Sunday 4 June 2017

କଣ୍ଟା





ବା ବେ ରା ରୋଡ଼୍ ସ୍ତିତ  ପାଲହାରି ଗାଁର ଶେଷମୁଣ୍ଡରେ ଗୋଟିଏ ଶବ ପଡ଼ିଥିବା  ଦେଖି  ଗ୍ରାମବାସୀଙ୍କ ମଧରେ ହଲଚଲ ଖେଳିଗଲା ! ଶବଟି ଗୋଟିଏ କଣ୍ଟା ବୁନ୍ଦା ଭିତରେ ମୁହଁ ମାଡ଼ି ପଡ଼ିଥିଲା ! ପାଖରେ ଏକ ଟଣାଟ୍ରଲି  ଠିଆ ହୋଇଥିଲା! ଲୋକମାନେ ଡେରି ନ କରି ନିକଟସ୍ଥ ପୋଲିସ  ଷ୍ଟେସନ  କୁଖବର ଦେଲୋ ପୋଲିସ ଆସି ଶବ ଜବତ କରି ବାହାରକୁ ଆଣିଲା!ଭିଡ଼ ଭିତରେ ଥିବା  ଦୁଇଜଣ ଲୋକ ଶବକୁ ଦେଖୁ ଦେଖୁ କଢି ଉଠିଲେ: ଆରେ ଇଏତ ଅନଶାର୍! ଇଏ ଚ ବୁଲିବୁଲି ଟ୍ରଲି ରେ ସାମାନ୍  ବିକେ
          ଆପାତତଃ ପୋଲିସକୁ ଶବର ପରିଚୟ ମିଳିଗଲା! ଅନଶାର୍ ଘର ପାଇବାକୁ ମଧ ବେଶି ଚେଷ୍ଟା  କରିବାକୁ ପଡ଼ିଲା ନାହିଁ ! ସେମାନେ ଆସି ଅନଶାର୍ ଘରେ ପହଁଚିଲେ | ଘରେ କବାଟ ଖୋଲିଲା ନୁରଜାହାନ୍ ଓ ପୋଲିସକୁ ଦେଖି  ଆଶର୍ଯ୍ଯ ହୋଇଗଲା ପୋଲିସ ପଗରିଲା- ଅନଶାର୍ କଣ ଏଇଠିରହେ ?’ ନୁରଜାହାନ୍ କହିଲା- ହଁଏଇଟା ହେଉଛି ଅନଶାର୍ ର ଘର! ଆଉ ମୁଁ ହେ ଉଛି ଅନଶାର୍ ର ସ୍ତ୍ରୀ  !ପୋଲିସ ପଚାରିଲା- ଅନଶାର୍ କାହିଁ ?  କେଉଁଠି ଅଛି ସିଏ ?’ ନୁରଜାହାନ୍ ମୁହଁ ଶୁଖେଇ ପକେଇଲା ଓ କହିଲା- ସାର ! ସେ ଠେଲା ନେଇ ଯାଇଥିଲେ! ଦୁଇଦିନ ହେଲା ଘରକୁ ଫେରିନାହାଢି! କେଉଁଠି ଅଛନ୍ତି  ସେକଥା ବି ମୁଁ ଜାଣେନି ପୋଲିସ କହିଲା-ତୁମେ  ପୋଲିସରେ  ଖବର କରିଛ ?’ ନୁରଜାହାନ୍ କାନ୍ଦି  ପକେଇଲା  କହିଲା- ସାଋମୁଁ ଗୋଟେ ମୂର୍ଖ  ମଣିଷା ମୁଁ ଏତେକଆ ଚିନ୍ତା କରିନି! ତେବେ ଆପଣ ଏତେ କଥା ପଚାରୁ ଛଜି କଣ ପାଇଁ ? ଆପଣ କ  ଅନଶାର୍ ଖବର ପାଇଛନ୍ତି  ପୋଲିସ କହିଲା- ଖାଲି ଖବର ମିଳିନି! ଅନଶାର୍ ଶବ ମିଳିଛି ! ତାକୁ କେହି ଗଳାକାଟି ହତ୍ୟା କରିଛି
ଅନଶାର୍ ମରିଯାଇଥିବା  ଖବର ଶୁଣି ଚେତା ହରେଇ ତଳେ ପଡ଼ିଗଲା ନୂରଜାହାନ୍! ପଡ଼ୋଶୀ ସ୍ତ୍ରୀ ଲୋକମାନେ ଆସି ପାଣି ଛାଟି ହୋସ୍ କୁ ଆଣିଲେ! ମାତ୍ର ତାର ଅବସ୍ଥା ଏମିତି ଥିଲା ଯେ, ସେ ପୋଲିସକୁ କିଛି ରହିପାରିଲା ନାହିଁ ପୋଲିସକୁ ଖାଲିହତରେ ଫେରିବାକୁ ହେଲା! ପୋଷ୍ଟ ମର୍ଟମ୍ ପରେ ଶବ ନୂରଢାହାନ୍ କୁ ହସ୍ତାନ୍ତର  କରିଦେଲା ପୋଲିସ! ପରିବାରର ସହଯୋଗରେ ଶବ ସତ୍କାର  ମଧ ହୋଇଗଲା! ବେଶ୍ କିଛିଦିନ ବିତିଗଲା! ପୋଲିସକୁ କୌଣସି କ୍ଲୁ ମିଳିଲା ନାହିଁ! ସେମାନେ ବି କେସ୍ କ୍ଲୋସେ ଜ କରିଦେବାକୁ ବସିଥିଲେ! ମାତ୍ର ସେତିକିବେଳେ ଇ ନ୍ ଫର୍ମରମାନେ ଏମିତି ଏକ ସୂଚନା ଆଣିବେଲେ ଯାହ! ପୋଲିସ ପାଇଁ ଥିଲାଅତ୍ୟନ୍ତ  ଅବିଶ୍ଵସନୀୟ! ସାମାନ୍ୟ ଡେ ରି ନ କରି ପୋଲିସ ଯାଇ ଗିରଫ କଲା ନୃରଜାହାନ୍ କୁ ଏବଂ ପଡ଼ୋଶୀ ରଶିଦ୍ ଖାନ୍ କୁ !  ସେମାନେ ମଧ ଥାନାକୁ ଆସୁ ଆସୁ ସ୍ୱୀକାର କରିନେଲେ ପେ, ସେମାନେ ହିଁ ହତ୍ୟା କରିଛଳି ଅନଶାର୍ କୁ  ! କାରଣ ଅନଶାର୍ ଥିଲା ସେମାନଙ୍କ ପ୍ରେମ ପଥର କଣ୍ଟା ! କଣ୍ଟା  ହଟେଇବାକୁ ଯାଇ ସେମାନେ ତାକୁ ହତ୍ୟାକରି କଣ୍ଟା ବୁଦା କୁ  ଫୋପାଡ଼ି ଦ୍ଦେଇଛନ୍ତି

ଘଟଣା ଘଟିଥିଲାଏମିତି :
 ଉତ୍ତରପ୍ରଦେଶର ଆଜା ଦ୍ ନଗରଗେ ରହୂଥିଲା ଅନଶାର୍! ପରିବାର କହିଲେ ସ୍ତ୍ରୀ ନୁରଜାହାନ୍ ଓ ଛୋଟ ଛୋଟ ତିନିଝିଅ : ରୋଶନୀ, ଚାନ୍ଦନା ଏବଂ ଚାନ୍ଦ ତାରା  ନିଶାର ବେଗ ଓ ମୁନ୍ନା ବେଗମ୍ ଙ୍କ ଦୁଇପୁଅ ମଧରୁ ଦୁଇପୁଅ ମଧରୁ ବଡ଼ ହେଊଛି ଅନଶାର୍! ପରିବାରର ମୁଖ୍ୟ ବେଉସା ହେଉଛି ଠେଲାଗାଡି଼ ! ସେମାନେ ଠେଲାଗାଡି଼ଗେ ସାମାନ  ବିକି ପରିବାର ଚଳାନ୍ତି ! ଜମିବାଡ଼ି କିଛି ନାହିଁ ! ତେଣୁ ସ୍ଥାଇ ଘର ବି ନାହିଁ ! ସେମାନେ ବିଭିନ୍ନ ସ୍ଥାନ ରେ ରହି ବ୍ୟବସାୟ କରନ୍ତି ! ଯେଉଁଠି ବିଜ଼ନେସ ଭଲ ଗଲେ ସେଠାରେ ସେମାନେ ଘରଭଡ଼ା ନେଇ ରୁହନ୍ତି
 ଇତିମଧ୍ଯରେ ନିଶାର ବେଗ ଓ ମୁନ୍ନା ବେଗମ୍ ସେମାନଙ୍କର ପିଲାମାନଙ୍କୁ ବିବାହ କରେଇ ଅଲଗାଁ କରିଦେଲେ! ଅନଶାର୍ ତାର ସ୍ତ୍ରୀ  ନୂରଜାହାନ୍ କୁ ନେଇ ଗୋଟିଏ ଘର ଭଡା  ନେଇ ରହିଲା ଓ ଟ୍ରଲି ରେ ବେପାର ଆରମ୍ଭ କରିଦେଲା! ନୁରଜାହାନ୍ ଦେଖି  ବାକୁ ଥିଲା ସୁନ୍ଦରୀ! ସେ ମଧ ସ୍ୱାମୀ ସହିତ ବେଶ୍ ସହଯୋଗ କଚ୍ଛଥିଲା! ସେଥିଲାଗି ସେମାନେ ଖୁବ୍ ଭଲ ବ୍ୟବସାୟ କରୁଥିଲେ  ଇତିମଧ୍ଯରେ ପାଞ୍ଚବର୍ଷ ବିତିଗଲା ଅନଶାର୍ ଓ ନୂରଜାହାନ୍ ର ତିନୋଟି କନ୍ୟା  ସନ୍ତାନ କନ୍ନନେଲେ! ଫଳରେ ପରିବାରର ଖର୍ଚ୍ଚ ବଢ଼ିଲା ! ସେଥିଲାଗି ସେମାନେ ଆଲିଗଞ୍ଜର ହାତୀ ଖାନ୍ନା ମୋହାଲ୍ଲା ନାମକ ଏକ ସ୍ଥାନକୁ ଚାଲିଯିବାକୁ ନିଷ୍ଠଭି ନେଲେ! କାରଣ ସେଠାରେ ବେପାର ଭଲ ହେଉଥିଲା! ଉଭୟ ଅନଶାର୍ ଏବଂ ନୃଜୋହାନ୍ ନିଷ୍ପତି   ନେଲେ ପେ, ଯେମାନେ ଏକାଥରେ ପରିବାର ନେଇ ହାତୀଖାନ୍ନା ମୋହାଲ୍ଲା କୁ ଗଲିପିବେ  ଓ ସେଠାରେ ଘର ଭଡ଼ା ନେଇ ରହିବେ! ସେମାନେ ତାହ! କଲେ! ଟ୍ରକ  ରେ  ମାଲ୍ ପତ୍ର ଲୋଡ଼କରି ସେଇଥିରେ ଅନଶାର୍ ନୁରଜାହାନ୍ ଓ ପିଲାମାନଙ୍କୁ ବସେଇ ହାତୀଖାନ୍ନା ମୋହାଲ୍ଲା କୁ ପ6ଠଇଦେଲା ! ସେ ବାକି କାମ ସଦୁ ଶେଷକରି ପଛରେ ଯିବ ବୋଲି ରହିଗଲା ! ନୁରଜାହାନ୍ ପିଲାମାନଙ୍କୁ ଧରି ବାହାରିଗଲା ହାତୀଖାନ୍ନା ମୋହାଲ୍ଲା କୁ |  ଡ୍ରାଇଭର ଗାଡ଼ି ନେଇ ହାତୀଖାନ୍ନା ମୋହାଲ୍ଲା ର ଏକ ଲୁହା ଦୋକାନ ଆଗରୋ ଯେଉଁ ଦୋକାନର ମାଲିକ ଥିଲା ରଶିଦ୍ ଖାନ୍ ! ବାସ୍ତବରେ ତାହ! ରଶିଦ୍ ଖାନ୍ ର ବାପ ସଲିମ୍ ଖାନ୍ ର ଦୋକାନ ଥିଲା! ମାତ୍ର ଦୋକାନକୁ ଚଳାଊଥିଲା ରଶିଦ୍ ସେ ଥିଲା ଅବିବାହିତ!  ତେଣୁ ତାଦୋକାନ ଆଗରେ ଗୋଟିଏ ସାମାନ୍ ବୋଝେଇ ଗାଡ଼ି ରହିବା ଦେଖ୍ ସେ ଆଶ୍ଚର୍ଯ୍ୟ ହୋଇଗଲା ! ତେବେ ଆଶ୍ଚର୍ଯ୍ୟ ବେଶି ସମୟ ପାଇଁ ରହିଲ! ନାହିଁ ! ଅଧିକ ନ୍ତୁ ତାହ! ଆନନ୍ଦରେ ପରିଣତ ହୋଇଗଲା! କାରଣ ସେହି ଗାଡ଼ି ରିତରୂ ତଳକୁ ଓଲେଈ ଆସିଲା ନୁରଜାହାନ୍

ନୁରଜାହାନ୍   କୁ ଦେଖିବ! ଷଣି ରଶିଦ୍ ଛାତିରେ ଯେମିତି ଭୂକମ୍ପ  ଘଟିଗଲା! ତାକୁ ଲାଗିଲା ଯେମିତି ମେଘ ଢଙ୍କା  ଆକାଶକୁ ଭେଦକରି ଜହ୍ନ  ଉଇଁ ଆସିଲା! ରଶିଦ ଥିଲା ଯୁବକ ! ତେଣୁ ସେ ତାର ଆଖ୍ ପତା ତଳକୁ କରିପାରିଲା ନାହିଁ! ସେ ନୂରଜାହାନ୍ କୁ ଯେତେ ଦେଖୁଥିଲା ତାକୁ ସେତେ ନୂଆ ଲାଗୁଥିଲା !
  ତାର ଆଖ୍ ଯେ  ରଶିଦ୍ ଉପରେପଡ଼ି ନ ଥିଲା ସେକଥା ନୁହେଁ! ସେ ଭଲଭାବରେ ଜାଣି ସାରିଥିଲା ଯେ, କେହି ଜଣେ ତାକୁ ପଲକ ନ ପକେଇ ଦେଖୁଛି! ତାକୁ ଏକଥା ଖରାପ ଲାଗିବା ପରି ବର୍ତ୍ତେ  ଖୁବ୍ ଭଲ ଲାଗୂଥିଲା! ସେ ଭାବୁ  ଥିଲା- ମୁଁ ଏଠାକୁ ଆସୁଆସୁ ଏମିତି ଘଟିଲାଣି! ଏଠାରେ ତାହେଲେ ଦୁଷାମି କରିବା ଭଳି ପିଲା ଅଛନ୍ତି ଗୋଟେ ନୂଆ ସ୍ତ୍ରୀ ଲୋ କକୁ ଏମିତି ଖୋଲାମେଲାରେ ଅନେଇବା କିଛି କମ୍ କଥା ନୁହେଁ! ଏ ପିଲାଟି ନିଶ୍ଚିତ ଏକ ସାହସୀ ପିଲା! ଏକଥା ଭାବି  ନୂରଜାହାନ୍ ରଶିଦ୍ ଆଡ଼କୁ ଅନେଇ ଟିକିଏ ହସିଦ୍ଦେଲା ଓ ସେମାନେ ଯେଉଁ ଘରଟିକୁ ଭଡ଼ା ନେରଥିଲେ ତାହାର ଗେଟ୍ ଖୋଲି ତାଭିତରକୁ ପଶିଗଲା! ଦୁଆର କବାଟ ଖୋଲି ଭିତରକୁ ଯିବା ପୂର୍ବରୁ ସେ ପୁଣି ଥରେ ପଛକୁଚାହିଁଲା! ଦେଖିଲା , ରଶିଦ୍ ତାଯିବ! ବାଟକୁ ସେରମିତି ଅନେଇ ରହିଛି! ଏଥିରେ  ଖୁସି ହେଇଗଲା ନୂରଜାହାନ୍ ର ମନା ଡାଛଢ଼ା ସେ ତ ସେମିତି ହେଉ ବୋଲି ତାହୁଁଥିଲା!
    ବାସ୍ତବରେ  ନୁରଜାହାନ୍ ଥିଲା ବେଶ୍ ରୋମାଶ୍ଚିକ୍ ପ୍ରକୃତିର ମହିଳା! ତାର ମିଜାଜ଼ ଥିଲା ରଙ୍ଗି ନ୍! ମାତ୍ର ଅନଶାର୍ ଥିଲା ସମୂର୍ଣ୍ଣ ବିପରୀତ! ସତକଥା ହେଊଛି ସେ ନିଜର ପରିବାର ତଥା ପିଲାମାନଙ୍କୁ ନେଇ ସବୁ ବେଳେ ବ୍ୟସ୍ତ  ରହୂଥିଲା! କେମିତି ସେ ଅଧିକ ରୁ ଅଧିକ  ରୋଜଗାର କରିବ ଝିଅମାନଙ୍କୁ ମଣିଷ କରିବ ସେହି ଚିନ୍ତାରେ ରହୁ ଥିଲା! ସେଥିଲାଗି ସେ ଆବଶ୍ୟକତାଠାରୁ ଯଥେଷ୍ଠ ଅଧିକ  ସମୟ ପରିଶ୍ରମ ଳରୁଥିଲା! ନୂରଜାହାନ୍ କୁ ସେ ସମୟ ଦେ ଉଥିଲା ସତ;  ହେଲେ ସେତିକିରେ ନୂରଢହାନ୍ ର  ଆବଶ୍ୟକତା ମେଣ୍ଠୁ ନ ଥିଲା! ! ଢେଣୁ ଯେତେବେଳେ ରଶିଦ୍ ଆଖିରେ  ନୁରଜାହାନ୍ ତାପ୍ରତି ଦୁର୍ବଳତା ଦେଖିଲା ସେତେବେଳେ ସେ ଭାବିଲା,ଏଭଳି ଏକ ସ୍ଥାନରେ  ଘର ରଡ଼! ନେବ! ତାପାଇଁ ଏକ ଆଶୀର୍ବାଦ!
          ରଶିଦ୍ ଦୋକାନ ଆଉ ଅନଶାର୍ ନେଇଥିବା  ଘର ସମାନ୍ତରାଳ ଥିଲା! ! ନୁରଜାହାନ୍ ଝରକା ଖୋଲିଲେ ରଶିଦ୍  ଉପରେ ତାର ନଜର ପଡ୍ରଥିଲା! ! ରଶିଦ୍ ତାକୁ ଆଖ୍ ପୂରେଇ ଦ୍ଦେଖୁଥିଲା ! ଆର ନୁରଜାହାନ୍ ଘଡି଼କିଘଡ଼ି ଝରକା ପାଖକୁ ଆସି ରଶିଦ୍ ମନରେ କାମନାର ନିଅଁ! କାଳୁଥିଲା! ଦିନେ ରଶିଦ୍ ଭାବିଲା ଏମିତି ଅନେଇବାରେ କିଛି ଲାଭ ନାହିଁ ! କିଛି ନା କିଛି ଷ୍ଟେପି ପ୍ ନେବ! ଦରକାର! ଆଉ ସେ ତାର ଅଭିଜ୍ଞତାକୁ ଭିଭିକରି ଏକଥା ଜାଣିଯାଇଥିଲା ପେ, ନୂରଜାହାନ୍ କୁ ସେ ଯାହ! ମାଗିବ ସେ କେବେ ବି ତାକୁ ଦବାକୁ ମନା କରିବ ନାହିଁ
ଏମିତି ଭାବି ଦିନେ ଯାଇ କବାଟ୍ ଠକ୍ ଠକ୍ କଳ! ରଶିଦ୍ ! କବାଟ ଖୋଲିଲା ନୁରଜାହାନ୍ ! ଘରେ କେହି ନ ଥିଲେ ! ଅନଶାର୍ ସବୁ  ଦିନ ପରି କାମକୁ ଗଲିଯାଇଥିଲା ପିଲାମାନେ ସ୍କୁଲ କୁ ପଳେଇଯାଇଥିଲେ! ଦୁଆର ପାଖରେ ରଶିଦ୍ କୁ ଦେଖ୍ ହସିବେଲା ନୁରଜାହାନ୍ ! ଆଉ ଡେରି କଲାନି ରଶିଦ୍! ସେଇଟି ତାକୁ ଜାବୁ ଡି଼ ଧରିଲା! ପ୍ରତିବାଦ କରିବା ପରିବର୍ତ୍ତେ  ନୁରଜାହାନ୍ କହିଲା-  ତୁମେ ଏ କଣ କରୁଛ ? ଯଦି କେହି ଦେଖି ଦେବା ରଶିଦ୍ କହିଲା କେହି ଦେଖିବେନି ! ପଦି ତୁମକୁ କେହି ଦେଖିବ ତ ତାହେଲେ ସେ ଜଣକ ହେବି ମୁଁ!ଏତିକି କହି ରଶିଦ୍ ଶୂନ୍ୟେ ଶୂନ୍ୟେ ନୂରଜାହାନ୍ କୁ ବେଡ଼ ରୁମ କୁ ଟେକିନେଲା | ମିଛ କ୍ରୋଧରେ ମୁହଁ ହଲେଇ ନୁରଜାହାନ୍ କହିଲା- ଏମିତି କଲେ ଦ୍ୱିତୀୟ ଥର ପାଇଁ କିଛି ପାଇବନି !ରଶିଦ କହିଲା  ଦ୍ୱିତୀୟ ଥରକୁ ମୋର ଆଶା ନାହିଁ ! ଆଗ ପ୍ରଥମ ଥର ହେଉ
         ଦାର୍ଘ ଦିନରୁ ଅତୃପ୍ତ  ଥିଲା ନୁରଜାହାନ୍! ଆଉ ବେଶି ସମୟ ସେ ପ୍ରତିବାଦ କରିବାକୁ ଚାହିଁଲା ନାହିଁ ନିଜକୁ ସମର୍ପଣ କରିଦେଲା ରଶିଦ୍ ନିକଟରେ! ରଶିଦ୍ ଦେଖିଲା ତାଆଖ୍ ଆଗରେ ଏକ ସମ୍ପଦର ଭଣ୍ଡାର  ଖୋଲା ହେଇଛି; ଯାହାକୁ ପାଇବା ପାଇଁ ତାଯୁବକ ମନରେ ଅନେକଥର ଜୁଆର ଉଠିଛି! ହେଲେ ସେ ତାହାକୁ ପାଇପାରିନାହି!
ସେ ମନଭରି ସେଦିନ ଉପଭୋଗ କଲା ନୂରଜାହାନ୍ କୁ! ଆଉ ନୁରଜାହାନ୍ ବି! ରଶିଦ୍ କୁ ନିଜର ବାହୁ ବନ୍ଧନରେ ବାନ୍ଧି ରଖି  ନୁରଜାହାନ ଭାବୁ ଥିଲାଏତେ ଦିନ ପରେ ସେ ସୁଖ କଣ ଜାଣିଲା | ସେତିକିବେଳେ ରଶିଦ୍ ପଗରିଲା- ସତରେ ମୋତେ କଣ ଦ୍ୱିତାୟଥର ସୁଯୋଗ ମିଳିବନି ?’ ନୁରଜାହାନ୍ ରଶିଦ୍ କୁ ଜୋରକରି ନିଜ ଛାତିରେ ଭିଡି ଧରିଲୀ ଡାଓଠରେ ଓଠ ମିଶେଇଦେଇ କହିଲା- ମୋ ଓଠରେ ସମୁଦ୍ରେ  ମହୂଅଛି! ଯେତେଥର ପାରୁଛ ଆସ! ସେ ସବୁକୁ ଲୁଟିନିଅ ଏହା ପରେ ନୁରଜାହାନ୍ ଓ ରଶିଦ୍ ମଧରେ କୌଣସି ବନ୍ଧା ବାଡ  ରହିଲା ନାହିଁ ! ଅନଶାର୍ ଓ. ପିଲାମାନଙ୍କ ଅନୂପପିତିରେ ସେମାନେ ସବୁବେଳେ ହଁ ମିଳିତ ହେଉଥିଲେ ଏବଂ ପରକୀୟା ପ୍ରାତିଋ ସ୍ଵର୍ଗସୁଖ ହାସଲ କରୁ ଥିଲେ

 ପରକୀୟା  ପ୍ର1ତି ବେଶିଦିନ ଲୁଚିପାରେନା! ଏଠାରେ ଠିକ୍ ସେଇଆ ହିଁ ଘଟିଲା! ଅନଶାର୍ ଜାଣିଗଲା ସବୁ କିଛି! ତାପରେ ଯାହା ହେବା କଥା ତାହା ହେଲା ! ପାଟିତୁଣ୍ଡ, ମାଡ଼ଗାଳି! ଅନଶାର୍ ଦେଖିଲ , ଆପଣା ସୁନା ଭେଶ୍ଚି! ସେ ଆଉ କାହାକୁ ଦୋଷଦେବ କଣ ପାଇଁ ? ତେଣୁ ଭଲ ହବ ଜାଗା ବଦଳେଇବ! ! ସେ ନିଜର ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଲା ହେଲେ ସେଠାରେ ବି ସେଇଆ ଘଟିଲା! ନୁରଜାହାନ୍ ଘରକୁ ଡକେଇନେଲା ରଶିଦକୁ ! ହେଲେ ନୃଜୋହାନ୍ ଏଥର ଟିକିଏ ସତର୍କ ହୋଇଯାଇଥିଲା କାରଣ ସେ ଚାହୁଁ ନ ଥିଲା ଯେ, ପୁଣିଥରେ ଡାକୁ ଘର ବଦଳେଇ ଅନେକ ଦୂରକୁ ଯିବାକୁ ପଡୁ; ଯେଉଁଠି କି ସେ ସହଜରେ ଡ଼ାକିନେଇ ପାରିବନି ରଶିଦକୁ! ଅପରପକ୍ଷରେ, ସେ ଆଉ ଅନଶାର୍ ସହିତ ବେଶିଦିନ ରହିବାକୁ ଚାହୁଁ ନ ଥିଲା ସେ ରଶିଦକୁ ବାହ! ହେବାକୁ ଗହୁଁଥିଲା! ଆଶ୍ଚର୍ଯ୍ୟର ବିଷୟ, ନୂରଜାହାନ୍  ପ୍ରେମରେ ପଡି଼ସାରିଥିଲା ରଶିଦ୍! ସେ ମଧ ବାହାହେବାକୁ ଚାହୁଁଥିଲା ଗୋଟେ ତିନିଝିଅର ମାକୁ ! କେବଳ ଅନ୍ତରାୟ ଥିଲା ଅନଶାର୍!  ସେମାନେ ବି ପ୍ରସ୍ତୁତ  ଥିଲେ ସେମାନକ° ବାଟର କଣ୍ଟାକୁ କାଢ଼ି ଫୋପାଡ଼ି ଦେବା ପାଇଁ ରଶିଦ୍ ନିଜର ପିଉସା ସୟିଦ୍ କୁ ସାଥି କଲା | ସୟିଦ ଏକ କାମର ବାହାନା କରି ଘରୁ ଡାକିନେଲା  ଅନଶାର୍ କୁ ! ବାବେର ରୋଡ ର ପାଲହରୀ  ଗାଁର ଶେଷମୁଣ୍ଡରେ ସେମାନଙ୍କୁ ଅପେକ୍ଷା କରିଥିଲା ରଶିଦ୍ | ଦୁଇଜଣ ମିଶି ତାକୁ ତଶ୍ଚିକାଟି  ହତ୍ୟାକଲେ ଓ ଏକ କଣ୍ଟା ବୁ ଦାକୁ ଫୋପାଡ଼ିଦେଲେ  ରଶିଦ୍ ତୁରନ୍ତ ଏଇ ଶୁଭଖବର ଦେବାକୁ ଛୁଟି ଆସିଲା ନୁରଜାହାନ୍ ନିକଟକୁ ଆଉ କହିଲା: ଆମ ରାସ୍ତା ରୁ କଣ୍ଟା ହଟିଯାଇଛି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...