Friday 17 November 2017

ଅପସରା




ହାଇଦର  ତା ଏକ ସାଙ୍ଗର  ପୁଅ ଜନ୍ମ ଦିନକୁ ନମନ୍ତ୍ରତ ହୋଇଥାଏ! ପତ୍ନୀ ରୀନା  ପୁଅ
କସେର ଏବଂ ଝିଅ ରଫ୍ ତାକୁ ସାଥିରେ  ଧରି ସେ ସେହି ପାର୍ଟିକୁ ଯାଇଥାଏ! ପାଟିରେ ପହଞ୍ଚ ସେ ଗୋଟିଏ କଥା ଲକ୍ଷ୍ୟକଲା ଯେ, ଲୋକମାନେ ତାକୁ ନୁହେଁ  ; ତାସ୍ତ୍ର1 ସହିତ ବେଶି କଥାବାର୍ଭ! କଚୁଛନ୍ତି ! ତାକୁ କୋଲ୍ଡ୍ରିଂକ୍ସ ଦେଉଛନ୍ତି  ସେଥିଲାଗି କୋ ଡ୍ରିଙ୍କ ବଣ୍ଟନ ଦାୟିତ୍ଵରେ ଥିବା ତା ଜଣେ ସାଙ୍ଗକୁ ସେ ଥଚ୍ଚା କରି କହିଲା- ‘ ଭାଇ, ମୁଁଦେଖୁଛି ମୋତେ କେହି ପାଣି ଗ୍ଲାସ  ଟେ  ବି ପିଇବାକୁ ବେଉନା ଅଥଚ ମୋ ସ୍ତ୍ର1 ନିକଟକୁ କୋଲ୍ ତ୍ରିକ୍ସଠୁ ଆରମ୍ଭ କରି ସ୍ନାକ୍ସ ସବୁ
ଛୁଟୁଛି!’ ସାଙ୍ଗଟି ହାରରେ ହାତପାପୁଲିକୁ ଟିଜିଏ ଚିପି ଦେଇ କହିଲା- ‘ଆରେ ୟାରତୋ ସ୍ତ୍ର1 ଯେମିତି ସୁନ୍ଦରୀ ହେଇଛି ନା ତାପାଖକୁ ଯିବାକୁ ହେଲେ କିଛି ନା କିଛି  ବାହାନା ଦରକାର! ଆଚ୍ଛା ତୋର ପାଣି ଦରକାର ! ହେଇତ ସେଇଠି ଅଛି ପିଇନେ !’ ସାଙ୍ଗର  ଏଇ କଥା ଶୁଣି ହାଇଦର ମନ ଆମ୍ବିଳ! ହୋଇଗଲା! ସେ ରୀନା ଆଡ଼କୁ ଅନେଇଲା ! ରୀନାକୁବେଶ୍ଵ କିଛି ଲୋକ ଘେରି
ରହିଥିଲେ ! ଆଉ ରୀନା ବି ସମସ୍ତଙ୍କ ସହିତ ଖୁବ୍ ହସି ହସି କଥା ହେଉଥିଲା ! ଏତିକିବେଳେ ହାଇହରକୁ ଆସି ଭେଟିଲେ  ତା ଆଉ ଜଣେ ସହକର୍ମୀ ମନ୍ ଜୁର ! କହିଲା: ‘ଆରେ ହାଇଦର ଭାଇ! ତୁମେ ଏକୁଟିଆ  ଆସିଛ ନା ? ଭାବି ଆସିନାହାନ୍ତି  କି?’ ହାଇବର କହିଲା-‘ନାଇଁ ନାଇଁ ରୀନା ବି ଆସିଛି! ହେଇ ସେଇଠି କଥା ହେଉଛି!’ ହୀଇଦର ରୀନା ଆଡ଼କୁ ହାତଠାରି ଦେଖେଇଦେଲା ମନ୍ ଜୁର ଚମ କି ପଡ଼ିଲା ! କହିଲା- "ସେଇ ସୁନ୍ଦରୀ ତେ! ସ୍ତ୍ର1 ତୁ ସତ କହୁଛୁ! ମୁଁତ ଟିକିଏ ଆଗରୁ ତାଙ୍କ ସହ କଥ! ହେଉଥିଲି ! ମୋର ଏବେ ବିତ ବିଶ୍ବାସ ହେଉନି ଯେ, ଏଭଳି ସୁନ୍ଦରୀ ତେ! ସ୍ତ୍ର1 ହୋଇପାରେ! ତୁ ସତରେ ଭାଗ୍ୟବାନରେ ଭାଇ! କୋଉ ଜନ୍ମରେ ତୁ ନିଶ୍ଚୟ ବହୁତ ପୁଣ୍ୟ କରିଥିଲୁ ଲୁ! ସେଥ୍ପାଇଁ ତତେ ଜନ୍ମରେ ଗୋଟେ ଅପ୍ସରୀ  ମିଳିଯାଇଛି!’ ଏଭଳି କଥା ସବୁକୁ ଣିଶୂଣି ହାଇଦର ଭିତରେ ନିଅଁ! ଲାଗି ଯାଉଥିଲା! ସେ ଟିକିଏ ଦୂରରେ ଠିଆ ହୋଇ ଅନ୍ୟମାନଙ୍କ ସହ ହସି ହସି କଥା ହେଉଥିବା ରୀନା ଆଡ଼କୁ ଗାରଡ଼େଇ ଚାହୁଁଥିଲା! ସତେଯେମିତି ସେ କହୂଥିଲା: ‘ଏତେ ସୁନ୍ଦରୀ ହେବାକୁ ତୁମକୁ କହୂଥିଲା କିଏ ? ତୁମେ ଭାବୁଛ ମୋତେ? ଲୋକମାନେ ତୁମ ସୌନ୍ଦର୍ଯ୍ୟକୁ ଦେଖ୍ ଖୁସିମଢା କରିବେ! ଆଉ ମୁଁ ୱାଦ୍ମ୍ୟାନ୍ ଟେ  ହୋଇ ତୁମକୁ ସାରା ଜୀବନ ଜଗି ରହିବି!

ବେଶି ସମୟ ସେ ସେଠାରେ ରହି ନିଜକୁ ଅପଦସ୍ଥ କରିବାକୁଚାହିଁଲା ନାହିଁ! ଆବଶ୍ୟକତା ଠୁ ଅଧିକ  ସୁନ୍ଦରୀ ନାରୀର ସ୍ବାମୀ ହେବା ଯେ  କେତେ କଷ୍ଟ ସେ କଥା ତା ବେଶ୍ ଅନୁଭବ ହୋଇ ସାରିଥିଲା! ସେ ହଠାତ୍ ରୀନା ପାଖରେ ପହଞ୍ ଲା କହିଲା : ‘ଘରକୁ ଚାଲ! କାମ ଅଛି!’ ଆଶ୍ଚର୍ଯ୍ଯ ହୋଇଗଲା ରୀନା! ସେ ଏବେ ପାର୍ଟିରେ ଆସି ପହଞ୍ଚିଲା! କେବଳ କୋ ଲଡ ଡ୍ରିଙ୍କ   ପିଇଛି! ନାନାଦି ସ୍ୱାଦିଷ୍ଠ ଖାଦ୍ୟର ବାସ୍ନା ଆସୁଛି! ଖାଇ ଚାଲିଯିବ କେମିତି? ହାଇଦର କହିଲା: ‘ମୁଁ କହିଲି ଘରକୁ ଚାଲ ବାସ୍, --କୁ ଚାଲ!’ ରୀନା ଆଉ କିଛି କହିଲା ନାହିଁ! ମନକଥା ମନରେ ମାରି ଇଚ୍ଛ! ଥିଲେ  ବି ସେ ପିଲାମାନକୁ ଧରି ଘରକୁ ଫେରିଆସିଲା ! ଘରେ ଆସି ପେଟେ ମଦ ପିଇଲା ହାଇଦର ! କିଛି ସମୟ ରୀନାଜୁ ଅନେଇ ଦେଖ୍ ଲା! ଆଉ ତାପରେ ଶବ୍ଦକରି କାବଟ କିଲି ଦେଇ  ଶୋଇ ପଡ଼ିଲା!
କିଛି ବୁଝିପାରୁ ଥିଲା ରୀନା ! ସତରେ ସେ କିଛି ବି ଟୁଝିପାରୁନ ଥିଲା
ହାଇଦର ଦୁର୍ଗପୁରର ଜଣେ ନାମ୍ ଜାନ୍ଦା କଡ୍ରାକ୍ଟର ଥିଲା ! ପିଲାଟି ବେଳୁ ସେ ବାପାମାକୁ ହରେଇଥିଲା! ତା କେହି ଆତ୍ମ1 ଥିଲେ ! ସେ ମୋଟ ବୋହି, କାଗଜ ବିକ୍ରି  କରି ନିଜର ପିଲାବେଳ କଟେଇଥିଲା! ପରେପରେ ରାଜମିସ୍ତି କାମ ଶିଖ୍ ଲା! ଆଉ ତା କର୍ମନିଷ୍ଠ! ପାଇଁ ସେ ଜଣେ ଖ୍ୟାତନାମା କସ୍ରାକ୍ଟର ବନି ଗଲା!


ଏକୁଟିଆ ଖୁବ୍ ସୁନ୍ଦର ଭାବରେ ଜୀବନ ବିତୁଥିଲା ତା ! ଦିନ ସାର! କାମ କଚୂଥିଲା ! ଟଙ୍କା ରୋଜଗାର କରୁଥିଲା! ଆଉ ରାତିରେ ଆସି ଶୋଇ ଡୁ ଥିଲା ! ତା କାହୀକୁ କିଛି ଦେବା ଥିଲା! ନା ତା କାହାଠୁ କିଛି  ପାଇବାର ଥିଲା ! ସେ ରହୁଥିବା ଅଞ୍ଚଳର ଲୋକମାନେ ତାକୁ ଖୁବ୍ ଭଲ ପାଭଥିଲେ  ! ପିଲାଟି ଦିନରୁ ବାପମ!ଙ୍କୁହରେଇ ନିଜକୁ ନିଜେ  ଠିଅ! କରିପ !ରିଥିବା!ରୁ  ତାପ୍ରତି ଅନେକଙ୍କ ଭିତରେ ସିମ୍ପ’!ଥ୍ ତଥା ସମ୍ବେଦନଶୀଳତା ରହିଥିଲା ! ଥରେ ସେହି ଗାଁର ଜଣେ ଲୋକ ଆସି ତାକୁ କହିଲା: ‘ହାଇଦର ! ନିଜଗୋଡ଼ରେ ଠିଅ! ହେଲୁଣି! ବେଶ୍ ବିପଇସା ରୋଜଗାର କଲୁଣି! ଏବେ ନିଜର ଗୋଟେ ପରିବାର କର ! ହାତକୁ ବିହାତ ହାଇଦର ହସିବେଇ କହିଲା: ‘ପିଲାଟି ବେଳୁ ପରିବାର ହରେଇଛି! ମୋର ଆଉ କିଏ ଅଛି ଯେ, ସେ! ଲାଗି ଗୋଟେ ପରିବାର ଗଢ଼ିଦେବାକୁ ଆଗେଇ ଆସିବ!’ ବାସ୍ତବିକ ଲୋକଟା କଣେ ମଧ୍ୟସ୍ଥ ଥିଲା ! ସେ କହିଲା: ମୋ ପାଖରେ ଗୋଟେ ଭଲ ପାତ୍ରୀର ଠିକଣା ଅଛି! ତୁ ଯବି କହିବୁ ମୁଁ ଯୋଗାଯୋଗ କରିବି! ଝିଅଟା ବେଖ୍ ବାକୁ ଅପସା ରାଠୁ କିଛି  କମ୍ ନୁହେଁ ! ଏତିକି କହି ସେ ରୀନାର ଫଟୋ ହାଇଦରକୁ ଦେଖେଇଲୀ! ରୀନାକୁ ଦେଖୁଦେଖୁ ଆଖ୍ ଖୋସି ହୋଇଗଲା ହାଇଦରର! ଏଭଳି ସୁନ୍ଦରୀ କୁ ସେ ବାହ! ହେବ
    କଥା ଆଗେଇଲା ମଧ୍ୟସ୍ଥ! ପଶ୍ଚିମବଙ୍ଗର ବୀରଭୂମ ଜିଲା ଅନ୍ତର୍ଗତ ନିମ୍ରାଗାଁରେ ରହୂଥିଲେ  ରକତ ଅଲ୍ଲୀ! ସ୍ତ୍ରୀ  ନୁର ହାଁ ଏବଂ ଦୁଇଝିଅ ଜିଆ ରୀନାକୁ ନେଇ ତାକର ସଂସାର! ବରକତ ଅଲ୍ଲୀ ବଡ଼ଝିଅ ରାଢିଆର ବାହାଘର ସାରି ନ୍ଦେଇଥିଲେ ! ଏବେ ସେ ରୀନାକୁ ବାହାଦେବା ପାଇଁ ଏକ ଭଲପାତ୍ର ଖୋଜୁଥିଲେ ! ଏକ ସମୟରେ ମଧ୍ୟସ୍ଥ ଯାଇ ତାଳୁ ହାଇଦର ପ୍ରସ୍ତାବ ବେଲା ! ବରକତ୍ ଅଲ୍ଲୀ ମଧ୍ୟ ହୀଇବରକୁ ଦ୍ୱାଇଁ କରିବା ପାଇଁ ତୁରନ୍ତ ରାଜି ହୋଇଗଲେ! ସେ ଭାଚିଲେଭଲହେଲାରୀନା ଉପରେ ହାକିମାତି ଦେଖେଇବାକୁ ହାଇଦର ବାପା, ମାକି ଭାଇଭଉଣୀ ଜେହିନାହାନ୍ତି ! ହାଇବର୍ ଭଲ ରୋଜଗାର କରୁଛି ! ରୀନା ସେଠାକୁଗଲେ ରାଜ ରା ଣୀ ହୋଇ ରହିବା
ବାସ୍, ପ୍ରସ୍ତାବ ପକ୍କା ହୋଇଗଲା! ଆଉ ବାହାଘର ମଧ୍ୟ ସରିଗଲା! ହାଇଦର ଘରକୁ ତା କନିଆ ସାଜି ଆସିଲା ରୀନା! ବାସର ଘରକୁ ଗଲା ହାଇଦର  ରୀନା ମୁଣ୍ଡରେ ଓଢ଼ଣା ପକେଇ ବସିଥାଏ ହାଇଦର ଯାଇ ମୁଣ୍ଡରୁ ଓଢ଼ଣା ଖୋଲିଦେଲା ତାକୁ ଲାଗିଲା ସେ ଯେମିତି ଇନ୍ଦ୍ରସଭାରେ ଆସି ପହଞ୍ଯାଇଛି! ଆଉ ତାସାମ୍ନା ରେ ବସିଛି ଇନ୍ଦ୍ରଙ୍କର ଅତିପ୍ରିୟ ଅପ୍ ରା ଉର୍ବଶୀ!

    ସୁନ୍ଦରୀ ନାରୀମାନେ ହେଉଛନ୍ତି  ଆଲକୋହଲ ଭଳି! ସେମାନେ ପୁରୁଷର ମସ୍ତିଷରେ ଏମିତି ରସାୟନ ସୃଷ୍ଠିକରନ୍ତି  ଯାହାଠୁ ମୁକୁଳିବା ସହଚ୍ଚରେ ସମ୍ଭବହୁଏନି! ହାଇଦରର ମଧ୍ୟ ସେଭଳି ଅବସ୍ଥ! ହେଲା! ରୀନା ସବୁକିଛି ପାଲଟି ଗଲା ହାଇଦର ପାଇଁ ! ସକାଳରୁ  ସଞ୍ଜ ପୁଣି ସଞ୍ଜପୁ ସକାଳ - ତାଆଖ୍ ରେ କେବଳ ଥିଲା ରୀନା! ଏହାର ଫଳସ୍ଵରୁପ ରୀନା ଦୁଇଟି ପିଲାଙ୍କର ମାହୋଇଗଲା! ପୁଅ କସେର ଝିଅ ରଫ୍ ତାକୁ ନେଇ ସେମାନଙ୍କର ସଂସାର ବେଶ୍ ରଲରେ ଚାଲିଲା

କିଛିଦିନ ପରେ ହାଇଦର ରୀନା ତା ପିଲାମାନକୁ ଧରି ଦୁର୍ଗାପୁର ଚାଲିଆସିଲା! ଦୁର୍ଗାପୁର ଏକ ସହର ଥିଲା! ରୀନାର ବି ଇଚ୍ଚାଥିଲା ସେ ସହରରେ ରହିବ! ଅନ୍ତତଃ ନିଜ ଜୀବନକୁ ଉପଭୋଗ କରିପାରିବା ଦୁର୍ଗାପୁରକୁଆସିବା ପରେ ରୀନାର ସେ ଇଚ୍ଛା ପୂରଣ ହୋଇଗଲା ! ହାଇଦର କାମକୁ ପନେଇବା ପରେ ରୀନା  ବଜାର ଯାରଥିଲା! ଶପି° କରୁଥିଲା! ଗାଁରେ ଶାଢ଼ି ପିନ୍ଦୁଥିବା ରୀନା ଦୁର୍ଗାପୁରରେ ଟ୍ରେଶ୍ଚି ବନିଗଲା! ଦୁଇଦୁଇଟା ସ୍ନାର୍ଟ ଫୋ   ନ୍ ଧରି ବୁଲିଲା! ଫିଲ୍ମ ଦେଖ୍ଲା! ଇତ୍ୟାଦି., ଇତ୍ୟାଦି! ସଂକ୍ଷେପରେ ରୀନାର ଲାଇଫ୍ ଷ୍ଟାଇଲ ବଦଳିଗଲା ! କେବଳ 1ନାର ନୁହେଁ ; ହାଇଦର ମଧ୍ୟ ତା ଲାଇଫ୍ ଷ୍ଟାଇଲ ବଦଳେଇଦେଲା! ସେ ଆଲକୋହଲ ପ୍ରେମରେ ପଡ଼ିଗଲା! ସଚୂଭିତରେ ଗୋଟିଏକଥା ଘଟିଲା ଯେ, ଉଭୟଙ୍କର ଉଭୟଙ୍କ ଠାରୁ ଦୁରତା ବଢ଼ିଗଲା ଆଗରୁ ହାଇଦର ଆସିବା ବାଟକୁ ଅନେଇ ବସୁଥିଲା ରୀନା! ସେ ଆସିବା ମାତ୍ରେ ତାପାଖକୁ ଧାଇଁ ଯାଉଥିଲା! ତାଶାର୍ଚ ଓଲ୍ହେଇ  ଦଉଥିଲା! ପାଖରେ ବସି ବଜେଇ ବଳେଇ ଖୁଆଉଥିଲା! ଶୋଇବା ବେଳେ ସେ ଜାଣିଥିବା ସବୁପ୍ରକାର କଳାକୌଶଳ ପ୍ରୟୋଗ କରି ହାଇବରର ମନକୁ ହାଲ୍କା କରିବେଭଥିଲା ! ହେଲେ ଏବେ ସେସବୁ ଘଟୁ ଥିଲା! ଯେତେବେଳେ ବି ହାଇବରର ତାକୁ ପାଖକୁ ଡାକୁଥିଲା ସେ ଓଲଟି ଳହୂଥିଲା- ତୁମେ ଡ୍ରିଂକ୍ସ  କରୁଛା ମୋତେ ସେଗୁଡାକ ଗନ୍ଧଉଛି!
   ଗୋଟିଏ ପଟରେ ରୀନା ହାଇଦର ଠୁ ଦୁରେଇ ଯାଉଥିଲା ଅନ୍ୟପଟରେପାର୍ଟିମାନଙ୍କରେ ରୀନାର ଆଖପାଖରେ ଲୋକମାନେ ମହୁମାଛି ଭଳି ଘୂରି ତୁଲୁଥିଲେ ! ଏସଚୂ ହାଇଦର ଭିତରେ ସନ୍ଦେହର ଦାନା ବୁ ଣି ନ୍ଦେଉଥିଲା! ସେ ଭାଚୁଥିଲା- ଯେତେବେଳେ ଜଣେ ନାରୀ ଆଉ ଜଣେ ପୁରୁଷକୁ ପାଇଯାଏ ସେତେବେଳେ ସେ ତା ପୂର୍ବ ପୁରୁଷକୁ ଆଖ୍ ଟେକି ଅନାଏନି! ରୀନା କ୍ଷେତ୍ରରେ ସେମିତି ଘଟିଚି ? ସେ ଦେଖୁଛିରୀନା ଫୋନ୍ ରେ ବେଶି ସମୟ ଦଉଛି! ଯେତେବେଳେ ବି କଥା ହେଉଛି ଫିସ୍ପିସ୍ ହୋଇ ! କଥା ହେବା ବେଳେ ତାମୁହଁ ଖୁସିରେ ଉଛୁଳି ଉଠୁଛି! ଦନେ ସେ ରୀନାକୁ ସେଇକଥା ପଚାରଲ! ସେମାନଙ୍କ ମଧ୍ୟରେ ଧୁମ୍ ପାଟିତୁଣ୍ଡ ହେଲା ରୀନା ତାକୁ ଗାଳିଗୁଲଚ୍ଚ କରି ବାପଘରକୁ ପକେଇଗଲା! କିଛିଦିନ ପରେ ରୀନାକୁ ଯାଇ ଟୁଝାଶୁଝା କରିନେଇ ଆସିଲା ହାଇଦରୀ ସେ ନିଜକୁ ଶାନ୍ତ କରିବାକୁତେଷ୍ଟ! କରୁଥିଲା ! ହେଲେ ତାମୁଣ୍ଡରେ ଚଢ଼ି ବସିଥିଲା ସନ୍ଦେହ! କାରଣ ରୀନା ମୁହଁ ଖୋଲି କିଛି କହୁ  ଥିଲା! ! ଅଥଚ ତା କାର୍ଯ୍ୟକଳାପ ତାକୁ ସନ୍ଦେହର ଜଳ ଭଉଁରି ଭିରେକୁ ଟାଣି ନେଉଥିଲା!
 ସେଦିନ ସେ ଆସୁଥାସୁ ଶୁଣିଲା- ରୀନା କାହାସହ ଖୁବ୍ ଚାପା ସ୍ଵରରେ କଥା ହେଉଛି! ସେ ଆସିବା ଦେଖ୍ ଫୋନ୍ କାଟିଦେଇ! ! ହେଲେ କାଟିଦେବା ପୂର୍ବରୁ କହିଲା- ତୁମେ ମେ! ପାଇଁ ଟେନ  ସନ ହୂଅନି! ମୁଁ ତୁ ପାଖକୁ ଖୁବ୍ ଶୀଘ୍ର ଚାଲିଯିଚି! ଏତିକି କଥା ନିଆଁ ଲଗେଇଢେଲା ହାଇଦର ଭିତରେ! ସେ ପଚାରିଲା- ସତକୁହ କାହାପାଖକୁ ଶୀଘ୍ର ଯିବାକୁ କହୁଛ! ରୀନା କହିଲାନି ଓଲଟି ତାକୁ ଗାକିଗୁଲଜ କଲା! ଆଉ ସହିପାରିଲାନି ହାଇଦରୀ ସେ ପାଗଳ ହୋଇଯାଇଥିଲା! ତାକୁ ପିଟି ପିଟି ଶେଷରେ ଛୁରିରେ ଭୁସି ମାରିଦେଲା ହେଲେ ରୀନା ସେକଥା ଆଉ କାହାକୁ କହୁ ଥିଲା ! କଦୁଥିଲା ତାମାକୁ! ଏକଥା ହାଇଦର ଜାଣିବା ବେଳକୁ ରୀନା ଆଉ ଇହଧାମରେ ଥିଲା!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...