ରୁପାଲି ପଙ୍କଚ୍ଚକୁ ବାହା ହୋଇଥିଲା! ହେଲେ ସେ ନିଚ୍ଚଜୁ ପଙ୍କଜର ସ୍ତ୍ରୀ ଟୋଲି ଭାଚିପାରୁନ ଥିଲା ଏପରି ଭାବିବା ପଛର କାରଣ ବି ଥିଲା ନିଜେ ପଙ୍କଜ ! ପଙ୍କଜ ଥିଲା ଗୋଟେ ମାଇଚିଆ ! ସେ ପୁରୁଷ ହୋଇଥିଲେ ବି ତା’ ଆଚା ରଣ’ ଚାଲିଚଳଣ ତଥା କଥାବାର୍ଭ! ଥିଲା ଠିକ୍ ଜଣେ ସ୍ତ୍ର1ଲୋକ ଭଳି!
ପଙ୍କଜ ଥିଲା ଜଣେ ତ୍ୟାନ୍ସରୀ ପିଲାଟି ବେଳୁ ତା’ର ନାଚ ପ୍ରତି ଥିଲା ଦୁର୍ବଳତା ! ବେଳକୁବେଳ ତା’ର ନାଚ ପ୍ରତି ଥିବା ଦୂର୍ବଳତା ବଢ଼ିବାକୁ ଲାଗିଲା ଓ ସେ ଜଣେ ନିୟମିତ ତ୍ୟାନ୍ସର ପାଲନ୍ଦିଗଲା! ଝିଅ ହୋଇ ନାଢ଼ିଚିବା ପଙ୍କଜ ର ଥିଲା ଏକ ବିଶେଷ ବିଶେଷଦୁର୍ବଳତା! ସେ ପୁଅ ହୋଇ ନାଚିବା ଅପେକ୍ଷା ଝିଅ ହୋଇ ନାଚିବାକୁ ବେଶି ପସନ୍ଦ କରୁଥିଲା! ଆଉ ତା’ର ବେହର ଗଢଣ ଏମିତି ଥିଲା ଯେ, ସେଝିଅ ବେଶରେ ସଜେଇ ହୋଇଗଲେ ତାକୁ ଝିଅ କି ପୁଅ ଜାଣିବା ମୁୟିଲ ହୋଇପଡ଼ୁଥିଲା! ଆଉ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଲୋକମାନେ ପଙ୍କଜ ର ଝିଅ ହୋଇ ନାଚିବାକୁ ବେଶି ଉପଭୋଗ କରୁଥିଲେ’ ସେଥିଲାଗି ଚାରିଆଡ଼େ ପଙ୍କଜ ନାଚ ଦେଖିବା କୁ ଲୋକଙ୍କ ଭିଡ଼ ଲାଗୁଥିଲା ! ତା’ ସୁନାମ ଏପରି ବ୍ୟାପିଯାଇଥିଲା ଯେ, ଯେଉଁଠିବି କାର୍ଯ୍ଯକ୍ରମ ହେଉ ନା କାହିଁକି ପଙ୍କଚ୍ଚକୁ ଡକାଯାଉଥିଲା ! ଆଉ ପଙ୍କଜ ସେଠାରେ ଯାଇ ନୃତ୍ଯ ପରିବେଷଣ କରୁଥିଲା
ପ୍ରଥମେ ପ୍ରଥମେ ଖୁସିରେ ନାରୁଥିଲା ପଙ୍କଜ! ପରେପରେ ଏହ! ତା’ର ଏକ ସୌକରେ ପରିଣତ ହେଲା! ସେ କେବଳ ନିଜକୁ ଖୁସି କରିବା ପାଇଁ ନାଚ କରୁଥିଲା!ନ ନାରିଲେ ତାକୁ ଭଲ ଲାଗୁ ନ ଥିଲା! ଦିନ ଆସିଲା ଏହା ତା’ର ଅଭ୍ୟାସରେ ପଡ଼ିଗଲା! ପୁଣି ପଙ୍କଜ ନାଚିବାକୁ ତା’ର ପ୍ରଫେଶନ୍ ଭାବରେ ଗ୍ରହଣ କରିନେଲା!ତା’ର ଏତେ ଡିମାଣ୍ଡ ଥିଲା ଯେ, ସେ ବର୍ଷକୁ ପ୍ରାୟ ଆଠମାସ କାମ ପାଉଥିଲା! ଆଉ ଏଥ୍ରୂ ତା’ର ଖୁବ୍ ଭଲ ରୋଜଗାର ମଧ୍ୟ ହେଉଥିଲା
ମାଧୁରୀ ଦୀକ୍ଷିତ୍ଳର ପଙ୍କଜ ଜଣେବଡ଼ ଫ୍ୟା ନ୍ ଥିଲା! ସେ ମାଧୁରୀଙ୍କ ନାଚକୁ ଶତପ୍ରତିଶତ କପି କରିବାକୁ ପ୍ରୟାସକରୁଥିଲା! ଆଉ ବେଟା ଫିଲ୍ମର ‘ଧକ୍ଧକ୍ କରନେ ଲଗା’ ଗୀତରେ ସେ ଏମିତି ନାଚୁଥିଲା ଯେ, ଦର୍ଶକମାନେ ପାଗଳ ପ୍ରାୟ ହୋଇଯାଉଥିଲେ ! ତା’ ଉପରେ ଟଙ୍କା ବୃଷ୍ଠିକରୁଥିଲେ ସେ ଯେତିକି ଟଙ୍କା ନାଚ ପାର୍ଟିଙ୍କ ଠାଗୁ ଆଣୁଥିଲା ତା’ଠୁ ଅଧିକ ସେ ଟିତ୍ପ ହାସଲ କରୁଥିଲା! ସେହି କାରଣରୁ ତା’ର ଖୁବ୍ ରୋଜ ଗୋର ହେଉଥିଲା ତା’ର ବାପମା’ ବିଚାରକଲେ- ’ପଙ୍କଚ୍ଚକୁ ବାହ! କରେଇଦେଚ୍ଚବୀ ସେମାନେ ତା’ ପାଇଁ ରୁପାଲି ନାମକ ଜଣେ ଝିଅ ଯୋଗାଡ଼ କଲେ !ପଙ୍କଢ ଦ୍ଦେଖୁବାକୁ ସୂନ୍ଦର ଥିବା ରୁ ଗୁପାଲି ତାକୁ ବାହା ହେବାକୁ ହଁ ମାରିଦେଲା ରୁପାଲିର ପସନ୍ଦ ହୋଇଥିବା ହେତୂ ତା’ ବାପମା’ଙ୍କରକିଛି କହିବାର ନ ଥିଲା! ଅତଏବ ରୁପାଲି ସହିତ ପଙ୍କରେ ବାହାଘର ହୋଇଗଲା
ପଙ୍କଜ ର ସର୍ବାଧିକ ପ୍ରୋଗ୍ରାମ୍ ବାରାଣସୀ ପଟରେ ହେଉଥିଲା! ପୁଣି ସେ ସାତଆଠ ମାସ ବାହାରେ ରହୁଥିଲା! ଘରକୁ ଫେରିପାରୁ ନ ଥିଲା! ଏସବୁ ଦିଗକୁ ବିଚାରକୁ ନେଇ ପଙ୍କଜ ବାରାଣସୀ ପଟରେ ଗୋଟିଏ ଘରଭଡ଼ା ନେଲା ଓ ରୁପାଲିକୁ ସେଠାକୁ ନେରଆସିଲା! ପଙ୍କଜକୁ ପାଇ ରୁପାଲି ଖୁବ୍ ଖୁସି ଥିଲା ! ସେଥିଲାଗି ବାହାଘରର ବେଶ୍ କିଛି ମାସ ଖୁବ୍ ଆନନ୍ଦରେ କଟିଗଲା! ହେଲେ ପରେପରେ ପଙ୍କଜକୁ ନେଇ ଭୁପାଲି ଭିତରେ କିଛି ପରିମାଣରେ ନକାରାତ୍ମକ ମନୋଭାବ ସୃଷ୍ଠି ହେଲା! ଏପରି ହେବାର କାରଣପଙ୍କରେ ଚାଲିଚଳଣ ଓ ହାବଭାବା ପଙ୍କଜ ମଞ୍ଚରେ ଝିଅ ହୋଇ ନାଚିବାରେ ରୁପାଲିର କୌଣସି ଆପଭି ନ ଥିଲା! ପଙ୍କଜ ‘ଧକ୍ଧକ୍ କରନେ ଲଗା’ ଭ୍ୟାନ୍ମକଚୁଥିବା ବେଳେ ନିଜେ ରୁପାଲି ତାହାକୁ ମନଇରି ଉପଭୋଗ କରୁଥିଲା! ହେଲେ ସେ ଗୋଟି କଥ!କହୁଥିଲା ଯେ, ମଞ୍ଚ ଉପରେ ତୁମେ ଝିଅ ହୁଅ ମୋରକିଛି ଆପରିନାହିଁ! କିନ୍ତୁ ପରେ ତୁମେ ମୋ ସ୍ବାମୀ!ମୁଁ ତୁମକୁ ଗୋଟେ ପୁରୁଷ ଭଳି ଦେଖିବା କୁ ଚାହେଁମାତ୍ର ପଙ୍କଜ ଥିଲା ନାଚାର! ସେ ଝିଅ ହୋଇ ହୋଇଏଭଳି ଅଭ୍ୟସ୍ତ ହୋଇଯାଇଥିଲା ଯେ’ ପରେ ମଧ୍ୟ ସେ ତା’ ନିଜ ଅଜାଣତରେ ଝିଅ ଭଳି ଚାଲୁଥିଲା ! ତା’ଅଜାଣତରେ ତା’ର କମର ବାକି ଯାଉଥିଲା! ବେକ ଝୁଲି ଯାଉଥିଲା! କଥାବାର୍ଭ! କରିବା ବେଳେ ଗୋଟେ ଝିଅର ଲକ୍ଷଣ ବାରିହୋଇ ପଦୂଥିଲା
ଏସବୁ ଖରାପ ଲାଗୁଥିଲା ରୁପାଲିକୁ! ସେ ଦିନେବିରକ୍ତ ହୋଇ କହିଥିଲା: ‘ତୁମେ ଘରେ କ’ଣ ସାଧାରଣମଣିଷଟେ ହୋଇ ରହିପାଗୁନା ଆରେ ତୂମେ ଗୋଟେପୁଅ! କ’ଣ ଏମିତି ଚାଲୁବା କାହିଁକି ଏମିତି ମୁହଁ ହଲେଇ ଆଖ୍ ନବେଇ କଥା ହେଉଛ! ରୁମେ ପୁରୁଷନା ଗୋଟେ ହିଞ୍ଜଢ଼ା! ମୁଁ ତୂମର ଏଇ ମାଇଚିଆ ଗୁଣପସନ୍ଦ କରେନା!’ ପଙ୍କଜ କହିଥିଲା- ‘ମୁଁ ଏସବୁ ଜାଣିଶୁଣି କଗୁନି ! ମୋର ଅଭ୍ୟାସରେ ପଡ଼ିଯାଇଛି! ଠିକ୍ଅଛି ତୁମକୁ ଯଦି ଖରାପ ଲାଗୁଛି ମୁଁ ଚେଷ୍ଟା କରିବି ସେସବୁ ବନ୍ଦ କରିବା ଲାଗି
ପଙ୍କଜ ର ମାଇରିଆ କୁଣ କେବଳ ତା’ ନିଜ ଭଡ଼ାଘର ମଧ୍ୟ ରେ ସୀମିତ ହୋଇ ରହି ନ ଥିଲା ଲୋକମାନେ ମଧ୍ୟ ତାହାକୁ ନେଇ କୁହାକୁହି ହେବା ଆରମ୍ଭ କରି ଦେଇଥିଲେ ! କେହିକେହି ତ କହୁଥିଲେ ପଙ୍କଜ ଖାଲି ଝିଅ ହୋଇ ନାକୁନି! ସେ ନିଜର ଦେହମଧ୍ୟ ବିକ୍ରି କରୁଛି! ଆଜିକାଲି ତ ଅପ୍ରାକୁତିକ ପ୍ରେମଖେଳ କରିବା ଲୋକ କ’ଣ କିଛି କମ୍ ଅଛନ୍ତି ? ଏ କଥା ରୁପାଲି କାନରେ ପଢୁଥିଲା! ସେ ଭାଟୁଥିଲା, ହେଇପାରେ ଲୋକମାନେ ଠିକ୍ କଥା କହୁଛନ୍ତି ! ପଙ୍କଜ ସିନା ଦ୍ଦେଖିବା କୁ ପୁଅ! ହେରେ ଭିତରେ ତ ଗୋଟେ ଝିଅ! ହୁଏତ ସେ କୌଣସି ନିଷିଦ୍ଧ କାମ କରୁଛି! ନହେଲେ ଏତେ ଟଙ୍କା ଆଣନ୍ତା କୁଆଡ଼ୁ!
ଏଭଳି ଭାବନା ସବୁ ଚୁପାଲିକୁ ରିନ୍ତାଗ୍ରସ୍ତ କଚୁଥିଲା ! ଦିନେ ସେ ପଙ୍କଜକୁ ପଚାରିଲା, ମୁଁ ତୂମ ସ୍ତ୍ରୀ ! ମୋତେ ସତ କୁହ, କୁମେ କେବଳ ଝିଅ ବେଶହୋଇ ମଞ୍ଚରେ ନାଚୁଛ ନା ଝିଅ ହୋଇ କୌଣସିହୋଟେଲ୍ କୂ ଯାଉଛ? ପଙ୍କଜ ଆକାଶରୁ ଖସିପଡିଥିଲା! କହିଥିଲା- ରୁପାଲି’ ହଁ ମୋ ଭିତରେଗୋଟେ ଝିଅ ଅଛି! ମୁଁଝିଅ ଗେଟ୍ଅଫ୍ରେ ରହିବାକୁବେଶି ଭଲପାଏ! ହେଲେ ବିଶ୍ବାସ କରେ, ମୁଁ ପ୍ରକୁତି ବିରୋଧୀ କୌଣସି କାମ କରୁନି! ତା’ଛଡ଼ା ତୁମେ ତ ମୋ ସ୍ତ୍ର1! କୁହ, ମୁଁ ଚୁମକୁ ସ୍ବାମୀସୁଖ ଦେବାରେ କୌଣସି ଅବହେଳା କରିଛି
ଚୁପାଲି ଭିତରେ କିନ୍ତୁ ସନ୍ଦେହ ଦୂର ହୋଇ ନ ଥିଲା! ଯା’ହେଲେ ବି ସେ ଜାଣିଥିଲା ପଙ୍କଜଶହେପ୍ରତିଶତ ଗୋଟେ ପୁରୁଷ ନୁହେଁ ! ହୋଇପାରେସେ ତୃତୀୟ ଲିଙ୍ଗୀ ନୁହେଁ ; ହେଲେ ସେ ତ ଗୋଟେ ମାଇଚିଆ! ଆଉ ଗୋଟେ ମାଇଚିଆର ସ୍ତ୍ର1 ହେବାର ଦୁଃଖ ତା’ଠୁବେଶି କିଏ ବୁଝିବ
ଚୁପାଲି ଏଭଳି ମାନସିକ ଦ୍ବନ୍ଦ୍ବ ରେ ଥିବା ବେଳେ ତା’ଜୀବନକୁ ଆସେ ସତ୍ୟମ ! ସତ୍ୟମ ହେଉଛି ପଙ୍କଜ ଓ ରୁପାଲିର ପଡୋଶୀ! ସେମାନେ ବୟସରେ ସମାନା ଆଉ ପଙ୍କଜ ସତ୍ୟମ ହେଉଛଚ୍ଚି ଦୁଇସାଙ୍ଗା ସତ୍ୟମ ରୁପାଲିର ଏହି ମାନସିକ ଦ୍ରନ୍ଦ୍ରରୁ ଫାଇଦା ଉଡେଇବାକୁ ଚାହେଁ ! କାରଣ, ସେ ଚୁପାଲିକୁ ଦେଖିବା ପରଠୁ ରୁପାଲି ପ୍ରେମରେ ପଡ଼ିଯାଇଛି! ସିନେ ସେ ନିଜକୁଖୁବ୍ ଭଲଭାବରେ ସଜେଇ ରୁପାଲି ନିକଟରେ ପହଞ୍ଚିଲାଆଉ କହିଲା- ‘ଚ୍ଛପାଲି ଭାଉଜ, ତୁମେ କେମିତି ସହୂଛ କେଜାଣି, ମୁଁତ ପଙ୍କଜଭାଇର ମାଇଚିଆ ଗୁଣକୁଜମାରୁ ଦ୍ଦେଖ୍ ପାରୁନାହିଁ! ସେ ଯେତେବେଳେ ଚାଲିଯାଇଛି, କଥା କହୁଛି ସେତେବେଳେ ଲୋକମାନେ ମୁହଁରେ ହାତଦେଇ ହସୂଛନ୍ତି ! ପଛରେ ମାଇଚିଆ, ହିଞ୍ଜଡ଼ା ଟୋଲି କହୂଛନ୍ତି ’!ତୁ ମକୁ କ’ଣ ଖରାପ ଲାଗୁନି ...ୟି’ ରୁପାଲି ଦୀର୍ଘଶ୍ବାସ
ଛାଡ଼ିଲା! କହିଲା, ‘ଖରାପ ଲାଗିଲେ ଚି ମୁଁ କ’ଣ କରିପାରିବି’ ଭାଗ୍ୟ ତ ପୋଡ଼ିଯାଇଛି! ମୁଁପରା ତାକୁ ବାହାହୋଇଛି!’ ସତ୍ୟମ କହିଲା- ‘ଆରେ ଭାଗ୍ୟକୁ କୋଷ ଦେଇ ଜୀବନ କାଟିବ କେମିତି? ପାରୁଛ ତ ଭାଗ୍ୟର ଭୁଲ୍ କୂ ନିଜେ ସୁଧାରିନିଅ " ରୁପାଲି ପଚାରିଲା-‘କେମିତି ସୁଧାରିବି!’ ସତ୍ୟମ କହିଲା-‘ତୁମେ ବାହାହେଇଯାଅ ! ଆଉ ତୁମେ ଯଦି କହିବ ତା’ହେଲେ ମୁଁ ତୁମକୁ ବାହ! ହେବାକୁ ରାଜିଅଛି!’ଚୁପାଲି କହିଲା, ତୁମେ ସତ କହୁଛ ସତ୍ୟମ ,ତୁମେ ମୋତେ ବାହାହେବୀ ଅବଶ୍ୟ ସ୍ବାମୀ ସୁଖଦେବାରେ ପଙ୍କଜ କେବେ ଅବହେଳା କରୁନି! ହେଲେ ତା’ର ମାଇଚିଆ ଗୁଣ ମୋତେ ଅଣନିଃଶ୍ବାସୀ କରି ପକେଇଲାଣି! ମୁଁ ଗୋଟେ ମାଇଚିଆର ସ୍ତ୍ରୀ ହେଇ ଥକି ପଡ଼ିଲିଣି! ମୁଁ ଏବେ ଗୋଟେ ପୁରୁଷର ସ୍ତ୍ରୀ ହେବାକୁ ଚାହେଁ! ସତ୍ୟମ କହିଲା- ରୁମ ଆଗରେ ଯିଏ ଠିଆ ହେଇଛି ସେ ଗୋଟେ ପୁରୁଷ ଭାଉଜ! ତୁମ ସ୍ବାମୀ ଭଳି ମାଇଚିଆ ନୁହେଁ ! ରୁପାଲି କହିଲା- ତୁମେ ଉପରକୁ ସିନା ପୁରୁଷ! ହେଲେ ବାସ୍ତବରେ ତୁମେ ପୁରୁଷ କି ନା ମୁଁ ଜାଣିବି କେମିତି! ସତ୍ୟମ କହିଲା- ମୁଁ କାହିଁକି ମୋର ପ୍ରଶଂସା କରିବି! ତୁମେ ଆସି ନିଜେ ପରୀକ୍ଷା କରିନିଅ !ଏତିକି କହି ଦୁଇହାତ ଆଗକୁ ବଢ଼େଇଦେଲା ସତ୍ୟମ ! ଯେମିତି ଆଗରୁ ପ୍ର ସ୍ତୁତ ହୋଚ୍ଛ୍ରଥିଲା ରୁପାଲି! ସତ୍ଯମ୍ ର ଦୂଇବାହୂ ଭତରକୁ ଚାଲି ଯାଇ ସତ୍ଯମ୍ କୂ ଜୋର କରୀ ଜାବୁଡି ଧରିଲା ! ସେଦିନ ଘରେ ନ ଥିଲା ପଙ୍କଜ! ଯାରଥିଲା ବାହାରରୁ ଝିଅ ହୋଇ ନାଚିବା ପାଇଁ ! ରୁପାଲିଜୁ ଘର ଭିତରକୁ ନେଇଗଲା ସତ୍ୟମ ! ଆର ଘର ଭିତରେ ରୁପାଲି ଅନୁଭବ କଲା- ଏତେ ଦିନ ଧରି ସେ ଗୋଟେ ମାଇଚିଆ କୋଳରେ ଶୋରଥିଲା! ହେଲେ ପୁରୁଷ ହେଉଛି ପୁରୁଷ ! ପୁରୁଷର ସର୍ଶ ଗୋଟେ ମାଇଚିଆର ସର୍ଶଠୁ ଢେର ନିଆରା
ସେଇ ଘର ଭିତରେ ରୁପାଲି ନିଷ୍ପରି ନେଲା ସେ ଆଉ ଗୋଟେ ମାଇଚିଆର ସ୍ତ୍ର1 ହୋଇ ବଞ୍ଜପାରିବ ନାହିଁ! ଅତଏବ ପଙ୍କଜ ମରିବା ଆଉ ତାହା ହିଁ ହେଲା ସତ୍ଯମ୍ ପଙ୍କଜ ର ଗଳାକାଟି ହତ୍ଯ! କଲା ’ସତ୍ଯମ୍ ସହିତ ଜେଲ୍ କୁ ଗଲା ରୁପାଲି! ଅବଶ୍ୟ ଆଉ ମାଇଚିଆର ସ୍ତ୍ର1 ର ମୋହର ତା’ ଦେହରେ ଲାଗି ରହି ନ ଥିଲା
No comments:
Post a Comment