Friday 15 September 2017

ଆପଣା ହସ୍ତେ ...


ଉରରପ୍ରବେଶର ଚିତ୍ରକୁଟ ଜିଲ୍ଲା ! ଏହି କିଲାର ରାଜପୁର ଥାନା ଅଧୀନ ଏକ ଗାଁ ହେଉଛି ଅମାନ୍! ଏହି ଗ୍ରାମରେ ନିଜ ପରିବାର ନେଇ ଚୂହନ୍ତି  ରମୁରତ ଯାଦବ ! ରମୁରତଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ1 ଜାମିଲିଆ ଏବଂ ଦୁଇପୁଅ- ସୁଗେଶ ଓ ଅବଧେଶ | ସୁରେଶ ସୁନାତାକୁ ବାହା ହୋଇଥିବା ବେଳେ ଅବଧେଶର ବିବାହ ହୋଇଥିଲା କୁସୁମ ସହିତ! ରମୁରତ ଥିବା ଯାଏ ସେ ପରିବାରର ସଚୂତକ ଦାୟିତ୍ଵ ତୁଲାଉଥିଲେ! ସୁରେଶ କିମ୍ବା ଅବଧେଶଙ୍କ ମୁଣ୍ଡରେ ସେମିତି କିଛି  ପାରିବାରିକ ବୋଝ ନ ଥିଲା! ତେବେ ରମୁରତ ଯିବା ପରେ ଦୁଇଭାଇ ମିଶି  ଘର କଥା ବୁଝି ଲେ! ପରିବାର ବେଶ୍ ସୁଖଶାନ୍ତି ରେ ଚାଲିଥିଲା! କେବଳ ଗୋଟିଏ ଘଟଣାକୁ ନେଇ ସମସ୍ତେ ଅସୁଖୀ ରହିଥିଲେ! ତାହା ହେଉଛି ଅବଧେଶର କୌଣସି ପିଲାପିଲି ହେଉ ନ ଥିଲେ ! ବାହାଘରକୁ ଚାରିବର୍ଷ ପୂରି ଯାଇଥିଲେ ମଧ୍ୟ ଅବଧେଶର ସ୍ତ୍ରୀ  କୁସୁମ ଗର୍ଭ ଧାରଣ କରୁନ ଥିଲା
ପ୍ରଥମେ ପ୍ରଥମେ କେହି ଏହାକୁ ଗୁଗୁତ୍ଵର ସହିତ ନେଉ ନ ଥିଲେ! ମାତ୍ର ବର୍ଷେ କି  ଦୁଇବର୍ଷ ପରେ ଏହା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଇଟିଗଲା ଜାମିଲିଆ ବହୁ ବେଷ୍ଟ! କଚୂଥିଲେ! ତାକ କଥା ମାନି କୁସୁମ ବାରବିଅ ତେର ଦେବତା ମାନୂଥିଲା! ଦରଘାରେ ଚଦର ଚଢ଼ଉଥିଲା! ବ୍ରତ ଉପବାସ କଚୁଥିଲା! ଡାକ୍ତର ଦେଖାଉଥିଲା! ଜଡିଟୁଟି ଖାଉଥିଲା! ହେଲେ ଫଳ ମିଳୁ ନ ଥିଲା ! ଏସବୁ ଦେଖ୍ ଅବଧେଶ ଭିତରେ ଚିଡି ଚିଡ଼ା ଭାବ ସୃଷ୍ଠି ହେଲା! କ୍ରମଶ ତା’ ମନ କୁସୁମ ଉପରୁ ଛାଡ଼ି ଆସିଲା! ସେ ଭାବିଲା, କୁସୁମଟା ଗୋଟେ ଟାଙ୍ଗରା ଭୂଇଁ ! ଏଠି ଯେତେ ଫସଲ ବୁଣିଲେ ବି ଗଜା ମେଲିବାର ନାହିଁ! ସେ ଏକଥା ବି ଭାଟୁଥିଲା ଯେ, କୁସୁମକୁ ବାହା ହୋଇ ସେ ଫସି ଯାଇଛି! କାହିଁକିନା’ ଏଇଟା କେବେ ବି ମା’ ହୋଇପାରିବ ନାହିଁ!

ରମୂରତ ଯାଦବଙ୍କ ପରିବାର ଏମିତି ଏକ ପରିସ୍ଥିତି ମଧ୍ୟ ଦେଇ ଗତି କଚୂଥିବା ବେଳେ ପ୍ରକୃତି ବି ସେମାନଙ୍କ ଉପରେ ଦାଉ ସାଧ୍ ଲା! ବର୍ଷ! ହେଲାନାହିଁ! ଧାନବିଲ ଫାଟି ଅଁ! କଲା ! ଚାଷ ଉଜୁଡ଼ି ଗଲା! ଏମିତିକି ଗାଈଗୋରୁଙ୍କ ମୁହଁରେ ଦେବା ପାଇଁ ବି ସଚୂଳ ଘାସଗଛଟିଏ ପାଇବ! ମୁସ୍କିଲ  ହୋଇପଡ଼ିଲା! ଏହ! ଦେଖ୍ ଲୋକମାନେ ଯିଏ ଯୁଆଡେ ପାରିଲେ ଚାଲିଗଲେ! ସୁରେଶ ବି ନିଷ୍ପଭି
ନେଲା ସେ ଗୁଜରାଟ  ଯାଇ ସେଠାରେ କିଛିକାମଧନ୍ଦା ଅଢ଼େଷଣ କରିବା ତେବେ ତାକୁ ଅବଧେଶ ବାରଣ କଲ! ! କାରଣ ସେ ତା’ ସ୍ତ୍ରୀ କୁ ନେଇ ଏଭଳି ନିରାଶ ହୋଇ ପଡିଥିଲା ଯେ, ସେ ଗାଁରେ ରହିବାକୁ ଟାହୁଁନ ଥିଲା! ସେଥିଲାଗି ସେ ତା’ର ବଡ଼ଭାଇଳୁ ବୁଝେଇ ଶୁଝେଇ ଗାଁରେ ରଖ୍ ଲା! କହିଲା, ତୁମେ ଏଠି ରହି ଘରକଥା ଚୂଝ ! ମୁଁ ଗୁଚ୍ଚରାଟ ଯାଉଛି ! ସେଠାରେ ନିଶ୍ୱେ କାମଧନ୍ଦା କରି ଘରକୁ ଟଙ୍କା ପଠେଇଚି

ଅବଧେଶ ଚାଲିଆସିଲା  ଗୁଚ୍ଚରାଟ ତା’ର କେତେକ ସାଙ୍ଗ ’ ଗୁଚ୍ଚରା ଟ  ରେ ସଙ୍ଗମ ନଗର ରେ ରହୁଥିଲେ! ସେ ଆସି ସେମାନଙ୍କ ପାଖରେ ପହଞ୍ଲ୍ୟା ସେମାନେ ତାକୁ ନେଇ ମୋନୋ ଷ୍ଟିଲ୍ ଫାକ୍ଟ୍ରି ରେ କାମରେ କରେଇଦେଲେ! ଅବଧେଶ ସେଠାରେ ଏକ ଭଡ଼ାଘର ନେଇ ରହିଲା ସେହି ଯ୍ୟାକ୍ତ୍ରିରେ କାମ କଚୁଥିଲା ସତ୍ୟାନନ୍ଦ ସିଂ! ସଂଯୋଗବଶତଃ ଅବଧେଶର ପଡ଼ୋଶୀ ମଧ୍ୟ ଥିଲେ ସତ୍ୟାନନ୍ଦ! ସତ୍ୟାନନ୍ଦ ସେଠାରେ ପତ୍ନୀ ଲାଲମଣି ତିନିଝିଅ ରିତା’ ସଂଗୀତା ଓ ଗୀତା ଏବଂ ପୁଅ କିଶନ୍ କୂ ନେଇ ରହୁଥିଲା ! ଗୋଟିଏ ସ୍ଥାନରେ ରହୂଥିବା ହେତୁ ପୁଣି ଗୋଟିଏ ଯ୍ୟାକ୍ତ୍ରିରେ କାମ କଚୂଥିବା କଯାଗୁ ଉଭୟ ଅବଧେଶ ଏବଂ ସତ୍ୟାନନ୍ଦଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିବା ସ୍ବାଭାବିକ! ସତ୍ୟାନନ୍ଦ ପରିବାର ନେଇ ରହୁଥିଲା! ହେଲେ ଅବଧେଶ ରହୁଥିଲା ଏକୃଚିଥ୍ୟା ତେଣୁ ବନ୍ଧୁତା ଖାତିରରେ ସତ୍ୟାନନ୍ଦ ଅବଧେଶଳୁ ଅନେକ ସମୟରେ ଘରକୁ ଖାଇବା ପାଇଁ ଆମନ୍ତ୍ରଣ କରୁ ଥିଲା!
ସତ୍ୟାନନ୍ଦର ସ୍ତ୍ରୀ ଲାଲମଣି ଥିଲା ବେଶ୍ ମେ ଳାପି! ଲାଲମଣି ଚାରିଟା ପିଲାର ମା’ ହୋଇଥିଲେ ଚି ଲାଗୁ ନ ଥିଲା ଯେ, ସେ ଚାରିଚାରିଟା ପିଲା ଜନ୍ମ କରିଛି! ଲାଲମଣିକୁ ଦେଖୁଦେଖୁ ଅବଧେଶ ଭିତରେ ଏକ ଶୂନ୍ୟସ୍ଥାନ ସୃଷ୍ଠିହୋଇ ଯାଉ ଥିଲା ତା  ଛାତିଖୁସିରେ--ଫୁଲି ଉଠୁଥିଲା ! ସେ ଭାଟୁଥିଲା’ ବାହ! ହେବ ତ ଏଇ ଲାଲମଣି ଭଳି ନାରୀକୁ ବାହ! ହେବ! ଯିଏ ସ୍ବାମୀ ସୁଖ ପାଉ ପାଉ ଗର୍ଭରେ ତା’ ପିଲାକୁ ଧରି ଜନ୍ମ ଦେବା  ଲାଲମଣିତଚାରିଟା ପିଲା ଜନ୍ମକରିସାରିଛି! ତା’ର ବିଶ୍ବାସ ସେ ଆହୁରି ବି ପିଲାଜନ୍ମ କରିବାକୁ ସକ୍ଷମ! ଏଇମାନକୁ ହିଁକହନ୍ତି ଉର୍ବରା ଜମି! ଆଉ ତା’ ସ୍ତ୍ରୀ  କୁସୁମ ! ନିଷ୍ଣଲା ବନ୍ଧ୍ୟା ...  ନାରୀ
ଚାରୋଟି ପିଲା ଜନ୍ମ କରିଥିବା! ସତ୍ୱେ  ସମ୍ଭବତଃ ସତ୍ୟାନନ୍ଦ ନିକଟରେ ଖୁସି ନ ଥିଲା ଲାଲମଣି! ସେ ଥ୍ ପାଇଁ ଅବଧେଶକୁ ଦେଖ୍ ତା’ ଭିତରେ ବି କୌଣସି ଏକ ଶୂନ୍ୟସ୍ଥାନ ସୃଷ୍ଠି ହେବାକୁ ଲାଗିଲା! କ୍ରମଶ8 ସେମାନଙ୍କର ପରିଚୟ ବଢ଼ିଲା! ହସରୁ କଥା! କଥାରୁ ଥଟାମଜା! ଥଟାମଚ୍ଚାରୁ ଛୁଅଁ ଚୁଁହିଁ ଆଉ ଶେଷରେ ପରସରର ନିକଟତର ! ସ୍ତ୍ରୀ! ଉପରେ ଆଚୌ ଖୁସି ନ ଥିବା! ପୁଣି ଘର ଛାଡ଼ି ଦୁରରେ ରହୂଥିବା ଅବଧେଶକୁ ମିଳିଗଲା ଗୋଟେ ସାହାରା! ତା’ର ଇଚ୍ଛା ଥିଲା ସେ ଲାଲମଣିକୁ ଗର୍ଭବତୀ କରେଇବା ଲାଲମଣି ତା’ ଭୃ ଣକୁ ନିଜ ପେଟରେ ବଢ଼େଇବ! ସେ ଏହାକୁ ଦେଖ୍ ନକ ପୁକୁଷ ପଣଆକୁ ସାଥକ କରିବା ହେଲେ ଦିନେ ରୋକ୍ ଠୋକ୍ ଜଣେଇଦେଲ! ଲାଲମଣି- ‘ମୁଁ ତୁମ ପିଲାକୁ ଜନ୍ମ ଦେଇପାରିବିନି! ହଁ, ଜନ୍ମ ଦେବୀ  ତୁମେ ଯଦି ମୋତେ ବାହାହେବା’ ଅବଧେଶ କହିଲା- ମୁଁ ତୁମକୁ ବାହାହେବି କେମିତି ଯେ ? ତୁମେ ତ ସତ୍ୟାନନ୍ଦକୁ ବାହ! ହୋଇଛ! ପୁଣି ତା’ଠୁ ଚାରିଟା ପିଲାକୁ  ଜନ୍ମ ଦେଇଛ!’ ଲାଲମଣି ହସିଲ! ! କହିଲା- ‘ଆରେ ଟୁଟୁ! ଯବି ମୁଁସତ୍ୟାନନ୍ଦର ଚାରିଟା ପିଲାକୁ ଜନ୍ମଦେଇ ଖୁସି ଥାଆନ୍ତି  ତା’ହେଲେ ତୁମକୁ ପାଖକୁ ଡାକୁଥାନ୍ତି  କ’ଣ ପାଇଁ ?’ ଅବଧେଶ କହିଲା- ‘ସେକଥ! ଠିକ୍! ତୁମେ ସତ୍ୟାନନ୍ଦକୁ ନେଇ ସୁଖୀ ନୁହଁ ! କିନ୍ତୁ ମୁଁତ ବିବାହିତ !’ ଲାଲମଣି କହିଲା- ‘ମୁଁ ଜାଣେ ତୁମେ ବି ତୁମ ସ୍ତ୍ରୀ କୁନେଇ ସୁଖୀ ନୁହଁ ! ଯବି ସୁଖୀ ଥାଆନ୍ତ ତା’ହେଲେ ଗୋଟେ ଚାରିଟା ପିଲାର
ମା’ପାଖକୁ ବାରମ୍ବାର ଧାଇଁଆସୁଥାନ୍ତ କ’ଣ ପାଇଁ?’

ଲାଲମଣିର ଯୁକ୍ତି  ଥିଲା ଶହେରୁ ଶହେ ପ୍ରତିଶତ ଠିକ୍! ତେଣୁ ଅବଧେଶ କହିଲା- ‘ତା’ହେଲେ କୁମେ
ସତ୍ୟାନନ୍ଦକୁଛାଡ଼ିହିଅ ! ମୁଁତୁମକୁଚାହ! ହୋଇଯିବି ଲାଲମଣି କହିଲା- ‘ମୁଁ ଏତିକି ତୁମଠୁ ଆଶା କଚୁଥିଲି

ଏହାପରେ ସତ୍ୟାନନ୍ଦକୁ ଆଭଏଡ କରିବାକୁ ଲାଗିଲା ଲାଲମଣି! ସତ୍ୟାନନ୍ଦ ଜାଣିଲା ଯେ କ’ଣ ପାଇଁ ତାକୁଆଭଏଡ କରୁଛି ତା’ ସ୍ତ୍ରୀ  ! ସେ ପଚାରିଲା--ତ ଲାଲମଣି ସତକଥା ମାନିନେଲା ! ! କହିଲା- ‘ତୁମେ କେବଳ ପିଲା ଦେଇଜାଣ! ହେଲେ ସୁଖ ଦେଇ ଚ୍ଚାଣନା ! ସେଥିଲାଗି ତୁମେ ମୋ ରାସ୍ତାଚୁ ହଟିଯାଅ ମୁଁ ଅବଧେଶକୁ ବାହ! ହୋଇଯିବି!’

ସତ୍ୟାନନ୍ଦ ଅନେକ ଚୂଝେଇଲୀ! ହେଲେ ବୁଝିବାକୁ ପ୍ରସ୍ତୁଡ ନ ଥିଲା ଲାଲମଣି’! ସତ୍ୟାନନ୍ଦ ଦ୍ଦେଖ୍ ଲା’ ଯେଉ ସ୍ତ୍ରୀ  ତା’ଠାରୁମୁକ୍ତି ଚାହୁଁଛି ତା’ ସହିତ ବେଶିଦିନ ରହିବା ବିପଦ! ଅତଏବ ସେ ସେହିଦିନ ହିଁ ତା’ର ଆନ୍ଧୁଷଘିକ ଜିନିଷପତ୍ର ଧରି ନିଜ ଗାଁକୁ ଚାଲିଗଲା! ସତ୍ୟାନନ୍ଦ ଯିବା ପରେ ଅବଧେଶକୁ ଆଣି ପାଖରେ ଉଖ୍ ଲା ଲାଲମଣି ! ସେମାନେ ସ୍ବାମୀ ସ୍ତ୍ରୀ  ହୋଇ ଦଳିଲେ! ପ୍ରତ୍ୟେକ ଦିନ ଅବଧେଶ
କହୁଥିଲା- ‘ତୁମେ ମେ! ପିଲାର ମା’ ହୁଅ !‘ୟ୍ ହେଲେ ଲାଲମଣିର ଥିଲା ଗୋଟିଏ ଉତ୍ତର ! ଯେଉଁଦିନ ବାହା
ହେବି ବର୍ଷକ ପରେ ତୁମ ପିଲାକୁ ଚ୍ଚନ୍ମଦ୍ଦେବି! ଇତିମଧ୍ୟରେ ଅବଧେଶ ଜାଣିଗଲା ଯେ, ଲାଲମଣି ନିକଟରେ ତିନିଲକ୍ଷ ଟଙ୍କ! ଅଛି! ସେତିକି ନୁହେଁ, ଗହଣ !ଗାଶ୍ଵି ବି ଅନେକ ରହିଛି ବାସ୍ତବରେ ଲାଲମଣିକୃ ଚାହାହେବାନ୍ଧୁ ଚାହୁଁନ ଥିଲା ଅତଃଧଶ! ସେ ଚାହୁଁଥିଲା ଥରେ ସେ ତା’ ଭୃ ଣକୁ ଗର୍ଭରେ ସାଇତି ଗର୍ଭବତୀ ହେଉ ବାସ୍, ସେ ସଦୁକଛ ପାଇଯବ ! ସେ ଭାବଲା’ ଲାଲମଣି କବଳରୁ ତ ମୁକ୍ତି  ନାହିଁ! ତେବେ ତା’ପୂର୍ବଗୁ ତା’ ଟଙ୍କାପଇସ! ସେ ମାରି ନ ନେବ କ’ଣ ପାଇଁ? ଏମିତି ଭାବି ସେ ଏକ ଚାଲ୍ ଖେଳିଲ! ! କହିଲା- ‘ବାହା ହେବି ଯେ, କେମିତି? ଘର ଥିଲେ ସିନା! ଆଉ ଘର କରିବାକୁ ମେ! ପାଖରେ ଟଙ୍କା କାହିଁ?’
ଲାଲମଣି କହିଲୀ- ଆରେ ତୁମ ପାଖରେ ନ ଥାଇ! ମେ! ପାଖରେ ତ ଅଛି! ଏବେ ଯାହା ମୋର ତାହା ତୁମର! ଏମିତି କହି ମଣି ତାକୁ ତିନିଲକ୍ଷ ଆଣିଦେଲା ! କହିଲା, ଯାଅ ! ଘରକର ଅବଧେଶ ଗାଁକୁ ଚାଲିଗଲା! ଆଉ ମିଛରେ ଲାଲମଣିକୁ ଖବର ଦେବାକୁ ଲାଗିଲା ଯେ, ଘରକାମ ଏତେବାଟ ଗଲା... ଘରେ ଛାତ ପଡ଼ିଲା,, ଘରେ କବାଟ ଲାଗିଲା ଇତ୍ୟାଦି! ଶେଷରେ କହିଲା- ଘରକାମ ସରିଗଲା! ଖାଲି କଲର ହେବ! କଲର ହେ ବା ପରେ ତୁମେ ଘରକୁ ଆସିବ! ତୁମେ ଟଙ୍କା ପଠେରବିଅ! ହେଲେ ଲାଲମଣି କହିଲା- କଲର ମୋ ପସନ୍ଦରେ ହେବ! ମୁଁ ଯାଇ ଦ୍ଦେକହିବି  ତୁମେ  ଯେଉଁଠି ଘର କରିଛ ସେହି ସ୍ଥାନକୁ ଜେଉଁ କଲର ସୁଟ୍ କରିବା ଅକଳରେ ପଡ଼ିଗଲା ଅବଧେଶ! ଲାଲମଣି ଆସିଲେ ତା’ର ସଟୁ ଗୁମର ଫିଟିଯିବ ! ଯେଉଁ ନାରୀ ତା’ ସ୍ବାମୀଜୁ ଛାଡ଼ିବେଇପାରେ ସେ ଚାହିଁଲେ ସବୁକିଛି କରିପାରିବ!
               ଅବଧେଶ ସବୁକଥା ତା’ସ୍ତ୍ରୀ କୁସୁମକୁ କହିଲା ! କହିଲା- ତୁ ମୋ ସାଥ୍ ଦେ! ମୁଁ ଲୀଲମଣିକୁ ଆଉ ତା’ର ଚାରିଟା ପିଲାକୁ ମାରିଦେଚି! ଆମର ଖାଲି ଲାଭ ଆଉ ଲାଭ! ତା’ ଟଙ୍କା  ଆମର! ତା’ ସୁନା ଗହଣା ଆମର! ଆଉ ତୁଯଦି ଅରାଜି ହେବୁ ତା’ ହେଲେ ତତେ ଛାଡ଼ି ତା’ ପାଖକୁଚାଲିଯିବି! କୁସୁମ ନିକଟରେ ଅନ୍ୟ ଗତି ନ ଥିଲା ! ସେ ତା’ ସ୍ବାମୀ ସହିତ ହାତ ମିଶେଇଲା ! ଦୁହେଁ ମିଶି ଲାଲମଣି ଓ ତା’ର ଚାରିପିଲାଙ୍କ ତଂଟି  କାଟି ମାରିଦେଲେ! ଲାଲମଣି ଜାଣିବା ବେଳକୁ କିଛି ନ ଥିଲା! ସେ ନିଜ ଗୋଡ ରେ କୁରାଢ଼ି ଚୋ  ଟ ବସେଇ ସାରିଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...