Sunday 26 November 2017

ଦ ଲ ଅଫ୍ ଦି ଭ୍ୟାକୁ ମ୍ .................



ଅଫ୍ ଦି ଭ୍ୟାକୁ ମ୍ ଇକ୍ ଦ୍ୟାଟ୍ ଦେୟାର ଇକ୍ ଭ୍ୟାକୁମ୍! ଫିଜିକ୍ସର ଏହି ନିୟମକୁ ବୁଝିପାରୁ ଥିଲା  ଟିନା ! ସେ ଭାଟୁଥିଲାଅଗ୍ରେକ୍ ସିଂଙ୍କର ବୟସ ଖୁବ୍ କମ୍! ଅଳ୍ପ ବୟସରେ ସେ ତାଙ୍କରସ୍ ତ୍ରୀ କୁ ହରେଇଛନ୍ତି  ! ଚାହିଁଥିଲେ  ସେ ଅନାୟାସରେ ବିବାହ କରିପାରିଥାନ୍ତେ ଆଉ ସ୍ତ୍ରୀ ଙ୍କ ମୃତ୍ୟୁପରେ ତାଙ୍କ ଜୀବନରେ ଯେଉଁ ଭ୍ୟାକୁ ମ୍ ସୃଷ୍ଠି ହୋଇଛି ତାହାକୁପୂରଣ କରିପାରିଥାନ୍ତେ! ହେଲେ ସେ ଜାଣି ଥିଲା ଯେ, ଭ୍ୟାକୁ ମ୍ ଚା ଶୂନ୍ୟସ୍ଥାନ କେବେ ବି ଅପୂରଣ ରହେନା! ତାହା ମନକୁ ମନ ପୂରଣ ହୋଇଯାଏ!ଆଉ ଅଙ୍ଗ୍ରେଜ଼    ସିଂଙ୍କ ଜୀବନରେ ସ୍ତ୍ର1କୁ  ନେଇ ସୃଷ୍ଠିହୋଇ ଥିବା ଭ୍ୟାକୁମ୍ ପୂରଣ ହୋଇସାରିଥିଲା  ! ଆଉ ତାହାକୁ ପୂରଣ କରିଦେଇଥିଲା  ତାଶାଶୁ ବଲବିନ୍ଦର ସିଂ! ସୂଚନାଯୋଗ୍ୟ ଯେ, ଚୋର ଦାବାଶୂର ହେଉଛନ୍ତି  ଅଭେକ ସିଂ !

ଫରିଦକୋଟ ଜିଲାର ମାଚ୍ଚା ଗ୍ରାମର ଟିନା !ତା ବିବାହ ହୋଇଥିଲା ପଞ୍ଜାବର ମୁକ୍ତସାର ଜିଲା ଅନ୍ତର୍ଗତ ବରିୱାଲା ଥାନା ଅଧୀନ ଗଧାସିଂୱାଲାଗାଁର ସନ୍ଦୀପ ସିଂସହିତ! ସନ୍ଦୀପର ବାପା ହେରଛନ୍ତି  କଶୀର ସିଂ ଓରଫ କାଳି ଏବଂ ମାଙ୍କନାମ ବଲବିନ୍ଦର ଗୌର!ଆଖପାଖ ଅଞ୍ଚଳରେ କଶୀର ସିଂ ଜଣେ ବଡ଼ଚାଷ1! ସଂକ୍ଷେପରେ କହିଲେ, କଶୀର ସିଂଙ୍କ ପରିବାର ଖୁବ୍ ଧନଶାଳୀସେହି ଘରକୁ ବୋହୁ ହୋଇଆସି ଟିନା  ବେଶ୍ ଖୁସି ଥିଲା !ତାକୁ ସମସ୍ତେ ଭଲପାଉଥିଲେ !ସ୍ବାମୀ ସନ୍ଦୀଫ୍ ତାକୁ ଖୁବ୍ ପ୍ରେମକରୁଥିଲା ! ଟିନାର କୌଣସିଥିରେ ଅଭାବ କି ଅସୁବିଧା ଥିଲା !ତେବେ ତିନା ସବୁ ବେଳେ  ଅଗ୍ରେଦ୍ ସିଂକୁ  ନେଳ ଦୁଃଖ ପ୍ରକାଶ କରୁଥିଲେ  !!ସେ ଭାବୁ ଥିଲାଭଗବାନ ଜଣଜଣଙ୍କ ପାଇଁ କାହିଁକି ଏତେ ନିର୍ଘୟ ଦୁଅନ୍ତି | ଏତେ କମ୍ ବୟସରୁ ସେ ପାଇଁ ଅଙ୍ଗ୍ରେଜ଼  ସିଂକୁ  ପତ୍ନୀହରା କରିଦେଲେ!କେମିତି ତାଙ୍କର ଦିନ ବି ତୁ  ଥିବା ବୟସ ବେଶି ହୋଇନାହିଁ ! ପୁଣି ସେ ଭାଚୁଥିଲାବଞ୍ଚିବା ମରିବା କାହାରି ହାତର କଥା ନୁହେଁ ଯଦି ଚାଚି ମରିଗଲେ ତାହେଲେ ଚାଚା ଅଙ୍ଗ୍ରେଜ଼ ସିଂ ଆଉଥରେ ବାହା ହୋଇ ଘରସଂସାର କରିପାରିଥାନ୍ତେ! ଦିନେ ଏଇକଥା ସେ ପଚାରିବେଲା ଶାଶୁ ବଲ ବିନ୍ଦର ସିଂକୁ ! ପଚାରିଲା: ‘ମମି  ! ମୁଁଭାଚୁଛି ଚାଚାଚାତିକୁ  ଖୁବ୍ ଭଲ ପାଉଥିଲେ  ?" ବୋହୁଠାରୁ ଏମିତିଏକ ପ୍ରଶ୍ନଣୁଣି ତାମୁହଁକୁ ଅନେଇଲେ ବଲବିନ୍ଦର!
ଟିନା  କହିଲୀ- ‘ମୁଁ ଭାବୁଛି ସମ୍ଭବତଃ ସେଇଥ୍ ପାଇଁସେ ଆଉଥରେ ବାହ! ହେଲେନାହିଁ! ତାଛଡ଼ା ସେ ଯଦିବାହା ହେଲେ ଆପଣମାନେ ତାକୁ  ବାଧ୍ୟ କରି ବାହ! କରେ ଦେଇଥାନ୍ତେ!’ ବଲବିନ୍ଦର ଦବୀ ସାମାନ୍ୟ ରୁକ୍ଷ ଗଳାରେ କହିଲେ: ‘ବୋ ହୁ!  ତୁ  ନୂଆ ଆସିଛୁ ସେଥିଲା ଗି ଜାଣିନାହୁଁ! ଅଙ୍ଗ୍ରେଜ଼  ଜଣେ ହତଭାଗ୍ୟମଣିଷ ! ତାଭାଗ୍ୟରେ ସ୍ତ୍ରୀ  ସୁଖ ନାହିଁ !କାହିଁକି ନା ସେଯାହାକୁ ବାହ! ହେବ ସେ ମରିବ ! ସେଥିଲା ଗି ଅଗ୍ରେକ୍ ବାହ! ହେଲାନାହିଁକି ଆମେ ବି ତାକୁ ବାହା ଦେଲୁନାହିଁ!’ଏକଥା ଶୁଣି ଖ୍ ଲିଖ୍ ଲି ହୋଇ ହସିଉଠିଲ! ଟିନା ! କହିଲୀ- ‘ମମମିଏସବୁ ଅନ୍ଧବିଶ୍ୱାସ! ଆପଣମାନେ ଯୁଗରେ ବି ସେଇସବୁ କଥା ବିଶ୍ବାସ କରୁଛନ୍ତି !
ଏଣୁ ତେଣୁ କଥାକୁ ବିଶ୍ଵସୋ କରି ଜଣେ ଲୋ କକୁ ସାରାଜୀବନ ସ୍ତ୍ରୀ  ସୁଖରୁ ଦୂରେଇ ରଖ୍ ଆପଣମାନେ କିଛି ଠିକ୍ କଲେ ନି!’ଟିନା  ସହିତ ବିଷୟରେ ଆଉ ବେଶି ଯୁକ୍ତି  କରିବାକୁ ଚାହୁଁନ ଥିଲେ  ବଲବିନ୍ଦରବେବୀ! କହିଲେ:‘ବାସନ ମଜା ହେଇନି! ଘର ସଫା ହେଇନି!ରୋଷେଇ ବାସ ହେବ ! ସେକଥା ଚିନ୍ତା କରି ତୋର ତୋ ତାଟା କଥା ଚିନ୍ତା କରିବାର ଆବଶ୍ୟକତା ନାହିଁ! ପରିବାରରେ ପ୍ରତ୍ୟେକ ଲୋକ ନିଜନିଜର କାମଦୁଝୁଛନ୍ତି  କେହି କାହାରି ବ୍ୟାପାରରେ ମୁଣ୍ଡ ଖେଳାଉନାହାନ୍ତି ! ତେଣୁ ଭଲ ହେବ  ତୁ ବି ତୋ କାମକ
   ଟିନା  ଆଉ କିଛି ରହିଲାନି! ଯେତେହେଲେ ବି ସେ ଘରର ନୂଥାଟୋହୁ! ସେ ତାକାମରେ ଚାଲିଗଲାସମୟ ବିତି ଗଲା! ଟିନା  ବାହାଘରର ତିନିମାସ ପରେ ଗର୍ଭଧାରଣ କଲା ! ନିବିଷ୍ଟ ସମୟରେ ସେ ଡାକ୍ତରଖାନାରେ ପୁଅଟିଏ ଜନ୍ମ କଲା l ପ୍ରଥା ଅନୁଯାୟୀ, ଟିନା  ସନ୍ତାନ ଜନ୍ମ କରି ଥିବାରୁ ତାକୁ ଏକ ସ୍ଵତନ୍ତ୍ର ଘରେ ରଖାଗଲା! ଟିନା  ସେହି ସ୍ଵତନ୍ତ୍ରଘରେ ତା ନବଜାତ ପୁଅକୁ ଧରି ରହିଲା ! ଶୀତ ଦିନ! ଖୁବ୍ ଶୀତପଡ଼ିଥାଏ! ରାତିରେ କ୍ଷେତ କରିବା ପାଇଁ ଚାଲିଗଲେ ସ୍ବାମୀ ସନ୍ଦୀପ ଶ୍ଵଶୁର କଶାଇ ସିଂ! ପୁଅକୁଧରି ଟିନା  ଶୋଇପଢ଼ିଲ! ! ଶାଶୁ ମଧ୍ୟ  ନିଜ କୋଠରିକୁ ଚାଲିଗଲେ ଶୋଇବା ପାଇଁ

     ସବୁ  ଠିକ୍ ଠାକ୍ ଥିଲା ! ମଝିରାତିରେ ହଠାତ କାନ୍ଦି ବାକୁ ଲାଗିଲା ପୁଅ! ଟିନା  ଯେତେ ଚେଷ୍ଟାକଲା ତାକୁ ତୁନି କରିପାରିଲାନାହିଁ! ଭାବିଲା, ଶାଶୁକୁ ଡାକିବ! ସେ ହୁଏତ ଚୁଆଟାଳୁ ଶାନ୍ତ କରିପାରିବେ! ସେ ଶାଶୁକୁ ବଡ଼ପାଟି କରି ଡାକିଲା ! ମାତ୍ର ସେ  ଶୁଣିଲେ ନାହିଁକି ଆସିଲେ ମଧ୍ୟ  ନାହିଁ ! ବହୁ କଷ୍ଟକରି ସେ ପୁଅକୁ ଶୁଆଇଲା ! ଭାବିଲା, ଶାଶୁ ଏମିତି ନିଦରେ  ଶୋଇଯାଇଛନ୍ତି  ଯେ ଏତେ ତାକିବା ପରେ ବି ଶୁଣିଲେ ନାହିଁ! ନାତାଙ୍କର କିଛି ଅସୂବିଧା ହୋଇଛି! ଏହ! ଭାବି ସେ ବଲବିନ୍ଦର ରୁମ୍ କୂ ଆସିଲା ! ରୁମ୍ ପାଖରେ ପହଞ୍ଜୁ ପହଞ୍ଜୁ ତାକାନରେ ପଡ଼ିଲା ଚୁ ଢ଼ିର ରୁଣୁଝୁଣୁଶବ୍ଦ ! ହି ସ୍ ହିସ୍ ସ୍ୱର ! ଆଉ ଚୁପି ଚୁପି  କଥ!ଆଶ୍ଚର୍ଯ୍ଯ ହୋଇଗଲା ଟିନା  ! ଭାବିଲା, ଶ୍ଵଶୁର ତକ୍ଷେତରେ ! ତାହେଲେ ଶାଶୁଙ୍କ ଘର ଭିତରେ କିଏ ସେ କଵା ଫାଳରେ ଯାହା ଦେଖିଲା ସେଥିରେ  ତା ମୁଣ୍ଡ ଗୋଳମାଳ ହୋଇଗଲା ! ସେ ଦେଖିଲାଅଙ୍ଗ୍ରେଜ଼  ସିଂ ଶାଶୁ ବଲବିନ୍ଦର ପାପ ସମ୍ପର୍କରେ ଲିପ୍ତ ଅଛନ୍ତି ! ଅଙ୍ଗ୍ରେଜ଼  ସିଂ ସାଜିଧ୍ୟ ରେ ବଲବିରେ ଆଖ୍ ବୁ ଜିଆନନ୍ଦରେ ହିସ୍ ହିସ୍ ଶବ୍ଦ କରୁଛନ୍ତି  ! ସେ ଦୁଇଜଣଙ୍କର ଆନନ୍ଦ ଘରର ଚାରିକାନ୍ଥ ଟପି ଘର ବାହାରକୁ ଛିଟ୍ କି ପଡୁଛି!
         ସତକୁସତ ମୁଣ୍ଡ ଖରାପ ହୋଇଯାଇଥିଲା  ଟିନାରୀ ଲାଜରେତାମୁହଁ ନାଲି ପଡ଼ିଯାଇଥିଲା  ଏବେ ସେବୁଝି ଯାଇଥିଲା  ଯେ, ପାଇଁ ଅଙ୍ଗ୍ରେଜ଼  ସିଂ ବାହାହୋଇନାହିଁ! ଆଉ କଣ ପାଇଁ ସେଦିନ ତାଶାଶୁତାଉପରେ ବିରକ୍ତ ହେଉଥିଲେ ! ଯେଉଁ ପୁରୁଷପାଇଁ ତାସ୍ତ୍ରୀ କାମ ତାଭାଉଜ କରିଦିଏ ସେହିପୁରୁଷର ଆଉଥରେ ବାହା ହେବା ଦରକାର! ତେବେ ଟିନା  ଏକଥା କାହାକୁ କହିପାରିଲା ନାହିଁ! ସେ ଜାଣିଥିଲା  ସେ, ଖବର ଶୁଣିବା ମାତ୍ରେ ତାଶ୍ୱଶୁର ରାଗି ପଡ଼ିବେ ଆଉ ମାଏଭଳି ପାପ କାମରେ ଲିପ୍ତ  ଥିବା ଜାଣି ସ୍ବାମୀ ସନ୍ଦୀଫ୍ ମଧ୍ୟ  ଲାଜରେ ମରିଯିବେ! ତେଣୁସେ ବୁଝି ପାଚୁନ ଥିଲା  ଏକଥାକୁ ସେ କେମିତି କହିବ!

                  ଇତିମଧ୍ୟ ରେ ଟିନା  ତାବାପଘରକୁ ଗଲା! ମାପାଖରେ ସବୁକଥା କହିଲା! ସମସ୍ତେ ମିଶି ନିଷ୍ପରି ଦେଲେ ସେ, ଟିନା କୁ  ନେବା ପାଇଁ ଯେତେବେଳେ ସନ୍ଦୀପ ଆସିବ ସେମାନେ ସନ୍ଦୀଫ୍ କୂ ଏକଥା କହିଦେବେ! ସବ୍ଦୀଫ୍ ମଧ୍ୟ  ଆସିଲା ଟିନା କୁ ନେବାପାଇଁ! ଟିନାର ମା ଭାଇ ସନ୍ଦୀ ଫ୍ କୂ ସବୁ କଥାକହିଲେ ! ସେମାନେ ଭାବିଥିଲେଏସବୁ ଶୁଣି ସନ୍ଦୀପଭୟଙ୍କର ଭାବରେ ରାଗିଯିବ ହେଲେ ଲାଜରେ ନାଲି ପଡ଼ିଯିବା ହେଲେ ସେମିତି କିଛି ହେଲାନାହିଁ!ଓଲଟି ସନ୍ଦୀଫ୍ ହସିବେଇ କହିଲା- !’ ଆଉ ବାବାଙ୍କ ମଧ୍ୟ ରେ ସମ୍ପର୍କ ଆଜିର ନୁହେଁ! ଅନେକ ଦିନରୁ! ଆଉ ସେଇଥ୍ ପାଇଁ ଚାବି ବି ଆତ୍ମହତ୍ୟା କରିମରିଯାଇଛି! ଆମ ପରିବାରରେ ଆମେ ସମସ୍ତେଜାଣିଛୁ ଯେ, ମାଆଉ ଚାଚାଙ୍କ ମଧ୍ୟ ରେ ଏଭଳି ସମ୍ପର୍କ ରହିଛି! ତେଣୁ ତୁମେମାନେ କେହି ଏହାକୁ ନେଇ ବ୍ଯସ୍ତ କିମ୍ବା ବିବ୍ରତ ଦୁଅନି! ସନ୍ଦୀପ ଟିନାକୁ  ଚୁଝେଇଲାଆମର ସଂସାର ଭଲରେ ଚାଲିଛି !ତୁମେ ଆମ ପିଲାଙ୍କର ଯତ୍ନନିଅ ! ଅନ୍ୟକିଛି କଥାରେମୁଣ୍ଡ ପୂରାଅ ନାହିଁଏମିତି କହି ଟିନାକୁ  ଘରକୁ ନେଇ ଆସିଲାସନ୍ଦୀପ!
      ଟିନାକୁ ସନ୍ଦାସ୍ ସିନା ରୁଝେଇଲା! ହେଲେ ଟିନା ମନ ମାନୁନ ଥିଲା ! ସେଏଭଳି ପାପକୁ ବରଦାସ୍ତ କରିପାରୁ ନଥିଲା  ! ଅପରପକ୍ଷରେ, ପୁଅ ସନ୍ଦୀପଠାରୁ ବଲବିନ୍ଦର ଜାଣି ନେଇଥିଲା ଯେ, ଟିନା  ସଟୁକିଛି ଜାଣିନେଇଛି ଖାଲି ଜାଣିନି, ତାବାପଘରର ଲୋକଙ୍କୁ ବି ଜଣେଇ ଦେଇଛି!

          ଏସବୁ ଜାଣିବା ପରେ ବଲବିନ୍ଦର୍ ପ୍ରଥମଶତୁ ପାଲଗେଲା ଟନା!ବଲବିନ୍ଦର ରୋକ୍ ଠୋକ୍ ଜଣେଇବେଲା- ତୋ ପାଇଁ ପରିବାରରେ କୌଣସିଥିରେ  ଅସୁବିଧା ରଖାଯାଇନି!  ତୁ  ସୁଖରେ ରହୀ ଆଉ ମୋତେ ବି ସୁଖରେ ରହିବାକୁ ଦେ! ହେଲେ ତିନା ଭଲଭାବରେ ଜାଣିଥିଲା  ଯେ, ତା ଶାଶୁ ଯାହାକୁ ସୁଖ ବୋଲି କହୂଛଛି ତାହ! ସୁଖ ନୁହେଁ ପାପ !ତେଣୁ ସେଶାଶୁର ସୁଖକୁ  ସହିବା ଅବସ୍ଥାରେନ ଥିଲା  ସେଥିଲା ଗି ଟିକେ ଟିକେ  କଥାରେ ସେ ଶାଶୁ ମୁହଁଉପରେ ଜବା ଦେଉଥିଲା !  ବଲବିନ୍ଦରକୁ ସେ ଘୃଣା କରୁଥିଲା ! ଆଉ ତାକୁ ଶାଶୁ ଭାବରେ ସମ୍ମାନ ଦେବାପାଇଁ ବିପ୍ରସ୍ତୁତ ଥିଲା
           ପ୍ରତ୍ୟେକ ଦିନ  କଛ ନା କଛ କାରଣ ପାଇଁ ଶାଶୁଓ ଢୋହୁଙ୍କ ମଧ୍ୟ ରେ କଳି ଝଗଡ଼ା ଲାଗୁଥିଲା ! ଟିନା ବାପଘର ଲୋକେ ଚି ତାକୁ ରୁଝାରଥିଲେ - ସେମାନେ ଯାହ! କରୁଛନ୍ତି କରନ୍ତୁ!  ତୁ  ତେ! ସ୍ବାମୀ ସଂସାରକୁ ନେଇ ଖୁଶିରେ ରହ  ! ତେ! ପିଲାଙ୍କର ଯତ୍ନ ନେ!  ତୁ  ତେ! ଶାଶୁଙ୍କ ସହ କୌଣସି ସମ୍ପର୍କ ରଖେନା ! ତୁ ଘରକୁ ବାହ! ହୋଇ ଆସିଛୁ!ଯେତେ ଯାହା ହେଲେ ବି ଏଇଟା ହେଉଛି ତେ! ଘର.ହେଲେ ଚିନ! ପାଇଁ ସେଇଟାଆଉ  ଘର ହୋଇ ରହି ନଥିଲା  ! ତାହ! ଥିଲା  ଏକ ନର୍କ!
ଦିନେ ବଲବିନ୍ଦର ଚିନ! ମଧ୍ୟ ରେ ଖୁବ୍ ପାଟିତୁଣ୍ଡ ଲାଗିଲା ! ନୀରବ ଦର୍ଶକ ସାଜି ବସିଥିଲେ  କଶୀର ସିଂ,ସନ୍ଦୀପ ଅଙ୍ଗ୍ରେଜ଼  ସିଂ! ବଲବିକର ଛୁଟିଲେ ! ବିଅର ଅଙ୍ଗ୍ରେଜ଼  ନିକଟକୁ! କହିଲା- ଟୋହୁଟ!  ତୁ ମକୁ ନେଇମୋତେ ବେଈଜ୍ଜତ  କରୁଛି! ତୁମେ କେମିତି ବରଦାସ୍ତକରୁଛ! ତୁମେ ଗୋଟେ ମର୍କ ନା ମାଇଚିଆ! ଭାଉଜ ଓରଫ ପ୍ରେମିକାର କଥା ନିଅଁ! ଲଗେଇଦେଲା ଅଙ୍ଗ୍ରେଜ଼
ସିଂ ରକ୍ତରେ ! ପାଖରେ ଥିଲା  ଏକ କୁରାଢ଼ି! ସେ ଉଠେଇଆଣିଲା ଆଉ କେହି କିଛି  ବୁଝିବା ଆଗରୁ ଟିନା ବେକରେ ଏକ ଶପ୍ତ ଚୋ ବସେଇନ୍ଦେଲା ! ସେଇଠି ଢଳି ପଡ଼ିଲା ଟିନା ଗିରଫ ହେଲେ ଉଭୟ ଅଙ୍ଗ୍ରେଜ଼  ବଲବିନ୍ଦର! ବିଚାରି ଟିନା ! ଶାଶୁର ସୁଖ !’ ପାଇଁ କାଳହେଲ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...