Thursday 28 November 2019

ବିଶ୍ବାସଘାତିନୀ


 ଫରୁଖାବାଦରେ  ଥାନାଧିକାରୀ ସଞ୍ଜୀବ ରାଠୋର ଥାନାରେ ଥିଲେ ଏହି ସମୟରେ ଜଣେ ବ୍ୟକ୍ତି ଥାନାଭିତରକୁ ପ୍ରବେଶ କରିଥିଲା ସେହି ବ୍ୟକ୍ତି ଜଣକ ସଞ୍ଜୀବଙ୍କୁକହିଥିଲେ, ସାର୍ ମୋର ନାଁ ରମେଶଚନ୍ଦ୍ର ଦିବାକର ମୁଁ ଅଲିଗଞ୍ଜର ଝକରାଇ ଗାର ରହୁଛି ମୋର ସାନ ଭାଇ ସିଆରଫିଏଫ ଶ୍ରୀନଗରରେ କାମ କରୁଛି ସେ ୧୫ ଦିନଛୁଟି ନେଇ ଜୁନ୍ ତାରିଖରେ ଘରକୁ ଆସିଥିଲା ସେ ମତେରାତି ସାଢେ ୧୦ଟାରେ କଲ୍ କରି କହିଥିଲା ହେଲେ ଜୁନ୍ ୮ରେ ତାଂ ସ୍ତ୍ରୀ ରମା ମୋମା'କୁ କହିଥିଲା ଦିନେଶ ଘରକୁ ଆସିନି ତାଂର ଫୋନ୍ ବି ଲାଗୁନାହ ଏହା ଶୁଣି ସଞ୍ଜୀବ କହିଥିଲେ, ଜୁନ୍ ୮ରେ ଝଗଞ୍ତା ନଗଲା ଗା ନିକଟରେ ଜଣେ ଯୁବକର ଦରପୋଡା ଶବ ମିଳିଥିଲା ତା' କିଛି ଫଟୋ ଆମପାଖରେ ଅଛି ଆପଣ ଦେଖିନିଅନ୍ତୁ ରମେଶଚନ୍ଦ୍ର ସବୁଫଟୋକୁ ଭଲ ଭାବେ ଦେଖିଲେ ଆଉ ଜୋରରେ କାହିବାକୁଲାଗିଲେ କାନ୍ଦି କାନି ପୁଲିସକୁ କହିଲେ, ସେହି ଫଟୋ ତାଙ୍କସାନ ଭାଇର ସଞ୍ଜୀବ ରମେଶଚନ୍ଦ୍ରକୁ ପଚରାରିଥିଲେ, କାହାଉପରେ ସହେହ ଅଛି କି ? ରମେଶଚନ୍ଦ୍ର କହିଥିଲେ, ସାର୍  ଦିନେଶର ସ୍ତ୍ରୀ ରମା ଏବଂ ତା' ପ୍ରେମିକ ଅନମୋଲ ସେଦୁଇଜଣ ହି ଦିନେଶକୁ ହତ୍ୟା କରିଛନ୍ତି

ପଚରାଉଚରା ବେଳେ ରମେଶଚନ୍ଦ୍ର କହିଥିଲା ଦିନେଶ ଜୁନ୍୬ ତାରିଖ ରାତିରେ ଘରକୁ ଆସିଥିଲେ କିନ୍ତୁ ରମା _ପୁଲିସ ଆଗରେ କହିଥିଲା ଦିନେଶ ଘରକୁଆସିନଥିଲା ରମାର ଘର ପାଖରୁ ୨୦୦ମିଟର ଦୂରରେ ଦରପୋଡା ଶବ କ୍ଷେତରେପଡିଥିଲା କିନ୍ତୁ ସେ ଶବକୁ ଚିହ୍ନଟ କରିବାପାଇଁ ଯାଇନଥିଲା ଏଥିରୁ ପୁଲିସର ସନ୍ଦେହହୋଇଥିଲା ରମା ଉପରେ ପୁଲିସ ରମାକଗିରଫ କରିବା ପାଇଁ ତାଂଘରେ ପହଞ୍ଚିଥିଲା ରମା ଘରେ ଥିଲା ପୁଲିସକୁ ଦେଖିବା କ୍ଷଣିକାନ୍ଦିବାର ନାଟକ କରିଥିଲା ହେଲେ ପୁଲିସତାଂର ନାଟକ ବୁଝିପାରିଥିଲା ତାଂକୁ ଗିରଫକରି ଥାନାକୁ ନେଇଯାଇଥିଲେ ରମାର ପ୍ରେମିକଅନମୋଲ ମେରାପୁର ଗାର ଥିଲା ପୁଲିସସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲାଅନମୋଲ ଦୁଇଦିନରୁ ଘରକୁ ଆସିନଥିଲାପୁଲିସ ଫେରିବା ସମୟରେ ଅନମୋଲର ପଡ଼ୋଶୀକହିଥିଲେ, ତା' ଜଣେ ସାଙ୍ଗ ରାମଗୋପାଳ ଜାଣିଥିବ ଅନମୋଲ କେଉଠି ଅଛି ସାଙ୍ଗଠାରୁ ମିଳିଥିଲା ଅନମୋଲର _ଠିକଣାପୁଲିସ ଟିମ୍ ସଙ୍ଗେ ସଙ୍ଗେ ରାମଗୋପାଳ ପାଖରେପହଞ୍ଚି ଯାଇଥିଲେ ପୁଲିସ ତାଂକୁ ଶକ୍ତ ରୂପେ ପଚାରିବାରୁସେ ଅନମୋଲର ଠିକଣା ଜଣାଇଥିଲା ପୁଲିସକୁ କହିଥିଲା,ଅନମୋଲ ତାର ସାଙ୍ଗ କମଳକାନ୍ତ ଘରେ ଲୁଚି ରହିଛିକମଳକାନ୍ତକୁ ପୁଲିସ ସଂପର୍କ କରିବାରୁ ସେ ଆତ୍ଗସମର୍ପଣକରି ଦେଇଥିଲା ଅନମୋଲ ତାଂପାଖର ଅଛି ବୋଲିମାନିଯାଇଥିଲା କମଳକାନ୍ତ ଅନମୋଲକୁ ଯେଉଁ ସ୍ଥାନରେଲୁଚାଇ ରଖିଥିଲା ପୁଲିସ ସେଠାରେ ପହଞ୍ଚି ଗିରଫ କରିଥିଲାଦିନେଶ ତ୍ୟାକାଣ୍ଡ ବିଷୟରେ ପୁଲିସ ପଚାରିଥିଲା ସେ ସବୁସତ କଥା ମାନିଯାଇଥିଲା ପୁଲସକୁ କହିଥିଲା, ସେ ଦିନେଶରସ୍ତ୍ରୀ ରମାକୁ ଭଲପାଉଥିଲା ଦୁଇଜଣଙ୍କ ଭିତରେ ଅନୈତିସଂପର୍କ ଗଢିଉଠିଥିଲା ହେଲେ ଦିନେଶକୁ ଏବିଷୟରେ ଜଣାପଡିବାରୁ ସେ ବିରୋଧ କରୁଥିଲା ସେଥିପାଇ ଦୁଇଜଣମିଶି ତାଂର ହତ୍ୟା କରିଦେଇଥିଲେ |

ରମା ଚାକିରି କରୁଥିଲା

ରମାକୁ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରି ମିଳିଯାଇଥିଲା ଚାକିରିହେବା ପରେ ତା' ଶାଶୁଘରେ ରହିବା ଅସମ୍ଭବ ଥିଲା କାରଣତା' ଶାଶୁଘର ଏଟା ଜିଲ୍ଲାରେ ଥିଲା ଏବଂ ଚାକିରି ହୋଇଥିଲା ଫରୁଖାବାଦରେ | ଯାହାକି ତା' ବାପାଘର ନିକଟରେ ଥିଲା ସେଥିପାଇଁ ସେ ବାପାଘରେ ଆସି ରହି ଚାକିରି କରିଥିଲା  ହେଲେ ରମା ବାପାଘରେ ରହ ଦିନେଶ ଏବଂତାଘରଲୋକଙ୍କୁ ପସନ୍ଦ ନଥିଲା ରମାରସରକାରୀ ଚାକିରି ହୋଇଥିବାରୁ ମନାକରିପାରିନଥିଲେ | ହେଲେ ବାପଘରେ ସବୁଦିନ ରହିବା ମଧ୍ଧ ରମାକୁ ପସନ୍ଦ ହେବାରୁ ସେ ସ୍ବାମୀକୁକହି ଫରୁଖାବାଦ ନିକଟରେ ଗୋଟିଏ ଜାଗା କିଣି ଘର କରିଥିଲେ | ତାପରଠାରୁ ରମା ସେଠାରେ ରହି ସ୍କୁଟିରେ ସ୍କୁଲ ଯିବାଆସିବା କରୁଥିଲା ଶାଶୁ ଶଶୁର ଏବଂ ରମାରଭାଇ ମଧ୍ୟ ମଝିରେ ମଝିରେ ଆସୁଥିଲେ
ରମା ଦୁଇପିଲାଙ୍କ ମା'ଥିଲା ସତ | ହେଲେ ତା' ସୌନ୍ଦର୍ଯ୍ୟ _କମି ନଥିଲା ରମାର ସ୍ବାମୀ ଦିନେଶ ସିଆରଫିଏଫରେ ଥିବାରୁ ସେ ଶ୍ରୀନଗରରେ ଥିଲା ସେଥିପାଇଁ ବହୁତ କମ୍ ସମୟ ତାଂକୁ ଛୁଟି ମିଳିପାରୁଥିଲା ଦିନେଶ ଯେତିକି ଦିନ ଛୁଟିରେ ଆସୁଥିଲା ସେ ବହୁତ ଖୁସିରେ ରହୁଥିଲା ହେଲେ ଦିନେଶ ଯିବା ପରେ ତା' ଇଚ୍ଛା ପୂରଣ କରିବାକୁ କେହି  ନଥିଲେ ରମା ଖୋଜୁଥିଲା ଦେହ ସୁଖ ସ୍କୁଲଯିବାଆସିବା ବାଟରେ ତାଂର ଭେଟ ହୋଇଥିଲାଅନମୋଲ ସହିତ ରମା ଅନମୋଲକୁଭଲଭାବେ ଜାଣିଥିଲା କାରଣ ଅନମୋଲତା' ସଂପର୍କୀୟ ମଧ୍ୟ ଥିଲା ଅନମୋଲ ରମାପାଖକୁ ଯିବାଆସିବା କରୁଥିଲା ଏହି ଯିବା ଆସିବାଭିତରେ ଦୁଇଜଣଙ୍କ ଭିତରେ ଶାରୀରିକ ସଂପର୍କ ଗଢିଉଠିଥିଲା ରମାର ଘରେ କେହି ରହୁ ନଥିଲେ | ସେଥିପାଇ ଅନମୋଲର ଯିବା ଆସିବାକୁମଧ୍ୟ କେହି ବିରୋଧ କରୁନଥିଲେ ରମା ଦୁଇପିଲାଙ୍କ ମାଂ ହୋଇ ମଧ୍ୟ ସବୁ ସୀମା ଟପିଯାଇଥିଲା

ଅନମୋଲର ଯିବଧଆସିବା ଦବଢିଯିବାରୁପାଖ ପଡ଼ୋଶୀ ମଧ୍ୟ ସନ୍ଦେହ କରିବା ଆରମ୍ଭ କରିଥିଲେ ଦିନେଶ କିଛି ମାସ ପରେ ଛୁଟିରେ ଘରକୁ ଆସିଥିଲା ପଡ଼ୋଶୀଙ୍କଠାରୁ ରମା ଏବଂ ଅନମୋଲ ବିଷୟରେ ଜାଣିବାକୁପାଇଥିଲା ଦିନେଶର ଏହି କଥାରେ ବିଶ୍ଵାସ ହୋଇନଥିଲା ସେ ତା' ପିଲାମାନଙ୍କୁ ପଚାରିଥିଲା ଦୁଇଜଣ କହିଥିଲେ,ଅନମୋଲ ଅଙ୍କଲ ସେମାନଙ୍କ ଘରକୁ ଆସନ୍ତି ଏବଂ ରାତିରେ ଘରେ ରହନ୍ତି ଦିନେଶ ତାଂର ଛୋଟ ଛୋଟ ପିଲାଙ୍କଠାରୁ ରମା ବିଷୟରେ ଜାଣିବା ପରେ ରାଗରେ ନିଆଁବାଣ ହୋଇ ଉଠିଥିଲା
ଦିନେଶ ରମା ଉପରେ ବହୁତ ଭରସା କରୁଥିଲା  ହେଲେ ରମା ତାର ବିଶ୍ବାସ ଭାଙ୍ଗିଦେଇଥିଲାଦିନେଶ ଯେତିକି ଦିନ ଘରେ ରହିଥିଲା ଅନମୋଲକୁନେଇ ଝଗଡ଼ା ସୃଷ୍ଟି ହୋଇଥିଲା ଏମିତିକି ଦିନେଶରମା ଉପରକୁ ହାତ ଉଠାଉଥିଲା ଅନମୋଲର
ଗାକୁ ଯାଇ ତାଂର ମାବାପାଙ୍କୁ ଧମକ ଦେଇଆସିଥିଲା ଛୁଟି ସରିବା ପରେ ଦିନେଶ ପୁଣି ଚାକିରିକୁ ଚାଲିଯାଇଥିଲା ଦିନେଶ ଯିବା ପରେ ଅନମୋଲ ଏବଂ ରମାର ମିଳାମିଶା ପୁଣି ଆରମ୍ଭ ହୋଇଥିଲା
ଦିନେଶ ଚାକିରିକୁ ଫେରିଯାଇଥିଲା ସତ ହେଲେ ତାଂରକାମରେ ମନ ଲାଗିନଥିଲା ରମାକୁ କିଛି ନକହି ୬ଳଜୁନ୍ରାତିରେ ସେ ନଗଲା ଆସିଥିଲା କାରଣ ସେ ରମା ଏବଂ ଅନମୋଲକକୁ ଏକାସାଙ୍ଗରେ ଧରିବା ଏବଂ ସେମାନଙ୍କୁମାରିବାକୁ ଆସିଥିଲା ସେତେବେଳେ ଅନମୋଲ ରମାଘରେ ଥିଲା ଦିନେଶ ଆସିବାରୁ ସେ ଅନମୋଲକୁ ଲୁଚାଇଦେଇଥିଲା ଦିନେଶକୁ ସନ୍ଦେହ ଥିଲା ଯେ ଅନମୋଲଘରେ ଅଛି ସେଥିପାଇଁ ସେ ସବୁ ରୁମ୍ରେ ଖୋଜିଥିଲାଅନମୋଲ ମିଳିବାରୁ ଦିନେଶ କିଛି ସମୟ ଶାନ୍ତ ପଡିଥିଲା ଦିନେଶ ନିଦରେ ଶୋଇପଡିଥିଲା ଦିନେଶ ଶୋଇଯିବା ପରେ ଅନମୋଲ ଲୁଚିଥିବା ଜାଗାରୁ ଆସିଥିଲା ଦିନେଶତା' ରାଇଫଲ ସାଙ୍ଗରେ ଆଣିଥିଲା ଅନମୋଲ ରାଇଫଲଉଠାଇ ଦିନେଶ ଶୋଇଥିବା ଅବସ୍ଫ୍ାରେ ତା ଛାତିକୁ ଗୁଳି କରିଥିଲା ଦୁଇଟି ଗୁଳିରେ ଦିନେଶର ମୃତ୍ୟୁ ହୋଇଥିଲାହତ୍ୟାକାଣ୍ଡ ଘଟାଇବା ପରେ ଶବକୁ ରୁମ୍ରେ ଲୁଚାଇରଖିଥିଲେ ସକାଳ ହେବା ପୁର୍ବରୁ ରୁମ୍ରେ ପଡିଥିବା ରକ୍ତକୁ
ସଫା କରିଦେଇଥିଲେ ଚଜୁନ୍ ପର୍ଯ୍ୟନ୍ତ ଦିନେଶର ଶବ ରୁମ୍ଭିତରେ ଥିଲା ରାତି ହେବା ପରେ ଦିନେଶର ଶବକୁ ଅଖାରେଭର୍ଭି କରି ଗାଁ ବାହାର କ୍ଷେତରେ ଫିଙ୍ଗି ଦେଇ ଦେଇଥିଲେ ଶବର ଚିହ୍ନଟ ନହେବା ପାଇଁ ଜାଳି ଦେଇ ସେଠାରୁ ଖସି ଚାଲିଆସିଥିଲେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...