Saturday 19 August 2017

ସଖୀ କଣ୍ଢେଇ



ସୀମାର ଜୀବନ ଥିଲାଏକ ସଖୀ କଣ୍ଢେଇର ଜୀବନା ସେ ଗୋ ଟେ ଖୁବ୍ ବଡ଼ଘରର ବୋହୂ ଥିଲା! ହେଲେ ସେ ତାସ୍ୱାମାକୁ ଠିକ୍ ଭା ବରେ ଗ୍ରହଣ କରିପାରୁ ନ ଥିଲା ଏଥ୍ ପାଇଁ ତାନିକଟ ରେ  ଥିଲା  ଦୁଇଟ! ଯୁକ୍ତି ! ପ୍ରଥମତଃ, ତାସ୍ଵାମା ହରିଶ୍ ଥିଲା  ଏକ ମାନସିକ ଅନଗ୍ରସର ଯୁବକ! ଦ୍ୱିତୀୟତଃ, ସାମ! ତାର ପ୍ରେମିକକୁ ତଥାପି ନିଜ ହୃଦୟ ଭିତରେ ସାଇତି ରଖୁ ଥିଲା

ରାଜସ୍ଥାନର ନାଗପୁର ଅଞ୍ଚଳରେ ରହୂଥିଲେ ନିରଞ୍ଜନା ପତ୍ନୀ  ସୁମନ୍ ତଥ! ଦୁଇଝିଅ କଲ୍ୟାଣୀ, ସୀମା ଏବଂ ପୁଅ କ୍ରିପାଲ୍ କୂ ନେଇ ତାଙ୍କ ସଂସାର! କଲ୍ୟାଣୀ  ଓ କ୍ରିପାଲ୍ ଙ୍କ ବାହାଘର ସରୀ ଇଥିଲା ସାନଝିଅର ବିବାହକୁ ନେଇ ସବୁ ବେଳେ ଚିନ୍ତାରେ  ରହୂଥିଲେ ନିରଞ୍ଜନା କାରଣ ଅନା ସାଧାରଣ ଝିଅଙ୍କ ଭଳି ନ ଥିଲା ସୀମା! ସେ ସ୍ୱାମାକୁ ଛାଡ଼ପତ୍ର ଦେଇ ଆସି ଘରେ ରହୂଥିଲା

ପରିବାରରେ  ସାମ! ସବୁଠୁ ସାନ ହୋଇ ଥିଲେ ମଧ ତାର ଜୀବନ ଥିଲା ସମସ୍ଥଙ୍କଠୁ ଜଟିଳା ଜୀବନ କଣ ଜାଣିବ! ଆଗରୁ ତାଜୀବନ ଏକ ଜଟିଳ ଜ୍ୟା ମିତିକୁ ରୁ ପାନ୍ତରିତ ହୋଇସାରିଥିଲା ! ନିରଞ୍ଜନ ଢାବୁ ପରିବାରର ଆର୍ଥ୍ୟକା  ସ୍ଥିତିକୁ ସୁଧାରିବା ପାଇଁ ନିଜ ଘରର  ଅର୍ଧେ କକୁ ସେ ସୁଶୀଲ ବିଶୋଇ ନାମକ ଜଣେ ଯୁବକକୁ ଭଡ଼ାରେ ଦେଇଥିଲେ! ସୁଶୀଲ ମେଡିକାଲ୍ କଲେଜ ର ଜଣେ ଛାତ୍ର ଥିଲା ସେ ଭଡ଼ାରେ ନେଇଥିବା! ରୁମ ରେ  ଏକ ଛୋଟଜାଗାଁ ରେ ଜ୍ଜିନିକ୍ ଖୋଲିଥିଲା କଲେଜ ପଢ଼ା ଓ ଜ୍ଜିନିକ୍ କାମ ପରେ ତାନିକଟରେ ଅନେକ ସମୟ ବଳୁଥିଲା ! ସେହି ସମୟରେ ସାମ! ଥିଲା  ଦଶମ ଶ୍ରେଣୀର ଛାତ୍ରୀ ! ଆର୍ଥୀକ ଅବସ୍ଥା ଭଲ ନ ଥିବାରୁ   ନିରଞ୍ଜନ ବାବୁ ସୀମାକୁ ଚ୍ୟୁଶନ୍ କେଇପାରୁ  ନ ଥିଲେ  ଅପର ପକ୍ଷରେ, ନୂଆ ନୂଆ ଯୌବନରେ ପାଦ ଥାପିଥିବା ସାମକୁ ନେଇ ସ୍ବପ୍ନ ଦ୍ଦେଖୁଥିଲା ସୁଶୀଳା ସେଥିଲାଗି ସେ ନିଜେ ସାମାକୁ ପାଠ ପଢ଼େଇବା ପାଇଁ ନିଜଆଡ଼ୁ ନିରଞ୍ଜନ ବାବୁଙ୍କୁ ପ୍ରସ୍ରାବ ଦେଲା ! ଫୋନ ଳାଲୌ ଡଃମୀଚ୍ଚିଗ ଅନୀଳ ଛିନୋଳ ପଢ଼େଇବା ପାଇଁ ନିଜଆତୁ ନିଜ୍ୟୋ ବାବୁଙ୍କୁ ପ୍ରସାର ଦ୍ଦେଲୀ ନିରଞ୍ଜନ ବାବୁଙ୍କର ଏଥ୍ ରେ   ଅରାଜି ହେବାର ପ୍ରଶ୍ନ ଉଠୁ ନ ଥିଲା


ସୁଶାଲ ସାମକୁ ଟ୍ୟୁସନ  କରିବ! ଆରମ୍ଭ କଲୀ ହେଲେ ବାସ୍ତବରେ ତାର ଆଭିମୁଖ୍ୟ ଥିଲା! ଅଲଗା ! ସାମ!
ତାପାଇଁ ଥିଲା  ଏକ ଉପଭୋଗର ସମଗ୍ରୀ ! ସେଥିଲାଗି ପଢାଉ ପଢାଉ  ସେ ସୀମାର ଗାଲ ଟିପି ଦରଥିଲା
ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ  କରୁ ଥିଲା ବେଳେବେଳେ ପ୍ରଶଂସା କରିବା ବାହାନାରେ ସାମା ବେକରେ ହାତ
ପକେଇ ତାକୁ ନିଜ କୋଳକୁ ଗଣି ଆଣୁଥିଲା ନୂଆ ନୂଆ ଯୌବନରେ ପାଦ ଥାପୁଥିଲା   ସୀମା! ସୁତରାଂ
ସୁଶାଲ୍ ବ୍ୟବହାର ତାଳୁ ଅଜବ ଲାଗୁଥିଲେ  ବି ତାସର୍ଗରେ ସେ ଏକ ଅଭୁତ ଆନନ୍ଦ ଅନୁଭବ କରୁ  ଥିଲା
ତାର ସାର ଦେହ ଶାତେର ଉଠୁଥିଲା ତାଛାତିର କମନ ବଢ଼ିଯାର ଥିଲା ତେଣୁ ସେ ସୁଶାଲ୍ ର ସର୍ଣକୁ ଭରପୂର ଉପଭୋଗ କରୁ ଥିଲା ! ସୁଶୀଲ ଯେତେବେଳେ ଦେଖିଲା ପ୍ରତିବାଦ କରିବା ପରିବର୍ଡୋ ସାମ! ତାକୁ ପ୍ରଶ୍ରୟ ଦଉଛି ସେତେବେଳେ ତାର ସାହସ ଅନ୍ଦୁରି ବଢ଼ିଗଲା ! ସେ ସାମ! ସହିତ ରୋମାଶ୍ଚିକ୍ କଥ! କହିବ! ଆରମ୍ଭ କଲୀ ସୀମା ସେସବୁକୁ ବି ଖୁବ୍ ମନଯୋଗ ସହିତ ଉପଭୋଗ କଲୀ ଦିନେ ଘରେ କେହି ନ ଥ୍ ନ୍ଦା ବେଳେ ସୁଶୀଲ ସୀମାକୁ ଝିଙ୍କି ନେଲା ତାବେଦ୍ ଉପରକୁ ଆଉ ସେଇଦିନ ହିଁ ସାମ! ପାଇଲା ତାଜୀବନର ସବୁଠୁ ନିଆରା ଆନନ୍ଦ! ଏହା ପରେ ସୀମା ଆଉ ସୁଶୀଲ ମଧରେ କୌଣସି ବନ୍ଧା ବାଡ଼  ରହିଲ! ନାହିଁ! ସୁଶୀଲ ପାଇଁ ସୀମା ଥିଲା ମାଗଣାରେ ମିଳୁଥିବା ଏକ ସ୍ଵାଦିଷ୍ଟ ବ୍ୟଞ୍ଜନ! ସେ ତାକୁ କୌଣସି ବି ପରିପ୍ରେକ୍ଷୀରେ ହାତ ଛଡା  କରିବାକୁ ତାହୁଁ ନ ଥିଲା କାଳେ ସାମ! କିଛିଦିନ ପରେ ବୋର ହେଇଯିବ, ତାକଥାରେ ଊଟ୍ ବସ୍ ନ ହେବ ସେଥିଲାଗି ସେ ତାକୁ ବିବାହର ପ୍ରଲୋଭନ ମଧ ଦେଖଉଥିଲା
କିଛି ମାସଗଲା ! ଦିନେ ସାମ! ଆସି ସୁଶାଲ୍ କୂ କହିଲ! ପେ, ତାର ମସିକ ଋତୁସ୍ରାବ ହେଉନାହିଁ!
ସୁଶୀଲ ସୀମାକୁ ଆଶ୍ବାସନା କେଇ କହିଲା- ଏମିତି ହୁଏ ! ପରେ ପରେ ଠିକ୍ ହେଇଯାଏ! ସୀମା ବୁଝିଗଲୀ ଦୁଇମାସ ବି ତିଲ ! ସାମ! ଆସି ସେଇ ସମାନ ଅଭିଯୋଗ ଦୋହରେଇଲୀ ସୁଶୀଲ ଏଥର ବ୍ୟସ୍ତ  ହୋଇପଡ଼ିଲା! ସୀମା ପ୍ରେଗ୍ନାଣ୍ଟ  ହେଇପଇନି ତାଏମିତି ଏକ ସମ୍ଭାବନା ତାମୃଣ୍ଠକୁ କୋରିକୋରି ଖାଇଲେ ! ସେ ଜଣେ ମେଡ଼ିକାଲ ଷୁଡେଣ ହୋଇଥିବାଚୂ ସୀମାର ପରିସ୍ରା ନମୁନା ନେଇ ପରୀକ୍ଷା କଲା ଓ ଜାଣିଲା ପେ, ତାଅନୁମାନ ଠିକ୍! ଅର୍ଥାତ୍ ସାମ! ପ୍ରେଗ୍ନାଣ୍ଟ   ସୁଶୀଲ ବ୍ୟୟ ହୋଇପଡ଼ିଲା ସୀମା ମୂଣରେ କିନ୍ତୁ ଆକାଶ ଖସିପଡ଼ିଲା  ଆଖ୍ର ଲୁହ ବନ୍ଧବାଡ଼ ମାନିଳାନି! ସେ କାନ୍ଦି  କାନ୍ଦି ବେହୋସ ହେଇଗଲା ! ପୁଣି ହୋସ୍ କୂ ଫେରି ବାହୁ ନିବାକୁ ଲାଗିଲା ତୁ ମ କଥରେ ପଡ଼ି ମୁଁ କଳଳିନା ହେଲି! ଏ ମୁହଁ ଆଉ କାହାକୁ କେଖେଇଚି ! ମୋତେ ବାହା ହୁଅ ! ! ନ ହେଲେ ମୁଁ ପାଣିରେ ବୁଡ଼ିବି ନ ହେଲେ ଗଛରେ ଝୁଲିବି ସୁଶୀଲ ତାକୁ  ସିନା ବାହାହେବ ବୋଲି ମିଛ ପ୍ରତିଶୃତି ଦ୍ଦେଇଥିଲା ହେଲେ ଅସଲରେ ତାମନରେ ଥିଲା ତାକୁ ଉପଭୋଗ କରିବା, ଯାହା ସେ କରିସାରିଥିଲା ଏବେ ସୀମା ତାନିକଟାରେ  ଏକ ବର୍ଯ୍ୟ ବସ୍ତୁ ତେଣୁ   ସେ ସେଇଦିନ ରାତିରେ ନିଦର ବିଛଣା ବିସ୍ତର ଧରି କେଉଁଆଡ଼େ ଗାଏବ୍ ହେଇଗଲା!
ଚଡ଼କ ପଡିଲା ସୀମା ମୁଣ୍ଡରେ! ଏଣେ ମାସ ପରେ ମାସ ଗଡ଼ି ଚାଲୁଥିଲା ସେ ବାଧ ହୋଇ ନିଜ ମାକୁ  କହିଲୀ ତାଠାରୁ ଏଭଳି କଥାଶୁଣିନିଜକାନକୁ ବିଶ୍ଵାସ  କରିପାରିଲେନି ନିରଞ୍ଜନ ଗବୁ କିମା ସୁମନଦେବା! ସେମାନେ ସାମାର ଗଭିପାତ କରାଇ ତାକୁ ତୁରନ୍ତ ସୁଗସ ନାମକ ଜଣେ ଯୁବକ ସହିତ ବାହା  କରେଇଦେଲେ! ସେମାନେ ଭାବି ଥିଲେ ସୀମାର ଜୀବନ ସୁଧୁରିଯିବ! ହେଲେ ସୀମା ଜୀବନରେ ଅନେକ କିଛି ଘଟିଢାର ଥିଲା
ସୁବାସ ଥିଲା ଏକ ଅଭୁତ ଯୁବକ! ମେଡ଼ିକାଲ ଭାଷାରେ ତାକୁ କୁହାଯାଇପାରେ ମାନିଆକ୍’! ସେ ରାତିରେ ସାମ ଉପରେ ଅତ୍ୟାଗର କରୁ ଥିଲା ଆଉ ସୀମା ଯେତେ ଅଧକ କଷ ପାଊଥିଲା ସେ ସେତେକେଶି ଖୁସା ହେଉଥିଲା ସାମ! ନିଜକୁ ଖାପ ଖୁଏଇବା ପାଇଁ ଅନେକ ଚେଷ୍ଟା  କଲୀ ସ୍ୱାମୀ ସୁଖ ପାଇବାକୁ ହେଲେ ଏମିତି ଯନ୍ତଣା ଭୋଗିବାକୁ ହୁଏ ବୋଲି ନିଜକୁ ଅନେକ ଆଶ୍ବାସନା ଦେଲା ହେଲେ ସହିବାର  ଏକ ସୀମା ଥାଏ ପୁଣି ସେ ଏକ ନାରୀ  ! ସେତିକି ନୂହେଁସେ ଯେତେବେଲେ ଘରର ଚାକରାଣୀ ଠା ରୁ  ଶୁଣିଲା ଯେ, ସେ ସୁବାସ ର  ପ୍ରଥମ ସ୍ତ୍ରୀ ନୂହେଁ ତୃତୀୟ ପ୍ରଥମ ସ୍ତ୍ରୀ  ଯନ୍ତଣା ସହିନ ପାରି ମରିଗଲା - ଦ୍ୱିତୀୟ ସ୍ତ୍ରୀ  ଯନ୍ତଣା ସହି ନ ପାରି ଘର ଛାଡ଼ି ଗଲିଗଲା  - ସେତେବେଳେ ସେ ଭୟରେ ଅରିଲୋ ଭବିଲା, ଏ ସୁବାସ ଗୋଟେ ମଣିଷ ନୁହେଁ; ରାକ୍ଷସ କଣେ ମଣିଷ କେବେ ବି ତାର ଦେହର ଭୋକ ମେଂଟେଇ  ପାରିବନି କି ତାକୁ ସୁଖ ଦେଇପାରିବନି! ତେଣୁ ସେ ଏଠା ରୁ ଚାଲିଯିବା ହିତାପକ୍ଷରେ ମଙ୍ଗଳ ! ଏହା ଭାବି ସେ  ସେ ଘରକୁ ଫେରୀ ଆସିଲା  ଓ ଘର ଲୋକେ  ତାର ଛାଡ଼ପତ୍ର କରାଇଦେଲେ!

ଘ ର କୁ ଫେରିବା ପରେ ସୀମା ଭାବି ଲା, ସେ ଖାଲିଟାରେ ବସିବ କଣ ପାଇଁ ? ବରଂ ସେ ଯେଉଁ ପାଠ ଅଧାରୁ ଛାଡ଼ିଛି ତାକୁ ପୁରା  କରିବା ଝିଅଠୁ ଏକଥା ଶୁଣି ଖୁସି ହୋଇଗଲେ ନିରଞ୍ଜନ ଗବୁ! ତାଙ୍କୁ ଏକ ସ୍କୁଟି  କିଶିଦ୍ଦେଲେ! ସୀମା ସେଥିରେ  ପଢ଼ାପଢ଼ି କରିବାକୁ ଗଳା ଏହି ଅବସରରେ ତାର ଭେଟ ହେଲା ଆବିଦ୍ ନାମକ ଜଣେ ମୁସ୍ ଲିମ୍ ଯୁବକ ସହିବା ସୀମା ତାସ୍କୁଟି  ଯେଉଁ ହିରୋହୋଣ୍ଠ! ଶୋଚୁମ୍ ଗେ ସଭିସିଂ କରୁ ଥିଲା ସେଇଠି କାମ କରୁ ଥିଲା ଆବିଦ୍! ଦିନ କେଇଟା ଭିତରେ ଆଖି  ମିଶିଗଲା ଉୟେଙ୍କରା ପରେ ପରେ ମିଶିଲା ମନା ଆଉ ମନ ମିଶିଗଲେ ଦେହ ମିଶିବ! କେତେଦୂର

ସୀମାକୁ ମିଳିଗଲା ଜଣେ ଜୀବନ ସାଥୀ! ଆବିବ୍ କେବଳ ସୀମାର ଦେହକୁ ଲେପାଉ ନ ଥିଲା ସେ ଡାକୁ ସତରେ ପ୍ରେମ କରୁ ଥିଲା ! ଏ କଥା ଜାଣିବ! ପରେ ସୀମାର ଖୁସି ଆଚ୍ଚାଶଛୁଅଁ  ହେଇଗଲା ! ସେମାନେ ଦେହ ଓ ମନରେ ଏକ ଓ ଅଭିନ୍ନ ପାଲଟିଗଲୋ

ଯେଉଁ ଘରେ ଗୋଟେ ବଢ଼ିଲା ଝିଅ ଥାଏ ସେ ଘରର ଲୋକଙ୍କ ଆ ଖି କୂ ସହଜରେ ନିଦ ଆସେନା ! ପୁଣି ସାମ! ତ କେବଳ ବଢ଼ିଲା ଝିଅ ନୁହେଁ; ଡିଭୋର୍ସ ପାଇଥିବା ନାରୀ , ତାଛଡ଼ା ତାକୁ ନେଇ କିଛି ବି ଘଟିପାରୋ ଏହି ବିଷରେ ରଦୂଥିଲେ ନିରଞ୍ଜନ ବାବୁ! ଆଉ ତାପାଇଁ ଏକ ବରପାତ୍ର ମଧ ଖୋକୁଥିଲେ  ଏ କଥା ଜାଣିବ! ପରେ ସାମା ଯାଇ ତାର ବାପାଙ୍କୁ କହିଲା ଯେ, ସେ ଆଉ କାହାକୁ ବାହ! ହେବନି! ପେ ଆବିଦ୍ କୂ ଭଲ ପାଏ! ସେମାନେ ବାହାହେବାକୁ ନିଷ୍ଠରି ନେଇଛନ୍ତି !

ଏ କଥା ଶୁଣି ନିଅଁ! ଲାଗିଗଲା ନିରଞ୍ଜନ ଗବୁଙ୍କ ଦେହରେ! ସେ କ୍ରୋଧରେ ଗର୍ଜନ ତର୍ଜନ କରିବାକୁ ଲାଗିଲେ! ଆଚିବ୍ ଏକ ମୁସଲମାନ! ତୁ ମୁସଲମାନ୍ କୂ ତାହାହେଲେ ଆମେ ଆଉ କୁଳରେ ରହିବୁ ତ! ନିଆଁପାଣି ବାସନ୍ଦ ହେବୁ! ଆମକୁ ସାହିଭାଇ ରେ  କେହି ଡାକି ବେନି! ତେଣୁ ତୁ ଆବିହକୁ ଭୁଲିଯା , ସୀମାର କୌଣସି ଆବେଦନକୁ ଶୁଣାଗଲା ନାହିଁ ! ସେତିକିବେଳେ ନିଜ ପୁଅ ବାହା ଘର ପ୍ରପାବ ନେଇ ନିରଞ୍ଜନ ଗବୁଙ୍କ ନିକଟକୁ ଆସିଲେ ରାମଚନ୍ଦ୍ର ବାବୁ !
ରାମଚନ୍ଦ୍ର ବାବୁଙ୍କର ଗୋଟିଏ ବୋଲି ପୁଅ- ହରିଶ୍ ! ତାଙ୍କ ଘରେ ତାଙ୍କ  ପଇସାର ଅଗଦ ନାହିଁ! ତାଙ୍କର ଦୁଃଖ ହେଉଛି ତାଙ୍କ ପୁଅଟି ମାନସିକ ଅନଗ୍ରସର! ତାଙ୍କୁ କେହି ଜଣେ କହିଥିଲେ ପେ, ଯଦି ହରିଶ୍ କୂ ବାହ! କରେଇ ଦିଆପଏ ତାହେଲେ ମାନସିକ ବିକାଶ ଘଟିବ ଓ ସେ କଣେ ସ୍ୱାଗବିକ ମଣିଷ ହୋଇପାରିବା ସାମ ତ ଦେଖି ବାକୁ ସୁନ୍ଦରୀ ଥିଲା ତେଣୁ ତାର ଅତୀତ, ବଇଁମାନକୁ ବିଗରକୁ ନ ନେଇ ସାମାକୁ ବୋହୁ କରିନେନ୍ଦାକୁ ରାଜି  ହୋଇଗଲେ ରାମଚନ୍ଦ୍ର ବାବୁ ! ଅତଏବ ସୀମା ହରିଶ୍ କୂ ବାହଁ ହେଇ ତାଙ୍କ ଘରକୁ ବୋହୂ ହୋଇ ଗଲା

     ମଧୁଚଦ୍ରିକା ଗତିରେ ସୀମାକୁ ଅଛପା ରହିଲ! ନାହିଁ ଯେ, ସେ ଯାହାକୁ ବାହୀ ହେଇଛି ସେ ସ୍ୱାଭାବିକ  ନୂହେଁଏକ ମାନସିକ ଅନଗ୍ରସର! ସ୍ୱାମୀ ସିନା ନାମକୁ; ହେଲେ କାମକୁ ନୂହେଁ! ସାମା ଜୀବନରେ ଏହା ଥିଲା ଆଉ ଏକ ପର୍ଯ୍ୟାୟା  ଯେତେବେଳେ ତାକୁ କଣେ ମିଛ ସ୍ୱାମ1 ସହିତ ଗତି ବିତେଇବାକୁ ପଡୁଥିଲା ସାମ! ଅନେକ ପ୍ରୟାସ କଲୀ ହରି ଶ୍ କୂ ସ୍ୱାମୀ କରିବା ପାଇଁ ଅନେକ ଉଦ୍ୟମ କଲୀ ମାତ୍ର ଫଳ ହେଲା ଶୂନ! ସେତୀ କି କେଳେ ତାର ମନେପଡ଼ିଲା ଆବିବ୍; ଯିଏ ତାକୁ ଏବେ ବି ଅନେଇ ବସିଥିଲା  ସେ ଭେଟିଲା  ଆବିବ୍ କୂ! କହିଲା, ମୋତେ ନେଇ ଚାଲ  ଏ ନର୍କରୁ ଦୂରକୁ! ଏତେ ଧନସମଭି! ଏତେ ଟଙ୍କା   ପଇପା ହେଲେ ସୁଖ କାହିଁ

     ମାତ୍ର ଆବିବ୍ ମନରେ ଏକ ବିଚିତ୍ର ଖିଆଲ ଆସିଲା! ସେ ଦ୍ଦେକହିଲା ହରିଶ୍ ହେଉଛି ରାମଚନ୍ଦ୍ରଙ୍କ ସମ୍ପତି ର  ଏକମାତ୍ର ଉତ୍ତଗଧିକାରା! ସେହି ଦୃଷ୍ଟି ରୁ  ସବୁ ସମ୍ପତି ର   ଅଧିକାରିଣା ହେଉଛି ସାମା! ସାମ! ତାର ପ୍ରେମିକା! ଯଦି ହରିଶ୍ କୂ ମାରିଦିଆଯ୍ୟା ତାହେଲେ ସବୁ ସମ୍ପତି   ତାପ୍ରେମିକାର ହେଇଯିବା ଆଉ ତାପ୍ରେମିକା ତାହାତ ର  କାଠକଣ୍ଢେଲୀ ଅତଏବ, ସବୁ ସମ୍ପତି  ତାର!
       ନିଜର ସୈତାନ ବୁଦ୍ଧିରେ  ସେ ବାସ  କରିନେଲା ସୀମାକୁ! ସୀମା ବି ରାଜି  ହୋଇଗଲା ହରିଶ୍ କୂ ରାସ୍ତା ରୁ  ହଟେଇଦେବା ପାଇଁ! ବିଚାର  ହରିଶ୍! ସେ ଶୋଇଥିବା! ବେଳେ ହାତଗୋଡ଼କୁ ବାନ୍ଧି  ସାମ ତାଡାହାଣ ହା ତର ଶିର କାଟିଦ୍ଦେଲା ! ଛଟପଟ ହେଇ ପ୍ରାଣ ହରେଇଲା  ସେ ସାର! ଜୀବନ ଭାଗ୍ୟର ହଁ ତରେ ସଖା କଣେଇ ପାଲଟିଥିବା ସାମା ଶେଷରେ ଜେଲକୁ ଗଲା  ପ୍ରେମିକ ଆବିବ୍ ବି ! ସମ୍ଭବତଃ ଆଉ ସୀମାର ଜୀବନରେ କିଛି ଘଟିଗର ନ ଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...