Friday 28 April 2017

ବାନ୍ଧବୀ ର ସ୍ୱାମୀ





ଦୀପା ଓ ସୁଷମା ଦୁଇ ବାନ୍ଧବୀ  ଥିଲେ! ସେମାନେ ଥିଲେ  ଖୁବ୍ ଘନିଷ୍ଠ  ପୁଣି ସମବୟସି  ହୋଇଥିବା ହେତୁ ସେମାନଙ୍କ ମଧରେ ସବୁପ୍ରକାର ଟାହି ଟାପରା ଚାଲୁ ଥିଲା  ଯେମାନେ ମନଭରି ଖୁସାଗପ କରୂଥିଲେ ! ଥଚ୍ଚାମଚ୍ଚା ହେଉ ଥିଲେ ! ସମୟ ସେମାନଙ୍କ ସହିତ  ଏକ ଖେଳଖେଳିଲୀ ଅର୍ଥାତ୍, ବନ୍ଧୁତା କୂ ଆହୁରି ଘନିଷ୍ଠ  ଓ ଅଧିକା  ନିକଟତର କରିଦେବାକୁ ନିଷ୍ପତି ନେଲା  |ଦିପାର ଭାଇ  ଅରୁଣକୁ ବାହା ହେଲା ସୁଷମା! ଅବଶ୍ୟ ଏଥିରେ  ଦିପାର  କୌଣସି ହାତ ନ ଥିଲା  କିମ୍ବା  ଅରୁଣ ସୁଷମା ମଧ୍ୟରେ କୌଣସି ପ୍ରେମ
ସମ୍ପର୍କ ନ ଥିଲା ! ସବୁକିଛି ସମୟର ନିଜୈଶକ୍ରମେ ଘଟୁ ଥିଲା  ସୁଷମା ଅରୁଣକୁ ବାହା ହେବା ପରେ ଦୀପା  ସହିତ ଥିବା  ତାର ସମ୍ପର୍କର ସମୀକରଣ ବଦଳିଗଲା ଅର୍ଥାତ୍, ପୂର୍ବର ରୁ  ଦୀପା  ସୁଷମା ଦୁହେଁ ବାନ୍ଧବୀ  ଥିଲେ ! ଏବେ ସେମାନେ ନଣନ୍ଦ ଭାଉଜ ବନି ଗଲେ  ତେଣୁ ସେମାନଙ୍କର  ସମ୍ପର୍କ ଆହୁରି ପ୍ରଗାଢ଼ ହୋଇଉଠିଲା  ସେମାନେ ପରସ୍ପର  ମଧରେ ଅନେକ ଅକୁହା  କଥାକୁ ବି କେଶ୍ ସ୍ୱାଭାବିକ ଭାବରେ ଆଲୋଚନା କରିପାରୂଥିଲେ ! ଇତିମଧ୍ୟରେ ଦୀପାର ବାହାଘର ସରିଯାଇ ଥିଲା ! ସେ ରାଜେଶକୂ ବାହ! ହୋଇ ଥିଲା  ତେଣୁ ସମନ୍ଧରେ ଦୀପା ର ସ୍ୱାମୀ  ରାଜେଶ ସୁଷମା ର ନଣନ୍ଦେଇ ଲେଖା ହେଉ ଥିଲା  ଏ ସମର୍କ ବି ଥିଲା  ଏକ ଥଚ୍ଚାମଯା ର ସମ୍ପର୍କ ! ସୁଷମା ବେଶ୍ ମେଳାପି  ଥିଲା ! ରାଜେଶ୍ ମଧ ମେଳାପି  ପ୍ରକୃତିର ମଣିଷଥିଲା ତେଣୁ ସେମାନେ ପରସ୍ପର  ସହିତ ବେଶ୍ ହସ ମଜା କରୂଥିଲେ ! ତେବେ ସମସ୍ତଙ୍କ ଚୂଳନାରେ ଦୀପା  ଓ ସୃସମାର ସମର୍କ ଥିଲା  ଖୁବ୍ ଘନିଷ୍ଠ!

ସମୟ ଦୁଇବର୍ଷ ଆଗକୂ ଗାଡି ଯାଇ ଥିଲା ଦୀପା  ଓ ସୁଷମ! ଗୋଟିଏ ଗୋଟିଏ ପିଲାର ମାହୋଇ  ସାରିଥିଲେ ! ତଥାପି   ଦୀପା ଯେତେବେଳେ ବି ଆସୂଥିଲା  ସୁଷମା ସହିତ ଗପର ପେଡ଼ି ଲଗେଇ ଦେରଥିଲା ! ଦୀପା କେବଳ ସ୍ୱାମା ରାଜେଶ କଥା ହିଁ ଗପୁ ଥିଲା  ଏକଥା କହିବାର ପ୍ରୟୋଜନ ନାହିଁ  ଯେ, ଯେତେବେଳେ ଦୁର ସମବୟସୀ ବାନ୍ଧବୀ  ପରସ୍ପର ର ସ୍ଵାମା କଥା ଗପିବସନ୍ତି  ସେତେବେଳେ ସେମାନଙ୍କ କଥା କେଉଁ ପସ୍ୟାୟକୂ ଯାଇ ପହଞ୍ଚୀ ଥାଏ!ଦୀପା  ସଚୂବେଜେ ରାଜେଶ ର ପୌରୂଶ୍ୟ କୁ   ପ୍ରଶଂସା କରେ! ସେଭଳି କଣେ ପୁରୂସ କୂ ବାହା  ହୋଇ ଥିବାରୁ  ଗର୍ବ ଅନୂଭବ କରେ ଓ ସେକଥା ସୁଷମା ଆଗରେ କହି ବାହା ବା ନିଏ  ଦିପା କହେ- ସ୍ଵୀକୂ କେମିତି ଖୁସି କରିବାକୁ ହୁଏ  ସେକଥା ରାଜେଶ ଠାରୁ ଆଉ ବେଶୀ କେହି ଜାଣନ୍ତି ନାହିଁ  ରାକେଶ୍ ତ ପୁରୁଷ ନୁହେଁ; ଗୋଟେ ସୁପୁରୁଷ ପ୍ରତ୍ୱେୟକଟି  ନାରୀ ନିଜ ମନ ଭିତରେ  ଯେଭଳି ସ୍ଵାମାଟିଏ ଆଶାକରିଥାନ୍ତି ରାଜେଶ ହେଉଛି ସେଭଳି ଜଣେ ପୁରୁଷ! ସେ ଯଦି  ରାଜେଶକୁ ବାହା ନ ହୋଇ ଆଉ କାହାକୁ ବାହା ହୋଇ ନ ଥାନ୍ତା  ତାହେଲେ ସତସତିକା ସ୍ଵାମାସୁଖ କାହାକୁ କହନ୍ତି  ସେକଥା ଜାଣିପାରି ନ ଥାନ୍ତା  ସୁଷମା ସବ୍ରୁ ଶୁଣେ! ତଳକୁ ମୁହଁ ପୋତି ହୁଁ ମାରେ! ମନମାରି ରହେ! ଦୀପା  ସିନା ଗୋଟେ  ଖ୍ଆଲରେ କହୁ କହୁ  ନିଜର ସ୍ୱାମାସୂଖନିଜ ବାନ୍ଧବୀ  ନିକଟରେ ପ୍ରକାଶ କରିଦିଏ! ହେଲେ ସେ ଜାଣେନା ଯେ, ସେ କଥାସବୁର ପ୍ରଭାବ ସୁଷମା ଉପରେ କେମିତି ପଡୁ ଥିଲା  ! ସୁଷମା ଦୀପାଠାରୂ ରାଜେଶ କଥା ଶୁଣିଶୂଣି ଅସହଣୀ ହୋଇଉଠେ ସେ ବି ଭାବେ - କାସ୍, ସେ ଅରୁଣକୁ ବାହ! ନ ହୋଇ ରାଜେଶ କୁ ବାହା  ହେଇଥାନ୍ତା କି! ଅନ୍ତତଃ ପ୍ର ତି ରାଚିରେ ସେ ସ୍ୱାମୀ ସୁଖ  ପାଇ ଆରାମରେ ରାତି ବିତେଇ ପାରନ୍ତା  ତ! ହେଲେ ତାସ୍ୱୀମା ଅରୁଣ - ଗୋଟେ ବଣ ଓଲୋଅ |ଦେଖି ବାକୁ   ସିନା ସୁନ୍ଦର ହେଲେ କୋଉ ତିଅଣକୁ ଲୋଡ଼ା ନୁହେଁ! ଆରେ ପୁରୁଷ ହୋଇ ସ୍ତ୍ରୀ କୁ ପଦି ସୁଖ ଦେଇନ ପାରିଲ ତାହେଲେ ତମେ କୋଉ ପୁରୁଷ ରେ   ଗଣା! ସୁଷମା ସିନା ମନକଥା ମନରେ ମାରି ରହେ! ହେଲେ ତାମନରେ ରାଜେଶ କୁ ପାଇବାର ଲୋଭ  ଜାଗ୍ରତ ହୁଏ! ତେବେ ସେ ସବୁଦିନ ଲାଗି ଯେ , ରାଜେଶକୁ ତା ବାନ୍ଧବୀ ଦୀପା  ଠୁ ଛଡ଼େଇ ଆଣିବାକୁ ଗହୁଁଥିଲା  ସେକଥା ନୁହେଁ; କେବଳ ଦୀପା  କିଭଳି ସ୍ୱୀମାସୂଖ ଚାହୁଁଛି ଥରୁଟେ ହେଉ  ପଛେ ତାହାର  ସ୍ୱାଦ ଅନୁଭଭ  କରିବାକୁ ଇଚ୍ଛା  କରୂ ଥିଲା  ସେ ଭାବୁ ଥିଲା ଦୀପା  ସଦୂଦିନ ଯାହା ପାଉଛି  ଦିନଟିଏ ଲାଗି ହେଉ ପଛକେ ତାକୁ ସେହି ମୁଖ ମିଲ ନ୍ତାନି
ଏ ଥିରେ  ଅନ୍ତତଃ ତାର ଦୁଃଖ ଲାଘବ ହୁଅନ୍ତା ଦୀପା ସତ କହୁଛି  ନ! ତାନିକଟରେ ନିଜର ମୁହଁ ଫୁଟା ଣି ମାଗୁଛି ସେକଥା ପରଖୀ ନିଅନ୍ତା ନିଜେ! ଦ୍ୱିତୀୟତଃ, ଯଦି ଦୀପା କଥାସତ  ତାହେଲେ ସେ ରାଜେଶ୍ର    ସାନିଧ୍ୟ ପାଇ ନିଯକୂ ଧନ୍ୟ ମନେକରନ୍ତା! ସୁଷମା ଏକଥା ଭାବୁ ଥିଲା  ସିନା; ହେଲେ ସେପରି ଏକ ସୁଯୋଗ ତାକୁ ମିଳିପାରୁ ନ ଥିଲା
     ଉତ୍ତରପ୍ରଦେଶର ହରଦଇ ଜିଲ୍ଲା   ଅନ୍ତର୍ଗତ  କୋ ଇହିଲା ଗାଁର ହରି ରାମ ଙ୍କ  ପୁଅ ଅରୁଣା ଅରୁଣକୁ ମିଶାଇ ହରି ରାମ ଙ୍କର ତିନିପୁଅ ଓ ଦୁଇଝିଅ! ପରିବାରର ଏକମାତ୍ର ଜୀବିକା ଚାଷ , ମାତ୍ର ଚାଷଜମି ସେତେବେଶୀ ନ ଥିଲା ! ରେଣୁ ଚାପବାସରୁ ସେମିତି କିଛି ବେଶୀ ଆୟ ମିଳୁ  ନ ଥିଲା ! ତିନିଭାଇ ବିବାହ କରିସାରିଥିଲେ !ସେଥି ଲାଗି  ଚଳିବାକୁ ଅସୂବିଧା ହେଉ ଥିଲା  ସୁଷମା ସବ୍ରୁବେଜେ ଅରୁଣକୂ କଦୁଥିଲା  ସେ ଯାଇ ବାହାରେ କୁଆଡ଼େ କାମ ଦେଖୁ! ଫଳରେ ସେମାନେ ଭଲରେ ଚଳିବେ! ପୁଣି ସେମାନଙ୍କରପିଲାଙ୍କୁ ବି ପାଠଶାଠ ପକେଇ ପାରିବେ! ଅରୁଣ ମଧ ଅନେକଥର ଚାକିରି ଆଶା ରେ  ବମ୍ବେ , ଦିଲି  ଯାଇଥିଲା  ମାବ୍ର ସେଠାରେ ତାର ଚଳିବ! ସମ୍ଭବ ହେଉ ନ ଥିବା ରୁ ମାସକେଇଟାରେ ସେ ପୁଣି ଘରକୁ ଫେରି ଆସୁ ଥିଲା  ଦୀପାର ସ୍ଵାମ! ରାଜେଶ ରହୁ ଥିଲା  ଫରିଦାବାଦ ରେ  ସେ ଯେତେବେଳେ ବି ଘରକୁ ଆସୁଥିଲା  ସୁଷମ! ତାକୁ କଦୁଥିଲା ଅରୁଣକୁ ନେଇ କୌଣସି ନ! କୌଣସି କାମରେ ଲଗେଇଦେବ! ପାଇଁ ! ଗଳେଶ୍ ବି କହୁ ଥିଲା  ଯଦି  ଅରୁଣ ଚାକିରି କରିବାକୁ ଚାହିଁବା  ତାହେଲେ ସେ ତାକୁ ଚୁଟକୀ ରେ ଚାକିରିରେ ଲଗେଇଦବା ସେତିକ ନୁହେଁ  ରାଜେଶ ସବୁ ବେଳେ  ସୁଷମାକୂ କହୁ ଥିଲା  ଅରୂଣ ଯଦି  ଏମିତି ଘରେ ବସି ରହିବ ତାହେଲେ ସେ ନା ତାକୁ ଶାଢିଖଣେ ପିନ୍ଧିବାକୂ ହେଇପାରିବ ନା ପିଲାଙ୍କୁ  ମଣିଷ କରିପାରିବା ରାଜେଶ୍ ର କଥା ସବୁ  ସୁଷମାକୂ ଖୁବ୍ ଯୁକ୍ତି ଯୁକ୍ତ  ମନେହେଉ ଥିଲା  ସେ ଚାହୁଁ ଥିଲା  - ରାଜେଶ୍ ସତକଥା କହୁଛି! ଏଇ ଅରୁଣଟା ହିଁ ଗୋଟେ ମପ୍ତଵଡ଼ବୋକା  ଏଭଳି  ଯଣେ ଭିଣୋଇ  ପାଇ ଯଦି ସେ ତାକିରି ନକରିବ ତାହେଲେ ଆଉ କାହାକୁ କହିବ ସିଏ
    ଏମିତି ସବ୍ରୁଦିନ ସୁଷମା ଅରୁଣ ସହିତ ଲଗା ଓ ଥିଲା  ହେଲେ ଅରୁଣ ଯିବାକୁ  ରାଜି  ହେଉ ନ ଥିଲା !ଦି6ନ ଅରୂଣ ଚିଡି ପକାଇ କହିଲା-ଠିକ୍ ଅଛିମୁଁ ତାହେଲେ ଫରିଦାବାଦ୍ ଯିବି ଆଉ ଚାକିରି କରିବି !  ଏକଥା ଶୁଣି ଖୁସି ହୋଇଗଲା ସୁଷମା! ରାଜେଶ ବି କଣେଇ ହେଲା ଯେ, ଅରୁଣ ଆସିବ! ମାତ୍ରେ ତାକୁ ସେ ଚାକିରିରେ ଲଗେଇ ବେବ! ରାଜେଶ ଏକ ଷ୍ଟୋନ-କର୍ସର ଫ୍ୟା କ୍ଟ୍ରି ରେ  କାମ କରୂ ଥିଲା ଅରୁଣ ଯାଇ ପହଁଚିଲା ମାତ୍ରେ ତାକୂ ସେ ଚାକିରିରେ ଲଗେଇ ଦେଲା  ସେ ଗୋଟିଏ ଘର ନେଇ ରହୁ ଥିଲା  ଯେଉଁଠି ଦୁଇଟ! କୋଠରି ଥିଲା  ! ଢେଣୁ ଅରୁଣକୁ ଆଉ ଘରଭଡ଼ା ନେବାକୁ ପଡ଼ିଲାନାହିଁ ! ସେ ରିଣୋଇ ଘରେରହିଗଲା! ଏମିତିରେ ବର୍ଷଟିଏ ବି ତିଲା! ଦିନେ ଅରୁଣକୁ ରାଜେଶ କହିଲ!- ଦେଖଆମକୁ ଏଠି ରୋଷେଇ  କରି ଖାଇବାକୁ ଢେବାଲୀଗି ଜଣେ ସ୍ତ୍ରୀ ଲୋକ  ଦରକାର! ମୁଁ ତ ଦିପାକୁ ଏଠାକୁ ଆଣିପାରନ୍ତି  ହେଲେ ଘରେ ଆମର ଚାଷବାସ, ଜମିବାଡ଼ି କେତେ କ? ସେ  ଏଠିକି ଚାଲିଆସିଲେ ସେସବୁ ପମ୍ଭାଳିବ କିଏ? ତେଣୁ ମୁଁ ଚାହୁଁଛି ତୂ ସୁଷମାକୂ ଏଠାକୁ ନେଇଆସ୍! କାରଣ ତାର ସେସବୁଜଞ୍ଜାଳ ନାହିଁ ! ତାଛଡ଼ା ଏଠି ତ ଘର ଅଛି! ସେ ଘରେ ରହିବ ! ସେଥି ପାଇଁ  ତତେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବନି ଗୋ ଟିଏ ରୋଷେଇରେ ବି ଆମେ ଦୁହେଁ ଚଳି ଯିବା!
ଅରୁଣ ଦେଖିଲା  ରାଜେଶ୍ ଏହା ଏକ ଭଲ ପ୍ରସ୍ୱାବ ତାଛଡ଼ା ସେ ସୁଷମାକୂ ଛାଡ଼ି ଦୂରରେ ରଦିପାରୂ ନ ଥିଲା  କେବଳ ସୁଷମାକୂ ଅଧିକ ଟଙ୍କା  ଖର୍ଚ୍ଚ ହେବ ବୋଲି ଭାବି ସେ ସେମିତି ସାହସ କରୁନ ଥିଲା ଯେତେବେଳେ ସବୁକିଛି ମଫତ ରେ  ବନ୍ଦ ବସ୍ତରେ ହେଇ ଗଲା   ସେତେବେଳେ ସେ ଡେରି ନକରି ଦୁଇଦିନ ଭିତରେ ସୁଷମାକୂ ନେଇଆସିଲା  ସୁଷମା ଫରିଦାବାଦ୍ ଆସିବା ପରେ ପଦି ସବୁଠୁ ବେଶି କିଏ ଖୁସି ହେଲା ସେ ଦେଉଛି ରାଜେଶ୍!ସତକଥା ହେଉଛି - ଦୀର୍ଘଦିନ ହେବ ରାଜେଶ ର ଆଖ୍ସୁଷମା ଉପରେ ଥିଲା  ସେ ସୁଷମାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଗହୁଁଥିଲା  ତାକୁ ସେ ସୁଯୋଗ ମିଳୁ ନ ଥିଲା  ! ତେଣୁ ସେ ପ୍ରଥମେ ଫଦିକରି ଅରୁଣକୁ ଚାକିରି ଦେଲା ! ଦ୍ଵିତୀୟ ପର୍ଘ୍ୟୟରେ ସେ କୌଶଳ କରି ସୁଷମାକୂ ମଧ ଫରିଦାବାଦ୍ ନେଇ ଆସିଲା ଏବେସେ ତୃତାୟ ଖେଳ  ଖେଳିବାକୁ ଅପକ୍ଷା କରି ଥିଲା
                      ଅରୁଣର ଏକ ଦୁର୍ବଳତା ଥିଲା  ମଦା ସେ ପ୍ରଚୁର ମଦ୍ୟପାନ କରୂଥିଲା  ସେଇ  ଦୁର୍ବଳତାକୁ ଅସ୍ତ୍ର କଲା ରାଜେଶ୍! ଆଉ ତାକୁ  ପ୍ରତ୍ୟେକ  ଦିନ ମଦ ପିଆଇ ବା ରେ ଲାଗିଲା! ଅନ୍ୟପଟରେ ସେ ଜାଣି ନ ଥିଲା  ଯେ, ସେ ଯେମିତି ସୁଷମାକୁ ଲୋଡ଼ୁଛି – ସୁଷମା ମଧ ମନେମନେ ତାର ସାନିଧ୍ଯ ପାଇବାକୁ ଇଚ୍ଛା  କରୁଛି! ପୂର୍ବରୁ ତ ଦାପାଠାରୂ ଶୁଣିଣୁଣି ରାଜେଶ୍ କୁ  ପାଇବା ପାଇଁ ସୁଷମା ପାଗଳ ହୋଇ ଯାଇ ଥିଲା  ଏବେ ଫରିଦାବାବ୍ ଆସିବା ପରେ ସେ ଆଶା ତା ନିଅଁ  ଝୁଲା ଭଳି ଚମକି ଉଠିଲା ଅତଏବ ଦୁଇଜଣ ଦୁଇଜଣଙ୍କୁ ପାଖକୁ ଆଣିବା ପାଇଁ ଲାଗିପଡ଼ିଲେ!ଯେତେ ବେଳେ ବ6ଳ ଦୁଇଜଣଙ୍କ ଲଷ୍ୟ ଏକ ସେତେବେଳେ ଗନ୍ତବ୍ୟ ରେ ପହଂଚିବା ଆଦୌ ଏକ ମୁୟିଲ୍ ବ୍ୟାପାରନୁହେଁ! ଦିନ କେଇଟା ଭିତରେ ସେମାନେ ଜାଣି ଗଲେ ଯେ , ସେମାନଙ୍କର ଉଦ୍ଦେଶ୍ୟ ଏକ! ତାପରେଆଉ ବିଳମ୍ବ  କରିବାର କୌଣସି କାରଣ ନ ଥିଲା |ପ୍ରଚୁର  ମଦ୍ୟପାନ କଲେଇ ଅରୁଣ କୁ  ବେହୋସ କରି  ବେହୋସ୍ କରି ଦେଉ ଥିଲା  ରାଜେଶ! ଆର ରାଜେଶ ବେହୋସ୍ ହୋଇଯିବା ପରେ ସେମାନେ ସାରା ରାତି  ପରସ୍ପର ର ବା ହୁ ବନ୍ଧନ ରେ  ରାତି ବିତେଇ  ଦ୍ଦେଉଥିଲେ !
      ବାଜେଶ୍ ସହ ମିଶିବା ପରେ ସୁଷମା ଅନୁଭବ କରିପାରିଲା ଯେ, ତାବାନ୍ଧବୀ ଦୀପା ପାହା କଦୂଥିଲା  ସେସବୁ ଗୋଟିଗୋଟି ସତ ! ସତରେ ରାଜେଶ କଣେ ସୂପୁରୂପ ଯିଏ ସ୍ତ୍ରୀ କୁ ମ୍ବାମାସୁଖ ଦେବାରେ ଧୁରନ୍ଧର!ଏହା ପରେ ସେ ଭୁଲିରଲା ଯେ, ସେ ଅରୂଣର ସ୍ତ୍ରୀ | ଅରୂଣ ତାବାନ୍ଧବୀ  ଦୀପା ର ଭାଇ, ପୁଣି ରାଜେଶ ହେଉଛି ଦୀପା ର ସ୍ଵାମା ! ସେହିଭଳି ସୁଷମାକୂ ପାଇଁ  ବି ସବୁକିଛି ଭୁଲି ଗଲା  ରଜେଶ୍

    କଥା ପଦାକୁ ଆସିଲା ପାରିବାରିକ କଳହ ହେଲା ! ଶେଷରେ ଅରୁଣ ସୁଷମାକୂଘରକୁ ପଠେଇଦ୍ଦେବାକୁ ଯୋଜନା  କଲା  |ହେଲେ ରାଜେଶ ସୁଷମା କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ  ଥିଲେ ! ସେମାନେ ନିଷ୍ପତି କଲେ ସେମାନଙ୍କ ରାସ୍ତା ରକଣ୍ଟା କୂ ହଟାଇ ଦେବେ  ଆଉ ସେମାନଙ୍କ ରାସାରଏକମାତ୍ର କଣ୍ଟା! ଥିଲା  ଅରୁଣ |
ପ୍ରେମ ଅନ୍ଧ ମାତ୍ର ପରକୀୟା ପ୍ରେମ ହେଉଛି ଅନ୍ଧକା ସୁର ଯିଏ ସମ୍ପର୍କର ପରିଭାଷା ବ୍ରୁଝେନା! ପ୍ରଥମେ ସେମାନେ ଅରୁଣକୁ ମଦପେଇ ମାଚାଲ କରିଦେଲେ! ଆଉ ଏକ ପାହାଡ଼ରୁ ତଳକୁ ଫୋପାଡ଼ିଦେଲେ ! ଅପଗଧ କେବେ ରି ଲୁଚି ଋହେନା କି ଅପରାଧୀ ମାନେ ଆଇନ୍ ହାତରୁ ମୁକୁଳି ପାରନ୍ତି ନାହିଁ ! ଗିରଫ ହେଲେ ଦୁଇପ୍ରେମି  ସୁଷମା ଏବଂ ଗଜେଶ୍! ସେମାନଙ୍କ ବୟାନ ଅନୁସାରେ ଅରୁଣ ର  ମୃତଦେହ ଖୋଜି ବା କୂ ଚେଷ୍ଟା କଲା  ପୋଲିସ୍! ହେଲେ ସେତେବେଳକୁ ବନ୍ୟଜନ୍ତୁ ଖାଇସାରିଥିଲେ  ଅରୂଣର ଶବକୁ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...