ଉତ୍ତରାଖଣ୍ଡର ଉଧାମସିଂନଗର ଢିଲା ଅନ୍ତର୍ଗତ ଗୋଟିଏ ଗାଁ କାଶୀପୁର! ଏହିକାଶୀପୁର ଗ୍ରାମରେ ରହୁଥିଲେ ଭୁରି ବେଗମ୍! ଭୁରି ବେଗମ୍ ଙ୍କ ପରିବାର କହିଲେ ସ୍ବାମୀ ମହମ୍ପଦଅଲ୍ଲୀ ଏବଂ ତାଙ୍କ ୬ ପୁଆ ନାଜିମୃ କାଶିମ୍’ ହାସିମ୍’ ତୌ ସିଫ୍ ଏବଂ ଗୁ ଲଫାମ୍! ନାଜିମ୍ ଓ କାଶିମ୍ୱ ସେମାନଙ୍କ ନିଜନିଜର ବିଜ ନେ ସ୍ କରି ପରିବାର ପ୍ରତିପୋଷଣ କରୁ ଥିଲେ ! ହାସିମ୍ ର ପାଠରେ ମନ ନ ଥିଲା ! ସେ ପାଠବହିରେ ଡୋରି ବାନ୍ଧି ଗାଁ ଦାଣ୍ଡରେ ଘୂରି ବୁଲିଲା!ଏହାକୁ ନେଇ କାହାରି ଚିନ୍ତା ନ ଥିଲା !ଘରେ ତ ଧନସମ୍ପରି ଅଛି! ପୁଅ ଯଦି ବୁ ଲୁଛି ବୁ ଲୁ! ବେଳେ ତା’ କାନ୍ଧରେ ଢୋଲ ପଡ଼ିଲେ ସେ ବଜେଇ ଶିଖ୍ବନି!
ଏମିତି ଭାବରେ ହାସିମ୍ ର ଦିନ କ ତୁ ଥିଲା ! ସେ ଘରେ ଖାଉଥିଲା ! ଗାଁଦାଣ୍ଡରେ ଖଟି ମାଚୁଥିଲା ! ବନ୍ଧୁ ବା ନ୍ଧବ ବୁଲୁ ଥିଲା ! ତା’ର ମାମୁଝିଅ ଭଉଣୀ ଥିଲା ଶାହିନ୍! ଶାହିନ୍ କୁ ସେ ପିଲାଟି ବେଳୁବେଖୁଥିଲା ! ଶାହିନ୍ ତାକୁ ଭାଇ ଟୋଲି ଡାକୁଥିଲା ! ସମୟ ଗଡ଼ିବା ସଙ୍ଗେ ସଙ୍ଗେହାସିମ୍ ଓ ଶାହିନ୍ ବଡ଼ ହେଭଥିଲେ !ଶାହିନ୍ ଦେହରେ ଯୌବନ ଢେଉ ଭାନଜି ଲା,ସେଦିନକୁ ଦିନ ସୁନ୍ଦର ଦେଖି ବାକୁ ଲାଗିଲା! ଗୋତିଏ ବିଭାଘର ଭୋଜି ଥାଏ! ସେଇଠିକି ଯାଇଥାଏ ହାସିମ୍! ଆଉ ସେଇଠିକି ମଧ୍ୟ ଯାଇଥିଲା ଶାହିନ୍! ସାଧାରଣତଃ କୌଣସି ପର୍ବପର୍ବାଣି କିମ୍ବା ବାହାବ୍ରତ ଆସିଗଲେ ଝିଅମାନଙ୍କ ମଧ୍ୟ ରେ ଏକପ୍ରକାର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଲାଗିଯାଏ! ପ୍ରତ୍ୟେକ ଝିଅ ଚାହାନ୍ତି ସେମାନେ ଏଭଳିଭାବରେ ନିଜକୁ ସତେଇବେ ଯେ, ସମସ୍ତଙ୍କ ଆଖୀ ତାଙ୍କରି ଉପରେ ହିଁ ଲାଖ୍ର ର ହିବା ସେ ସମସ୍ତଙ୍କଠାରୁ ଯେମିତି ଅଧିକ ସୁନ୍ଦରୀ ଦିଶିବା ଶାହିନ୍ ସେହିଭଳି ଜଣେ ଯୁବତୀ ଥିଲା ! ଆଉ ଦୁଇଦିନ ଆଗରୁ ଯୋଜନା କରି ନିଜକୁ ସଜେଇ ଥିଲା
ସେ ଲେହେନଂଗା ସାଙ୍ଗ କୁ କୁଭି ପିନ୍ଦିଥିଲା ! କାନ୍ଧରେ ଚୂନି ପଦ୍ଦେଇଥିଲା !ତ!’ରଲମ୍ବ! ବାଳକୁମୁକୁଳା କରିପିଠି
ଉପରେ ପକେଇ ନ୍ଦେଇଥିଲା ! ମୁହଁକୁ ଅତି ସୁନ୍ଦର କରି ମେକ୍ଅଫ୍ କରିଥିଲା ! ଆଉ ଇମିଟେ ସେନ୍ ଗହଣାରେ ନିଯର ସମଗ୍ର ଅଙ୍ଗପ୍ରତ୍ଯଙ୍ଗକୁ ସଜେଇଥିଲା ! ସେହି ମ୍ୟାରେକ୍ ସେରିମୋନିକୁ ଯାଇଥିଲା ହାସିମ୍! ଆଉ ହାସିମ୍ ର ନଜର ଯେ ତେବେଳେ ଶାହିନ୍ଉପରେ ପଡ଼ିଲା ସେ ତା’ ନଜରକୁ ହଟେଇପାରିଲା ନାହିଁ ! ପଲକ ନ ପରେଇ ଘଣ୍ଟାଘଣ୍ଟା ଧରିତାକୁ ଅନେଇ ରହିବାକୁ ତାର ମନ କଦୁଥିଲା !
ଶାହିନ୍ କୁ ସେ ପିଲାବେଳୁ ଦେଖ୍ ଥିଲା ସତ; ହେଲେ ଶାହିନ୍ ଯେ ଏତେ ସୁନ୍ଦର! ସେ କଥା ସେ ଆବିଷ୍ଠୀର କରିପାରି ନ ଥିଲା କିମ୍ବା ହେଇପାରେ ସେ ତାକୁ ଏହ! ପୂର୍ବକୁ ଏଭଳି ନଜରରେ ଆଦୌଦେଖ୍ ନଥିଲା ! ହାସିମ୍ ଭିତରେ ଶିହରଣର ଏକ ଉଷ୍ମ ତରଙ୍ଗ ଚହଟି ଗଲା! ତ!’ ଦେହ ଥରି ଉଠିଲା! ତା’ ମୁଣ୍ଡ ଯେମିତି ଗୋଳମାଳ ହୋଇଗଲା! ସେ ଭାବିଲା’ ଏବେ ଏଇକ୍ଷଣି ସେ ଶାହିନ୍ କୁ ତା’ ନିକର କରିନବ ! ଶାହିନ୍ କେବଳ ତା’ରି ପାଇଁ ଜନ୍ମ ହୋଇଛି!ତା’ଛଡ଼ା ଶାହିନ୍ ଆଉ କାହାର ବି ନୁହେଁ
ବାହାଘର ଭୋ ଜି ପରେ ଯିଏ ଯାହା ଘରକୁଚାଲିଗଲେ! ହୀସିମ୍ ତା’ ଘରକୁ ଚାଲିଆସିଲା! ଶାହିନ୍ ତା’ ଘରକୁ ଚାଲିଗଲା! ରାତିରେ କିନ୍ତୁ ନିଦ ହେଲାନି ହାସିମ କୁ ! ଖାଲି କତ ଲେଭଟେଇ ଲେଉଟେଇ ସେ ରାତି ବିତେଇଲା! ସକାଳ ହେବାମାତ୍ରେ ସେ ଯାଇ ପହଞ୍ଚିଗଲା ଶାହିନ୍ ଘରେ ଯୋଗକୁ ସେଦିନ ଶାହିନ୍ ର ବାପା କାସିମ୍ ଖାଇ! ଘରେ ନଥିଲେ ! ତା’ର ଭାଇମାନେ ଯିଏଯାହାର କାମରେ ଯାଇଥିଲେ ! ଆଉ ସାହିନ୍ ର ମା’ ନସିମ୍ ବେ ଗମ୍ ପରିବ! କିଣି ବାକୁ ଯାଇଥିଲେ ! ଶାହିନ୍ ଏକୁଟିଆ ଘରେ ଥିଲା ! ଏଇଟା ହାସିମ୍ ପାଇଁ ଏକ ସୁବର୍ଣ୍ଣ ସୁଯୋଗ! ସେ ଶାହିନ୍ କୁ କହିଲା-‘ଶାହିନ୍! ତୁ କାଲି ଖୁବ୍ ସୁନ୍ଦର ଦିଶୁଥିଲୁ ଲୁ! ଠିକ୍ ଗୋଲାପ ଫୁଇଟେ ପରି!’ ଶାହିନ୍ ହସିଦେଲା ଓକହିଲୀ- ‘ଭାଇ ଆଖ୍ ରେ ଭଉଣୀ ସବୁବେଳେ ସୁନ୍ଦର ! ତୁ ଅଧିକ ଟା କ’ଣ କହିଲୁ ଯେ ?’ ବାସ୍ତବରେ ଶାହିନ୍ ହାସିମ କୁ କେବଳ ଭାଇ ଭଳି ହିଁଦେଖୁଥିଲା ହେଲେ ହାସିମ୍ ତା’ର ଡ୍ରାନ୍ତ ଧାରଣ! ଦୂରେଇନେଲା କହିଲା- ‘ଶାହିନ୍! କାଲି ମୁଁତଡେ ଭାଇ ଆଖ୍ ରେ ଦେଖ୍ ନଥିଲି! କଣେ ପ୍ରେମିକର ଆଖ୍ ନେଇ ଢୋ ସୌନ୍ଦର୍ଯ୍ୟକୁ ଉପଭୋଗ କ ରୁ ଥିଲି !’ ଆଶ୍ଚର୍ଯ୍ୟହୋଇଗଲା ଶାହିନ୍! କହିଲା- ‘ହାସିମ୍ ଭାଇଜାନ୍!ଲାଗୁଛି ତୋ ମୁଣ୍ଡ ଖରାପ ହେଇଗଲାଣି ! ନହେଲେ ତୁ କେବେ ବି ମୋ ସହ ଏମିତି କଥା ହୁଅନ୍ତୁ ନାହିଁ! ଆରେ ମୁଁପରା ଢୋ ମାମୁଝିଅ ଭଉଣୀ ” ହୀସିମ୍ କହିଲା- ‘ମୁଁ କ’ଣ ସେକଥା ଜାଣେନି! ଆମର ଶାରିଆତ୍ ଅନୁଯାୟୀ ତୋର ମୋର ବାହାଘର ହୋଇପାରିବା ସେଇଥ୍ ପାଇଁ ମୁଁତତେ ଭଲପାଇବା ଆରମ୍ଭ କରିଛି! ମୁଁ ତତେ ବାହାହେବାକୁ ଚାହେଁ! ତୁ କହ ତୁ ମୋତେ ବାହା ହେବୁ କି ନାହିଁ!’
ସେଦିନ କିଛି କିଛି ନଥିଲା ଶାହିନ୍! ହାସିମ୍ ଫେରିଆସିଲା ଘରକୁ! ଆସି ସିଧାସଳଖ ତା’ର ମା’ ଙ୍କୁ କହିଲା- ‘ଅମ୍ମା ! ମୁଁଶାହିନ୍ କୁ ବାହା ହେବାକୁ ଚାହୁଁଛି! ତୁ ଯାଇ କାସିମ୍ ଖାଲାଙ୍କ ସହ କଥାବାର୍ଜା କର !’ ଭୁରି ବେରମ୍ ଜାଣିଥିଲେ ଏ ବାହାଘରରେ କିଛି ସମସ୍ୟା ନାହିଁ! ସବୁ ଠିକ୍ ଠାକ୍ ରହିଲେ ହାସିମ୍ ଓ ଶାହିନ୍ ପରସ୍ପର ସହ ନିକାହ କରିପାରିବେ’ ସେଥିଲା ଗି ସେ କାସିମ୍ ଖାଲ! ଘରକୁ ଗଲା ଓ ହାସିମ୍ ସହିତ ଶାହିନ୍ ର ବାହାଘର ପ୍ରସ୍ରାବ ଦେଲା! ତେବେ ସେମାନେ ମୁହେଁ ମୁହେଁ ପ୍ରସ୍ତାବକୁ ନାକଚ କରିଦେଲେ! କହିଲେ-ବାହାଘରରେ ଆମର ଅମଙ୍ଗ ନାହିଁ! ଆମ ଧର୍ମବି ତାହାକୁ ସମର୍ଥନ କରୁଛି! ହେଲେ ଗୋଟେ ବେରୋଜଗାର ଯୂବକକୁ ଆମେ ଆମ ଝିଅକୁ ବାହାଦଟୁ କିପରି? ଶାହିନ୍ ଦେଖ୍ ବାକୁ ସୁନ୍ଦରୀ! ତା’ ପାଇଁ ଖୁବ୍ ରଲଇଲ ଚାକିରିଆ ପ୍ରସ୍ତାବଆସୁଛି! ଆମେ ଜାଣିଶୁଣି ଆମ ଝିଅକୁ ଗୋଟେ ଅଳସୁଆ ଲୋକ ହାତରେ ଟେକିଦବୁ! ଭୁ ରି ବେଗମ୍ ମନଦୁଃଖରେ ସେଠାରୁ ଫେରିଆସିଲେ! ହାସିମ କୁ ମନଇଛା ଗାଳି ଦବାକୁ ଲାଗିଲେ! କହିଲେ- ଶାହିନ୍ ଭଳି ଝିଅକୁ ବାହୀହେବା ପାଇଁ ତୋର ଯୋଗ୍ୟତା ନାହିଁ! ତା ପାଇଁ ଭଲ ଭଲ ପ୍ରସ୍ତାବ ଆସୁଛି! ସେ ସେହି ସବୁ ସ୍ଥାନରେବାହା ହେଲେ ରାଜରାଣୀ ହୋଇ ରହିବା ତା’ ନକରି ସେ ତୋ ଉକି ଗୋଟେ ବେକାରକୁ ବାହା ହେବ କ’ଣ ପାଇଁ?
ହୀସିନ୍ କୁ ମା’ର କଥ! ଶୁଣି ଭାରି କଷ୍ଟ ଲାଗିଲା! ହେଲେ ସେ ରାଗି ପଡ଼ିଲୀନାହିଁ! କାରଣ ସେ ଶାହିନ୍ କୁ ପ୍ରେମ କରିବା ଆରମ୍ଭ କରିଥିଲା ! ଆଉ ଏକଥା ସେ ଜାଣିଥିଲା ଯେ,ପ୍ରେମ ପାହାଡ଼କୁ ମଧ୍ୟ ହଲେଇଦେଇପାରେ! ସେଶପଥ କଲା ସେ ରୋଜ ଗୋରକ୍ଷମ ହେବ ଆଉ ଶାହିନ୍ କୁ ବାହା ହେବ!
ସେ ତା’ ପରଦିନ ଜୋତା ବିକିବା ଆରମ୍ଭ କରିଦେଲା! ଗୋଟିଏ ଠେଲା ତ୍ରଲିରେ ଗଳିଗଜି ବୁ ଲି ଜୋତା ,ଚପଲ ବି କିଲା! ଭଲ ଚାଲିଲା ତା’ର ବିକ୍ନେସ୍! ସେ ଆଉ କିଛି କଥା ଚିନ୍ତାକଗୁନଥିଲା ! ତା’ର କେବଳ ଗୋଟିଏ ଲକ୍ଷ୍ୟ- ସେ ଶାହିନ୍ କୁ ବାହାହେବ!ଏମିତିକି ଶାହିନ୍ ସହିତ ମଧ୍ୟ କଥାବାର୍ଭ!କରୁ ନଥିଲା କିମ୍ବା ତାକୁ ଭେଟିବାକୁଯାଉ ନଥିଲା ! ଅପରପକ୍ଷରେ ଶାହିନ୍ ତା’ର ଟିକିନିଖ୍ ଖବର ରଖୁଥିଲା !ସେ କ’ଣ କରୁଛି, କେମିତି ରହୁଛି,କେମିତି ଦୋକାନ ଚଳଉଛି - ସଟୁରହିସାବ ରଖୁଥିଲା ସେ! ସତ କହିବାକୁଗଲେ ହାସିମ୍ ତାକୁ ପ୍ରପୋଦ୍ କରିବାପରେ ତା’ଭିତରେ ବି ହାସିନ୍ କୁ ନେଇ ଦୂର୍ବଳତା ସୃଷ୍ଠି ହୋରଥିଲା ! ଶାରିଆତ୍ ନିୟମ ସେମାନଙ୍ଗୁ ବାହାଦ୍ଦେବାର ଅନୁମତି ଦେଉଥିଲା ! ସେ କେବଳ ଆଲ୍ଲାଙ୍କୁ ପ୍ରାର୍ଥନା କଚୁଥିଲା ହାସିମ୍ ନିଜ ଗୋଡ଼ରେ ଠିଆହେର ସତକୁସତ ବର୍ଷକ ପରେ ଗୋଟିଏସ୍ଵତନ୍ତ୍ର ଦୋକାନ କରିପାରିଲା ହାସିମ୍! ଦୁଇତିନି ଜଣ ଲୋକକୁ ମଧ୍ୟ ସେ ନିଯୁକ୍ତିଦେଇପାରିଲା! ତା’ ହାତକୁ ଢେର ଟଙ୍କା ଆସିଲା!ଏଥର ସେ ମା’ ଭୁରି ବେଗମ୍ କୃ କହିଲା- ମୁଁଏବେ ଆଉ ବେକାର ନାହିଁ! ମୋ ଦୋକାନ ଏଠାକାର ସବୁଠୁ ବଡ଼ ଦୋକାନୀ ଏଥର ମୋତେ ଶାହିନ୍ ସ ହିତ ବାହା କରେଇଦ୍ଦେ ! ମୁଁବାହାହେବି ତ କେବଳ ଶାହିନ୍ କୁହିଁବାହାହେଚି!
ଏଥର ଆଉ କାହାରି ଅରାଜି ହେବାର ପ୍ରଶ୍ନ ଉଠୁନଥିଲା ! ଅତଏବ ଶାହିନ୍ ଓ ହାସିମ୍ ର ବାହାଘର ହୋଇଗଲା ! ଶାହିନ୍ ବେ ଖ୍ ବାକୁଯେମିତି ସୁନ୍ଦରୀ ଥିଲା ସେମିତି ଥିଲା ସୁଶୀଳା !ତାକୁପାଇବା ପରେ ହାସିମ୍ ର ବିଦ୍ନେସ୍ ଅଧିକ ରୂ ଅଧିକ ବଢ଼ିବାରେ ଲାଗିଲା!ବାହାଘରକୁ ବାରବର୍ଷ ବିତିଗଲା! ଏହି ବାରବର୍ଷ ମଧ୍ୟ ରେ ସେମାନେ ଗୋତିଏ ଝିଅ ଓ ଗୋଟିଏ ପୁଅକୁ ଜନ୍ମବେଳେ!
ତେବେ ସବୁଦିନ ସମାନରେ ଯାଏନା! ପୁଣି ଅର୍ଥ ହିଁ ମଣିଷର ସମ୍ପର୍କକୁ ତିକ୍ତ କରିଦ୍ଦେବାରେମୁଖ୍ୟ ଭୂମିକା ଗ୍ରହଣ କରେ! ସେମିତି ଘଟଣା ଘଟିଲା ହାସିମ୍ ନିକଟରେ! ଶାହିନ୍ କୁ ପାଇବା ପାଇଁ ହାସିମ୍ ଅର୍ଥ ରୋଜଗାର କଲା! ଆଉ ଅର୍ଥ ରୋଜଗାର କରିବା ପରେ ଶାହିନ ପ୍ରତି ତା’ରମନୋଭାବ ବଦଳିଗଲା! ତା’ ଜୀବନକୁ ଅନେକ ନୁଆ ନୁଆ ଝିଅ ଆସିଲେ! ହାସିମ୍ କୂ ଶାହିନ୍ ପୁରୁଣା ଲାଗିଲା! ସମ୍ପର୍କ ଖରାପ ହେଲା! ସେ ଆଉ ଶାହିନ୍ ପ୍ରତି ଧ୍ୟାନ ଦେଲାନାହିଁ
ଦିନେ ଶାହିନ୍ ଚ୍ଚାଣିଦ୍ଦେଲା ଯେ’ ପରକୀୟାପ୍ରେମରେ ପଡ଼ି ହାସିମ୍ ତାକୁ ଅବହେଳା କରୁଛି! ସେ କିନ୍ତୁ ତା’ ସ୍ବାମାକୁ ଅବାଟକୁ ଛାଡ଼ିବା ଲାଗି ପ୍ରସ୍ତୁତ ନଥିଲା ! ତେଣୁ ସେ ବାରଣ କଲା! ହାସିମ୍ ଧମକ ଦେ ଲୋ! କହିଲା, ମୋତେ ବାଧାନ୍ଦେଲେ ମୁଁତଲାକ୍ ଦେଇଦ୍ଦେବି! ତଥାପି ମାନିଲା ନାହିଁ ଶାହିନ୍! ଶେଷରେ ତାକୁ କୋ ଲଡ ଡ୍ରିଙ୍କ ସ ରେ ବିଷ ଦେଇ ମାରିଦେଲା ହାସିମ୍! ଏବେ ଜେଲ୍ ରେ ଅଛି ହାସିମ୍!

No comments:
Post a Comment