ମା ବାପା ତାର ନାମ ରଖ୍ ଥିଲେ
ବର୍ଷା! ବର୍ଷା ପ୍ରୟଦଶନୀ ସାହୁ! ସଂକ୍ଷେପରେ ବର୍ଷା ସାହୁ! ମାତ୍ର ଏମିତି ଏକ ଘଟଣା ଘଟିଲୀ’ ଯାହା
ତା’ର ନାମକୁ
ବଦଳେଇ ଦେଲା! ଖଣ୍ଡମଣ୍ଡଳରେ ତା’ ଡାକ ନାଁ ପାଲଚିଗଲା ‘ବୁଜେଟ୍ କୁଇନ୍ ବର୍ଷା’ ! ତେବେ
ସେ ବୁଲେ ଟ୍ ଚଳେ ଇ ନ ଥିଲା କାହାର ଜୀବନ ନେବା ପାଇଁ ଅଥବା ତୋରି ଡକାୟତି କରି ରାତାରାତି ବଡ଼ ଲୋକ
ହେବା ପାଇଁ ; ଅଧ୍ କନ୍ତୁ ସେ ବୁ ଲେଟ୍ର ସାହାରା
ନେଇଥିଲା ନିଜ ପ୍ରେମକୁ ସାକାର କରିବା ପାଇଁ!
ଉତ୍ତରପ୍ରଦେଶର ଗୋତିଏ ଜିଲ୍ଲା
ବାନ୍ଦା! ବାନ୍ଦା ଜିଲାର ମାତାଉନ୍ଦ ଥାନା ଅନ୍ତର୍ଗତ ଏକ ଗାଁ ମୋହନପୂର୍ବା! ସେହି ମୋହନପୂର୍ବା
ଗାଁର ଗୋପାଳ ସାହୁ ଓ ସନ୍ତୋଷ କୁ ମାରୀଙ୍କର ଗୋତିଏ ବୋଲି ଝିଅ ବର୍ଷା! ବର୍ଷ! ସ୍ନାର୍ଚ ଓ ପ୍ରେଟି
! ଗ୍ରାଜୁଏଶନ୍ ପରେ ସେ ବାନ୍ଦାର ଏକ ବ୍ୟାଙ୍କରେ ଅସ୍ଥାୟୀ ଭାବରେ କାମ କରୁ ଥିଲା! ଦୈନିକ ସେ ବାନ୍ଦାକୁ
ଯା’ଆସ୍ କରୂଥିଲା!
ବାନ୍ଦା ସହରର ଗୋତିଏ ସ୍ଥାନ ହେଉଛି ଛୋଟି ବାଜା ର ଉକ୍ତ ବଜାରରେ ଡାକ୍ତର ଶରଦ ଚନ୍ଦ୍ର ଚତୁର୍ବେଦୀଙ୍କ ଜ୍ଜିନିକ୍! ସେହି କ୍ଲିନିକ୍ ବାଟ ଦେଇ ବର୍ଷ! ସବୁଦିନ ତା’ ଚ୍ୟାଙ୍କକୁ
ଯାଏ ଓ ଫେରେ!
ଦିନେ ବର୍ଷ! ଦ୍ଦେଖ୍ ଲୀ’ କ୍ଲିନିକ ଗେଟ୍ ପାଖରେ ଠିଆ ହୋଇ ଯୁବକତିଏ ତାକୁ ଏକଲୟରେ ଚାହିଁନ୍ଥି!
ବର୍ଷା ଧ୍ୟାନ ଦେଲାନାହିଁ ! ଏମିତିରେ ଦିନେ, ସପ୍ତାହେ, ପନ୍ଦର ଦିନ ଏପରିକି ଦୁଇ ତିନିମାସ ବିତିଲା!
ଯୁବକଟି ସଷିଦ୍ଧିଦା ତାକୁ ଯିବାତୃବଳେ ଆଉ ଫେରିବା ବେଳେ ଚାହିଁ ରହୂଥିଲା! ବର୍ଷାକୁ ଅଜବ ଲାଗୁଥିଲା
ଏ ଦୃଶ୍ୟ! ସେ ଭଲଭାବରେ ଜାଣିଥିଲା- ଯୁବକଚ୍ଚିକୁ ସେ ଭଲ ଲାଗିଛି, ଆଉ ଯୁବକଟି ତାଳୁ ଭଲପାଇ ବସିଛି!
ଯୁବକଟି ନ୍ଦେଖ୍ବାକୁ ବି ଖୁବ୍ ସୁନ୍ଦର ଥିଲା! ତେଣୁ ଧୀରେଧୀରେ ବର୍ଷ! ମନରେ ଯୁବକଚି ପ୍ରତି ଦୁର୍ବଳତା
ସୃଷ୍ଠି ହେଲା! ଯିବା ଆସିବା ବେଳେ ତା’ ଆଖ୍ ମନକୁମନ ଜ୍ଜିନିକ୍ର ସେଇ ଗେଟ୍ ଆଡ଼କୁ ଟାଣି ହୋଇଯାଉଥିଲା ଏବଂ ଯୁବକଟିଜୁ
ଦେଖ୍ ସେ ଖୁସିରେ ଆତ୍ମହରା ହୋଇ ଉଠୁଥିଲା
ଏମିତି କିଛି ଦିନ ଯିବା ପରେ ପୁଅଟି ଆସି ତା’ ସହିତ
ବାଟ ଚାଲିବାକୁ ଲାଗିଲା! ବର୍ଷ! ଖୁସି ହୋଇଗଲା! ଭାବିଲା- ଯା’ଦ୍ଦେର
ବାବୁ ତା’ହେଲେ
ଏତେଦିନ ପରେ ପାଖକୁ ଆସିବାର ସାହସ କଲେ! ପୁଅଟି କହିଲା- ‘ମୁଁ ତୁମ ନାଁ ଜାଣିପାରିବି କି?’ ବର୍ଷ! ତା’ ନାଁ
କହିଲା ! ପୁଅଟି କହିଲା- ‘ବହୃତ ବଢ଼ିଆ ନାଁ! ଆଚ୍ଛା, ତୁମ ସେଲ୍ ନମ୍ବର ?° ବର୍ଷା ତାକୁ ଏକ ପ୍ରଶିଳ
ଦୃଷ୍ଟିରେ ଅନେଇଲା ! ଯୁବକ କହିଲା- ‘ଦେଖ, ମୋର ଅନ୍ୟ -କିଛି ଉଦ୍ଦେଶ୍ୟ ନାହିଁ! ତୁମକୁ ମୋର ଡେର କଥା ଅଛି କହିବାକୁ
ଅଛି! ଆଉ ମୁଁସେସଚୁ ଫୋନ୍ଗେ ହିଁ କହିପାରିବି!’ ବର୍ଷ!
ମନେମନେ ହସିଲା! ଭାବିଲା, ସଚୁ ପ୍ରେମିକ ଭୟାନ୍ଧା ପ୍ରେମିକାକୁ ଦେଖୁଦେଖୁ ସେମାନଙ୍କର ହୋସ୍ ଉଡ଼ିଯିବା
କହିଲା- ଠିକ୍ଅଛି ମୋ’ ନମ୍ବର ଲେଖା ବର୍ଷା ତା’ ନମ୍ବର ଡାକିଦ୍ଦେବାରୁ ପୁଅଚି ତା’ମୋବାଇଲ୍ରେ ଫିତ୍ କରିଦେଲା! ଠିକ୍ ସେଇଦିନ ସଞ୍ଜବେଳେ
ବର୍ଷାକୁ ଫୋନ୍ କଲା ପୁଅଟି, ଯେଉଁ ଫୋନକୁ ବକୋରୀ
ଭଳି ଅନେଇ ରହିଥିଲା ବର୍ଷା! ବର୍ଷ! ସେଇଠି ଜାଣିଲ! ଯେ ପୁଅର ନାମ ଅଶୋକ! ଅଶୋକ ଯାଦବ! ସେମାନଙ୍କର
ଗୋଟିଏ ଗ୍ରାମ!
ରାମହିତ ଯାଦବ ଓ ଅର୍ଚ୍ଚନା ଯାବବଙ୍କ ବଡ଼ପୁଅ ହେଉଛି ଅଶୋକ! ଅଶୋକର ସାନଭାଇ
ଜିତେ ନ୍ଦ୍ର! ଗ୍ରାଜୁଏସନ୍ ସରିବା ପରେ ଅଶୋକର ଆଉ ବେଶୀପାଠ ପଢ଼ିବାକୁ ଇଚ୍ଚାହେଲା ନାହିଁ! ତା’ର ମେଡ଼ିସିନ୍
ଉପରେ କିଛିକିଛି ଜ୍ଞାନ ଥିଲା ! ରାମହିତ ତାକୁ ଡାକ୍ତର ଶରଦ ଚତୁଃର୍ଚଦୀଙ୍କ କ୍ଲିନିକ୍ ରେ ଜଣେ କମ୍ପାଉଣ୍ଡର ଭାବରେ ରଖେଇବେଲେ! ବେଶ୍ ଦିନ୍ ପରସା
ରୋଜଗାର କରିପାରିଲା ଅଶୋକ! ରାମହିତ ଜଣେ ବଡ଼ ଚାଷ!
ଥିଲେ ! ତାଙ୍କର ଟଙ୍କାପରସାର ଅଭାବ ନଥିଲା ! ଅତଏବ ରାମହିତ ଅଶୋକକୁ ପୁନମ୍ ଟୋଲି ଗୋଟେ
ଝିଅ ସହିତ ବାହ! କରେଇଦେଲେ ! ପୁନମ୍ କୁ ପାଇଁ ଅଶୋକ
ନିଜକୁ ଭାଗ୍ୟବାନ ମନେକଲା!କିଛି ବର୍ଷ ବ୍ୟବଧାନରେ ପୁନମ୍ ଦୁଇଟି ତ୍ପତ୍ରସନ୍ତାନ ଜନ୍ମ ଦେଲା ! ସବୁ
ଠିକ୍ଠାକ୍ ଚାଲିଥିବା ବେଳେ ଦିନେ ଏକ ଦୁରା ରୋଗ୍ୟ
ବ୍ୟାଧ୍ ରେ ପଡ଼ିଲା ପୁନମ୍! ସେଇ ଥିରେ ତା’ର ଜୀବନ
ଚାଲିଗଲା!
ପୁନମ୍ କୁ ହରେଇ ସମ୍ପୂର୍ଣ୍ଣ ଭାବରେ ଭାଗି ପଡ଼ିଲା ଅଶୋକା ତାର କାମରେ
ମନ ଲାଗିଲା ନାହିଁ! ଏପରିକି ସେ କିସେ ପିଲାଦୂଇଟାକ
ପ୍ରତି ମଧ୍ୟ ଯତ୍ନଶୀଳ ହେଲାନାହିଁ! ସବୁବେଳେ ମନମାରି
ବସି ପୁନମ୍ କୂ ଭୀବିବାରେ ଲାଗିଲା! ରାମହିତ ଓ ଅର୍ଚ୍ଚନା ଦେବୀ ଏହା ବେଖ୍ ଭୟ କରିଗଲେ ! ସେମାନେ---
ଆଶଙ୍କ! କରୁ ଥିଲେ , କାଳେ ପୁନମ୍ ର ବିରହରେ ଅଶୋକ
ଆତ୍ମହତ୍ୟା କରିବେନି ତ ? ନା’ ସେମିତି କିଛି ହେଲାନାହିଁ ! ଛ’ମାସ ପରେ ମନକୁମନ ଅଶୋକ ଡାକ୍ତର ବତୂର୍ବେଦୀଙ୍କ
କ୍ଲିନିକ୍ ଗଲା ! ସେଠାରେ ତା’ର ଜଣେ
ସାଙ୍ଗ ଥିଲାରାହୂଲ୍! ରାହୁଲ ପାଖରେ ସେ ତା’ର ମନକଥା ସେୟାର କରୁ ଥିଲା ! ମୋଟାମୋଟି ଭାବରେ ପୁନମ୍
କବଳରୁ ଧୀରେଧୀରେ ମୁକୁଳୁଥିଲା ଅଶୋକ ଏମିତି ଅବସ୍ଥାରେ ଦିନେ ସେ ବେଖ୍ ଥିଲା ବର୍ଷାକୁ! ଆଉ ବର୍ଷାକୁ ଦେଖ୍ ବା ପରେ ଯେମିତି ତା’ ଭିତରେ
ପୁଣିଥରେ ପୁନମ୍ ଢାଗି ଉଠିଲା ! କାରଣ, ଶତପ୍ରଡିଶତ ନହେଲେ ବି ବର୍ଷା ଭିତରେ ସେ ପୁନମ୍ କୂ ହିଁ
ଆବିଷ୍ଠାର କରୁ ଥିଲା ! ଆଉ ବର୍ଷାକୁ ଭଲପାଇ ବସିଥିଲା ! ଏବେ ସେ ସମ୍ପୂର୍ଣ୍ଣ ରୂପରେ ବର୍ଷାର ପ୍ରେମରେ!
ଅଶୋକଠୁ ସବୁକିଛି ଶୁଣିବା ପରେ ମନେମନେ ହସିଥିଲା ବର୍ଷା! ଆଗରୁ ତ ସେ
ଅଶୋକକୁ ଭଲପାର ସାରିଥିଲା! ତେବେ ସ୍ତ1କୁ ହରେଇଥିବା
ପୁଣି ଦୁଇଟି ପିଲାର ବାପକୁ ଭଲପାଇବା ପାଇଁ ସାଧାରଣତଃ କୌଣସି ଝିଅ ପସନ୍ଦ କରନ୍ତି ନାହିଁ!
ହେଲେ ବର୍ଷା ଥିଲା
ଗୋଟେ ଭିନ୍ନ ନ୍ୟାଟେଗୋରୀର ଝିଅ! ତା’ ଦୃଷ୍ଟିରେ
ଅଶୋକ ଥିଲା ଗୋଟେ ଖୋଲା ହୃଦୟର ମଣିଷ ! ସେ ତ ତା’ ସ୍ତ1କୁ ମାରିନ୍ଦେଇନି ତା’ ଛଡା
ବାପ ହେବା କ’ଣ ଅପରାଧ;
ଯେଉଁଥ୍ ପା ଇଁ ପୁଚ୍ଛଷଟିଏ କୌଣସି ଝିଅର ପ୍ରେମ ପାଇବ ନାହିଁ କିମ୍ବା ବାହାହେଇ ପାରିବନି! ସେ କହିଲା:
‘ଅଶୋକ ! ମୁଁ ତୂମକୁ ଆଗରୂ ପ୍ରେମ କରୁ ଥିଲି ଏବେ କିନ୍ତୁ ମୁ ତୁ ମକୁ
ବାହା ହେବାକୁ ଚାହୁଁଛି! ଖାଲି ବାହା ହେବାକୁ ଚାହୁଁନି; ମୁଁ ତୁମ ଦୁଇ ପିଲାଙ୍କର ମା’ ହେବାକୁ
ପ୍ରସ୍ତୁତ !’
ଅଶୋକ ଜୀବନରେ ଯେମତ ଖୁସୀର
ମହୋତ୍ସବ ଲାଗିଗଲା ! ଡାକୁ ଲାଗିଲା ପୁନମ୍ ଯିବା ପରଠୁ ସେ ଯେମିତି ଅନ୍ଧାରରେ ଥିଲା ! ଆଉ ବର୍ଷ!
ଆସିବା ପରେ ତା’ ଜୀବନକୁ
ପୁଣିଥରେ ଆଲୋକ ଫେରିଆସିଲା! ସେମାନେ ପାଲଟି ଗ ଲେ ପ୍ରେମିକ ପ୍ରେମିକା
ପ୍ରେମର ପଥ କେବେ
ବି ସରଳ କିମ୍ବା ସହଜ ନୁହେଁ! ଅଶୋକ ଆଉ ବର୍ଷାର ପ୍ରେମକାହାଣ! ଅଛପା ହୋଇ ରହିଲାନାହିଁ! ବର୍ଷାର
ବାପାମା’ଙ୍କ ମୁଣ୍ଡରେ
ଯେମିତି ଚଡ଼କ ପଡ଼ିଗଲା ! ସେମାନେ ବର୍ଷାକୁ ଡାକି ବୁଝେଇ ଲେ! ମାତ୍ର ବର୍ଷ! ରୋକ ଥୋକ ଜଣେ ଇଚ୍ଚଲେ!- ସେ ଅଶୋକକୁ ଭଲପାଏ! ତାକୁ କେହି ଅଶୋକ ଠାରୁ
ଅଲଗ! କରିପାରିବେ ନାହିଁ କିମ୍ବା ଖୋଦ୍ ଅଶୋକ ବି ତା’ଠୁ ଅଲଗ! ହେଇ ଆଉ କାହାକୁ ବାହା ହେଇପାରିବନି! ସେମିତି
କଲେ ସେ ଅଶୋକକୁ ବାହାବେବୀରୁ ରଠେଇ ଆଣିବ-- ଅନ୍ୟପଟେ
ଅଶୋକ ଉପରେ ମଧ୍ୟ ପ୍ରବଳ ଚାପ ପଡ଼ିଲା! ସେମାନେ ଯାଦବ!
ସେମାନେ ଗୋଟେ ସାହୁ ଘରର ଝିଅକୁ କେମିତି ବୋହୁ କରି6ବୀ ଏମିତିରେ ଦିନେ ଅଶୋକର ବାହାଘର ଆରତୀ ନାମ୍ନ1
ଗୋଟେ ଯାଦବ ବଂଶୀୟ ଝିଅ ସହିତ ଠିକ୍ ହୋଇଗଲା! ଅଶୋକଜୁ ଆଉ କ୍ଲିନିକ୍ କୁ ଛଡା ଗଲାନି! ଅଶୋକଳୁ ନଦ୍ଦେଖ୍
ପାଗଳୀ ହେଇଗଲା ବର୍ଷ! ! ଦିନେ ସେ ଯାଇ ପହଞ୍ଚିଗଲା କ୍ଲିନିକ୍ ରେ! ରାହୂଲ୍ କୁ ସେ ଜାଣିଥିଲା! ପଚାରିଲା-
‘ଅଶୋକ କେଉଁଠି ଅଛି?’ ରାହୁଲ କହିଲା- ‘ଅଶୋକର ତ ଆଜି ବାହାଘର!’ଏକଥା ଶୁଣିବା ପରେ ପାବ ତଳୁ ଯେମିତି
ମାଟି ଖସିଗଲା ବର୍ଷାର! ତା’ ମୁଣ୍ଡ ଘୂଗେଇ ଦଭଥିଲା! ତା’ ଆଖ୍ ଚୂ ଦୁଇଟୋପା ଲୁହ ଖସି ପଡୁଥିଲା!
ମାତ୍ର ଲୁହକୁ ବୋ ହିଯିବା ପାଇଁ ଦେଲାନି ବର୍ଷା! କହିଲା-
ରାହୃଲ୍! ତୂ କ’ଣ ଭାବୁଛୁ ମୋତେ ଛାଡ଼ି ଆଉ କାହାକୁ ତାହାହେଲେ ଅଶୋକ ଖୁସୀ ହେବ ” ରାହୂଲ
କହିଲା- ‘କେ ବେ ବି ନୁହେଁ ! ମୁଁଚ୍ଚାଣେ’ ତୂ ଅଶୋକକୁ ଯେତିକି ଚାହୁଁନ୍ଧୁ ଅଶୋକ ବି ତତେ ସେତିକି
ଚାହୁଁଛି!’ ବର୍ଷ! କହିଲା- ‘ମୁଁଏବେ ଅଶୋକକୁ ତ୍ତଦ୍ଧାର କରିବାକୁ ଯିବି! ତୁ ତା’ର ବନ୍ଧୁ!
ତୁ ମୋତେ ସାଥ୍ ଦବୁ!’ ରାହୁର କହିଲା- ‘ବର୍ଷା! ମୁଁ ତୋ
ସାଥ୍ରେ ଅଛି!’ ବର୍ଷ! କହିଲା- ‘ବେଶ୍ ତୁ
ଗୋଟେ ଫୋର ଦ୍ୱିଲର୍ସ ଠିକ୍ କର-- ଆଉ ଯାହା କରିବା କଥ! ମୁଁକରିବି! ଆମେ ଠିକ୍ ରାତି ଏଗାରଟାରେ
ବାହାରିବା
ସବୁକିଛି ଯୋଗାଡ଼ ହେଇଗଲା! ଗୋଟେ ସ୍କପିଓ ଗାଡ଼ି ନେଇ ବାହାରି ପଡ଼ିଲେ
ବର୍ଷା ଆଉ ରାହୁଲ୍! ପହଞ୍ଚା ବେଳକୁ ଅଶୋକ ଆରତୀ ସହିତ ଫେରା ରୁ ଲିବାକୁ ପ୍ରସ୍ତୁତ ଵିହେଉଥିଲା
! ଝଡ଼ ଇଳି ସେଠି ଉପସ୍ଥିତ ହୋଇଗଲା ଚଷା ! ଅଣ୍ଟାରୁ ବାହାର କରୀ ଆଣଲା ଏକ ରିଭଲଭର ! କହିଲା- ‘ଅଶୋକ କେବଳ ମୋର ! ସେ ମୋତେ
ଭଲପାଏ! ଆଉ ମୁଁ ବି ତାକୁ! ମୁଁତାକୁ ଏଇ ବେଦୀ ଉପରୁ
କିଡ଼୍ ନାପ କରି ନେଉଛି କେହି! କେହି ଆଗକୁ ଆସିଲେ ମୁଁ ଗୁଳିକରି ଖପୁରୀ ଉଡ଼େଇଦ୍ଦେଚି !’ ସମସ୍ତେ
ଚୁପ ଚାପ ଠିଅ! ହୋଇ ଥିଲେ ! ଆଉ ‘ଦ୍ଦେଖୁ ଥିଲେ
’ ଅଶୋକକୁ ନେଇ ପଳେଇଯାଉଛି ବର୍ଷା! ସାମାନ୍ୟ ବି ପ୍ରତିବାଦ କରୁନି ଅଶୋକ ! ଓଲଟି ତା’ ହାତକୁ
ଧରି ସ୍ଵେଚ୍ଛାରେ ଚାଲି ଯାଉଛି!
ଅଭିଯୋଗ କ୍ରମେ ପୋଲିସ୍ ଗିରଫ କଲା ବର୍ଷାକୁ! ଆଉ ବର୍ଷ! ଏବଂ ଅଶୋକଠୁ
ଯାହା ଶୁଣିଲା ସେଥିରେ ସେମାନଙ୍କ ମୁଣ୍ଡ ଗୋଳମାଳ
ହୋଇଗଲା ବର୍ଷ! କହିଲା- ଅଶୋକଜୁ ପାଇବା ପାଇଁ 6ମାର ଏଇଟା ଗୋଟେ ନାଟକ ଥିଲା! ଅଶୋକ ଚି କହିଲା- ମୁଁ
ବର୍ଷାକୁ କହିଥିଲି ଏମିତି କରିବା ପାଇଁ ! ମୁଁ ଜାଣିଥିଲି ବର୍ଷାକୁ ବାଦ୍ ଦେଲେ କେହି ବି ମୋତେ ବଂଚେଇ ପାରିବେନି! କାରଣ ବର୍ଷ! ଭିତରେ ମୁଁ ମୋ ପୁନମ୍ୱକୁ ହିଁ
ଖୋଜିପାଇଥିଲି
No comments:
Post a Comment