Friday 19 July 2019

ଏକତରଫା ପ୍ରେମରେ ଭୋଜପୁରୀ ଗାୟିକା ସୋନି ସିହ୍ନାଙ୍କ ହତ୍ଯା ଉଦ୍ୟମ


ପ୍ରେମ ଏକ ସୁନ୍ଦର ସ୍ବର୍ଗୀୟ ଅନୁଭୂତି ନେଇଆଣି ଥୋଇପାରିଲେ ଜୀବନହୋଇଉଠେ ବାସ୍ନକାୟିତ ଆଉ ଦୁଇ ମନଓ ଦୁଇ ହୃଦୟ ସାଗରରେ ସୃଷ୍ଟିହୁଏଅସୁମାରୀ ସୁଖର ଜୁଆର ହେଲେ ଏହିପ୍ରେମରେ ଯଦି କେବେ ଅବିଶ୍ବାସ,ଛଳନା ପ୍ରତାରଣାର ଛିଟା ପଡ଼େକିମ୍ବା ଏହା ଏକତରଫା ହୋଇଥାଏତା'ହେଲେ କଥା ସରିଲା | ଏହାର ଅନ୍ତ ଏକ ନିଶ୍ଚିତ ଅଘଟଣକୁ ଡାକିଆଣେଏଥିରେ ତିଳେହେଁ ସନ୍ଦେହ ନାହିଁ ଯାହାର ଆଉ ଏକ ପ୍ରମାଣ ହେଉଛିନିକଟରେ ଘଟିଯାଇଥିବା ଭୋଜପୁରୀ ଗାୟିକା ସୋନି ସିହ୍ନାଙ୍କ ହତ୍ଯା ଉଦ୍ୟମ



ଜ୍ଜୁନ୍୨୭ ତାରିଖ ବିଳମ୍ବିତ ରାତ୍ରିରେ ଭୋଜପୁରୀ ସିନେ ଆଲ୍ବମ୍ଦୁନିଆର ଚର୍ଚ୍ଚିତ ଗାୟିକା ସୋନି ସିହ୍ନାଙ୍କ ଉପରେ ହୋଇଥଲାମରଣାନ୍ତକ ଆକ୍ରମଣ ସବୁଦିନ ପରି ଗୀତ ରେକର୍ଡିଂ ସାରି ଫେରିବାବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଅନ୍ଧାରର ସୁଯୋଗ ନେଇ ଛୁରିରେକରିଥିଲା ଆକ୍ରମଣ ଏଥିରେ ତାଙ୍କ ବେକ କଟିଯିବା ସହ ପ୍ରବଳରକ୍ତସ୍ରାବ ହୋଇଥିଲା ତାଙ୍କୁ ତୁରନ୍ତ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ଭିକରାଯିବାରୁ ଜୀବନ ବଞ୍ଚିଯାଇଥିଲା ଏହା ପରେ ପୋଲିସ ଛାନଭିନ୍କରି ବିଭିନ୍ନ ସୂତ୍ରରୁ ପ୍ରମାଣ ଏକଜୁଟ କରି ଘଟଣାର ସପ୍ତାହେ ପରେରାହୁଲ ଗୁପ୍ତା ନାମକ ଯୁବକକୁ ଗିରଫ କରିଥିଲା ପଚରାଉଚରାବେଳେ ରାହୁଲ୍ଘଟଣାକୁ ବୁଲାଇବାକୁ ବହୁ ଚେଷ୍ଟା କରିଥିଲା ହେଲେ ପୋଲିସ ଲାଠି ପଡ଼ିବାରୁ ସବୁ ସତ କଥା ମାନିଯାଇଥିଲା

ଅଭିଯୁକ୍ତ ରାହୁଲର ବୟାନ ଅନୁସାରେ ଘଟଣାଟି ହେଉଛି ଜଣେଏକତରଫା ପ୍ରେମିକର ଅମାନୁଷିକ କାର୍ଯ୍ୟ ୨୧ ବର୍ଷୀୟ ସୋନିସିହ୍ନା ହେଉଛନ୍ତି ଉତ୍ତରପ୍ରଦେଶ ମାଉଜିଲ୍ଲାସ୍ଥିତ କୋତୱାଲି ଅଞ୍ଚଳରସେମରି ଜମାଲପୁର ଗୀର ମୂଳ ନିବାସୀ ପିଲାଦିନୁ ଗୀତରେରୁଚି ରଖୁଥିବା ସୋନି ସ୍କୁଲଦିନରୁ ଖୁବ୍ସୁନ୍ଦର ଗୀତ ଗାଇ ସମସ୍ତଙ୍କଦୃଷ୍ଟି ଆକର୍ଷଣ କରିଥ୍‌ଲେ । କଲେଜରେ ପଢ଼ିବା ବେଳକୁ ଏହାକୁପ୍ରଫେସନ କରିବେ ବୋଲି ସ୍ଥିର ନିଶ୍ଚିତ ହୋଇ ପେସାଦାରଗାୟନରେ ମନୋନିବେଶ କରିଥିଲେ । ୨୦୧୩ରେ ସୋନିଜିଲ୍ଲାସ୍ତରୀୟ ସଂଗୀତ ଭିଭିକ କାର୍ଯ୍ୟକ୍ରମ “ଜିଲ୍ଲା ଟ୍ରାମ ରେ ମାଉତରଫରୁ ପ୍ରତିନିଧୁତ୍ବ କରିଥ୍‌ଲେ । ପରେ ପରେ ତାଙ୍କୁ ଭୋଜପୁରୀସିନେମା ଅଫର ମିଳିଥିଲ। ଓ ସେ ଇଣ୍ଡଷ୍ଟ୍ରୀରେ ଖୁବ୍‌ ନାମକମାଇଥିଲେ । ସୋନି ୧୫ରୁ ଅଧୁକ ମ୍ୟୁଜିକ୍‌ ଆଲବମ୍‌ରେ କାମକରିବା ସହ ବହୁ ଟିଭି ଶୋ ରେ ମଧ୍ଧ ଭାଗ ନେଇଥିଲେ | ଏପରିକିସୋନି ଗାଜିପୁର, ଆଜମଗଡ଼୍‌, ମହରାଜଗଞ୍ଜ, ପାଟନା, ସାସାରାମ,ବଲିୟା ଆଦି ବହୁ ସହରରେ ଷ୍ଟେଜ୍‌ ଶୋକରି ବେଶ୍‌ ପପୁଲାରହୋଇଥିଲେ । ଏତେ କମ୍‌ ବୟସରେ ସଫଳତା ହାତେଇଥିବାରୁତାଙ୍କୁ ପସନ୍ଦ କରୁଥିବା ଯୁବକଙ୍କ ସଂଖ୍ୟା ମଧ୍ଯ ଖୁବ୍‌ ଲମ୍ବା ଥିଲା ।ସେଥିମଧ୍ଯରୁ ଜଣେ ଥିଲା ଘୋସି ଅଞ୍ଚଳର ରାହୁଲ୍‌ ଗୁପ୍ତା ।ରାହୁଲ ସୋନିକୁ ସ୍କୁଲବେଳୁ ମନେ ମନେ ଭଲ ପାଇଆସୁଥିଲା ।ସୋନି ମଧ୍ଯ ଏକଥା ଭଲଭାବେ ଜାଣିଥିଲା । ଦୁହିଁଙ୍କ ପ୍ରେମ କିଛିଦିନଜୋର୍‌ସୋର୍‌ ଚାଲିଥିଲା । ହେଲେ ସଙ୍ଗୀତରେ ନାଁ କମାଇବା ପରେସୋନି ଚାହୁଁଥିଲା ଆୱାରାଗିରି କରୁଥିବା ରାହୁଲଠାରୁ ସବୁଦିନପାଇଁ ଦୂରେଇଯିବାକୁ । ହେଲେ ଯେତେ ଚେଷ୍ଟା କଲେ ହେଁ ରାହୁଲପିଛା ଛାଡ଼ୁନଥିଲା । ଦୀର୍ଘଦିନ ଏପରି ଚାଲିବା ପରେ ସୋନି ଶେଷରେନିଜ କ୍ୟାରିୟର୍‌କୁ ସୁଦୃଢ଼ କରିବା ପାଇଁ ଭିଣୋଇ ମିର୍‌ଚନ୍ଦ୍ରଙ୍କ ଗୀରମ୍ତିପୁର ଚାଲିଆସିଥିଲେ । ଏଠାରେ ରହିବା ପରେ ଷ୍ଟେଜ୍‌ ଶୋ',ଆଲବମ୍‌ କରିବା ଓ ସିନେମାରେ ଗାଇବା ସୋନିଙ୍କ ପକ୍ଷେ ସହଜହୋଇଯାଇଥିଲା । ସହର ନିକଟବର୍ଭୀ ହୋଇଥିବାରୁ ଯାତାୟାତ
ମଧ୍ଯ ସୁଗମ ହେଉଥଲା । ଅନ୍ୟପକ୍ଷେ ଗୀ ଛାଡ଼ିବା ପରେ ରାହୁଲକୁଲାଗୁଥିଲା ସୋନି ତାହାତରୁ ସବୁଦିନ ପାଇଁ ଖସିଯିବ । ଏଥିପାଇଁକିଛିଦିନ ଅନ୍ତରରେ ରାହୁଲ ରସ୍ତିପୁର ଆସି ସୋନିକୁ ବୁଝାଇବାକୁଚେଷ୍ଟା କରୁଥିଲା ଓ ଉଭୟଙ୍କ ମଧ୍ଯରେ ପାଟିତୁଣ୍ଡ ମଧ୍ଯ ହେଉଥଲା ।ଏପରିକି ସୋନି କୌଣସି କାରଣରୁ ଥରେ ସିନ୍ଦୂର ପିଇଦେଇଗୁରୁତର ହୋଇପଡ଼ିଥିଲେ । ବହୁ କଷ୍ଟରେ ତାଙ୍କ ଜୀବନବଞ୍ଚିଯାଇଥିଲା । ଏହା ପଛରେ ରାହୁଲ ଥାଇପାରେ ବୋଲି ଭଉଣୀପୁଷ୍ପା ସନ୍ଦେହ କରିଥ୍‌ଲେ ହେଁ କଥା ପ୍ରଘଟ ହେବାକୁ ଦେଇନଥିଲେ ।
 
ଏହି ଘଟଣା ପରେ ରାହୁଲର ସାହସ ବଢ଼ିଯାଇଥିଲା । ସେକିଛିଦିନ ବ୍ୟବଧାନରେ ରସ୍ତିପୁର ଆସି ସୋନିକୁ ଧମକାଉଥିଲା ।ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଜୋରଦାର୍‌ ଝଗଡ଼ା ମଧ୍ଯ ହେଉଥଲା ।ଘଟଣା ପୂର୍ବଦିନ ଅର୍ଥାତ୍‌ ଜୁନ୍‌ ୨୬ ତାରିଖରେ ମଧ୍ଯ ରାହୁଲ ରସ୍ତିପୁରଆସି ସୋନି ସହ ଖୁବ୍‌ ଝଗଡ଼ା କରିଥିଲା ଓ ଏଥର ଛାଡ଼ିବିନି ବୋଲି ଚେତାବନୀ ଦେଇଥିଲା । ସେଠାରୁ ଚାଲିଯାଇ ରାହୁଲ ପ୍ରଚୁରମଦ୍ୟପାନ କରି ସବୁଦିନ ପାଇଁ ସୋନିକୁ ଶେଷ କରିବାର ନିଷ୍ଣପଭିନେଇଯାଇଥିଲା । ଯୋଜନା ମୁତାବକ ରାହୁଲ ଜୁନ୍‌ ୨୭ ତାରିଖରେ ରମସ୍ତିପୁର ପହଞ୍ଚି ଲୁଚି ଲୁଚି ସୋନିର ପିଛା କରିଥିଲା । ବୋଲ୍‌ବମ୍‌ଉପରେ ଆଧାରିତ ଆଲ୍‌ବମ୍‌ “ସାବନ୍‌'ର ରେକର୍ଡିଂ ପାଇଁ ସୋନିବାରାଣସୀ ଚାଲିଯିବା ପରେ ରାହୁଲ ତା'ର ଫେରିବା ବାଟକୁ ଚାହିଁଘର ପାଖରେ ଜଗିରହିଥିଲା । ରାତି ୧୧ଟାରେ ସୋନି ଫେରିଘରକୁ ପଶିବାକୁ ଉଦ୍ୟତ ହେବାମାତ୍ରେ ଅନ୍ଧାର ଭିତରୁ ରାହୁଲ୍‌ତା'ର ବେକକୁ ଛୁରିରେ ଆଘାତ କରି ଫେରାର ହୋଇଯାଇଥିଲା |
ଯନ୍ତ୍ରଣାରେ ଛଟପଟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୋନିଘରପାଖରେ ଟଳିପଡ଼ି ଚିତ୍କାର କରିଥିଲା । ଶବ୍ଦ ଶୁଣି ଭଉଣୀଭିଣୋଇ ଓ ପଡ଼ିଶା ଲୋକେ ଏକାଠି ହୋଇ ତାଙ୍କୁ ସଙ୍ଗେ ସଦରହସ୍ଵପିଟାଲରେ ଭର୍ଜି କରିଥିଲେ । ସେଠାରେ ରକ୍ତସ୍ରାବ ବନ୍ଦହେବାପରେ ସୋ ନିଙ୍କୁ ତୁରନ୍ତ ବାରାଣସୀ ସ୍ଥାନାନ୍ତର କରାଯାଇଥିଲା ।କିଛି ଦିନ ମେଡିକାଲରେ ରହିବା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାରଆସିଥିଲା । ଡାକ୍ତରଖାନାରୁ ଫେରିବା ମାତ୍ରେ ସୋନିଙ୍କ ଭଉଣୀପୁଷ୍ପା ସନ୍ଦେହରେ ରାହୁଲଙ୍କ ନାମରେ ସ୍ଥାନୀୟ ସରାୟଲଗ୍ଖସିଥାନାରେ ଏତଲା ଦାଏର କରିଥିଲେ । ଅଭିଯୋଗ ପାଇବା ମାତ୍ରେପୋଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଦେଇଥିଲା ।
ଦୁଇ ତିନିଦିନର ଖୋଳତାଡ଼ ପରେ ଶେଷରେ ପୋଲିସ ରାହୁଲକୁସ୍ଥାନୀୟ ସିକାଠିଆ ଓଭରବ୍ରିଜ୍‌ ତଳୁ ଗିରଫ କରିନେଇଥିଲା ।ପ୍ରଥମେ ପ୍ରଥମେ ର।ହୁଲ ସତ ଲୂଚ।ଇବାକୁ ଚେଷ୍ଟାକରିଥିଲା । ପୋଲିସ ଜେରାରେ ନୟାନ୍ତ ହୋଇ ଶେଷରେ ସବୁଦୋଷ ସ୍ବୀକାର କରିନେଇଥିଲ। । ହେଲେ ସୋନି ରାହ୍ୁଲକୁକେବେ ବି ପ୍ରେମ କରୁନଥ୍‌ଲେ ବୋଲି କହିଥିଲେ | ଅନ୍ୟପକ୍ଷେଗାୟିକାଭାବେ ମାନସମ୍ମାନ ପାଇ ସୋନି ତାକୁ ଭୁଲିଯିବାକୁଚେଷ୍ଟା କରୁଥିବାରୁ ଏହା ବରଦାସ୍ତ କରିନପାରି ଏପରି କାଣ୍ଡଘଟାଇଲି ବୋଲି ରାହୁଲ ପୋଲି ସକୁ କହିଥିଲା । ସମସ୍ତ ବୟାନରେକର୍ଡ କରିବା ପରେ ପୋଲିସ ଅଭିଯୁକ୍ତ ରାହୁଲ କୁ କୋର୍ଟ ଚାଲାଣ ଓ ଶେଷରେ ଜେଲ୍‌କୁ ପଠାଇ ଦେଇଥିଲା ।

 hindi

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...