Saturday 27 July 2019

ପ୍ରେମୀ ଡ୍ରାଇଭରରୁ ଖୁନି ମର୍ଡ ରର


ରା ତି ପ୍ରାୟ ୯.୩୦ । ଅଚାନକ ଏକ ବିକଳ ଚିକ୍କାରରା, ଶୁଣାଗଲା। ତୁରନ୍ତ ପଡୋଶୀମାନେ ରୁଣ୍ଡହୋଇଯାଇଥିଲେ ଚିକ୍କାର ଶୁୁଣାଯାଉଥିବା ଘରଆଗରେ । ଭିତର ପଟୁ କବାଟ ବନ୍ଦ ଥ୍ବଲା । ବାହାରୁ ଲୋକେକବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ଘର ଭିତରେ ରକ୍ତଜୁଡୁବୁଡୁ ଅବସ୍ହାରେ ପଡିଥ୍‌ଲେ ଘର ମାଲିକ ସମୀରଣ ପାଖରେ ପଡିଥିଲା ପନ୍ନୀ ତନୟାଙ୍କ କ୍ଷତବିକ୍ଷତ ଶରୀର ।ସମୀରଣ କିଛି କହିବା ପୂର୍ବରୁ ହଁ ଚେତା ହରାଇଲେ। ଘଟଣାଟିଘଟିଥିଲା ବେହାଲା ଥାନା ଅଧ୍ନସ୍ଫ୍‌ ଠାକୁରପୁକୁର ଅଞ୍ଚଳରେ ।ସେହି ଅଞ୍ଚଳଚି ଜନଗହଳିପୂର୍ଣ୍ଣ ରହୁଥିବାରୁ ରାତି ୯.୩୦ରେକେହି ଦୁର୍ବୃତ୍ତ ଆସି ଏମିତି କାଣ୍ଡ କରିବ ବୋଲି ସହଳରେବିଶ୍ଵାସ କରିପାରୂନଥୂଲେ ସ୍ଫାନୀୟ ବାସିନ୍ଦା। ଅଞ୍ଚଳଚିରେ ହାଇ ପ୍ରୋଫାଇଲ୍‌ ଲୋକ ରହୁଥିବାର ସେଠାକାର ସୁରକ୍ଷା ବ୍ୟବସ୍ଫା ମଧ୍ୟ ବେଶ୍‌ କଡ଼ାକଡ଼ି ଥିଲା। ଘଟଣାସ୍କୃଳରେ ତୁରନ୍ତ ଆମ୍ବୁଲାନ୍ସ ଓ ପୁଲିସ ଆସି ପହଞ୍ଚି ଯାଇଥଲା ।

 ପଡ଼ୋଶୀମାନେ ବିଦ୍ୟାସାଗର ହସପିଟାଲକୁ ନେଇଯାଇଥ୍‌ଲେ ସମୀରଣ ଓ ତନୟାଙ୍କୁ। ସମୀରଣଙ୍କର ହୋସ୍‌ ଫେରିଥିଲେ ମଧ୍ୟସବୁଦିନ ପାଇଁ ଆଖି ବୂଜିଥିଲେ ତନୟା। ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କୁ ବଞ୍ଚାଇବାରେ ସମର୍ଥ ହୋଇପାରିନଥିଲେଡାକ୍ତରମାନେ। ଏହି ଘଟଣାର ଗୋଚିଏ ଦିନ ପରେସମୀରଣଙ୍କର ସ୍ବାସ୍ଥ୍ୟାବସ୍ଫାରେ ଚିକେ ଉନ୍ନତିଆସିଥିଲା। ସେ କଥା କହିବା ଭଳି ସ୍ଥିତିକୁଆସିଲା ପରେ ଡାକ୍ତରମାନେ ତାଙ୍କୁ ପୁଲିସ ସହିତ କଥା ହେବା ପାଇଁ ଅନୁମତି ଦେଇଥିଲେ ।ପରେ ସେ ପୁଲିସକୁ କହିଥିଲେ ଯେଦୀନେଶ ଏଥ୍ଵପାଇଁ ଦାୟୀ । ଏହାପରେ ପୁଲିସ ଦିନେଶର ଠିକଣା ଖୋଳିବାରେ ଲାଗିପଡିଲା ।
ଦୀନେଶ ଥିଲା ସମୀରଣଙ୍କରଡ୍ରାଇଭର୍‌-
ଏକ ସମୟରେ ସମୀରଣଙ୍କ ଡ୍ରାଇଭର ଭାବେକାମ କରୁଥିଲା ଦୀନେଶ। କିନ୍ତୁ କୌଣସି କାରଣରୁ ସମୀରଣ ବାବୁ ତାଂକୁ ତିନିମାସ ଆଗରୁ ବାହାରକରିଦେଇଥିଲେ। ତେବେ ଦୀନେଶ ଜଣେ ଭଲ ଲୋକ ବୋଲି ସମୀରଣଙ୍କ ପଡ଼ୋଶୀମାନେ ପୁଲିସକୁ କହିଥିଲେ ।କିନ୍ତୁ କଂଣ ପାଇଁ ସେ ସମୀରଣ ଓ ତନୟାଙ୍କ ଉପରେ
ଏପରି ଅତର୍କିତ ଆକ୍ରମଣ କଲା ସେ ବିଷୟରେ ସେମାନେଜାଣିପାରୁନାହାନ୍ତି। ପୁଲିସକୁ ଦୀନେଶର ଠିକଣା ମିଳୁନଥିଲାତେବେ ଠାକୁରପୁକୁର ଅଞ୍ଚଳର ଜଣେ ଫଳ ଦୋକାନି ଦୀନେଶ ବିଷୟରେ ଏତିକି କହିଥିଲା ଯେ ସେ ଆଗରୁଟ୍ଯାକ୍ରି ଚଳାଉଥିବାକୁ ଟ୍ୟାକ୍ି ଆସୋସିଏସନ୍‌ରୁ ହୁଏତତାଂର ଠିକଣା ମିଳିପାରିବ । ପୁଲିସ ଏଥର କୋଲକାତାଟ୍ୟାକ଼ି ଆସୋସିଏସନ୍‌ ସହିତ ଯେଗାଯୋଗ କରିଥିଲା । ଆଉଏଥର ପୁଲିସକୁ ସଫଳତା ମିଳିଥିଲା। ଟ୍ୟାକ୍ସି ଆସୋସିଏସନ୍‌ଦେଇଥିବା ଖବର ଅନୁସାରେ ଦୀନେଶ ଥିଲା ବିହାରର ମୂଳବାସିନ୍ଦା। ସେ ଜୀବିକା ସନ୍ଧାନରେ ବିହାରରୁ କୋଲକାତା ଚାଲିଆସିଥିଲା। ତିନିବର୍ଷ କୋଲକାତାରେ ଟ୍ୟାକ୍ଷି ଚଲାଇବା ପରେତା'କୁ ଆଉ ଭଲ ନ ଲାଗିବାରୁ ସେ ପ୍ରାଇଭେଟ୍‌ କାର ଚାଳକଭାବେ କାମ କରୁଥିଲା। କିତ୍ତୁ କ'ଣ ପାଇଁ ସେ ସମୀରଣ ଓତନୟାଙ୍କୁ ହତ୍ୟା କରିବାର ଚେଷ୍ଟା କରିଥଲା ?
 ହତ୍ୟାର କାରଣଖୋଳିବା ଅପେକ୍ଷା ପୁଲିସ ପାଇଁ ଦୀନେଶକୁ ଖୋଜି ବାହାରକରିବା ସବୁଠୁ ବଡ ଚ୍ୟାଲେଞ୍ଜ ହୋଇପଡିଥିଲା । ପ୍ରଥମେସେ ରହୁ ଥିବା ଘର ଉପରେ ପୁଲିସ ଚଢ଼ଭ କରିଥଲା । ମାତ୍ରସେ ସେଠୁ କୁଆଡେ ଫେରାର ହୋଇଯାଇଥିଲା । ଏହାପରେକୋଲକାତା ପୁଲିସ ବିହାର ଯାଇ ତା'ର ମୂଳ ଠିକଣାରେଚଢ଼ଉ କରିଥିଲେ। ମାତ୍ର ସେଠି ବି କୋଲକାତା ପୁଲିସକୁନିରାଶ ହେବାକୁ ପଡ଼ିଥିଲା। ଏହି ଘଟଣାକୁ ପ୍ରାୟ ଦୁଇ ମାସ ଉପରେ ହୋଇଯାଇଥିଲା। ସମୀରଣ ବାବୁ ମଧ୍ୟ ସ୍ଲସ୍ଥ ହୋଇଘରକୁ ଫେରି ଆସିଥିଲେ |
ଅଚାନକ ଦିନେ ଏକ ଅଜଣାନମ୍ବରରୁ ତାଙ୍କୁ ଫୋନ୍‌ କରି ଧମକ ଦେଇଥିଲା ଦୀନେଶ ।କହିଥିଲା ସେଥର ସିନା ସେ ବଞ୍ଚିଗଲେ । ହେଲେ ଏଥର ତାଙ୍କୁକିଏ ବାଞ୍ଚାଇବ। ଭୟଭୀତ ହୋଇ ସମୀରଣ ବାବ୍ଛୁ ଥାନାରେ
ଅଭିଯୋଗ କଲେ । ପୁଲିସ ଏଥର ପୂର୍ବାପେକ୍ଷା ଆହୁରି ସଜାଗହୋଇପଡିଲା । ଦୀନେଶର ଫୋନ୍‌ କଲ୍‌ ଟ୍ରାକିଂ କଲା। ଏଥରପୂର୍ବାପେକ୍ଷା ପୁଲିସକୁ ଅଧିକ ସଫଳତା ମିଳିଥିଲା। ମୋବାଇଲ୍‌ ଟ୍ରାକିଂରୁ ଦୀନେଶ ଶିଲିଗୁ ଡିରେ
ଥିବା ଜଣାପଡିଲା । ଆଉ ଡେରି ନ କରିକୋଲାକାତା ପୁଲିସର ଏକ ଚିମ୍‌ ଯାଇଶିଲିଗୁଡିରେ ପହଞ୍ଚିଥିଲେ। ସେଠିମଧ୍ୟ ଅନେକ ଲୁଚାଛପା ଖେଳଖେଳିବା ପରେ ଶେଷରେ `ପୁଲିସକୁ ସଫଳତା ମିଳିଲା। ଶିଲିଗୁଡିରୁ ଦୀନେଶ କୁ ଗିରଫକରାଯଇଥିଲା। କୋଲକାତାକୁ ଅଣାଯିବା ପରେ ସେ ତନୟା ଓ ସମୀରଣଙ୍କୁ ହତ୍ୟା କରିବା କଥା ସ୍ନୀକାର କରିଥିଲା।
ନିଃସନ୍ତାନ ଥିଲେ ସମୀରଣ ଓ ତନୟା
ପୁଲିସକୁ ସେ ଦେଇଥି ବା ବୟାନ ଥିଲା କିଛି ଏମିତି । ସମୀରଣଥୂଲେ ତନୟାଙ୍କଠୁ ଦଶ ବର୍ଷ ବଡ । ସେମାନେ ନିଃସନ୍ତାନଥିଲେ। ସେଣ୍ଟ୍ରାଲ ଆଭେନ୍ୟ୍ୟୁର ଏକ ବ୍ରାଣ୍ଡେଡ୍‌ ଶୋ ରୁମ୍‌ରମାଲିକ ଥିଲେ ସମୀରଣ। ପାର୍କଷ୍ଟିଟ୍‌ ଅଞ୍ଚଳରେ ଏକ ଦାମୀପାର୍ଲର ଚଳାଉଥିଲେ ତନୟା। ଅର୍ଥର ଅଭାବ ନଥିଲା ସମୀରଣଓ ତନୟାଙ୍କ ପାଖରେ। ମାତ୍ର ଯେଉଁ ଜିନିଷର ଅଭାବ ଥିଲାସେଇଟା ହେଉଛି ଶାନ୍ତି। ସନ୍ତାନ ନଥୂବାରୁ ତନୟାଙ୍କ ମନରେସବୁବଳେ ଉଦାସପଣ ରହୁଥିଲା। ଏମିତିକି ସେ ଅନାଥଶ୍ରମରୁପୋଷ୍ଯ ସନ୍ତାନ ଆପଣେଇବା କଥା ଚିନ୍ତା କରୁଥିଲେ ।
ମାତ୍ର ତନୟାଙ୍କ ଏହି ପ୍ରସ୍ତାବ ସମୀରଣଙ୍କ ମନକୁ ଆଦୌପାଉନଥିଲା। ଆଉ ଗୋଟିଏ କଥା ଏମିତି ଥିଲା ଯାହା ସମୀରଣଓ ତନୟାଙ୍କ ପାରିବାରିକ ସଂପର୍କକୁ ଆହୁରି ପ୍ରଭାବିତକରିଥିଲା। ତାହା ଥିଲା ଉଭୟଙ୍କ ମଧ୍ୟରେ ଶିଥୂଳ ଶାରୀରିକସଂପର୍କ । ତନୟାଙ୍କ ଶାରୀରିକ ଚାହିଦା ମେଣ୍ଟାଇ ପାରୁନଥିଲେସମୀରଣ । ଦୀନେଶ ଯେବେଠୁ ତାଙ୍କ ଘରେ ଡ୍ରାଇଭର ଭାବେକାମ ଆରମ୍ଭ କଲା ସେବେଠୁ ସେ ଜାଣିପାରିଥିଲା ସମୀରଣ--ଓ ତନୟା କେହି କାହାକୁ ପସନ୍ଦ କରନ୍ତିନି । ଦୀନେଶ ବେଶ୍‌ଶାନ୍ତ ସ୍ବଭାବର ହୋଇଥିବାରୁ ତନୟା ଅନେକ ସମୟରେ ନିଜମନ କଥା ତା' ଆଗରେ ପ୍ରକାଶ କରୁଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଭାବନାତ୍କକ ସ୍ତରରେ ଏକ ସଂପର୍କଗଢି  ଉଠି  ଥିଲା |ନିଜ ମନକଥା କହୁଥିବାରୁ ଦୀନେଶ ମନେ ମନେଭାବି ନେଇଥିଲା ଯେ ତନୟା ହୁଏତ ତାଂକୁଭଲ ପାଉଛନ୍ତି। ମାତ୍ର ତାର ସେହି ଧାରଣାକୁ ଦିନେ ଭୁଲ ପ୍ରମାଣିତ କରିଥ୍‌ଲେ ତନୟା। ତେଣୁ ଦୀନେଶ ତନୟାଙ୍କ ପାଖ କ୍ଷମା ପ୍ରାର୍ଥନା କରି   ଥିଲା
ତନୟାଙ୍କୁ ଏକତରଫାଭଲପାଉଥିଲା ଦୀନେଶ
ମାତ୍ର କିଛିଦିନ ପରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା କଥାକୁ ନେଇ ସମୀରଣଓ ତନୟାଙ୍କ ମଧ୍ୟରେ ଖୁବ୍‌ ଜୋରରେପାଟିତୁଣ୍ଡ ହୋଇଥିଲା । ସେଦିନସମୀରଣ ରାଗରେ କିଛି ନ ଖାଇଦୋକାନ ବାହାରି ଯାଇଥିଲେ । ତନୟାଘରେ ଏକୁଟିଆ ବସି କାନ୍ଦୁଥିଲେ । ଏହିସମୟରେ ଦୀନେଶ ଆସି ତାଙ୍କୁ ବୁଝାଇଥିଲା।
କହିଥିଲା ସମୀରଣ ଘରକୁ ଫେରିଲେ ସେନିଜେ ତାଙ୍କ ସହ କଥା ହୋଇ ତାଙ୍କୁ ପୋଷ୍ଯସନ୍ତାନ ଗ୍ରହଣ କରିବା ପାଇଁ ରାଜି କରାଇବ । କିନ୍ତୁତନୟା କିଛି ବୂଝିବା ପରିବର୍ଭେ ଆହୁରି କାନ୍ଦିଥ୍‌ଲେ ।ତାଙ୍କୁ ବୁଝାଉ ବୂଝାଉ ଦୀନେଶ ତାଙ୍କର ଏତେ ନିକଟତରହୋଇପଡିଥିଲା ଯେ ତାଙ୍କୁ ଆଲିଙ୍ଗନ କରିଥ୍‌ ଲା । ତନୟାଙ୍କମନ ବି ସେତେବେଳେ ଦୀନେଶ ଆଡ଼କୁ ଢଳିଥିଲା।ଏହାପରେ ଦୁଇଜଣ ସେଇଠି ମିଳିତ ହୋଇଥୂଲେ ।ତନୟା ବୁଝିପାରିଥୁ୍‌ଲେ ସମୀରଣ ତାଙ୍କୁ ଯେଉ ସୁଖଦେଇପାରୁନଥିଲେ ତାହା ଦୀନେଶ ହିଁ ଦେଇପାରିବ । ମାତ୍ରସେ ଦୀନେଶ କୁ ଭଲପାଉ ନଥୂଲେ । କିନ୍ତୁ ଦୀନେଶ ତନୟାଙ୍କୁଭଲପାଉଥୂ ଲା । ଅଚାନକ ଦିନେ ସମୀରଣ ଅଧାରୁ ଦୋକାନ
ବନ୍ଦ କରି ଘରକ୍କୁ ଫେରିଆସିଥ୍‌ଲେ। ଦେଖୁଲେ ଘର ଆଗରେତାଙ୍କ କାର୍‌ ରହିଛି । ସେ ଭାବିଲେ ତନୟା ବୋଧ ହୁଏ ପାର୍ଲରବନ୍ଦ କରି ଶୀଘ୍ର ଫେରିଆସିଛନ୍ତି । ମାତ୍ର ଘର ଭିତରକୁ ଯାଇତନୟା ଓ ଦୀନେଶକୁ ଅନ୍ତରଙ୍ଗ ଅବସ୍ଫାରେ ଦେଖୁ ନିଜ ଭପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ସେଇ ମୁହୂର୍ତରେସେ ଦୀନେଶକୁ ଘରୁ ବାହାରି ଯିବାକୁ କହିଥିଲେ । ମାତ୍ରଦୀନେଶ ଉତ୍କ୍ଷିପ୍ତ ହୋଇ କହିଥିଲା ସେ ତନୟାଙ୍କୁ ଭଲପାଏ। ତେଣ୍ଠୁ ତନୟାଙ୍କୁ ନେଇ ସେ ଏ ଘରୁ ବାହାରିଯିବ। କିନ୍ତୁତନୟା ଦୀନେଶକୁ ଭଲପାଉନଥିଲେ । ସେ କେବଳ ଦୀନେଶସାହାଯ୍ୟରେ ନିଜ ଶାରୀରିକ ଚାହିଦା ପୂରଣ କରୁଥିଲେ ।ତେଣ୍ଟ୍‌ ସେ ଦୀନେଶକୁ କହିଲେ ସେମାନଙ୍କ ମଧ୍ୟରେ ଯାହା ବି କିଛି ଥୂଲା ତାହା କେବଳ ସାମୟିକ ଥିଲା। ଏବେଠୁ ଦୀନେଶଆଉ ଯେମିତି ତାଙ୍କ ଘରକୁ ନଆସେ । ସମୀରଣଙ୍କ ତିରସ୍କାରଓ ତନୟାଙ୍କ ବିଶ୍ଵାସଘାତକତା ଦୀନେଶକୁ ମାନସିକ ସ୍ତରରେବିପର୍ଯ୍ୟସ୍ତ କରିଦେଇଥିଲା । ସେ ସେଦିନ ଯିବା ବେଳେ ପ୍ରତିଶୋଧ ନେବ ବୋଲି ଦୁଇଜଣଙ୍କୁ ଧମକ ଦେଇଯାଇଥିଲା।
ଘଟଣାଦିନ ସମୀରଣ ଓ ତନୟାଙ୍କୁ ସେ ନ୍ୟୁ ମାର୍କେଟ୍‌ରେ ଖୁସି ମିଳାଜରେ ସପିଙ୍ଗ କରୁଥୂବାର ଦେଖୁ ରାଗରେ ଜଳି ଯାଇଥିଲା। ଏହାପରେ ସେ ଏକ ଟ୍ୟାକ୍ସି ଯୋଗେ ସେମାନଙ୍କପିଛା କରିଥି ଲା। ଠାକୁରଘୁକୁର ସ୍ତିତ  ସମୀରଣଙ୍କ ଘରଠୁ କିଛିଦୂରରେ ଟ୍ୟାକ୍ମିରୁ ଓହ୍ଲାଇଥି ଲା। ବାହାରେ କିଛି ସମୟ ଏପଟସେପଟ ହୋଇ ରାତି ପ୍ରାୟ ୯.୨୦ ମିନିଟ ବେଳକୁ କଲିଂବେଲ୍‌ ମାରିଥିଲା |
 କବାଟ ଖୋଲିଥ୍‌ ଲେ ସମୀରଣ | ଦୀନେଶକହିଥିଲା ତାଂର କିଛି ବାକି ଟଙ୍କା ପାଇବାର ଅଛି। ତାକୁ
ସେତକ ନ ମିଳିଲେ ସେ ଏଠାରୁ ହଲିବ ନାହିଁ। ସମୀରଣତାକୁ ଘର ଭିତରକୁ ଆସି ହିସାବ ଦେଖାଇବାକୁ କହିଲେ ।ଦୀନେଶ ଘର ଭିତରକୁ ଆସିବା ପରେ ଭିତର ପଟୁ କବାଟବନ୍ଦ କରିଦେଲା । ସାଙ୍ଗରେ ଆଣିଥିବା ଏକ ମାରଣାସ୍ତରେସମୀରଣ ଓ ତନୟାଙ୍କୁ ଅତର୍କିତ ଆକ୍ରମଣ କରିଥଲା ।ସମୀରଣଙ୍କ ଚିକ୍କାର ଶୁଣି ପାଖ ପଡୋଶୀମାନେ ଆସିଲାବେଳକୁ ସେ ପଛପଟ କବାଟ ଦେଇ ଘଟଣା ସ୍କୁଳରୁ ଫେରାର ହୋଇଯାଇଥି ଲା।

ପାପ-ପ୍ରଣୟରୁ ସର୍ବନାଶ


ହିତାହିତ ଜ୍ଞାନ ହରାଇଲେ ମଣିଷ କେତେ ତଳକୁ ଖସିପାରେ! ବିବେକ ଓରଫ୍ରାହୁଲ ରାଜାୱତ ପଡ଼ିଗଲା ମା' ସମାନ ମାଉସୀର ପ୍ରେମରେ କରି ବସିଲା ଜଘନ୍ୟ କାଣ୍ଡ ଯାହାର ବିଷମୟ ପରିଣତି ଉଭୟ ପରିବାରକୁ ଭୋଗିବାକୁ ପଡ଼ିଲା

         ରଶ୍ମୀ କହ୍ନେୟା ଦୁଇ ପୁଅଙ୍କ ସହିତ ଗ୍ଵାଲିୟର ସ୍ଥିତ ଗୋଲା କା ମନ୍ଦିର ଥାନା ଇଲାକାର ଗୋବର୍ଦନ କଲୋନୀରେ ରୁହନ୍ତି ଗ୍ଵାଲିୟରର ଅନତି ଦୂରରେ ରଶ୍ମୀଙ୍କ ଜଣେ ଦୂରସମ୍ପର୍କୀୟ ଭଉଣୀ ରହୁଥିଲେ ସେହି ଦୂର ସମ୍ପର୍କୀୟଭଉଣୀଙ୍କ ପୁଅ ରାହୁଲର ରଶ୍ମୀଙ୍କ ଘରକୁ ଯିବା ଆସିବା ଲାଗିରହିଥିଲା ରଶ୍ମୀଙ୍କ ସ୍ଵାମୀ ଇନ୍ଦୋରର କୌଣସି ଏକ ହୋଟେଲ୍ରେ ଚାକିରି କରୁଥିବାରୁ ସେ ପରିବାରଠାରୁ ଦୂରରେ (ଇନ୍ଦୋରରେ) ରୁହନ୍ତି ରାହୁଲର ତାଙ୍କ ଘରକୁ ଯିବା ଆସିବା ନେଇ ରଶ୍ମୀଙ୍କସ୍ବାମୀଙ୍କର କୌଣସି ଆପଭି ଥିଲା ସେ ଭାବୁଥିଲେ ରାହୁଲଆସିବା ଫଳରେ ପିଲା ପନ୍ଜୀଙ୍କ ସବୁ କାମ ସହଜ ହୋଇଯାଉଛି - ମାସରେ ସପ୍ତାହେ ଦୁଇ ସପ୍ତାହ ପାଇଁ ଘରକୁ ଆସୁଥିବା ରଶ୍ମୀଙ୍କ ସ୍ଵାମୀ ପନ୍ଜୀଙ୍କ ସହ ଏକାନ୍ତରେ ସମୟ ବିତାଇ ପାରନ୍ତିନାହିଁ ଯାହାକୁ ନେଇ ରଶ୍ମୀ ଦୁଶ୍ଚି ନ୍ତାରେ ରହୁଥିଲେ ସ୍ଵାମୀ ଘରକୁଆସିଲେ ପିଲାମାନେ ତାଙ୍କୁ ତିଳେମାତ୍ର ଏକୁଟିଆ ଛାଡ଼ୁ ଥିବାରୁରଶ୍ମୀ ସ୍ଵାମୀସୁଖରୁ ବଞ୍ଚିତ ହେଉଥିଲେ କଥା ଜାଣି ପାରିରାହୁଲ ଧୀରେ ଧୀରେ ରଶ୍ମୀଙ୍କ ନିକଟତର ହେବାକୁ ଲାଗିଲା ଦୁହେଁ ମାଉସୀ-ପୁତୁର ହେଲେ ମଧ୍ୟ ଦୁଇ ବନ୍ଧୁ ପରି ମିଶି ଯାଉଥିଲେ ସେମାନଙ୍କ ଭିତରେ କୌଣସି ପ୍ରକାର ଅନ୍ତର ରହୁ ନଥିଲା ରାହୁଲ ରଶ୍ମୀଙ୍କ ସୌନ୍ଦର୍ଯ୍ୟର ଦିୱା ନା ପାଲଟି ଯାଇଥିଲେମଧ୍ୟ ସମ୍ପର୍କୀୟ ମାଉସୀଙ୍କୁ ମନ କଥା କହିବାକୁ ଠିକ୍ଭାବୁ ଥିଲା
ଦିନେ ରଶ୍ମୀଙ୍କ ଦୁଇ ପୁଅ ସ୍କୁଲ ଯାଇଥିବାବେଳେ ରଶ୍ମୀ ଓ ରାହୁଲ ଘରେ ଏକୁଟିଆ ଥାନ୍ତି କୌଣସି କାରଣରୁ ରାହୁଲଙ୍କ ହାତରଶ୍ମୀଙ୍କ ଦେହରେ ବାଜିଗଲା ସମସ୍ତ ପ୍ରକାର ସ୍ପର୍ଶ ଅନୁଭବ କରିଥିବା ରଶ୍ମୀ ରାହୁଲର ଅଙ୍ଗସ୍ପର୍ଶକୁ ବୁଝିପାରି କହିଲେ- ଯଦି ମୋତେ ଛୁଇଁବାକୁ ଚାହଁ ତେବେ ନିଡର ହୋଇ ମନଭରି ଛୁଅ... ନଚେତ୍ମୋପାଖକୁ ଆସନା! ରଶ୍ମୀର କଥା ପଦକ ରାହୁଲର ପୁରୁଷତ୍ଵକୁଉଜାଗର କରିଦେଲା ମୁହୁର୍ତେ ନଷ୍ଟ କରି ରଶ୍ମୀର ଦେହ ଭୋକକୁମାରିଦେଲା ରାହୁଲ ଏହା ପରଠାରୁ ଆରମ୍ଭ ହେଲା ରଶ୍ମୀ-ରାହୁଲଙ୍କର ଶରୀର ଭୋକ ମେଣ୍ଟାଇବା ଅଭିଯାନ ପ୍ରତିଦିନ ସତ୍ୟମ୍ ତାସାନ ଭାଇ ସ୍କୁଲକୁ ଚାଲିଯିବା ପରେ ମାଉସୀ-ପୁତୁରା ଘଣ୍ଟା ଘଣ୍ଟା ଘର କବାଟ ବନ୍ଦ କରି ପ୍ରେମପ୍ରଣୟରେ ମସ୍ଗୁଲ୍ରୁହନ୍ତି ପ୍ରଥମେ ପ୍ରଥମେ ଏମାନଙ୍କ ସମ୍ପର୍କକୁ
କୌଣସି ପଡୋଶୀ ଖରାପ ନଜରରେ ଦେଖୁ ଥିଲେ ମଧ୍ଧ ଅଧୁକାଂଶ ସମୟ ରଶ୍ମୀ ରାହୁଲ କବାଟ ବନ୍ଦ କରି ଘର ଭିତରେ ରହୁଥିବାକୁ ସେମାନେ ଆଡ଼ ଦୃଷ୍ଟିରେ ଦେଖୁଲେ ତୁଣ୍ଡ ବାଇଦ ସହସ୍ର କୋଶ ବ୍ୟାପି ଶେଷରେ ରଶ୍ମୀଙ୍କ ସ୍ଵାମୀଙ୍କ କାନରେ ପଡ଼ିଲାରଶ୍ମୀଙ୍କ ସ୍ଵାମୀ ତୁରନ୍ତ ଘରକୁ ଆସି ରଶ୍ମୀ ରାହୁଲଙ୍କୁ ତାଗିଦ୍କରିବା ସହ ସଙ୍ଗେ ସଙ୍ଗେ ଆଦିତ୍ୟପୁରମ୍ଭଡ଼ାଘର ଛାଡି ଗୋବର୍ଦ୍ଧନ କଲୋନୀକୁ ସିଫ୍ଟକଲେ ସେ ମଧ୍ୟ ରାହୁଲକୁ ତାଙ୍କ ଘରକୁ ନଆସିବାକୁ ସିଧା ସିଧା ମନା କରିଦେଲେ ପୁଅ ସତ୍ୟମ୍କୁ ରଶ୍ମୀ ରାହୁଲ ଉପରେ ନଜର ରଖିବାର ଦାୟିତ୍ଵ ଦେଇ ସେ ପୁଣି ଇନ୍ଦୋର ଫେରିଗଲେ
ଯେଉଠି ପ୍ରତିଦିନ ରାହୁଲ ରଶ୍ମୀ ଘଣ୍ଟା ଘଣ୍ଟା ଏକାଠି ରହିଦେହ ଭେକର ଭରଣ କରୁଥିଲେ, ଏବେ ଦୁଇ କାମୁକଙ୍କ ପକ୍ଷେ ପରସ୍ପରଠାରୁ ଅଲଗା ରହିବା ଅସହ୍ୟ ହୋଇ ପଡ଼ିଲା ଏମିତି କିଛିଦିନ ବିତିଗଲା ପରେ ଦିନେ ମୌକା ଦେଖି ରାହୁଲ ରଶ୍ମୀକୁ ଦେଖା କରିବାକୁ ତାଙ୍କ ଘରକୁ ଗଲା ରାହୁଲକୁ ଦେଖ୍ରଶ୍ମୀର ଖୁସିର ସୀମା ରହିଲା ନାହିଁ ଦୁହେଁ ପୁଣି ହଜିଗଲେ ପରସ୍ପର ଭିତରେ ଠିକୁ ଏତିକି ବେଳେ ଘରକୁ ଫେରିଥିଲା ସତ୍ୟମ୍ ମାଉସୀପୁଅ ଭାଇ ରାହୁଲ ମାରଶ୍ମୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଦେଲା ସତ୍ୟମ୍ ସେପଟେ ସତ୍ୟମ୍କୁ ଦେଖି ରଶ୍ମୀ ରାହୁଲ ଛାନିଆ ହୋଇ ହୋଇଗଲେ

ସଙ୍ଗେ ସଙ୍ଗେ ଗୋଟିଏ ବୁଦ୍ଧି ପାଞ୍ଚି ରାହୁଲ ସତ୍ୟମ୍କୁ ବହକେଇଫୁସୁଲେଇ ବଜାରକୁ ଚାଟ୍ଖୁଆଇବା ପାଇଁ ନେଇଗଲା ବଜାରରେ ଚାଟ୍ଖୁଆଇବାକୁ ଦେବା ବାହାନାରେ ବାପାଙ୍କୁ ନେଇ କିଛି କହିବାକୁ ରାହୁଲ ସତ୍ୟମ୍କୁ କହିଲା ସତ୍ୟମ୍ଛୋଟ ହେଲେ ବି ନିଜ ବୟସ ତୁଳନାରେ ଅଧୁକ ଚତୁର ଥିଲା ରାହୁଲର କଥାଶୁଣି ସତ୍ୟମ୍ପାଲଟା ଉତ୍ତର ଦେଲା- ମୁଁଏକଥା ବାପାଙ୍କୁ ଜଣାଇଲେ ମୋର କି ଫାଇଦା ହେବ ?ରାହୁଲ ସତ୍ୟମ୍ ଇରାଦା ବୁଝିପାରି କହିଲା- ହଉ ତୁ ଯାହାମାଗିବୁ ମୁଁ ତତେ ସେୟା ଦେବି... କିନ୍ତୁ ତୁ କଥା ବାପାଙ୍କୁ କହିବୁନାହିଁ ରାହୁଲ ପାଟିରୁ କଥା ସରୁଣୁ ସତ୍ୟମ୍ତା' ସାଙ୍ଗମାନଙ୍କୁପାର୍ଟି ଦେବା ପାଇଁ ରାହୁଲଠାରୁ ହଜାର ଟଙ୍କା ନେଇ ଚାଲିଗଲା ରଶ୍ମୀ ରାହୁଲ ସତ୍ଯମ୍ ପରି କାର୍ଯ୍ୟ କଳାପ ଦେଖ୍ଭାବିଲେ ସତ୍ୟମ ତାଙ୍କ ନିକଟରେ ବିକ୍ରି ହୋଇଗଲା, ଆଉ ଏବେଆମକୁ ଏକାଠି ହେବାରେ କେହି ବାଧା ଦେଇ ପାରିବେ ନାହିଁ ଯେଉଁଠି ରାହୁଲ -ରଶ୍ମୀ ଦୁହେଁ କାମନାର ଜ୍ଵାଳାରେ ସମର୍ପିତ ହୋଇଥୁଲେ, ମୌକାର ଭରପୂର ଫାଇଦା ଉଠାଇବାରେଲାଗିଥୁଲ ସତ୍ଯମ୍ ଧୀରେ ଧୀରେ ସତ୍ଯମ ତା' ସବୁ ଆବଶ୍ୟକତା ରାହୁଲଦ୍ଧାରା ଭରଣା କଲା ରାହୁଲ ସତ୍ୟମକୁ ୨୦ହଜାର ଟଙ୍କାର ଗୋଟିଏ ମୋ ବାଇଲ୍ମଧ୍ଯ ଦେଲା କିନ୍ତୁ ରାହୁଲରସହିବାର ସୀମା ସେତେବେଳେ ଟପିଗଲା ଯେତେବେଳେ ସତ୍ୟମ୍ରାହୁଲକୁ ଲକ୍ଷ ଟଙ୍କାର ଏକ ବାଇକ୍କିଣାଇ ଦେବା ପାଇଁ ଜିଦ୍ଧରିଲା ସେ କହିଲା- ଯଦି ତୁମେ ମୋତେ ବାଇକ୍ ଦିଅ ମୁଁବାପାଙ୍କୁ ସବୁ କଥା କହିଦେବି... |
ସତ୍ୟମ୍ ଧମକରେ ରାହୁଲ ବ୍ୟତିବ୍ୟସ୍ତ ହୋଇପଡ଼ିଲା ଏଘଟଣାର ପାଖାପାଖୁ -୩ମାସ ପୂର୍ବରୁ ସତ୍ୟମ୍ କିଛି ପିଲାଙ୍କସହିତ ବଡ଼ଧରଣର ଝଗଡ଼ା ହୋଇଥୁଲ ସତ୍ୟମ୍ସେହିପିଲାମାନଙ୍କଠାରୁ ପିଟା ମଧ୍ୟ ଖାଇଥିଲା ମାର୍ପିଟ୍ ଫଇସଲା କରିଥିଲା ରାହୁଲ ସତ୍ୟମ୍ଠାରୁ ଧମକ ପାଇବା ପରେ ରାହୁଲ ମୁଣ୍ଡକୁ ଏକ ଦୁଷ୍ଟ ବୁଦ୍ଧି ଜୁଟିଲା

         ଜାନୁଆରୀ ତାରିଖ ରାତି ପ୍ରାୟ ୧୦ଟା ହେବ ଗ୍ବାଲିୟରରଗୋଲା କା ମନ୍ଦିରର ଥାନା ଅଧୁକାରୀ ପ୍ରବୀଣ ଶର୍ମାଙ୍କ ପାଖରେଆସି ପହଞ୍ଚିଲେ ୩୦ ବର୍ଷୀୟା ରଶ୍ମୀ କହ୍ନେୟା କିଛି ଲୋକ ରଶ୍ମୀଙ୍କ ସହିତ ରାହୁଲ ମଧ୍ୟ ଥିଲା ଥାନା ଅଧୁକାରୀ ରଶ୍ମୀଙ୍କୁଆସିବାର କାରଣ ପଚାରିବାରୁ ସେ କହିଲେ- ମୋ ପୁଅ ସତ୍ୟମ୍ପ୍ରତିଦିନ ଭଳି ଆଜି ସକାଳେ ଟ୍ୟୁସନ୍ଯାଇଥିଲା କିନ୍ଗୁ ପର୍ଯ୍ୟନ୍ତଘରକୁ ଫେରି ନାହିଁ ! ରଶ୍ମୀଙ୍କଠାରୁ ପୋଲିସ ସବୁ କଥା ପଚାରି ବୁଝିଲା ବେଳକୁ ପୁତୁରା ରାହୁଲ ପୋଲିସକୁ କହିଥିଲା, କିଛି ଦିନ ପୂର୍ବେ ସତ୍ୟମ୍ କିଛି ପିଲାଙ୍କ ସହିତ ଝଗଡ଼ା ହୋଇଥଲା...ବୋଧହୁଏ ସତ୍ୟମ୍ନିଖୋଜ ହେବା ପଛରେ ସେମାନଙ୍କର ହାତଅଛି ! ସତ୍ଯମ୍ନିଖୋଜ ନେଇ ଥାନା ଅଧୁକାରୀ ପ୍ରବୀଣ ଶର୍ମା ଥାନାରେ ମାମଲା ରୁଜୁ କରି ଉଚ୍ଚାଧଵକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦେଲେ

ନିଖୋଜ ହେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଘରକୁ ସତ୍ୟମ୍ଫେରି ଥଲା ରଶ୍ମୀ ରାହୁଲ ଆଉଥରେ ଥାନାକୁ ଯାଇ ସେହିତିନି ପିଲାଙ୍କ ଉପରେ ଠୋସ୍ପଦକ୍ଷେପ ନେବାକୁ ପ୍ରବୀଣ ଶର୍ମାଙ୍କୁ ପରାମର୍ଶ ଦେଲେ ଉଚ୍ଚାଧୂକାରୀ ମନୋହର ବର୍ମା ପ୍ରବୀଣ ଶର୍ମାଙ୍କୁ ସେହି ତିନି ପିଲାଙ୍କୁ ଜେରା କରିବାକୁ ଆଦେଶ ଦେଲେ ଆଦେଶ ପାଇବା ମାତ୍ରେ ପ୍ରବୀଣ ସେମାନଙ୍କୁ ଥାନାକୁ ଡକାଇଜେରା କଲେ । ସେମାନଙ୍କଠାରୁ କୌଣସି ସୁରାଗ ନ ପାଇ ଥାନା ଅଧିକାରୀ ସେମାନଙ୍କୁ ଛାଡ଼ିଦେଲେ ।

ତିନି ଅଭିଯୁକ୍ତଙ୍କୁ ପୋଲିସ ଛାଡ଼ିଦେବା ଦେଖି ରାହୁଲ ଏକ୍‌ଦମ୍‌ରାଗିଯାଇ ପୋଲିସ ସେମାନଙ୍କ ଠାରୁ ଲାଞ୍ଚ ନେଇଛି ବୋଲିଆରୋପ ଲଗେଇଲା । ଚାରିଆଡେ ସତ୍ୟମ୍‌କୁ ଖୋଜାଖୋଜି କଲାପରେ ବି ତା'ର ପତ୍ତା ମିଳି ନ ଥିଲା । ରାହୁଲ ନିର୍ଦ୍ଦିଷ୍ଟ ଭାବେ ସେହି ତିନି ପିଲାଙ୍କୁ ସତ୍ୟମ୍‌ର ଅପହତ୍ତା ବୋଲି କହୁଥିବା କାରଣରୁତା ଉପରେ ପୋଲିସର ସନ୍ଦେହ ହେଲା | ଶର୍ମା ରାହୁଲ ପଛରେ ତାଙ୍କ ଜାସୁସ୍‌ମାନଙ୍କୁ ଲଗେଇ ଦେଲେ ।ରାହୁଲର କହିବା କଥା ଥିଲା ଯେ ଘଟଣା ଦିନ ସକାଳେ ସେସତ୍ୟମ୍‌କୁ ତା କୋଚିଂ ସେଣ୍ଟର ପାଖରେ ଥିବା ପେଟ୍ରୋଲ ପମ୍ପରେଛାଡ଼ି ଦେଇଥିଲା । ପୋଲିସ କୋଚିଂ ସେଣ୍ଟର ନିକଟବର୍ତୀ ସବୁ ସିସିଟିଭି ଫୁଟେଜ୍‌ ଚେକ୍‌ କଲାଗୁ କୌଣସି ଫୁଟେଜ୍‌ରେ ସତ୍ୟମ୍‌ କିରାହୁଲ ନ ଥିଲେ । ଏହି କାରଣରୁ ପୋଲିସ ସନ୍ଦେହ କରୁଥିଲାଯେ ସତ୍ୟମ ନିଖୋଜ ହେବା ଘଟଣାରେ କେଉଁଠି ନା କେଉଁଠିରାହୁଲର ହାତ ଅଛି, କିନ୍ତୁ ବିନା ପ୍ରମାଣରେ ପୋଲିସ ରାହୁଲଉପରେ କୌଣସି ଆରୋପ ଲାଗାଇ ପାରି ନ ଥିଲା |

ନିଖୋଜର ୪ ଦିନ ପରେ ଅର୍ଥାତ୍‌ ଜାନୁଆରୀ ୧୦ ତାରିଖରେଜେରା ଥାନା ଅର୍ନରଗତ ବୁରାବଳୀ ଗା ପାଖଦେଇ ବହି ଯାଉଥିବା ନଇରେ ଏକ କିଶୋରର ଶବ ଭାସୁଥିବାର ସୂଚନା ଗ୍ଵାଲିୟର ଗୋଲା କା ମନ୍ଦିର ଥାନାରେ ପହଞ୍ଚିଲା ।ଶବର ରୂପରେଖ ସତ୍ୟମ୍‌ ସହ ମିଶିଯାଉଥିବାରୁ ଶବ ଚିହ୍ନଟପାଇଁ ପ୍ରବୀଣ ଶର୍ମା ଅବିଳମ୍ବେ ରଶ୍ମୀଙ୍କୁ ଶବ ନିକଟକୁ ଡକାଇଲେ ।ଶବଟି ସତ୍ୟମ୍‌ର ବୋଲି ଚିହ୍ନଟ ହେବା ପରେ ପୋଲିସ ତାହାକୁବ୍ୟବଚ୍ଛେଦ ପାଇଁ ପଠାଇ ଦେଲା ଏବଂ ଆଉ ତିଳେ ମାତ୍ର ଡେରି ନକରି ସନ୍ଦେହଘେରରେ ଥିବା ରାହୁଲକୁ କାବୁ କରି ଜେରା ଆରମ୍ଭକଲା । ପୋଲିସର ପ୍ରଶ୍ନବାଣରେ ରାହୁଲ ଅମ୍ତବ୍ୟସ୍ତୁ ହୋଇ ଶେଷରେ ସବୁ ସତ କଥା ଓଗାଳି ପକାଇଲା...
   ସତ୍ୟମ୍‌ର ସେହି ତିନି ପିଲାଙ୍କ ସହ ଝଗଡା ହେବା ସମୟରୁ ହିଁ ରାହୁଲ ସବୁଦିନ ପାଇଁ ତା ରାମ୍ତ୍ରାରୁ ସତ୍ୟମ୍‌ ପରି କଣ୍ଟାକୁ ହଟେଇସବୁ ଦୋଷ ସେହି ପିଲାମାନଙ୍କ ମୁଣ୍ଡରେ ଢାଳିବା ଷଡଯନ୍ତ୍ରକରିଥିଲା । ଏପରି ଏକ ଜଘନ୍ୟ କାମ ପାଇଁ ରାହୁଲ ଜଣେସାହାଯ୍ୟକାରୀକୁ ଲୋଡୁଥିଲା । ସେ ଜୋରାରେ ରହୁଥିବା  ତାପିଉସୀ ପୁଅ ଭାଇକୁ ଏପରି ପାପକର୍ମରେ ଭାଗୀଦାର କଲା ।ଦୁଇ ଭାଇଙ୍କ ଭିତରେ ଏକ ଚୁକ୍ତି ହେବା ପରେ ପିଉସୀ ପୁଅ ସୁମିତସତ୍ଯମ୍‌କୁ ମାରିବାରେ ରାହୁଲକୁ ସାହାଯ୍ୟ କରିବାକୁ ରେଡି ହୋଇଗଲା ।ରାହୁଲ ଓ ସୁମିତ ମଧ୍ୟରେ ଚୁକ୍ତି ଥିଲା- ରଶ୍ମୀ ସହିତ ସୁମିତ ଗାଟିଏ ରାତି ବିତାଇବ । ଆଉ ଏଥିପାଇଁ ରାହୁଲ ରଶ୍ମୀକୁ ରାଜିକରେଇବ । ଏସଉତ୍ତରେ ରାହୁଲ ରାଜି ହୋଇଥିଲା ।
       ରାହୁଲ ଓ ରଶ୍ମୀଙ୍କ ମିଳ।ମିଶା ପୂର୍ବ ପରି ସ୍ବାଭ।ବିକହୋଇଯାଇଥିବା କାରଣରୁ ରାହୁଲ ଆସିବା ମାତ୍ରକେ ସତ୍ୟମ୍‌ ଘରୁ ବାହାରକୁ ଚାଲି ଯାଉଥିଲା । ଘଟଣା ଦିନ ରାହୁଲ ଘରକୁ ଆସିବା ଦେଖ୍‌ ସତ୍ୟମ୍‌ ବାହାରକୁ ଚାଲିଗଲା । ପାଖାପାଖୁ ଅଧଘଣ୍ଟା ପରେରାହୁଲ ସତ୍ୟମ୍‌କୁ ଡକାଇ କହିଲା- ମୁଁ ତୋ ବାଇକ୍‌ର ବ୍ୟବସ୍ଥାଆଜି କରିଦେବି...ଆମେ ପ୍ରଥମେ ଜୋରା ଯିବା, ସେଠାରୁ ମୁଁ ଉଧାର ଦେଇଥିବା ଟଙ୍କା ଆଣି ତୋ ବାଇକ୍‌ କିଣିଦେବି ।ବାଇକ୍‌ ଲୋଭରେ ସତ୍ୟମ ରାହୁଲ ସହ ଜୋରା ବାହାରିଗଲା ।ସେଠାରୁ ରାହୁଲର ପିଉସୀ ପୁଅ ଭାଇ ସୁମିତ ସେମାନଙ୍କ ସହ ସାମିଲ୍‌ ହେଲା । ତିନିହେଁ ସବଲଗଡ଼ର ବଦେହରା ପୋଲ ପର୍ଯ୍ୟନ୍ତ ଗଲେ । ପୋଲ ଉପରେ ଛିଡ଼ା ହୋଇ ସତ୍ୟମକୁ ରାହୁଲ କହିଲାଯିଏ ଆମକୁ ଟଙ୍କା ଦେବ ସେ ଏଠାକୁ ଆସିବ । ତିନିଜଣଯାକ ସେଠାରେ ଅପେକ୍ଷା କରିଥିବାବେଳେ ସତ୍ଯମ୍‌ ପୋଲରେ ଛିଡ଼ା ହୋଇ ମୁରେନା ବ୍ରାଞ୍ଚ କେନାଲକୁ ଝୁକ୍କି ଚାହୁଁଥିବା ବେଳେ ପଛପଟୁ ରାହୁଲ ଓ ସୁମିତ ତାକୁ ପାଣିକୁ ଠେଲିଦେଲେ । ପହଁରା ଜାଣି ନଥିବା ରୁ ସତ୍ୟମ୍‌ ପାଣିରେ ବୁଡି ଜୀବନ ହରାଇଲା ।ରାହୁଲର ବୟାନ ଶୁଣିବା ପରେ ପୋଲିସ ତାକୁ ଓ ତା' ପିଉସୀ ପୁଅ ଭାଇ ସୁମିତକୁ ଗିରଫ କରି ଯଥାସମୟରେଦୁଇ ଆସାମୀଙ୍କୁ କୋର୍ଟରେ ହାଜର କଲା । ଏବେ ଦୁହେଁ ଜେଲ୍‌ର କାଳ କୋଠରୀରେ ଦିନ କାଟୁଛନ୍ତି ।

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...