Friday 12 June 2015

ଭଡ଼ାଟିଆ କୁ ଗୁଳିକରି ହତ୍ୟା





     ଯେତେବେକେ ପୁଅ ବିପଥଗାମୀ ହୂଏଝିଅକୁ  ଭଲପାଇ ପରିବାରକୁ କ୍ଷତି ପହଞ୍ଚାଏସେତେବେଳେ ପରିବାର ସଦସ୍ୟ ପୁଅକୁ ତୁରନ୍ତ ବିବାହ କରିବା ପାଇଁ ଯୋଜନା କରନ୍ତି  ! ଟେନ୍ ସନ୍ ରୂ ମୁକ୍ତି  ପାଇଁ ସେମାନେ ବିବାହ ସିନା କରିବିଅନ୍ତି  ହେଲେ ବିବାହ ପରର ସ୍ଥିତି ସମ୍ବନ୍ଧରେ ସମସ୍ତେ ଜାଣିନଥାନ୍ତି
        ଲଖନ ହିମ୍ ସିଟି-୨ ଆଦର୍ଶନଗର ବାସିନ୍ଦା ରାଜେଶ ସିଂ ନେଗିଙ୍କର ଅବସ୍ଥା ସେଇଆ ହୋଇ ଥିଲା  ଯେଉଁଥ୍ ପାଇଁ ସେମାନେ ମଲିକାକୁ ବୋହୂ କରିବା ପାଇଁ  ବାଧ୍ୟ ହୋଇଥିଲେ  ! ମାତ୍ର ସେମାନେ ତାଙ୍କ ପୁଅ ବିଜୟ ସିଂକୁ  ବାଟକୁ ଆଣିପାରି ନ ଥିଲେ 
          ମଲିକା ଶାଶୂଘରକୁ ଏକୁଟିଆ ଆସି ନ  ଥିଲା  ବରଂ ତାସହିତ ତାର ସ୍ଵପଅଭିଳାଷ ବି ଆସିଥିଲେ  ବିବାହର କିଛିଦିନ ପରେ ତାର ସେହି ସ୍ଵପ୍ର ଆଉ ଅଭିଳାଷ ଧୂଳି ଚାଟିଥିଲେ  ଯେତେବେଳେ ସେ ଜାଣିଲ! ଯେ ବିଜୟ ହତ୍ୟା, ଲୁଟ୍, ଅପହରଣ ଭଳି ମାମଲାରେ ଛବିହୋଇ ରହିଛି ! କେବଳ ଲପୌରେ ନୂହେଁଅନ୍ୟ ସ୍ଥାନରେ ମଧ୍ୟ ତାନାମରେ ମାମଲା  ଥିଲା ! ଯେତେବେଳେ କେଉଁଠି ଅପରାଧ ଘଟୁ ଥିଲା ! ସେତେବେଳେ ପୋଲିସ ବିଜୟ ଘରେ ପହଞ୍ଜୁ ଥିଲା ଏବଂ ତାକୁ ଥାନାକୁ  ନେଇଯାଉ ଥିଲା ! ! ପଚରାଉଚରା ପରେ ମାମଲାରେ ସମ୍ପୃକ୍ତ ନ ଥିଲେ  ଛାଡ଼ି ଦିଆଯାଉ ଥିଲା ! ! କିନ୍ତୁ ଯେଉଁ ମାମଲାରେ ସେ ସମ୍ପୃକ୍ତ ନ ଥାଏ, ସେ ମାମଲାରେ ପୋଲିସ ନେବାକୁ ଚାହିଁଲେ ସେ ଯାଉ ନ  ଥିଲା  ! ହେଲେ ସେ ଯିବାକୁ ନ ଚାହିଁଲେ ପୋଲିସର ଆହୁରି ସନ୍ଦେହ ବଢୁ ଥିଲା  ! ପୋଲିସ ତାଳୁ ଜବରଦସ୍ତ ନେଉ ଥିଲା  ! ଅନେକ ସମୟରେ ପଚରାତ୍ତଚର! ପାଇଁ ତାକୁ ଦୁଇବିନି ବିନ ରହିବାକୁ ପଡ଼ୁ ଥିଲା  ! ତେଣୁ ତାର ଅଧ୍ କାଂଶ ସମୟ ଥାନାରେ କଟୁ ଥିଲା !

       ଏପଟେ ବୈବାହିକ ଜୀବନର ଉଚ୍ଚ ଅଭିଳାଷକୁ ନେଇ ବୋହୁ ସାଜିଥିବା ! ମଲିକା ବିଜୟ ସହ ଜୀବନ ବିତାଇବାକୁ ପସନ୍ଦ କରୁନଥିଲା  ! ସେ ତ!ଭାଗ୍ୟକୁ ନିନ୍ଦୁ ଥିଲା  ! ହେଲେ ସେ ଛାଡ଼ିବା ପିଲ! ନ  ଥିଲା ! ଏତେ ଶୀଘ୍ର ହାର ମାନିଯିବାକୁ  ସେ ଚାହୁଁ ନ  ଥିଲା  ସେ ବିବୟଠା ରୁ ଦୂର କୁ ଯିବାକୁ ଚାହୁଁ ଥିଲା ! ହେଲେ ସୁଯୋଗ ପାଉ ନ  ଥିଲା  ! ତ!ପରିବାର ତାକୁ ରଖିବା  ପାଇଁ ସକ୍ଷମ ନ ଥିଲେ  ! ଏଣୁ ସେ ଗଲେ ବି ଯିବ କୁଆଡେ ! ଏଭଳି ଦ୍ଵନ୍ଦ  ମଲିକାକୂ ପ୍ରତ୍ୟେକ ମୁହୁର୍ଭରେ କ୍ଷତାକ୍ତ କ ରୁ ଥିଲା !
       ଦିନେ ସେଠାରେ ଜିତେନ୍ଦ୍ର ସିଂ ନାମକ ଜଣେ ଯୁବକ ଭଡ଼ାସୂତ୍ରରେ ରହିବ! ପାଇଁ ଆସିଲ! ! ୨୫ ବର୍ଷାୟ ଜିତେନ୍ଦ୍ର ଉତ୍ତରପ୍ରଦେଶ ସୁଲତାନପୁର ଜିଲ! ଚାନ୍ଦ ନୈୟା ଗ୍ରାମର ମୂଳ ବାସିନ୍ଦା ଥିଲା  ! ତାର ବାପ! ଦୀନେଶ ସିଂ ଏକ ସ୍କୁଲ ଚଳାଉଥିଲେ!ଜିତେନ୍ଦ୍ର ବି.ଟେ କ୍  କରିବା ପରେ ହିନ୍ଦୁସ୍ତାନ ଏରୋନଟିକାଲ ଲିମିଟେତରେ ଟେଜ୍ଜିକାଲ ସଫ୍ଟୱେର ଇଞ୍ଚିନିୟର ଭାବରେ କାମ କରୁ ଥିଲା  ଯେତେବେଳେ ମଲିକା ଜିତେନ୍ଦ୍ରକୂ ଦେଖ୍ ଲ! ସେତେବେଳେ ତାପ୍ରତି ଆକର୍ଷିତ ହୋଇପଡ଼ିଲା ତାଳୁ ଜାଲରେ ପକାଇ ଏହି ଅପରାଧ ଜଞ୍ଜାଳରୁ ମୁଭି ପାଇବାକୁ ମନସ୍ଥ କଲା ! ! କେବଳ ଜଞ୍ଜାଳରୁ ମୁକ୍ତି ପାଇଁ ନୁହେଁ, ବରଂ ଜିତେନ୍ଦ୍ର ଭଲ ରୋଜଗାର କ ରୁଥିବାରୁ ସେ ତାସହ ପଳାଇ ଯାଇ ସୁଖରେ ରହିବ ଟୋଲି ଯୋଚ୍ଚନ! କଲ! ! ଏଣୁ ତାଳୁ କେମିତି ଜାଲରେ ପକାଇବ ସେଥ୍ ପାଇଁ ଯୋଜନ! ପ୍ରସ୍ତୁତ କଲା
           ଜିତେନ୍ଦ୍ର ରହିବାର କିଛିଦିନ ପରେ ଅନୁଭବ କଲ! ଜି ମଲିକା ତାଉପରେ ଆବଶ୍ୟକତାରୁ ଅଧିକ ଇମ୍ପ୍ରେସ ନ ଜମା ଇବା ପାଇଁ ଉଦ୍ୟମ କରୁଛି ! ଅବିବାହିତ ଜିତେନ୍ଦ୍ର ମଧ୍ୟ ତାପ୍ରତି ଆକୁଷ୍ଟ ହୋଇପଡି଼ ଥିଲା  ! ମଲିକା ତାର ସମବୟସ୍କ ହେବା ସହିତ ଦେଖ୍ ବାକୁ  ସୁନ୍ଦର ମଧ୍ୟ  ଥିଲା  ! ଏଣୁ ଜିତେନ୍ଦ୍ର ମଧ୍ୟ ତାର ନିକଟବର୍ଗୀ ହେଲା ! ପ୍ରଥମେ ସେମାନେ ଘର ଓ ପରିବାର କଥ! ଆଲୋଚନା କ ରୁଥିଲେ  ! ଭଡ଼ାଘରେ ଥିବା ଜିତେନ୍ଦ୍ରକୂ ଦେଖ୍ ବା ପାଇଁ ବିଭିନ୍ନ ବାହାନା କରି ମଲିକା ସେହି ବାଟ ଦେଇ ଯିବା ଆସିବା କ ରୁ ଥିଲା  ! ଜିତେନ୍ଦ୍ର ମଧ୍ୟ କବାଟ ଖୋଲ! ରଖ୍ ତାଳୁ ଆହ୍ମାନ ବେଉ ଥିଲା ! ଘର ମାଲିକାଣୀ ଭାବରେ ସେ ମଲିକାଳୁ ଭାଉଜ ବୋଲି ସମୋଧନ କରୁ ଥିଲା! ଯେତେବେଳେ ସେମାନେ କଥା ହେଉଥିଲେ  ସେତେବେଳେ ମଲିକା ତାବୈବାହିକ ଜୀବନର ଦୁଃଖ କଥ! କହୂ ଥିଲା  ! ଏଠାରୁ ଛାଡ଼ି ପଳାଇଯିବାକୂ ତାର ରଚ୍ଛ! ହେଉଥିବା ମଧ୍ୟ କହୁ ଥିଲା  ! ଜଣେ ଭଲ ପିଲା ମିଳିଲେ ମୁଁତ!ସହ ବିବାହ କରି ସୁଖରେ ଜୀବନଯାପନ କରିବି ବୋଲି ମଧ୍ୟ ସେ ଜିତେନ୍ଦ୍ରକୁ କହି ଥିଲା
            ଏମିତି ଦିନେ ରାତି ୨ଟ! ବେଳେ ଜିତେନ୍ଦ୍ର ବାହାରକୁ ଉଠିବା ବେଳେ ମଲିକା ବାରଣ୍ଡାରେ ଚୂଲୁଥିବା ! ଦ୍ଦେଖ୍ ଲ! ! ଏବଂ ଜିତେନ୍ଦ୍ରକୂ ଦେଖ୍ ତାପାଖକୁ ଆସିଲା ! ଜିତେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଭାଉଜ କଣ ହେଲ! ଏମିତି ଚୂଲୁଚ ଯେ ! ମଲିକା କହିଲା କଣ କରିବି କହୂନମେ! ମୁଣ୍ଡ ଖରାପ ହୋଇଗଲାଣି ! ଗୋଟାଏ ଅପରାଧୀକୁ  ବାହ! ଦେଇ ମୋ  ଜୀବନ ଅନ୍ଧାର ହେଇଗଲା ! ୩ ଦିନ ତଳେ ପୋଲିସ ୟାଙ୍ଗୁ ଟେକିଳେଇ କାଲି ରାତିରେ ଛାଡ଼ିଲା ପୁଣି ଆଜି ରାତି ଗୋଟାଏରେ ଟେକି ନେଇଛି.ମୁ କଣ କରିବି କିଛି ବୁଝି ପାରୁନି ?
 ! ଉଭୟ ଉଭୟଙ୍କ ସାନିଧ୍ୟ  ଲାଭ କରିବା ପାଇଁ ବ୍ୟଗ୍ର  ଥିବା ! ବେଳେ ଶୂନ୍ ଶ!ନ ରାତି ସେମାନଙ୍କୁ ନିକଟରେ କରାଇ ଥିଲା ! ! ସେମାନେ ଜିତେନ୍ଦ୍ରକ  ରୁମ୍ କୁ  ଯାଇ ନିଜମନର ଅଭିଳାଷ ପୂରଣ କଲେ ! ଅବିବାହିତ ଜିତେନ୍ଦ୍ର ଏଥ୍ ପାଇଁ ବ୍ୟାକୁଳ  ଥିଲା  ପୁଣି କିତେନ୍ଦ୍ରଳୁ ଜାଲରେ ପକାଇବ! ପାଇଁ ତାସହ ଏପରି ସମ୍ପର୍କ ଜରୁରୀ ଥିବା ! କଥ! ମଲିକା ଭାବୃ ଥିଲା ! ! ଗୋଟିଏ ରାତିର ଏହି ସମ୍ପର୍କ ସେମାନଙ୍ଗୁ ବାରମ୍ବାର ଭୁଲ୍ ବାଟ ଦେଖାଉ ଥିଲା  !
            ଚୋର ଘର ସବୁବେଳେ ଅନ୍ଧାର ନ ଥାଏ ! ସେଦିନ ରାତିରେ ବି ବିଜୟ ଥାନାରେ  ଥିଲା ! ! ରାତିରେ ମଲିକା ଜିତେନ୍ଦ୍ରର  ରୁମ୍ କୂ ଆସିଥିବା ବେଳେ ମଲିଚ୍ଚାର ଶ୍ୱଶୁର ରାଜେଶ ବାହାରକୁ ଆସି ଥିଲା  !ଜିତେନ୍ଦ୍ରର  ରୁମ୍ ରୂ ଳଥାବାର୍ଭ! ଶୁଭୁ ଥିଲା ! ରାକେଶ ଭାବିଲା ଅବିବାହିତ ଜିତେନ୍ଦ୍ର କଲ୍ ଗାର୍ଲ ଆଣି ମଉଜ କ ରୁଥିବା  !ଏଣୁସେ ଘରକୁ ପବାଉଥିଲେ  ହେଲେ ତାଙ୍କୁ ଲାଗିଲା ପୁଅଟୋହୁଙ୍କ ଗୁମ୍ ର କବାଟ ଖୋଲାଅଛି ! ସେ ଯାଇ ନ୍ଦେଖ୍ ଲେ କବାଟ ଖୋଲା ଅଛି ସତ ! ହେଲେ ଘରେ କେହି ନାହାନ୍ତି  ! ସେ ଜିତେନ୍ଦ୍ରଙ୍କ ଗୁମ୍ ପାଖକୁ ଯାଇ ଯାହା ଦ୍ଦେଖ୍ ଲେ ସେତେବେଳେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଡିପଡ଼ିଲା ! ତାଙ୍କ ବୋହୁ ଭଢ଼ାଟିଅ! ସହ ଅବୈଧ ସମ୍ପର୍କରେ ଲିପ୍ତ  ଥିଲା  ! ସେଠାରେ ପରିଘିତି ଏଭଳି ଥିଲା  ଯେ, ଟିକ୍ରାର କରିବା କିମ୍ବା ଲୋକମାନକୁ ଡାକି ଦେଖାଇବା ସମ୍ଭବ ନ  ଥିଲା  ! ପରିବାରର ଇଜତକୂ ଡରି  ସେ ନୀରବ ରହିଲେ ! ପ୍ରାୟ ୪୫ ମିନିଟ ପରେ ମଲିକା ବାହାରକୁ ଆସିଲା ଏବଂ ତା  ରୁ ମ୍ କୁ
ଚାଲିଗଲା

ଅନ୍ଧାରରେ ଅପେକ୍ଷା କରିଥିବା ରାଜେଶ ଜିତେନ୍ଦ୍ର  ରୁମ୍ କୂ  ଗଲେ ଏବଂ ତାକୁ ଗାଳି କଲେ ! ୨୪ ଘଣ୍ଟା ମଧ୍ୟରେ ରୁମ୍ ଛାଡ଼ିବା ପାଇଁ ନିର୍ବେଶ ଦେଲେ ସକାଳେ ସେ ମଲିକାକୂଏ ନେଇ ମଧ୍ୟ ଗାଳିକଲେ ମଲିକା ଏସଟୁର ପୁନରାବୃରି ନ କରିବାକୁ ପ୍ରତିଶ୍ରତି ତେଲା ! ପରଦିନ ସକାଳେ ଜିତେନ୍ଦ୍ର ସେ ଗୁମ୍ ଛାଡ଼ି ଆଲିଗଞ୍ଜର ଏଟ୍ ଏନ୍ ଶ୍ରୀବାସ୍ତବକ' ଏକ ଘର ଭଡ଼ାରେ ନେଲା ! ହେଲେ ସେହି ପୂରୁଣା କଲୋନୀକୂ ଭୁଲିପା ରୁ ନ  ଥିଲା  ! କେମିତି ମଲିକା ସହ ରାତି ବିତାଇବ ସେନେଇ ସେ ବ୍ୟ ଗ୍ର ହୋଇ ଉଠୁ ଥିଲା  ! କିନ୍ତୁ ପରିବାର ଚାପରେ ମଲିକା ଆଉ ଆଗ୍ରହ ପ୍ରକାଶ କରୁ ନ  ଥିଲା  ! ଯେତେବେଳେ ଜାଣିଲ! କି ମଲିକା ଆଉ ଆଗ୍ରହୀ ନୁହେଁ, ତେଣୁ ସେ ତାକୁ  ବ ଦ୍ ନାମ କରିବା ପାଇଁ ଚିନ୍ତା କଲ! ! ଅଳ୍ପଦିନ ଭିତରେ କଲୋନୀ ଲୋକ ଜାଣିଗଲେ କି ଜିତେନ୍ଦ୍ର ସହ ମଲିକାର ଅନୈତିକ ସମ୍ପର୍କ  ଥିଲା  ! ଏହି କାମରେ ଜିତେନ୍ଦ୍ରକୁ ଦୀପକ ଓ ସୌରଭ ସାହାଯ୍ୟ କରିଥିଲେ  ! ଏହି ସମୟରେ ବିଜୟ ସିଂ ଜାମିନରେ ମୁକୁ ଳିଲା ! ଯେତେବେଳେ ସେ ଏକଥା ଜାଣିବାକୁ ପାଇଲା ଚିନ୍ତାକଲା ଯେ ତାପରିବାରକୁ ଜିତେନ୍ଦ୍ର ହିଁ ବବ୍ ନାମ କରିଛି ! ଏଣୁ ତାଳୁ ରାସ୍ତା ରୁ ହଟାଇ ଦିଆଯିବ! ଜ ରୁର!

୨ ୦ ୧୩ ନଭେମ୍ବର ୧୭ ତାରିଖ ଦିନ ବିଜୟ ଜିତେନ୍ଦ୍ରକୂ ଫୋନ୍ କଲ! ! ଜିତେନ୍ଦ୍ର ବିଜୟ ଘରକୁ ଆସିଲା ହେଲେ ଆଉ ଫେରିଲା ନାହିଁ ! ଦୀପକ ଓ ସୌରଭ ଏ କଥ! ତ!ବାପ! ଦୀନେଶକୁ ଜଣାଇଲେ ଦୀନେଶ ତୁରନ୍ତ ଆସି ପହଞ୍ଚିଥିଲେ  ମଧ୍ୟ ଜିତେନ୍ଦ୍ରଳୁ ଖୋଜି ପାଇ ନ ଥିଲେ  ଶେଷରେ ଚିନହାଟ ପୋଲିସ ଥାନାରେ ସେ ପୁଅର ନିଖୋଜ ରିପୋର୍ଟ ଦାଏର କଲେ ! ସେ ରିପୋର୍ଟରେ ରାଜେଶ ଉପରେ ସନ୍ଦେହ ହେରଥିବା ଲେଖ୍ ଥିଲେ , ରାଜେଶ ସିଂ ଓ ବିଜୟକୁ ସେହିଦିନ ପୋଲିସ ଗିରଫ କଲ! ! ଅଲଗ! ଅଲଗା ପଚରାଉଚର! ପରେ ହତ୍ୟାକାଣ୍ଡର ରହସ୍ୟ ରକ୍ନୋଚନ ହେଲା
 ଘରର ଇକତ ନଷ୍ଟ କରିଥିବାଚୁ ଜିତେନ୍ଦ୍ରକୁ ଶାସ୍ତି ଦେବା ନେଇ ନେଗି ପରିବାର ଚିନ୍ତା କରିଥିଲେ  ! ଜିତେନ୍ଦ୍ରର କିଛି ଆସବାବପତ୍ର ରହିଯାର ଥିଲା ! ଏହି ବାହାନାରେ ବିଚ୍ଚୟ ଜିତେନ୍ଦ୍ରକୁ ଘରକୁ ଡାକିଲା ! ସେଠାରେ କିଛି ସମୟ କଥାବାର୍ଭ! ପରେ ବିନୟ ଜିତେନ୍ଦ୍ରକୁ ଗୁଳିକରି ହତ୍ୟା କରି ଥିଲା  ହତ୍ୟା  କରିବ! ପୂର୍ବରୁ ସେମାନେ ତାକୁ କାହିଁକି ହତ୍ୟା କରୁଛତିତାହ! ବି କହିଲେ ! ହତ୍ୟାକାଣ୍ଡ ପରେ ମୃତଦ୍ଦେହକୂ ଏକ ବ୍ୟାଗ ରେ  ଭରି କରି ଅନ୍ଧାରରେ ଇନ୍ଦିରା କେନାଲ ବାଚୂରିହ! ଗ୍ରାମ ନିକଟଳୁ ନେଇ ଫିଙ୍ଗି ଦ୍ଦେଇଥିଲେ! ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟ ବହୃତ ଦେଶୀ  ବନ୍ଧୁକ ଜବତ କରାଗଲା !ଉଭୟ ବାପପୁଅଙ୍କୁ  ଜେଲ କୁ  ପଠାଇ ଦିଆଗଲା...............

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...