Monday 12 February 2018

ଯୌତୁକ ଜୁଇ ରେ ଜଳି ଗଲା ଜୀବନ

ସ ବୁ  ଝିଅଙ୍କ ଭଳି ଦେବକୀ ମଧ୍ୟ ବିବାହ କରିବ, ଶାଶୂଘର ଯିବ ବୋଲି ସ୍ୱଗ୍ନ ବେଖିଥିଲା  ଆଉ ଯେତେବେଳେ ଶୁଣିଲା ତା’ର ବିବାହ ଠିକ୍ ହୋଇଯାଇଛି ଖୁସିରେ ତା’ର ଗୋଡ ତଳେ ଲାଗୁନଥିଲା! ସ୍ଵପ୍ରର ସେହି ଦିନଟି କେବେ ଆସିବ ବୋଲି ଦିନ ଗଣିବା ଆରମ୍ଭ
କରିଦେଇଥିଲା ମନର ମଣିଷକୁ ନେଇ ମନେ ମନେ ଅସୁ ମାରୀ ସ୍ୱମ୍ନ ବ୍ରଣି ଚାଲିଥିଲା! ଅନ୍ତରଙ୍ଗ ବାନ୍ଧବାମାନେ ଦେବକୀ ସହିତ ଥଚ୍ଚା ପରିହାସ କରୁଥିଲେ! ସାଙ୍କମାନେ କହୁଥିଲେ ସ୍ବାମା ସୁଖ ପାଇବା ପରେ ଦେବକୀ ହୁଏତ ସମସ୍ତଙ୍କ ଭୃଲିଯିବ! ସେତେବେଳେ ଖାଲି ତ୍ସାମା ଆଉ
ଶକ୍ଷୁଘର ଲୋକେ ନିକର! ଆଉ ସମସ୍ତେ ସାତ ପର! ଦେବକୀ ସାଙ୍ଗମାନଙ୍କ କଥା ଶୁଣି ମୁରୁ  କି ହସୁ ଥି ଲା! ଶେଷରେ ଆସିଯାଇଥିଲା ବିର ପ୍ରତିକ୍ଷୀତ ସେଇ ଦିନ! ଭାବା ସ୍ବାମାଙ୍କ ପରିବାର ତାକ୍ ବେଖିବାକୁ ଆସୁଥିବା ଖବର ଘର ଲୋକେ କହିବା ପରେ ତ! ଛାତିରେ ଅଜଣା ଶିହରଣ ଖେଳିଯାଇଥିଲା! ସତରେ ସେ ବାପଘର ଛାଡ଼ି ସ୍ୱାମୀଙ୍କ ସହିତ ତାଙ୍କ ପରେ ରହିବ! ଭାବି ସ୍ବାମୀଙ୍କ ପରିବାର ଆସି ଦେବକୀର ରୂପଗୁଣ ପ୍ର°ଶସା କରି ବାହାଘର କଥା ପକୁ! କଲେ! ସେମାନଙ୍କ ପୁଅ ମନୋଜ ସହିତ ବେବକୀର ବିବାହ ହେବା ସହିତ ସାତଳନମ ପର୍ଯ୍ଯନ୍ତ ଦୁଇ  ପରିବାର ବାନ୍ଧି  ହୋଇଯିବାର ସଂକଳ୍ପ କଲେ! ବିବାହ ପାଇଁ ସମସ୍ତ କଥ! ସରିଯିବା ପରେ ଘୁଅ ଘର ପୌତ୍ଵକ କଥ! ଉଠାଇଲେ ସାଧ୍ୟ ଅନୂସାରେ ପୌତ୍କ ଦେବେ  ଟୋଲି ଦେବକୀଙ୍କ ବାପା ପ୍ରତିଶୃତି ବେଲେ! ଦେବକ! ପ୍ରଥମ ବେଖାରେ ମନୋଜ ମହାନ୍ତି ଙ୍କ  ପ୍ରତି ଆକର୍ଷିତ ହୋଇପଡ଼ିଥିଲା! ଏମିତିକି ବାପ ପକାଇ ଶାଶୂଘର ବାବି କରିଥିବା ପୌତ୍ଵକ ସାମଗ୍ରୀ ବେବାକ ଭଉଣୀମାନଙ୍ଗୁ ଅନ୍ସନୟ କରିଥିଲା ! ବିବାହିତ ବାରି ଭଉଣୀ ମଧ୍ୟ ସାନଭଉଣାର ସୁଖ  ପାଇଁ ବରପକ୍ଷ କରିଥିବା ସମସ୍ତ ଦା ବିରେ ରାଜି ହୋଇଯାଇଥିଲେ! କିନ୍ତୁ କାହିଁକି ସବୁକିଛି ଓଲଟ ପାଲଟ ହୋଇଗଲା! ବେବକୀର ସବୁ  ସ୍ୱପୃ ଜଳି ପୋଡ଼ି ଛାରଖାର ହୋଇଗଲା! କଣ ଥିଲା ବେବକ1ର ଅପରାଧ ! ଏସବୁ  ବିଷୟରେ ସବିଶେଷ ବାଣିବାକୁ ହେଲେ ଆମକୁ କାହାଣୀ ଆରମ୍ଭଜୁ ଯିବାକୁ ହେବ

     କେନ୍ଦୁଝର ଜିଲ୍ଲା ଝୁମ୍ପୃର! ବ୍ଳକର ଗଣ୍ଡବରେର ଗ୍ରାମର ରବି ମହାଜନ ଙ୍କ  ଝିଅ ଥିଲା ଦେବକୀ! କେମ୍ପସଡ଼! ଗ୍ରାମର ଖଗେଶ୍ଵର ମହାଜନ ଙ୍କ ପୁଅ ମନୋଜ ସହ ବେବକୀର ବିବାହ ସ୍ଥିର ହୋଇଥିଲା ! ୨୦୧୭ ମସିହା ଫେବୃୟାରୀ ୧୯ ତାରିଖରେ ବିବାହ କରାଯିବ ଚୋଲି ଦୁଇ  ପରିବାର ନିଷ୍ପରି ନେଲେ! ବାହାଘର ବିନ ପାଖେଇ ଆସୁଥିବା ବେଳେ ଦେବକୀର ପରିବାର ଝିଅର ମନଲାଖି ଆସବାବପତ୍ର କିଣିବାକୁ ଲାଗିଲେ! ନିଜେ  ବେବକ1 ମଧ୍ୟ ବବାର ଯାଇ ନିଜ ପସନ୍ଦ ମୁତାବକ ଗହଣାଗାଶ୍ଚି ଠାର ଆରମ୍ଭ କରି ପରକରଣ! ସାମଗ୍ରୀ ଜିଣିଥିଲା! ଯଥା  ସମୟରେ ମନୋଜ ସହିତ ବେବକୀର ବିବାହ ହୋଇଗଲା!
   ମନରେ ଅନେକ ଆଶା ନେଇ ଶାଶୂଘରେ ପାଦ ରଖିଥିଲା ଦେବକୀ! ନୂଆ ବୋହୁ  ହୋଇଥିବାର ମନରେ ଟିକେ ଭୟ ଥିଲା! ପ୍ରଥମ କିଛିଦିନ ଠିକଠାକ ଚାଲିଥିଲା! ହେଲେ ସେଦିନ ପ୍ରଥମ ଥର ପାଇଁ ଦେବକ! ହତବାକ ହୋଇଗଲା ଯେଉଁଦିନ ସେ ଶୁଣିଲା ତ!’ ଶକ୍ଷୁଘର ଲୋକ ସେ ଆଣିଥିବା କିନିଷପତ୍ରରେ ସନ୍ତୁଷ୍ଟ ନୃହନ୍ତି ! ଆଶା କରିଥିଲା କେହି ନ ହେଲେ ସାତ ଜନମର ସାଥ! ମନୋଜ ହୁଏତ ତା’କୁ ସମର୍ଥନ କରିବ! ହେଲେ ଶାଶୂଘର ଲୋକକ ବ୍ଯବହାର ସାଇଂକୁ ମନୋକର ରୁକ୍ଷ କଥା ଶ୍ୱଣି ଚେବକୀର ପାଦ ତଳୁ ମାଟି ଖସିଯାଇଥିଲା! ଦିନକୁ ଦିନ ସେମାନେ ବେବକୀର ଜୀବନକୁ  ଅତିଷ୍ଠ କରିପକାଉଥିଲେ! ବେବକୀକୁ ପ୍ରଥମେସେମାନେ ଇଆଡ଼ୁ ସିଆଡ଼ୁ କହି ମାନସିକ ସ୍ତରରେ ବ୍ରର୍ବଳ କରୂଥିଲେ! ଏହା ପରେ ଶାରୀରିକ ଆଘାତର ପାଳି ପଡ଼ିଲା! ଦେବକୀ ଦେଖିଲା ଦିନକ ବିନ ଶାଶୁ ଘରଲୋକମାନେ ମଣିଷ ନୃହନ୍ତି  ବରଂ ରକପିପାସ୍ଵ ପାଲଟି ପାଉଛନ୍ତି ! ପ୍ରକୁତରେ ବେବକୀର ଶକ୍ଷୁଘର ଲୋକଙ୍କୁ ଯୌତୁକ ଲୋଭ ଏତେ ମାତ୍ରାରେ କବଳିତ କରିସାରିଥିଲା ସେମାନେ ମଣିଷତ୍ଵ ହରାଇ ବସିଥିଲେ! ମୁଠା ମୁଠା ଟଙ୍କା ବାପଘରୂ ଆଣିବା ପାଇଁ ସେମାନେ ଦେବକୀ ଉପରେ ଚାପ ପକାଉଥିଲେ! ଏଥିପାଇଁ ସେମାନେ ଦେବକୀକୁ ବିଭିନ୍ନ ପ୍ରକାରେ ନିର୍ଯ୍ୟତନା ବି ଦେଉଥିଲେ! ଦେବକୀ ଶାଶୂଘର ଲୋକକ ନିର୍ଯ୍ୟତନାକୁ ସହି ଯାଉଥିଲା କାରଣ ତା’ ପେଟରେ ବଢୁଥିଲା ଛୋଟିଆ ଭୁଣଟିଏ ! ସବ୍ ପ୍ରକାର ନିର୍ଯ୍ୟତନା ସହି ବି  ସେ ଭଗବାନଙ୍କ ଡାକି ଚାଲିଥିଲା ତା’ଜୋଳକୁ ପୁଅଟିଏ ଆସ୍ ! ହୁଏତ ଶାଶୂ, ଶ୍ଵଶୁର ସେମାନକ ବଂଶ ପ୍ରଦୀପକୁ ଦେଖିଲେ ଦେବକୀ ଉପରେ ଦେଉଥିବାନିର୍ଯ୍ୟତନାକୁ ଭୃଲିଯିବେ! ମାତ୍ର ଦେବକୀ ଗର୍ଭବତୀ ଥିବା ଜାଣିବା ପରେ ଚି କମିନଥିଲା ଶାଶୂଘର ଲୋକକ ଗଞ୍ଜଣା! ୭ ମାସର ଗର୍ଭବତୀ ଥିବା ଜାଣିବା ପରେ ବି ଅଧ୍କ ୫୦ ହଜାର ଟଙ୍କା ଆଣିବା ପାଇଁ ଶାଶୂଘର ଲୋକେ ଦେବକୀ ଗପରେ ବାପ ପକାଉଥିଲେ! ଦେବକୀ ଥିଲା ନିରୁପାୟ! ସେ କଳ୍ପନା କରିନଥିଲା ତ! ସହିତ ଏମିତି ଘଟିବ!
 ସେଦିନ ଥିଲା ନଭେମ୍ବର ୭ ତାରିଖ! ସବୁଦିନ ଭଳି ସେଦିନ ରାତିରେ ଖାଇପିଇ ଶୋଇବା ସମୟରେ ଦେବକୀ ଓ ମନୋଜ ମଧ୍ୟରେ କୌଣସି କାରଣର ଗଣ୍ଡଗୋଳ ହୋଇଥିଲା! ସାର! ରାତି ଦେବକୀ ଉପରେ ମନୋଜ ନିର୍ଯ୍ୟତନା ବଳାଇ ଭୋର ପ୍ରାୟ ୫ଗ ବେଳକୁ ଗୁରୁତର କରି ପକାଇଥିଲା! ମାଡ଼ ସହିତ ୭ ମାସର ଗର୍ଭସ୍କୃ ଶିଶୂକୁ ପେଟରେ ସୁରକ୍ଷିତ ରଖିବାର ଯନ୍ତ୍ର ଣାରେ ଦେବକୀ କାତର ହୋଇପଡ଼ିଥିଲା! ମାତ୍ର  ଟିକେ ବି ତରଳି ନଥିଲା ତ!’ ଶାଶୂଘର ଲୋକଙ୍କ ହୃଦୟ! ଏହି ସମୟରେ ପରିବାର ଲୋକେ ଘରୁ  ଘୋଷାଡ଼ି ଘେକ୍ଷାଡ଼ି ନେଇ ଦାଣ୍ଡରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ! ନିଆଁର ରକ୍ଷା  କରିବା ପାଇଁ ଯେତେ ନେହୁରା ହୋଇଥିଲେ ବି ପରିବାର ଲୋକେ ନିର୍ଦୟ  ହୋଇପଡିଥିଲେ! ପରେ ଦେବକାର ଭତଣୀକୁ ଖବର ଦେଇ ତୁରନ୍ତ ଆସିବାକୁ ତା’ର ବଡ଼ ନଣନ୍ଦ ସୁ ଚନା ଦେଇଥିଲା! ମା’ ଓ ୪ ଭଉଣୀ ପହଞ୍ଚିବା ପରେ ଦେବକୀ ମରି ପଡ଼ିଥିବା ଦେଖିଥିଲେ! ଶାଶୂଘର ଲୋକଙ୍କୁ ପଚାରିବାରୁ ହତ୍ୟା ଗଟଣାକୁ ଭିନ୍ନ ରୂପ ବେବାକୁ ଯାଇ ଷ୍ଟୋଭ୍       ଫାଟି ଯିବାରୁ  ଦେହରେ ନିଆଁ ଲାଗି ଢେବକୀର ମୃତ୍ୟ ହୋଇଥିବା କହିଥିଲେ! ଖବର ପାଇ ସଦର ଥାନା ଧିକାରୀ ସ୍କୃତିପ୍ରଭା ପ୍ରଧାନ, ଏସ୍ଆଇ ବିଜୟ କୁମାର ମଲ୍ଲିକ ଘଟଣାସ୍କୃଳ ପରିଦର୍ଶନ କରିବା ବେଳେ କିରୋସିନ! ବାସ୍ନାରେ ଘର ଫାଟି ପଡ଼ୁଥିବା ବେଳେ ରୋଷେଇ ଘରେ ଷ୍ଟୋଭ୍ ଆଦୌ ନଥିବା ଦେଖି ସଦ୍ଦେହ ପ୍ରକାଶ କରିଥିଲେ!
ପରେ ସାଇଶ୍ଚିଫିକ ଟିମ୍ ପହଞ୍ଚି ତଦନ୍ତ କରିବା ପରେ ମାକିପ୍ରେଟ୍କ ଉପସ୍ଥିତିରେ ପୁଲିସ ମୃତବେହକୁ କବତ କରି ବ୍ଯବଛେବ କରାଇଥିଲା ! ତେବେ ପୁଲିସ ଜେରାରେ ବେବକାକୁ ହତ୍ୟା କରିଥିବା ଶାଶୂଘର ଲୋକେ ସ୍ୱୀକାର କରିଥିଲେ! ଏହି ଘଟଣାରେ ପୁଲିସ ସାମ! ମନୋଜ, ଶ୍ଵଶୁର ଖଗେଶ୍ଵର ଏବଂ ଶାଶ୍ଵ ଡାଳିମ୍ବକ ଗିରଫ କରି କୋର୍ଟ ଚାଲାଣ କରିଛି! ତେବେ ବିବାହ କରି ସୁନାର  ସଂସାର କରିବା ଏବଂ କନକ! ହେବାର ସୌଭାଗ୍ୟରୂ ବଞ୍ଚିତ ଦେବକୀର ବିଭସ ମୃତ୍ୟୁ ସେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି! ମାତ୍ର ୮ ମାସ ତଳେ ବିବାହ କରିଥିବା ବେବକୀର ଏଭଳି ମୃତ୍ୟୁରେ ବାପଘର ଲୋକେ ଭାଙ୍ଗି  ପଡିଛନ୍ତି ! ଅଭିଯ୍ କ୍ତମାନଙ୍କୁ  କଠୋର ଦଣ୍ଡବିଧାନ ପାଇଁ ଭଉଣୀ ଶକୁତଳା, ଯମୂନା, ଆଲତ! ଓ ସରସ୍ୱତୀ ଦାବି  କରିଛନ୍ତି ! ଏ ସମ୍ପର୍କରେ ତବତକାରୀ ଅ ଧିକାରୀ ବିକୟ କମାର ମଲିକଙ୍କୁ  ପଚାରିବାରୁ ଅଭିମୁକ୍ତମାନେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି !
 ଦେବକୀ! ୭ ମାସର ଶିଶୂକୁ ପେଟରେ ଧରିଥିବା ବେଳେ ଅଭିପୁକ୍ତମନେ ଅତ୍ଯନ୍ତ ବର୍ବରେନ୍ଦିତ ଭାବେ ହତ୍ୟା କରିଛନ୍ତି  ! ଦେ ବକାର ଚୁଟି ଘୋଷାଡ଼ି ତାକ ଉଲଗ୍ନ କରି ଘର  ସାମ୍ବାରେ ଥିବା ଏକ ଗଛରେ ବାନ୍ଧି  କିରୋସିନ! ଢାଳି ପୋଡ଼ି ଦେଇଥିଲେ! ସଂପୂର୍ଣ୍ଣ ଯୋଡି଼ ଯିବା ସହିତ ଗର୍ଭସ୍ଥ ଶିଶୁ ମଧ୍ୟ ମୃତ୍ୟୁବରଣ କରିଥିଲା ! ଘର ବାଡି ଚାରିପଟେ ଘୋଷଡ଼ା ଯାଇଥିବା ଚିହ୍ନ ସହିତ ମୁଠା ମୁଠା ଚୁଟି ପଡ଼ି ରହିଥିଲା! ବ୍ଯବକ୍ରେଦ ରିପୋର୍ଟରେ ମଧ୍ୟ ଏହା ସଷ୍ଠ ହୋଇଥିଲା ! ଏବେ ଜେଲ୍ ର ଚାରିକାନ୍ଥ ମଧ୍ୟରେ ବାପା ମା’ ସହିତ ହତ୍ୟାକାରୀ ସ୍ବାମୀ ସମୟ କାଟୁ   ଛି ! ଯୌତୁକ ଲୋଭରେ ଅସହାୟ ମା ସହିତ ଅକାଳରେ ଝରି ପଡ଼ିଲା ଡୁ ଲନିଅ! ବେଖିନଥିବା ଗର୍ଭସ୍ଥ ଶିଶ୍ନଟିଏ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...