Wednesday 6 September 2017

ଅନ୍-ଟଚଡ

ବହୂଗାମୀ ପୁରୁଷମାନଙ୍କର ସହଜାତ! ବହୂଗାମୀର ଅର୍ଥ ବଦୁନାରୀଙ୍କ ସହ ସମ୍ପର୍କ ସ୍ଥାପନ କରିବା! ସାମାଜିକତ! ତଥ! ନୈତିକ ଦାୟିତ୍ଵ ଦାୟରେ ଅବଶ୍ୟ ଏହି ପ୍ରବୃରିକୁ ଦମନ କରି ରଖାଯାଇଥାଏ! ତେବେ ପ୍ରତ୍ୟେକ ପୁରୁଷଙ୍କ ଭିତରେ ଏହି ଇଚ୍ଛାଟି  ଅନ୍ଦଦମିତ ହୋଇ ରହିଥାଏ! ସେହିଭଳି ଜଣେ ପୁରୁଷ ଥିଲା ଅରବିନ୍ଦ ଖୁରାନା! ମଧ୍ୟପ୍ରଦେଶର ଭୋପାଳରେ ରହୁଥିବା ଅରବିନ୍ଦ ଖୁରାନା ଏକ ମ ଲ୍ ଟି ନ୍ୟାଶନାଲ କମ୍ପାନୀର ଅଧିକାର1 ଥିଲା! ଟଙ୍କା ପଇସାରେ ତା’ର ଅଭାବ ନ ଥିଲା ! ଅର୍ପିତାକୁ ବାହା ହୋଇ ସେ ବେଶ୍ ଖୁସିରେ ଥିଲା ! ତାର ମଧ୍ୟ ପିଲାପିଲି ଥିଲେ
   ଅର୍ପିତା ସୁନ୍ଦରୀ ହୋଇଥିଲେ  ମଧ୍ୟ ଅନେକ ସମୟରେ ଅରବିନ୍ଦ ଅନ୍ୟ ଏକ ନାରୀ ଉପଭୋଗ କରିବା ଇଚ୍ଛା କଗୁଥିଲା! ନାରୀକୁ ବାଦ୍ ଦେଲେ  ତା’ର ଆଉ ଅଭ୍ୟାସ ଥିଲା ମନ୍ଦ! ସେ ଅନ୍ୟ ନାରୀ ସୁଖ ଯାଇପାରୁ ନ ଥିଲା ସତ, ହେରେ ମଦ୍ୟପାନ କରିବାରେ ଆଦୌ ଅବହେଳ! କରୁନ ଥିଲା ! ଅବଶ୍ୟ ଏକଥା କୁହାଯାଇପାରେ ଯେ’ ଅରବିନ୍ଦର ମଦ୍ୟପାନଜୁ ନେଇ ତ!’ ପରିବାରରେ କେବେ କୌଣସି ପ୍ରକାର ଅସନ୍ତୋଷ ସୃଷ୍ଠି ହୋଇ ନ ଥିଲା

ଅର୍ପିତା ଏକ ମଧ୍ୟବିର ପରିବାରର ଝିଅ ! ଅର୍ପିତାର ବାପା ଅନେକ ଦିନରୁ ମୁତ୍ୟୁବରଣ କରିଥିଲେ ! ମା’ ମମତା ଅର୍ପିତାକୁ ଓ ସାନଝିଅ ସାଧନାକୁ ବହୁ କଷ୍ଟକରି ମଣିଷ କରିଥିଲା! ଅର୍ପିତାର ଅରବିନ୍ଦ ସହିତ ବିବାହ ହୋଇଥିବା ବେଳେ ସାଧନ! ବାହ! 6ହ!ରଥିଲା  ସନ୍ଦିପ ନାମକ ଜଣେ ବ୍ୟାଙ୍କ ଅଧିକା ରୀକୁ! ଦୁଇ ଭରଣାଙ୍କ ବୈବାହିକ ଜୀବନ ବେଶ୍ ଖୁସିରେ କଟୁଥିଲା! ଯେତେବେଳେ ଅର୍ପିତା ଗର୍ଭବତୀ ହେଲା, ସେତେବେଳେ ସାଧନା ଆସି ତା’ ପାଖରେ ରହି ତା’ର ସେବା ଶ୍ରଶୂଷା କରିଥିଲା! ଏବେ ଗର୍ଭବତୀ ହେଲା ସାଧନା! ତେଣୁ ଅପଚାର କର୍ତବ୍ୟ  ସେ ଯାଇ ସାନରଉଣୀର ଦେଖାଚାହାଁ କରିବା ସେ ସେଇଆ କଲା! ଅରବିନ୍ଦର ସହମତି ନେଇ ସେ ସାନଭଉଣୀ ପାଖକୁ ତାଲିଗଲା!
ଅର୍ପିତା ଚାଲିଗଲା ପରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲା ଅରବିନ୍ଦ! ଏକୁଟିଆ ହୋଇଯିବା ପରେ ଜଣେ ପୁରୁଷ ଭିତରେ ଯେଉଁ ପ୍ରବୃରି ଜାଗ୍ରତ ହୁଏ, ଅରବିନ୍ଦ ଭିତରେ ମଧ୍ୟ ସେମିତି ପ୍ରବୃରି ଚେଇଁ ଉଠିଲା ସେ ଘରକୁ ଫେରି ମଦ୍ୟପାନ କରୁ ଥିଲା! ଆଉ ଲା ଫ୍ ଟପରେ ସିଡା ଲଗେଇ ପର୍ଣ୍ଣ ଫିଲ୍ମ ନ୍ଦେଖୁଥିଲା! ଦିନେ ତା’ର ମନହେଲା- ଏ ପର୍ଣ୍ଣଫିଲ୍ମ ଦେଖ୍ କିଛି ପାଇବ ନାହିଁ ! ତା’ ପାଖରେ ସତସତିକା ଏକ ସୁନ୍ଦରୀ ନାର! ରହିବା ଦରକାର ! ଏହା ଭାବି ସେ ଘୁଗଲ୍ ସର୍ଜ କରିବାକୁ ଲାଗିଲା ! କିଛି  ସମୟ ପରେ ସେ ‘ଭୋପାଲ ଳଲ୍ ଗର୍ଲ ଡଟ୍ କମ୍’ ନାମରେ ଏକ ସାଇଟ୍ ପାଇଲା ସେଠାରେ ଏକ ମୋବାଇଲ ନମ୍ବର ଥିଲା! ସେ ନମ୍ବରରେ କଲ୍ କଲା ତ ସଙ୍ଗେ ସଙ୍ଗେ ସେପଟରୁ  ତାକୁ ଉତ୍ତର ମିଳିଗଲା ! ସେପରେ ମଣିଷ ତାକୁ ପଚାରିଲା- ସାର୍, ଆପଣ ଟ ଟ୍ ଡ ଚାହୁଁଛନ୍ତି  ନ! ଅନ୍ ଟତ୍ ଡ ଚାହୁଁଛନ୍ତି ! ‘ଟ ଟ୍ ଡ’ ହେଭଛନ୍ତି ପ୍ରଫେସନାଲ କଲ୍ ଗର୍ଲ! ଆଉ ଅନ୍ ଟ ତ୍ ଡ ହେରଛଚ୍ଚି ସମ୍ପୂର୍ଣ୍ଣ ନୂଆ ଝିଅ, ଯେଉଁମାନେ ଆଦୌ ପୁରୁଷ ସହିତ ସମ୍ପର୍କ ସ୍ଥାପନ କରିନାହାନ୍ତି ! ଯଦି ପ୍ରଫେସନାଲ କଲ୍ ଗର୍ଲ ଚାହିଁବେ, ତା’ହେଲେ ଆପଣକୁ ତିନିହଜାର ଟଙ୍କା ଦବାକୁହେବ! ଆଉ ଯଦି ଅନ୍ ଟତ୍ତ ତାହାନ୍ତି ’ ତା’ହେଲେ ଦଶରୁ ପନ୍ଦର ଜୋର ପଡ଼ିବ! ଏତଦ୍ ବ୍ଯତୀତ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିବା ଅରବିନ୍ଦର ଅପେକ୍ଷା କରିବାକୁ ତ ଧିର୍ଯ୍ଯ ନ ଥିଲା! ସେ କହିଲା- ‘ମୁଁ ଅନ୍ ଟବ୍ ଡ କଥ! ପରେ ଭାବିବି! ଆଗ ତୁମେ ଗୋଟେ ପ୍ରଫେସନାଲ୍ କଲ୍ ଗର୍ଲ ପଠାଅ

ସଂଗେ ସଂଗେ ତା’ ଦ୍ଵାଚ୍ ଛ୍ ରଆଫ୍ କୂ ଠିକଣା ଓ ସୁନ୍ଦରୀ କଲ୍ ଗର୍ଲର ଫଟୋ ଆସିଗଲା !ସେ ଠିକଣା ଜାଗାରେ ପହଞ୍ଚି  ଦ୍ଦେଖିଲା ତାକୁ ଅପେକ୍ଷା କରି ଗୋଟେ ସୁନ୍ଦରୀ ଝିଅ ଠିଆ ହୋଇଛି! ଅରବିନ୍ଦ ଦ୍ଦେଖିଲା’ ପ’ଟୋଠାରୁ  ବି ଖୁବ୍ ସୁନ୍ଦର ଲାଗୁଛି ଝିଅଟା! ତାକୁ କାରରେ ଧରି ଅରବିନ୍ଦ ଚାଲିଗଲା ନିର୍ଦିଷ୍ଟ ହୋଟେଲ କୁ , ଯେଉଁଠି ସୁନ୍ଦରୀ କଲ୍ ଗର୍ଲ ସହିତ ସେ ରାତିରେ ସପ୍ତମ ସ୍ୱର୍ଗର ସୁଖ ଅନୁଭବ କଲା
    ଏହାପରେ ଦୁଇଦିନ! ଦୁଇଦିନ ପରେ ଅରବିନ୍ଦ ମୋବାଇଲ୍କୁ ଏକ କଲ୍ ଆସିଲା! କଲର ନିଜର ପରିଚୟ ଦେଇ କହିଲା- “ସାର, ଆପଣ ଆମଠୁ ସଭିସ ନେଇଥିଲେ ! ଆମେ ଆପଣକୁ ‘ଅନ୍ଟଟ୍ଡ’ ସଭିସ ଦବାକୁ ଚାହୁଁ! ଆପଣ ନେବାକୁ ଆଗ୍ରହୀ ଅଛଚ୍ଚି କି?” ‘ଅନ୍ଟବ୍ଡ’ ଶବ୍ଦଟି ଶୁଣିବା ପରେ ଅରବିନ୍ଦ ମନରେ ନବ ଉନ୍ନାଦନା ଖେଳିଗଲା ଯେମିତି! ଜଣେ କୁଂଵାରୀ କୁ ଉପଭୋଗ କରିବାର ଯେଉଁ ମଜା, ତାହା ପ୍ରଫେସନାଲ୍ କଲ୍ ଗର୍ଲଙ୍କଠାରେ ମିଳେନାହିଁ! ସେଠି ଲାଗି ଅରବିନ୍ଦ କହିଲା- ‘ମୁଁ ପ୍ରସ୍ତୁଢୁଅଛି! ଆଉ ମୁ ବ ତୁମ ଗେଟ୍ ଜାଣେ!  ତୁମେ କେଉଁଦିନ ମୋତେ ସେ ସୁଯୋଗ ଦେବ କୁହ!’ କଲର କହିଲା- ‘ସାର ସେଥିଲାଗି ଆପଣଙ୍କୁ  ଟିକେ ଆକ୍ତି" କରିବାକୁ ହେବ! ଅର୍ଥାତ୍ ଆମେ ଆପଣକୁ ଗୋଟେ ଫାଇବ  ଷ୍ଟାର ହୋଟେଲ୍ କୂ ନଦୁ! ସେଠାରେ ଆପଣ ଜଣେ କମ୍ପାନୀର ଏମ୍.ଡି. ହୋଇ ବସିବେ ! କିଛି ଝିଅ ଆସିବେ ଇଣ୍ଟରଭିଉ  ଦବାକୁ! ସେଇଟା ଗୋଟାଏ ଡ୍ରାମା ! ସେମାନଙ୍କ ମଧ୍ୟଗୁ ସମସ୍ତେ କୁଆଁରୀ ଆଉ ଅଧିକା ଶ ‘କମ୍ପରମାଇକ୍’ କରିବାକୁ ତୟାର! ଯିଏ ଭଲ ଲାଗିବ, ଆପଣ ତାକୁ ‘କମ୍ପରମାଇକ୍’ ଜାଲରେ ପଜେଇବେ! ପ୍ରଥମେ ନାହିଁ କଲେ ବି ସେମାନେ ପରେ ରାଜି ହେବେ! କାରଣ ଆମେ ସେଇଭଳି ଗରିବ ଘରର ସୁନ୍ଦର! ଝିଅମାନଳୁ କେବଳ ବାଛିବାଛି ହିଁ ଇଣ୍ଟରଭିଉ ପାଇଁ ଡାକିଛୁ! ଆପଣଙ୍କ କାମ ହେଲା, ଆପଣ ଶେଷ ପର୍ଯ୍ଯ!ପ6ର ସେମାନକୁ ‘କମ୍ପରମାଇଜ’ ପାଇଁ ରାଜି କଗେଇବେ! ଏହାଦ୍ବାରା ଆପଣ ସମ୍ପୂର୍ଣ୍ଣ ପ୍ରେସ୍ ଝିଅ ପାଇଯିବେ! ଆଉ ଅନ୍ ଟଚଡ ବା କୁଆଁରୀ ଝିଅର ସୁଖ ମଧ୍ୟ ନେଇପାରିବେ! ତା’ପରେ ସଚୂ ଦାୟିତ୍ଵ ଆମର ସେ ସତରେ ଜବ  ପାଇବ କି ନ ପାଇବ, ସେକଥା ଆପଣ ଆମ ଉପରେ ଛାଡ଼ିଦିଅନ୍ତୁ! ଆପଣଙ୍କ ଉପରେ କୌଣସି ଆଞ୍ଚ ଆସିବ ନାହିଁ

       ଅରବିନ୍ଦ ଭାବିଲା, କଷ୍ଟକର ହେଲେ ବି ବେଶ୍ ମଜାଦାର ଏ ଖେଳା ତା’ଛଡ଼ା ପନ୍ଦର ହଜାର ଦଉଛି
ଯେତେବେଳେ ଏକାଧିକା ଝିଅଙ୍କ ମଧ୍ୟରୁ ଗୋଟେ ଭଲଝିଅକୁ ଉପଭୋଗ କରିବି ନାହିଁକ’ଣ ପାଇଁ
    ସମ୍ପୃକ୍ତ ବିନ ସେ ଯାଇ ନିର୍ଦିଷ୍ଟ  ତାରକା ହୋଟେଲ୍ରେ  ପହଞ୍ଜୁଲା! କିଛି ସମୟ ପରେ ତାକୁ ରିସେପସନିଷ୍ଟ ଫୋନ୍ କରି ଜଣେଇଦେଲ! ଯେ, ଇଣ୍ଟରଭୁୟେ! ଦବାକୁ କ୍ୟା ଣ୍ଠିଡେଟ୍ ମାନେ ଆସିଗଲେଣି! ସେ କହିଲା- ଜଣଜଣ କରି ପଠାଅ! ପ୍ରାୟ ସାତ ଆଠ ଜଣଙ୍କ ପରେ ଗୁମ୍ ଭିତରକୁ ପଶିଲା ପାୟଲ ଶର୍ମା! ପାୟଲ ଦେଖ୍ ବାକୁ ଯେମିତି ସୁନ୍ଦରୀ, ତା’ର କଥାବାର୍ଭ! ମଧ୍ୟ ସେମିତି ଶାଲିନ! ଅରବିନ୍ଦ ଭାବିଲା, ସେ ଏତେବିନ ଧରି ଏମିତି ଗୋଟେ ଝିଅକୁ ଖୋଜୁଥିଲା! ଯେମିତି ବି ହେଉ ସେ ପାୟଲକୁ ‘କମ୍ପରମାଇଜ’ ପାଇଁ ରାଜି କରେଇବା ସେ ଦ୍ଦେଖିଲା’ ପାୟଲର ବୟସ ଅତିବେଶୀରେ କୋଡ଼ିଏ ବର୍ଷ ହେବା ତା’ ମୁହଁରେ ତର ରହିଛି! ସେ ସମ୍ଭବତଃ ପ୍ରଥମଥର ପାଇଁ ଇଣ୍ଟରଭିଉ ପେସ୍ କରୁଛି! ଆଉ ସେ ଗରିବ ଘରର ଝିଅ ଭଳି ଲାଗୁଛି! ଅରବିନ୍ଦ ମନେମନେ ହସିଲ! ଓ ଗଳାକୁ ଗମ୍ଭୀର କରି ପଚାରିଲା- “ପାୟଲ! ତମେ ତା’ହେଲେ ଏମ୍ .ବିଏ କରିଛ ? ତୁମ ଯ୍ୟାମିଲି ବିଷୟରେ କୁହ!” ପାୟଲ କହିଲା- “ଘରେ ମୋର ମା’ ଏକୁଟିଆ ! ସେ ପିଲାଙ୍ଗୁ ଚ୍ୟୁସନ କରେ ! ସେଥ୍ରୂ ଯାହା ମିଳେ ଆମେ ଚଳୁ! ମୋର ଏ ଚାକିରି ନିହାତି ଦରକାର ସାର !” ଅରବିନ୍ଦ କହିଲା- “ଦେଖ ପାୟଲ! ଚୁମଠୁ
ହାୟର ଦ୍ୱାଲିଫାଏତ୍ କ୍ୟା ଶ୍ଚିଡେଟ ଅଛନ୍ତି ! ସେମାନେ ବି ଏ ପୋଷ୍ଠି° ପାଇଁ ଯୋଗ୍ୟ! ହେଲେ ମୁଁ ଚୁମକୁଏ ଚାକିରି ପାଇଁ ସିଲେକ୍ସନ କରିବି! କିନ୍ତୁ ତୁମକୁ ମୋ’ ସହିତ ‘କମ୍ପରମାରକ୍’ କରିବାକୁ ହେବ !” ପାୟଲ କିଛି ବୁଝିପାରିଲାନି! କହିଲା- “ସାର, ଏଇ କମ୍ପରମାଇକ୍ କ’ଣ ଓ କେମିତି କରିବାକୁ ହୁଏ ମୁଁ ଜାଣେନି!” ଅରବିନ୍ଦ ଦୂଝେଇଦ୍ଦେଲା- “କମ୍ପରମାଇଦ୍ ମାନେ ଦେହ ବିନିମୟ ! ତୁମେ ଯବି ମୋ’ ସହ ଦେହ  ଶେୟାର କରିବ ତା’ହେଲେ ମୁଁତୂମକୁ ଚାକରି ଦେ ବି!” ପାୟଲ କିଛି ସମୟ ଚୁପ  ହେଇ ବସିଲା! ଯେମିତି କାନ୍ଦିବ କାନ୍ଦିବ ହେତ୍ତଥିଲା! ଅରବିନ୍ଦ କହିଲା- “ତୁମେ ୱାଶରୁ ମ୍ ଯାଇପାର! ଆଉ ପ୍ରେଶ ହେଇ ଆସି ତୁମ ନିଷ୍ପରି ଶୂଣାଅ !” ସମ୍ଭବତଃ ସେଇଆ ଚାହୁଁଥିଲା ପାୟଲୀ ସେ ୱାଶରୁ ମ୍ କୂ ପଶିଯାଇ ଖୁବ୍ ଜୋରରେ କାନ୍ଦିଳା! କାନ୍ଦି କାନ୍ଦି ତା’ ଆଖ୍ ଫୁଲିଗଲା! ନାଲି ପଡ଼ିଗଲା!
ଅନେକ ସମୟ ପରେ ବାହାରକୁ ଆସି କହିଲା- “ମୁଁ କମ୍ପରମାଇଜ କରିବି ସାର! ହେଲେ ଥରୁଟେ! ମୋତେ ନିଶ୍ଚୟ ଚାକିରୀ  ମିଳିବ ତ?” ଅରବିନ୍ଦ କହିଲା- “ଡୋଣ୍ଟ ଓରୀ ! ଚାକିରୀ ତୁମ ପାଇଁ ଥୁଆ !” ମନେମନେ ଭାଚୂଥିଲା- ଦୋକା ଝିଅ ! ଚାକିରୀ ଥିଲେ ତ ପାଇବୁ ! ତାକୁ ବେଡ଼  ଉପରକୁ ନେ ଇଗଲା  ଅରବିନ୍ଦ! ପାୟଲ ଭିତରେ ଭିତରେ କାନ୍ଦୁଥିଲା! ପୁଣି ଦାରୁ ଥିଲା ! ସେ ଡରିଡରି କହିଲା- “ମୁଁଏବେବି କୁଆଁର! ଅଛି ସାର ! କିଛି ବି ଜାଣେନି ! ଏଇଟା ମୋର ଫାଷ୍ଟ ଟାଇମ୍! ମୋତେ ଭାରି ଡରମାଡ଼ୁଛି !” ଅରବିନ୍ଦ ମନେମନେ ଭାଟୁଥିଲା’ ତୂ କୁଆଁରୀ ଅଛୁ ଟୋଲି ତ ମୁଁ ତତେ କମ୍ପରମାଇକ୍ ପାଇଁ ରାଜି କରରଛି! କଣ ମୋଫତରେ ୧୫ ହଜାର ଗଣିଛି! ପାୟଲକୁ କହିଲା- “ଡରନି ପାୟଲ! ମୁଁ ସଚୂକିଛି ଠିକ୍ କରିଦେଚି!”
 ରାତି ପାହିଲା! ରାତିର ଭିତରେ ପାୟଲ ତା’ର ସବୁକିଛି ହରେଇଦ୍ଦେଲା! ଉଦ୍ଦେଶ୍ୟ ଚାକିରି ପାଇବ! ଅରବିନ୍ଦ ସକାଳେ ଫେରିବା ବେଳକୁ କହିଲା- “ଘରକୁ ଯାଅ ତୁମକୁ ଖୁବ୍ ଶୀଘ୍ର ଆପଏଣ୍ଟମେଣ୍ଟ ଲେଟର ମିଳିଯିବ
ମନେମନେ କିନ୍ତୁ ହସୁଥିଲା ଅରବିନ୍ଦ! ଭାଚୂଥିଲା, କେଡ଼େ ଶସ୍ତ! ଆଜିକାଲି କୁଆଁରୀ ଝିଅଟେ ପାଇବା! ଚାକିରି ପାଇବ ନା ଛେନାଗୁଡ଼! ନିଜ ମନର ଏ ଖୁସିକୁ ସେ ବେଶିଦିନ ଚାପି ରଖ୍ ପାରିଲା ନାହିଁ! ସେ ଏକ ବାର୍ ରେ ଚସି ମଦ୍ୟପାନ କରୁଥିବା ବେଳେ ତା’ର ସାଙ୍ଗ କୁ  ଏହିସବୁ କଥା  କହୂଥିଲା ଓ ସାବାସୀ ନୌ ଥିଲା ! ସେମାନଙ୍କ ଅଜାଣତରେ ସେଠାରେ ବସିଥିଲା ପୋଲିସ୍ ର ଜଣେ ଇନ୍ ଫ ର୍ମର! ଇନ୍ -ଫର୍ମର ଏଭଳି ଏକ ରା  କେଟ୍ କାମ କଗୁଥିବା  ବିଷୟ ଜଣେଇଦେଲ! ପୋଲିସ୍ ଇନ୍ ଚାର୍ଚଙ୍କୁ ! ସେମାନେ ଅରବିନ୍ଦଠୁ ସବୁ ଇଂଫ୍ ର ମେସନ୍ ନେଇ ସେହି ଭ୍ୟାକେଟ୍ କୁ ଠାବ କଲେ ଓ ନ୍ଯାକେଟ ଚଳାଉଥିବା ! କଲପ୍ରିଟ୍ ମାନଙ୍କୁ  ଗିରଫ କଲେ-



No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...