Monday 15 June 2015

ଫ୍ରେ ଶ୍ ଆଇଟମ! ତାଜ! ମାଲ୍



       ଓଃ  ଡୋଣ୍ଟ  କଲ୍ ମି ଆଣ୍ଟି ! ଓ.କେ.! ମୁଁ  ଣ ତତେ ବୁ  ଢ଼ୀ ଭଳି ଲାଗୁଛି ୟେ, ତୁ  ମୋତେ ଆଣ୍ଟି ଡାକୁଚୁ ?”
ସୂଷମାର ଏମିତି କଥା ଶୁଣି ପ୍ରଥମେ ହଡ଼ବଢ଼େଇ ଯାଇଥିଲା ଶାହଜାଦ୍! ନର୍ବାଶ  ସ୍ଵରରେ ପଗରିଥିଲା- ଆଉ ତାହେଲେ କଣ ଡାକିବି ?’ ‘ସୂଷମା! କଣ ମୋ ନାଁଟା ତତେ ଭଲ ଲାଗୁନି  କି ? ସୁଷମା କହିଲା!  ଶାହଜାଦ୍ କହିଲା- ତୁ ମେ ମୋଠୁ ଯଥେଷ୍ଟ ବଡ଼! ତୁମ ପୁଅର ବୟସ ମୋ ବୟସ ସହିତ ସମାନ! ମୁଁ ତୁମକୁ ତୁମ ନାଁ ଧରି  ଡାକିଲେ କଣ ଭଲ ଲାଗିବ ସୁଷମା ଶାହଜାଦ୍ ପାଖକୁ ଲାଗିଆସିଲା ଓ ତାଗାଲକୁ ଆସ୍ତେ କରି ଚିପିବେର କହିଲା-ଡିଅର ଶାହଜାଦ୍ଆମେ ଦୁହେଁ ଗୋଟେ  ପାର୍ଲର ରେ କାମ କରୁଛେ! ଆମ ଦୁହିଁଙ୍କର ପୋଷ୍ଟ  ବି ସମାନ! ନା ମୁଁ ତୁ ମଠୁ ବଡ଼, ନା ତୁ ମେ ମୋଠୁ ବଡ଼ା ତେଣୁ ଆଜିଠୁ ତୁ ମେ ମୋତେ ମୋ ନାମ ଧରି ଡାକିବା ଓକେ……….

ଶାହଜାଦ୍ ଓ ସୁଷମା! ଗୋଟିଏ ବିୟୁଟି ପାର୍ଲର ରେ କାମ କରୁଥିବା   ଦୁଇ କର୍ମଚାରୀ! ଶାହଜାଦ୍ କୁ ୨୩ବର୍ଷ ହୋଇଥିବା  ବେଳେ ସୁଷମାର ବୟସ ୪୫କୁ ଟପି ସାରିଥିଲା! ସୁଷମାର ତିନି ପୁଅଙ୍କ ମଧରୁ ତାର ବଡ଼ପୁଅର ବୟସ ଥିଲା ଶାହଜାଦର ବୟସ ସହିତ ସମାନ; ଅର୍ଥାତ୍ ୨୩ ବର୍ଷ
    ଘଟଣାର ଆରମ୍ଭ ଶାହଜାଦ୍ ଠାରୁ ହେଉ! ଦିଲ୍ଲୀ  ତ୍ରିଲୋକପୁରୀ  ନିବାସୀ ଅନାଶ ଅହମଦ ଙ୍କ  ତିନି ନସର ପୁଅ ହେଉଛି ଶାହଜାଦ୍! ସେମାନେ ପେସାରେ ହେଉଛଜି ବାରିକ ତେଣୁ ଅନ୍ୟ ପୁଅମାନଙ୍କ ଭଳି ଅନାଶ୍ ଗହୁଁଥିଲେ  ଶାହଜାଦ୍ ମଧ ତାଙ୍କ କୌଳିକ ବୃତି କୁ ଆପଣାର କରୁ! ହେଲେ ଶାହଜାଦ୍ ସେକଥା ଗହୁଁ ନ ଥିଲା! ସେ ସବୃବେଜେ ଦ୍ରିମ୍ ଲ୍ୟାଣ୍ଡରେ ଘୂରି ବୁ  ଲୁଥିଲା ସେ ଭାବୁ ଥିଲା ପେ, ସେ ବମ୍ବେ ଚାଲିଯିବ! ତାର ରୁପ ଅଛି! ସେ ଫିଇ ଲାଇନରେ ଟ୍ରାଇ କରିବ ଆଉ ନିଜକୁ କଣେ ସଫଳ ନାୟକ (ହିରୋ) ଭାବରେ ପ୍ରତିପାଦିତ କରିବା ଅନାଶ୍ ଜାଣିଥିଲେ  ଏସବୁ  ହେଊଛି ଶାହଜାକ ର ଦିବାସ୍ଵପ! ତଥାପି ସେ ତାକୁ ରୋକିପାରି ନ ଥିଲେ ! ଶାହଜାଦ୍ ବସେ ଯାଇ ସେଠାରେ ଏକ ସେଲୁନ୍ ରେ  କାମକରି ନିଜର ଗୁଜୁରାଣ ମେଣାଇଲା ! ସମୟ ବାହାର କରି ବିଭିନ୍ନ ଷୁଡିଓକୁ ଗଲା ! ସୁଟିଂ ଳୋକେଶନ୍ କୂ ଯାଇ ସେଠାକାର ଲୋକମାନଙ୍କୁ ସାକ୍ଷାତ୍ କଲା! ଏମିତିରେ ତିନିବର୍ଷ ବିତିଗଲା! ପଥ! ପୂର୍ବ° ତଥା ପରଂ! ଶାହଜାଦ୍ ବୁଝିପାରିଲା ଯେ, ହିରୋ  ହେବାକୁ ନେଇ ତାଭିତରେ ଯେଉଁ ଭାବନା ଥିଲା ତାହ! ଏ ଜନ୍ମ ରେ ପୂରଣ ହେବାର ନାହିଁ ! ଦୂଏତ ହିରୋ ହେବ! ତାଚ୍ଚାଗ୍ୟରେ ନାହିଁ! ତେଣୁ ଭଲ ଘରକୁ ଫେରିଯିବା ଓ କୌଳିକ ବୃତି ରେ  ହାତ ଦେଇ ନିଜକୁ ଠିଆ କରେଇବ ! ବାସ୍, ପୁଣିଥରେ ବମ୍ବେ ରୁ  ଦିଲ୍ଲୀ କୁ ଫେରିଆସିଲା ଶାହଜାଦ୍ ମୟୂର ବି ହାର୍ ଫେକ୍-୧ ରେ ଥିବା ପାର୍ଲର ରେ  ଜଣେ ମେକ୍ଅପ୍ ଏକ୍ସପର୍ଟ ଭାବରେ ପୋଗଦେଲୀ ସେହି ପାର୍ଲର ରେ  କାମ କରୁଥିଲା  ସୁଷମା!
8ବର୍ଷ ବୟସୀ ସୁଷମା ଥିଲା ସାଉଥ୍ ଦିଲାର ଦଷିଣପୁରୀ ନିବାସୀ ! ପାଞ୍ଚବର୍ଷ ପୂର୍ବେ ତାସ୍ଵାମୀଙ୍କର ଦେହାନ୍ତ ହୋଇଯାଇଥିଲା ତାର ତିନିଜଣ ପିଲା ଥିଲେ  ଓ ସମପ୍ରେ ବଡ଼ ହୋଇଯାଇଥ୍ଳୋ ସୂଷମାକୁ ବୟସ ହୋଇଯାଇଥିଲା ସତ; ହେଲେ ସେ ନିଜକୁ ବୟସ! ଚୋଲି ଭାବୃ ନ ଥିଲା କେବଳ ଭାବୁ  ନ ଥିଲାଅଧ୍କନ୍ତୁ ସେ ନିଜକୁ ସେହିଭଳି ସଜେଇ ରଖି ଥିଲା ତାକୁ ଦେଖିଲେ  ଲାଗୁଥିଲା ଯେମିତି ତାର ବୟସ ୩୦ଚ୍ଛ ୩୫ ଭିତରେ!
କୁହାଯାଏ, ପ୍ରତ୍ୟେକ ଜୀବ ପାଇଁ ପ୍ରକୃତିର ଏକ ନିଦିଷ୍ଟ ନିୟମ ଅଛି ! ସେହି ନିୟମଭିତରେ ସେ ନିଜର ବାଲୀ, ଯୌବନ ଆଉ ବାର୍ଦ୍ଧକ୍ୟ  ପ୍ରାପ ହୁଏ! ଯିଏ ପ୍ରକୃତି ବିରୋଧରେ ଯାଇ ନିଜକୁ ବାର୍ଦ୍ଧକ୍ୟ ରେ ବି ପୂର୍ଶ୍ୱ-ପୌବନ-ପ୍ରାପ ବୋଲି ଭାବେ  ଓ ସେହିଭଳି ହବ ଭାବ  ପ୍ରଦର୍ଶନ କରେ ତାହାକୁ ସମାଜ କହେ ପରଭର୍ଟ’! ଆଉ ସତକୁସତ ତାମାନସିକତା ବି ବିପଥଗାମୀ ପାଲଟିଯାଏ! ମୁଷମାର ଅବସ୍ଥ! ଠିକ୍ ସେମିତି ଥିଲା ଏପରିକି ସେ ଯେତେବେଳେ ତାର ପୁଅମାନକୁ କୁଆଡ଼କୁ ନେଇ ଯାଉଥିଲା ସେମାନଙ୍କୁ ନିଜର ପୁଅ ଚୋଲି ନ କହି ସାନଭାଇ କିମା ଆଉ କାହାର ସନ୍ତାନ  ବୋଲି ପରିଚୟ  ଦେଉଥିଲା
    ସୁଷମା କେବଳ ନିଢକୁ ଶାରୀରିକ ସ୍ତରରେ ଯୁବତୀ ବୋଲି ପ୍ରଦଶିତ କରୁ ନ ଥିଲାଅଧିକନ୍ତୁ  ତାର ମାନସିକତା ମଧ ଥିଲା ସେହିପରି! ତାଭିତରେ  ଦୈହିକ ଷୁଧା ଥିଲା ମଧ ଥିଲା ସେହିପରି! ତାଭିତରେ  ଦୈହିକ ଷୁଧା ଥିଲା ପ୍ରବଳ, ସେ ଶସ୍ତା ରେ  ମିଳୁ ଥିବା ନିଷିଦ୍ଧ ପୁସ୍ତକ ସବୁ  କୁ ପାଠ କରୁ ଥିଲା ପ୍ରାପ୍ତବୟସ. ପାଇଁ ଉରଃଦିଷ୍ଟ  ଫିଲ ସବୁ  କୁ ବେଖୁଥିଲା ଳୋଉଠାରୁ ସେ ଜାଣିଥିଲା ପେ, ସେ ପଦି ତାବୟସ ଠାରୁ ଯଥେଷ୍ଠ କମ୍ ବୟସର ଜଣେ ଯୁବକ ସହିତ ଶାରୀରିକ ସମ୍ଭନ୍ଧ ରଖେ ତାହେଲେ ତାର ଦୁଇଟ! ଲାଭ ହେବା ପ୍ରଥମତଃ ସେ ଭରପୂର ଶାରୀରିକ ସୁଖ ପାଇବା ଦ୍ୱିତୀୟତଃ ଶାରୀରିକ ସୁଖ ପାଇଲେ ତାହା ତାର ମାନସିକତାକୁ ସୁସ୍ଥ ରଖିବ ଯେହେତୁ ମନ ଶରୀରକୁ ନିୟନ୍ତ୍ରଣ କରେ ସେ ମନରେ ସୁସ୍ଥ ରହିଲେ ତାହ! ତାର ଶରୀରର ଯୌବନକୁ ମଧ ଅଷୁଣ୍ଠ ରଖିବ ଏଭଳି ଏକ ଲଜିକ୍ ବା  ତର୍କକୁ ନେଇ ଜୀବନ ବିତାଉ ଥିବା ସୁଷମା ପାଇଁ ଶାହଜାଦ୍  ଥିଲା ଏକ ଫ୍ରେଶ୍ ଆଇଟମ! ତାଜ! ମାଲ୍! ତେଣୁ ସେ ଯେତେବେଳେ ଶାହଜାଦ୍ କୁ ଭେଟିଲା ସେତେବେଳେ ଭାବିଳା- ଈଶ୍ଵର ହିଁ ତାପାଇଁ ଅଧା କାମ କରିଦେଲେ! ଅର୍ଥାତ୍ ତାପାଖକୁ ଜଣେ କମ୍ ବୟସର ଯୁବକକୁ ପଠେଇଦ୍ଦେଲେ! ଆଉ ବାକି କାମ ତାର! ଅର୍ଥାତ୍ ଈଶ୍ଵର ପଠେଇ ଥିବା ଶାହଜାଦ୍ କୁ  ବଶକରି ନିଜ ଆୟତ୍ତକୁ ଆଣିବା କାମ ହେଉଛି ତାରା ଆଉ ସେ ତାହା କରିବ ହିଁ କରିବା 
    ଦିନେ ସନ୍ଧ୍ୟା  ବେଳେ କୌଣସି ଏକ କାମର ବାହାନ! କରି ସୁଷମା ଶାହଜାଦ୍ କୁ  ପାର୍କକୁ ଡାକିନେଲୀ କହିଲ- ଶାହଜାଦ୍! ମୁଁ ଗୋଟେ ସମସ୍ୟାରେ ପଡ଼ିଛି! ମୋର କଣେ ପୁରୁଣା ଗ୍ରାହକ ହେଊଛି ଦିପା; ଯିଏ ଅଲଗା କିଛି ଚାହୁଁଛି! ମାନେ ତାର ଦରକାର କିଛି ନୂଆଧରଣର କଟ୍! ଆଉ ଯେ କି ତାଶରୀରର କିଛି ଅଭ୍ୟନ୍ତର ଅଙ୍ଗରେ କିଛି ଟାଚୂ କରିବାକୁ ଗହୁଁଛି; ପୋଉଟା ମୋତେ ଜଣାନାହିଁ ! ତୁ  ତ ବମ୍ଭେରେ ରହି ଫେରିଛୁ! ଆଉ ମୁଁ ଜାଣେ ତୁ  ଜଣେ ମେକ୍ଅପ୍ ଏକ୍ସପର୍ଟ! ତୁ  ହିଁ ମୋତେ ସାହାଯ୍ୟ କରିପାରିବୁ !ଶାହଜାଦ୍ କହିଲା- ଠିକ୍ ଅଛି ସୁଷମାତୁ  ଦି ପାକୁ ମୋ ପାଖକୁ ପଠେଇବେ! ମୁଁ ତାମନଜାଣି ମେକ୍ଅଫ୍ କରିଦେବି !ସୁଷମା କହିଲା- ପ୍ରୋଲ୍ଲେମ୍ ହେଉଛି ଦୀପା  ଗୋଟେ ଳାଜକୁଳି ଆଉ ଅର୍ଥୋ ଡ଼କ୍ସ  ଝିଅ ! ସେ ନା ତୋ ପାଖକୁ ଯିବ, ନା ଢୋ ପାଖରେ ସେ ତାତ୍ରେସ୍ ଖୋଲିବାଶାହଜାହ କହିଲା- ତାହେଲେ ମୁଁ ଆଉ କଣ କରିପାରିବି ?’ ସୁଷମା କହିଲା- ତୁ  ଗୋଟେ କାମ କରା ତୁ  ମୋତେ ଶିଖେଇଦୋ ମୋ ଦେହରେ ଟାଟୁ  କରିତେ! ମୁଁ ତୋଠୁ ଶିଖ୍ ନେ ବି! ଆଉ ଦୀପ କୁ କରିଦେବି! ତୁ  ଗୋଟେ କାମକଳା ଡୁ କାଲି ସନ୍ଧ୍ୟା ରେ  ମୋ କ୍ରାର୍ଟର୍ସକୁ ଗଳିଆ ସେଇଠି ତୁ  ମୋତେ ଶିଖେଇଦବୁ  ପାଲୌରରେ ଏସବୁ   କାମ କଲେ ହୁଏତ ମାଲିରେ ଇମ୍ପ୍ରେ ସନ୍ ଖରାପ ହୋଇଯାଇପାରୋ ଶାହଜାଦ ଚାହିଁଲା  ସୁଷମା ମୁହଁକୁ! ସୁଷମା ଓଠରେ ଲାଖି ରହି ଥିଲା  କେରାଏ  ଦୁଷ୍ଟ ହସ ତାକୁ ବୁ  ଝେଇଦ୍ଦେଲା ଯେଦୀପ  ହେଉଛି ମନଗଢ଼ା ଚରିତ୍ର, ଯାହାକୁ ତିଆରି କରିଛି ସୁଷମା!
    ବାସ୍ତବିକ ଶାହଜାଦ ଗୋଟେ ବୁଡ଼ଧୁ  କିମା ଅନପଢ଼ ନ ଥିଲା ସେ ଭଲ ଭାବେ  ଢାଣିଥିଲା ପେ, ସୁଷମା ତାକୁ ଡାକୁଛି କଣ ପାଇଁ ! ଆଉ ସେଥିଲାଗି ସେ ପ୍ରସୁତ ଥିଲା ! ମଧ୍ୟ  ! ୨୩ବର୍ଷ6 ଉପନୀତ ହୋଇଥିଲେ  ମଧ ଶାହଜାଦ୍ ଆଜିଯାଏ କୌଣସି ଝିଅର ପ୍ରେମରେ ପଡ଼ି ନ ଥିଲା  କି ଶରୀରର ସୁଖ ହାସଲ କରି ନ ଥିଲା ! ତେଣୁ ସେ ବି ଉଭେଜିତ ଥିଲା ସୂଷମାର ଶରୀରକୁ ହାସଲ କରିବା ପାଇଁ ! ତାଛଡ଼ା, ସୁଷମା ତାର ଯୌବନକୁ ଏପରି ଆକର୍ଷଣୀୟ କରି ରଖି ଥିଲା ଯେ, ତାକୁ ଦେଖ୍ ଲେ କେହି ବି କହୁ ନ ଥିଲେ  ସେ ୪୫ବର୍ଷର ଜଣେ ମହିଳ! କିମା ସେ ତିନୋଟି ପିଲାର ମା’ ! ସେଥିଲାଗି ଶାହଜାଦ୍ ସଂଗେ ସଂଗେ  ରାଜି  ହୋଇଗଲା ସୁଷମା ଘରକୁ ଯିବ! ପାଇଁ
     ତାପରଦିନ ସନ୍ଧ୍ୟା ରେ  ସୁଷମା ପରେ ଯାଇ ପହଞ୍ଚଲା ଶାହଜାଦ୍ ଆଉ ତାହା ହିଁ ହେଲା ଯାହ! ଘଟିବାର ଥିଲା ସୁଷମାକୁ ତାର ଗ୍ରେଶ୍ ଆଇଟମ ମିଳିଗଲା! ଆଉ ଆଦୌ ଚାଖି ନ ଥିବା  ନିଷିଦ୍ଧ ଫଳର ସ୍ୱାଦ ପାଇ ନିଜକୁ କୃତକୃତ୍ୟ ମନେକଲା ଶାହଜାଦ୍ କାହାଣୀ କଦାଚିତ ଏଇଠି ପରିବାର ନ ଥିଲା କୁହାଯାଏ ପରକୀୟା ପ୍ରାତି ଠିକ୍ ଅଫିମ ନିଶା ଭଳି! ତାହାକୁ ଥରକୁଥର ଗୋଟିଏ ନିଦିଷ ସମୟରେ ତୁମେ ନେବାକୁ ବାଧା ସୁଷମା ଓ ଶାହଜାଦ୍ ସେହି ପରକୀୟା ପ୍ରାତିରେ ମଜ୍ଜିଗଲୋ
     ସୁଷମା ଦିନେ ବାହାଘର ପାଇଁ ଶାହଜାଦ୍ କୁ  ପ୍ରସ୍ତାବ ବେଳା ! ଆଉ ପ୍ରେମ-ଭୋଳ ଶାହଜାଦ ହଁ ମାରିଦେଲା ଓ ନିଜ ପରେ ଯାଇ ପ୍ରସାଦ ବେଲା! ହେଲେ ସୁଷମା ଥିଲା ହିଦୂ! ଶାହଜାଦ୍ ପରିବାରକୁ କରିଲା  ସେ, ବାହାଘର ପରେ ସୁଷମା ତାର ଧର୍ମ ପରିବରିନ କରିବା ପରିବାର ପକ୍ଷ ରୁ  ଆଉକିଛି ପ୍ରତିବନ୍ଧକ ଉଠିଲାନାହିଁ! ଓଲଟି ସେମାନେ ସୁଷମାକୁ ବୋହୁ କରିବାକୁ ପ୍ରସୁତ ହେଲେ ଓ ତାବିଷୟରେ ଖବର ସଂଗ୍ରହ କଲେ! ସେତେବେଳେ ସେମାନେ ଜାଣିବାକୁ ପାଇଲେ ପେ ସୁଷମା ଜଣେ ଯୁବତୀ ନୁହେଁ, ୪୫ବର୍ଷ1ୟା ବିଧବା ଆଉ ତିନୋଟି ପିଲାର ମାସେତେବେଲେ ଶାହଜାଦ୍ ପରିବାର ମୁଣ୍ଡ ଉପରେ ଆକାଶ ଛିଡ଼ିପଡ଼ିଲା ! ଅନି ଶ୍ ଶାହଜାଦ୍ କୂ ଗାଳିଗୁଲଜ କରିବା ଆରମ୍ଭ କରିତ୍ୟେଲୀ ଶାହଜାହ ଥିଲା  ନଛୋଡ଼ବନ୍ଦା! ସେ ସୁଷମା ପ୍ରେମରେ ପୂବାପୂରି ଅନ୍ଧ ହୋଇଯାଇଥିଲା ! ତେଣୁ ସେ ଘରଛାଡି  ଏକ ଭଡ଼ାଘର ନେଲା, ଯେଉଁଠି ସୁଷମା ଓ ସେ ଲିଭ୍  -ଇନ ରେ  ରହିବାକୁ ଲାଗିଲେ!
    ଏମିତିରେ କିଛିଦିନ ବି ତିଲା ସୁଷମା ପାଇଁ ଶାହଜାଦ୍ ଥିଲା ଏକ ପ୍ରେ°ଶ୍ ଆଇଟମ୍! ତେଣୁ ସେ ମନଭରି ଶାହଜାଦ୍ ର  ସାନିଧ୍ୟ  ଉପଭୋଗ କରୁ ଥିଲା ହେଲେ କିଛିଦିନ ପରେ ସୁଷମାର ଦେହ ରସଶୂନ୍ୟ ହୋଇଗଲା ଶାହଜାଦ୍ ପାଇଁ କାରଣ ସେ ଜାଣିଥିଲା ପେ, ସୁଷମା ଜଣେ ବୟପା ମହିଲା ପୁଣି ତାର ତାଭଳି ଏକ ପୁଅ ମଧ ଅଛି! ସେ କେବଳ ନିଜ ବୟସର ପୋକ ମେଣ୍ଡେଇବା ପାଇଁ ସୁଷମା କଥାରେ ଅନ୍ଧ ହୋଇପାଇଥିଲା ! ଆଉ ଭୋକ ମେଶ୍ଚିଗଲା ପରେ ବାତ୍ସବିକତା ଆସି ଉଚ୍ଚା ହୋଇଗଲା ଶାହଜାଦ୍ ନିକଟରେ! ଏସବୁ ସତ୍ୱେ  ସେ ନିଜକୁ ସ୍ଥିର ରଖିଲା ! ହେଲେ ଯେଉଁଦିନ ଜାଣିଲାକେବଳ ତାସହିତ ନୁହେଁ, ସୁଷମାର ଆଉ ଜଣେ ପ୍ରେମିକ ଅଛି ସେଦିନ ତାମନରେ ସୁଷମା ପ୍ରତି ଘୃଣା ଭରିଗଲୀ ସେ ଭାବିଲା, ଏବେ ସେ ସୁଷମା କବଳରୁ ମୂକ ହୋଇଯିବା ମାତ୍ର ସୁଷମା ତାକୁ ଛାଡ଼ିବାକୁ ଚାହୁଁ ନ ଥିଲା ! ସେ ଜାଣିଥିଲା ଯେ, ସେ ଚେଷ୍ଟା କରି  ବି ଆଉଥରେ ଶାହଜାଦ୍ ଭଳି ଏକ ନବଯୁବକକୁ ତାଶର୍ଯ୍ୟା କୁ  ଟାଣିଆଣି ପାରିବନି! ସେଥିଲାଗି ସେ ଶାହଜାଦ୍ ନିକଟରେ ମିଛ ଗଣ ଖାଇ କହିଲା ସେ, ଏ ଦେହ ଉପରେ କେବଳ ମୋ ସ୍ୱାମୀଙ୍କର ଅଧିକାର  ଥିଲା! ସେ ଯିବ! ପରେ ଏ ଦେହଟା ହେଊଛି ଶାହଜାଦ୍ ର  ତାଳୁ ଛାଡ଼ିଦେଲେ ତାର ଆଉକାହ! ସହ ସମ୍ପର୍କ ଇ ନାହିଁ
ଚୂଝିଗଲା ଶାହଜାଦ ବିଚାରା!
     ସୁଷମାର ଦିଅର ଆନନ୍ଦର ବାହାଘର ଆସିଲା! ବାହାଘରକୁ ସୁଷମା ଗଲା  ଓ ତାସହିତ ଶାହଜାବ କୁ ମଧ ନେଇଗଲୀ ବାହାଘର ଭିଡ଼ ଭିତରେ ଶାହଜାଦ୍ ଲକ୍ଷ୍ୟ କଲା ସେ, ସୁଷମା ଲୁଚିଲୁଚି ଜଣେ ବ୍ୟକ୍ତି ସହିତ କଥା ହେଉଛି! ବ୍ୟକ୍ତି ଜଣକ ତାକୁ ଆଲିଙ୍ଘନ କରୁଛି ଓ ସୂଷମାକୁ ଚୁମ୍ବନ  ଦେଉଛି! ନିଅଁ! ଲାଗିଗଲା ଶାହଜାଦ୍ ଛାତିରେ! ବାହାଘର ଭିଡ଼ରେ ନିଜକୁ ଶାନ୍ତ ର ଖ୍ ଘରକୁ ଫେରିଆସିଲା ଶାହଜାଦ୍! ଘରେ ପହଞ୍ଜୁ ପହଞ୍ଜୁ  ଶାହଜାଦ୍ ଓ ସୁଷମା ମଧରେ ଆରମ୍ଭ ହୋଇଗଲା କଳିତକରାଳ! ସେ ବାହାରିଲା ସୂଷମାକୁ ଛାଡ଼ିଦେଇ ନିଜ ଘରକୁ ଗଲିଆସିବା ହେଲେ ସୁଷମା ତାକୁ ଆସିବାକୁ ଦେଲାନାହିଁ! ସେମାନଙ୍କ ମଧରେ  ଧସ୍ତା ଧ ସ୍ତୀ  ଲାଗିଗଲା ! କ୍ରୋଧରେ ଅନ୍ଧ ହୋଇଯାଇଥିଲା ଶାହଜାଦ୍ ସେ କଣ କଚୁଥିଲା ଜାଣିପାରୁ ନ ଥିଲା ସୁଷମା ମୁଣ୍ଡକୁ ଧରି ପିଟି ଦେଲା କାନ୍ଥ ରେ! ତଳେ ପଡ଼ିଗଲା ସୁଷମା ! ତଥାପି କ୍ରୋଧ ଶାନ୍ତ ହୋଇ ନ ଥିଲା ଶାହଜାଦ୍ ର ! ସେ ତାଛାତିରେ ବସି ସୁଷମାର ତଶ୍ଚିକୁ ଚିପିଧରିଲା! କିଛି ସମୟର ଛଟପଟ! ତାପରେ ନିଶ୍ଚଳ ହୋଇଗଲା ସୁଷମାର ଶରୀର
      ଫ୍ରେ ଶ୍ ଆଇଟମ ଆଉ ନିଜକୁ ଫ୍ରେ ଶ୍ ରଖ୍ ବାର ନିଶାରେ ସୁଷମାର ପ୍ରାଣଗଲ! ! ଆଉ ନାରୀ  ଶରୀରର ନିଷିଦ୍ଧ ଫଳ ଚାଖି ବାର  ମୋହ ଶାହଜାତ୍ କୁ ଜେଲ୍ ର  ଅଦ୍ଧାରୀ  ଘରକୁ ବାଟ କଢ଼େଇନେଲା !

Friday 12 June 2015

ଭଡ଼ାଟିଆ କୁ ଗୁଳିକରି ହତ୍ୟା





     ଯେତେବେକେ ପୁଅ ବିପଥଗାମୀ ହୂଏଝିଅକୁ  ଭଲପାଇ ପରିବାରକୁ କ୍ଷତି ପହଞ୍ଚାଏସେତେବେଳେ ପରିବାର ସଦସ୍ୟ ପୁଅକୁ ତୁରନ୍ତ ବିବାହ କରିବା ପାଇଁ ଯୋଜନା କରନ୍ତି  ! ଟେନ୍ ସନ୍ ରୂ ମୁକ୍ତି  ପାଇଁ ସେମାନେ ବିବାହ ସିନା କରିବିଅନ୍ତି  ହେଲେ ବିବାହ ପରର ସ୍ଥିତି ସମ୍ବନ୍ଧରେ ସମସ୍ତେ ଜାଣିନଥାନ୍ତି
        ଲଖନ ହିମ୍ ସିଟି-୨ ଆଦର୍ଶନଗର ବାସିନ୍ଦା ରାଜେଶ ସିଂ ନେଗିଙ୍କର ଅବସ୍ଥା ସେଇଆ ହୋଇ ଥିଲା  ଯେଉଁଥ୍ ପାଇଁ ସେମାନେ ମଲିକାକୁ ବୋହୂ କରିବା ପାଇଁ  ବାଧ୍ୟ ହୋଇଥିଲେ  ! ମାତ୍ର ସେମାନେ ତାଙ୍କ ପୁଅ ବିଜୟ ସିଂକୁ  ବାଟକୁ ଆଣିପାରି ନ ଥିଲେ 
          ମଲିକା ଶାଶୂଘରକୁ ଏକୁଟିଆ ଆସି ନ  ଥିଲା  ବରଂ ତାସହିତ ତାର ସ୍ଵପଅଭିଳାଷ ବି ଆସିଥିଲେ  ବିବାହର କିଛିଦିନ ପରେ ତାର ସେହି ସ୍ଵପ୍ର ଆଉ ଅଭିଳାଷ ଧୂଳି ଚାଟିଥିଲେ  ଯେତେବେଳେ ସେ ଜାଣିଲ! ଯେ ବିଜୟ ହତ୍ୟା, ଲୁଟ୍, ଅପହରଣ ଭଳି ମାମଲାରେ ଛବିହୋଇ ରହିଛି ! କେବଳ ଲପୌରେ ନୂହେଁଅନ୍ୟ ସ୍ଥାନରେ ମଧ୍ୟ ତାନାମରେ ମାମଲା  ଥିଲା ! ଯେତେବେଳେ କେଉଁଠି ଅପରାଧ ଘଟୁ ଥିଲା ! ସେତେବେଳେ ପୋଲିସ ବିଜୟ ଘରେ ପହଞ୍ଜୁ ଥିଲା ଏବଂ ତାକୁ ଥାନାକୁ  ନେଇଯାଉ ଥିଲା ! ! ପଚରାଉଚରା ପରେ ମାମଲାରେ ସମ୍ପୃକ୍ତ ନ ଥିଲେ  ଛାଡ଼ି ଦିଆଯାଉ ଥିଲା ! ! କିନ୍ତୁ ଯେଉଁ ମାମଲାରେ ସେ ସମ୍ପୃକ୍ତ ନ ଥାଏ, ସେ ମାମଲାରେ ପୋଲିସ ନେବାକୁ ଚାହିଁଲେ ସେ ଯାଉ ନ  ଥିଲା  ! ହେଲେ ସେ ଯିବାକୁ ନ ଚାହିଁଲେ ପୋଲିସର ଆହୁରି ସନ୍ଦେହ ବଢୁ ଥିଲା  ! ପୋଲିସ ତାଳୁ ଜବରଦସ୍ତ ନେଉ ଥିଲା  ! ଅନେକ ସମୟରେ ପଚରାତ୍ତଚର! ପାଇଁ ତାକୁ ଦୁଇବିନି ବିନ ରହିବାକୁ ପଡ଼ୁ ଥିଲା  ! ତେଣୁ ତାର ଅଧ୍ କାଂଶ ସମୟ ଥାନାରେ କଟୁ ଥିଲା !

       ଏପଟେ ବୈବାହିକ ଜୀବନର ଉଚ୍ଚ ଅଭିଳାଷକୁ ନେଇ ବୋହୁ ସାଜିଥିବା ! ମଲିକା ବିଜୟ ସହ ଜୀବନ ବିତାଇବାକୁ ପସନ୍ଦ କରୁନଥିଲା  ! ସେ ତ!ଭାଗ୍ୟକୁ ନିନ୍ଦୁ ଥିଲା  ! ହେଲେ ସେ ଛାଡ଼ିବା ପିଲ! ନ  ଥିଲା ! ଏତେ ଶୀଘ୍ର ହାର ମାନିଯିବାକୁ  ସେ ଚାହୁଁ ନ  ଥିଲା  ସେ ବିବୟଠା ରୁ ଦୂର କୁ ଯିବାକୁ ଚାହୁଁ ଥିଲା ! ହେଲେ ସୁଯୋଗ ପାଉ ନ  ଥିଲା  ! ତ!ପରିବାର ତାକୁ ରଖିବା  ପାଇଁ ସକ୍ଷମ ନ ଥିଲେ  ! ଏଣୁ ସେ ଗଲେ ବି ଯିବ କୁଆଡେ ! ଏଭଳି ଦ୍ଵନ୍ଦ  ମଲିକାକୂ ପ୍ରତ୍ୟେକ ମୁହୁର୍ଭରେ କ୍ଷତାକ୍ତ କ ରୁ ଥିଲା !
       ଦିନେ ସେଠାରେ ଜିତେନ୍ଦ୍ର ସିଂ ନାମକ ଜଣେ ଯୁବକ ଭଡ଼ାସୂତ୍ରରେ ରହିବ! ପାଇଁ ଆସିଲ! ! ୨୫ ବର୍ଷାୟ ଜିତେନ୍ଦ୍ର ଉତ୍ତରପ୍ରଦେଶ ସୁଲତାନପୁର ଜିଲ! ଚାନ୍ଦ ନୈୟା ଗ୍ରାମର ମୂଳ ବାସିନ୍ଦା ଥିଲା  ! ତାର ବାପ! ଦୀନେଶ ସିଂ ଏକ ସ୍କୁଲ ଚଳାଉଥିଲେ!ଜିତେନ୍ଦ୍ର ବି.ଟେ କ୍  କରିବା ପରେ ହିନ୍ଦୁସ୍ତାନ ଏରୋନଟିକାଲ ଲିମିଟେତରେ ଟେଜ୍ଜିକାଲ ସଫ୍ଟୱେର ଇଞ୍ଚିନିୟର ଭାବରେ କାମ କରୁ ଥିଲା  ଯେତେବେଳେ ମଲିକା ଜିତେନ୍ଦ୍ରକୂ ଦେଖ୍ ଲ! ସେତେବେଳେ ତାପ୍ରତି ଆକର୍ଷିତ ହୋଇପଡ଼ିଲା ତାଳୁ ଜାଲରେ ପକାଇ ଏହି ଅପରାଧ ଜଞ୍ଜାଳରୁ ମୁଭି ପାଇବାକୁ ମନସ୍ଥ କଲା ! ! କେବଳ ଜଞ୍ଜାଳରୁ ମୁକ୍ତି ପାଇଁ ନୁହେଁ, ବରଂ ଜିତେନ୍ଦ୍ର ଭଲ ରୋଜଗାର କ ରୁଥିବାରୁ ସେ ତାସହ ପଳାଇ ଯାଇ ସୁଖରେ ରହିବ ଟୋଲି ଯୋଚ୍ଚନ! କଲ! ! ଏଣୁ ତାଳୁ କେମିତି ଜାଲରେ ପକାଇବ ସେଥ୍ ପାଇଁ ଯୋଜନ! ପ୍ରସ୍ତୁତ କଲା
           ଜିତେନ୍ଦ୍ର ରହିବାର କିଛିଦିନ ପରେ ଅନୁଭବ କଲ! ଜି ମଲିକା ତାଉପରେ ଆବଶ୍ୟକତାରୁ ଅଧିକ ଇମ୍ପ୍ରେସ ନ ଜମା ଇବା ପାଇଁ ଉଦ୍ୟମ କରୁଛି ! ଅବିବାହିତ ଜିତେନ୍ଦ୍ର ମଧ୍ୟ ତାପ୍ରତି ଆକୁଷ୍ଟ ହୋଇପଡି଼ ଥିଲା  ! ମଲିକା ତାର ସମବୟସ୍କ ହେବା ସହିତ ଦେଖ୍ ବାକୁ  ସୁନ୍ଦର ମଧ୍ୟ  ଥିଲା  ! ଏଣୁ ଜିତେନ୍ଦ୍ର ମଧ୍ୟ ତାର ନିକଟବର୍ଗୀ ହେଲା ! ପ୍ରଥମେ ସେମାନେ ଘର ଓ ପରିବାର କଥ! ଆଲୋଚନା କ ରୁଥିଲେ  ! ଭଡ଼ାଘରେ ଥିବା ଜିତେନ୍ଦ୍ରକୂ ଦେଖ୍ ବା ପାଇଁ ବିଭିନ୍ନ ବାହାନା କରି ମଲିକା ସେହି ବାଟ ଦେଇ ଯିବା ଆସିବା କ ରୁ ଥିଲା  ! ଜିତେନ୍ଦ୍ର ମଧ୍ୟ କବାଟ ଖୋଲ! ରଖ୍ ତାଳୁ ଆହ୍ମାନ ବେଉ ଥିଲା ! ଘର ମାଲିକାଣୀ ଭାବରେ ସେ ମଲିକାଳୁ ଭାଉଜ ବୋଲି ସମୋଧନ କରୁ ଥିଲା! ଯେତେବେଳେ ସେମାନେ କଥା ହେଉଥିଲେ  ସେତେବେଳେ ମଲିକା ତାବୈବାହିକ ଜୀବନର ଦୁଃଖ କଥ! କହୂ ଥିଲା  ! ଏଠାରୁ ଛାଡ଼ି ପଳାଇଯିବାକୂ ତାର ରଚ୍ଛ! ହେଉଥିବା ମଧ୍ୟ କହୁ ଥିଲା  ! ଜଣେ ଭଲ ପିଲା ମିଳିଲେ ମୁଁତ!ସହ ବିବାହ କରି ସୁଖରେ ଜୀବନଯାପନ କରିବି ବୋଲି ମଧ୍ୟ ସେ ଜିତେନ୍ଦ୍ରକୁ କହି ଥିଲା
            ଏମିତି ଦିନେ ରାତି ୨ଟ! ବେଳେ ଜିତେନ୍ଦ୍ର ବାହାରକୁ ଉଠିବା ବେଳେ ମଲିକା ବାରଣ୍ଡାରେ ଚୂଲୁଥିବା ! ଦ୍ଦେଖ୍ ଲ! ! ଏବଂ ଜିତେନ୍ଦ୍ରକୂ ଦେଖ୍ ତାପାଖକୁ ଆସିଲା ! ଜିତେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଭାଉଜ କଣ ହେଲ! ଏମିତି ଚୂଲୁଚ ଯେ ! ମଲିକା କହିଲା କଣ କରିବି କହୂନମେ! ମୁଣ୍ଡ ଖରାପ ହୋଇଗଲାଣି ! ଗୋଟାଏ ଅପରାଧୀକୁ  ବାହ! ଦେଇ ମୋ  ଜୀବନ ଅନ୍ଧାର ହେଇଗଲା ! ୩ ଦିନ ତଳେ ପୋଲିସ ୟାଙ୍ଗୁ ଟେକିଳେଇ କାଲି ରାତିରେ ଛାଡ଼ିଲା ପୁଣି ଆଜି ରାତି ଗୋଟାଏରେ ଟେକି ନେଇଛି.ମୁ କଣ କରିବି କିଛି ବୁଝି ପାରୁନି ?
 ! ଉଭୟ ଉଭୟଙ୍କ ସାନିଧ୍ୟ  ଲାଭ କରିବା ପାଇଁ ବ୍ୟଗ୍ର  ଥିବା ! ବେଳେ ଶୂନ୍ ଶ!ନ ରାତି ସେମାନଙ୍କୁ ନିକଟରେ କରାଇ ଥିଲା ! ! ସେମାନେ ଜିତେନ୍ଦ୍ରକ  ରୁମ୍ କୁ  ଯାଇ ନିଜମନର ଅଭିଳାଷ ପୂରଣ କଲେ ! ଅବିବାହିତ ଜିତେନ୍ଦ୍ର ଏଥ୍ ପାଇଁ ବ୍ୟାକୁଳ  ଥିଲା  ପୁଣି କିତେନ୍ଦ୍ରଳୁ ଜାଲରେ ପକାଇବ! ପାଇଁ ତାସହ ଏପରି ସମ୍ପର୍କ ଜରୁରୀ ଥିବା ! କଥ! ମଲିକା ଭାବୃ ଥିଲା ! ! ଗୋଟିଏ ରାତିର ଏହି ସମ୍ପର୍କ ସେମାନଙ୍ଗୁ ବାରମ୍ବାର ଭୁଲ୍ ବାଟ ଦେଖାଉ ଥିଲା  !
            ଚୋର ଘର ସବୁବେଳେ ଅନ୍ଧାର ନ ଥାଏ ! ସେଦିନ ରାତିରେ ବି ବିଜୟ ଥାନାରେ  ଥିଲା ! ! ରାତିରେ ମଲିକା ଜିତେନ୍ଦ୍ରର  ରୁମ୍ କୂ ଆସିଥିବା ବେଳେ ମଲିଚ୍ଚାର ଶ୍ୱଶୁର ରାଜେଶ ବାହାରକୁ ଆସି ଥିଲା  !ଜିତେନ୍ଦ୍ରର  ରୁମ୍ ରୂ ଳଥାବାର୍ଭ! ଶୁଭୁ ଥିଲା ! ରାକେଶ ଭାବିଲା ଅବିବାହିତ ଜିତେନ୍ଦ୍ର କଲ୍ ଗାର୍ଲ ଆଣି ମଉଜ କ ରୁଥିବା  !ଏଣୁସେ ଘରକୁ ପବାଉଥିଲେ  ହେଲେ ତାଙ୍କୁ ଲାଗିଲା ପୁଅଟୋହୁଙ୍କ ଗୁମ୍ ର କବାଟ ଖୋଲାଅଛି ! ସେ ଯାଇ ନ୍ଦେଖ୍ ଲେ କବାଟ ଖୋଲା ଅଛି ସତ ! ହେଲେ ଘରେ କେହି ନାହାନ୍ତି  ! ସେ ଜିତେନ୍ଦ୍ରଙ୍କ ଗୁମ୍ ପାଖକୁ ଯାଇ ଯାହା ଦ୍ଦେଖ୍ ଲେ ସେତେବେଳେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଡିପଡ଼ିଲା ! ତାଙ୍କ ବୋହୁ ଭଢ଼ାଟିଅ! ସହ ଅବୈଧ ସମ୍ପର୍କରେ ଲିପ୍ତ  ଥିଲା  ! ସେଠାରେ ପରିଘିତି ଏଭଳି ଥିଲା  ଯେ, ଟିକ୍ରାର କରିବା କିମ୍ବା ଲୋକମାନକୁ ଡାକି ଦେଖାଇବା ସମ୍ଭବ ନ  ଥିଲା  ! ପରିବାରର ଇଜତକୂ ଡରି  ସେ ନୀରବ ରହିଲେ ! ପ୍ରାୟ ୪୫ ମିନିଟ ପରେ ମଲିକା ବାହାରକୁ ଆସିଲା ଏବଂ ତା  ରୁ ମ୍ କୁ
ଚାଲିଗଲା

ଅନ୍ଧାରରେ ଅପେକ୍ଷା କରିଥିବା ରାଜେଶ ଜିତେନ୍ଦ୍ର  ରୁମ୍ କୂ  ଗଲେ ଏବଂ ତାକୁ ଗାଳି କଲେ ! ୨୪ ଘଣ୍ଟା ମଧ୍ୟରେ ରୁମ୍ ଛାଡ଼ିବା ପାଇଁ ନିର୍ବେଶ ଦେଲେ ସକାଳେ ସେ ମଲିକାକୂଏ ନେଇ ମଧ୍ୟ ଗାଳିକଲେ ମଲିକା ଏସଟୁର ପୁନରାବୃରି ନ କରିବାକୁ ପ୍ରତିଶ୍ରତି ତେଲା ! ପରଦିନ ସକାଳେ ଜିତେନ୍ଦ୍ର ସେ ଗୁମ୍ ଛାଡ଼ି ଆଲିଗଞ୍ଜର ଏଟ୍ ଏନ୍ ଶ୍ରୀବାସ୍ତବକ' ଏକ ଘର ଭଡ଼ାରେ ନେଲା ! ହେଲେ ସେହି ପୂରୁଣା କଲୋନୀକୂ ଭୁଲିପା ରୁ ନ  ଥିଲା  ! କେମିତି ମଲିକା ସହ ରାତି ବିତାଇବ ସେନେଇ ସେ ବ୍ୟ ଗ୍ର ହୋଇ ଉଠୁ ଥିଲା  ! କିନ୍ତୁ ପରିବାର ଚାପରେ ମଲିକା ଆଉ ଆଗ୍ରହ ପ୍ରକାଶ କରୁ ନ  ଥିଲା  ! ଯେତେବେଳେ ଜାଣିଲ! କି ମଲିକା ଆଉ ଆଗ୍ରହୀ ନୁହେଁ, ତେଣୁ ସେ ତାକୁ  ବ ଦ୍ ନାମ କରିବା ପାଇଁ ଚିନ୍ତା କଲ! ! ଅଳ୍ପଦିନ ଭିତରେ କଲୋନୀ ଲୋକ ଜାଣିଗଲେ କି ଜିତେନ୍ଦ୍ର ସହ ମଲିକାର ଅନୈତିକ ସମ୍ପର୍କ  ଥିଲା  ! ଏହି କାମରେ ଜିତେନ୍ଦ୍ରକୁ ଦୀପକ ଓ ସୌରଭ ସାହାଯ୍ୟ କରିଥିଲେ  ! ଏହି ସମୟରେ ବିଜୟ ସିଂ ଜାମିନରେ ମୁକୁ ଳିଲା ! ଯେତେବେଳେ ସେ ଏକଥା ଜାଣିବାକୁ ପାଇଲା ଚିନ୍ତାକଲା ଯେ ତାପରିବାରକୁ ଜିତେନ୍ଦ୍ର ହିଁ ବବ୍ ନାମ କରିଛି ! ଏଣୁ ତାଳୁ ରାସ୍ତା ରୁ ହଟାଇ ଦିଆଯିବ! ଜ ରୁର!

୨ ୦ ୧୩ ନଭେମ୍ବର ୧୭ ତାରିଖ ଦିନ ବିଜୟ ଜିତେନ୍ଦ୍ରକୂ ଫୋନ୍ କଲ! ! ଜିତେନ୍ଦ୍ର ବିଜୟ ଘରକୁ ଆସିଲା ହେଲେ ଆଉ ଫେରିଲା ନାହିଁ ! ଦୀପକ ଓ ସୌରଭ ଏ କଥ! ତ!ବାପ! ଦୀନେଶକୁ ଜଣାଇଲେ ଦୀନେଶ ତୁରନ୍ତ ଆସି ପହଞ୍ଚିଥିଲେ  ମଧ୍ୟ ଜିତେନ୍ଦ୍ରଳୁ ଖୋଜି ପାଇ ନ ଥିଲେ  ଶେଷରେ ଚିନହାଟ ପୋଲିସ ଥାନାରେ ସେ ପୁଅର ନିଖୋଜ ରିପୋର୍ଟ ଦାଏର କଲେ ! ସେ ରିପୋର୍ଟରେ ରାଜେଶ ଉପରେ ସନ୍ଦେହ ହେରଥିବା ଲେଖ୍ ଥିଲେ , ରାଜେଶ ସିଂ ଓ ବିଜୟକୁ ସେହିଦିନ ପୋଲିସ ଗିରଫ କଲ! ! ଅଲଗ! ଅଲଗା ପଚରାଉଚର! ପରେ ହତ୍ୟାକାଣ୍ଡର ରହସ୍ୟ ରକ୍ନୋଚନ ହେଲା
 ଘରର ଇକତ ନଷ୍ଟ କରିଥିବାଚୁ ଜିତେନ୍ଦ୍ରକୁ ଶାସ୍ତି ଦେବା ନେଇ ନେଗି ପରିବାର ଚିନ୍ତା କରିଥିଲେ  ! ଜିତେନ୍ଦ୍ରର କିଛି ଆସବାବପତ୍ର ରହିଯାର ଥିଲା ! ଏହି ବାହାନାରେ ବିଚ୍ଚୟ ଜିତେନ୍ଦ୍ରକୁ ଘରକୁ ଡାକିଲା ! ସେଠାରେ କିଛି ସମୟ କଥାବାର୍ଭ! ପରେ ବିନୟ ଜିତେନ୍ଦ୍ରକୁ ଗୁଳିକରି ହତ୍ୟା କରି ଥିଲା  ହତ୍ୟା  କରିବ! ପୂର୍ବରୁ ସେମାନେ ତାକୁ କାହିଁକି ହତ୍ୟା କରୁଛତିତାହ! ବି କହିଲେ ! ହତ୍ୟାକାଣ୍ଡ ପରେ ମୃତଦ୍ଦେହକୂ ଏକ ବ୍ୟାଗ ରେ  ଭରି କରି ଅନ୍ଧାରରେ ଇନ୍ଦିରା କେନାଲ ବାଚୂରିହ! ଗ୍ରାମ ନିକଟଳୁ ନେଇ ଫିଙ୍ଗି ଦ୍ଦେଇଥିଲେ! ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟ ବହୃତ ଦେଶୀ  ବନ୍ଧୁକ ଜବତ କରାଗଲା !ଉଭୟ ବାପପୁଅଙ୍କୁ  ଜେଲ କୁ  ପଠାଇ ଦିଆଗଲା...............

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...