Wednesday 31 January 2018

ପରକୀୟା ପ୍ରୀତି ରୁ ହତ୍ୟା



ଅ! ମ ସମାକରେ ପରକୀୟା ଗ୍ରୀତି ଘୃଣ୍ୟ ତଥା ଅନୈତିକ ବୋଲି ବିଚାର କରାଯାଏ!ସ୍ବାମାକ ବିନା ଅନୃମତିରେ କିମ୍ବା ଅଜ୍ଞାତସାରରେ ନିକର ଯୌନ ଲାଳସା ମେଣ୍ଟାଇବା ପାଇଁ ଜଣେ ମହିଳ!ପଦି ପର ତ୍ପରୁଷ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ତାହ! ଦଣ୍ଡନୀୟ ଅପରାଧ! ଏହି ସଂଖ୍ୟାର ଅପରାଧ ପୃଷ୍ଠାରେ ସ୍ଥାନ ପାଇଛି ଏମିତି ଏକ ପ୍ରସଙ୍ଗ ଯେଉଁଠି ବାଲେଶ୍ଵର ସହରର ଜଣେ ମହିଳା ବିବାହରଦୀର୍ଘ ୨୨ ବର୍ଷ ପରେ ପରକୀୟା ପ୍ରୀତିଓ ସମ୍ପରି ଲୋଭ ପାଇଁ ସ୍ବାମୀଙ୍କ କୀବନ ନେଇଛନ୍ତି


୨0୧୭ ଡିସେମ୍ବର ୧୭ ତାରିଖ, ଶୀତୁ  ଆ ରାତି ! ସମୟପ୍ରାୟ ୯ଟା ୩୦ ! ବାଲେଶ୍ଵର ସହରସୃ ସହବେବ ଖୁ   ଣ୍ଟା ଥାନାର ଟେଲିଫୋନ ବାକି ଉଠିଲା ! ସେପତୁ  ଭାସି ଆସିଲ!କଣେ ଅକଶା ବ୍ୟକ୍ତିର ସ୍ଵର! ସ!ର... ନହରପାଟଣ!ଛକ ଠାରୁ ବାରିପଦା ଆଡ଼କ୍ଳ ପାଇଥିବା ରାସ୍ତା ପାର୍ଶ୍ୱରେ ଏକ ରକ୍ତାକ୍ତ ମୃତ ଶରୀର ପଡିଛି ! ଏହ! ଶ୍ନଣିବ! ପରେଥାନାଧିକାର! ପରେଶ ରାଉତ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ! ସେଠାରେ ଦେଖିଲେ କଣେ ମଧ୍ୟ ବୟସ୍କ ବ୍ୟକ୍ତିର ମୃତଶରାର ପଡ଼ିଛି! ନିକଟରେ ମଧ୍ୟ  ଏକ ରକ୍ତଲଗ! ପଥର ରହିଛି ! ସମ୍ଭବତଃ ବ୍ୟକ୍ତିକଣକର ମୁଣ୍ଡକୁ ରକ୍ତ ପଥରରେ ଛେଚି ହତ୍ୟା କରାଯାଇ ଥାଇପାରେ ବୋଲିପ୍ରାରୟିକ ତଦନ୍ତ ବୁ  ପୁଲିସ୍ ସଦ୍ଦେହ କରିଥିଲା! ମୃତକ କଣକ ଗଣେଶ୍ୱରପୁ ର ତେନ୍ସଳିଆ ଠାକୁରାଣୀ ମନ୍ଦିର ନିକଟରେ ରହୁଥିବା ମାଧବ ଚେହେରା ଓରଫ କୁନି! ଖବର ପାଇ କ୍ଳନିଙ୍କ  ସାନଭାଇ ଯାଦବ ବେହେରା ଥାନାରେ ତାଙ୍କ ଭାଇକୁ ହତ୍ୟା କରାଯାଇଛି 6ବାଲି ଏତଲା ଦେଲେ ! ଉକ୍ତ ଏତଲାକୁ ଭିରିକରି ମାମଲା ୩୦୫/୨୦୧୭ ନଂ ରକ କରିଥାନାଧିକାରା ଶ୍ରୀ ରାଉତ ମାମଲାର ତଦନ୍ତ ଦାୟିତ୍ଵ ଏସ୍ଆଇ ସରିଦାନନ୍ଦ ଗିରିଙ୍ଗୁ ହସ୍ତାନ୍ତର କଲେ!

ତଦନ୍ତ ଅଧିକାରୀ ଶ୍ରୀ ଗିରି ମୃତକଙ୍କ ଘର ଲୋକଙ୍କୁ ପ୍ରଥମେ ଜେରା କରିଥିଲେ ! ଜେରା ବେଳେ ସେ ଜାଣିବାକୁ ପାଇଲେ ଯେ ମାଧବ ଙ୍କ  ସହ ତାଙ୍କ ପତ୍ନୀ ବାସନ୍ତୀର ପଡୁନଥିଲା! ସେମାନଙ୍କ ମଧ୍ୟ ରେ ସଚୁବେଳେ ପାଟିତୁଣ୍ଡ ହେଉଥିଲା ! ସେମାନଙ୍କ ବାହାଘର୧୯୯୩ରେ ହୋଇଥିଲା ଓ ବର୍ଷକ ପରେ ଏକ ଝିଅଜନ୍ମ ହୋଇଥିଲା ! ସେତେବେଳେ ମାଧବ ଏକ ଦୋକାନ କରିଥିଲେ ! ମାଧବଙ୍କ ପରିବାର ଲୋକଙ୍କ କହିବ! ଅନୁଯାୟୀ ଶିଳ୍ପାଞ୍ଚଳ  ଥାନା କରକାପଡ଼ାର ଭାଗିରଥୀ ପାତ୍ର ଓରଫ ବାଙ୍କୁ ସହ  କୁଆଢ଼େ ବାସନ୍ତୀର ଶାରୀରିକ ସମ୍ପର୍କ ଥିଲା!
       ଭାଗିରଥୀ ଥିଲା ବାସନ୍ତୀର କକ! ଝିଅ ଭଉଣୀର ସ୍ବାମୀ!ନିକ ଭଉଣୀର ସ୍ୱାମୀ ସହିତ ଅନୈତିକ ସଂପର୍କ ରଖିଥିବ!କାରଣରୁ ବାସନ୍ତୀ ମାଧବଙ୍କ ପସନ୍ଦ କରୁନଥିଲା! ଏ କଥ! ମାଧବଙ୍କ କାନରେ ପଢ଼ିବାକୁ ଉଭୟଙ୍କ ମଧ୍ୟ ରେ ଝଗଡ଼! ହୋଇଥିଲା ! ଏହାପରେ ବାସନ୍ତି  ମାଧବଙ୍କ ଛାଡ଼ି ୬ ମାସର ଝିଅକୁ ନେଇ ବାପଘର ହଳଦି ପଦାକୁ ଚାଲିଯାଇଥିଲା! ଏହି ଘଟଣା ପରେ ମାଧବଙ୍କ ମାନସିକ ସ୍ଥିତି ଖରାପ ହେବ! ସହ ସେ କମଣା! ନିଶାସକ୍ତ ହୋଇପଡ଼ିଥିଲେ! ପଳରେ ତାଙ୍କ ଦୋକାନ ବନ୍ଦ ହୋଇଯାଇଥିଲା ! ପରେ ସେ ରଙ୍ଗ ମିସ୍ତ୍ରୀ  ଭାବେ ବିନ ମଜୁରି କରିବାସହ ବଡ଼ଭାଇ କେଶବ ଓ ଭାଉକ ଶକୁବଳାଙ୍କ ସହ ରହୁଥିଲେ ! ଦୀର୍ଘ ୧୮ ବର୍ଷ---ପରେ, ଗତ ୪ ବର୍ଷ ତଳେ ବାସନ୍ତୀ ତା ଝିଅକୁ ବାହାଦେ ବା ପରେ ମୁଣି ଥରେ ସ୍ବାମୀ ମାଧବ ପାଖକୁ ଫେରି ଆସିଥିଲା ତେବେ ତାର ଆସିବା ପଛରେ ଭିନ୍ନ ଏକ କାରଣ ଥିଲା! ସ୍ବାମୀଙ୍କ ନାମରେ ଥିବା ମୂଲ୍ୟବାନ ୩ ଡିସିମିଲ ଚ୍ଚମିକୁ ବିକ୍ରି କରି ଟଙ୍କା  ହାତେଇବା ଲକ୍ଷ୍ୟ ରଖି ସେ ଫେରିଥିଲାଟୋଲି ପରିବାର ଲୋକେ କହନ୍ତି  ! ଆସିବା ପରଠାରୁ ସେ ମଧୋବକୁ ବାଗା ବିକ୍ରି କରି ହଳଦିପବାକୁ ଚାଲିଯିବା ପାଇଁ ପ୍ରବର୍ଜାଇ ବିଫଳ ହେବା ପରେ ତାଙ୍କୁ ରାସ୍ତାରୁ ହଟାଇଦେବାର ଯୋଜନା କରିଥିଲା! ଅନେକବାର ମାଧବକୁ ମରିଦେବାର ଷଡ଼ଯନ୍ତ୍ର କରି ବିଫଳ ହେବା ପରେ ସୁ ପାରି ବେଲ ହତ୍ୟା କରିବରେ ସଫଳ ହୋଇଥିଲା

ମାଧବଙ୍କ ପରିବାର ଲୋକକ ଠାରୁ ମିଳିଥିବା ସୂଚନା ଆଧାରରେ ତଦନ୍ତକାରୀ ଅଧିକାରୀ ଶ୍ରୀ ଗିରି ପ୍ରଥମେ ଭାଗିରଥୀ, ବାସନ୍ତୀ ଓ ବାସନ୍ତୀକ ନିକଟକୁ ବାରମ୍ବାର ଆସୁଥିବା ମାଉସୀ ଘୁଅ ଭାଇ ବସ୍ତା ଆନା ନଳବାହାର ଗ୍ରାମର ଆକାଶ ବାସ ଓରଫ ପିଶୃକୁ କେରା କରିଥିଲେ ! ପ୍ରଥମେ ସେମାନେ ମାଧବଙ୍କୁ ହତ୍ୟା କରିଥିବା ବିଷୟରେ ସ୍ୱୀକାର କରିନଥିଲେ! ଏହାପରେ ସେ ଏହି ତିନିକଣଙ୍କ 6ଫାନର କଲ୍ ଡିଟେଲ୍ସ ଆଣି ଦେଖିଥିଲେ ଯେ ହତ୍ୟା ହେବାର ପ୍ରାୟ ୧୫ ଦିନ ମଧ୍ୟ ରେ ଏହି ତିନିକଣକ ମଧ୍ୟ ରେ ଅନେକ ଥର 6ଫାନ୍ ରେ  କଥାବାର୍ଭ! ହୋଇଛି ! ତେଣୁ ସେ ଡିସେମ୍ବର ୨୯ରେ ପ୍ରଥମେ ଆକାଶକୁ ଥାନାକୁ ଆଣିପଚରା ତ୍ତ ବୁ ରା କରିଥିଲେ ! ଶେଷରେ ଆକାଶ ମାଧବକୁ ହତ୍ୟା କରିଥିବା ବିଷୟରେ ମାନିଥିଲା ମାଧବକୁ ରାସ୍ତା ରୁ  ହଟାଇବା ବିଷୟରେ ବାସନ୍ତୀ ପ୍ରଥମେ ଆକଶକୁ କହିଥିଲା! ଆକାଶ କହିଥିଲାଯଦି ୫୦ ହଜାର ଟଙ୍କା ସ୍ ପାରି ମିଳିବ ବେଳେ ସେ ମାଧବକୁ ହତ୍ୟା କରିବ ବୋଲି ବାସନ୍ତୀକୁ ପ୍ରତିଶୃତି ଦେଇଥିଲା! ଏହା ପରେ ବାସନ୍ତୀ
     ଏ ବିଷୟରେ ତାଙ୍କ ଭିଣୋଇ ଭାଗିରଥୀକୁ କହିଥିଲା ! ଭାଗିରଥୀ ତାର ବ୍ୟାଙ୍କ ଆକାତ୍ତଣ୍ଟଚୁ ୨0 ହଜାର ଟଙ୍କା ଉଠାଇ ୨୦୧୭ ଡିସେମ୍ବର ୭ରେ ବାସନ୍ତୀକୁ ଦେଇଥିଲା! ବାସନ୍ତା ଏହିଟଙ୍କା ଆକାଶକୁ ଦେଇଥିଲା! ଆକାଶ ଏହିଟଙ୍କାରୁ ୧୫ ହଜାର ଟଙ୍କା ତାର ସାଙ୍ଗ ବାଞ୍ଚାନିଧି ଚଣ୍ଡ ଓରଫ ମଦନକୁ ଦେଇବାକି  ୫ ହଜାର ନିକ ପାଖରେ ରଖିଥିଲା ବାଞ୍ଚାନିଧି ବାଲେଶ୍ଵର ଆଇଟିଆଇ ନିକଟରେ ଏକ ଖ୍ୟାରେଲ୍ରେ କାମ କଚୁଥିଲା! ବଳକା ୩0 ହଜାର ତାଙ୍କ  ବେଲେ କାମ ହେବ ବୋଲି ଆକାଶ କହିବାରୁ ବାସନ୍ତି  ନିକ ପାଖରେ ରଖିଥିବା ୩0 ହଜାର ଟଙ୍କା ଗତ ଡିସେମ୍ବର ୧୪ରେ ଆକାଶକୁ ବେଇଥଲା! ଆକାଶ ଏଥିରୁ ୧0 ହଜାର ମବନକୁ ଦେଇ ବାକି ୨0 ହଜାର ନିଜେ ରଖିଥଲା! ସୁଯୋଗ ଦେଖି ଗତ ଡିସେମ୍ବର ୧୭ ତାରିଖ ସନ୍ଧ୍ୟା ରେ ଆକାଶ ମାଧବଙ୍କୁ ମଦ ପିଇବାକୁ ସହବେଶ୍ଵେଣ୍ଟା ବସଷ୍ଟାଶ୍ର ନିକଟ ଏକ ମତ ବେ!କାନକୁ ଡାକି ନେଇଥିଲା! ମଦ ପିଇବା ପରେ ମାଧବ ନିଶାସକ୍ତ ହୋଇପଡ଼ିବାରୁ ଆକାଶ, ମଦନ ଆଣିଥିବା ଏକ ସ୍କୁଟିରେ ବସାଇ ତାକୁ ପ୍ରଥମେ ନହରପାଟଣା ନିକଟପୋଲ ପାଖକୁ ନେଇଥିଲେ! ସେଠାରେ ତାଳୁ ପୋଲ ତଳକୁ ପକାଇ ମାରିବେବ! ପାଇଁ ଉଦ୍ୟମ କରିଥିଲେ ହେଲେ ଗାଡ଼ି ଚଳାଚଳ ଓ ଲୋକଙ୍କ ଆତଯାତ ଯୋଗୁଁ ଏହା ସମ୍ଭବ ହେଉ ନ ପାରିବାରୁ ତାଳୁ ବାରିପଦା ରାସ୍ତାର ଏକ ନିଛାଟିଆ ଜାଗାରେ ପଥରରେ ଛେଚି ହତ୍ୟା କରିଥିଲେ! ହତ୍ୟା ପରେ ସେମାନେ ସେଠାରୁ ଚାଲି ଆସିଥିଲେ
       ଆକାଶ ନିକ ଅପରାଧ ସ୍ୱୀକାର କରିବା ପରେ ତବର ଅଧିକାର! ଏସଆଇ ଶ୍ରୀ ଗିରି ବାସନ୍ତୀ, ଭାଗିରଥ! ଓ ମଦନକୁ ସେହିଦିନ ରାତିରେ ଗିରଫ କରିଥିଲେ ! ସେହିତାରି ଅଭିମ୍ପୃକଙ୍କ ବିରୋଧରେ ୩୦୨, ୧୨୦(ବି) ଆଇପିସିଧାର! ଲଗାଇ କୋର୍ଟ ଚାଲାଣ କରିଥିଲେ ! ଏବେ ସମସ୍ତେ ଜେଲରେ ବିଚାରାଧୀନ ବନ୍ଦ! ଭାବେ ରହି ଛନ୍ତି

जालसाजों का जाल




ल्ली में फर्जी डिग्री रैकेट का खुलासा वाकई हैरान-परेशान करने वाली खबर हैहरिनगर इलाके में बिल्कुल व्यवस्थित तरीके से देश भर में इस गैंग का काम चल रहा था और पुलिस-प्रशासन अनभिज्ञ बनी रहीगैंग इस कदर अतिआत्मविास में था कि बकायदा देश भर के अखबारों में डिग्री मुहैया कराने का विज्ञापन देती थी और यह गोरखधंधा पिछले तीन साल से बेरोकटोक जारी थाऐसा नहीं है कि फर्जी डिग्री बेचने का यह खेल नया हैइससे पहले भी इस तरह की कई साजिशें बे-पर्दा हो चुकी हैंदिल्ली सरकार के ही एक मंत्री को फर्जी डिग्री के मामले में गिरफ्तार तक किया जा चुका हैलेकिन लचर कानून-व्यवस्था के चलते ये चालबाज और शातिर किस्म के लोग फिर से फरेब के जाल में लोगों को फांसने के लिए जाते हैंइस बार गिरफ्तार किया गया पवित्तर सिंह 2014 में पुलिस के हत्थे चढ़ चुका हैलेकिन जेल से बाहर आकर उसने एक बार फिर इसी धंधे में हाथ आजमायाचूंकि फर्जी डिग्री के मामले में कानून के मुताबिक 10 साल की सजा का प्रावधान है, लेकिन आमतौर पर अदालत ट्रायल के दौरान आरोपित को जमानत दे देती हैइस नियम में बदलाव जरूरी हैदूसरी महत्त्वपूर्ण बात यह कि डिग्री प्रोवाइड करने वाली जो भी एजेंसी, संस्थान या अनुशासनात्मक बोर्ड है; वहां नियमित और आवश्यक रूप से एक ‘‘डिग्री वेरीफिकेशन डेस्क का गठन होना चाहिएक्योंकि नौकरियों के लोग जब संस्थान में डिग्री या अन्य दस्तावेज पेश करते हैं तो यह पता लगाने का कोई उपक्रम या जरिया नहीं होता कि पेश दस्तावेज असली हैं या नकलीहोना तो यह भी चाहिए कि जो भी संस्थान बिना दस्तावेजों की गहनता से पड़ताल करके अपने यहां किसी को नौकरी पर रखेगी, उनके खिलाफ भी धारा 420 के तहत मामले दर्ज होने चाहिएसाथ ही प्रशासन को इन फर्जी डिग्री की मदद से अहम जगहों पर नौकरी कर रहे लोगों की तलाश कर उन्हें सामने लाना होगाहालांकि यह बेहद दुष्कर कार्य है मगर इस गैंग के 30 से ज्यादा बैंक खातों की जांच में डिग्री खरीदने वालों की पहचान की जा सकती हैयह चौंकाने वाली वारदात हर किसी के लिए सबक हैखासकर उन लोगों के लिए जो जिंदगी में कुछ भी पाने के लिए शार्टकट अपनाते हैंचुनांचे; सही-गलत की समझ और सबसे बड़ी जिम्मेदारी जनता-जनार्दन की ही है

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...