Wednesday 15 January 2020

ମାୟାବିନୀ ନାରୀ


ମାୟାବିନୀ ନାରୀର ଚାଲ୍କୁ ବୁଝିପାରିବା ଅସମ୍ଭବଯେତେବେଳେ ସ୍ଵୟଂ ଭଗବାନ ନାରୀମାୟାକୁ ବୁଝିବାରେ ଫେଲ୍ମାରିଛନ୍ତି ସେଠି ସାଧାରଣ ମଣିଷ ବା କରିବ ', କ୍ରିଷ୍ଣାପ୍ରେମରେ ପଡ଼ିଗଲେ ପ୍ରିୟଙ୍କା ସରିତାପ୍ରିୟଙ୍କା ସରିତାକ୍ରିଷ୍ଣାର ମାୟା ରୂପକ ଜାଲରୁ ବାହାରି ଯେଉଁ ସତ ପାଖରେ ପହଞ୍ଚିଲେ ଯାହା ସେମାନଙ୍କ ପାଦ ତଳର ମାଟିକୁ ଧସେଇ ଦେଲା...


କ୍ରିଷ୍ଣା ତା ପନ୍ନୀ ପ୍ରିୟଙ୍କାଙ୍କୁ ଜୀବନଠାରୁ ବେଶୀ ଭଲପାଉଥିଲାସବୁବେଳେ ପ୍ରିୟଙ୍କାଙ୍କର ସବୁ ପ୍ରକାର ଅଳିଅର୍ଦଳୀକୁ ସହ୍ୟ କରୁଥିଲାସେବୈବାହିକ ଜୀବନର ୪ବର୍ଷ ଦୁହେଁ ହସ ଖୁସିରେବିତାଇଥିଲେକିନ୍ତୁ ହଠାତ୍ ଏମାନଙ୍କ ଦାମ୍ପତ୍ୟ ସୁଖରେ କାହାରନଜର ଲାଗିଯିବା ପରି ସବୁବେଳେ କ୍ରିଷ୍ଣା ପ୍ରିୟଙ୍କାଙ୍କ ଭିତରେ
କଳି ଝଗଡ଼ା ଲାଗିଲାପ୍ରିୟଙ୍କାଙ୍କ ପ୍ରତି ଛୋଟ ଛୋଟ କଥାରେ କ୍ରିଷ୍ଣା ତାଙ୍କ ଉପରକୁ ହାତ ଉଠାଉଥିଲା ଯାହା ଫଳରେ ପ୍ରିୟଙ୍କାଭାଇଙ୍କୁ ଡକାଇ ବାପ ଘରକୁ ଚାଲିଯାଉଥିଲାକିଛିଦିନ ସେଠାରେ ରହି ରାଗ ଶାନ୍ତ ହେବା ପରେ ପ୍ରିୟଙ୍କା ପୁଣି କ୍ରିଷ୍ଣା ପାଖକୁ ଚାଲି ଆସୁଥିଲେ


କ୍ରିଷ୍ଣା ସିଏଫ୍ଏଲ୍ ବଲ୍ବ କମ୍ପାନୀ ସ୍ଥାପନ ପାଇଁ ପ୍ରିୟଙ୍କାଙ୍କୁ ତାଙ୍କବାପ ଘରୁ ଲକ୍ଷ ଟଙ୍କା ଆଣିବାକୁ କହିଥ୍ଲାପୂର୍ବରୁ କ୍ରିଷ୍ଣା ୫ଲକ୍ଷ ଟଙ୍କା ତା ଶ୍ଵଶୁର ଘରୁ ଟଙ୍କା ବ୍ୟବସାୟ ପାଇଁ ଆଣିଥାଲା କିନ୍ତୁସେ ଟଙ୍କାରେ ସେ ବ୍ୟବସାୟରେ ବ୍ୟୟ କରି ସେ ଟଙ୍କାରେ କାରକିଣିଥିଲାଏବେ ପୁଣି କ୍ରିଷ୍ଣା ଟଙ୍କା ମାଗିବାରୁ ପ୍ରିୟଙ୍କା ତା ଉପରେରାଗିଗଲେ ହୁହିଁଙ୍କ ଭିତରେ ଟଙ୍କାକୁ ନେଇ କଳିଗୋଳ ଆରମ୍ଭହୋଇଗଲାପ୍ରତି ଥର ଭଳି ଏଥର ମଧ୍ୟ ପ୍ରିୟଙ୍କା ଭାଇଙ୍କୁ ଡାକି ବାପ ଘରକୁ ଚାଲିଗଲେ

ବାପଘରେ ପ୍ରାୟ ୧ମାସ ରହିବା ପରେ ପ୍ରିୟଙ୍କା ହଲ୍ପବାନୀ ତିକୋନିୟା କଲୋନୀରେ ପହଞ୍ଚିଲେବିବାହର ୧୫ ଦିନ ପରେ ହି ପ୍ରିୟଙ୍କା କ୍ରିଷ୍ଣା ଏହି କଲୋନୀର ଏକ ଭଡ଼ା ଘରେ ରହି ଆସୁଥିଲେପ୍ରିୟଙ୍କା ଘରକୁ ଫେରି ଦେଖୁଲେ ତାଙ୍କ ଶୋଇବା ଘରେ ଆଉ ଜଣେନବ ବିବାହିତ ମହିଳା ବସିଛିସେ କିଏ ବୋଲି ପ୍ରିୟଙ୍କା ପ୍ରଶ୍ନକରିବାରୁ କ୍ରିଷ୍ଣା କହିଲା ସେ ମୋ ସ୍ତ୍ରୀ ସରିତା କଥା ଶୁଣିପ୍ରିୟଙ୍କା ରାଗି ଲାଲ୍ ହୋଇଗଲେ କହିଲେ - ' ମୁଁ ଥାଉ ଥାଉ ତୁମେଦ୍ବିତୀୟ ସ୍ତ୍ରୀ ଆଣିପାରିଲ କେମିତି ?.,, ମୋ ଭଲପାଇବାରେ କେଉଠରେ ତୁଟି ରହିଲ
ଯେ... |

ପ୍ରିୟଙ୍କାର କୋହଭରା କଥାଶୁଣି କ୍ରିଷ୍ଣା କହିଲା ମୁଁ ଏମିତି ଜଟିଳ ପରିସ୍ଥିତିରେ ପଡ଼ିଗଲି ଯେ
ମୋତେ ବାଧ୍ଯ ହୋଇ ବାହାହେବାକୁ ପଡ଼ିଲା

କ୍ରିଷ୍ଣା ତା' ଦୁଇ ପନ୍ନୀଙ୍କ ସହପ୍ରାୟ ମାସ ରହିବା ପରେପ୍ରିୟଙ୍କାଙ୍କୁ ପୁଣି ଟଙ୍କା ପାଇଁକହିଲାଟଙ୍କାକୁ କେନ୍ଦ୍ର କରିଫ୍ରିୟଙ୍କ ର୍କ ଷ୍ଣା ଭିତରେହୋଇଥିଲା ଭୀଷଣ ଝଗଡ଼ାକ୍ରିଷ୍ଣା ପ୍ରିୟଙ୍କକ୍କୁ ଧମକଇକହିଲା - 'ଯଦି ତୁ ମୋତେ ଟଙ୍କାଆଣି ଦେଉ ତେବେ ତୁ ଆଉଏ ଘରେ ରହି ପାରିବୁ ନାହିଁ ।'ପ୍ରିୟଙ୍କାକୁ କଥା ବହୁତ ବାଧ୍ଲା
ସେ ସଙ୍ଗେ ସଙ୍ଗେ ବାପ ଘରକୁବାହାରି ଗଲେବାପ ଘରକୁଯାଇ ଘରଲୋକଙ୍କୁ ସବୁ କଥା କହିଲେ

ଘରଲୋକେ ପ୍ରିୟଙ୍କାଙ୍କଠାରୁ ସବୁକଥା ଶୁଣି କ୍ରିଷ୍ଣା ସେନ୍ ନାରେ ଥାନାରେ କମ୍ପ୍ଲେନ୍ ଦେବାକୁବାହାରିଲେପ୍ରିୟଙ୍କାଙ୍କ ମା' ବାପା କାଠଗୋଦାମ ଥାନାରେ ପହଁଞ୍ଚି ଥାନରଅଧୁକାରୀଙ୍କୁ ର୍କହଁଲେ- 'ଆମେ ଝିଅକୁ ଭଲ ଯୌତୁକ ଦେଇ ବାହା କରାଇବାସତ୍ତ୍େ କ୍ରିଷ୍ଣା ସବୁବେଳେ ପ୍ରିୟଙ୍କା ସହ ଟଙ୍କା ପାଇଁ ଝଗଡ଼ା କରିବା ସହ
ପ୍ରିୟଙ୍କା ସହ ସମ୍ବନ୍ଧରେ ଥିବାସତ୍ତ୍ଵେ ଦ୍ବତୀୟ ବିବାହ କରିଛି ।'ଘରଲୋକଙ୍କଠାରୁ ପ୍ରିୟଙ୍କାଙ୍କ ଦୁଃଖଦ କାହାଣୀ ଶୁଣିବା ପରେକ୍ରିଷ୍ଣା ଉପରେ କଠୋର ପଦକ୍ଷେପ ନେବେ ବୋଲି ଥାନା ଅଧ୍କାରୀକହିଲେଏହାପରେ ବାପ ମା'ଙ୍କ ସହ ପ୍ରିୟଙ୍କା ଘରକୁ ଫେରିଆସିଲେଥାନାରେ କମ୍ଚ୍ଲେନ୍ ଦେବାର ୪ମାସ ବିତିଗଲା ତଥାପି ପୋଲିସ କ୍ରିଷ୍ଣା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ
୨୦୧୭, ଅକ୍ଟୋବର ତାରିଖରେ ପ୍ରିୟଙ୍କା ତାଙ୍କ ଭାଇ ସହ କାଠଗୋଦାମର ଏସ୍ଏସ୍ପି ଜୟପ୍ରଭାକର ଖଣ୍ଡୁରୀଙ୍କୁ ଦେଖା କରିସବୁ କଥା କହିଲେଜୟପ୍ରଭାକର ପ୍ରିୟଙ୍କାଙ୍କ କଥାକୁ ଗୁରୁତ୍ର ଦେଇଏଏସ୍ଆଇ ସଂଜୟ ଜୋଶୀଙ୍କୁ ଫୋନ୍ କରି କହିଲେ ସଙ୍ଗେ ସଙ୍ଗେ କ୍ରିଷ୍ଣାସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁଆଉ ୟା ପରେ ସଙ୍ଗେ ସଙ୍ଗେ କ୍ରିଷ୍ଣାକୁ କାବୁ କରିନେଲାଥାନାରେ ପୋଲିସଅଧୁକାରୀମାନେ ତାକୁ କହିଲେ - ସ୍ତ୍ରୀକୁ ମାରିବା ଡାଉରୀ ମାଗିବାକାରଣରୁ ତୋତେ ଜେଲ୍ ପଠାଯିବ ।' କଥା ଶୁଣି କ୍ରିଷ୍ଣା କହିଲା -“ମୁଁ ଗୋଟିଏ ଝିଅ... ମୋ ଉପରେ ସବୁ ଆକ୍ ଲାଗିପାରିବନି |' କଥା ଶୁଣି ସେଠାରେ ଉପସ୍ଥିତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେବିଶେଷ କରି ପ୍ରିୟଙ୍କା ସ୍ଵାମୀଙ୍କ ବୟାନ ଶୁଣି ସ୍ତବ୍ଧ ହୋଇଗଲାପୋଲିସ ଅଧୁକାରୀ ସଙ୍ଗେ ସଙ୍ଗେ କ୍ରିଷ୍ଣାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇ ଦେଲେ ଯେଉଁଥିରୁ ଜଣାପଡିଲା କ୍ରିଷ୍ଣା ଗୋଟିଏ ଝିଅ

ଉତ୍ତର ପ୍ରଦେଶ ବିଜନୋର ଜିଲ୍ଲାର ଧାନପୁର ଗାଁ ଗଙ୍ଗା କଲୋନୀକ୍ରିଷ୍ଣାର ଜନ୍ମଘରେ ଭାଇ - ଭଉଣୀ ଜଣା ପିଲାଟି ଦିନରୁ ବାପାମରିଯିବା କାରଣରୁ ମା' ନିର୍ମଳା ଦେବୀ ଚାରି ଭାଇ ଭଉଣୀଙ୍କୁଏକାକି ଲାଳନ ପାଳନ କରୁଥିଲେକିଷ୍ଣା ଥିଲା ନିର୍ମଳା ଦେବୀଙ୍କରତୃତୀୟ କନ୍ୟାପିଲା ଦିନରୁ କ୍ରିଷ୍ଣା ନିଜକୁ ପୁଅ ବୋଲି ଭାବେ
ପୁଅମାନଙ୍କ ସହ ବୁଲାବୁଲି ହସ ଖୁସି କରେ କ୍ରିଷ୍ଣାଘରେ କ୍ରିଷ୍ଣାକୁଏନେଇ କେହି ବାରଣ କରୁ ଥିଲେ

ଯାହାପରେ ବଡ଼ ହେବା ପରେ ମଧ୍ଯ ତା' ପୁଅମାନଙ୍କ ସହମିଳାମିଶା ବନ୍ଦ ହେଲା ନାହିଁସେ ସବୁବେଳେ ମା'ଙ୍କୁ କୁହେ ଯେସେ ଯଦି ବାହା ହେବ ତେବେ କୌଣସି ଝିଅକୁ ହିଁ ବାହା ହେବସେୟା ହିଁ ହେଲାସୋସାଲ୍ ମିଡିଆରେ ଚାଟ୍ କରି ସେ ନିଜପ୍ରେମ ଜାଲରେ ଫସାଇଥିଲା ପ୍ରିୟଙ୍କାଙ୍କୁପ୍ରିୟଙ୍କାଙ୍କ ଘରକୁ ଯାଇକ୍ରିଷ୍ଣା ନିଜକୁ ଜଣେ ବ୍ୟବସାୟୀ ପରିଚୟ ଦେଲା ସେ ତାଙ୍କ ଝିଅକୁଭଲପାଏ ବୋଲି କହିଲା ଯାହା ଫଳରେ ପ୍ରିୟଙ୍କାର ଘର ଲୋକେ ଦୁହିଁଙ୍କ ବାହାଘର କରିଦେଲେବିବାହରେ କ୍ରିଷ୍ଣକାର ଘର ଲୋକ ମଧ୍ଯ ସାମିଲ ହେଲେକ୍ରିଷ୍ଣାଙ୍କମା ସବୁ ଜାଣି ମଧ୍ଯ ଝିଅ କ୍ରିଷ୍ଣାର ଖୁସି ପାଇଁ ନିରବ ରହିଲେଏମିତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଗଲା
ହର୍ମୋନାଲ୍ ଡିଜ୍ଅର୍ଡର କାରଣରୁ କ୍ରିଷ୍ଣାର ମ୍ରନରେ ସ୍ଵଭାବିକପରିବର୍ଭନ ହୋଇ ଥିଲାସେପଟେ ବିବାହ ପରେ ବାସରରାତିପାଇଁ କ୍ରିଷ୍ଣା ଅନ୍ଲାଇନ୍ରେ କୃତ୍ରିମ ଲିଙ୍ଗ ଅର୍ଡର କରିଥିଲା ଯାହାକୁ ସେଚତୁର୍ଥୀ ରାତିରେ କଠୋରୀ ଅନ୍ଧାର ହେବାମାତ୍ରକେ ପିନ୍ଧି ପକାଇଥିଲା ବିଷୟରେ ପ୍ରିୟଙ୍କା ଥିଲା ପୂରା ଅଜ୍ଞଏମିତି କୃତ୍ରିମ ଲିଙ୍ଗକୁ ବହନ କରି କ୍ରିଷ୍ଣା ପ୍ରିୟଙ୍କା ସହ ବିତାଇ ଦେଲା ପ୍ରାୟ ୪ବର୍ଷକ୍ରିଷ୍ଣା ତା' ଦ୍ଵିତୀୟ ପନ୍ନୀ ସରିତା ମଧ୍ଯ ପ୍ରେମ ବିବାହ କରିଥିଲା ଦ୍ଵିତୀୟ ପନ୍ନୀ ଥିଲା ତା' ସାଙ୍ଗର ଭଉଣୀକିଷ୍ଣା ବିଷୟରେ ଜାଣିବାପରେ ସରିତା ତାକୁ ଛାଡି ଚାଲିଗଲେସରିତାଙ୍କ ବାପ ଘରୁ କ୍ରିଷ୍ଣାପାଖାପାଖୁ ୬୫ ହଜାର ଟଙ୍କା ଯୌତୁକ ବାବଦକୁ ଆଣିଥ୍ଲାକ୍ରିଷ୍ଣାଯେ କେବଳ ଠକି କରି ବିବାହ କରୁଥିଲା ତା ନୁହେଁ, ସେ ଅନେକଦୋକାନରୁ ଜିନିଷ କିଣି ଟଙ୍କା ଦେଇ ଥିବା ଅଭିଯୋଗ ମଧ୍ଯ ହୋଇଛିତେବେ କ୍ରିଷ୍ଣାର ଏସବୁ ଠକେଇରେ ତା' ଘରଲୋକଙ୍କ ସମ୍ପୃକ୍ତି ଥିଲାବର୍ତମାନ କ୍ରିଷ୍ଣା ଜେଲ୍ ହାଜତରେ

ENGLISH

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...