Tuesday 20 February 2018

ରକ୍ତପିପାସୁ ପାଗଳ ପ୍ରେମୀ



 କ ଣ ବୋଷ ଥିଲା ଚୈଶାଳୀର!  ସେ ବି ତ୍ସଗ୍ନ ଦେଖିଥିଲା ଉଚ୍ଚଶିକ୍ଷା କରିବା ଭଲ ଚାକିରି କରିବା ମା, ବାପାଙ୍କର ସାହାରା ବନିବା କିନ୍ତୁ କାହିଁକି ବୈଶାଳାର ସ୍ୱପୃ ସତ ହେଲା ନାହିଁ! କଣ ପାଇଁ ଝରିପଡ଼ିଲା ଏକ ନିରୀହ ଜୀବନ! କାହିଁକି ତାକୁ  କଣେ ଉନ୍ମତ୍ତ ଯୁବକର ଉଦ୍ୱାଦନାର ଶିକାର ହେବାକୁ ପଡ଼ିଲା? ଝିଅଟିଏ ଟୋଲି କଣ ସ୍ଵପୃ ଦେଖିବାର ଅଧିକାର ନଥିଲା ବୈଶାଳୀରାଂ ଏ ସମାଜରେ ଝିଅ ହୋଇ ଜନ୍ମ ହେବା କଣ ଭୂଲ୍? ଏହି ମର୍ମସର୍ଗୀ କାହାଣୀଟି ପଢ଼ିବାକୁ ହେଲେ ଆପଣଙ୍କୁ  ପୂର! ଘଟଣ! ବିଷୟରେ ନଜର ପକାଇଚାକୁ  ହେବ
ଯୌବନାବସ୍ଥା ସମସ୍ତଙ୍କର ଆସିଥାଏ! ଯୌବନ ସହିତ ସୌନ୍ଦର୍ଯ୍ୟ ବି ଆସେ! ଆଉ ତା ସହିତ ଆସିଥାଏ ଯୁବସୁଲଭ ଉନ୍ନାଦନା! ତ୍ପଅମାନଙ୍କ ଉପରେ ସୌନ୍ଦର୍ଯ୍ୟ, ଚଳଚଞ୍ଚଳ ସ୍ୱଭାବର ବିଶେଷ କିଛି ପରକ ପଡ଼େ ନାହିଁ!ହେଲେ ଅନେକ ସମୟରେ ଝିଅମାନଙ୍କ ଏହାର ମୂଲ୍ୟ ବେବାକୁ  ପଡ଼ିଥାଏ! ଯୌବନ ବେ ଳର ସୌନ୍ଦର୍ଯ୍ୟ ବେଳେବେଳେ ଝିଅମାନଙ୍କ ପାଇଁ କାଳ ସାକିଆଏ! କେବଳ ସେମାନେ ନୁହନ୍ତି , ବରଂ ସେମାନଙ୍କ ପରିବାର ଲୋକେ ବି କଳ୍ପନା  କରିନଆନ୍ତି  ଏହି ସୌନ୍ଦର୍ଯ୍ୟ ହିଁ ଦିନେ ତା ରାସ୍ତାର କଣ୍ଟା ସାକିବ!
 ରାଜସ୍ଥାନର କାଂଶବାଡ଼ାରେ ରହୁଥିବା ୧୮ ବର୍ଷାୟା ବୈଶାଳୀ ସହିତ ଏମିତି ହିଁ କିଛି ଘଟିଥିଲା! ନା ବୈଶାଳୀ ନିଜେ କିଛି ଜାଣିଥିଲା ନା ତ ବାପା, ମା ଜାଣିଥିଲେ କେଉଁ ଉନ୍ମାଦ ର ରକପିପାସୁ ଦୃଷ୍ଟି  ବୈଶାଳୀ ଉପରେ ପଡ଼ିଛି

ବାଶବାଡା଼ର ଅଗରପୁ ରା କଲୋନିରେ ବାପା, ମାଙ୍କ ସହିତ ରହୁଥିଲା ବୈଶାଳୀ! ବିଏ ପ୍ରଥମ ବର୍ଷର ଛାତ୍ରୀ ଥିଲା ସେ! ତା ବାପା ପିକେଶ ଶର୍ମୀ ଥିଲେ ଜଣେ ଦିଚ୍ୟାବ୍ଦୀ ତେବେ ପାରିବାରିକ ଅବସ୍ଥା ଥିଲା ବେଶ୍ ସ୍ୱଚ୍ଛଳ! ପିକେଶ ଶର୍ମୀଙ୍କ ପାରିବାରିକ ବ୍ୟବସାୟ ଥିଲା! ବେଳେ ବୈଶାଳୀ ଚ୍ଛ୍ରଝିପାରୂଥିଲା ଦିବ୍ୟାଙ୍ଗ  ବାପାଙ୍କର ଯନ୍ତଣା! ତେଣୁ ସେ ଶୀଘ୍ର ପାଠ ସାରି ବାପାଙ୍କ ବ୍ଯବସାୟ ସମ୍ଭାଳିବାକୁ ଚାହୁଁ ଥିଲା! ବୈଶାଳୀର ଘର ଆଗରେ ରହୁଥିଲା ଜଗଦୀଶ ବଞ୍ଜାରା ! ଜଗଦୀଶ ଥିଲା ଖୁବ ଲପଙ୍ଗା ପ୍ରକୁ ତିର! ସ୍କୁଲରେ ବୈଶାଳୀର ସିନିୟର ଥିଲା! ହେଲେ ଫେଲ୍ ହୋଇଯିବା ପରେ ପାଠପଢ଼ାରେ ଡୋରି ବାଛିଥିଲା ଜଗଦୀଶ ବଞ୍ଜାରାର ପରିବାର 6ଲାକେ ବି ଅପରାଧୀପ୍ରବୃଭିର ଥିଲେ! କଲୋନିର କାହା ସହିତ ସେମାନଙ୍କର ଭଲ ସଂପର୍କ ନଥିଲା! ଦିନକୁ  ଦିନ ଜଗଦୀଶ ଅପରାଧିକ କାର୍ଯ୍ୟକଳାପ ସହିତ ଜଡି଼ତ ହୋଇପଡୁଥିଲା! ହେଲେ ତା ପରିଚର ଲୋକେ ତ୍ପଅର ସବୁ  କୁ କର୍ମ ଜାଣିବା ପରେ ବି ଆଖି ଚୁକିବେଇଥିଲେ! ଯେବେଠାଚୁ ବୈଶାଳୀ ସ୍କୁଲ ଛାଡ଼ି କଲେଜରେ ପାଦ ରଖିଥିଲା ସେବେଠ୍ ତା ଉପରେ ଆଖି ପକାଇଥିଲା ଜଗଦୀଶ! ଜଗଦୀଶ ଓ ତା ଭାଇ ରମେଶ ସବୁବେଳେ ବୈଶାଳୀର ପିଛା କରୂଥିଲେ! ଯିବା ଆସିବା ରାସ୍ତାରେ ବୈଶାଳୀଜୁ ଖୁବ୍ ହଇରାଣ କରୂଥିଲେ! ନାନା ଅଶ୍ଵାଳ ମନ୍ତବ୍ୟ ଦେଉଥିଲେ! ତଥାପି ବୈଶାଳୀ ପାଟି ଫିଟାଉ ନଥିଲା! ସେ ଚୁପ  ରହୁଥିଲା ଏଇଥିପାଇଁ ଯେ ଯଦି ସେ କିଛି କହିବ ତେବେ ଜଗଦୀଶର ଘର ଲୋକେ ଓଲଟା ଆସି ତା ମା, ବାପାଙ୍କ ସହିତ ଝଗଡା଼କରିବେ! କିନ୍ତୁ ଦିନକୁ  ଦିନ ଜଗଦୀଶର ଉପଦ୍ରବ ବଢ଼ିବାକୁ  ଲାଗିଲା! ଏଥିପାଇଁ ବୈଶାଳୀର ପାଠପଢ଼ାରେ ବି ବ୍ୟାଘାତ ସୃଷ୍ଠି ହେବାକୁ ଲାଗିଲା! ଏଥର ବୈଶାଳୀ ଆଉ ଚୁପ୍ ରହିନଥିଲା! ସେ ତା ବାପାକୁ  ଯାଇ ଏ ବିଷୟରେ ଶୋଇଥିଲା! ବୈଶାଳୀର ବାପା ଜଗଦୀଶର ଏପରି କାରନାମା ଜାଣିବା ପରେ ଚୁପ୍ ବସିନଥିଲେ ! ବରଂ କଲୋନି ବାସିନ୍ଦାଙ୍କ ବି ଜଣାଇଥିଲେ! ଏହାପରେ ସମସ୍ତେ ଜଗଦୀଶ ନାଁରେ ଥାନାରେ ଅଭିଯୋଗ କରିଥିଲେ! ତ୍ପଲିସ ଜଗଦୀଶର ଓ ତା ପରିବାର ଲୋକକୁ  ଭବିଷ୍ୟତରେ ସେ ଯେମିତି ଏମିତି ଉପଦ୍ରବ ନକରେ ବୋଲି ତେତାବନୀ
ଦେଇଥିଲା! ଜଗଦୀଶ କଲୋନି ଲୋକଙ୍କ ଆଗରେ କ୍ଷମା ମାଗିଥିଲା ! କିଛିଦିନ ବୈଶାଳୀ ଶାନ୍ତି ରେ ନିଃଶ୍ବାସ ମାରିଲା! ହେଲେ ବୈଶାଳୀର ଭାବନା ସଂପୂର୍ଣ୍ଣ ଭୂଲ୍ ଥିଲ୍ୟା କାରଣ ଜଗଦୀଶ ଏଥର ଆଉ ରାସ୍ତାଘାଟରେ ନୁହେଁ ବରଂ ସିଧା ଯାଇ ବୈଶାଳୀର କଲେଜରେ ପହଞ୍ଚି ଯାଇଥିଲା! ଜଗଦୀଶକୁ  ଦେଖି ବୈଶାଳୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲା! ହେଲେ ଜଗଦୀଶ ଯାଇ ଖୁବ ଶାନ୍ତ କଣ୍ଠରେ କହିଥିଲାଅଳି ପର୍ଯ୍ୟନ୍ତ ସେ ଯାହା କରିଆସିଛି ସେସବୁ ପାଇଁ ସେ
ଅନ୍ମତପ୍ତ! ଏବେ ସେ ବୈଶାଳୀକୁ  ବାସ୍ତବରେ ଭଲପାଇ ବସିଛି ! ବୈଶାଳୀ ଯବି ତା ପ୍ରେମ ସ୍ୱୀକାର ନକରେ ତେବେ ସେ ଜୀବନ ହାରିବେବ! କିନ୍ତୁ ବୈଶାଳୀ ଉପରେ କିଛି ପ୍ରଭାବ ପକାଇ ନଥିଲା ଜଗଦୀଶର ଏସବୁ ଫାଲତ୍ନ କଥା! ଓଲଟା କହିଦେଇଥିଲା ସେ ଏସବୁ ପ୍ରେମପ୍ରେମରେ ବିଶ୍ବାସ- କରେ ନାହିଁ! ତାଜୁ ତା ଭବିଷ୍ୟତ ଓ ବାପାଙ୍କ ବ୍ୟବସାୟ ବେଖିବାକୁ  ପଡ଼ିବ! ତେଣୁ ଏସବୁ ବାଯେ  କଥାରେ ମୁଣ୍ଡ ପୂରାଇ ସେ ନିଜ ଭବିଷ୍ୟତ ନଷ୍ଟ କରିବାକୁ  ଚାହେଁ ନାହିଁ! ଜଗଦୀଶ ବୋଧହୁଏ କଳ୍ପନା ରାଇଜରେ ଭାସି ବୁଲୁ ଥିଲା! ଏହି କାରଣରୁ ସେ ବୈଶାଳୀକୁ ଭଲପାଉଥିଲା! ବୈଶାଳୀ ଯେତେ ତାକୁ  ଏଡ଼ାଇ ଯାଉଥିଲା ଜଗଦୀଶ ତାକୁ ପାଇବାର ସେତେ ଅଧିକ ଚେଷ୍ଟା କରିଚାଲିଥିଲା! କିନ୍ତୁ ବୈଶାଳୀ ତ ଜଗଦୀଶର ମ୍ନହଁ ବେଖିବାକୁ  ଚି ପସନ୍ଦ କରୁନଥିଲା!
 ଦିନକୁ  ଦିନ ବୈଶାଳୀକୁ  ପାଇବା ନିଶାରେ ପାଗଳ ପ୍ରାୟ ହୋଇଯାଇଥିଲା ଜଗଦୀଶ ସେଦିନ ଥିଲା ୨୦୧୭, ଅଗଷ୍ଟ ୨ ତାରିଖ ! ସଚୁଦିନ ପରି ବୈଶାଳୀ ପ୍ରଥମ ମହଲାର ବାଲକୋନିରେ ତାଙ୍କ ଘରେ କାମ କରଥିବା ଜଣେ ପରିଚାରିକାଙ୍କ  ସହିତ ମିଶି ଲୁଗା ଶୂଖାଉଥିଲା! ବାପା ଓ ମା ଉପର ମହଲାରେ ନିଜ ନିଜ କାମରେ ବ୍ଯସ୍ତ ଥିଲେ! ଠିକ ଏତିକି ବେଳେ ଜଗଦୀଶ ଫାଟକ ଡେଇଁ ବୈଶାଳୀ ଘରକୁ  ପଶି ଆସିଥିଲା! ଅତି ଚତ୍ରତାର ସହିତ ବାଲଜୋନିକୁ  ଯାଇ ବୈଶାଳୀକୁ  ମାଡ଼ି ବସିଥିଲା! ବୈଶାଳୀ କି ସେଠାରେ ଉପସ୍ଥିତ ପରିଚାରିକା ଜଣକ କିଛି ବୁଝିବା ପୂର୍ବରୁ ସେ ବୈଶାଳୀ ବେକରେ ଛୁରୀ  ଭୃସି ଚାଲିଥିଲା! ପରିଚାରିକା ଜଣକ ଏହା ଦେଖି ଜୋରରେ ବିକାର କରିବାରୁ ଉପର ମହଲାରୂ ବୈଶାଳୀର ବାପା, ମାତଳ ମହଲାକୁ ତୁରନ୍ତ ଚାଲିଆସିଲେ! ପାଖ ପଡୋଶୀ ବି ଘଟଣା ସ୍ଥଳରେ ରୁଣ୍ଡ ହୋଇଯାଇଥିଲେ! ଜଗଦୀଶଜୁ ଖୋଜିବା ପରିବଭୈ ବୈଶାଳୀକୁ  ତୁରନ୍ତ ଡାକ୍ତରଖାନା ନେ ବାକୁ  ତତ୍ପର  ହୋଇପଡ଼ିଥିଲେ ଲୋକମାନେ! ଏଇ ମରକାରେ ଜଗଦୀଶ ଓ ତା ପରିବାର ଲୋକେ ଫେରାର ହୋଇସାରିଥିଲେ! ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବୈଶାଳୀ ସବୁଦିନ ପାଇଁ ଆଖି ବୁ ଜିସାରିଥିଲା! ଏହା ମଧ୍ୟରେ କେହି ଜଣେ ପୃଲିସକୁ  ଖବର କରିଦେଇଥିଲା! ଘଟଣା ସ୍ଥଳରେ ପୁଲିସ  ଆସି ପହଞ୍ଚିଥିଲା! ବୈଶାଳୀର ବାପ! ପିଙ୍ଗେଶ ଶର୍ମ! ଓ ଘଟଣା ସ୍ଥଳରେ ଉପସ୍ଥିତ ପରିଚାରିକାର ଅଭିଯୋଗ ଅନୁସାରେ ତ୍ପଲିସ ଜଗଦୀଶ ବଞ୍ଜାରା ବିରୋଧରେ ମାମଲା ଚୁଲ୍ଲ କରି ତାକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଦେଲା! ଜଗଦୀଶ ବଞ୍ଜାର! ରହୁଥିବା ଘରକୁ  ଢାଲିବେବାର ଚେଷ୍ଟା କରିଥିଲେ ରଜ୍ୟକ୍ତ କଲୋନି ବାସିନ୍ଦା! ହେଲେ ପୁଲିସ ସେମାନଙ୍କ ବୁ ଝାମୂଝା କରିଥିଲା ! ଏମିତିକି ବୈଶାଳାର ବାପ! ପିକେଶ ମଧ୍ୟ ରକ୍ଯକ୍ତ ଲୋକମାନଙ୍କ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ! ତେବେ ଘଟଣାର ପରଦିନ ହିଁ ମୃଲିସ ହାତରେ ଧରାପଡି଼ଥିଲା ଅଭିଯୁକ୍ତ ଜଗଦୀଶ! ଥାନାରେ ତାକୁ  ଘଟଣା ସଂକ୍ରାନ୍ତରେ ଜେରା  କଲା ବେଳେ ସେ ପ୍ରଥମେ ପାଟି ଫିଟାଇ ନଥିଲା! ହେଲେ ପ୍ରକୁ ତ କଥା କଣ ଜାଣିବ! ପାଇଁ ତ୍ପଲିସ ଆହୁରି କଠୋର ହୋଇଥିଲା ଶେଷରେ ସତ କଥ! ଓଗଲି ଥିଲା ଜଗଦୀଶ ! ବେଶ ନିଲିପ୍ତ କଣ୍ଠରେ ଇତ୍ତର ଦେଇଥିଲା ସେ ‘ବହୁତ ତେଷ୍ଟ! କରିଥିଲି ତାକୁ  ନିଜର କରିବାପାଇଁ! ହେଲେ ସେ ଶୁଣିଲାନି  ! ସେ ପଦି ମୋର ନହେଲା ତେବେ ତାକୁ  ଅନ୍ୟ କାହାର ହେବ! ପାଇଁ କିପରି ବେଇଥାଆନ୍ତି ! ସେଥିପାଇଁ ଜୀବନରୁ ମାରି ବେଲି! ସେ କେବଳ  ପାଇଁ ହିଁ ଜନ୍ମ ହୋଇଥିଲା! ସେ! କଥ! ନ ଶୃଣିବାରୂ ତାର ଜ1ବନ ନେଇଗଲି !’ ତ୍ପଲିସ ବି ହତବାକ୍ ହୋଇଯାଇଥିଲା ଜଗଦୀଶର ଏଭଳି ବୟାନ ଶଶି! ଜଗଦୀଶ ଭଳି ପାଗଳପ୍ରେମାର ଇନ୍ସାବନା ଆଗରେ ଅକାଳରେ ଝରି ପଡ଼ିଲା ଗୋଟିଏ ନାରିହ ଜ1ବନ!

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...