Wednesday 8 January 2020

ଲିଭ୍ ଇନ୍ ରେ ରହୁଥିବା ଶାହିନର ହତ୍ୟା


ଭୋପାଳର ଅଶୋକା ଗାର୍ଡେନକୁ ନେଇ ଅନେକ କର ବିଭିନ୍ନ କୁକଥା ଶୁଣିବାକୁ ମିଳିଥାଏଆଖପାଖ ଅଞ୍ଚଳର ଲୋକମାନେ ଅଭିଯୋଗ କରନ୍ତି ଯେଅଶୋକା ଗାର୍ଡେନରେ ଦିନର ଆଲୁଅରେ ବି ଦେହ ବ୍ୟବସାୟଚାଲେଭଦ୍ର ଲୋକମାନେ ଏହି ଅଞ୍ଚଳରେ ରହିବାକୁ ନିରାପଦମନେ କରୁନାହାନ୍ତିଏମିତି ଏକ ସ୍ଥାନରେ ଗତ ଅକ୍ଟୋବର ୨୦ତାରିଖ ଦିନ ଘଟିଯାଇଥିବା ଘଟଣା କେବଳ ସ୍ଥାନୀୟ ଲୋକନୁହେ, ପୁଲିସକୁ ବି ଚିନ୍ତାରେ ପକାଇଥିଲା| ଅଶୋକା ଗାର୍ଡେନର ଏକ କଲୋନିର ଫ୍ଲାଟ୍ ମଧ୍ଯରୁ ଜଣେ ମଧ୍ଯବୟସ୍କା ମହିଳାଙ୍କ ରକ୍ତଜୁଡୁବୁଡୁ ଶରୀର ଉଦ୍ଧାର କରାଯାଇଥିଲାପୁଲିସ ତୁରନ୍ତ ସେହିମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲାମୃତାମହିଳା ଥିଲା ଶାହିନତାଂକୁ କିଏ ବା କାହିକି ହତ୍ୟା କଲେ ତାହା ଜାଣିବାକୁ ହେଲେ ଆମକୁ କାହାଣୀକୁ ପ୍ରଥମରୁ ଆରମ୍ଭ କରିବାକୁ ପଡ଼ିବ
 ଲିଭ୍ ଇନ୍ରେ ରହୁଥିଲା ଶାହିନ
ଶାହିନର ଶବକୁ ବ୍ଯବଚ୍ଛେଦ ପାଇଁ ପଠାଇ ପୁଲିସ ଘଟଣାସଂପର୍କରେ ଖୋଳତାଡ଼ ଆରମ୍ଭ କରିଦେଲାଏହି ସମୟରେପୁଲିସକୁ ଖବର ମିଳିଲା ଯେ ଶାହିନ ଲିଭ୍ ଇନ୍ରେ ରହୁଥିଲାଆଉ ଗୋଟିଏ ବଡ଼ କଥା ମଧ୍ୟ ପୁଲିସ ଜାଣିବାକୁ ପାଇଥିଲାଶାହିନ ଦେହ ବ୍ୟବସାୟରେ ଲିପ୍ତ ଥିଲାପୁଣି ଶାହିନକୁ ହତ୍ୟାକରିବା ପରଠାରୁ ତାଂର ପାର୍ଟନର୍ର ଦେଖା ଦର୍ଶନ ନଥିଲାତେଣୁ ପୁଲିସ ଧରି ନେଇଥିଲା ଶାହି ନର ଲିଭ୍ ଇନ୍ ପାର୍ଟନର୍ହଁ ତାହାର ହତ୍ୟା କରିଛିପୁଲିସ ପ୍ରଥମେ ଶାହିନର ଲିଭ୍ ଇନ୍ପାର୍ଟନରର ସନ୍ଧାନ କରିଥିଲାକିନ୍ତୁ ସଫଳତା ପାଇନଥିଲାକିଏ ଥିଲା ଶାହିନର ଲିଭ୍ ଇନ୍ ପାର୍ଟନର ଏକଥା ଜାଣିବାପୁଲିସର ପ୍ରଥମ କାମ ଥିଲାଆଉ ଯେତେବେଳେ ପୁଲିସକୁଶାହିନର ଲିଭ ଇନ୍ ପାର୍ଟନର ବିଷୟରେ ଜଣାପଡ଼ିଲା ପୁଲିସ ମଧ୍ଯ ଆଶ୍ଚର୍ଯ୍ୟ ହୋଇଯାଇଥିଲା

ଜ୍ଵାଇ ଥିଲା ଲିଭ୍ ଇନ୍ ପାର୍ଟନର୍
ଶାହିନର ପାର୍ଟନର ଥିଲା  ଶାହନଞୱ୍ତାଜ୍ ଥିଲାଶାହିନର ଜ୍ଵାଇଶାହିନର ଝିଅ ସବନମ୍କୁ ବିବାହ କରିଥିଲାଶାହନୱ୍ାଜସବନମ ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲାଶାହନୱ୍ଵାଜ ମଧ୍ୟ ସବନମକୁ ବିବାହ କରି ଖୁସିରେ ଥିଲାଶାହ ନଞ୍ତାଜ ଖୁବ୍ ହ୍ୟାଣ୍ଡସମ୍ ଥିଲାହେଲେ ମା' ହୋଇ ଝିଅସବନମ୍ର ଖୁସି ଦେଖିପାରିନଥିଲା ଶାହିନସେଥିପାଇଁ ସେ ଶାହାନୱ୍ତାଜ ଉପରେ ପ୍ରଥମରୁ ଖରାପ ଦୃଷ୍ଟି ପକାଇଥିଲାଶାହନୱ୍ତାଜକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ସେ ଝିଅଘରକୁ ଯାଇ ନାନା ପ୍ରକାର ଉପହାର ଦେଉଥିଲାଝିଅ ଜ୍ଵାଇଙ୍କୁଘରକୁ ବିନା କୌଣସି ଉପଲକ୍ଷରେ ଖାଇବା ପାଇ ତାକୁଥିଲାଧୀରେ ଧୀରେ ଝିଅ ପରିବର୍ତେ ଶାହ ନସ୍ାଜକୁ ଏକୁଟିଆ ଘରକୁଡାକୁଥିଲାଶାହନୱାଜକୁ ନିଜ ଘରେ ଏକୁଟିଆ ପାଇ ଶାହିନମନେ ମନେ ଖୁସି ହେଉଥିଲାତାଂକୁ ବଳେଇ ବଳେଇ ଖୁଆଉଥିଲାସେହି ସମୟରେ ଶାହିନର ସ୍ବାମୀ ଶାହନୱଵାଜର ଶ୍ରଶୁର ମଧ୍ଯ ଘରେ ଉପସ୍ଫିତ ରହୁନଥିଲେ
 କିଛିଦିନ ଏମିତିବିତିଗଲାଏହା ପରେ ଶାହିନ ନିଜର ଅସଲ ଖେଳ ଆରମ୍ଭକରିଦେଇଥିଲାଶାହ ନୱାଜକୁ ଏକୁଟିଆ ପାଇ ଶାହିନ ପ୍ରଥମେ ତା' ଘନିଷ୍ଠ ହେବାକୁ ଆରମ୍ଭ କଲାନିଜ ଶରୀରରୁ ଜାଣିଶୁଣିପୋଷାକ ଅଲଗା କରିଦେଉଥିଲା ଯେମିତିକି ଶାହନୱ୍ଵାଜରଦୃଷ୍ଟି ପଡ଼ିବଟଧୀରେ ଧୀରେ ଶାହନୱାଜକୁ ମଧ୍ଯ ଶାହିନର ଉନ୍ଦୁକ୍ତ ଶରୀର ଦେଖିବା ପସନ୍ଦ ଆସିଲାଶାହିନ ଏଥର ଜାଣିପାରିଲା ଯେ ଶିକାର ଏଥର ଜାଲରେ ଠିକ୍ ଭାବେ ପଡ଼ିଛିଏଇ ସୁଯୋଗକୁ କାମରେ ଲଗାଇବାକୁ ହେବ ଭାବି ସେଶାହନଞ୍ତାଜକୁ ନିଜ ତରଫରୁ ଶାରୀରିକ ସଂପର୍କ ପାଇ ପ୍ରସ୍ତାବଦେଲାଶାହ ନୱାଜ ମଧ୍ଯ ଏକ ନୂତନ ଶରୀର ଦେଖି ରାଜହୋଇଗଲାଏହି ସଂପର୍କ ନିଷିଦ୍ଧ ହୋଇଥିବା ଜାଣି ମଧ୍ଯ ଦୁଇଅସମ ବୟସର ମଣିଷ ଶରୀର ଖେଳରେ ମାତି ଗଲେସମସ୍ତେ ଜାଣିଲେ ସଶାହନୱାଜ ବାରମ୍ବାର ଶାହିନ ଘରକୁ ଯାଉଥିବା ବିଷୟରେ ପ୍ରଥମେ ଖବର ପାଇଲା ସବନମଏକଥା ତାଂକୁ ଚିନ୍ତିତକରିଥିଲାଶାହନୱାଜ ତାକୁ ବାହାନା କରି କହୁଥିଲାଅମ୍ମି( ଶାହିନ ) ଙ୍କର ଦରକାର ଥିଲାସେଥିପାଇ ସେ ତାଂକୁ ଡକାଇଥିଲେମାତ୍ର ଶାହନୱାଜର କଥା ସବନମ ବିଶ୍ବାସ କରିନଥିଲାସେ ବିଷୟରେ ତା' ବାପା ମାନେ ଶାହିନରସ୍ବାମୀକୁ ଜଣାଇଥିଲାଶାହିନର ସ୍ବାମୀକୁ ଏସବୁ ବିଷୟ ମାଲୁମ
ନଥିଲାସେ ପ୍ରକୃତ ଘଟଣା ଜାଣିବା ପାଇଁ ଅଚାନକଦିନେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେବେଲ୍ବଜାଇବା ପରେ ମଧ୍ୟ କେହି କବାଟ ଖୋଲିନଥିଲେଘରଭିତରୁ ଟିଭିର ଶବ୍ଦ ଆସୁଥିଲାଶାହି ନର ସ୍ଵାମୀ ଭାବିଲେ ଶାହିନ ବୋଧହୁଏ ଟିଭି ଦେଖୁ ଦେଖୁ ଶୋଇପଡ଼ିଛିତେଣୁ ସେ ଆଉଥରେ ବେଲ୍ ବଜାଇବା ପରିବର୍ଭେ ଡୁପ୍ନିକେଟ୍ ଚାବିରେ କବାଟ ଖୋଲି ଘର ଭିତରକୁ ଗଲେଲିଭିଂ ରୁମ୍ରେ ଟିଭି ଚାଲିଥିଲାହେଲେ ଶାହିନ୍ ନଥିଲାଶାହି ନର ସ୍ଵାମୀ ଏଥର କଣ ଭାବିଲେକେଜାଣି ସିଧା ବେଡ୍ ରୁମ୍ ଆଡ଼କୁ ଚାଲିଗଲେଆଉ ଯାହା ଦେଖିଲେ ସେଥିରେ ତାଙ୍କର ମୁଣ୍ଡ ଗରମ ହୋଇଗଲାଉଲଗ୍ନଅବସ୍ତାରେ ଶାଶୁ ଜ୍ଵାଇଁଙ୍କୁ ଦେଖି ସେ ଚିତ୍କାର କରି ସେଇଠି ବସିପଡ଼ିଲେଶାହନୱ୍ତାଜ ଭୟ ପାଇଯାଇଥିଲାହେଲେ ଶାହିନର ଖାତିର ନଥିଲାସେ ନିଜ କାମ ଲାଳସା ଚରିତାର୍ଥକରିବା ପରେ ଯାଇ ବିଛଣାରୁ ଉଠିଲାପୋଷାକ ପିନ୍ଧିସାରିଲା ପରେ ସ୍ବାମୀକୁ କହିଥିଲା ଯାହା ହେଉ ସତ ଯଦି ଜାଣିଗଲ ଏଥର ଝିଅକୁ ବି ଜଣାଇଦିଅ
ସ୍ଵାମୀ ମା ମଧ୍ଯରେ ଅନୈତିକ ସଂପର୍କ ବିଷୟରେ ଜାଣିଲା ପରେ ସବନମ୍ ମା ସ୍ବାମୀଙ୍କୁ ଅନେକ ବୁଝାଇଥିଲାମାତ୍ର ସେମାନେ ନିବୃତ୍ତ ରହିନଥିଲେଦିନକୁ ଦିନ ସେମାନଙ୍କ ନିଷିଦ୍ଧସଂପର୍କ ଆହୁରି ପରିପୁଷ୍ଟ ହେଉଥିଲାବାଧ୍ଯ ହୋଇ ସବନମ୍ ନିଜ ଅଜା ଆଭଙ୍କ ପାଖକୁ ଚାଲିଗଲାଶାହିନ ଭାବିଲା ତା ରାସ୍ତାରୁ ଗୋଟିଏ କଣ୍ଟା ଦୂର ହୋଇଗଲାଆଉ ଗୋଟିଏ
କଣ୍ଟା ଅର୍ଥାତ ସ୍ବାମୀକୁ ଦୂର କରିବା ପାଇଁ ସେ ନୂଆ କୌଶଳ ଆପଣେଇଲାସ୍ବାମୀର ଉପସ୍ତିତିରେ ସେ ଶାହନୱଵାଜ ସହିତସଂପର୍କ ରଖିଲାଏସଟୁ ଦୃଶ୍ଯ ଶାହିନର ସ୍ବାମୀ ବରଦାସ୍ତ କରିପାରିଲା ନାହତେଣୁ ଶାହିନକୁ ସେ ଛାଡ଼ପତ୍ର ଦେଇଅନ୍ୟତ୍ର ଚାଲିଗଲାଏହାପରେ ଶାହ ନଧ୍ଵାଜ ଶାହିନ ଲିଭ୍ଇନ୍ରେ ରହିବାକୁ ଲାଗିଲେକିଛିଦିନ ପରେ ଶାହ ନୱ୍ଵାଜକୁଗୋଟିଏ ଖବର ବିଷୟରେ ଜାଣିବାକୁ ମିଳିଲାସେ ଜାଣିବାକୁପାଇଲା ତା' ଅନୁପସ୍ତିତିରେ ଶାହିନ ପାଖକୁ ଅନ୍ୟ ପୁରୁଷମଧ୍ଯ ଆସୁଛନ୍ତିସେ ଘଟଣାର ସତ୍ୟାସତ୍ୟ ଚୁଝିବା ପରିବର୍ଭେଶାହିନକୁ ସିଧା ପଚାରିଦେଲାଶାହିନ ମଧ୍ଯ ରୋକଠୋକ ଜବାବଦେଇଥିଲା ଶାହ ନଞ୍ଵାଜ ଯାହା ଶୁଣିଛି ସବୁ ସତଶାହ ନଞ୍ତାଜଭୟଙ୍କର ଭାବେ ରାଗିଯାଇଥିଲାହେଲେ ସେଦିନ କିଛି କହିଚୁପ୍ ରହିଥିଲାକିଛିଦିନ ପରେ ଶାହ ନୱଵାଜ ଜାଣିପାରିଥିଲା ଶାହିନ ଦେହ ବ୍ୟବସାୟରେ ଲିପ୍ତସେ ଏକଥା ଜାଣିବା ପରେଶାହିନକୁ ଅନେକ ବୁଝାଇଥିଲାହେଲେ ସେ ବୁଝିନଥିଲା
ଅନେକ ବୁଝାଇବା ପରେ ଶାହିନ ନମାନିବାରୁ ଶାହ ନ୍ତାଜ ଭାବିଥିଲା ସେ ନିଜର କେତେବଡ଼ ଭୁଲ୍ କରିଛିଜଣେ ମଧ୍ଯବୟସ୍କା ଯିଏକି ତା' ଶାଶୁ ହେବେ ତାଙ୍କ ସହିତ ଶରୀର ଖେଳରେ ଲିପ୍ତ ହୋଇଛିସେହି ସମୟରେ ତାଂର ସବନମ କଥା ମନେ ପଡ଼ିଥିଲାସବନମ ପାଖକୁ ଫେରିଯିବାର ଦ୍ଵାର ବି ବନ୍ଦ ହୋଇଯାଇଥିଲାକାରଣ ସବନମ୍ ମଧ୍ଯ ସେତେବେଳକୁ ଶାହନୱ୍ବାଜଠାରୁ ଅଲଗା ହୋଇସାରିଥିଲାସେ ତା' ଜୀବନରୁଶାହ ନୱ୍ଵାଜକୁ ଦୂରେଇ ଦେଇଥିଲାଶାହ ଞ୍ଵାଜକୁ ବନ୍ଧୁ ମାନେ ବି ଥଟ୍ଟା ପରିହାସ କରୁଥିଲେକହୁ ଥିଲେ ଗୋଟିଏ ଦରବୁଢ଼ୀ ପାଇଁ ସେ ତା ସୁନ୍ଦର ସଂସାର ନିଜ ହାତରେ ନଷ୍ଟ କରିଦେଲାଯାହା ପାଇ ସେ ନିଜର ସଂସାର ଭାଙ୍ଗିଦେଲା ସେହି ସ୍ପୀଲୋକ ପୁଣି ଜଣେ ଦେହଜୀବୀ ବୋଲି ଜଣାପଡ଼ିଲାଏସବୁ କଥା ଶାହ ନୱାଜରମନକୁ ଭାରାକ୍ରାନ୍ତ କରିଦେଉଥିଲାଘଟଣା ଦିନ ରାତିରେଶାହ ନୱାଜ ଶାହି ନକୁ ଖୁବ୍ ଭଦ୍ର ଭାବରେ ଦେହ ବ୍ୟବସାୟ ଭଳିଘୃଣ୍ୟ କାମରୁ ବାହାରି ଆସିବା ପାଇ ବୁଝାଇଥିଲାକିନ୍ତୁ ତାଂକଥା ଶୁଣିବା ବଦଳରେ ଶାହି ତାଚ୍ଛଲ୍ୟ କରି କହିଥିଲା ଏଇଟାତା ଧନ୍ଦା ଯେଉଁଥିରୁ ସେ ନିଜକୁ କେବେ ବି ବାହାର କରିବନାହଶାହିନର ଏଇ ପଦକ କଥା ଶୁଣି ଶାହ ନଞ୍ଚାଜ ରକ୍ତମୁଖାହୋଇ ଶାହି ନକୁ ଗାଳିଗୁଲଜ କରିଥିଲାଶାହିନ ବି ଛାଡ଼ି ନଥିଲାଭଲ କରି ଦୁଇପଦ ଶୁଣେଇ ଦେଇଥିଲାବାସ୍ ନିଜକୁ ଆଉସମ୍ଭାଳି ପାରିନଥିଲା ଶାହ ନୱ୍ବାଜରୋଷେଇ ଘରୁ ଗୋଟିଏମାଂସ କଟା ଛୁରି ଆଣି ଶାହିନକୁ ଆକ୍ରମଣ କରିଥିଲାଛୁରିର ପ୍ରଥମ ଆଘାତ ଦେଇଥିଲା ଶାହିନର ବେକକୁଚିତ୍କାର କରିସେଇଠି ପଡ଼ିଯାଇଥିଲା ଶାହିନଏହା ପରେ ଶାହିନ ଶରୀରକୁ କ୍ଷତବିକ୍ଷତ କରିଦେଇଥିଲା ଶାହ ନୱାଜଶାହିନର ମୃତଦେହ କୁ ସେଇଠି ଛାଡ଼ି ସେ ଫେରାର ହୋଇଯାଇଥିଲାଯିବା ପୂର୍ବରୁନିଜର ଅତି ପ୍ରିୟ ସାଙ୍ଗକୁ ସବୁ କଥା କହିଦେଇଥିଲାସେହିସାଙ୍ଗର ତଥ୍ୟ ଆଧାରରେ ଶେଷରେ ପୁଲିସ ଶାହ ନୱ୍ବାଜକୁ ଗିରଫ କରିଥିଲା

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...