Wednesday 25 May 2016

ଜବଲେସ ସ୍ୱାମୀର ଉଚ୍ଚାକାଂକ୍ଷୀ ସ୍ତ୍ରୀ




ବବଲୁ କୁ ଭେଟିବା ଯାଏ ପିଙ୍କିର ସବୁକିଛି ଠିକ୍ ଠାକ୍ ଥିଲା! ସେ ତାର ସ୍କୁଲ  ପିଅନ ସ୍ଵାମୀ ଗବେଦ୍ରକୁ ଆଦରି ନେଇଥିଲା! ହେଲେ ବବଲୁ କୁ ଭେଟି ତାସହିତ ଅନ୍ତରଙ୍ଗ ହେବା ପରେ ଯେମିତି ପିଙ୍କିର ଦୁନିଆ ବଦଳିଗଲା!
ବବଲୁ  ସହିତ ପିଙ୍କିଗ ସାକ୍ଷାତ୍ ହୋଇଥିଲା ଏମିତି! ଗବେଦ୍ରର ମିଆଁପୂରୀ  କିଲା ସେବାରାମ ସରକାରୀ ବିଦ୍ୟାଳୟରେ ନିପୁକ୍ରି ହୋଇଥିଲା! ପିଙ୍କି ସ୍ଵାମୀ ସହ ଆସି ସେଠାରେ ରଦୂଥିଲା! ପିଙ୍କି ବି.ଏ ବି. ଇଡିକରିଥିଲା! ତେଣୁ ସେ ବି ଚାକିରି କରିବାକୁ ଗହୁଁଥିଲା! ସେଥିଲାଗି ଗଜେନ୍ଦ୍ର ସ୍କୁଲ୍ ଚାଲିଯିବା ପରେ ସେଠାକାର ଏକ ସାଇବର କାଫେକୁ ଯାଇ ବିଭିନ୍ନ ପୋଷ୍ଟ  ପାଇଁ ଅନ୍ ଲାଇନ୍ ଆପ୍ପ ଲାଏ  କରୁଥିଲା!
ସେଦିନ ଆପରାହ୍ନ ରେ  ପିଙ୍କି ଯାଇ ସାଇବର କାଫେରେ  ଅର୍ଥ ପଇଠ କରି ଏକ ନ୍ୟାବିନ୍ ଭିତରକୁ ପଶିଗଲା! ହେଲେ ସେଇ କ୍ୟା ବିନ୍ ଭିତରେ ଜଣେ ଯୁବକ ବସି ପର୍ଣ୍ଣ ମୁଭି ଢେଖୁଥିଲା! ଚମକି ପଡ଼ିଲା ପିଙ୍କି! ସେ ଯୁବକ ଜଣକ ବି ପିଙ୍କିକୁ ଦେଖ୍ ଆଶ୍ଚର୍ଯ୍ୟ ହୋଇଗଲା! ସଙ୍ଗେସଙ୍ଗେ ସେଠାରୁ ପିଙ୍କି ବାହାରି ଆସିଲା ଓ ଅନ୍ୟ ଏକ କ୍ୟା ବିନ୍ ରେ ବସି ନିଜ କାମ ସାରିଲା! ଘରକୁ ଯିବା ପାଇଁ କାଫେ ବାହାରକୁ ଆସି ଦେକହିଲା  ସେଇ ଯୁବକ ତାକୁ ଅପେକ୍ଷା କରି ଠିଆ ହୋଇଛି! ପିଙ୍କିକୁ ଦେଖ୍ ଯୁବକ ଜଣକ ତାନିକଟକୁ ଆସି କହିଲା- ସରି ମାଡାମ୍!ପିଙ୍କି ପଚାରିଲା- ସରି କଣ ପାଇଁ ?’
ଯୁବକ କହିଲା- ମୁଁ ପର୍ଣ୍ଣ ଫିଲ ଦେଖୁ ଥିଲି  ତ ସେଇଥ୍ ପାଇଁ!
ପିଙ୍କି କହିଲା- ମୋର ସେଥିରେ  କିଛି ଯାଏ ଆସେନା! ସେଇଟା ତୁମ ସ୍ୱାଧୀନତା!
ଯୁବକ କହିଲା- ତାହେଲେ ତୂମେ ମୋତେ ଭୁଲ ବୁଝିନାହଁ ତ ?’ ଏଥର ପିଙ୍କି ଟିକେ ହସିଦେଲା!ବାସ୍ତବରେ ଯୁବକଙ୍କ କଥା ତାକୁ ଭଲ ଲାଗୁଥିଲା! ପିଙ୍କିର ହସ ଯୁବକ ମନରେ ସାହସ ଭରିଦେଲା! ସେ କହିଲା- ମୁଁ ଡୁମର ବନ୍ଧୁ  ହେଇପାରିବି  !
ପିଙ୍କି କିଛି ସମୟ ଭାବିଲା ଓ କହିଲା- ସିଓର!ହୋପରେ ସେମାନେ ପରମ୍ଭରର ମୋବଇଲେ ନମ୍ବର  ଶେୟାର କଲେ! ପିଙ୍କି ଜାଣିଲା ଯେ, ସେ ଯୁବକର ନାଁ ବବଲୁ  ! ସେ ଏକ ଘରୋଇ ନସିଂହୋମ୍ରେ ମେଲ୍ ନର୍ସ’! ବବଲୁ  ଖୁବ୍ ଗପୁଢ଼ା ଥିଲା! ସେ ପିଙ୍କିକୁ ଟିକେଟିକେ କଥାରେ ହସେଇ ବଉଥିଲା! ସେଥିଲାଗି ପିଙ୍କି କୁ ବବଲୁ  ଖୁବ୍ ଭଲ ଲାଗୂଥିଲା! ବବ୍ ଦିନେ କହିଲା- ପିଙ୍କି! ତୁମେ ବି.ଇଡି. ନ କରି ଯଦି ନସିଂ କୋର୍ସ ସାରି ଦ୍ଦେଇଥାନ୍ତ ତାହେଲେ କୋଉଠି ନା କୋଉଠି ନିଶ୍ଚୟ ଚାକିରି ପାଇଯାଇଥାତା କାରଣ ଏବେ ତ ଛତୂ ଫୁଟିବା ପରି ନର୍ସିଂ ହୋମ୍ ଆଉ ଘରୋଇ ଡାକ୍ତରଖାନା ଖୋଲୁଛି ପିଙ୍କି ଭାବିଲା, ଠିକ୍ କଥା! ବବଲୁ  ସତକଥା ହିଁ କଡୁଛି! ସେ ପଚାରିଲା- ଅଚ୍ଛା  ବବଲୁ ମୁଁ ଏବେ କଣ ନସିଂକୋର୍ସ କରିପାରିବିନି ?’ ବବଲୁ  କହିଲା- କାହିଁକି ପାରିବନି! ତୁମେ ଆଗ୍ରାରେ ନସିଂ ଟ୍ରେନି° ନେଇ ଦୁଇବର୍ଷ ଭିତରେକୌଣସି ନା କୌଣସି ନସିଂହେମୋରେ ନର୍ସ ଚାକିରି କରିପାରିବାବବଲୁ ର  କଥା ପିଙ୍କି ହୃ ଦୟରେ ଶୀତଳ ଶିହରଣ ଖେଳେରବେଲା! ସେ ଭାବିଲା ସେ ନିଶ୍ଚୟ ଚାକିରି କରିବା
ବାସ୍ତବରେ ପିଙ୍କିର ଚାକିରି କରିବା ଦରକାର ନ  ଥିଲା! ଗବେବ୍ରର ବାପା ଗାମସେବକଙ୍କର ଅଚଳାଚଳ ସମ୍ପତି  ! ଗବେହ୍ର ଥିଲା ତାଙ୍କର ଏକମାତ୍ର ପୁଆ ଝିଅ ନିରାକ୍ କୁ ସେ କେବେଠାରୁ ବିବାହ କରି ବେଇଥିଲେ ! ଗବେଦ୍ର ପଲି ଟେକନିକ ରେ  ଡିପ୍ଲୋମା  କରିଥିଲା! ହେଲେ ସେ  କୌଣସି ଚାକିରି କରି ନ ଥିଲା! ଗାମସେବକ ବି ପୁଅକୁ ଚାକିରି ପାଇଁ ବାଧ୍ୟ  କରୁନ ଥିଲେ ! ସେ ଚାହୁଁଥିଲେ ଗବେହ୍ର  ତାଙ୍କ ସମ୍ପତି ର ଉତ୍ତମ ରକ୍ଷଣାବେକ୍ଷଣ କରୁ !

ହେଲେ ପିଙ୍କି  ଏକ ଉପାଦାନରେ ଗଢ଼ା ଝିଅ! ଗବେଦ୍ର ସହିତ ବିବାହ ପ୍ରସ୍ତାବ ପଡୁ ପଡୁ  ସେ ଗୋକ୍ ଠୋକ୍ ଶୂଣେଇଦେଇଥିଲା ପେ, ଚାକିରି କରି ନ ଥିବା ପୁଅକୁ ସେ ବାହା ହେଇପାରିବନି! ତାର ଆତ୍ମ ସନମାନ ଅଛି  ପଦି ତାକୁ କେହି ପତାରେ ଯେ, ତାସ୍ୱାମୀ କଣ କରୁଛି ? ସେ କଣ କହିବ ? ସେ କହିବ ପେ, ତାସ୍ୱାମା ତାଙ୍କ ବାପାଙ୍କ ପଇସାରେ ଚକୁଛି ! ତାଛଡ଼ା ସେ ନିଜର ଖର୍ଚ୍ଚ ପାଇଁ କଣତାଶ୍ଵଶୁରଙ୍କ ନିକଟରେ ହାତ ପାତିବ ପିଙ୍କିର ଯୁକ୍ରି ବାପା ମଦ୍ଦେଶଚାଦ ପୌଜିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା! କାରଣ ସେ ଜାଣିଥିଲେ  ପେ, ପିଙ୍କି ସେ ଘରକୁ ବୋହୁ ହୋଇଗଲେ ତାର କିଛି ଅଭାବ ରହିବନି! ରାମସେବକ ବାବୁ ଓ ତାଙ୍କ  ସ୍ତ୍ରୀ ସୀତା ଦେବୀ  ମଣିଷ ନୁହନ୍ତି ! ମଣିଷ ରୁପରେ ଜଣେ ଜଣେ ଦେବତା! ଗଜେନ୍ଦ୍ର ମଧ ପିଲା ହିସାବରେ ଖୁବ୍ ଭଲ! ଶାନ୍ତ, ନିରୀହ! ପିଙ୍କି ସେମାନଙ୍କୁ ଜାଣିନାହିଁ ବୋଲି ୟାଡୁସ୍ୟାଡ୍ର କହୁ ନ୍ଥିସେଥିଲାଗି ସେ ପିଙ୍କିର କୌଣସି ଯୁକ୍ତି ନ ଶୁଣି ଗବେଦ୍ର ସହିତ ତାର ବାହାଘର କରିଦେଲେ! ବୋହୁ ହୋଇ ଆସିବା ପରେପିଙ୍କି ମଧ ଜାଣିଲା ଯେ, ଏ ଘରେ ତାର କିଛି ଅଭାବ  ନାହିଁ ! ଟଙ୍କା ପଇସା ସବୁତାହାତରେ! ତଥାପି ସେ   ତାହୁଁଥିଲା ଗବେତ୍ର କୋଉଠିନା କୋଉଠି ଚାକିରି କରୁ!କାରଣ ଜଣେ ବେକାର ସ୍ୱାମୀଙ୍କୁ ନେଇ ସେ ସାର! ଜୀବନ ଚଳିପାରିବନି! ସେ ସବୁବେଳେ ଗବେନ୍ଦ୍ରକୁ କହୂଥିଲା ଚାକିରି କରିବା ପାଇଁ ! ଏମିତିକି ତାକୁ ନାନା କଥା କହି ଅପମାନିତ ବି କରୁଥିଲା! କଡୁଥିଲା- ବାପ ଧନ ଖାଇବାକୁ ତୁମକୁ ଲାଜ ଲାଗୁନି! ଆରେ କେମିତି ପୁରୁଷ ତୂମେ?ତୂମର କଣ ସ୍ୱାଭିମାନ ବୋଲି କିଛିନାହିଁ!ପିଙ୍କି କଥାକୁ ଗବେତ୍ର ଧରୁ ନ ଥିଲା! ତାପରିବର୍ଡୋ ସେ ପିଙ୍କିର ଚୁପପୌବନର ଜଣେ ଚାଟୁ କାର ବନି ଯାଇଥିଲା! ସେଥିଲାଗି ପିଢ଼ିକୁ ଭୁ ଲେଇବ! ପାଇଁ ସେ ଫର୍ମ ଆଣି ବିଭିନ୍ନ ପୋଷ୍ଟ  ପାଇଁ ଆ ପ୍ଲା ଏ କରୁଥିଲା ସତ, ହେଲେ ସିରିଅସ୍ ଲୀ ସେଥିଲାଗି ପ୍ରିପେୟାର କରୁ ନ ଥିଲା! ନ ଥିଲା କାରଣ ସେ ଜାଣିଥିଲାତାର ଚାକିରିର କୌଣସି ଆବଶ୍ୟକତା ନାହିଁ ଇତିମଧ୍ଯରେ ପିଙ୍କି ଏକ ପୁତ୍ର ସନ୍ତାନ   ଜନ୍ନ ଦେଲା ! ଗଜେନ୍ଦ୍ର ତାନାଁ ର ଖିଲା  ଉମଂଗ  ପୁଅ ଜନ୍ମ  ପରେ ପିଙ୍କି କହିଲା- ଆରେ  ଏଥର ତ ଚାକିରିରେ କରା ନହେଲେ ତୂମର ପୁଅ ବି କହିବ, ସେ ଜଣେ ବେକାର ବାପର ପୁଅ! ଗବେଦ୍ର ତାକଥାକୁ ଶୁଣିଲା ନାହିଁ! ସେ ତାପରିବାରର ସମ୍ପତି  ବାଡ଼ି ବୁଝାବୁଝି କରୁ ଥିଲା  ତିନିବର୍ଷ ବିତିଗଲା! ପିଙ୍କି ପୁଣି ଏକ ଝିଅ ଜନ୍ନଦ୍ଦେଲା! ଝିଅ ନାଁ- ତମନା! ପିଙ୍କି କହିଲା- ଅନ୍ତତଃ ଝିଅ ପାଇଁ ଚାକିରି କରା ନହେଲେ ଢ଼ାଇଁ କହିବ, ମୋଶ୍ୱଶୁର ଜଣେ ବେକାର! ଏଥର ପିଙ୍କି କଥାକୁ ଗମ୍ଭୀରତାର ସହିତ ନେଲା ଗବେଦ୍ର! ଶେଷରେ ତାପରିଶ୍ରମ ସଫଳ ହେଲା ଓ ସେ ଏକ ସ୍କୁଲ ରେ ପିଅନ ଚାକିରି ପାଇଲା! ଏଥିରେ  ସମସ୍ତେ ଖୁସୀ ହେଲୋ ମାତ୍ର ପିଙ୍କି ଖୁସା ହେଲା ନାହିଁ! ଓଲଟି କହିଲା- ଅନ୍ୟର ଚାକଫ୍ ଉଠଉଥିବା ପିଅନର ସ୍ତ୍ରୀ  ହେବାରେ ମୋତେ କୋଓ  ସୁଖ ମିଳିବ ପେ ଯାହେର ପିଙ୍କି ଗବେନ୍ଦ୍ରର ନିଯୁକ୍ତି ସ୍ଥଳକୁ ଆସିଲା ଭାବିଲା, ସେ ନିଜେ ଚାକିରି ପାଇଁ ଚେଷ୍ଟା କରିବା ସେ ଗବେଦ୍ରକୁ ଦ୍ଦେଖେଇଦେବ ଯେ, ସେ ବି କିଛି କମ୍ ନୁ ହେଁ'ସେଥିଲାଗି ସେ ସାଇବର କାଫେକୁ ଆସି ଅନଲାଇନରେ ଆ ପ୍ଲା  ଏ କରୁଥିଲା! ସେଇ ସାଇବର କାଫେରେ ହି ତାର ଭେଟହେଲା ବବଲୁ  ସହିତ ! ବବଲୁ  ହିଁ ତାଭିତରେ ନର୍ସ ହେବାର ସ୍ବପ୍ନ  ଭରିଦେଲା  |
                ଆଗ୍ରାର ଏକ କଲେଜରେ ନାମ ଲେଖେଇଲା ପିଙ୍କି! ତାପାଇଁ ଏକ ଘର ଯୋଗାଡ଼ କରିଦେଲା ବବଲୁ ! ଉଡ଼ାଘରେ ପପହଁଚି  ଖୁଶି ରେ ନାଚି ଉଠିଲା ପିଙ୍କି! ବବଲୁ ର ହାତକୁ ଜାବୁଡ଼ି ଧରି କହିଲା- ବବଲୁ ମୁଁ ଆଜି ଖୁବ୍ ଖୁସୀ! ମୋତେ ଲାଗୁଛି ମୁଁ ଯେମିତି ମୁକ୍ତ ବିହଙ୍ଗ  ପାଲଟି ଯାଇଛି! ଏସବୁ କେବଳ ତୂମ ପାଇଁ 6ହ!ଇଛି !ବବଲୁ  କହିଲା- ତାହେଲେ ତ ଆଜି ଦିନଟିକୁ ତୁମେ ସେଲିକ୍ରେଟ୍ କରିବା କଥା !ପିଙ୍କି କହିଲା- ଅଫ୍ଳୋର୍ପ ! କୁହ କଣ ଖାଇବା ମୁଁ ଆଜି ନିଜ ହାତରେ ରାନ୍ଧି ତୂମକୁ ଖୁଏଇବି ବବଲୁ  କହିଲା- ଖାଇବି ତ ନିଶ୍ଚୟ! ହେଲେ ଆମେ ଆଗ ମୁଭି ଦେଖିବା ! ତାପରେ ଖାଇବା! ପିଙ୍କି କହିଲା- ତାଢ଼େଲେ ଆମକୁ ତ ହଲ୍ କୂ ଯିବାକୁ ପଡ଼ିବାବବଲୁ  କହିଲା- ନାଆମେ ଡିଭିଡିରେ ଫିର ଦେଖିବା!
ମୁଁ ସେଇ ଫିଇର କଥା କଦୂଛିଯୋଉ ଟାକୁ ମୁଁ ନ୍ୟାବିନ୍ ରେ  ଦେଖୁ ଥିଲି  ଆଉ ଭୁଲରେ ତୂମେ ମୋନ୍ୟାବିନ୍ ଭିତରକୁ ପଶିଯାଇଥିଲାପିଙ୍କି ଟିକିଏ ଲାଜେରଗଲା! କିନ୍ତୁ ମନାକଲାନି! ତାର ବି ଇଚ୍ଛା ଥିଲା ସେମିତି ଏକ ଫିଇ ବେଖ୍ ବାକୁ! ସେଦିନ ପରଦା ଉପରେ ଫୁଟି ରଠିଥିବା ଦୂଶ୍ୟ ସବୁ ତାର ଗୋଟିଗୋଚି ହେଇ ମନେଥିଲା! ତାକୁ ମନେପକେର ସେ ମନକୁମନ ଶିହରି ଉଠୁଥିଲା! ବବଲୁ  ଟିଭିରେ ଡିଭିଡି ପ୍ଲେ ୟାର ଫିଟ୍ କରିଦେଲା! ଝରକା କବାଟ ଦେଇ ଘରକୁ ନିବୁଯ  କରିଦେଲା! ଫିଲ୍ମ ଆରମ୍ଭ  ହେବା ବେଳକୁ ପିଙ୍କି ଫିସ୍ ଫିସ୍ ହେଇ କହିଲା- ଦେଖ, ତୁମେ ଖାଲି  ଫିଲ୍ମ ଦେଖିବା  ଯେମିତି ନିଜେ ଫିଲ୍ମ ନ କର ହସିଦେଲା ବବଲୁ ! ଲାଜେଇଗଲା ପିଙ୍କି! ସେ ଜାଣିଥିଲାବବଲୁ  ତାସହିତ କଣ କରିବାକୁ ଯାଉଛି! ଆଉ ସେ ପ୍ରସୂତ ଥିଲା ମଧ୍ୟା ସେଦିନ ରାତି ପାହିଲା! ଆଉ ରାତି ପାହିବା ବେଳକୁ ପିଙ୍କି ସମ୍ପୂର୍ଣ ଭାବରେ ବବଲୁ ର ହେଇସାରିଥିଲା
କ୍ଲାନ୍ତ ହୋଇ ଶୋରପଡି଼ଥିବା ବବଲୁ କୁ ଅନେଇ ସେ ତାସ୍ଵାମାକୁ ତୁଳନା କଚୁଥିଲା! ଭାବୁଥିଲାଗବେଦ୍ର ନୁହେଁ, ବବଲୁ  ହିଁ ହେଉଛି ତାମନଲାଖ୍ ପୁରୁ ଷ! ନସିଂକୋର୍ସ କରିବାକୁ ଯାରଥିବା ପିଙ୍କି ପାଇଁ ବବଲୁ  ସହିତ ମିଳାମିଶା କରିବାରେ ସାମାନ୍ୟ ବି ପ୍ରତିବନ୍ଧକ ନ ଥିଲା! ଓଲଟି ସେମାନେ ଏମିତି ଚକୁଥିଲେ ଯାହାକୁ ଦେଖ୍ ପଡ଼ୋଶୀମାନେ ଭାବୁ ଥିଲେ  ସେମାନେ ପନ୍1-ପତି! ଗବେହ୍ର ଆଗ୍ରାଠୁ ଅନେକ ଦୂରରେ ଥିଲା ! ତେଣୁ ପିଙ୍କିର ଅନୈତିକ ସମ୍ପର୍କର ସୁଗାକ ତାକୁ ମିଳିପାରୁ ନ ଥିଲା! ପିଙ୍କି ଭିତରେ ବେଳକୁବେଳ ଗବେଦ୍ରର ଚେହେରା ଲିଭିଲିଭି ଆସୁଥିଲା! ସେହି ସ୍ଥାନ  ଅଧ୍ କାର କରୁଥିଲା ବବଲୁ | ବବଲୁ  ଅବିବାହିତ ଥିଲା ! ତେଣୁ ପିଙ୍କି ଚାହୁଁଥିଲା ଡାକୁ ବିବାହ କରିବାକୁ! ଅପରପକ୍ଷରେ, ଗବେଦ୍ରର ସମ୍ପତି  ମଧ ତାକୁ ପ୍ରଲୋଭିତ କରୁଥିଲା! ସେ ଭାବୁଥିଲାଯଦି କୌଣସି କାରଣରୁ ଗବେହ୍ର ମରିଯିବ ତାହେଲେ ସବୁ ସମ୍ପତି ତାର ହୋଇଯିବା ପୁଣି ଗବେଦ୍ର କଣେ ସରକାରୀ ସୁଲ୍ ପିଅନ  ହୋଇଥିବା ହେତୁ କ୍ୟମ୍ପେର୍ନ ସେଟୋରିଗ୍ରାରଣ୍ଠରୁ ତାକୁ ମଧ ମାରେ ଚାକିରି ମିଳିଯିବ! କାରଣ ସେ ବି°ଇଡି° କରିଛି ! ଅର୍ଥାତ୍, ଗବେଦ୍ର ମଲେ ତାର ଲାଭ ହିଁ ଲାଭ!

କୁହାଯାଏ, ମଣିଷର ମୁଣ୍ଡକୁ ଥରୁଟେ ସଇତାନ କବଳିତ କରିନେବ! ପରେ ତାର ଆର ନିସ୍ତାର ନ ଥାଏ ତାପାଦ ତଳକୁତଳତ୍କ ଖସିତାଲେ! ପିକିର ଅବସ୍ୱା ଠିକ୍ ସେମିତି ଥିଲା! ସେ ବବଲୁ କୁ ଡାକି ତାମନକଥା କହିଲା! ବବଲୁ  ପିଙ୍କି ପ୍ରେମରେ ଥିଲା ଅବା ସେ ବି ସାମିଲ ହୋଇଗଲା ତାସହିତ! ହେଲେ ଗବେଦ୍ରକୁ ମାରିବା ପାଇଁ ତାର ଏକୁଟିଆ ସାହସ ହେଲାନାହିଁ! ସେ ଆଉ ଜଣେ କିଲରକୁ ସାଥୀ କଲା!

ଯୋଜନା ପ୍ରସୂତ କଲା ପିଙ୍କି! ସ୍ତ୍ରୀ  ଯେତେବେଳେ ସ୍ୱାମୀକୁ ହତ୍ୟା କରିବାର ଯୋଜନା କରେ , ସେତେବେଳେ ସ୍ୱାମୀ କୁ କେହି ବି ସ୍ତ୍ରୀ କବଳରୁ ରକ୍ଷୀ କରିପାରେ ନାହିଁ! ଗଜେନ୍ଦ୍ର ଚି ଥିଲା ଠିକ୍ ସେମିତି ଜଣେ ସ୍ୱାମୀ! ତାଖାଇବାରେ ନିଦ ପାଉଡର ମିଶେଏଇ  ଦେଲା  ପିଙ୍କି! ଆଦରକରି ବଳେଇ ବଳେଇ ଖୁଆଇଲା ! ଗଭୀର  ନିଦରେ  ଶୋରପଡ଼ିବା ପରେ ଫୋନ୍ କଲା ବବଲୁ ତ୍କ ! ବବଲୁ  ତାର କିଲର ସାଥୀକୁ ଧରି ଆସି ପହଞ୍ଗଲା ଗବେଦ୍ର ଘରୋ ଆର ଦୁଇଜଣ ମିଶି ତାତଶ୍ଚିଚିପି ହତ୍ୟା କରିଦେଲେ! ଛଟପଟ ହୋଇ ଗବେଦ୍ର ପ୍ରାଣ ଛାଡ୍ରଥିବା ବେଳେ ପାଖରେ ଦେଖୁଥିଲା ପିଙ୍କି- ତାର ସ୍ତ୍ରୀ !

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...