Saturday 19 August 2017

ପାପ ପ୍ରଣୟ



ମାର୍ଚ୍ଚ   ୪ ତାରିଖ! ସନ୍ଧ୍ୟା  ସମୟ! ଖୁବ୍ ବ୍ୟସ୍ତ ହେଉଥିଲା ଦୀପିକା! ସମୟ ଯେତେ ଅତିକ୍ରାନ୍ତ ହେଉଥିଲା , ତାର ବ୍ୟସ୍ତତା ସେତିକି ବତୁଥିଲା ! ଅନ୍ୟ ଉପାୟ ନ ପାଇ ସେ ପହଞ୍ଚ ଥିଲା ରାୟତ୍ପର ଥାନାଗେ! ଥାନା ଅଧିକାରୀ ପ୍ରଦୀପ ରାଣୀଙ୍କ ସାମ୍ବାରେ ଅଭିଯୋଗ କଲା, ତାର ସ୍ୱାମା ରାକେଶ ଓ ଶ୍ଵଶୁର ପ୍ରେମ ସିଂହ ସକାଳେ କାର୍ ନେଇ ବୁଲନ୍ଦସହର ଯାଇଥିଲେ! ବର୍ଭମାନ ସୁଦ୍ଧା ସେମାନେ ଫେରିନାହୀନ୍ତି  ଓ ଉଭୟଙ୍କର ପେ!ନ୍ ବି ବନ୍ଦ ଅଛି! ଦୀପିକା କହିବାନୁସାରେ ତାର ୬୫ ବର୍ଷ1ୟ ଶ୍ୱଶୁର ସହରରେ ରହୁଥିଲେ ହେଁ ମଝିରେ ମଝିରେ ଗାଁ  କୁ ଯାଆନ୍ତି ! ଆଳି ବି ବାପ ପୁଅ ଦୁହେଁ ସାଥିରେ  କାର ନେଇ ସକାଳୁ ସକାଳୁ ଘରୁ ବାହାରିଥିଲେ ! ଦୀପିକା କୁ ଆଉ କିଛି ପ୍ରଶ୍ନ ପଚାରିବା ପରେ ଥାନାଧିକାରୀ ପ୍ରେମ ଓ ରାକେଶର ନିଖୋଜ ମାମଲା ଗୁରୁ କରିବା ସହ ସେମାନଙ୍କ ନମ୍ବର କୁ ଫୋନ୍ କଲେ ! ମାତ୍ର ଫୋନ୍ ସିବ୍ଅଫ୍ ଥିଲା  ରାତି ପ୍ରାୟ ଦୁଇଟା ବେଳକୁ ଡେରାଡୁ  ନ୍ ର କୁଆଁୱୀଲା  ଥାନା ପୁଲିସ ପାଟ୍ରୋଲିଂ  କରୁଥିବାବେଳେ ଡେରାଡୁନ- ହରିଦ୍ଵାର ହାଇୱେର  କୁଆଁୱୀଲା ନିକଟରେ ଏକ କାର୍ ଥିବା ଦେଖିଲେ! ସେମାନଙ୍କର ସନ୍ଦେହ ହେଲା କାର୍ ଡୋର୍ ଲକ ହୋଇ ନଥିଲା ! ସେମାନେ ଦେଖିଲେ ପଛ ସିଟ୍ ରେ ଚାଦର ଗୁ ଡ଼ା ଦେଇ ପଡି଼ଥିଲା  ଦୁଇଟି କ୍ଷତାକ୍ତ ଶବ! ରକ୍ତରେ ଭିଜି  ଯାଇଥିଲା  ଚାଦର, ଗାଡ଼ିର ସିଟ୍! ଉଭୟଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥଲା ସାରା ଶରୀରରେ ଧାରୁଆ ଅସ୍ତ୍ର  ରେ କଟାଦାଗ ଥିଲା  ଓ ବେକରେ ସଷ୍ଠ କଣାପଡ ଥିଲା ରଶି ଦାଗ! ପୋଲିସ  ଟିମ୍ ଥାନାଧିକାରୀ ରାକେଶ ସିଂହଙ୍କୁ ଏ ଖବର ଦେଲେ! ଖବର ପାଇ ଅନ୍ୟ ପଦାଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଲେ! କାରର ସମ୍ମୁଖ ଭାଗରେ ପୋଡ଼ାବାଗ ବେଖିବା କୁ ମିଳିଲା! ଏଥ୍ ରୂ ଜଣାପଡ଼୍ ଥ୍ଲା ଶବ ସମେତ କାର୍ କୂ ଜାଳିଦେବାକୁ ଚେଷ୍ଟା କରାଯାଇଥିଲା ! ଏହା ମଧ୍ୟ ସଷ୍ଠ ହୋଇଯାଇଥଲା ଯେ କାର୍ ଭିତରେ ନୁହେଁ, ଉଭୟ କୁ ଅନ୍ୟ କେଉଁଠି ହତ୍ୟା କରି କାର୍ ରେ ରେ ଏଠା କୁ ଆଣି ଛାଡ଼ିଦିଆଯାଇଛି!
ସକାଳ ଦେବା ମାତ୍ରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ କମିଗଲା ମାତ୍ର କେହି ବି ଶବ ଦୁଇଟିକୂ ଚିଦ୍ରି ପାରିନଥିଲେ ! ପୁଲିସ
କାର ସମ୍ବନ୍ଧରେ ତଥ୍ୟ ଖୋଜି କାଣିଲା ତପୋବନ କଲୋନୀ ସ୍ତିତ ଦୀପିକା ରାଣା ନାମରେ ତାହା ରେକିପ୍ରି ହୋଇଛି

ତପୋବନ କଲୋନୀ ଡେରାଡ଼୍ ନ୍ ସହରର ରାୟପୁର ଥାନା ଅଞ୍ଚଳ ଅନ୍ତଭୃକ୍ତ ଥିଲା! ସେଥ୍ ପାଇଁ ସେହି ଥାନାକୂ ଖବର ଦିଆଗଲା!
ଥାନାଧିକାରୀ ପ୍ରଦୀପ ରାଣା ଭାବିଲେ, ଗତକାଲି ସନ୍ଯାରେ ନିଖୋଜ ମାମଲା ଚୂଳୁ ଦେଇଥ୍ବା ବାପପୁଅଙ୍କର ଶବ ତ ନୁହେଁ? ତାକର! ପାର ଦୀପିକା ଶବ ବ୍ଯବଛେଦ ଗୃହ ନିକଟରେ ପହଞ୍ଚଲା ଓ ଶବ ଦୁଇଟି ତାର ସ୍ୱାମୀ ଏବଂ ଶ୍ୱଶୂରଙ୍କର ବୋଲି କହିଲା! କାତି କାତି ଦୀପିକା ତଳେ ଲୋ ଟି ଯାଉଥାଏ ! ଅଳ୍ପ ସମୟ ଭିତରେ ତାର ସମ୍ପର୍କ1ୟମାନେ ମଧ୍ଯ ସେଠାରେ ପହଛ୍ଗଲେ! ଦାପିକାର ଅବସ୍ଥା ଦେଖି
ପୁଲିସ ଅଧିକା କିଛି ପଚାରିଚାକୂ ଚାହୁଁନଥିଲେ ! ଗୋଟିଏ ଦୁଇଟି ପ୍ରଶ୍ନର ଉତ୍ତର ଦେଇ ଦୀପିକା କହିଲା ପେ, ତାପରିଚାର ସହିତ କାହାରି କୌଣସି ଶବ୍ରୁତା ନଥିଲାଲା! ବତ୍ତଢ଼ିମାନ ପୁଲିସ ସାମ୍ବାରେ ସବୁଠୁ ବଡ଼ ପ୍ରଶ୍ନ ଥିଲାଯେ ଯବି ଏମାନଙ୍କର କାହା ସହିତ ଶବ୍ରୁତା ନଥିଲା ତେବେ କିଏ ଓ କାହିଁକି ଉଭୟଙ୍କୁ ନିର୍ମମ ଭାବେ ହତ୍ଯ! କଲା! ମାମଲାର ଯାଞ୍ଚ ଆରମ୍ଭ କଲା ପୁଲିସ! ଯେଉଁଠି କାର୍ ଛିଡ଼ା ହୋଇଥିଲା ସେହି ଆଖପାଖର ଲୋକମାନେ କହିଲେ ପେ ସେଇଠି ଗାଡ଼ିଟି ଦିନସାରା ସେମିତି ଥିଲା! ମାତ୍ର ବେଦି ସେଇ ଆଡ଼କୂ ଧାନ ଦେଇନଥିଲେ !
ଏଥ୍ ରୁ ପୁଲିସ ନିଶ୍ଚିତ ହେଲା ଯେ ପୂର୍ବରୁ ହିଁ ହତ୍ୟା କରାଯାଇଥିଲା  ଏବଂ ହତ୍ୟାକାରୀ କାରଟି କୁ ବିଳମ୍ବିତ ରାତିରେ ସେଇଠି ଛାଡ଼ିଦେଇ ଯାଇଥିଲେ! ଡବଲ୍ ମର୍ଡର ଘଟଣା ସେହି ଅଞ୍ଚଳରେ ଚାଞ୍ଚକ୍ଯ ଖେଳାଇ ବେଇଥିଲା !
ରାକେଶର ଭଉଣୀ ଗୀତାର ଅଭିଯୋଗ ଆଧାରରେ ପୁଲିସ ଭାରତୀୟ ଦଣ୍ଡ ବିଧ୍ ର ଧାର! ୩୦୨, 0୧ ଓ ୧୨0 ଅନୁସାରେ ମୋକଦମା ଦର୍ଜ କଲା! ପୁଲିସ ମୃତକ ରାଜେଶ ଓ ତାର ପତ୍ନୀ ଦୀପିକାର ମୋବାଇଲ୍ ନମ୍ବରର କଲ୍ ଡିଟେଲସ୍ ବାହାର କଲା! ରାକେଶର ମୋବାଇଲ୍ ର ଶେଷ ଲେବେସନ୍ ଥିଲା   କୁଆଁୱାଲା ନିକଟସୃ ଲାଡପୁର! ଚମଳିପଡି଼ଲା ପୁଲିସ! କାରଣ ରାଜେଶ ଓ ପ୍ରେମ ସିଂହ ସକାଳ ନଟା ବେଳେ ଘରୁ ଚାହୀରିଥିଲେ ବୋଲି କହିଥିଲା  ଦୀପିକା! ଏଥ୍ ରୁ  ସ୍ପଷ୍ଟ  ହୋଇଗଲା ଯେ ଦୀପିକା ମିଛ କହିଥିଲା

          ସନ୍ଦେହ ଘେର କୁ ଆସି ଯାଇଥିଲା  ଦୀପିକା! ପୁଲିସ ତାର ଘର ଖାନ୍ ତଲାସ କଲା ମାତ୍ର କିଛି ବି ସୁରାକ ମିଳିନଥିଲା ! ମାତ୍ର ପୁଲିସ ଜାଣିସାରିଥିଲା  ଦୀପିକା ଖୁବ୍ ତାଲାକ ଓ ଧୂର୍ତ ପ୍ରକୁତିର! ପୁଲିସ ଦୀପିକା ମୋବାଇଲ୍ ର କଲ୍ ଡିଟେଲ୍ସ ପୁଣି ଥରେ ଯାଞ୍ଚ କରି ସେଥ୍ ରୂ ଗୋଟିଏ ନମ୍ବର ପାଇଲା ଯେଉଁ ନମ୍ବରକୁ ଦୀପିକା ବେଳେବେଳେ ଫୋନ୍ କରୁଥିଲା ! ମାର୍ଚ୍ଚ ୩ ତାରିଖ ଜାତି ଓ ୪ ତାରିଖ ଭୋଟ୍ ପାଞ୍ଚଟାବେଳେ ମଧ୍ୟ ଦୀପିକ! ସେହି ନମ୍ବରରେ କଥା ହୋଇଥଲା! ପୁଲିସ ଯାଞ୍ଚ କରି ଜାଣିଲା, ସେଇ ନମ୍ବର ଗାନ୍ଧୀ ରୋଡ଼ ରେ  ରେସ୍ତେତ୍ରାଂ କରିଥିବା ଯୋଗେଶର! ପୋରେଶର ନମ୍ବର ଯାଞ୍ଚ କରିବାର୍ ତାର ଲୋକେସନ୍ ମଧ୍ୟ ଶବ ମିଳିଥିବା ସ୍ଥାନର ସୁଚାରଥିଲା ! ପଚରା ଉଚରାରୁ ଜଣାପଡ଼ିଲା ଯୋଗେଶ ଓ ଦୀପିକା ମଧ୍ୟରେ ପ୍ରେମ ସମ୍ପର୍କ ଥଲା, ଯୀହାକୁ ନେଇ ରାଜେଶ ଓ ଦୀପିକା ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିଲା ! ସୁରାକ୍ ପାଇବା ପରେ ପୁଲିସ ଦୀପିକା କୁ ପୁଣି ପଚରା ଉଚରା କରିଥିଲା  ଓ ଏଥର ପାଳିବାର ଚାଟ ପାଇନଥିଲା  ଦୀପିକା! ପୂରା ହତ୍ୟା ଘଟଣାର ମୂଖ୍ୟ ଷଡ଼ପନ୍ତକାରୀ ଥିଲା  ଦୀପିକା, ଯାହା ଶୁଣି ଚମକି ପଡି଼ଥିଲେ ଅନ୍ୟମାନେ! ଯୋଗେଶ ସହ ନିକର ପାପ ପ୍ରଣୟ କୁ ମଜବୁତ୍ କରିବା ସହ ତାସହିତ ଘର ସଂସାର କରିବା ଉଦ୍ଦେଶ୍ୟରେ ଦୀପିକା ହିଁ ଏହି ହତ୍ୟାକାଣ୍ଡ କରାଇଥିଲା !
         ରାଜେଶ ର ବାପା ପ୍ରେମ ସିଂହ ଥିଲେ ମୂଳତଃ ଉତ୍ତରପ୍ରଦେଶ ଅନ୍ତର୍ଗତ ବୁ ଲନ୍ଦ ସହର ଅଞ୍ଚଳର ସବଦଲପୂରର ବାସିନ୍ଦା! ମାତ୍ର ସେ ବେଶ୍ କିଛି ବର୍ଷ ଧରି ଉତ୍ତରାଖଣ୍ଡରେ ରନ୍ଦୁଥିଲେ! ଡେରାଡ଼୍ନ୍ର ଅର୍ଡନାନ୍ସ ଫାକ୍ଟ୍ରି ରେ ଚାକିରି କରିଥିଲେ ! ପରିବାରରେ ପତ୍ନୀ, ରାକେଶ ଓ ପାଞ୍ଚ ଝିଅ ଥିଲେ! ୨00୦ ମସିହାରେ ପ୍ରେମକ ପତ୍ନୀଙ୍କର ମୃତ୍ୟୁ ହେଲୋଥିଲା ! ଝିଅମାନେ ବିବାହ କରିସାରିଥିଲେ ! ରାଜେଶ ଏକ ଗ୍ରୋସରୀ  ଦୋକାନ କରିଥିଲା ! ଦୀପିକା ସହ ତାର ପରିଚୟ ହେଲା! ଏହା ପରେ ଦୁହେଁ ପରସର କୁ ପ୍ରେମ କରିବସିଲେ!
ପ୍ରେମ ସିଂହ ରାଜେଶ ଓ ଦାପିକାଙ୍କର ବିବାହ କରାଇ ତେଇଥିଲେ ୨୦୦୭ରେ ! ରାଜେଶ କୁ ବିବାହ କରିବା ପରେ ବେଶ୍ ଖୁସି ଥଲା ଦୀପିକା! ବିବାହର ଦୁଇ ବର୍ଷ ପରେ ସେମାନଙ୍କ କୋଳ କୁ ଆସିଥିଲା  ପୁଅଟିଏ ରାଜେଶ ଥିଲା  ଖୁବ୍ ସାଦାସିଧା! ନିଜ ବ୍ୟବସାୟରେ ବ୍ଯସ୍ତ ରହି ସେ ଦୀପିକା କୁ ଅଧିକା ସମୟ ଦେଇ ପାରୁନଥିଲା ! ମାତ୍ର ଦୀପିକା ଥିଲା  ବେଶ୍ ଆଧୁନିକା ଓ ଷ୍ଟାଇଲିଷ୍ଠ! ସେ ଚାହୁଁଥିଲା  ରାଜେଶ ତାପାଇଁ ଅଧିକା ସମୟ ଦେର! ତାମନକଥା ବୁଝୁ!
        ଦୁଇ ବର୍ଷ ତଳେ ଯୋଗେଶ ଗାୟପୁ ରସ୍ତିତ ଷ୍ଟାଡିୟମରେ କିଛି ଠିକା କାମ କରୁଥିଲା  ଏବଂ ରହୁଥିଲା  ରାଜେଶର ଘର ପଛପଟେ ଥବା ଗେଷ୍ଟ ହାଉସ୍ରେ    ! ଦୀପିକା ଯେତେବେଳେ ବି ଛାତ କୁ ଯାଏ, ତାକୁ ଅପଲକ ଆଖିରେ ଚାହିଁ ରହେ ଯୋଗେଶ! ପ୍ରଥମ ଢେଖାରୁ ହିଁ ୟୋଗେଶ ନିଶ୍ଚିତ କରିନେଲା ଯେ ଦୀପିକା କୁ ଯେମିତି ହେଉ ସେ ନିଜର କରିବ! ବେଳେବେଳେ ସେ ରଚେଶର ଦୋକାନକୁ ଆସୁଥିଲା ! କିଛି ଦିନ ପରେ ରାକେଶ ସହ ତାର ବନ୍ଧୁ ତା ହୋଇଗଲା! ସେହି ବାହାନାରେ ସେ ରାଜେଶର ଘର କୁ ଯିବା କୁ ଲାଗିଲା ଓ ଦୀପିକା ସହ କଥାବାର୍ଭ! କଲା! କିଛି ଦିନର ମିଳାମିଶା ପରେ ଦୀପିକା ସତେ ଯେମିତି ପୋଗେଶର ମନକଥା ପଢ଼ିନେଲା! ଏହା ପରେ ଦୁହେଁ ମୋଚାଇଲ୍ ରେ ଗପ ଆରମ୍ଭ କରିଦେଲେ! ରାଜେଶ ଓ ତ!ବାପାଙ୍କ ଅନୁପସ୍ଥିତିରେ ଦୁହେଁ ଲୁଚିଛପି ଏକାଠି ହେଲେ! ଯୋଗେଶ ତ ପ୍ରଥମରୁ ହିଁ ଦୀପିକା କୁ ନିକର ଶଯ୍ୟାସଙ୍ଗିନୀ  କରିବ ବୋଲି ସ୍ଥିର କରିନେଇଥିଲା ! ଦୀପିକା ମଧ୍ୟ କେର୍ ବିନ ହେଲା ପୁରୁଷର ସାନ୍ତିଧ୍ୟ ଚାହୁଁଥିଲା ! ଏକାଠି ହେବ! ପରେ ଦୁହେଁ ସମ୍ପର୍କର ସମସ୍ତ ସୀମା ଟପିଗଲେ!
               ଧୀରେ ଧାରେ ରାଜେଶ କାନରେ ପଡ଼ିଲା ଏ କଥା! ଦିନେ ଉଭୟ କୁ ଆପରିଳନକ ଅବସ୍ଥାରେ ଦେଖିଲ! ରାଜେଶ! ତାହା ପୁଣି ତାନିଜ ଘରେ! ସେ ଦୀପିକା କୁ ବୁଝାଇବାକୁ ଚେଷ୍ଟା କରିଥିଲା  ! ମାତ୍ର ଦୀପିକା ଚୂଝିନଥିଲା  ! ଅନ୍ୟପକ୍ଷରେ ଦୀପିକା କୁ ପାଇବା କୁ ପୋଗେଶର ବ୍ୟାକୁଳତା ବେଳକୁ ବେଳ ବଢୁଥିଲା ! ମାତ୍ର ରାଜେଶ  ଆଉ ଆଉ ଏହା ସମ୍ଭବ ନୁହେଁ ଚ୍ଚାଣି ଉଭୟେ ତାଳୁ ରାସ୍ତାରୁ ହଟାଇବା କୁ ଯୋଜନ! କଲେ! ଯୋଜନ! ମୁତାବକ ଘଟଣା ପୂର୍ବଦିନ ସନ୍ଧ୍ୟା ରେ ଯୋଗେଶ ତାର ଦୁଇ ବନ୍ଧୁ  ପପ୍ ଓ ଡବ୍ ଲୁ ଙ୍କୁ ନେଇ ଅପେକ୍ଷା କଲା ! ରାଜେଶ ଓ ପ୍ରେମ ସିଂହ ଶୋଇଯିବା ପରେ ଦୀପିକା ପଛପଟ ଦ୍ୱାର ଖୋଲିବେଲା! ତିନି ଜଣ ଘର ଭିତରେ ପଶି ପ୍ରଥମେ ରାଢେଶର ତଂଟି କୁ  ରଶି ଦ୍ବାରା ଟାଣି ଧରିଲେ! ସେ ମରିଯିବା ପରେ ଯୋଗେଶ ଛୁରୀରେ ତାଦେହସାରା କାଟିବାକୁ ଲାଗିଲା! ଏତିକିବେଳେ ପ୍ରେମ ସିଂହଙ୍କ ନିଦ ଭାଳିଯିବାରୁ ସେ ଦଉଡ଼ି ଆସି ଆଖି ଆଗରେ ପୁଅର ମୃତ୍ୟୁ ଘଟଣା ଦେଖିଲେ! କାଜେ ସେ ଘଟଣ! ପ୍ରଘଟ କରିଦେବେ ଭାବି ଡାଙ୍କୁ ମଧ୍ୟ ଆକ୍ରମଣ କଲେ  ଯୋଗେଶ ଓ ତାର ଦୁଇ ବନ୍ଧୁ ! ଦୁହିଁଙ୍କୁ ହତ୍ୟା କରିସାରି ସେମାନେ ଚାଦରରେ ଗୁଡ଼ାଇ କାର୍ ଯୋଗେ ନେଇଗଲେ ନିଛାଟିଆ ସ୍ଥାନ କୁ! ସେଠାରେ କାର୍ ସମେତ ଦୁଇ ଶବ କୁ ପୋଡ଼ିଦେବା କୁ ପ୍ରଥମେ ତେଷ୍ଠା କରିଥିଲା  ଯୋଗେଶ! ମାତ୍ର ତାହା ସମ୍ଭବ ହେଲା ନାହିଁ! ତିନିହେଁ ସେଇଠି ଜାର୍ ଟିକୁ ଛାଡ଼ିଦେଇ ଚାଲିଯାଇଥିଲେ ! ଦୀପିକା  ର ସ୍ୱୀକାରୋକ୍ତି  ପରେ ପୁଲିସ ଯୋଗେଶ, ତାର ଦୁଇ ବନ୍ଧୁ ଏବଂ ଦୀପିକା କୁ ଜେଲ୍ ପଠାଇବେଇଛି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...