Thursday 5 April 2018

ଚୋରା ପୀରତି ର କରୁଣ ଇତି


   ପ୍ରେମ ଏକ ସୁନ୍ଦର ଉଦ୍ ଭାସ ! ଏହା ପ୍ରେମିକପ୍ରେମିକାଙ୍କ  ମଧ୍ୟ ରେ ହେଉ ଅବ! ପତି-ପନ୍ଧୀକ ଏହାର ମହକରେ ଜୀବକ ହୋଇଉଠେ ପୁଲକିତ ! ଦୁଇ ମନର ମିଳନରେ ସୃଷ୍ଟିହୁଏଅପୂର୍ବ ବନ୍ଧନ ! ଆଉ ଏଇ ବନ୍ଧନରୁହିଁ ଅୟମାରମ୍ଭ ହୁଏ ଏକ ସୁନ୍ଦର ସଂସାରର, ନ୍ହଅ! ସୃଷ୍ଟିର ! ହେଲେ ଏହି ସମ୍ବନ୍ଧ ଯଦି ଅନୈତିକ ଓ ଅବୈଧ ଭାବେ ଗଢ଼ିଉଠେ ତାହେଲେ କଥା ସରିଲା ! ଏପରି ସମ୍ପର୍କ ଦିନେ ଦିନେ ପଥଭ୍ରଷ୍ଟ ହୋଇ ନିଶ୍ଚିତ ବିନାଶକୁ ଡାକିଆଣେ ! ଆଉ ଏହାର ଅନ୍ତ ଏପରି ଅଚନାକ ଘଟେ ଯେ ଅନୁତାପ କରିବାଳୁ ସମୟ ମିଳେନା ଉପରୋକ୍ତ ଉକ୍ତିକୁ ଯଥାର୍ଥ ପ୍ରତିପାଦିତ କରୁଥିବା  ହରିଆଣାର ଏକ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଅ!ମର ଏ ଉପସ୍ଥାପନା




 ହରିଆଣାର ଅମ୍ବାଲା ସ୍ଥିତଶହଜାଦପୁର ନିବାସ!  ହରଜିନ୍ଦର ସିଂହନାରାୟଣଗଡ଼ ଥାନାରେ ପନ୍! ଓ ଘୁଅ ନିଖୋଜ  ହୋଇଯାଇଥିବା  କଣାଇଥିଲେ  ପୋଲିସ ମାମଲା ରୁଳୁ କରିବା ପରେ ହରମିନ୍ଦର ତାକ ପନ୍1ଙ୍କର କଣେ ପ୍ରେମିକ ଥିବା  କଥା କହିଥିଲେ  ଓ ଏହା ପଛରେ ଉକ୍ତ ପ୍ରେମିକର ହାତ ଥିବା  ସନ୍ଦେହ କରିଥିଲେ  ! ପ୍ରାଥମିକ ତଦନ୍ତରେ ଓପାର୍ଲସ ବିଭିନ୍ନ ସ୍ଥାନରେ ଖେ!ଜ ଖବର ନେ ବ! ଓ ପଡ ଶୀ ଙ୍କୁ ପଚରାଉଚରା କରିବା ପରେ ସିଧାସଳଖ ପ୍ରେମିକ ପ୍ରବରକୁ ଖୋଜିଥିଲା ! ହେଲେ ସେତେବେଳେକୁ  ପ୍ରେମିକ ଜଣକ ଫେରାର ହୋରସାରିଥିଲା ! ପୋଲିସ ନିରାଶ ହୋଇ ଶେଷରେ ସ୍ଥାନୀୟ ସରପଞ୍ଚକ° ସହାୟତା ଲୋଡ଼ିଥିଲା ! ସରପଞ୍ଚକ° ସହାୟତାରେ ଦୁଇଦିନ ପରେ ପ୍ରେମିକକୁ ଗିରଫ କରାଯାରଥିଲା ! ଜେରାବେଳେ ଯୁବକ ଜଣକ ପୋଲିସକୁ ଭୂଆଁ ବୁ ଲାରବାକୁଚେଷ୍ଟା କରିଥିଲା !  ହେଲେ ପେ!ଲିସ  ଥାର୍ଡଡିଗ୍ରୀ ପ୍ରୟେ!ଗ କରାଯିବାରୁ ସବୁ ସତ ରଗାଳି ପକାଇଥିଲା ଯାହା ଶୁଣି ପୋଲିସ ଅଧିକା ରୀ ସିଂହରି ଉଠି ଥିଲେ
 ଅଭିଯୁକ୍ତର ସ୍ଵୀକାଗୋକ୍ତି ଅନୁସାରେ ଘଟଣାଟି ହେଉଛି ହରିଆଣାର ଶହଜାଦପୁରର ! ଗଣୋଲିର ହରଜିନ୍ଦର ସିଂ ପଞ୍ଜାବ ପଲିଆଟାସ୍ଥିତ ବଲ୍ଲିପୁର ନିବାସୀ ୩୧ ବର୍ଷାୟ କମଲପ୍ରାତ୍ ଙ୍ଗୁ ୧୨ ବର୍ଷ ତଳେ ବିବାହ କରିଥିଲେ  ଦୁହିଁଙ୍କ ବୈବାହିକ ଜୀବନ ଖୁବ୍ ସୁରୁଖୁରୁରେ ବିତି ଉଭୟଙ୍କ କୋଳ ମଣ୍ଡନ କରିଥିଲା ୧୧ ବର୍ଷାୟ ପୁତ୍ର ରା ହୁ ଲ୍! ହେଲେ ଇତିମଧ୍ୟ ରେ ଗତ ବର୍ଷକ ତଳେ କମଲ୍ ପ୍ରୀତ୍ ର ଅବୈଧ ସମ୍ପର୍କ ଗଢ଼ିରଠିଥିଲା!ଶହଜାଦପୁର ସୂମିତ୍ ଓରଫ୍ ନିଟୁ ସହିତ ! ନିଟୁ ଥିଲା କଣେ ନ୍ଯାଟ୍ରିଂ ଷ୍ଟାଫ୍ ବା ୱେଟର ! ଗଣୋଲିରେ ଏକ ବିବାହ ଅବସରରେ କମଲ୍ ପ୍ରୀତ୍ ର ନିଟୁ ସହିତ ସାକ୍ଷାତହୋରଥିଲା! ! ଚାହୁଁ ଚାହୁଁ ଏହି ସାକ୍ଷତ ପ୍ରେମରେ ରୁପାନ୍ତରିତ ହୋଇଯାଇଥିଲା ! କିଛି ଦିନ ପରେ ଏ ସମ୍ପର୍କରେ ହରବିନ୍ଦର ଜାଣିପାରିଥିଲେ  ! ଏହାକୁ ନେଇ ଦୁହିଁଙ୍କ ମଧ୍ୟ ରେ କଳିଝଗଡ଼ା ମଧ୍ୟ  ହେରଥିଲା ! ହରବିନ୍ଦର ପୁଅର ଦ୍ୱାହି ଦେର କମଲ୍ ପ୍ରୀତ୍ କୁ ଏହି ଅବୈଧ ସମ୍ପର୍କରୁ ନିବୃର ରହିବାକୁ ଯେତେ ଟୁଝାରଥିଲେ  ହେଁ ସେ ମାନିନଥିଲା ! ଆଉ ଶେଷରେ ଯାହା କେହି କେବେ ସ୍ଵପରେ ଭାବିନଥ୍ରେ ତାହ! ଘଟିଲା କମଲ୍ ପ୍ରୀତ୍ ବରର୍ଷକାଳ ପ୍ରେମ ସମ୍ପର୍କରେ ରହିବା ପରେ ବାରମ୍ବାର ବିବାହ ପାଇଁ ନିଟୁ ଉପରେ ଚାପ ପ୍ରୟୋଗ କରୁଥିଲା ନିଟୁ କିକୁ ଚାହୁଁଥିଲା କିଛିଦିନ ସମ୍ପର୍କର ମଜା ନେବାପରେ ଅନ୍ୟତ୍ର ବିବାହ କରିବ ! ହେରେ କମଲ୍ ପ୍ରୀତ୍ ବାଧ୍ୟ ବାଧକତାରେ ସେ ଅତିଷ୍ଠ ହୋରରଠିଥିଲା ! ଆଉ ଚାହିଁଥିଲା କଳେବଳେ ଏହି ବନ୍ଧନରୁ ଖସିବା ପାଇଁ ! ବ ହୁ  ଚିନ୍ତା କରିବା ପରେ ସେ ଏଥ୍ରୂ ଖସିବାର ଯୋଜନା ପ୍ରସୁତ କରିନେରଥିଲା ! ନିଟୁ ମାର୍କ ୧୯ ତାରିଖରେ କମଲପ୍ରାତ୍କୁ ଫେ!ନ୍ କରି ବିବାହ ପ୍ରସୁତ ସମ୍ପର୍କରେ ଆଲୋଚନା କରିବାକୁ ଶହଜାଦପୁର ଡାକିଥିଲା ! ସେପଟେ କମଲ୍ ପ୍ରୀତ୍ ସ୍ଵାମୀ ହରିଜିନ୍ଦରକୁ ବାପଘର ବଲ୍ଲିପୁର ଯାରଛି କହି ପୁଅକୁ ସାଥୀରେ ଧରି ସିଧା ଶହଯାଦପୁର ପହଞ୍ଚି ଯାରଥିଲାଉକ୍ତଦିନ ଦୁହେଁ ଏକାଠି ରହିବା ପରେ କମଲ୍ ପ୍ରୀତ୍ ବିବାହ କରିବାକୁ ଜିଦ୍ ଧରିବସିଥିଲା ! ଯେତେ କୁଝାଶୁଝା କଲେ ମଧ୍ୟ  ସେ ନଟୁଝିବାରୁ ସଟୁଦିନ ପାଇଁ ତାକୁ ରାସ୍ତାକୁ ହଟାଇଦେବାକୁ ହେବ ବୋଲି ନିଟୁ ସ୍ଥିର କରିନେଇଥିଲା
   ମାର୍କ ୨୦ ତାରିଖ ସନ୍ଯାରେ ଦୁହିଁଙ୍କ ମଧ୍ୟ ରେ ବିବାହକୁ ନେଇ ଯୁକ୍ତିତର୍କ ହେବାରୁ  ନିଟୁ ନିଜକୁ କାଟୁ କରିପାରି ନଥିଲା ! ରାଗ ପଞ୍ଚମକୁ ବଢ଼ିବାକୁ ସେ କମଲ୍ ପ୍ରୀତ୍ ତଶ୍ଚିଚିପି ହତ୍ୟା କରିଥିଲା ! ଏହି ଘଟଣା ସକୁ କମଲ୍ ଙ୍କ  ପୁଅ ରା ହୁ ଲ୍ ଦେଖ୍ ଥ୍ବାରୁ ଧରାପଡି଼ଯିବାର ଭୟରେ ଅନିଚ୍ଛା ସତ୍ୱେ  ନିଟୁ ତାକୁ ମଧ୍ୟ  ତଶ୍ଚିଚିପି ମାରିଦେଇଥିଲା ! ଗାଁ  ଘରେ ନିଟୁ ଏକୁଟିଆ ର ହୁ ଥିବା ରୁ ଏହି କାଣ୍ଡ ସମ୍ପର୍କରେ କେହି ଜାଣିପାରିନଥିଲେ  ! ନିଟୁ ଦୁହିଁଙ୍କ ମୃତଦେହକୁ ଘରେଲୁଚାଇଦେଇ ଗୁରୁଦ୍ୱାର ଚାଲିଯାଇଥିଲା ! ପରଦିନ ଗାଁକୁ ଫେରିବିଳମ୍ବିତ ରାତିରେ ଦୁହିଁଙ୍କ ଶବକୁ ଏକ ଆଖରେ ପୂରାଇ ବାଇକ୍ ଯୋଗେ ସ୍ଥାନୀୟ ବେଗନା ନଦୀ ବାଲିପଠାକୁ ନେଇ ସେଠାରେ ପୋତିଦେଇଥିଲା !ସକାଳ ହେବା ମାତ୍ରେ ନିଟୁ ଯମୁନାନଗରସ୍ଥିତ ସେ!ଦେ!ପୁରରେ ରହୁଥିବା  ତାଙ୍କ ମାମୁଅଜାଙ୍କ ଘରକୁ ଚାଲିଯାଇଥିଲା
ଘଟଣାକୁ ରୁପ ଦେବା ପରେ ନିଚୁ ଏତେ ଶୀଘ୍ର କେହି ଏହି ଘଟଣାର ପଟ୍ଟା  ପାଇବେ ନାହିଁ ବୋଲି ନିଶ୍ଚିତ ହୋଇଯାଇଥିଲା ହେଲେ କମଲ୍ କୁ  ସ୍ଵାମୀ ହରିଜିନ୍ଦରଙ୍ଗୁ ୧୯ ତାରିଖରେ କରିଥିବା  ଫୋନ୍ କଲ୍ ରୂ ସେ ଏତେ ଶୀଘ୍ର ପୋଲିସ ହାତରେଧରିପଡି଼ଯିବ ତାହ! ଭାବିନଥିଲା ! ହରିଜିନ୍ଦର ପୋଲିସରେ ଅଭିଯୋଗ କରିଥିଲେ  ସେ ତାଙ୍କ ପନ୍1 ୧୯ ତାରିଖରେ ଶହଜାଦପୁରରେ ଥିବା  ଫୋନ୍ରେ ଜଣାଇବା ପରେ ୨୦ ତାରିଖରୁ ଆର ଫୋନ୍ ଲାରିନଥିଲା !ଶହେଜାଦପୁରର ନିଟୁସହିତ କମଲ୍ କ°ସମ୍ପର୍କ କଥା ହରଜିନ୍ଦର କହିବା ମାତ୍ରେ ପୋଲିସର ସନ୍ଦେହ ସିଧା ନିଟୁ ରପରକୁଯାଇଥିଲା ! ଆର କାଳବିଳମ୍ବ ନକରି ପୋଲିସ  ଶହଜାଦପୁରରେ ଚଢ଼ାଉ କରିଥିଲା ! ସେତେବେଳକୁ ସେଠାରୁ  ନିଟୁ ଫେରାର ହୋଇଯାଇଥ୍ରେ ହେଁ ପୋଲିସ ହାତରୁ ବଞ୍ଚିପାରି ନଥିଲା ! ମାର୍କ ୨୬ ତାରିଖ ପୋଲିସ ସ୍ଥାନୀୟ ସରପଞ୍ଚକ°
ସହଯୋଗରେ ନିଟୁକୁ ଗିରଫ କରିନେରଥିଲା  ପୋଲିସ ଆଗରେ ନିଟୁ ସଛୁ କଥା ମାନିଯିବା ପରେ ନାରାୟଣଗଡ଼ ଡିଏସ୍ପି ରାକବାର ସିଂହକ° ନିର୍ବେଶରେ ଏକ ପୋଲିସ ଦଳ ନଦୀପଠାରୁ ମାପୁଅଙ୍କ ଶବ ଜବତ କରି ଥିଲା ! ପୋଲିସ ସ୍ଥାନୀୟ ତହସିଲଦାର ରୁପେନ୍ଦ୍ର ସିଂହକ° ଉପସ୍ଥିତିରେ ନିଟୁକୁ ସାଥୀରେ ଧରି ତା ଘରେ ଡ଼ୋର କରି ରକ୍ତନମୁନା ଓ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍କୂ ଜବତ କରିଥିଲା ! ନାରାୟଣଗଡ଼ରେ ବ୍ଯବତ୍ରେଦ ପରେ ପୋଲିସ ଦୁହିଁଙ୍କ ମରଶରୀରକୁ ହରଜିନ୍ଦରଙ୍ଗୁ ହସ୍ତାନ୍ତର କରିବା ପରେ ରିଟୁକୁ ଜେଲ୍ର କାଳ ଜୋଠରିକୁ ପଠାଇ ଦିଆଯାଇଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...