Thursday 2 November 2017

ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା

୨ 0୧୭, ଜାନୁଆରୀ ୩0 ତାରିଖର ସକାଳ! ଭଗବାନଦାସ କୁ ଶୱା ଓ ତାଙ୍କ ପତ୍ନୀ ଘର ଅଗଣାରେ ବସି ଚା’ ପିଉଥିଲେ! ଏତିକି ବେଳେ ଭଗବାନଦାସଙ୍କ ପତ୍ନୀ ବିମଳା ଦେବୀ କହିଲେ ଏତେ ବେଳ ହେଲାଣି! ରାମରତନ ଏତେବେଳ ଯାଏ ଶୋଇରହିଛି! ତାର କଣ ବେହପା’ କିଛି ଖରାପ ହେଲା କି ? ରାମରତନ ଥିଲା ଭଗବାନଦାସଙ୍କ ପ୍ରଚୁର]! ରାମରତନ ଅଧିକ ସମୟ ପର୍ଯ୍ୟନ୍ତ ନ ଉଠିବାର ଭଗବାନଦାସ ତା’ କୋଠରି ଭିତରକୁ  ଯାଇ ତାକୁ  ବଡ଼ପାଟିରେ ଡାକିଲେ! ମାତ୍ର ରାମରତନ କୌଣସି ଜବାବ ବେଇନଥିବାରୁ ସେମାନେ ଯାଇ ତାକୁ  ହଲାଇଲେ! ହେଲେ ତା’ ଶର1ର ସେତେବେଳକୁ ପୂର! ବରଫ ଭଳି ଥଣ୍ଡା ପଡ଼ିଯାଇଥିଲା! କୌଣସି ରୋଗଚ୍ୟାଧି ନାହିଁ! ବିନା କାରଣରେ ୩୨ ବର୍ଷ ବୟସର ମ୍ପୃବକଟିର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନଥିଲେ ଭଗବାନ ଦାସ! ଏତିକି ବେଳେ ତାଙ୍କ ନବର ପଡ଼ିଲା ରାମରତନ ବେକରେ କିଛି ଚିହ୍ନ ଯାହା ବେଖିବାକୁ  ସ୍ବାଭାବିକ ନଥିଲା! ଆଉ ଡେରି ନକରି କେତେଜଣ ପଡ଼ୋଶୀକୁ  ଡାକି ସେ ନିକଟସ୍ଥ ତିଘରା ଥାନା ଅଭିମୂଖେ ଚାଲିଲେ! ତିଘରା ଥାନାଧିକାରା ଆର ପି ମିଶ୍ରା ଭଗବାନଦାସଙ୍କ କଥାକୁ ଗୁରୁତ୍ଵ ସହ ଗ୍ରହଣ କରି ତୁରନ୍ତ ନିଜ ଦଳ ସହିତ ଆସି ପହଞ୍ଚିଯାଇଥିଲେ ଘଟଣା ସ୍ଥଳରେ! ଆଉ ପହଞ୍ଚିଲା ପରେ କାଣିବାକୁ  ପାଇଲେ ରାମରତନକୁ  କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି

ଏହାମଧ୍ୟରେ କୌଣସି ସୂତ୍ରରୁ ଖବାର   ପାଇ ରାମରତନର ପତ୍ନୀ ମାଳତୀ ତା’ବାପଘରୁ ଆସି ପହଞ୍ଚିଯାଇଥିଲା ରାମରତନର ଶବ ପାଖରେ ବସି ମୁଣ୍ଡ ପିଟି ପିଟି କାରୁଥିଲା! ତେତେ ମାଳତୀକୁ  ଦେଖିଲା ପରେ ଭଗବାନଦାସ ଓ ତାଙ୍କ ଯାକ ମୁହଁରେ ଘୃଣା ଭାବ ସଷ୍ଟ ବରି ହେଉଥିଲା ଏହା ଲକ୍ଷ୍ୟ କରିପାରିଥିଲେ ଆନାଧିକାରୀ ଆର୍ ପି ମିଶ୍ରା! ଶବ ବ୍ଯବଛେଦ ପାଇଁ ପଠାଇ ଦେଇ ସେ ଭଗଚାନଦାସକ’ ସହିତ ଏକାନ୍ତରେ କଥା ହୋଇଥିଲେ! ଭଗବାନଦାସକ’ କହିବା ଥିଲା ମାଳତୀର ସ୍ୱଭାବ ଚରିତ୍ର ଠିକ ନୃହେଁ ତ୍ସାମାର ମୃତ୍ୟୁ ପରେ ସେ କେବଳ ଲୋକ ବେଖାଣିଆ ଭାବେ କାନ୍ଦୁ  ଭଗଚାନଦାସ କହିଥିଲେ ରାମରତନର ସଂପର୍କ1ୟ ଭାଇ ଲାଖନ ସହିତ ମାଳତୀର ଅବୈଧ ସଂପର୍କ ଅଛି! ଭଗବାନଦାସକ କଥାରୁ ଆର୍ ପି ମିଶ୍ରା ଅନ୍ମମାନ କରିନେଇଥିଲେ ପେ ରାମରତନର ହତ୍ୟା ପଛରେ ଅବୈଧ ପ୍ରେମ ଏକ ବଡ଼ କାରଣ ହୋଇପାରେ!

ଘଟଣାର ଦୁଇ ଦିନ ପରେ ଆର୍ ପି ମିଶ୍ରା ନିଜେ ଯାଇ ମାଳତୀ ସହିତ ବେଖାକଲେ! ଆର୍ ପି ମିଶ୍ରାକୁ  ଦେଖି ସେ ପଚାରିଲା ସାହେବ ମୋ ସ୍ବାମୀଙ୍କ ହତ୍ୟା କିଏ କରିଛି କିଛି ଜଣାପଡ଼ିଲା! ଆର୍ ପି ମିଶ୍ରା କହିଲେ ତଦନ୍ତ କାରି ରହିଛି! ଏହାପରେ ମାଳତୀକୁ  ପଚାରିଥିଲେ ଲାଖନ ସହିତ ତାର ସଂପର୍କ ବିଷୟରେ! ହେଲେ ମାଳତୀ ଟିକେ ବି ସକୋଚ ନ କରି କହିଲା ଲାଖନ ସହିତ ତା’ର କିଛି ବି ସଂପର୍କ ନାହିଁ! ର୍ଗାବାଲା ମିଛରେ ତା’ ଚରିତ୍ରକୁ ନେଇସନ୍ଦେହ କଚୁଛରି! ଆର ମି ମିଶ୍ରା କହିଲେ ଠିକ ଅଛି!
ଯେତେବେଳେ ତା’ର ଆବଶ୍ୟକତା ପଡ଼ିବ ସେ ଯେମିତି ତ୍ପଲିସ ଷ୍ଟେସନରେ ପହଞ୍ଚିବ! ଏହାପରେ ଥାନାଧିକାରା ଆର ପି ମିଶ୍ରା ଭଗବାନଦାସକୁ  ଥାନାକ୍ଳ ତକାଇ ମାଳତୀର ଫୋନ୍ ନମ୍ବର ହାସଲ କରିନେଇଥିଲେ!

ଏଥର ଆରପି ମିଶ୍ରା ନିଜ  ଟିମ୍ ସହିତ ଲାଗିପଡ଼ିଲେମାଳତୀର ମୋବାଇଲ୍ର କଲ୍ ଡିଟେଲୁ ବାହାର କରିବାରେ ଜଣାପଡ଼ିଲା ନିଦିଷ୍ଟ ଗୋଟିଏ ନମ୍ବରକୁ  ମାଳତୀର ପୋନ୍ ରୂକଲ୍ ଯାଇଛି ! ସେହି ନମ୍ବର ଟ୍ରାକ କରୁକରୁ ତାହା ଲାଖନର ଥିଲା ବୋଲି ଜଣାପଡ଼ିଲା ଲାଖନକୁ  ଧରିବା ପାଇଁ ଯିବା ବେଳକୁ  (କୌଣସି ସୂତ୍ରରୁ ଖବର ପାଇ ସେ ଫେରାର ହୋଇଯାଇଥିଲା! ଅନ୍ୟପଟେ ଘୁଲିସ ମାଳତୀ ଉପରେ ବି ନବର ରଖିଥିଲା କିଛିଦିନ ମଧ୍ୟରେ ମାଳତୀ ନିକ ବାପଘରକୁ ଫେରିପାଇଥିଲା ହଠାତ୍ ଦିନେ ତିଘରା ଥାନାକୁ  କେହି ଜଣେ ଫୋନ୍ କରି ଖବର ବେଲେ ମାଳତୀର ବାପଘର ଗାଁ’ରେ ଲାଖନ ରୁଲୁଥିବାର ଦେଖିବାକୁ  ମିଳିଛି!- ଏହି ସୁଯୋଗ ହାତଛଡା଼ ନ କରି ଆର୍ ପି ମିଶ୍ରା ନିଜ ଟିମ୍ ସହିତ କାବୁ କରିନେଇଥିଲେ ଲାଖନକୁ ! ଏହା ସହିତ ମାଳତାକୁ  ମଧ୍ୟ ଥାନାକୁ  ନିଆଗଲା ! ଧରା ପଡ଼ିଗଲା ପରେ ଲାଖନ ଓ ମାଳତୀ ମିଛସତ କହିବାକୁ ଲାଗିଲେ! କିନ୍ତୁ  ପୁଲିସର ଧମକ ଆଗରେ ଲାଖନ ଅଧିକ ସମୟ ଚାଲାକି ଦେଖାଇ ପାରିନଥିଲା! ସବୁ  ସତ କଥା ମାନିଗଲା! ସେ ହିଁ
ମାଳତୀର କହିବାନୃସାରେ ରାମରତନକୁ  ହତ୍ୟା କରିଥିଲା
 ରାମରତନର ହତ୍ୟା ପୂର୍ବରୁ କାହାଣୀ ଥିଲା କିଛି ଏମିତି ! ରାମରତନ ଠାରୁ ବୟସରେ ୧0 ବର୍ଷ ସାନ ଥିଲା ମାଳତୀ ! ରାମରତନ ସିଦ୍ର୍ୟରିଟି ଗାର୍ଡ ଚାକିରି କରୁଥିଲା! ମାଳତୀର ବୟସ କମ୍ ହୋଇଥିବାରୁ ରାମରତନ ତା’ର ସବୁ  ଅଳି ଅର୍ଘଳି ପୂର! କରିବାର ବେଷ୍ଟ! କରୁଥିଲା! ଏମିତିକି ଭଗବାନ ଦାସ ଓ ତାଙ୍କ ପତ୍ନୀ ମଧ୍ୟ ମାଳତାକୁ  ଝିଅ ଭଳି ଭଲପାଉଥିଲେ! ମାତ୍ର ମାଳତାର ଇଚ୍ଛା  ! ଥିଲା ସେ ସହରରେ ଯାଇ ରହିବ! ମାଳତୀର ଏହି ଇକ୍ରାଟିକୁ  ରାମରତନ ପୂରଣ କରିପାରୁନଥିଲା! ଏଥିପାଇଁ ରାମରତନ ସହିତ ମାଳତୀ ଅନେକ ସମୟରେ ଯୁକ୍ତିତର୍କ କରୁଥିଲା!
ଦୁହିଁଙ୍କ ସଂସାର ଏମିତି ଆଗକୁ  ବଢୁଥିଲା! ରାମରତନର କାର୍ଯ୍ୟର ସମୟସୀମା ବି ଦିନକୁ ଦିନ ବଢୁଥିଲା! ଅନେକ ଦିନ ତା’ର ନାଇଟ୍ ତ୍ୟୁଟି ପଡୁଥିବାରୁ ସେ ରାତିରେ ଘରକୁ  ଫେରିପାରୁନଥିଲା! ରାମରତନର ଅନୁପସ୍ଥିତି ମାଳତାକୁ ବିଛଣାରେ ଏକୁ ଟିଆ କରିଦେଉଥିଲା ! ସେ ଶରୀର ସୁ ଖରୁ ବଞ୍ଚିତ ହେଉଥିଲା! ହେଲେ ଏ ବିଷୟରେ ମୁହଁ ଖୋଲି ରାମରତନକୁ  ବି କହିପାରୁନଥିଲା! ମାତ୍ର ଏହି କାରଣରୁ ସେ ସମସ୍ତଙ୍କ ଉପରେ ଗରଗର ହେଉଥିଲା! ଏହା ମଧ୍ୟରେ ଦିନେ ତାଙ୍କ ଘରକୁ  ଆସିଥିଲା ଲାଖନ ଯିଏ କି ରାମରତନର ସଂପର୍ଜାୟ ଭାଇ ଥିଲା! ପ୍ରଥମ ବିନରୁ ହିଁ ଲାଖନକୁ  ମନେ ମନେ ପସନ୍ଦ କରିଦେଇଥିଲା ମାଳତୀ! ହେଲେ ମନକଥା କହିପାରୁନଥିଲା! ତଥାପି ମନକଥା ମନରେ ଲୁଚାଇ ସେ ଲାଖନକୁ  କହିଥିଲା ରୁମ ଭାଇ ତ ମୋ କଥା ପଚାଚୁ ନାହାନ୍ତି ! ତ୍ଵମେ ହେଲେ ଟିକେ ବୁଝ!ମଝିରେ ମଝିରେ ଆମ ଘରକୁ  ବୁଲିବାକୁ  ଆସ! ମତେ ଗପିବା ପାଇଁ କେହିଳଣେ ସାଥା ତ ମିଳିଯିବେ!

ଲାଖନ ସେଦିନ ମାଳତୀର ଇସାରା ରୁଝିପାରିନଥିଲା!ତେବେ କିଛିଦିନ ପରେ ସେ ପୁଣି ଥରେ ମାଳତୀ ଘରକୁ  ଆସିଥିଲା ସେତେବେଳେ ଘରେ ରାମରତନ ନଥିଲା!ଭଗବାନନ୍ଦାସ ଓ ତାଙ୍କ ପତ୍ନୀ କିଛିଦିନ ପାଇଁ ଝିଅ ଘରକୁ  ଯାଇଥିଲେ! ଏହା ଥିଲା ମାଳତୀ ପାଇଁ ସ୍ବର୍ଣ୍ଣ ସୁଯୋଗ! ଘରେ କେହି ନଥିବାର ସ୍ପୋର ତେଖି ପ୍ରଥମେ ମିଠା ମିଠା କଥା କହି ଲାଖନକ୍ କୁ ନିଜ ପ୍ରତି ଆକର୍ଷିତ କରିଥିଲା! ଏହା ପରେ ନିଜ ଶରୀରରୁ କିଛି ନ ଜାଣିଲ! ଭଳି ଲୁଗା ଖସାଇ ଦେଉଥିଲା ! ଲାଖନ ମଧ୍ୟ ମାଳତୀର ଅନାବୃତ ଶରୀର ଦେଖି କାମାସକ୍ତ ହୋଇପଡ଼ିଥିଲା! ମାଳତୀ ଠିକ୍ ରୁଝିପାରିଥିଲା ଲାଖନର ମନର ଅବସ୍ଥାକୁ! ଅଳ୍ପ ହସିବେଇ ଆଖି ମିଟିକା ମାରିଥିଲା! ଏହାପରେ ଲାଖନ ଆଉ ନିଚ୍ଚକୁ  ଆୟତ୍ତରେ ରଖି ନପାରି ମାଳତୀକୁ  ଟେକି ନେଇଥିଲା ବିଛଣାକୁ! ସେଦିନ ଦିଅର ଭାଉଜଙ୍କ ସବୁ  ସାମାଜିକ ସଂପର୍କ ଭୁଲିଯାଇ ସେମାନେ ମାତିଯାଇଥିଲେ ଶରୀର ଖେଳରେ ! ଲାଖନଠାରୁ ଶରୀର ସୁଖ ପାଇସାରିବା ପରେ ମାଳତୀ ରାମରତନ ପ୍ରତି ବାତସୃହ ହୋଇପଡ଼ିଥିଲା! ସମୟ ଓ ସୁବିଧା ଦେଖି ସେ ଲାଖନକୁ  ଡାକି ଦେଉଥିଲା ! ରୁହେଁ ମାତିଯାତ୍ତଥିଲେ ଶରୀର ଖେଳରେ! ହେଲେ କଆଟା ବେଶି ବିନ ଲୁଚି ରହିନଥିଲା ରାମରତନ ତ କାଶିଲା ଏକଥା! ଭଗବାନ ଦାସ ଓ ତାଙ୍କ ପତ୍ନୀ ମଧ୍ୟ ଏସବ୍ର ବିଷୟରେ ଜାଣିବା ପରେ ମାଳତୀକୁ  ବୁଝାଇଥିଲେ! ଏମିତିକି ଲାଖନକୁ  ତାଙ୍କ ଘରକୁ  ନ ଆସିବା ପାଇଁ ମଧ୍ୟ ମନା କରିଦେଇଥିଲେ! ଧରାପଡି଼ଗଲା ପରେମାଳତୀ ସେମାନଙ୍କୁ କଥା ଦେଇଥିଲା ସେ ଆଉ ଏମିତି କାମ କରିବ ନାହିଁ! ମାତ୍ର ନିଳ ପ୍ରକୁ ତି ଛଡି଼ନଥିଲା!
ବିନେ ଲାଖନ ସହିତ ଅସଞ୍ଜତ ଅବସ୍ଥାରେ ତୀ’କୁ  ତେଖିଦେଇଥିଲେ ଭଗବାନ ଦାସଙ୍କ ପତ୍ନୀ! ଏହା  ଜାଣିବା ପରେ ରାମରତନ ଆଉ ନିଳକୁ  ଆୟତ୍ତରେ ରଖିପାରିନଥିଲ୍ୟା ନିଧ୍ହଁମ ପିଟିଥିଲା ମାଳତୀକୁ ! ଆଉ ତୀ’କୁ  ବାପଘର ପଠାଇ ଦେଇଥିଲା! ସେଠି ବି ମାଳତୀ ଓ ଲାଖନ ନିକର ଲୀଳା କାରି ରଖିଥିଲେ!ହେଲେ ମାଳତୀ ଜାଣିଥିଲା ରାମରତନ ବଞ୍ଚିଥିବା ପର୍ଯ୍ୟନ୍ତ ସେ ଲାଖନକୁ  ବିବାହ କରିପବିବ ନାହିଁ! ଘଟଣା ବିନ ରାତିରେ ମାଳତୀର ବାପଘର ଲୋକ ଏକ ବିବାହରେ ଯୋଗ ଦେବା ପାଇଁ ଅନ୍ୟ ଏକ ର୍ଗାକୁ  ଯାଇଥିଲାଏହି ସୁଯୋଗରେ ମାଳତୀ ଡାକିଥିଲା ଲାଖନଜୁ! ଚୁହେଁ ମିଶି ଯୋଜନା କରିଥିଲେ ରାମରତନ ଏବେ ଘରକୁ  ପେରି ଶୋଇଥିବା ତେଣୁ ଏହି ସମୟରେ ଲୁଚିଛପି ଯାଇ ଗାମରତନକୁ  ହତ୍ୟା କରିଦେଲେ କେହି କରିପାରିବେ ନାହିଁ! କାରଣ ମାଳତୀ ବାପଘରେଅଛି ବୋଲି ସମସ୍ତେ କାଣନ୍ତି !
ଯୋଜନା ଅନୃସାରେ ସେମାନେ ମୋଟର ସାଇକେଲ୍ ରେ ରାମରତନର ଘରକୁ  ଗଲେ! ଜାଣିଶୁଣି ଟିକେ ବିଳମ୍ବିତ ରାତିରେ ଗଲେ!ସେତେବେଳକୁ ଭଗବାନ ଦାସ ଓ ତୀଙ୍କ ପତ୍ନୀ କବାଟ ବନ୍ଦ କରି ଶୋଇପଡିଥିଲେ! ଘର ପଛପଟ ଦ୍ଵାର ପଟେ ଯାଇ ସେମାନେ ରାମରତନର କୋଠରିକୁ  ଖୁବ ସନ୍ତର୍ପଣରେ ପହଞ୍ଚି ଯାଇଥିଲେ! ରାମରତନ ନିବରେ ଶୋଇପଡି଼ଥିଲା କଣ ହେଚାକୁ  ଯାଉଛି ବୋଲି କିଛି ରୁଝିବା ପୂର୍ବରୁ ମାଳତୀ ଓ ଲାଖନ ତା’ର ଗଳ! ଚିପି ହତ୍ୟା କଲେ’ କେହି କିଛି ସ୍ଵରାଜ ବି ପାଇଲେନି! କିନ୍ତୁ ଲାଖନ ଓ ମାଳତୀ ବିବାହ କରି ସୁଖରେ ରହିବାର ସ୍ବପ୍ନ ସ୍ବପ୍ନ ରେ ହିଁ ରହିଗଲା-

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...