେ ! ପୁଷ୍ପା! ମଧ୍ୟ  ସେମାନଙ୍କ ସହ ରହିବା ପାଇଁ ଚାହୁଁଥିଲେ  ହେଲେ କିରଣ ଚାଙ୍ଗୁ ଏକ ଗ୍ରାସ୍ ପାଣି ଦେଇ ପିଇକି ଶୋଇବା ପାଇଁ କହିଲ! ! ପାଣି ପିଇବା ପରେ ସେ ଅଚାନକ ବେହୋସ  ହୋଇଗଲେ ! ନିଦ ଭାରିବା ବେଳକୁ ସକାଳ ହୋଇଯାଇଥିଲା!

ସେ ପାଣି ପିଇବ! ବେଳେ ୧ଠଟା ୪୫ ହୋଇଥିଲା ! ହେଲେ ପୋଲିସ୍ ତାଙ୍କର କଲ୍ ରେକର୍ଡ଼ ଯାଞ୍ଚ କରିବା ବେଳେ ୧୫ ଦିନ ଧରି ଏକ ନିଦିଷ୍ଟ ନମ୍ବରକୂ କଲ୍ କରୁ ଥିବା  ପୁଷ୍ପା! ସେଦିନ ମଧ୍ୟ  ରାତି ସାଢେ ୧ ୧୧ ଟା ବେଳେ  କଥ! ହୋଇଛରି ! ଯଦି ଅଚେତ ହେଲେ ତେବେ କଥ! ହେଲେ କିପରି  ! ପୋଲିସ୍ ଏହାକୁ ଆଧାର କରି ପୃଷ୍ଠାଙ୍କୁ ପଚରା ଉଚରା ପାଇଁ ଡାକିଲା ! କିଛି ସମୟ ପୋଲିସ୍କୁ ଭୁଆଁ ବୁଲାଇବା ପରେ ପୁଷ୍ପା ସତ ଉପରୁ ପରଦା ଉନ୍ମୋଚନ କରି ଥିଲେ



କୋ ହଲି ପରିବାର ଏକ ସସ୍ରାନ୍ତ ପରିବାର ଭାବରେ ଜଣାଶୁଣା ଥିଲା! ବେଳେ କିରଣକୁ ଲୋକେ କଲଗର୍ଲ ଆଖ୍ୟା ଦ୍ଦେଇଥିଲେ  ! ଏ କଥ! ସେମାନଙ୍କ ମୁହଁରେ ଲୋକମାନେ କହୁଥିଲେ  ! ଏହାକୁ ପରିବାରବର୍ଗ ସହି ପାରୁ ନ ଥିଲେ  ! ସେ ଏଭଳି ଝିଅ ଜନ୍ମ ବେଇଥିବାରୁ ନିଜକୁ ଅଭିଶପ୍ତ ବୋଲି କହୁଥିଲେ  ! ଶେଷରେ ପୁଷ୍ପା! ତାକୁ ହତ୍ୟା କରିବା ପାଇଁ ଯୋଜନା କଲେ ! ଏଥ୍ରେ ସେ ତାଙ୍କର ସମ୍ପର୍କ1ୟ ଭାଇ କୁଲବିନ୍ଦରକୁ ସାମିଲ କଲେ ! ଘଟଣାଦିନ କିରଣକୁ ଖାଦ୍ୟରେ ନିଶ! ଦେଇ ପୁଷ୍ପା! ସେଠାରେ କିଛି ସମୟ ଅପେକ୍ଷା କଲେ ! କିରଣ ଶୋରଯିବ! ପରେ ସେଦିନ ସନ୍ଧ୍ୟା ରେ ଆସି ତାଙ୍କ ଘରେ ଥିବା କୂଲବିନ୍ଦର କିରଣର ଗଳାକାଟି ହତ୍ୟା କଲା ! ପୁଷ୍ପାକୁ କୋର୍ଟ ଚାଲାଣ ପରେ ଜେଲ୍ ପଠାଇ ଦିଆଗଲା ! କୁଲବିନ୍ଦର ଫେରାର ଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...