୨୧ଜୁନ୍ ୨୦୧୭ ସକାଳ୬ଟ।
ଦିଲ୍ଲୀ ସିମାପୁ ରିଥାନାର ଏଏସ୍ ଆଇ ହିରାଲାଲନାଇଟ୍ ତଡ୍ୟଯୁଟିରେ ଥିଲେ।ପୁଲିସ କଣ୍ଟ୍ରୋଲରୁମ୍ରୁ
ସୂଚନାମିଳିଲା ଦିଲ ସାଦ ଗାର୍ଡେ ନର ଫି ବ୍ଲକ୍ ଫ୍ଲାଟ ନମ୍ବର ପି-୧୩ରେ ଏକ ଅଘଟଣଘଟିଛି। ଘଟଣାଟି
ବିଷୟରେ ଶୁଣୁ ଶୁଣୁ ମାତ୍ର୧୦ ମିନିଟ୍ରେ ପହଞ୍ଚି ଗଲେ ହିରାଲାଲ ଏବଂତାଙ୍କ ପୁଲିସଟିମ୍ । ଫ୍ଲାଟ
ବାହାରେ ଲୋକଙ୍କ ଭିଡ଼ଳମିଥିଲା। ଜଣଙ୍କୁ ହି ରାଲାଲ ଘଟଣା ବିଷୟରେ ପଚାରିବୁଝିଲେ। ଳଣା ପଡ଼ିଲା ସେହି
ଫ୍ଵାଟରେ ରହୁ ଥିବା ବିନୋଦବିଷ୍ଟ ତାଂ ସ୍ତୀ ରେଖା ଏବଂ ପୁଅ ବିନିତ୍କୁ କଟୁରୀରେମରଣାତ୍ନ କ ଆକ୍ରମଣ
କରିଛି ଏବଂ ସେମାନଙ୍କୁ ମେଡିକାଲ ପଠାଯାଇଛି। ଫ୍ଲାଟ ଭିତରେ ରକ୍ତ ପଡ଼ିଥିଲା। ଫ୍ରାଟର ତନାଘନା କରିବାକୁ
କିଛି ପୁଲିସ ଟିମ୍ ରହିଲେ ଏବଂ ହି ରାଲାଲ ମେଡିକାଲ ଗଲେ। କିନ୍ତୁ ସେଠାରେ ପହଞ୍ଚିଲାବେଳକୁ ରେଖା
ମରି ସାରିଥିଲା। ବିନିତ୍ର ଚିକିସ୍ସା ଚାଲିଥିଲା। ହିରାଲାଲ ବିନିତ୍ ଠାରୁ ଘଟଣା ବିଷୟରେ ଅଧୁକ ଳାଣିବାକୁ
ଚେଷ୍ଟା କଲେ। ବିନିତ୍ କହିଲା ବାପାମା'ଙ୍କୁ ଆକ୍ରମଣ କଲା ବେଳେ ସେ ଅଟକାଇବାକୁ ଚେଷ୍ଟା କରିଥିଲା।
ଏଥିରେ ବାପା ଆହୁରି ରାଗି ଯାଇ ତାଂ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ବିନିତ୍ ଠାରୁ ସବୁ ଜାଣିଲା ପରେ
ସ୍ପଷ୍ଟ ହୋଇଗଲା ଯେ ରେଖାକୁ ବିନୋଦ ମାରିଛି ।
କିନ୍ତୁ ବିନୋଦ ସବୁ
କାଣ୍ଡ ଘଟାଇ ଦେଇ ସେତେବେଳକୁ ଫେରାର ହୋଇ ସାରିଥିଲା। ତଥାପି ପୁଲିସ ସଟିମ୍ର ଖୋଳା
ଖୋଜି ପରେ ବିନୋଦ
ଧରା ପଡ଼ିଯାଇଥିଲା। ସେ ତାଂସ୍ତ୍ରୀକୁ ହତ୍ଯା କରିଛି ବୋଲି ପୁଲିସ ଆଗରେ ସ୍ଥୀକାର କଲା। ଆଉ ସମସ୍ତ
ଘଟଣା ପୁଲିସ ଆଗରେ କହିଥିଲା।ରେଖାକୁ ଏପରି ନୃଶଂସ ଭାବେ ମାରିବା ପଛର କାହାଣୀ ଥିଲା କିଛି ଏଭଳି
।
ବିନୋଦ ଓ ରେଖାଙ୍କର ସଂସାର ଠିକ୍ ଠାକ୍ ଚାଲିଥିଲା ! ଚଉତିରିଶ ବର୍ଷ ବୟସର ବିନୋଦ ନିଜର ପରିବାର ସହିତ ଦିଲ୍ଲୀର ଦି ଲସାଦ’ ଗାର୍ଡେନ ରେ ରହୂଥିଲା ! ସେ ଗୁରୁମିତ୍ୱ ବେଣ୍ଟ ହାରସ୍ ର ମ୍ୟାନେଜର ଭାବରେ କାମ କଚୁଥିଲେ ! ପରିବାରକୁ ଭଲରେ ରଖିବା ପାଇଁ ବିନୋଦ ଦିନରାତି ଏକାକାର କରି କାମ କଚୁଥିଲା !
ଅନ୍ୟପଟେ, ପରିବାରର ସବୁତକ ଦାୟିତ୍ଵ ତୁଲାଉ ଥିଲା ରେଖା! ସେମାନଙ୍କର ବିନୀତ ଓ ସଞ୍ଜତ୍ ନାମରେ ଦୁଇ ପୁଅ ଥିଲେ ! ବି ନିତ୍ କୁପନ୍ଦର ବର୍ଷ ହୋଇଥବା ବେଳେ ସଞ୍ଜରେ ବୟସ ସାତ ବର୍ଷ! ପୁଅମାନକୁ ନେଇ ସ୍କୁଲ୍ ରେ ଛାଡ଼ିବା ଆଉ ସ୍କୁଲ୍ ରୁ ଆଣିବା କାମ ଥିଲା ରେଖାର ବଡ଼ପୁଅ ବିନୀତ ବଡ଼ ହୋଇଥିବା ରୁ ସେ ତା’ ସ୍କୁଲ୍ କୂ ନିଜେ ଯାରପାରୁଥିଲା ଓ ସ୍କୁ ଲ୍ ରୁ ଆସିପାରୁ ଥିଲା ! ମାତ୍ର ସଞ୍ଜତ୍ ସାନ ଥିବାଚୁ ରେଖା ତାକୁ ନେଇ ସ୍କୁଲ୍ ରେ ଛାତୂଥିଲା ଓ ସ୍କୁଲ୍ ଛୁଟି ହେଲେ ନେଇ ଆସୁଥିଲା ! ସଂଚିତ ର ସ୍କୁଲ୍ ସେମାନେ ରହୁଥିବା ଘରଠାରୁ ବେଶୀ ଦୂରରେ ନଥିଲା ! ତେଣୁ ରେଖାକୁ ସେଥପାଇଁ କୌଣସି ଅସୂବିଧା ହେଉ ନ ଥିଲା !ଟଙ୍କା ପଇସାରେ କୌଣସି ଅଭାବନଥିଲା। ଦୁଇ ପୁଅଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଉଥିଲା।ବଡ଼ ପୁଅ ଦଶମରେ ପଢୁଥିଲା ଏବଂ ସାନ ପୁଅ ଷଷ୍ଟରେ।ବିନୋଦ କ୍ରିଷ୍ଠାନଗରରେ ଥିବା ଗୁରମିତ୍ ଟେଣ୍ଟ ହାଉସ୍ର ମ୍ୟାନେଜର ଥିଲା। ବିନୋଦ ରେଖାକୁ ୨୦୦୧ରେବିବାହ କରିଥିଲା। ବାହାଘର ପରେ ସବୁ କିଛି ଠିକ୍ ଚାଲିଥିଲା। କିନ୍ତୁ ଦୁହିଁଙ୍କ ଦମ୍ମତ୍ଯ ଜୀବନ ଭପରୁ ଠିକ୍ମନେ ହେଉଥିଲେ ମଧ୍ୟ ବାସ୍ତବ କିନ୍ତୁ ସଂପୂର୍ଣ ଭିନ୍ନ ଥିଲା। ରେଖା ୩୬ ବର୍ଷ ର ଥିଲା। କିନ୍ତୁ ମଡର୍ଣ୍ଣ ଲାଇଫଷ୍ଟାଇଲ୍ ଏବଂଡିଜାଇନ୍ର ପୋଷାକରେ ସେ ଯେମିତି ୨୫ ବର୍ଷୀୟା ଯୁବତୀଲାଗୁଥିଲା। ତା କଲ ଦେଖି ଲାଗୁ ନଥିଲା ଦୁଇଟା ପିଲାର ମା |ଠିକଠାକ ଚାଲିଥିଲା ସବୁକିଛି! ହେଲେ ଅଚାନକ ଏମିତି ଏକ ଘଟଣା ଘଟିଲା, ଯାହା ସମ୍ପର୍କର ପରମୁ ଟେସନ୍ କମ୍ବିନେ ସନ୍ ସବୁକୁ ନିମିଷକରେ ଧୃସ୍ତବି'ଧୃସ୍ତ କରିଦେଲା !
ବିନେ ସଞ୍ ତ୍ କୁ ଛାଡ଼ିବା ପାଇଁ ସ୍କୁଲ୍ ପାଇଥିଲା ରେଖା ! ଘରେ ଥିଲା ବିନୋଦ! ରେଖା ନିକଟକୁ ଏକ ଫୋନ୍ ଆସିଲା! ଫୋନ୍ କରିଥଲା ବିନୋଦ! ପଚାରିଲା- ରେଖା’ ତୁ ମେ ଏବେ କେଉଁଠି ? ରେଖା କହିଲା- ମୁଁ ସଂଚିତ କୁ ସ୍କୁଲକୁ ଛାଡ଼ି ଘରକୁ ଯିବାକୁ ବାହାରୁଛି! ବିନୋଦ କହିଲା- ମୁଁ ଆଜି ଶୀଘ୍ର କାମକୁ ପକେଇବି! ରୋଷେଇ କରିବା ପର୍ଯ୍ଯନ୍ତ ରହିପାରିବିନି! ତେଣୁ ତୁମେ ବାଟକୁ ଯବି ଛୋଲେ ବତୁରି ପାଇବ କିଣି ଆଣିବା ମୁଁତାକୁଖାଇ ଚାଲିଯିବି! ରେଖା କହିଲା- ଠିକ୍ ଅଛି! ମୁଁ ଛୋଲେ ବତୁରି ନେଇଯିବି! ରେଖାଠୁ ଏତିକି ଶୁଣିବା ପରେ ବିନୋଦ ଫୋନ୍ କାବିଦେବାକୁ ଯାଉଥିଲା ! ହେଲେ ଏତିକିବେଳେ ରେଖା ଫୋ ନ୍ ରୁ ସେ ଏକ ପୁରୁଷର କଣ୍ଠସ୍ଵର ଶୁଣିବାକୁ ପାଇଲା! ପୁରୁଷ ଜଣଙ୍କ ପଚାରୁଥି ଲା- ରେଖା ! ଲାଗୁଛି, ତୁମ ସ୍ୱାମୀଙ୍କର ତୁମ ପାଇଁ ସମୟ ନାହିଁ! ଏତିକି ଶୁଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲା ବିନୋଦ! ସେ ବୁଝିପାରିଲାନି ଏଇ ପୁରୁଷ ଜଣକ କିଏ ? ଆଉ ସେ ରେଖାକୁଏମିତି କଥା ପତାଚୁଛି କ’ଣ ପାଇଁ? ତା’ ଭିତରର ଚ୍ୟୁରିଅସିଟି ବଢ଼ିଗଲା ତ ସେ ଫୋନ୍ କୂ ପୁଣିଥରେ କାନ ପାଖକୁ ନେଇଆସିଲା! ଶୁଣିଲା ରେଖାର ପ୍ରତ୍ୟୁତ୍ତର! ରେଖା ଉତ୍ତର ଦେଲା- ଯଦି ତାଙ୍କ ପାଖରେ ସମୟ ଥାଆନ୍ତା, ତା’ହେଲେ ମୁଁ ତୁମ ନିକଟକୁ ଆସ୍କୃଥାନ୍ତି କାହିଁକି? ପୁରୁଷ ଜଣକ ପଚାରିଲା- ସେକଥା ତ ମୁଁଚ୍ଚାଣେ! ଆଚ୍ଛା ତୁମେ କହିଲ’ଚିନୋଦ କ’ଣ ତୁମକୁ ଟିକିଏ ବିପୁଚୁଷର ସୁଖ ବେଇପାରୁନି! ରେଖା ଗୋଟେ ଦୀର୍ଘନିଃଶ୍ବାସ ଛାଡ଼ି କହିଲା- ସୋମେଶ୍! ଗୋଟେ ଅପାରଗ ଘୋଡ଼ାଠୁ ତୁମେ ଆଉ କେତେ ଦୌଡିବା ଆଶ! କରିବା ବିନୋଦ କଶ୍ଚିସନ୍ ଏବେ ବୁଢ଼ା ହୋଇଯାଇଥିବା ଘୋଡ଼ାଠାରୁ ବି ଖରାପ ! କାମରୁ ବିଳୟିତ ରାତିରେ ଫେରିବେ! ଆଉ ଏପରି ନ୍ନାନ୍ତ ହୋଇପଡ଼ିଥିବେ ଯେ, ବିଛଣାରେ ପଢୁପଢୁ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେବେ! ଏଭଳି ଜଣେ ଦରମଲା ମଣିଷଠୁ ଆଉ କ’ଣ ମୁଁଆଶା କରିପାରିବି! ଓ’କେ. ସେ ଏବେ ମୋତେ ଅପେକ୍ଷା କରିଛନ୍ତି ! ମୁଁ ଟି ଫିନ ଦେଲେ ସେ ଖାଇ ଅଫିସ୍ ଯିବେ
ଏହାପରେ ଆଉ କିଛି ଶୁଣାଗଲାନି ବିନୋଦଜୁ! ତା’ ଭିତରେ ଯେମିତି ବିସ୍ପୋ ରଣ ଘଟି ସାରିଥିଲା ! ସେ ଭାବୁ ଥିଲା ’ ମୁଁ ଯଦି ଦିନ ରାତି ଏକାକାର କରି ଖଟୁଛି ତା’ହେଲେ କାହାପାଇଁ? ରେଖା ଆଉ ପିଲାମାନଙ୍କୁ ଖୁସିରେ ରଖିବା ପାଇଁ! ତା’ର ଫଳ କ’ଣ ମୋତେ ଏଇଆ ମିଳିଲା! ବିନୋଦ କ୍ରୋଧରେ ପାଗଳ ହେଇ ଯାଇଥିଲା ! ତା’ ସ୍ତ୍ର1 ଚରିତ୍ରହୀନା! ତା’ ପଛପଟରେ ଆଉ ଗୋଟେ ପୁରୁଷକୁ ନେଇ ମଉଢମଢଲିସ୍ କରୁଛି! ଏକଥା ସେ ସହିପାରୁ ନ ଥିଲା
ଘରକୁ ଫେରିଲା ରେଖା! ଛୋଲେବତୁର ଆଣିଥିଲା ! ଆସି ବସିପଡ଼ିଲା ବିନୋଦ ନିକଟରେ! ଯେ ମିତି କିଛି ବି ଘଚିନି! ବିନୋଦ କିନ୍ତୁ କୁହୁଳୁ ଥିଲା ଭିତରେ ଭିତରେ ! ରେଖା ପଚାରିଲା- ଏମିତି ମନମାରି ବସିଛ ଯେ ? କ’ଣ ଦେହ ଭଲନାହିଁ ! ତା’ହେଲେ ଆଜି ଅଫିସ୍ ଯାଅନି! ଘରେ ରହିଯାଅ! ବିନୋଦ ଜଳନ୍ତ! ଆଖ୍ରେ ଅନେ ଇଲା ରେଖାକୁ! ପଚାରିଲା- ସୋମେଶ୍ କିଏ ? ଆଉ କେତେଦିନ ଧରି ତୁମେ ଏମିତି କରୁଛ? ରେଖା ଯେମିତି ଆକାଶରୁ ଖସିପରିଲା! ହେଲେ କିଛି ଜାଣି ନ ଥିବା ପରି ବାହାନା କରି କହିଲା- କୋଉ ସୋମେଶ୍? ତୁମେ ଏମିତି କ’ଣ କହୁଛ? ହସିଲ! ବିନୋବା ମୋବାଇଲ୍ ର ଅଟୋ କଲ୍ ରେକର୍ଡ଼ର ଅନ୍ କରି ଭଚ୍ୟୁମ୍ ବଢ଼େଇଦେଲା! ରେଖା ସ୍ପଷ୍ଟ ଭାବରେ ଶୃଣିପାରିଲା ଟିକକ ଆଗରୁତା’ ପ୍ରେମିକ ଓ ତା’ ମଧ୍ୟରେ ହୋଇଥିବା କଥୋପକଥନ, ଆଉ କୌଣସି ବାହାନା କରିବାର ଉପାୟ ନ ଥଲା ରେଖା ନିକଟରେ! ସେ ମାନିଗଲା ସବୁକିଛି!
କହିଲା, ସଂଚିତ ର ଜଣେ ସହପାଠୀ ର ବାପ! ହେଉଛଚ୍ଚି ସୋମେଶ୍ୱ ବାବୁ! ଦୈନିକ ମୁଁ ସଞ୍ଜିତ୍ ଳୁ ନେଇ ସ୍କୁଲ୍ କୁଯାଏ ! ଆଉ ସେ ବି ତାଙ୍କ ପୁଅକୁ ନେଇ ସ୍କୁଲ୍ କୁ ଆସନ୍ତି ! ପୁଣି ସେ ତାଙ୍କ ପୁଅକୁ ନେବାପାଇଁ ସ୍କୁଲ୍ କୁ ଆସନ୍ତି ! ଏମିତିରେ ତାଙ୍କ ସହିତ ମୋର ସବୁ ଦିନ ଦେଖା ହୁଏ!
ଥରେ ମୁଁ ସଂଚିତ କୁ ନେଇ ଚାଲିଚାଲି ଆସୂଥିଲା! ସେ ମୋତେ କହିଲେ- ଆସ, ମୁଁ ତୁମକୁ ତୂମ ଘରେ ଛାଡ଼ିବେବି! ମୁଁ ମନ! କରୁଥିଲା! ହେଲେ ସୋମେଶ୍ବାରୁ ଖୁବ୍ ପ୍ରେ’ଣ୍ଠୁଲୀ ! ତାକ ମିଠା କଥାକୁ ମୁଁ ଏଡ଼ିପାରିଲିନି! ଚାଲିଆସିଲି! ଏହାପରେ ସବୁଦିନେ ସେଇଆ ହେଲା ତୁମର ତ ମୋ’ ପାଇଁ ଟିକିଏ ବିସମୟ ନାହିଁ ! ସୋମେଶ୍ନ କିନ୍ତୁମୋ’ ପାଇଁ ସବୁଦିନେ ସମୟ ଦଉଥଲେ ! ମଜାମଜ! କଥା କହୁଥିଲେ ! ଦିନେ ମୁଁ ତାକ ପ୍ରେମରେ ପଡ଼ିଗଲି! ସୋମେ ଶ୍ କର କିନ୍ତୁ ମେ!’ ପ୍ରତି ସେମିତି କୌଣସି ମନ୍ଦ ଭାବନା ନ ଥିଲା ! ହେଲେ ମୁଁ ସୋମେଶ୍ ଙ୍କୁ ପାଇବା ପାଇଁପାଗଜୀ ହେଇଗଲି!
ଦିନେ ତୁମେ କାମକୁ ପଳେଇ ଯାଇଥିଲା ପିଲାଦୁହେଁ ସ୍କୁଲ୍ ଚାଲି ଯାଇଥିଲେ ! ଏକୁଟିଆ ଥିଲା ମୁଁ! ମୋତେ ଖୁବ୍ ଏକୁଟିଆ ଲାଗୁଥିଲା ! ମୁଁ ଚାହୁଁଥିଲା ସୋମେଶ ମେ! ପାଖକୁ ଆସନ୍ତୁ! ମୁଁଫୋନ୍ କରି ତାକୁ କହିଲି- ମୋ’ ଦେହ ଭଲନାହିଁ ! ତିକେ ଘରକୁ ଆସନ୍ତୁ! ସୋମେଶ୍ୱବାବୁ ବି ଚାଲିଆସିଲେ! ସେଦିନ ମେ! ମନକଥା ସବୁ କହିଲି! ଆଉ ପ୍ରେମ ନିବେଦନ କଲି! ତୁମେ ମୋତେ ଦୁଇଟ! ପିଲା ଦେ ଇଛ ସତ, ହେଲେ ସୁଖ ଦ୍ଦେଇନ ! ସୋମେଶ୍ ଙ୍କଠୁ ମୁଁ ପିଲା ଚାହିଁ ନଥିଲା ! ଦେହସୁଖ ଚାହୁଁଥିଲା ! ସେ ମୋତେ ଭରପୂର ଦେହସୁଖ ଦେଇ ଚାଲୁଛନ୍ତି ! ବାସ୍କ ଏଇ ହେଉଛି କାହାଣୀ ଏଥ୍ ରେ ଯଵି ମୋର ଭୁଲ ଅଛି ତା’ହେଲେ ବଣ୍ଡ ଦିଅ!
ରେଖାଠୁ ଶୂଣିବ! ପରେ ବିନୋଦ ଭାବିଲା, ଯଦି ରେଖା ଆଜି ଅବାଟଗେ ପାଦ ଦେଇଛି ତା’ହେଲେ ସେଥ୍ ପାଇଁଦାୟୀ କ’ଣ ରେଖା ! ସେଥିଲା ଗି ସମାନ ଭାବରେ ଦାୟୀ କ’ଣ ସେ ନିଜେ ନୁହେଁ ! ଅନ୍ତତଃ ସେ ଏତିକି ବୁଝିବ! କଥ! ଯେ, ତ!’ ସ୍ତ! ପାଇଁ ପଇସା ସବୁକିଛି ନୁହେଁ ! ସେ ରେଖାକୁ ମାପ: କରିଦେଲା! କହିଲା- ଏଥ୍ ରେ ତୁମର ଏକୁଟିଆ ଦୋ ଷନାହିଁ! ଦୋଷ ମୋର ବି ଅଛି! ଏବେ ମୁଁ ତୁମକୁ ସୁଖ ଦେବି! ସମୟ ଦେବି! ତୁମେ କିନ୍ତୁ ଆଉ ସେ ଭୁଲର ପୁନରାବୃତି କରିବ ନାହିଁ! ରେଖ! କହିଲା- ଠିକ୍ଅଛି!
ବିନୋଦ ଭାବିଥିଲା ରେଖା ଆଉ ଅବାଟକୁ ଯିବନି! ମାତ୍ର କଦାଚିତ ସେମିତି ହେବାର ନଥିଲା !
କାରଣ ବିନୋଦ ବିନୋଦ ହିଁ ଥଲା! ତା’ ସ୍ବାମୀ ବିନୋଦ! ଆଉ ସୋମେଶ ଥିଲା ତା’ର ପ୍ରେମିକା ପ୍ରେମିକ ସୋମେଶ୍ ର ଗୋଟିଏ ମିସଡ କଲ ତାକୁ ଯେତିକି ସୁଖ, ସନ୍ତୋଷ ଆଉ ଆତ୍ୱତୃପ୍ରି ପ୍ରଦାନ କରୁ ଥିଲା ’ ବିନୋଦର ସମଗ୍ର ରାତିର ସାନିଃ ତାକୁ ତା’ର କାଣିଚାଏ ବି ବେଇପାଚୁନ ଥିଲା !ବି ବଶ ଥଲା ରେଖା ! ସେ ସବୁବେଳେ ଖୋଜୁଥିଲା ସୋମେଶ୍ କୁ ! ସେ ସବୁବେଳେ ଚାହୁଁଥିଲା ସୋମେଶ କୋଳରେ ନିଜକୁ ହଜେଇ ଦେବା କୁ! ଆଉ ତାହା ହିଁ କଲା!ସୋମେଶ ବ୍ୟତୀତ ତା’ର ଗତ୍ୟନ୍ତର ନ ଥିଲା !
ସେ ସୋମେଶ୍ ସହିତ ଆର ଲୁତାଛପା ମିଶିଲା ନାହିଁ! ଖୁଲମ୍ ଖୁଲା ତାକୁ ଫୋନ୍ କଲା! ତାକୁ ଭେଟି ଲା ! ତା’ ସହିତ ରାସ୍ତାରେ ହାତରେ ହାତଛନଦୀ ଘୂରି ବୁଲିଲା! ଯେମିଟି ସୋମେ ଶ୍ ଓ ତା’ର ପ୍ରେମ କାହାଣୀ ସେ ବିନୋଦକୁ କହି ସାରିବା ପରେ ତା’ ଭିତରର ସାହସ ବହୁଗୁଣିତ ହୋଇଯାଇଥଲା! ଦୁନି ଆକୁ ତା’ର ତର ନଥିଲା ! ପିଲାମାନଙ୍କ ପ୍ରତି ଭୟ ନଥି ଲା! ବିନୋଦକୁ ତ ସେ ଭୁଲି ସାରିଥିଲା ସମ୍ପୂର୍ଣ୍ଣ! ଅବଶ୍ୟ ପତ୍ନୀର ଦାୟିତ୍ଵ ତୂଲେରବାରେ , କିମ୍ବା ମା’ର ଭୁମିକା ନିର୍ବାହ କରିବାରେ ସେ ସାମାନ୍ୟ ଚି ଅବହେଳା କରୁ ନଥିଲା ! ହେଲେ ତା’ର ମଲରେ, ପ୍ରାଣରେ, ଆତ୍ମା ରେ ଲେଖା ହୋଇଯାଇଥଲା ଗୋଟିଏ ନାଁ : ସୋ-ମେ-ଶ୍ଵ!
ରେଖାର ଭୁଲକୁ ସିନା ସେଦିନ କ୍ଷମା କରିଦେଇଥଲା ବିନୋଦ, ହେଲେ ତା’ର ବିଶ୍ବାସଘାତକତାକୁ ସେ ବରଦାସ୍ତ କରିବା ଅବସ୍ଥାରେ ନ ଥିଲା ! ରେଖା ଚି ତାକୁ ଶୁଣେଇଦ୍ଦେଲା- ମୋତେ ଯେତେ ମାର, ଆକଟ କର, ନ ହେଲେ ମାରିଦିଅ, ମୁଁ କିନ୍ତୁ ସୋମେଶ୍ ପାଖକୁ ଯିବି! ସୋମେଶ୍ ମୋର ସବୁକିଛି! ତୁମେ ମୋ’ ପାଇଁ ଦୌଡ଼ି ଦୌଡ଼ି ଥକି ପଡି଼ଥିବା ଗୋଟେ ଘୋଡ଼ା
୨୦ ଜୁନ୍ ଦିଲସାଦ
ଗାର୍ଡେନରେ ସ୍ଫାନୀୟସାପ୍ତାହିକ ବଳାର ଲାଗିଥିଲା। ବଜାରରେ ବିକାଶ ଏବଂରେଖା ସାଙ୍ଗ ହୋଇ ଚୁଲୁଥିଲେ।
ସେଠି ପହଞ୍ଚି ଯାଇଥିଲାବିନୋଦ। ତା” ଆଖି ଆଗରେ ସ୍ତୀର ହାତ ଧରିଥିଲା ବିକାଶ। ଦୁହିଁଙ୍କୁ
ଏକାଠି ଦେଖି ରାଗରେ ନି ଆଁବାଣହୋଇ ଯାଇଥିଲା ବିନୋଦ। ସେଠି କିଛି କହିନଥିଲା।ଘରକୁ ଚାଲି ଆସିଥିଲା।
ଯେମିତି ରେଖା ଘରକୁ
ଫେରିଛିବିନୋଦ ତାଂଗାଲରେ ଢ଼ୋ ଢ଼ୋ ଦୁଇ ଚାପୁଡ଼ା ବସାଇଦେଇଥିଲା। ତାଂପର ଦିନ ବିନୋଦ ନିଜେ ସାନ ପୁ
ଅକୁ ସ୍କୁଲ ଆଣିବାକୁ ଯାଇଥିଲା। ଆଉ ଘରକୁ ନ ଫେରି ପୁଅକୁ ତାଂ ମାମୁ ଘରେ ଛାଡ଼ି ଦେଇ ଡ୍ଯୁଟିକୁ
ଚାଲି ଯାଇଥିଲା।ଏ ନାଟକ ଆଉ ଆଗକୁ ବଢୁ- ବିନୋଦସେକଥା ଚାହୁଁ ନ ଥଲା!ରାତି ସାରା ସେଠି ସେ ପେଟ ପୂରା ମଦ ପିଇଥିଲା। ମନେମନେ ସ୍ଥିର କରିଥିଲା ରେଖାକୁ
ସେ କେଉଁ ପ୍ରକାର ଶାସ୍ତିଦେବ। ସେଦିନ ସେ ଗୋଟେ ଧାରୁଆ କଟୁରୀ ବଳାରରୁକିଣି ତାଂ ବ୍ୟାଗରେ ଲୁଚାଇ
ରଖିଥିଲା। ଭୋର ୫ଟାବେଳକୁ ଘରକୁ ଫେରିଥିଲା। ରେଖା ଯେମିତି କବାଟଖୋଲିଛି ସଙ୍ଗେ ସଙ୍ଗେ ବିନୋଦ ତା”? ଉପରକୁ କଟୁରୀରେ
ଆକ୍ରମଣ କରିଥିଲଲା। ଚିକତ୍କାର ଶୁଣି ବିନିତ୍ ଉଠି ପଡ଼ି ଥିଲା।ରେଖା ନିଜକୁ ବଞ୍ଚାଇବା ପାଇଁ ବାହାରକୁ
ଧାଇଥି ଲା। କିନ୍ତୁବିନୋଦ ଏତେ ରାଗିଯାଇଥିଲା ଯେ ସେ ଗୋଡାଇ ଗୋଡାଇରେଖାକୁ ହାଣିଥିଲା। ବିନିତ୍ ଅଟକାଇବାକୁ
ଚେଷ୍ଟାକରିବାରୁ ତା”
ଉପରେ ବି ଆକ୍ରମଣ କରିଥିଲା ବିନୋଦ ।ବିନିତ୍ ପୂରା ଡରି ଯାଇଥିଲା। ସେ ଆଉ ଅଧିକ ସାହସକରିନଥିଲା ଅଟକାଇବାକୁ
। ତ!’ ଭିତରେ କ୍ରୋଧର ଦ୍ୱାଳ! ଏତେ ପ୍ରଚଣ୍ଡ ଥଲା ଯେ ସେ ଥରଥର କରି ବତିଶ ଥର ଛୁରି
ଭୁସିଲା ରେଖାକୁ! ରେଖା କିନ୍ତୁ ମରିଯିବ! ବେଳେ ଚି ସୋମେଶ୍ ସୋମେଶ୍ନ ଡାକୁ ଥଲା ରେଖାକୁ ହାଣି ଘଟଣାସ୍ୁ ଳରୁ ଫେରାର ମାରିଥି ଲା ବିନୋଦ । କିନ୍ତୁ ୨୨ ଳୁନ୍ରେ
ପୁଲିସ ହାତରେ ସେ ଧରା ପଡ଼ି ଯାଇଥିଲା ! ସ୍ଵତଃପ୍ରବୃର ଭାବରେ ଦୋଷ ସ୍ୱୀକାର କରି ଜେଲ କୁ ଗଲା ! ତ!’ଭିତରେ ଦୁଃଖ ଥିଲା କି ପଶ୍ଵାରାତ୍ତାପ ସେକଥା କେହି ଜାଣି ପାରୁନ ଥଲେ
aajtak.intoday.in
No comments:
Post a Comment