Tuesday 3 April 2018

ପଞ୍ଚାବନ ବର୍ଷ ବୟସରେ ପଚିଶ

       ରାମଚରଣ ଭିତରେ  ଗୋଟେ ତତଲା ସ୍ରୋତ  ଚହଟୁଥିଲା ’ ସେ ଆଉ ସାମାନ୍ୟ ଟିକେ ସହିବା ଅବସ୍ଥାରେ ନ ଥିଲା! ଆଇନା ପାଖରେ ଠିଆହୋଇ ସେ ପରଖ୍ ନେଲା ନିଜକୁ! ଆଉ ଟକ୍ କିନା ପାଟି ଭିତରକୁ ଢ଼ୋକିଦେଲା  ଦୁଇଟା ଏନଅରଜି  ପିଲ୍! ସେ ଚାହୁଁନ ଥିଲା ଯେ, ବେଡ଼ ରେ  ତା’ ବେଡ଼ ପାର୍ଟନଏର   ତାକୁ ଅପମାନିତ କରୁ  ବୁଢ଼ୀ ବୋଲି କହି ପରିହାସ କଚ୍ଛା ଅଧିକ ନ୍ତୁ ସେ ତା’ ବେଦ୍ ପାର୍ଟନରକୁ ଜଣେଇ  ଦେବାକୁ ଚାହୁଁଥିଲା  ଯେ, ପଞ୍ଚାବନ ବର୍ଷ ବୟସରେ ଚି ସେ ପଚିଶ! ଆଉ ଡେରି କଲାଣି  ରାମଚରଣ! ସ୍କୁଲ୍ର ଷ୍ଟୋର ରୁମ ରେ ପହଂଚିଗଲା " ଆଗରୁ  ତାଳୁ ସେଠାରେ ଅପେକ୍ଷା କରି ଥିଲା  ଅଞ୍ଜଳି! ଅଞ୍ଜଳିତା’ର ବେଦ୍ ପାର୍ଟନର ! ତାକୁ ବୟସ ଅଣତିରିଶ! ଷ୍ଟୋର ରୁମ କୁ ପଶୁ ପଶୁ ଭିତର ପଟୁ  କବାଟ କୀଳିଦେଲା ! ଆଉ ଝାମ୍ପି ପଡିଲା  ଅଞ୍ଜଳିଭପରେ ! ଅଞ୍ଜଳି ତା ଆଡକୁ  ଏକ ଘାତକ ହସ ପହଁରେଏଇ ଦେଇ କହିଲା ‘ମୁଁମୋର ଏତିକି ଦିନର ଜୀବନରେ ଅନେକଙ୍କୁ ଦେଖିଚି ! ହେରେ ବୁମ ଭଳି ଗୋଟେ ଡାଆଣ! ମର୍ଦ ଦେଖି ନି  ! ମୁଁକେବେ ବିସ୍ଵପରେ ଭାଚିନ ଥିଲି  ଯେ, ମୋତେ ଦିନେ ତୁ ମ କଵି କଣେ ଢୁଚ୍ଚାର ପାର୍ଟନର ହେବାକୁପଡ଼ିବୀ’ ରାମଚରଣ ଅଞ୍ଜଳି ଓଠରେ ଏକ ପ୍ରଗାଢ ଚୁମ୍ବନ  ଆଙ୍କି କହିଲା - ‘ ଓ ଲଡ  ଇଜ଼ ଗୋଲଡ   ’ !’ ଅଞ୍ଜଳି ମୁହଁ ଶୁଖେଇ କହିଲା: ‘ଜେବ୍ଦୀଣି ? ମୋର  ବିଶ୍ବାସ ହେଉନି ଯେ ଗୋଟେ ପଞ୍ଚାବନ ବର୍ଷର ଢୁଢ଼ା ଆଜି  ଗୋଟେ ଅଣତିରିଶ  ବର୍ଷର ଯୁବତୀ କୁ ସୂଖ ବେଇପରିବା !’ ରାମଚରଣ କିଛି  କହିରାନି! ଖାଲି ଭାବିଲା, ଅଞ୍ଜଳି! ତୁ  ଖାଲି  ଅପେକ୍ଷାକର  !ଆଉ ଦେଖମୁଁ କଣ କରୁଛି! ସେଇଥ୍ପାଇଁତମୁଁଆସିବାପୂର୍ଟ ରୁ ଗୋଟେ ନୁହେଁ ଦୁଇଟା ଏନଏରଜି ପିଲ ର୍ଖାଇ ଆସିଛି ତା ’ପଗିବଭୈ ସେ ଅଞ୍ଜଳି କୁ ଟେକି  ଆଣିଲା ନିଜ ପାଖକୁ! ଆଉ ବାଦୁଡ଼ି ଧରିଲା ତା’ର ସମସ୍ତ ଜୋର୍ ଖତେଇ! ଅଞ୍ଜଳିର ହାଲ୍କା ହାଲ୍କା ଶବ୍ଦ ରାମରେଣକୁ ସୁଖର ସପ୍ତମ ସ୍ୱର୍ଗକୁ  ନେଇ ଯାଉଥିଲା
     ଏତିକି ବେଳେ  ହଠାତ ନିଦ ଭାଙ୍ଗିଗଲା ତାର !  ଦେଖିବାବେଳକୁ  ତା’ ଦେହ ହାତ ଶିଥ୍ଚ ହୋଇଯାଇଛି! ସେ ନିଦରୁ ଉଠି ପଡ଼ିଛି! ସ୍ୱପ ତା’ର ଭାଙ୍ଗି  ଯାଇଛି! ଯେ କୌଣସି ସ୍କୁର୍ର ଷ୍ଟୋର ରୁମ୍ ଭିଟାରେ  ନାହିଁ! ଓଲଟି ନିଜ ଘର ଭିତରେ ଣୋଇଛି ତା’ପାଖଗେ ଅଞ୍ଜଳିନୁହେଁ ; ଣୋଇଛି  ତା’ ସ୍ତ୍ରୀ ! ମନଟା ଖଟା   ହୋଇଗଲା ରମୋରେଣର! ତଥାପି ସେ ନିଜକୁ ଅସ୍ବା ସନା ବେଲା ଯେ, ଭୋର ସମୟର ସ୍ୱପ ସତ ହୁଏ ]! ଲାଗୁଛି, ଅଞ୍ଜଳିତାକୁ ନିଶ୍ଚୟ କିଛି ଣୁଭ ଖବର ଶୁଣେଇବା ଯଦି ତା’ ବେତ ପାର୍ଟନର ହେବା ପାଇଁ ଅଞ୍ଜଳି ସ୍ୱପଗେ ତା’ ସ୍ବପ୍ନ କୁ  ଆସିପାରିଲୀ ତା’ହେଲେ  ସେ ସତକୁସତ ’ ତା ନିକଟକୁ ଆସିବନାହିଁ ବ୍ଦଣ ପାଇଁ?
          ମଧ୍ୟପ୍ରଦେଶର ବ୍ଦଟ୍ନୀ ନାମକ ଏକ ଅଞ୍ଚଳର ଗୋଟି ସ୍ଥାନ  ଇନ୍ଦ୍ରଜ୍ୟୋତି କଲୋନୀ  ସେହି କଲୋନୀରେ ନିଜର ପରିବାର ସହ ରହେ ରାମଚରଣ , ଘରେ ତାର ସ୍ତ୍ରୀ  ଓ ଦୂଇପିଲା! ସେ ଗୋଟେ ପ୍ରଲରେଟ୍ ସ୍କୁଲ୍ରେ ଡ୍ରାଇଭର ଭାବରେ କାମ କରେ ! ରାମଚରଣକୁ ପଞ୍ଚାବନ ବର୍ଷ ହୋଇସାରିଥିଲା! ସତ; ହେଲେ  ତାରି ଭି ତରୂ ରଗି’ନ ମିଜାକ୍ ଯାଇ ନ ଥିଲା ! ସେ ସବୁବେଳେ  ୨0ରୂ ୨8ବର୍ଷ ବୟସର ଝିଅକୁ ନେଇ ସ୍ବପ୍ନ ଦେଖୁଥିଲା  ଆଉ କଳେବଳେ କୌଶଳେ ସେମାନଙ୍କ ମଧ୍ୟ ରୂ କାହାକୁ କାହାକୁ ହାତ କରି ନିଜ ମନର ଓରିମାନା ମେଣ୍ଟାଭଥିଲା  ସେତିକି ନୁହେଁ ’   ବୟସର ପ୍ରଭାବ ରୁ ନିଜକୁ ମୁକ୍ତ  ଳରିବାପାଇଁସେ ଅନ୍ତରଙ୍ଗ  ମୁନୁର୍ଭକୁ ଯିବା ପୁ ର୍ଚରୁ  ବ୍ରାଣ୍ଡେଡ  ଏନଜି ପିଲ୍ର ମଧ୍ୟ  ସଦୁପଯୋଗ କଗୁଥିଲା ! ସେଥିଲା ଗି ସେ ତା’ ନିକଟରେ ସବୁବେଳେ ଏନଅରଜି  ପିଲ୍ ର ଏବ୍ଦ କୋର୍ସ ସାଇତିଗଖୁଥିଲା

        ରାମଚରଣ ଯେଉଁ ସ୍କୁଲ୍ର ଡ୍ରାଇଭିର  ଦିନେ ସେହି ସ୍କୁଲ୍ରେ ନୂଆକରି ଜଏନ୍ କଲା  ଅଞ୍ଜଳି ଅଞ୍ଜଳି ଏକ ଶିକ୍ଷିତା ସୁନ୍ଦରୀ ତଥା  ବିବାହିତା ଥିଲା! ତା’ର ପିଲାପିଲି ହୋଇ ନ ଥିଲା! ଅଞ୍ଜଳିକୁ ଦେଖିବା ମାତ୍ରେ ଚିନା ବୋଲିଂ  ରେ ବି ‘ଦୋଲଡ ଆତ୍ତଟ୍’ ହୋଇଗଲା  ରାମଚରଣ ତାଳୁ ଲାଗିଲା ତା’ ବୟସ ଯେମିତି ୧୬’କୁ ଖସି ଆସିଛି! ସେ ଅଞ୍ଜଵିର ନିକଟତର ହେବାର ପ୍ରୟାସ ଆରମ୍ଭ କରିଦେଲା! ଦିନେ ଅଞ୍ଜଳିକୁ ଏକୁତିଆ ପାଇ ସେ କହିଲା  ‘ତୁମେ ଏକୁଟିଆ  ଆସିଛ! ଯଦି କିଛି ଦରକାର ହୁଏ ତା’ହେଲେ ମୋତେ କହିବା’ ଅଞ୍ଜଳି ଏକଥା ଶୁଣି ଭାରି ଖୁସି ହୋଇଗଲା ! ! ଭାବିଲା, ଯା’ହେଭ ଏ ସ୍କୁର୍ର ଲୋକଗୁଡ଼ା  ଖୁବ୍ ସହଯୋଗୀ ! ତେଣୁ ହସିଦ୍ଦେଲା ଓ କହିଲା : ‘ଠିକ୍ ଅଛି, ଚାଚା! ମୁଁନିଶ୍ଚୟ କହିବି!
             ରାମଚରଣକୁ ଅଞ୍ଜଚ୍ଚିର ‘ଚାଚା’ ସମ୍ଭ ଧନ ଜମାରୁ ଭଲ  ଲା ଗିଲାନି! ତଥାପି ସେ ସମ୍ଭାଳି ନେଇ! ! ଭାବିଲା, ନୂଅ! ଆସିଛି! ଏତେଶୀଘ୍ର ତାକୁ ଆକଟ କରିବ! ଭଲନୂହେଁ ଅପରପକ୍ଷରେ, ଅଞ୍ଜଵି ରାମଚରଣର ଉଦେଶ୍ୟ ବିଷୟରେ ଚିନୂନ୍ଦିସର୍ଗ କିଛି କାଣି ନ ଥିଲା! ସେ ତା’ବା ପ ବୟସର ଥିଲା ! ତେଣୁ ସେ ଭାରୁଥିଲା, ବୋଧହୁଏ ରାମରେଣର ତା ଭଳି ଝିଅଟିଏ  ଅଛି! ତେଣୁସେ ତାକୁ ଝିଅ ବୋଲି  ଭାବି ସାହାଯ୍ୟ କରିବାକୁ ଆଗେଇ ଆସୁଛି!

                ହେଲେ  ଦିନେ ଚାମଚରେ ବିଗିଡ଼ିଗଲା  ଅଞ୍ଜଳି ଉପରେ! କହିଲା, ମୁଁ ଏଇ ଚାଚା ଡାକ ପସନ୍ଦ କରୁନି!ମୋତେ ଚାଚା ବେଲି ଡାକିବନି! ଅଞ୍ଜଳି ବିସିତ ହୋଇଗଲା! ଗୋଟେ ବାପା  ବୟସର ଲୋକକୁ ସେ ଆଉ କ’ଣ ବୋଲି ଡାକିବ? ରାମଚରଣ  କହିଲା -‘ତୁ ମେ ମୋ ନାଁ ଧରି ଡାକୀ’ ଅଞ୍ଜଳିକୁ ରାମଚରଣର ଏ ବ୍ୟବହାର  କେମିତି ବେଖାପ ଲାଗିଲା ! ୟା ଭିତରେଏକ ଭୟଙ୍କର ଦୁରଭିସଢି ଥିବାର  ସେ ଅନୁମାନ କରିପାରିଲା! ଆଉ ରାମଚରଣର ତା’ପ୍ରତି ସବୁକଥା, ବ୍ୟବହାରକୁ ମିଶାଣ, ଫେଡାଣ, ଗୁଣନ ଏବଂ ହରଣ କରି ସେ ଏଇ ନିଷ୍କର୍ସ ରେ ପହଁଚିଲା ଯେ , ରାମଚରଣର ଭିତରେ ରହି ହେନ୍ତାଳ     ମାରୂଛି ମୋଟେ ମହାବଳ ବାଘ; ଯେଉଁ ବାଘ ତା’ର ମାଂସ ଖାଇବାକୁ ଟାକି ବସିଛି! ଏତିକି ଚ୍ଚାଶିଯିବା ପରେ ଭୟରେ ଥରିଉଠିଲା ଅଞ୍ଜଳି ଆଭ ରାମଚରଣକୁ ଏଡେଇ ଯିବାରେ ଲାଗି ଲା!

                      ହେଲେ  ରାମଚରଣ ଥିଲା ନ ଛୋଡବନ୍ଧ  ! ସେ ଅଞ୍ଜଳିନ୍ଧୁ ନାନାଦି ଫନ୍ଦି ଫିକର  କରି ପଟେଇବାରେ ଲାଗି ପଢ଼ିଥିଲା ଅଞ୍ଜଳି ତାଳୁ ଧମକ ଦେଉ ଥିଲା ସତା ହେଲେ  ତାହାର କିଛି ବି ପ୍ରଭାବ ପଡୁ ନ ଥିଲା  ରାମଚରଣ ଉପରେ! ଓଲଟି ସେ ୨୨ବର୍ଷର ରୋ ମିଓ ପାଇଟି ଳହୃଥିଲା - ‘ତୁମେ ଗାଁ ଳିଦେଇ ମୋତେ ମାରି ପାରିବନି ସୁନ୍ଦରୀ ! ପାରୁଛ ତ ତୁମ  ଆଖ୍ ଛୁରୀ ରେ  ହାଣି ମୋତେ ଘାଇଲା କରି ଦିଅ !’ ବା ପ ବୟସର ଗୋଟେ ବୁଢା ଲୋକ  ପାଟିରୁ ଏଭଳି କଥା ଶୁଣି ଲାଜ ଲା ଗୁଥିଲା  ଅଞ୍ଜଳିନ୍ଧୁ ହେଲେ ସେ କ’ଣ କରିବ କିଛି ରୁଝି ପାରୂନ ଥିଲା  ! ଦିନେ ସେ ଗାମଚରଣକୁ ସିଧା ସିଧା ପଚାରିଲା-‘କୁହ’ ତୁମେ ମୋଠାରୁ କଣ ଚାହୁଁବା ଆଉ କଣ କଲେ  ତୁମେ ମୋତେ ହଇରାଣ କରିବ ନାହିଁ!’ ରାମଚରଣ ଆସ୍ତେ ଇସାରା କରି କହିଲା- ‘ମୁଁ ତୁମ  ସହ ଗୋଟିଏ ରାତି ଗେମ୍ ଖେଲି ବାକୁ ଚା ହେଁ ! ବାସ, ଆଉ କିଛିନୁହେଁ!’ ଅଞ୍ଜବି ଚ୍ଚାଶିଥିଲା  ତାଳୁ ଏଇ ଉରଗ ମିଳିବା ତେଣୁ ସେ କହିଲା- ‘ଠିକ୍ ଅଛି! ମୁଁ ଚିନ୍ତାକରି କହିବି!’ ରାମଚରଣ ହସିଲ! ଓ ବ୍ଦହିଲା- ‘ଚିନ୍ତା କରିବନା ସୁରଜକୁ  ପଚାରି କହିବ ?’ ରାମଚରଣ କଥା ଶୁଣି ଆକାଶରୁ ଖସି ପଡ଼ିଲା  ଭଜି ଅନୁଭବ କଲା  ଅଞ୍ଜଳି! କାରଣ  ସୁରଜ  ତା’ର ପ୍ରେମିକ ବୋଲି  ଏ ବୁଢ଼ା ଜାଣିଲା  ଜେମିତି? ସେ ନିଜ କାନକୁବି ବିଶ୍ବାସ ବରିପାରୂନ ଥିଲା
ଅଞ୍ଜଳି ବାହା ହୋଇଥିଲେ  ବି ଭଲ  ପାଊଥିଲା  ସୁରଜକୁ  ! ସ୍ବାମୀ ସହିତ ତାର ସମ୍ପର୍କ ଯେ ଖରାପ ଥିଲା ସେ କଥା ନୁହେଁ ତଥାପି ପିତା’ମନ ର ମଣିଷଥିଲା ସୁରଜ  ଏମିତି ରୋଟେ ଵିନ ନ ଥିଲା ଯେଉଁ ଦିନ  ସେ ସୁରଜ  କଥା ଭାବୁ  ନ ଥିଲା! ବିବାହ ପରେ ତା’ ଜୀବନ କୁ ଆସିଥିଲା ସୁରଜ ! ଆଉ ତା’ ଜୀବନକୁ ଭାରି ଦେ ଇଥିଲା  ଇନ୍ଦ୍ରଧନୁର ସପ୍ତ ରଙ୍ଗି  ପ୍ରେମ ରେ   ସେଥିଲାଗି ସେ ସୁରଜ  ନାଁ ଟାକୁ ଛାତି ତଳର ତିଳ ଚିହ୍ନପରି ଅତି ଗୋ ପନ କଚି ଖେଥିଲା ! ହେଲେ ଏ ଡ଼ୁଢ଼ା ଶାଘୁଣା ତା’ର ସୁରାକ ପାଇଲା  କିପରି?

          ସତକୁ  ସତ ଅଞ୍ଜଳି ଭୟଭୀତ ହୋଇପଡ଼ିଲା! କାରଣ, ଯଦି ତାର ପ୍ରେମ କାହାଣୀ ରାଷ୍ଟ୍ର ହୋଇଯିବ ତା’ହେଲେ ସ୍ବାମୀ ସଂସାର ଭାଙ୍ଗି ଯିବା ସେ ସିନା ସୁରଜ କୁ  ପ୍ରେମ କରୁଛିହେରେ ସେ କେବେବି ଚାହୈନି ଯେ’ ତା’ର ଦାମ୍ପତ୍ୟ ଜୀବନ   ରେ   ଝଡ଼ ଆସୁ! ସେଥିଲାଗି  ସେ ପ୍ରେମ କରୁଥିଲେ  ମଧ୍ୟ  ତା’ର ସ୍ତ୍ରୀ  ପଣିଆ କୁ କେବେ ବିକୋହକ ହୋଇଯିବାକୁ ଦେଇ ନା ହିଁ! ରାମଚରଣ ପଢ଼ିଦେଲା  ଅଞ୍ଜଳି ମନ ର କଥା ! ତେଣୁ ହସିଲା  ଓ ହସୂହସୂ କହିଲା - ‘ଯାଅ ଚିନ୍ତାକର ! ତେବେ ମୁଁ ଜାଣେ ତୁମେ ନିଶ୍ଚୟ ମୋର ମନୋକାମନା   ପୁର୍ଶ୍ୱ କରିବ
                    ରମୋଚରଣର କଥା ସବୁ  ନିଅଁ! ଲଗେଇ ଦେଉ ଥିଲା   ଅଞ୍ଜଳି ଭିତରେ! କଣ୍ଟା ଭଳିପୋତି ହୋଇଯାଉଥିଲା ତା’ଛାତି ଭିତରେ! ପୁଣି ଗୋଟେ ବା ପ ବୟସର ମଣିଷଙ୍କୁ ନିଜ  ଦେହ ଦେବା ପାଇଁ ବି ସେ ନିଡ଼ୁକୁ ପ୍ରସ୍ତୁତ କରିପାରୁନ ଥିଲା ! ଏକ ଭୟଙ୍କର  ଘୁର୍ନି  ଝଡ  ର ଯେମିତି ସାମ୍ନା କରୂଥିଲା  ଅଞ୍ଜଳି ତା ’ ମନ ଦ୍ଦେଇଁଠି ବି ଲାଗୁ  ନ ଥିଲା ! ଏ କଆକୁ ଦି ନେ ଚ୍ଚାଣିଜେଲା ସୁରଜ ! କହିଲା: ‘ଅଞ୍ଜଳି! ଏମିତି କି କଥା ଅଛି ଯାହା ତୁ ମେ ମୋତେ କହିପାରିବି ନାହିଁ ! କ’ଣ ମୋତେଏଇଥ୍ପାଇଁ କହୂନାହଁ ଯେ’ମୁଁ ତୁମ  ସ୍ୱାମୀ ନୁହେଁ! ମୁଁ ଚ୍ଚାଣେ ତୁମ ସ୍ବାମୀ ତୁମ  ପାଇଁ ବହୁତ ବଡ! ତା ଦୋଲି କ’ଣ ମୋ ପ୍ରେମ ତୁମ  ପାଇଁ କିଛି ନୂହେଁ!’ କାନ୍ଦି  ଉଠିଲା ଅଞ୍ଜଳି! ଆଉ କାନ୍ଦୁକାନ୍ଦୁ ମୁହଁ ଗୁଂଜି ଦେଲା ! ସୁରଜ  ଛାତିରେ! ସବୁକଥା  କହିଲା ! ସୂରଚ୍ଚ କହିଲା’ ବ୍ୟସ୍ତ ହୁଅନି ! ମୁଁ ଯାହା କହୁଛି ସେଇଆ କର, ଦେଖିବା , ସେ ବୁଢା ସବୁ ଦିନ ଲାଗି ଶେଷ ହୋଇଯିବ

         ରାମଚରଣକୁ ଵିନେ ଫୋନ୍ କଲା  ଅଞ୍ଜଳି! କହିଲା- ମୁଁ ତୁ ମ କଥାରେ ରାଜି! ଖୁସିରେ ନାଚି ଉଠିଲା ରମୋଚରଣା ହେଲେ ଅଞ୍ଜଳି କହିଲା- ମୋର ଗୋଟେ ସର୍ଚ୍ଚ! ଗୋଟିଏ ରାତି ତୁମେ ମୋ ସହ କାଟିବ! ସନ୍ଧ୍ୟା ରୁ ସକାଳ  ଯାଏ ମୋ ଦେହଟା ସମ୍ପୂର୍ଣ୍ଣ ଜୁମର! ହେରେ ପ୍ରମିକ୍ କର ସକାଳା  ହେବା ମାତ୍ରେ ତୁମେ  ଆଉ କୌଣସି ଦିନ ମୋପଛରେ ପନ୍ଦିବ ନାହାଁ' ରାମଚରଣ ତ ସେତିକି ଚାହୁଁ ଥିଲା ! ! ତେଣୁସେ ହଁ ମାରିଦେଲା !  ହେଲେ ସେ ଜାଣି ନ ଥିଲା ଯେ, ଅଞ୍ଜଳି ତାଳୁ ଦେହ ଦେବାକୁ ଡାକୁନାହିଁ ! ଓଲଟି ତାକୁ ସବୁଦିନ ଲା ଗି ଶେଷ କରିଦେବାକୁ  ଡାକୁଛି! ସେଇଆ ହେଲା ! ରାମଚରଣ ପହଂଚିବା !ମାତ୍ରେ ଅଞ୍ଜଳିର ପ୍ରେମିକ ସୁରଜ  ଓ ତା ଦୁରସାଥୀ ତାକୁ ପିଚିପିଟିମାରି ଦ୍ଦେଲେ ! ଏ କଥା କୋର୍ଟରେ ବୟାନ ଦେଲା ବେଳେ ଅଞ୍ଜଳି ଭିତରେ ସାମାନ୍ୟ ଚି ଅନୁଶୋଚନା ନ ଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...