Tuesday 26 September 2017

ପଥଭ୍ରଷ୍ଟ ହୋଇହତ୍ୟା

             ପ୍ରାପ୍ତ ବୟସ୍କ ଦୁଇ ପୁରୁଷ-ନାରୀଙ୍କ ମଧ୍ୟରେ ପ୍ରେମ ପ୍ରଣୟ ଓ ଦୈହିକ ଆକର୍ଷଣ ରହିବାସ୍ଵାଭାବିକ ! ହେଲେ ଏହା ଯଦି ସାମାଜିକ ସ୍ୱୀକୃତି ରହିତ ଓ ଅବାଞ୍ଚିତ ହୋଇଥାଏ ତାହାକୁସମ୍ପର୍କ ନୁହେଁ, ପାପ ସମ୍ପର୍କ ବେ!ଲି କୁହାଯାଇଥାଏ ! ଆଉ ଏଭଳି କାର୍ଯ୍ଯକଳାପର ଅନ୍ତ ସର୍ବଦା କରୁଣ ଓ ଭୟଙ୍କର ହୋଇଥାଏ ଯାହାର ପରିଣାମ କେବଳ ଦୁଇ ପ୍ରେମୀଯୁଗଳଙ୍କୁ ନୁହେଁ ସମ୍ପୂର୍ଣ୍ଣ ଆତ୍ମ1ୟଙ୍କୁ 6ଭ!ଗ କରିବାକୁ ପଡ଼ିଥାଏ ! ଏଭଳି ଏକ ଅନୈତିକ ସମ୍ପର୍କକୁ ନେଇ ଘଟିଥିବା  ବୀଭସ କାଣ୍ଡର ସମ୍ପୂର୍ଣ୍ଣ ବିବରଣୀକୃ ନେଇ ପ୍ରସ୍ତୁତ ଆମର ଏ ଅପରାଧିକ  କାହାଣୀ---
 ଅଭାବ ଅନଟନ, ବାରିପାରିକ ବିଶୃଙ୍ଖଳ! ଓ ଟୁଝାମଣାର ଅଭାବ ସବୁ ବେଳେ ମଣିଷକୁ ବିପଥଗାମୀ କରିଥାଏ ! ଏଥ୍ରୂ ମୁକ୍ତିର ବାଟ ଖୋଜି ପାଇବାରେ କଦବା କ୍ସଚିତ୍ କିଏ ସଫଳ ହୋଇଥିବା  ବେଳେ ପ୍ରାୟତଃ ପଥଭ୍ରଷ୍ଟ ହୋଇ ଏତେଦୁରକୁ ଚାଲିଯାଇଥାନ୍ତି ଯେଉଁଠାରୁ ଫେରି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବାରେ ସେମାନଳ° ପାଖରେ ଆଉ କୌଣସି ପନ୍ଥ! ନଥାଏ ! ଏମିତି ଏକ ଅବାଟରେ ପାଦ ଥାପିଥିଲା ୩ ପିଲାର ଜନନୀ ୩୦ ବର୍ଷାୟା ଦୀପ! ଓରଫ ଦିୟା ! ଭାବିଥିଲା ସ୍ଵାମୀକୁମାରି ଏ ଅଭାବ କଷଣ ଭର! ସଂସାରକୁ ତ୍ୟାଗକରି ଅବୈଧ ପୁରୁଷର ହାତଧରି ନୁଆଦୁନିଆର ଆଲୋକ ଦେ ଖିବ  ବୋଲି ! ହେଲେ ସେ ଭୁଲିଯାରଥିଲା ମନ୍ଦ କର୍ମର ଫଳ ସର୍ବଦା ମନ୍ଦ ହୋଇଥାଏ ବୋଲି ! ଶେଷରେ ତା’ ଳୁତକର୍ମର ପୂର! ଚିଠା ଖୋଲିଦେଇଥିଲେ ତା’ର ଜନ୍ଧିତ ସନ୍ତାନ ! ଯେତେ ଲୁଚାଇବାକୁ ବେଷ୍ଟ! କଲେ ହେଁ ଦିୟା ଲୁଚାଇ ପାରିନଥିଲା ତା’ର ଅପରାଧ ! ଆର ପୋଲିସ ଆଗରେ ବଖାଣି ଦେଇଥିଲା ହତ୍ୟା କାହାଣୀର ଆମୂଳଟୁଳ
ଅଭିଯୁକ୍ତଙ୍କ ସ୍ୱୀକାରେ!କ୍ରି ଅନୁସାରେ ଘଟଣାଟି ହେଉଛି ଉତ୍ତରପ୍ରଦେଶ ମେରଟ ଜିଲ୍ଲା ଟି’ପି’ନଗରସ୍ଥିତ ଶିବପୁରମ୍ କଲୋନୀର ! ଇଚ୍ଚଞ୍ଚାଲି ଥାନା ଅନ୍ତର୍ଗତ ବନାର୍ଗା’ର ମୂଳନିବାସୀ ଟୁଦ୍ଧ ସିଂହଳ° ୩୨ ବର୍ଷାୟ ପୁତ୍ର ବାବୁ ରାମ ସିଂହ ଥିଲେ ଖୁବ୍ ସରଳ ସ୍ୱଭାବର ! ଅଭାବୀ ପରିବାରରେ ଜନ୍ମ ହୋଇଥିବା ରୁ ପିଲାଦିନୁ ସେ ଥିଲେ! ଖୁବ୍ ନିର1ହ ଓ ଗୁମ୍ ସୁମ୍ ସ୍ୱଭାବର-ଅର୍ଥଭାବରୁ ମାତ୍ର କେଇ କ୍ଳ!ସ୍ ପାଠପଢ଼ିବା ପରେ ବାଟୁରାମ୍ ରକି କାଗଜପତ୍ର, ଭଙ୍ଗ! ଲୁହାଟିଣର କାରବାର ଆରମ୍ଭକରିଥିଲେ ! ଗଳିକନ୍ଦି ଟୁଲି କବାଡ଼ି ବେପାର କରି ଯେତିକି ଅର୍ଥରେ!କଗାର କରୁଥିଲେ ସେଥ୍ରେ ପରିବାର କୌଣସିମତେ ଚଳିଯାଉଥିଲା

ଇତିମଧ୍ୟରେ ବାଟୁରାମର ସାକ୍ଷାତ ହୋଇଥିଲା ଦୀପା ଓରଫ ଦୀୟା ସହିତ ! ଦୀୟା ମଧ୍ୟ ଏକ ଗରିବ ପରିବାରର ହୋରଥିବା ରୁକିଛିଦିନର ଅ!ଳାପ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କଗଢ଼ିରଠିଥିଲା ! ଦୁହିଁଙ୍କ ପାରିବାରିକ ସ୍ଥିତି ସମାନ ଥିବା ରୁ ବିନାକୌଣସି ପାରିବାରିକ ବାଧାବିଗ୍ନରେ ସମ୍ପୂର୍ଣ୍ଣ ସାମାଜିକ ସ୍ୱୀକୃତି ରେ ଦୁହିଁଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା ! ବିବାହର କିଛିବର୍ଷ ଶାଶୂଘରେ ଖୁବ୍ ସୁନ୍ଦରଭାବେ ବିତାରଥିଲେ ଦୀୟାଏଥ୍ ମଧ୍ୟରେ ସେ ତିନି ସନ୍ତାନ ୯ ବର୍ଷାୟ ତୁଷ୍ପନ୍ତ’ ୬ ବର୍ଷାୟ କିରିକ! ଓ ୫ ବର୍ଷର ବିଧ୍ ତା ଦୁଇ  ଝିଅ ଓ ଗୋଟିଏ ପୁଅର କନନୀ ସାଜିସାରିଥିଲେ ! ହେଲେ ପରିବାର ବଢ଼ିବା ପରେ ଆଉ- କବାଡ଼ି ବେପାରରେ ଚଳିବ! ସମ୍ଭବ ହେ!ରନଥିଲା  ! ଶେଷରେ ବାଧ୍ୟ ହେ!ର ଦୀୟା ଓ ବାବୁ ରାମ୍ ଗାଁ ’ ଛାଡ଼ି ମେରଟର ଥିବା ’ ଟିପିନଗରସ୍ଥିତ ଶିବପୁରମ୍ କଲେ!ନୀରେ ଭଡ଼ାଘର ନେଇ ରହିଥିଲେ
 ଘର ଛାଡ଼ିବା ପରେ ମଧ୍ୟ ଅର୍ଥଭାର ତାକ ପିଛା ଛାଡି଼ନଥିଲା ! କବାଡ଼ି ବେପାରରେ ତିନି
ପିଲାଙ୍କୁ ନେଇ ଚଳିବ! କଷ୍ଟକରହୋରପଡି଼ଥିଲା ! ବହୁ କଷ୍ଟରେ ହାତରଧାରୀକରି ଚଳୁ ଚଳୁ ଦିୟାକ ସାକ୍ଷାତ ହୋରଥିଲା ଶିବପୁରମ କଲୋନୀର ଅବିବାହିତ ଯୁବକ ଶିବମ ଓରଫ ଗଜେନ୍ଦ୍ର ସହିତ ! ଅର୍ଥ ସାହାଯ୍ୟ କରୁ କରୁ ଗଜେନ୍ଦ୍ର ଓ ଦିୟା ମଧ୍ୟରେ ପ୍ରଥମେ ସୁସମ୍ପର୍କ ଓ ପରେ ଏହା ଅବୈଧସମ୍ପର୍କର ରୁପ ନେରଥିଲା  !କିଛିଦିନ ଦୁହେଁ ଶାରୀରିକ ସମ୍ପକରେଲିପ୍ତ ରହିବା ପରେ ଧୀରେ ଧୀରେ ଏହା ବାବୁ ରାମକ° କାନରେ ପଡି଼ଯାରଥିଲା ! ଏହାକୁ ନେଇ ଆରମ୍ଭହୋରଯାରଥିଲା ପାରିବାରିକ ଝଡ଼ ! ମାନସିକ ଚାପରେ ବାବୁ ରାମ ଘରଚଳାଇବା  ପରିବର୍ତେ  ଯାହା ରୋଜଗାର କରୁଥିଲା ମଦ୍ୟପାନରେ ରଡ଼ାର ଘରକୁ ଫେରୁଥିଲା ! ପତି-ପନ୍ଧୀକ ମଧ୍ୟରେ ନିୟମିତ କଳିତକରାଳଲାଗିରହୂଥିଲା ! ବାବୁ ରାମର ବାରମ୍ବାର ବାରଣ ସରେ କୌଣସି ପ୍ରକାରେ ଦି ୟା ଅନୈତିକ ସମ୍ପକ ତୁଟାଇବାକୁ ରାଜି ନଥିଲା ! ଫଳରେ ଝଗଡ଼ାରେ ସୀମିତ ଥିବା  ଦାମ୍ପତ୍ୟ ମାଡ଼ଗାଳି ପର୍ଯ୍ୟନ୍ତ ଯାଇଥିଲା ! ବାବୁ ରାମ ମଦ୍ୟପାନକରି ପ୍ରତିନିଃ ହିୟାକୁ ନିସ୍ତୁକ ମାଡ଼ ମାରୁଥିଲା ! ମାଡ଼ଗାଳି ସହି ଅତିଷ୍ଠହୋଇଯିବା ପରେ ଯେମିତି ହେଲେ ବାଟୁରାମକୁ ଜୀବନରୁ ହଟାଇବାକୁ ହେବ ବୋଲି ଦି ୟା ନିଷ୍ପଭି ନେଇସାରିଥିଲା !
ଏ ସମ୍ପର୍କରେ ସେ ଗଜେନ୍ଦ୍ରସହିତ କଥା ହେବାପରେ ସୁଯୋଗ ମିଳିବା ମାତ୍ରେ ବାବୁ ରାମଙ୍କୁ  ହତ୍ୟାକରିସବୁଦିନ ପାଇଁ ଏକ ହୋଇଯିବେ ବୋଲି ଦୁହେଁ ସ୍ଥିର କରିଥିଲେ ଦିନେ ସନ୍ଯାରେ ବାଟୁରାମ ପ୍ରଚୁର ମଦ୍ୟପାନ କରି ଘରକୁଫେରିଥିଲା ! ଏହି ସମୟରେ ଘରେ ଦିୟା ନଥିବା ରୁ ତା’ର ରାଗପଞ୍ଚମକୁ ରଠିଯାରଥିଲା ! ଦିୟା ଆସିବା ମାତ୍ରେ ତାକୁ ନିର୍ଜୁମ ପିଟି ମଦ ନିଶାରେ ଶୋରଯାରଥିଲା ! ଏହି ଅବସରରେ ଦିୟା ଗଜେନ୍ଦ୍ରକୁ ଫୋନ୍ କରି ଘରକୁ ଡାକିଦେରଥିଲା ! ଗଜେନ୍ଦ୍ରକୁ ଦେଖ୍ ବାକୁରାମ ଗାଳିକରିବାଆରମ୍ଭ କରିବା ମାତ୍ରେ ରିୟା ଏକ କାଠପଟାରେ ବାବୁ ରାମର ମୁଣ୍ଡକୁପିଟିଚାଲିଥିଲା ! ରକ୍ତାକ୍ତ ଅବସ୍ଥାରେ ନିଶାଶକ୍ତ ବାବୁ ରାମ ଭୂଇଁରେ ଟଳିପଡ଼ିବା ମାତ୍ରେ ପାଖରେ ପଡ଼ିଥିବା  ଏକ ତାରରେ ଗଜେନ୍ଦ୍ର ତା’ର ତଶ୍ଚିରିପି ହତ୍ୟା କରିଦେରଥିଲା ! ଦୁହେଁ ମିଶି ବାବୁ ରାମର ଶବକୁ ଏକ ଅଖାରେ ପୂରାଇ ଭଙ୍ଗ! ଲୁହାଟିଣ ଗଦାହୋରଥିବା  ଏକ ଘରରିତରେ ଲୁଚାଇ ଦେବା ପରେ ଗଜେନ୍ଦ୍ର ସେଠାରୁ ର!ତାର!ରି ଗାଏବ ହୋରଯାଇଥିଲା

ପରଦିନ ସକାଳେ ଦିୟାକ ଭରଣା ବେବି  ପହଞ୍ଚି ଭିଣୋଇ ବାବୁ ରାମଙ୍କୁ ଖୋଜିବାରୁ  ସେ କୌଣସି କାମରେ ଦିଲ୍ଲୀ ଯାଇଛନ୍ତି ବୋଲି ଦିୟା କହିଥିଲା ! ହେଲେ ବାଟୁରାମକ ପୁଅ ତୁଷ୍ପନ୍ତ ମା’ ଚାଲିଯିବା ପରେ ମାଉସ! ବେବିଳୁ ବାପାଳୁ ମା’ ଓ ଗଜେନ୍ଦ୍ର ଅକଲ ମାରିଛରି ବୋଲି କହିଦେଇଥିଲା ! ଏହ! ଶୁଣି ବେବି ହତଚକିତ ହୋଇଥିଲେ ! ସେ ଦିୟାଙ୍କୁ କିଛି ନକହି ଫେ!ନ୍କରି ପିତାମାତାଙ୍କୁ ସେଠାକୁ ଡାକିଦେରଥିଲା  ! ସେମାନେ ପହଞ୍ଚିବା ପରେ ଦିୟାକୁ ବାଟୁରାମକ° ସମ୍ପର୍କରେ ପଚରାଯାଇଥିଲା ! ସେ ପ୍ରଥମେ ଭୁଲାଇବାକୁ ଜେଷ୍ଟ! କରିଥିଲା ! ହେଲେ ସମସ୍ତେ ମିଶିଆକ୍ରମଣ କରିବାରୁ  ଶେଷରେ ସଟୁ ସତକଥା କହିଦେଇଥିଲା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିୟାକୁ ଗିରଫକରିବା ପରେ ବାଟୁରାମର ଶବକୁ ଆଳିଆ ଭିତରୁ ବାହାର କରି ବ୍ଯବତ୍ରେଦ ପାଇଁ ପଠାଇ ଦେଇଥିଲା ! ସିଟି ଏସ୍ପି ମାନ ସିଂହ ଚୌହାନକ° ନିର୍ବେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାର କରାଯାଇ ଗଜେନ୍ଦ୍ରକୁ ଟିପିନଗର ଫାଟକ ପାଖରୁ  ଗିରଫ କରିବା ପରେ ଚୁହିଁଳୁ ଜେଲ୍ ହାକତକୁ ପଠାଇ ଦିଆଯାଇଥିଲା-----------

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...