Wednesday 26 September 2018

ବେନିଜନେ ସମଦଶା


              ନା ଗପୁରର ସେଣ୍ଟ୍ରାଲ   ଆଭେନ୍ୟୁୟୁସ୍ଥିତ ଦାରୁ ଡକର ଚୌକ୍ ରେ ରହୁ ଥିଲେ  ଅଗରକର ପରୀ ଚାର! ସୁରେଶ ଅଗରକର ଥିଲେ  ପରିବାରର ମୂଖ୍ୟ! ସେ ଥିଲେ  ଜଣେ ବିଜ଼ନେସ ମ୍ୟାନ୍! ତାଙ୍କର ଅଚଳାଚଳ ସମ୍ପରି ଥିଲା! ତାକୁ ସେ ଅଞ୍ଚଳର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା  ରାଜନୀତି ହେଭକି ଅମଲାତନ୍ତ୍ର ମହଲ - ସବୁଠି ତାଙ୍କର ପ୍ରଭାବ ରହିଥିଲା !
                ସୁ ରେଶଙ୍କର ଦୁଇପୁଅ- ଚ୍ଚୟେସ ଆଉ ରାହୁଲ ଉଭୟେ  ଉଚ୍ଚଶିକ୍ଷିତ ଓ ଭଦ୍ର! ସୁରେଶ ଚାହୁଁଥ୍ଘେ ତାଙ୍କର ଦୂଇମ୍ପୁଅ ତାଙ୍କ ବିଜ଼ନେସ  ଆଗକୁ ନିଅନ୍ତୁ! ମାତ୍ର ବଡ଼ପୁଅ ଜୟେସର ଇଚ୍ଛା  ଥିଲା  ସେ ଏକ ମେଡିସିନ ମଲ୍ ଖୋଲିବା ଟଙ୍କାରେ ତ ଅଭାବ ନଥିଲା! ତେଣୁ ସୁରେଶ ବଡ଼ପୁଅକୁ ଏକ ମେଡିସିନ ମଲ୍ କରିଦେଲେ  ! ଆଉ ଦିନ ଜେଟୋ ମଧ୍ୟ ରେ ତାହା ମଧ୍ୟ  ବେଶ୍ୱ ସୁରୁଖୁରୁରେ ଚାଲିଲା ! ସାନପୁଅ ରାହୁଲ ର ତାଙ୍କ    ବିଜ଼ନେସ ପ୍ରତି ଦୁର୍ବଳତା ଥିଲା ! ତେଣୁ ତାକୁ ସାଥିରେ  ନେଇ ସେ ବିଜ଼ନେସ  ଶିଖେଇଲେ! ରାହୁଲ ଥିଲା  ଖୁବ୍ ମେଧାବୀ! ପୁଣି ବିଚକ୍ଷଣ ବୁଢ଼ୀ  ସମ୍ପନ୍ନ! ତେଣୁ ସେ ଅଳ୍ପଦିନ ଭିତରେ ବାପାଙ୍କର ବିଜ଼ନେସ  ସବୁର ସୁଖମ  କୌଶଳ ବୁଝିନେଲୀ! ଖାଲି ବୁଝିରାନି; ଅଧିକ ନ୍ତୁ ସେ ସେସବୁକୁ ନୂଆ ଚୁପ ଦେବାରେ ସକ୍ଷମ ହୋଇପାରିଲା!

               ପ୍ରତ୍ୟେକ  ବାପା ଚାହାନ୍ତି  ତାଙ୍କର ପିଲାମାନେ ତାଙ୍କଠୁ ବି ଅଧିକ  କୁଶଳୀ ହୁଅନ୍ତୁ ! ନାମ କମାନ୍ତୁ! ଆଉ ସେତିକି ହୋଇଗଲେ ସେମାନଙ୍କର କଷଣ ସରିଲା ବୋଲି ଜାଣ! ସୁ ରେଶଙ୍କର ଆଉ କୌଣସି ଚିନ୍ତା ନ ଥିଲା  ! ଅତଏବ ସେ ଏବେ ଚିନ୍ତାମୁକ୍ତ ହୋର ରୁଲୁଥିଲେ! ବଡ଼ପୁ ଅର ବାହାଘର ସରିଯାରଥିଲା! ଦେବକ ରାହୁରର ବାହାଘର ଚାକିଥିଲା ! ରାହୁର ଯେତେବେଳେ ତାଙ୍କ ବ୍ୟବସାୟରେ ପାରଙ୍ଗମ ହୋଇଗଲା ସେତେବେଳେ ସେ ଚିନ୍ତାକଲେ ତାର ବାହାଘର ସାରିଦେବେ! ସେ କେବଳ ଭାବିଲେ ନାହିଁ, ଘର ଲାଗି ମନରାଖ୍ ବୋହୁଟିଏ ଖୋଜିବାରେ ଲାଗି ପଡିଲେ!

                ରାହୁଲ  ପାଇଁଯେଉଁଝିଅ ଟିକୁ ସେ ଯୋଗାଢ଼କଲେ ତାର ନାମ ଅର୍ପିତା  ! ଅର୍ପିତା  ବାସ୍ତବିକ ଭଲ  ଝିଅଟିଏ ଦେଖ୍ ଚାକୁ ସୁନ୍ଦର! କଥାବାର୍ଜାରେ ସୁଶୀଳା! ନମ୍ର  ପୁଣି ଭଦ୍ର! ସେତିକି ନୁହେଁ, ସେ ଠାକୁର ବିଶ୍ଵାସୀ! ରାହୁଲ ମଧ୍ୟ  ଚାହୁଁଥିଲା  ତାକୁ ଏମିତି ଗୋଟିଏ ସ୍ତ୍ରୀ  ମିଳୁ  ଯିଏ ଧର୍ମକର୍ମରେ  ବିଶ୍ବାସ କବୁଥିବା ବ! ବାସ୍, ଅର୍ପିତା କୁ ପାଇଯିବ! ପରେ ତାକୁ ତାର ମନଲାଖ୍ ସ୍ତ୍ରୀ ଚିଏ-- ମିଲି ଯାରଥିଲା  ! ତାଙ୍କର  ପ୍ରଚୁର ଅର୍ଥ ଥିଲା  ! ସେମାନେ ଚାହିଁଥିଲେ ଯେଉଁ ହିଲ୍ଷ୍ଟେଶନ କି ବୀଚ  ରିସୋ ର୍ଟଗେ ଯାଇ ହନିମୁଁ ନ୍ କରିପାରିଥାନ୍ତେ! ମାତ୍ର ଅର୍ପିତା ଓ ରାହୁ ଲ ଚାହିଁଲେ  ସେମାନଙ୍କ ହନମୁନ୍ ଘରେ ହେବ!ଆଉ କାମ ସରିଲେ ସେମାନେ ଧର୍ମସ୍ଥଳୀ ପରିଦର୍ଶନ କରିଦେ! ଏଭଳି ଦୋହୃକୁ  ପାର ସୁରେଶଙ୍କ ପାଦ ତଳେ  ଲାଗୁନ ଥିଲା ! କେବଳ ଅପିବା ନୁହେଁ; ବଡ଼ ବୋହୁ ମଧ୍ୟ  ଅନୁରୂପ  ଥିଲା ! ଦୁଇଗୋଟି ଅନୁରାଗୀ ପୁଅ ଓ ଆଉ ସୁଶୀଳା ଟୋହୁକୁପାଇଁ ସୁ ରେଶଙ୍କ ଘର ପୂରି ଉଠୁଥିଲା ! ହେଲେ କିଏ ଚ୍ଚାଣିଥିଲା  ତାଙ୍କ ଘର ପ୍ରତି ଗୋଟେ ଭୀଷଣ ବିପଦ ମାଢ଼ିଆସୁ ଛି


      ଯେଉଁ ଟଙ୍କ! ମଣିଷକୁ ହସଖୁସିରେ ବୁଡ଼େଇ-- ଆକ୍ତାମାଦ୍ରା କରିଦିଏ, ପୁଣି ଏମିତି ହୁଏ, ସେହି ଟଙ୍କା ପାଇଁ ମଣିଷର ହସଖୁସି ନିମିଷକରେ ନିଅଁ! ଲାଗିଯାଏ! ଅଗରକର ପରିବାରର ପର୍ଯ୍ଯ!ପ୍ତ ଅର୍ଥ, ହସଖୁସିର ପରିବାରକୁ ଦେଖ୍ ସମସ୍ତେ ଖୁସୀ ହୋଇପାରୁ ନ ଥିଲେ ! କେହି କେହି ବି କଳ୍ପନା  କରୁଥିଲେ ’ ସେମାନଙ୍କର ଏଭଳି ଅର୍ଥ ଥାଆନ୍ତା କି ?

     ସେହି ଲୋକମାନକ ମଧ୍ୟ ରେ ଜଣେ ଥିଲା  ଦୁର୍ଗେଶଚୋକଡ  ବାସ୍ତବିକ ଦୁର୍ଗେଶ  ଥିଲା ରା ଦୁଲର ଘନିଷ୍ଠ ସାଙ୍ଗ  ଅବଶ୍ୟ ସେ ପାଠ ପଢ଼ିଥିଲା ! ହେଲେ ବେକାର ହୋଇ ବୁଲୁ ଥିଲା! ରାହୁଲ  ବାପାଙ୍କ ବିଜ଼ନେସ  ହାତକୁ ନେବା ପରେ ଦୁର୍ଗେଶ କୁ ଆଣି ନିଯୁକ୍ତି  ଦେଲା ! ଆଉ ଦୁର୍ଗେଶ  ବି ଖୁବ୍ କମଦିନ ମଧ୍ୟ ରେ ଭଲ କାମ କରିପାରିଲା ! ଦୁର୍ଗେଶକୁ ରା ହୁଲ ତାର ଏଜେଣ୍ଟ ଭାବରେ ନିମ୍ୱତ୍ରି ବେଇଥିଲା ! ଦୁର୍ବେଶ ଭଳି ରାହୁଲର ଆଉ ଜଣେ ବିଜ଼ନେସ  ଏତେଣ୍ଟ ଥିଲା  ପଙ୍କଜ ହାର ଡ଼େ! ଉଭୟ ଦୁର୍ଗେଶ  ଓ ପଙ୍କଜ ରାହୁଲର ଖୁବ ଘନିଷ୍ଠ   ! ଏମିତିକି ସେ ସେମାନଙ୍କ ସହିତ ନିଜର ସବୁକିଛି ଶେୟାର ବରିପାଚୁଥିଲା  ଦୁର୍ଗେଶ  ଥିଲା! ଜଣେ ଉଚ୍ଚାଭିଳାଷ! ଯୁବକ! ସେ କୌଣସି ବି ପରିପ୍ରେକ୍ଷୀରେ ପରିଶ୍ରମ କରିବାକୁ ଚାହୁଁନ ଥିଲା ! ମାତ୍ର ରାତାରାତି ବଡ ଲୋକ  ହେବାର ସ୍କପ ଦେଖୁଥିଲା! ରାହୁଲ ର  ଏଜେଣ୍ଟ ହୋଇ ସେ ସିନା କାମ କରୁ ଥିଲା , ହେରେ ସବୁବେଳେ ଭାବୁ ଥିଲା  ରାଦୁଲ ବାପ! ପଚି ତାର ଚି ଗୋଟେ ବାପା ଥାନ୍ତା ଫଳରେ ଯେ କି କମ୍ ବୟସରୂ ରାହୁଳ  ଭଳି କୋରିପତି ହୋଇ ପାରିଥାନ୍ତା!
            ଦୁର୍ଗେଶ  ପରି  ପଙ୍କଜ  ମଧ୍ୟ  ଥିଲା  ଉଚ୍ଚାଭି ଳାଷା! ମାତ୍ର ସେ କଠୋର ପରିଶ୍ରମରେ ବିଶ୍ବାସ କରୂଥିଲା  ! ହେଲେ ସେ ଏକଥା ଚ୍ଚାଣିଥିଲା  ଯେ, କେବଳ କଠୋର ପରିଶ୍ରମ କରି କେହି ରୋଟିପରି ହୋଇପାରିବ ନାହିଁ! ସେଥ୍ପାଇଁ ଭାଗ୍ୟ ବି ସହାୟକ ହେବା ଦରକାର! ସେ ସବୁବେଳେ ଭାବୁ ଥିଲା ’ ରାଦୂଲ ଯଦି ଆଜି କୋଟିପତି  ହୋଇଛି ତା°ହେଲେ ଭାଗ୍ୟ ବଳରୁ ହୋଇଛି .କାରଣ ତା ବାପା ତା ପାଇଁ ସବୁ କିଛି କରିଯାଇଛନ୍ତି - ରାହୁଲ କଣ ନିତେ ପରିଶ୍ରମ କରି _କୋଚିପତି ହୋଇଛି ନା ପରିଶ୍ରମ କଲେ କୋଟିପରି ହୋଇପାରିବ ସେ ଯାହେଉ ରାଚ୍ଛୁଜେ ଦୁଇ ନିକତେମ ଏଜେଣ୍ଟ ଦୂର୍ବେଶ ଓ ପଙ୍କଜଙ୍କ ମନୋଭାବରେ କେଉଁଠି ନା କେଉଁଠି ଏକ ଗଭୀର ସାମଞ୍ଜସ୍ୟ ଥ୍ରୀ! ସେମାନେ କୋଟିପତି ନ ହେଲେ ବି ଲକ୍ଷପତି ହେବାକୁ ଚାହୁଁଥିଲେ ! ‘ବେନିଜନେ ସମଦଶା ପରି ଦୁହିଁଙ୍କର ମନୋଭାବ ସମାନ ହୋର ଥିବା ରୁ ସେମାନେ ଅଳ୍ପଦିନ ମଧ୍ୟ ରେ ଖୁବ୍ ଅନ୍ତରଙ୍ଗ ପାଲଟି ଗଲେ ! ଏଭଳି ଅନ୍ତରଙ୍ଗ ଯେ, ଦୁହିଁଙ୍କର ଦେହ ସିନା ଅଇଗାଁ , ହେରେ ମନ ଥିଲା  ଗୋଟିଏ! ସେହି ଗୋଟି ୟି ମନରେ ଥିଲା  ଗୋଟିଏ ସ୍ୱପା ଆଉ ତାହା ହେଉଛି କୋଟିପତି  ହେବାର ସ୍ଵପା

ସେମାନେ ଯେତେବେଳେ ଏକାଠି ହେରଥିଲେ  ସେହି କଥା ଆଲୋଚନା କଚୁଥିଲେ ! ସେମାନଙ୍କ ଦୃଷ୍ଟିରେ ସେମାନଙ୍କର ଚି କୋଟିପତି ହେବାର ଅଧ୍କାର ରହିଛି! କାରଣ ସେମାନେ ବି ଜଣେ ଜଣେ ମଣିଷ! ଆଉ  ତାଙ୍କ ପାଖରେ ଥାର ଜଣେ ଲୋକ ଜୋଟିପତି ବୋଲାଉ ଥିବା  ସେମାନେ କାହିଁକି କର୍ମଚାରୀ ଭାବରେ କାମ କରିବେ! ସେମାନେ ଯୋଜନା କରୂଥିଲେ ’ ଯେମିତି ବି ହେଉ ସେମାନେ କୋଟିପତି ହେବେ!
ଦୁର୍ଗେଶ  କହିଲା: ଆମେ ଯଦି ରାଚ୍ଛୁଲର ବଡ଼ଭାଇ ଜୟେସକୁ କିତ୍ ନାପ କରିନବା ! ଆଉ ତା ବଦଳରେ ଦୁଇକୋ ଟି ଟଙ୍କା ମାଗିବା ତାହେଲେ ଅତି ସହଜେ ରେ  ଆଉ ବିନା କଷ୍ଟରେ ସେମାନେ କୋ ଚିପତି ହୋଇଯିବେ! ଜାରଣ ସୁରେଶ ବଚ୍ଛୁଜୋଟି ଟଙ୍କାର ମାଳିକା ପୁଣି ସେ ନିଜର ପୁଅମାନଙ୍କୁ ନିକ ଠୁ ବି ବେଶି ଭଲ ପାଆନ୍ତି !
ଏହା ଭାବି ସେମାନେ ରୟେସକୁ କିଡ଼୍ ନାଫ୍ କରିବାର ଯୋଜନା କଲେ ! ଜୟେସ ତାର ମେଡ଼ିସିନ ହୋଲ୍ସେରିଂ କଥା ରୁଝୁଥିଲା  ଏମାନେ ଯେତେ ପ୍ରକାରର ଫାଶ ପକେଇଲେ ଜୟେସକୁ ଆଣି ପାରିଲେ ନାହିଁ! ଶେଷକୁ ଦୁରୈଶ ପ୍ରସ୍ରାବ ବେଲା, ଆମେ ଯଦି ଜୟେସକୁ ଛାଡି ରାହୁଲକୁ କିଡ଼୍ ନାଫ୍ କରିବା ତାହେଲେ ସଫଳତା ସଙ୍ଗେସଙ୍ଗେ ମିଳିଯିବ ! ହେଲେ ପଙ୍କଜ ଏଥ୍ ରେ ରାଜି ହେଲା  ନାହିଁ କହିଲା- ରୟେସ ଆମକୁ ବେଶି ଜାଣେନାହିଁ! ଘେଥ୍ପାଇଁ ତାକୁ କିତ୍ନାପ କରିଥିଲେ  ଚଳିଥାନ୍ତା ! ହେଲେ ରାହୁଲ  ଆମକୁ ଚ୍ଚାଣିଛି! ତାକୁ ଢିଟ୍ନାପ କରିବା ବିପଦ!

       ଦୁର୍ଗେଶ  କହିଲା- କିଛି ବିପଦ ନାହିଁ! ଆମର ଟଙ୍କା ଦରକାର! ଆମର ସେ ସାଙ୍ଗଚୁ କଣ ମିଳିବ! ବିଳୋଚି ଟଙ୍କା  ମିଳି ଗଲା  ପରେ ଆମେ ଆମ ବାଟରେ! ଆର ପାହୁଲ ତା ବାଟରେ! ତାକୁ ଏମିତି ଡରେଇବା ଯେ ସେ ପୋଲିସ ପାଖକୁ ଯିବା ପାଇଁ ସାହସ କରିବନାହିଁ ! ତାପରେ ରାହୁଲ କୁ ପଟେର ତାକୁ କାବୁ  କରିବା ସହଜ! କାରଣ ସେ ରିଏ ଲେ ଇଷ୍ଟେଟ୍ ବିକ୍ନେସ୍ କରୁଛି ତା ପାଖରେ ପ୍ରଚୁର ଟଙ୍କା ଅଛି ତାବାଦ୍ଦେ ତାକୁ ଆମେ ଏକ ମ୍ଳଟ୍ ଦେଖେଇବ! ପାଇଁ କହି ସହଜରେ ତାକୁ  ନେଇଯାଇପାରିବା ସେଇଆ ହେରା ! ଶସ୍ତାରେ ଏକ ମ୍ଳଟ୍ ଦେଖେଇବା କଥା  କହି ସେମାନେ ରାହୁଲ କୁ ତାକିନେଜେ ! ହେଲେ କିଛି ସମୟ ଗଲା  ପରେ ରାହୁଲ ବୁଝିଗଲ! ଯେ, ଦୁର୍ଗେଶ  ଏବଂ ପକକର ମତଲବ ଭର ନୁହେଁ ! ରାହୁଳ ଗାଡ଼ି ରଖୁବାକୁ ଜିଦ୍ କଲା ! କିନ୍ତୁ ଦୁର୍ଗେଶ ଓ ପଙ୍କଜ ରାହୁଲର ତଂଟି କୁ ଏକ ଆପ୍ରୋନ୍ ରେ ଚିପି ମାରିଦେଲେ ବାଟରୁ ପେଟ୍ରୋଲ କିଣି  ତାର ଶବକୁ ପୋତିଦେଲେ!
           ରାଦୁଲକୁ ମାରିସାରିବା ପରେ ପଙ୍କଜ ମୁଣ୍ଡକୁ ବୁଜି ପଶିଲା ! ସେ ଜାଣିଲେ! ଯେ, ତାର ଆଉ ତ୍ରାହି ନାହିଁ ତେଣୁ ସେ ପୋଲିସ ନିକଟରେ ସେରେଣ୍ଡାର  କରିବାକୁ ପ୍ରସ୍ତାବ ଦେଲା! ହେଲେ  ବୁର୍ବେଶ କହିଲା, ମୁଁ ପଛେ ସୁ ରସାଇତ୍ କରିଚି, କିନ୍ତୁ ସରେ  ଣ୍ଡର କରିବିନି! ଏହା କହି ସେ ପଙ୍କଜ କୁଏକୁଚିଆ ଛାଡ଼ି ଚାଲିଗଲା ! ତିନିଦିନ ପରେ ଏକ ଲାଜ଼ ରୁ ଦୁ ଦୁର୍ଗେଶ ର ଶବ ମିଚିଲା ! ସେ ସେହି ଆପ୍ରୋନ୍ରେ ରଶିଦ୍ଦେଇ ଆତ୍ମହତ୍ୟା କରିଥିଲା  ଯେଉଁ ଆପ୍ରୋନ୍ରେ ସେମାନେ ହତ୍ୟା କରିଥିଲେ  ରାହୁଲ କୁ! ପଙ୍କଜ କଣେ ବନ୍ଧୁ ଜରିଆରେ ପୋଲିସ ନିକଟରେ ଆମ୍ ସମର୍ପଣ କଲୀ!






No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...