Thursday, 17 September 2015

ଏକ ଦୁଯେ କେ ଲିୟେ




ଅଚାନକ ବିଜୟର ଗୋଟିଏ ଗୀତ ଅତି ପ୍ରିୟ ହୋଇଗଲା ଆଉ ତାହ! ଥିଲା - ତେରେ ମେରେ ବିଚ ମୈ ଜୈସା ହୈ ୟେ ବନ୍ଧନ  ଅନଯାନା ! ସେ ସେଏଇ  ଗୀତଟିକୁ ଦିନରାତି ଗୁଣୁ ଗୁଣୁଉ ଥିଲା ! ତାଆଖି  ଆଗରେ ଭାସି ଭଠୁଥିଲା ଶିବାଙ୍ଗୀର ମୁହଁ! ତାର ସମଗ୍ର ଜୀବନ ପାଇଟି ଯାଉଥିଲାଏକ ବିଧ୍ୱସ୍ତ    ଏରସମା
ତାଭିତରୁ କୋହ ଊଠୁଥିଲା  ! ଚ!ଆଖିରୁ ଲୁହ ଝରୁ ନ ଥିଲା ସତ ; ହେଲେ ସେ ଧକେଇ ଧକେଇ କାନ୍ଦୁ ଥିଲା ! ତାର ମନେପଡ଼ି ପାଉଥିଲା ! ଶିବାଙ୍ଗୀର ହସ! କୁନିକୁନି ଆଖି ପତା ! ତା!ଛୋଟମୋଟ ଦୁଷ୍ଟାମୀ ! ସେ ଅନୁଭବ କରୁ ଥିଲା ! ଯେପରି ଶିବାଙ୍ଗୀକୁ  ବାଦ ଦେଲେ  ସେ ଅସମ୍ପୂର୍ଣ !ଶିବାଙ୍ଗୀକୁ  ଛାଡ଼ି ସେ ଗୋଟିଏ ବି ମୁହୂର୍ତ ବଂଚି  ପାରିବ ନାହିଁ ! ମାତ୍ର 6ସ ଶିବାଙ୍ଗୀକୁ  ଭେଟିବ କେମିତି!

ୟ! ଭିତରେ ୬ମାପ ଅତିକ୍ରାନ୍ତ! ନା ସେ ଶିବାଙ୍ଗୀକୁ  ଭେଟିଛି ନ! ଶିବାଙ୍ଗୀ ତାକୁ ! ମାତ୍ର ଦୁଇଟି ଘର ଛୋଡ଼ି ଶିବାଙ୍ଗୀର ଘରା  ହେଲେ ତାକୁ ଲାଗୁଛି ଯେପରି  ଶିବାଙ୍ଗୀ ଆଊ ତାମଝିରେ ଏବେ ସହପ୍ର ସହସ୍ର  ଆଲୋକ  ବର୍ଷର ବ୍ୟବଧାନ!


କାହିକି ଦୁନିଆରେ ପ୍ରେମକୁ ଏତେ  ଘୃଣା ? ଣ ପାଇଁ ଦିନେ ନିକର ଳାଗୂଥିବା  ମଣିଷମାନେ ପ୍ରେମିକ ପ୍ରେମିକାଙ୍କ ପାଇଁ ଅନାହୁ ତ ପାଲଟିଯାଆନ୍ତି  ଶତ୍ରୁ ! ହୃଦୟ ସେମାନଙ୍କର ! ସେମାନେ ଯାହାକୁ ଚାହିଁବେ ତାକୁ ଦେଇ ପାରିବେ! ଏଥିରେ  ଅନ୍ୟ ମାନଙ୍କ  ସମସ୍ୟା କ? ଣ ପାଇଁ ପ୍ରେମିକ ପ୍ରେମିକାଙ୍କୁ ନିର୍ଭୟରେ ବଂଚି ବାକୁ   ସୁଯୋଗ ମିଳେନାହିଁ! କଣ ପାଇଁ ସବୁ ବେଳେ ପ୍ରେମିକ ପ୍ରେମିଚ୍ଚାଙ୍କ ରକ୍ତ ରେ ସମୟର ପୃଷ୍ଠା ହୁ ଏ ରକ୍ତ ରଂଜିତ ?

ଏମିତି ଅନେକ କଥା ଭାବୁଥିଲା  ବିଜୟା ସେ ପ୍ରଶ୍ନ କରୂଥିଲା  ହେଲେ ତାକୁ ତାପ୍ରଶ  ର ଉତ୍ତର ମିଳୁ ନ ଥିଲା  ଏତିକି ବେଳେ ତାମୋବାଇଲ୍ ବିପ୍  କଲା |ସେ  କୁ ଶ୍ଚିଚ ହୋଇ ମୋବାଇଲକୁ ଉଠେଇନେଲା କାନ ପାଖକୁ କହିଲା- ଦ୍ୟାଲୋ! ହେଲେ ସେ ପଟରୂ ସେ ଯାହା ଶୁଣିଲା; ତାକୁ ଲାଗିଲା ଯେପରି ତାଉପରେ ଅଜାଡ଼ି ହୋଇପଡ଼ିଲା ହୀରସୋମାର ଫ୍ୟାଟ୍ ବୟ | ସେପଟରୂ ତାର କଣେ ସାଫ ଚ୍ଚଦୂଥିଲା - ଆରେ ବିଜୟ! ତୂ ଘରେ ବସିଚୂ! ହେଲେ ଜାଣୁ ଏଠି ଶିବାଙ୍ଗୀ ଆତ୍ମହତ୍ୟା କରିଦେଇଛି!

ବିଜୟା ନିଜେ ଶୁଣୁଥିବା  କଥାକୁ ବି ବିଶ୍ୱାସ କରିପାରୁ ନ ଥିଲା  ତାହାତରୁ ତଳକୁ ଖସିପଡ଼ିଲା ମୋବାଇଲ୍! ସେ ଭାବୁ  ଥିଲା - ଏକଥା ଜେମିତି ସମ୍ଭବ ? ତାକୁ ଛାଡ଼ି ମରିପାରିବନି ବୋଲି କଥ! ଦେଇଥିଲା  ଶିବାଙ୍ଗୀ! ଜନ୍ମଜନ୍ମ ଧରି ସାଥିରେ  ରହିବାର ଶପଥ ନେଇଥିଲା  କେମିତି ସେ ତାଳୁ ଏକୁଟିଆ କରି ଛାଡ଼ି  ଚାଲି ଯାଇ ପାରିବ ? ଆଉ ଯଦି ତାର ଏମିତି ଯିବାର ଥିଲାତାହେଲେ ସେ ତାଜୀବନକୁ ଆସୁଥିଲା  ଣ ପାଇଁ |ବିଜୟ ଆଖ୍ ରୁ  ଲୁହ ଝରୂଥିଲା  ସେ ଫ୍ଲାସ ବ୍ୟାକ କୁ   ଫେରିଯାଉଥିଲା  ଦୁଇବର୍ଷ ପଛକୁ!
        ଅଚାନକ ଶିବାଙ୍ଗୀ ତାକୁ ନୂଆ ଲାଗିଲା ତାକଥା ନୂଆ ଲାଗିଲା! ତାଚାହାଣି ନୂଆ ଲାଗିଲା! ଚାହସ ତାକୁ  ନିଆରା ଲାଗିଲା |ବାସ୍ତବିକ୍ ସେମାନେ ପିଲାଟି ଦିନରୁ ପରସ୍ପର କୁ  ଜୀଣିଥିଲେ ! ପରସ୍ପର ର ସହ ହସିଖେଳି ବଡ଼ ହୋଇଥିଲେ  ଲପୌର ଶିବନଗର  ଖାଡ୍ରାର ଥିଲେ  ଦୁଇଟି ପଡୋଶୀ ପରିବାର |ଅଶୋକ ତିୱା ରୀ ଏବଂ ସତ୍ୟେନ୍ଦ୍ର ସିଂ  ଅଶୋକ ତିୱା ରୀ ଙ୍କ ସାନପୁଅଥିଲା ବିଜୟ! ସତ୍ୟେଦ୍ର ସିଂହଙ୍କ ଝିଅ ଥିଲା  ଶିବାଙ୍ଗୀ! ଉଭୟ ପରିବାରମଧରେ ଖୁବ୍ ଭଲ ବନ୍ଧୁତ୍ୱ ପୁର୍ଣ  ସମ୍ପର୍କ  ଥିଲା  ସେଠି ପାଇଁ ବିଜୟର ଶିବାଙ୍ଗୀ ଘରକୁ ଏବଂ ଶିବାଙ୍ଗୀ ର ବିଜୟ ଘରକୁ ଯିବାରେ କୌଣସି ପ୍ରତିବନ୍ଧକ ନଥିଲା ଉଭୟ ଯୁଚ୍ଚ ଦୁଇ ପଢୁ ଥିଲେ  ବିଜୟର ଇଚ୍ଛା ଥିଲା ସେ ବଡ ହେଲେ ଜଣେ ସରକାରୀ ଅଧିକାରୀ ହେବା ଆଉ ଶିବାଙ୍ଗୀ ଗହୁଁ ଥିଲା  ସେ ଡାକ୍ତର  ହେବା

ଶିବାଙ୍ଗୀ ଓ ବିଜୟ ମଧ୍ୟ  ରେ  ଖୁବ ଲୌଥିଲା  ସେମାନେ ଥଚ୍ଚାମଢା ଢ଼େଊଥିଲେ ! ଗପପପ କରୂଥିଲେ ! ପରଦାରେ ସିକ୍ରେସି 6ଯୋର କରୂଥିଲେ ! ଏହି ସମ୍ପର୍କ କେତେବେଳେ ପେ ପ୍ରେମକୁ ରୂପାନ୍ତରିତ ହୋଇଯାଇଥିଲା  ତାହ! ଖୋଦ୍ ସେମାନଙ୍କୁ ମଧ୍ୟ ଜଣା ନ ଥିଲା ! ବିଜୟ ଭିତରେ ପ୍ରେମର ବଂଶୀ ବାଜୁ ଥିଲା ତ ଶିବାଙ୍ଗୀ ଭିତରେ ପ୍ରୀତି ର ନୁଯୂର ସୁଭି ଥିଲା  ହଟାତ ଦୁଇ ଜଣ ଙ୍କୁ  ଦୁଇ ଜଣ ଲାଗିଲେ ଅଲଗା ଅଲଗା |

ଦିନେ ବିଜୟ ପଗରିଲା- ଶିବାଙ୍ଗୀ! ତୂ ଆଗରୁ  ମୋ ସହ ଖୁବ୍ ମିଶୁଥିଲୁ ଖୁବ୍ କଥା ହେଉ ଥିଲୁ  ହେଲେ ଏବେ ସେମିତି କରୁନୁ! ଜେମିତି ଅଲଗା କରି ଚାହୁଁନ୍ଧୁ! ମୁଁ ଚାହିଁବେଲେ ଆଖ୍ ତଳକୁ କରି ବେଉଚୁ ! ଢୋ ମୁହଁ ନାଲି ପଡ଼ିଯାଉଛି! ତୂ ଅଳ୍ପ ଅଳ୍ପ  ହସୂଛ୍! ଏସବୁ କଣ ପାଇଁ?’
ଆରେ ନା ନାସେମିତି କିଛି ନାଇଁ ! ଅଚ୍ଛା  ଶୁଣ, ତୋ ପାଖରେ ମୁଁ ଲାଜ କରିଚି କାହିଁକି ନା ମୋ ମୁହଁ ନାଲିପଡ଼ିବ କଣ ପାଇଁ? ଶିବାଙ୍ଗୀ କହିଲା !
 ଆଅଚ୍ଛା, ମୁଁ ତୋ ତେ କିଛି ପଚାରି ପାରିବି, ବିଜୟ ? ଆଉ ଶୁଣ, ତୂ ଯାହା  ବି କହିବୁ, ସତ କହିବୁ !ଶିବାଙ୍ଗୀ ପଚାରିଲା ! ବିଜୟ କହିଲା- ମୁଁ ତୋତେ 6କ6ବ କଣ ମିଛ କହିଛି କି, ଶିବାଙ୍ଗୀ!
ଶିବାଙ୍ଗୀ କିଛି ସମୟ ନିରବ ରହିଲା   ଆଉ କହିଲା- ଆଚ୍ଛା!ମୁଁ ତୋତେ କଣ ଟିକେ ବି
ସ୍ପେଶାଲ୍ ଲାଗୁନି!ବିଜୟ ଅଳ୍ପ  ହସିକେଲା! କହିଲା- ହଁଆଜିକାଲି ମୁଁ ଠିକରେ ଶୋଇ ପାଚୂନି! ମୋତେ ଲାଗୁଛି କାଳେ ମୁଁ ଶୋଇଗଲେ ଢୋ ସୁନ୍ଦର ମୁହଁକୁ ଦେଖି  ପାରିବିନି |ବିଜୟର ହାର୍ଟବିଟ ବଢ଼ି ଯାଇଥିଲା  ଇଚ୍ଛା  ନ ଥାଇ ବି ସେ ଏଣେତେଣେ ଅନରଥିଲା  ଆକାଶକୁ ଦେଖୁଥିଲା
ଶିବାଙ୍ଗୀ କହିଲା- ଓକେମୋତେ ନେଇ କଣ ଭାବୁଛୁ ତୂ?’ ବିଜୟ କହିଲା- କହି ପାରିବିନି! ଶିବାଙ୍ଗୀ କହିଲା- ଚୂ ମୋର ସାଙ୍ଗ ତୂ ଭାବୁଛୁ କି ମୋତେ ଢୋ କଥ! କଷ୍ଟ ଦେବା  ଆଉ ତୂ ଡରୁଛୁ  କି ମୁଁ ତୋ ନାଁରେ ଅଙ୍କ ଲ  ଆଣ୍ଟି ଙ୍କ ନିକଟରେ କଂପିଲ୍ଲାଇନ  ଲେନ   କରିଦେବି!    ପ୍ଲୀଜ଼ ବିଜୟ, ମୋତେ ନେଇ ଡୋ ଭିତରେ କଣ ଅଛି ମୁଁ ଜାଣିବାକୁ ଚାହେଁ !ବିଜୟ ନିଜ ଭିତରେ ସାହସ ଏକଜୁଟ କଲା ! ଶେପରେ କହିଜେଲା- ଶିବାଙ୍ଗୀମୁଁ ଭାବୁଛି ବୋଧହୁଏ ମୁଁ ତୋ  ପ୍ରେମରେ ପଡ଼ିଯାଇଛି
   ସେତେବେଳେ ଘର ଭିତରେ କେହି ବି ନ ଥିଲେ ! ଏକା   ଥିଲା  ବିଜୟ ଜୋଥିଲା  ଶିବାଙ୍ଗା  ବିଜୟ ର କଥାଶୁଣି ଶିବାଙ୍ଗୀ କିଛି ସମୟ ଆଖ୍ ବନ୍ଦ କରିଦେଲା  ମୋ! ତାପରେ ଏକ ଅସମାହିତ ପୁଲକ ରେ ଥରି ଉଠିଲା ତାର ଶରୀର!ସେ ବିଜୟକୁ ନିକର ଦୁଇହାତରେ ଜାବୁ ଡ଼ିଧରି ତାମୁହଁକୁ  ଚୁମ୍ବନରେ ଛାଇଦ୍ଦେଲା! ଆଉ କହିଲା-’ ‘ବିଳୟ! ମୁଁ ଢୋ ଠାରୁ ଏଇଆ ଶୁଣିବାକୁ ଚାହିଁ ବସିଥିଲି  ଆଇ  ଲଭ ୟୁ   ଠୁ!
       ବାସ୍, ଆରମ୍ଭ  ହୋଇଗଲା ଏ ପୃଥିବା ରେ  ଆଉ ଏକ ପ୍ରେମ କାହାଣୀ! ଦୁଇ  ପରିବାର ପଡ଼ୋଶୀ ଥିଲେ ! ସେ ମାନଙ୍କ  ମଧରେ ଉତ୍ତମ ସମ୍ପର୍କ ଥିଲା  ! ବିଜୟ ଓ ଶିବାଙ୍ଗୀ ସାଥ୍ ହୋଇ ପଢୁ ଥିଲେ ! ସେଠି ଲାଗି କାହାରିକୁ ସୁରାକ  ମିଳିଲାନାହିଁ ପେ, ୟା ମଧରେ ଡୁଇ ପରିଦାରର ଅଜାଣତରେ ଅନେକ କିଛି ଘଟିଯାଇଛି! ସମସ୍ତେ ଚ୍ଚାଣୁଥିଲେ  ବିଜୟ ଓ ଶିବାଙ୍ଗୀ ପାଠ ପଢୁଛନ୍ତି ! ହେଲେ ପାଠ ପଢ଼ିବା ବାହାନା ରେ ସେମାନେ ପ୍ରେମର ମେହୈଫିଲ୍ ବନାଉଥିଲେ ! ସ୍ବପ୍ନ ର ରଙ୍ଗରେ ସେହି ମେହୈଫିଲ୍ କୁ ରଙ୍ଗୀନ  ଯୌନ କରୂଥିଲେ 
           ଯେମାନେ ସଂକଳ୍ପ   କରିଥିଲେ  ସାଥି ହୋଇ  ରହିବାକୁ! ଏହା ଛଡା  ସେମାନେ ଆଉ ଏକ ସଂକଳ୍ପ   ଳରି ଥିଲେ  ପ୍ରେମ ଯେପରି ସେମାନଙ୍କର କ୍ୟାରିୟର ରେ  ପ୍ରତିବନ୍ଧକ ନ ସାଜିବା ଯେମାନେ ମନ ଲଗେଇ ପାଠପଢ଼ିବେ! ବିଜୟ ଅଫିସର ହେବ ଶିବାଙ୍ଗୀ ହେବ ଡାକ୍ତର ! ତାପରେ ଯାଇ ଯେମାନେ ବାହ! ହେବେ!
         ପ୍ରାୟ ବର୍ପକ ପରେ! ଦିନେ ହଠାତ୍ ବିଜୟ ଓ ଶିବାଙ୍ଗୀର ପ୍ରେମ କାବାଣୀ ଉପରୁ ଅନାହୁତ ପରଦା  ଊଠିଗଲ! ଏକୁଟିଆ ଥିଲା ! ଶିବାଙ୍ଗୀ! ତେଣୁ ସେ ସେ ମୋବାଇଲ୍ ରେ ବେଫିକର କଥ! ହେଉଥିଲା  ବିଜୟ ସହିତ ! ତାର କେଉଁ ଆଡ଼କୁ ନଜର ନ ଥିଲଲ  ! କେତେବେଳେ ତାବାପ! ଘରକୁ ପଶିଆସିଛନ୍ତି   ଆଉ ତାକଥ! ଶୁଶିନେଇଛନ୍ତି  ସେକଥା ପେ ଜାଣିପାରି ନ ଥିଲା ! ଝିଅ ମୁହଁରେ ପ୍ରେମର ଶବ୍ଦକୁ ବରଦସ୍ତ  କରିପାରିଲେ ନାହିଁ ସତ୍ୟେନ୍ଦ୍ର ସିଂ! ସେ ଗର୍ଜନ କରି ତାପାଖରୁ ମୋବାଇଲ୍ ଛଢ଼େରନେଲେ ଆଉ ତାହାକୁ ତଳେ କବାଡ଼ି ଭାଙ୍ଗି ଦେ ଲେ! ଶିବାଙ୍ଗୀ ଗାଲରେ ଚଟକଣାଟେ କଷି ଦେଇ ପଗରିଲେ- କିଏ ସିଏ ଯାହା ସହ ସେ ପ୍ରେମଗପ କରୁଛି !ଶିବାଙ୍ଗୀ କହିଲା- ସେ ହେଉଛି ଅଶୋକ ଅଙ୍କଲ  ଙ୍କପୁଅ ବିଜୟ!

        ବିଜୟ ନାଁ ଶୁଣି ସତ୍ୟେନ୍ଦ୍ର ସିଂ ଙ୍କ ପାଦତଲୁ   ଯେମିତି ମାଟି ଖସିଗଲା ସେ ବିଜୟକୁ ପିଲାଟି ବେଳୁ ଢାଣିଥିଲେ ! ତାକୁ ସ୍ନେହ  ମଧ କରୂଥିଲେ ! ହେଲେ ସେହି ବିରେ ଯେ ତାକୁ ଏମିତି ଧୋକାଦ୍ଦେବ ସେକଥା ସେ କଳ୍ପନା ନା ସୁଦ୍ଧା କରି ନ ଥିଲେ  ଷିବାବ୍ଦୀକୁ  କହିଲେ ସତ୍ୟେନ୍ଦ୍ର - ଦେଖ ମାତୂ ଏବେ କ୍ୟାରୀୟର ଉପରେ ଧାନ ବେ! ସେ ବିଜୟ କଥାରେ ପଡ଼ି ତୂ ଅବାଟଗେ ଯାନା!ପୁଣି ବିଜୟକୁ ଡାକି ଚେତା ବାଣୀ ବେଚାନୋ ଦେଲେ- ଚୁ ଶିବାଙ୍ଗୀଳୁ ଳୁପଥରେ ନେନା! ତାକୁ ତାକ୍ୟାରୀୟର କରିବାକୁ ଦେ! ଆଉ ଯେପରି ସେ ଶିବାଙ୍ଗୀ ସହ ନ ମିଶେ
          ଇତିହାସ ସାଷା- ପ୍ରେମରେ ପଡି଼ଥିବା  ମଣିଷଙ୍କ ପାଇଁ ଏଭଳି ଚେତା ବନି ର ବନାଋ କିଛି ବି ମାନେ ହୁଏନା! ଆଉ ତାହ! ହିଁ ହେଲା ବିଜୟ ଏବଂ ଶିବାଙ୍ଗୀଙ୍କ କ୍ଷେତ୍ରରେ! ସେମାନେ କଲେଜ ଯା ଉଥିଲେ ଆତ୍ତ କଲେକରେ ମିଷୁଥ୍6ଲୀ ଶିବାଙ୍ଗୀ କଢିଲା- ଏମିତି କେତେଦିନ ବିଜୟ! ଏମାନେ ଆମକୁ ଶାନ୍ତି ରେ ବଂଚି ବାକୁ କୁ  ବି ଦେବେନାହିଁ! ଚାଲ ଆମେ କୁଆଡ଼େ ଚାଲିଯିବ! ବିରେ ରୋକିଦେଲା ଶିବାଙ୍ଗୀକୁ ! କହିଲା- ଆମକୁ  ସେମାନଙ୍କୁ ସାମ୍ନା  କରିବାକୁ ହେବ ଶିବାଙ୍ଗୀ |ଆମକୁ ଆମ  କ୍ୟାରିୟର କରିବାକୁ ପଡ଼ିବା ଦେଖିବୁ ଯେତେ କଷ୍ଠ  ଆସୁ ମୁଁ ତୋ ପାଖେପାଖେ ରହିବି! କଥା ଦେ, କୌଣସି ବି ପରିସ୍ତିତିରେ ମୋତେ ଭୃଲିବୁ ନିକି ଛାଡ଼ି ଯିବୁନି! ବିଜୟ ହାତରେ ହାତ ରଖ୍ ଶିବାନା କଥା ଦେଇଥିଲା  ବିଜୟକୁ କେବେ ଏକା କରି  ଛାଡ଼ିଯିବନି! ମାତ୍ର  ସେ ତାଶପଥ ରଖି ପା ରିଳାନାହି !
         ବୁଝେଇବା ପରେ  ଶିବାଙ୍ଗୀ ବିଜୟକୁ ଭୁଲି ପାରି ନ ଥିବା  ଜାଣିବ! ପରେ ସତ୍ୟେନ୍ଦ୍ର ସିଂ ର ପରିବାର କ୍ରୋଧରେ ପାଗଳ ହୋଇଉଠିଲେ! ଶିବାଙ୍ଗୀର କଲେଜ ବଦ କରି ଦେଲେ  ତାକୁ ଗୋଟେ ଘର ଭିତରେ ବନ୍ଦୀ କରି ରଖିଲେ ! ଏମିତିକି ସେ ରହୁଥିବା  ଘରର ଝରକା ଖୋଲିବାକୁ ଦେ ଲେନାହିଁଶିବାଙ୍ଗୀକୁ  ବାଧ୍ୟ କରାଗଲା ତାମନଭିତରୂ ବିଜୟର ପ୍ରତିଛବି କୁ  ପୋଛିବେବା ପାଇଁ ! ମାତ୍ର ସେ ତାହ! କଲା ନ ହିଁ ! ଦାସ୍, ଆରମ୍ଭ ହୋଇଗଲା ଅତ୍ୟାଚାର! ତାକୁ ମାଡ଼ ଦିଆଗଲା ଖାଇବାକୁ ଦିଆଗଲା ନାହି ! ପାଣି ବି ପିଇବାକୁ ଦିଆଗଲାନାହି’!
         ପାଖାପାଖୀ ବର୍ଷେ କାଳ ସେ ଏମିତି ଅତ୍ୟାଚାର ସହିଲା! ଧୀରେ ଧୀରେଇ  ତାମାନସିକତା ଦୁର୍ବଳ ହୋଇ ଯାଇଥିଲା ମାଡ଼ଗାଳି ସହି, ରୋକ ଉପାସଗେ ରହି ତାଶରୀର ମଧ ଭାଙ୍ଗି  ପଡ଼ିଲା! ସେ ଆଉ ସହିପାରିଚ୍ଚା ନାହିଁ  ! ନିଜ ଲୁଗାକୁ ବେକରେ ଗୂଡ଼େଇ ଛାତରୁ ତଳକୁ ଝୁଲି ପଡ଼ିଲା! ଏକୁଟିଆ ହୋଇଗଲା ବିଜୟ ସେ ପ୍ରାୟ ସ୍ଥାଣୁ  ପାଲଟିଗଲା

         ଅନ୍ୟପଟେ, ଝିଅର ଏ ଭଳି ଦଶା ପାଇଁ ସତ୍ୟେନ୍ଦ୍ର ସିଂ ବିଜୟକୁ ହିଁ ଦାୟୀ  କରୁ ଥିଲେ ସେ ଭାବ୍ରୁଥିଲେ , ପଦି ବିଜୟ ଆସି ନ ଆନ୍ତ ତାହେଲେ ଶିବାଙ୍ଗୀ ଆଜି ବି ପାଠ ପଢୁ ଥାନ୍ତା ତେଣୁ ଶିବାଙ୍ଗୀ ର ମୃତ୍ୟୁ ପାଇଁ ବିଜୟ ହିଁ ଦାୟୀ! ଅତଏବ୍, ତାର ମଧ ବଂଚି ରହିବାର କୌଣସି ଅଧିକାର ର ନାହିଁ ପ୍ରତିଶୋଧ ପରାୟଣ  ସତ୍ୟେନ୍ଦ୍ର ବିଜୟକୁ ମାରିବ! ପାଇଁ ତାଶଳା ଅରବିନ୍ଦ ସିଂ ଏବଂ ଭଣଜା ହରସିତ୍ ସିଂର  ସହାୟତା ନେଲେ  ଶିବାଙ୍ଗୀ କୁ  ହରେଇ ଏକପ୍ରକାର ମରିସାରିଥିଲା  ବିଜୟୀ ଦିନେ ଗୋମତୀ ନଦା କୁ ଳରେ ଅନ୍ୟମନସ୍କ ହୋଇ ବ୍ରୁଲୁଥିବା  ଅବସ୍ଥା ରେ ତାକୁ ଧରିନେଲେ ଅରବିନ୍ଦ ଓ  ହରସିତ୍ ଗୋଟେ ଦେଶୀ  ବନ୍ଧୁକରେ ଖୁବ୍ ନିକଟରୁ ଗୁଳି କରି ମାରିଦ୍ଦେଲେ ତାକୁ!

Thursday, 10 September 2015

ବିଶ୍ୱାସ ରେ ବିଷ



ବାରମ୍ବାର ଭୁଲ କଲେ ତା’ର ପରିଣାମ ଭୋଗିବାକୁ ପଡେ ! ପୂଜା ସେଭଳି ଏକ ପରିସ୍ତିତି ରେ ପହଞ୍ଚିଥିଲା  ! ବାରମ୍ବାର ଭୁଲ କରିବ! ପରେ ଏବେ ଭୋଗିବାର ବେଳ ଆସିଥିଲା! ! ସେଦିନ ପୂଜା! ଖଟିଆ ଉପରେ ପଡ଼ି ରହିଥିଲା  ! ଆର ତା’ର କୃତକର୍ମର ବିଚାର କରୁଥିଲା  ! ସେତିକିବେଳେ କିଏ ଦୁଆର ଖଟ୍ ଖଟ୍ କଲ! ! ସେ ଭାବିଲ! ନିଶ୍ଚୟ ପ୍ରିୟା ଆସି  ଥିବ ପ୍ରିୟା ଯିଏ କି ୪ଟ! ଘର ଛାଡି ବୁହେ ଏବଂ ତା’ର ପ୍ରିୟ ସାଙ୍ଗ  ! ପୂଜା କବାଟ ଖୋଲିଲା ! ପ୍ରିୟାକୁ  ବାହାରେ ଛିଡା ହେବାକୁ ନ ଦେଇ ପୂଜା ତା’ର ହାତ ଧରି ଭିତରକୁ ଟାଣି ଆଣିଲା ଏବଂ ଭିତରପଟୁ ବନ୍ଦ କରିଦେଲା ! ସେମିତି କିଛି ବଡ଼ କଥ! ନ ଥିଲା  ଯାହା ବନ୍ଦ ଘର ଭିତରେ ଣୁଣାଯିବ ବ! କୁହାଯିବ ! ଏଥ୍ପାଇଁ ପ୍ରିୟା ଆଶ୍ଚର୍ଯ୍ୟ ହୋଇଥିଲା ! ପୂଜା କେମିତି ଗୋଟେ ବିଚଳିତ ଲାଗୂଥିଲା  ! ମନ ଭିତରେ ଥିବା କଥାକୁ କହି ନ ପାରୀ  ସେ ଯେମିତି କଷ ପାଉଥିଲା! ! ଏହା  ଅନୁଭବ କରି ପ୍ରିୟ! ତାକୁ କହିବ! ପାଇଁ ସୁଯୋଗ ଢେଲା

୨୩ ବର୍ଷାୟା ପୂଜା ଉତ୍ତରାଖଣ୍ଡ ବୀରପୁରର ବାସିନ୍ଦା ପୁରନ୍ ସିଂଙ୍କର କନ୍ୟା  ଥିଲା  ! ତା’ର ସାନ ଭଉଣୀ ସୋନା ହାଇସ୍କୁଲ ଗେ ପଚୂଥିଲା! ! ପୁରନ୍ ସିଂ ନିଜ ର ଥିବା କମି ତାଷ କରୁଥିବା ବେଳେ ଅନ୍ୟ ଲୋକମାନଙ୍କର ତମି ମଧ୍ୟ ଭାଗରେ ଚାଷ କରୁଥିଲେ ! ଧନା ନ ହେଲେ ବି ମା’ ପିଲାଙ୍କୁ ନେଇ ୪ ପ୍ରାଣ! କୁଟୁମ ଚଳିବାରେ କୌଣସି ଅସୂବିଧା ହେଉ ନ ଥିଲା  ! ତାଙ୍କ ଘରଠାରୁ ୪ /ଟୋ ଘର ଛାଡି ପୋରବ୍ ସିଂ ରହଥିଲେ  ତାଙ୍କ ଝିଅ ଥିଲା ପ୍ରିଯ! ଯିଏ କି ପୂଜାର ପିଲାବେଳରସାଙ୍ଗ  ! ପ୍ର6ତ୍ଯକ ଦିନ ସେମାନେ ୨ରୁ ୩ ଘଣ୍ଟ! ଗପ କରନ୍ତି ! ପୂଜାର କାମ ଥିଲା ଘରେ ଯେତେ ଗୃହପାଳିତ ପଶୁ ଥିଲେ  ସେମାନଙ୍କ ପାଇଁ ଘାସ ସଂଗ୍ରହ କରିବ କିଛିଦିନ ହେବ ସେ ଲକ୍ଷ୍ୟ କରୁଥିଲା  ବବଲୁ ତା’ ଆଡେ ଭୋକିଲା ଆଖିରେ  ଚାହୁଁଛି ! ୨୫ ବର୍ଷାୟ ବବଲୁ ଓରଫ ହରି ସିଂ ବାକପୁରର ବାସିନ୍ଦା ଅମର ସିଂଙ୍କ ପୁଅ ଥିଲା! ! ସେ କିଛି ପାଠ ପଢିବା ପରେ ଟ୍ରାକ୍ଟର ଚଳାରଥିଲା  ! କୋଶ! ନଦୀରୁ ଦୀର୍ଘ ଦିନ ହେବ ବାଲି ଉଠିବାକୁ ଥିବାରୁ ବବଲୁ ପୋରବ୍ ସିଂଙ୍କ ଘରେ ମାସିକ ୭ଶହ ଟଙ୍କ! ନେ ଇ ଭଡାରେ ରହ୍ରଥିଲା  ! ସେଠାରେ ରହିବ! ଦିନଠାରୁ ପୂଜା ତାକୁ ଢାଣିଥିଲା! ! ବବଲୁ ରାତି ସାର! କାମ କରିବା ପରେ ଦିନକେ ଘରେ ରହଥିଲା! ପୂଜା ପ୍ରିୟାର ପିଲାଦିନ ସାଫ ହୋଇଥିବାରୁ ଦିନକୁ ଅନେକ ଥର ତାଙ୍କ ଘରକୁ ଯାଉଥିଲା ’ ଯେଉଁଠି ବବଲୁ ଭଡାରେ ରହ୍ରଥିଲା ! ତାକୁ ଦେଖ୍ବା ପଗେ ବବଲୁ ତା’ ଉପରେ ଫିଦ! ହୋଇଯାଇ ଥିଲା  ! ସେ ପୂଜାକୁ ପାଲରେ ପକାଇବା ପାଇଁ ଅନେକ ଉଦ୍ୟମ କଲା ହେଲେ ପୂଜା ତାଳୁ ଅଧ୍ କ ଗୁରୁତ୍ଵ ଦେଇ ନ ଥିଲା  କିନ୍ତୁ ସେଦିନ ପୂବା ଘରଭିତରକୁ  ପଶୂଥିବା ବେଳେ ବାହାରକୁ ଆସୁଥିବା ବବଲୁ ସହ ଧକା ହୋଇ ଥିଲା  ଆଉ ସେଇ ପ୍ରଥମ ଛୁଆଁରେ  ପୂଜା ବି ତା’ ପ୍ରତି ଆକୃଷ ହୋଇପଡ଼ିଥିଲା!
ତିନୋଟି କାରଣ ନେଇ ବବଲୁ ପାଇଁ ପୂଜା ପାଗଳ ହୋଇଉଠିଥିଲା  ! ଏହା  ଥିଲା  ପୂଜାର ପ୍ରଥମ ପ୍ରେମ ପ୍ରଥମ ପ୍ରେମର ଗଭୀରତା ବା କାହାକୁ ଅଜଣା ଆଉ ଦ୍ଵିତୀୟ କାରଣ ହେଉଛି ବବଲୁ ତାକୁ ବିବାହ ପାଇଁ ପ୍ରତିଶୃତି ଦେଇଥିଲା! ! ପୂଜା ଚାହୁଁଥିଲା! ଯାହାକୁ ଭଲପାଇବ ତାକୁ ହିଁ ବିବାହ କରିବ ! ତୃତୀୟ କାରଣ ହେଉଛି ବବଲୁ କହି ଥିଲା  ମୁଁ ତେ! ଆତ୍ମା କୁ ଭଲ ପାଏ ତୋର ଶରୀରକୁ ନୁହେଁ ! ଆର କେବଳ ବିବାହ ପରେ ଯାଇ ମୁଁ ତୋତେ ସ୍ପର୍ଶ କରିବି  ! ଥରେ ନୁହେଁ ଅନେକ ଥର ବବଲୁ ପୂକାକୁ  ଏ କଥ! କହିଛି! ଏଣୁ ପୂଜା ବବଲୁ ପାଇଁ ପାଗଳ ହୋଇ ଉଠିଥିଲା  ! ତା’ ପାଇଁ ବଞ୍ଚିବ! ତା’ ପାଇଁ ମରିବ! ଶପଥ କରିଥିଲା ! ଆଉ ସେ ବି ଚାହିଁଥିଲା  ବିବାହ ପରେ ଏକ କୁଆଁର! ଶରୀର ତା’ ପ୍ରେମିକକୁ  ଭେ ଟି ଦେବାପାଇଁ

ପୂଜା ବବଲୁକୁ  ସବ୍ରୁ କତୂଥିଲା ! ଆଉ ତା’ଠାରୁ ସବ୍ରୁ ଣୁଣୁଥିଲା  ! ଏ ସବୁର ମୂକ ସାକ୍ଷୀ ଥିଲା  ପ୍ରିୟା! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନ ରଖ୍ ବା କଥା ପ୍ରିୟା ପସନ୍ଦ କରିଥିଲା  ! ପୂଜା ବବଲୁକୁ  ବିଶ୍ୱାସ କରୁଥିଲା ! ଏପରି କି ରା ତିରେ କୁଆଡେ ଡାକିଲେ ବି ପୂଜା ଢାଲିଯାଉଥିଲା  ! ଆଉ ବବଲୁ ଚି ତାକୁ  ଜୁଇଁ ନ ଥିଲା  ! ଏହ! ପୂଜାର ବିଶ୍ବାସକୁ ବଢାଇ ଦେଇଥିଲା


୨୦୧୪ ଚାନୂୟାରୀର ପ୍ରଥମ ସପ୍ତାହ ଥିଲା  ପୂଜାର ପରିବାରବର୍ଗ ଏକ ବିବାହ ଭୋଜି ରେ ଯୋଗ ଦେବା ପାଇଁ ଯିବାର ଥିଲା କିନ୍ତୁ ପୂଜା ଯିବ! ପାଇଁ ରାଜି ହେଲାନି! ଗାଈବଳଦଙ୍କୁ ଖାଇବାକୁ ଦେବାପାଇଁ ରହିଲା ! ତା’ କହିବା ମଧ ଉଚିତ ଥିଲା  ! କାରଣ ୨୪ଘଣ୍ଠ! ଧରି ବାହାରେ ରହିଲେ ଗାଈବଳଦଙ୍କ  ଖାଇବ! ସମସ୍ୟା ହେବ ବୋଲି ତା’ ବାପ! ଅନୁମାନ କରୁଥିଲେ ! ଏଣୁ ସେମାନେ ଚାଲିଗଲେ ଏବଂ ପୂଜା ଘରେ ରହିଲା ଅନ୍ୟପକ୍ଷରେ ଏକୁଟିଆ ଘରେ ରହିବା କିଛି ସମସ୍ୟା ନ ଥିଲେ! ! କାରଣ ସମୁଦାୟ ରେ  ଏକ ପରିବାର ଭଳି ରହଥିଲା ! ଏପଟେ ପୂଜା ଭାବ୍ରୁଥିଲା  ଘରେ ଏକୁଟିଆ ରହିଲେ ବବଲୁ ସହ ଏକୁଟିଆ ଭେଟିବ! ପାଇଁ ସୁଯୋଗ ମିଳିବ ଏବଂ ଘଣା ଘଣ୍ଟ! ମନକଥା କହିହେବ ! ସେଦିନ ପୂଜା ବବଲୁ କୁ  ପଡ଼ିଆରେ ଭେଟାଇଲା ! ଏବଂ ୩ ଦିନ ଧରି ଘର ଲୋକ ବାହାରେ ରହିବେ ବୋଲି ସୂଚନା ଦେଲା
ପୂଜା ଘର  କାମ ସାରି ଗାଈ ଗୋରୁଙ୍କୁ  ଖାଇବାକୁ ଦେଲା ! ଜାନୁୟାରୀ ମାସରେ ପ୍ରବଳ ଶୀତ ହେଉଥିବାଗୂ ପ୍ରାୟ ୯ଟା ରାତିରେ ପୂଜା ନିଜେ ଖାଇପିଇ ଶୋଇବାକୁ ଚାଲିଗଲା ! ରାତି ପ୍ରାୟ ୧୨ଟା ପାଖାପାଖ୍ ହେବ ପୂବା ବୋଧଦୁଏ ଗୋଟିଏ ଫେଜ ନିଦ ଶୋଇ ରଠିଥିଲା ଏତିକିବେଳେ କବାଟ ଠକ୍ ଠକ୍ ଜେଲ! ! ପୂଜା ଡରିଗଲ! ! ସେ ଭାବିଲା ଚୋର ଆସିଲେ ବୋଲି ସେ ପାଦ ଚିପିଚିପି କବାଟ ପାଖକୁ ଗଲା ! ବାହାରୁ ବବଲୁ ଡାକିଳା- ପୂଜା...! ପୂଜାକୁ ଆଉ ଚିନ୍ହିବ ! ବାକି ରହିଲ! ନାହିଁ ! ସେ କହିଲା ତମେ କାଇଁ ଏତେ ରାତିରେ ଆସିଛ ! ମୁଁ ଏକୁଟିଆ ଅଛି ପାଳେ ଇଯାଅ |ତମେ ମୋ ଏକୁଟିଆ ରହିବାର ଫାଇଦା  ନେବନି ତ ବବଲୁ କହିଲା, ଦେଖ ଆମେ ଅନେକ ଥର ଏକୁଟିଆ ଭେଟିଚେ  ! ଆଉ କାଜର ବି କାନ ଥାଏ କୁହନ୍ତି   ଆମେ ଯଦି ଅଧ୍ କ ସମୟ ଏଭଳି ଛିଡା ହୋଇ କଥ! ହେବା ତେବେକାନ୍ଥ   ବି ଶୂଣିବ ! ଉଭୟ କଥାରେ ବବୟ୍ଲୁ ଠିକ୍ ଲାଗୁଥିଲା  ! ଏଣୁ ସେ କବାଟ ଖୋଲିଲା
ଶୀ ତ ହେଊଥିବାରୁ ବବଲୁ ପଜେଟ୍ରେ ଆଣିଥିବା କଫି ସ୍ୟାକେଟ୍ ବଢାଇ ଦେଇ କହିଲା, ତୂରନ୍ତ  କଫି ତିଆରି କରି ନେଉଆ ଏକାଠି ଖାଇବା ! ପୂଜା ତିଆରି କରି ନେଇ ଆସିବାପରେ ସେମାନେ ପିଇଲେ’ ପୂର୍ବରୁ କେବେ ବି ବ୍ଲକ  କଫି ପୂଜା ପିଇ ନ ଥିଲା  ! ସେ ପିଇବା ପରେ ତା’ର ମୁଣ୍ଡ ବୁଲିବ! ସହ ନିଦ ମାଢି ଆସିଲା! ପେ ମୁଣ୍ଡକୁ ଧରି ଖଟ ଉପରେ ଶୋଇ ପଡ଼ିଲା! ଏପଟେ ବିବାହ ପୂର୍ବରୁ ନ ନୁଇଁବା ବବଲୁର ଡାଏଲଗ  କେବଳ ପୂଢାକୁ  ପାଲରେ ପକାଇବ! ପାଇଁ ଥିଲା  ପୂଢା ଶୋଇଯିବ! ପରେ ତା’ ମନରେ ଥିବା କାମନା ବାସନା ଯା ଗି ଉଠିଲା ! ଏଥ୍ପାଇଁ ସେ ପୂର୍ବପ୍ରସୂତି କରି ଆସିଥିଲା  !  କଫିରେ ସେ ନିଶା ଔଷଧ ମିଶାଇ ଦ୍ଦେଇଥିଲା ଏବଂ ଯୋଜନାରେ ସଫଳ ହୋଇଥିଲା ! ସେ କାଳ ବିଳମ୍ବ ନ କରି ପୂଜାକୁ ବିବତ୍ସ କଲା ଏବଂ ନିଜେ ଉଲର ହୋଇ କମଳ ଭିତରେ ପଶିଗଲା! ପୂଜାର ବିଶ୍ବାସ ଓ ଉରସାଳୁ ଲୁଟିଥିଲା  ! ପୂଜା ଜୀଣୁଥିଲା  ତା’ ସହ କ’ଣ କ’ଣ ଘଟୁଛି ହେଲେ ନିଶାର ଶଚ୍ଚି ଏତେ ଥିଲା  ଯେ ସେ ହାତ ଉଠାଇ ପ୍ରତିବାଦ କରିପାରୁନ ଥିଲା  !

ସୂର୍ଯ୍ୟ ଉଦୟ ପୂର୍ବରୁ ବବଲୁ ପୂଜା ଘରୁ ବାହାରି ଚାଲିଗଲା ପୂଜା ଉଠିଲା ଏବଂ ରାତିର ପ୍ର6ତ୍ଯକ କଥାକୁ ମନେ ପକାଇଲା ! ତାଳୁ ଲାଗିଲା ଯେମିତି ଦେହସାରା ତା’ର ମଇଳା 6ହ!ଇଯାଇଛି! ସେ ବାଥ୍ ରୁମ କୁ କୂ ଯାଇ ଥରେ ନୁହେଁ ୭ ଥର ସ୍ନାନ  କଲ! ! ତଥାପି ତା’ ଦେହ ଯେମିତି ମଇଳା ହେଲୋଥିବାର ସେ ଅନୁମାନ କଗୂଥିଲା! ! ଏତିକି ବେଳେ ପ୍ରିୟା ଆସି ପହଞ୍ଚିଥିଲା  ! ସେ ତାକୁ ଘରଭିଚରକୁ ଡାକି ନେଇ କାବଟ ବନ୍ଦ କରିଦେଲ! ! ଆଉ ତାକୁ ଏହି ଘଟଣା ବର୍ଶ୍ଵନା କରିବା ପାଇଁ ଯେମିତି କହିବ କହିବ ହେଉଥିଲା  ! ପ୍ରିୟା ଏ କଥ! ଶୁଣି ଆଶର୍ଯ୍ୟ  ହୋଇଗଲା ପ୍ରିୟା କହିଲା, ସେ କେବେ ଚି ସଛା  ପ୍ରେମିକ ନୁହେଁ ଛାଡିଦେ ଆଉ କିଛି ସମ୍ପର୍କ ରଖନା! ତାକୁ ଭୁଲିଯା ହେଲେ ପୂଜା ସେଭଳି ଝଅ ନ ଥିଲା ! ସେ କହିଲ! ତାଳୁ ଦଣ୍ଠ ଦରକାର ! ମୁଁ ପୋଲିସ୍ରେ ଅଭିୟୋଗ କରିବି ପ୍ରିୟ! କହିଲା ତୂ ପାଗଳ ହୋଇଯାଇଛୁ ! ତୂ ଝିଅଟେ ଯାହା ହେଲା ହେଲା ! ବେକାର ବଦନାମ ହେବ! ହେଲେ ପୂଜା ଶୁଣିଲାନି! ଥାନାରେ ଏଫ୍ଆଇଆର ବେଲା! ଆଉ ପୋଲିସ ବବଲୁ ପଛରେ ପଡ଼ିଗଲା ହେଲେ ସେତେବେଳକୁ ସେ ଫେରାର ଥିଲା  ! କିନ୍ତୁ ଆଉ କେତେଦିନ ବା ସେ ବାହାରେ ରହିପାରି ଥାନ୍ତା ! ୨୦୧୩ ନଭେଘରରେ ତାକୁ  ଗିରଫ କରାଗଲା ଏବଂ ୧୦ ମାସ ପରେ ବେଲ୍ ପାଇଲା ! ବେଲ୍ ପାଇବା ପରେ ସେ ଚ୍ଚାଣିଥିଲା  ପେ, ଏଥିରେ  ୧୦ ବର୍ଷ ପାଖାପାଖ୍ ସଢା ହେବାର ସମ୍ଭାବନା ରହିଛି ! ଏଣୁ ସେ ବାହାରିବା ପରେ ପୂଜାକୁ ବୁଝାଇବାକୁ ଚେଷ୍ଟା କଲୀ ! ହେଲେ ପୂଜାତାକୁ ବିବାହ କରିବା ପାଇଁ ମନା  କଲା ! ଏଥ୍ ରେ ବ୍ୟସ୍ତ  ହୋଇ ବବଲୁ କ’ଣ କରିବ ଭାବି ପାରୁ ନ ଥିଲା  ! ଦିନେ ସେ ପୂଜାକୁ ଶେଷ ଥର ଭେଟିବା ପାଇଁ ଡାକିଲା ! ସେଦିନ ଥିଲା  ୨୦୧୪ ଅଗଷ ୨୨ ତାରିଖ ! ପାଖପଡ଼ିଆକୁ  ତାକୁ ଭେଟିବା ପାଇଁ ପୂଜା ସାନ ଭଉଣୀ ସୋନିକୁ  ଧରି ଗଲା! ସେଠାରେ ପୂର୍ବରୁ ବବଲୁ ଅପେକ୍ଷା କରି ଥିଲା  ତା’ ସହ ଆଉ ଦ୍ରଇକଣବି ଥିଲେ  ! ଯାହାଙ୍କୁ ପୂଜା ଜାଣି ନ  ଥିଲା  !ସେଇ ପୂର୍ବପ୍ରଶ୍ନ ଦୋହ ରିଲା !ଆଉ  ପୂଢା ତା’ର ସେଇ ପୁରୁଣା ଉତ୍ତର କହିଲା! ସେମାନେ ପୂଜାକୁ ଧରିବା ସହ ବବଲୁ ଏକ ପଥର ଆଣି ତା’ ମୁଣ୍ଡରେ ଛେଚିଦ୍ଦେଲା ! ସେ ତଳେ ପଡ଼ିଯିବା ପରେ ତା ବେକକୁ ଛୁରୀରେ କାଟିଦେ ଲା ! ସୋନି ଚିତ୍କାର  କରିବା ପୂର୍ବରୁ ସେମାନେ ଫେରାର ହୋଇଗଲେ

Friday, 21 August 2015

ବୋହୁବୋହୁକା ଖେଳ





ପ୍ରେମିକର ସବୁଠୁ ବଡ଼ ତାକତ୍ ହେଉଛି ତାର ପ୍ରେମିକା! ଯଦି ପ୍ରେମିକାର ଆତ୍ମ ବିଶ୍ବାସ,
ଭଲପାଇବା ଆଉ ପ୍ରତିଶୃତି ତାନିକଟରେ ଅଛି ତାହେଲେ ସେ ସମୁଦ୍ରକୁ ବି ଶୁଖେଇ ଦେଇପାରେ! ସମ୍ଭବତଃ ସେଇଥି  ପାଇଁ    ଜେଲରୁ ଫେରିବା ମାତ୍ରେ ବବଲୁ  ଖୋଜି ଥିଲା  ପ୍ରତିଭାକୁ! ସେତେବେଳକୁ ପ୍ରତିଭାର ବାପାମାଗାଁ ଛାଡ଼ି ସାରିଥିଲେ  ପ୍ରତିଭାର ଫୋନ୍ ନସର ବଦଳେଇ ଦ୍ଦେଇଥିଲେ ତାକୁ କଡ଼ୀ ସୁରକ୍ଷା ବଳୟ ମଧରେ ରଖ୍ ଥିଲେ ସେଥପ୍ରତି ବବଲୁର ଟିକେ ପରବାୟ
  ଥିଲା ! ସେ ଜାଣିଥିଲା  ଯେ  ଯେମିତି ବି ହେଉ ସେ ପ୍ରତିଭାକୁ ଭେଟିପାରିବ ତାକୁ ଦେଖା କରି ପା ରିବ ! ତାକୋଳରେ ଶୋଏଇ ପାରିବ ! ତାମୁହଁରେ ମୁହଁ ଥାପି ନିଜ ମନର କଥାକୁ କହିପାରିବା କାରଣ ପ୍ରତିଭା ତାକୁ ଭଲପାଏ! ଆଉ ସେ ପ୍ରତିଭାକୁ ପ୍ରେମ କରୋ

ଉତ୍ତରପ୍ରଦେଶର ଏତାହ ଜିଲା ଅନ୍ତର୍ଗତ ମରହାରା  ଥାନା ଅଧିନସ୍ଥ ଗୋଟିଏ ଗାଁ- ମୋହିନି ! ଏହି ଗାଁରେ ରହନ୍ତି  ଦୁଇ ସମ୍ପ୍ରଦାୟର ମଣିଷା ଠାକୁର ଏବଂ ଜାଠ୍! ଠାକୁରମାନଙ୍କ ଦୃଷ୍ଟିରେ ସେମାନେ ଉଚ୍ଚ ଆଉ ସମ୍ରାନ୍ତୀ ଜାଠ୍ ଦଳିତ-ନି ଚ-ଆଉ  ଅସ୍କୃଶ୍ୟ! ବିଜୟ ପ୍ରତାପ ବାଘେଲା ଠାକୁର ସମ୍ପ୍ରଦାୟର ପ୍ରତିନିଧ୍! ତାଙ୍କର ଝିଅ ପ୍ରତିଭା | ଅପରପକ୍ଷରେ ବି ରପାଲ ଯା ଟଭ୍ ହେରଛନ୍ତି  ସେହିଗ୍ରାମର ଜଣେ ଦିଳିତ ଜାଠ୍, ଯାହାଙ୍କର ମଝିଅଁ! ପୁଅ ହେଉଛି ବବଲୁ! ବିଜୟ ପ୍ରତାପଙ୍କ ର ଚାରି ସନ୍ତାନ | ଝିଅ ପ୍ରତିଭା ଓ ପ୍ରିୟା! ପୁଅ ଲଳିତ ଓ ଅଙ୍କିତ  ବିଜୟ ପ୍ରତାପ୍ କିନ୍ତ ପ୍ରତିଭାକୁ  ଖୁବ୍ ସ୍ନେହ  କରୂ ଥିଲେ ! ପ୍ରତିଭା! ସ୍କୁଲ ରେ  ଥିଲା  ପ୍ରଥମା ସେ ଇଣ୍ଟର  ପାସ୍ କରି ବି.ଏସ.ସି ପତୁଥିଲା ! ତାପାଇଁ ପାଠ ଥିଲା  ଆଗ! କାରଣ ସେ ଅନ୍ୟ ଝିଅମାନଙ୍କ ପରି ନ ଥିଲା ! ବାହାହେବାଶାଶୁଘର ସମ୍ଭାଳିବା, ରୋଷେଇ କରି ଖୁଆଇବା ଆର ପିଲା ଜନ୍ମ କରିବା- ଏତିକିରେ ତାର ଜୀବନ ସୀମିତ ନ ଥିଲା  ! ସେ ନିଜର ଏକ କ୍ୟାରିୟର ତିଆରି କରିବାକୁ ଚାହୁଁଥିଲା !
ହେଲେ ମୁହୂର୍ତ କରେ ବଦଳିଗଲା ତାର ଜୀବନା ତାର ପୃଥିବୀ ରେ  ପ୍ରେମର ଋତୁ  ଆସିଲା! ତାନିଃଶ୍ବାସ ପ୍ରଶ୍ଵାସରେ ଭଲପାଇବାର ପବନ ବହିଁ ଲା! ତାସ୍ବପ୍ନ ରେ   ରୋଶଣି ଫୁଟିଲା! କାରଣ ସେ ଖୁବ୍ ଅପ୍ରତ୍ୟାଶିତ ଭାବରେ ବବଲୁର ପ୍ରେମରେ ପଡ଼ିଯାଇଥିଲା


ବବଲୁ ଜାଠ୍ ସମ୍ପ୍ରଦାୟର ହୋଇଥିଲେ  ମଧ ବେଶ୍ ଷାଇଲିସ୍ ଥିଲା ! ଭଲ ପୋଷାକ ପିନ୍ଧୁ ଥିଲା ! ତାର ଗଲିଚଳଣ ଉତ୍ତମ ଥିଲା ! ତାର କଥ! କହିବାର ଭାଙ୍ଗି  ଭିନ୍ନ ଥିଲା  ! ସେଥିଲା ଗି ପ୍ରଥମ ଦେଖାରେ  ତାଳୁ ମନ କେଇ ବସିଲା ପ୍ରତିଭା ! ଖାଲି ମନ ଦେଲାନାହିଁ, ନିଜର ସୁଖ, ଦୁଃଖ ସବୁ କିଛିକୁ  ସେ ବବଲୁ ନାମରେ କରିଦେଲ!

ଭୂଦେବୀ! ପ୍ରତିଭାର ମା’! ଦିନେ ସେ ଅନୁଭବ କଲେ, ପ୍ରତିଭା କେମିତି ବଦଳିବ! ଭଳି ଲାଗୁଛି! ଡେରିରେ ଘରକୁ  ଫେଗୂଛି' ସବୁ ବେଳେ  ଖୁସି ଖୁସି ରହୁ ଛି  ଗୁଣୁ ଗୁଣୁ  ହେଇ ଗାତ ଗାଉଛା  ଏକା ଏକ!  କଥା ହେଉଛ! ମନକୂ ମନ ହସି ଦଉଛି! ଦିନେ ସେ ପଗରିକେ- ପ୍ରତିଭା! ତୋର କଣ ହେଇଛି! ତୂ ଡେରିରେ ଘରକୁ ଫେରୁଛୁ ?

ପ୍ରେମରେ ପଡ଼ିଲେ ଆଉ କିଛି ହେଉ କି ନ ହେଉ ଜଣେ  କିନ୍ତୁ ମିଛ କହିବା ଶିଖୀ   ଯାଏ! ଏଇ ଯେମିତି ପ୍ରତିଭା! କହିଲ! ଯେ , କଲେକରେ ଏଣିକି ଏକ୍ସଟ୍ରା    କ୍ଲାସ  ନେଉଛି! ସେଥିଲା ଗି ସେ ଡେରିରେ ଫେରୁଛି! ବାସ୍ତବରେ କଲେଜରୁ କାସ୍ ସାରି ସେ ବବଲୁ ପାଖକୁ ଯାଉଥିଲା  ସେଥିଲା ଗି ତାର ଘରକୁ ଫେରିବା ଡେରି ହେଉଥିଲା

ଣ ପାଇଁ କେଜାଣି, ଝିଅର ଉତ୍ତର ଭୂଦେବୀଙ୍କୁ ସନ୍ତୁଷ୍ଟ  କରିଲା ନାହିଁ ! ସେ ସବୁକଥା ବିଜୟ
ପ୍ରତାପ୍ ଙ୍କୁ  କହିଲେ! ତ ବିଜୟ ପ୍ରତାପ ଅଚାନକ୍ ଚିନ୍ତା  ମଗ୍ନ ହୋଇଗଲେ! ବାସ୍ତବରେ ପ୍ରତିଭା ଏବଂ ବବଲୁର ପ୍ରେମ କାହାଣୀ ତାଙ୍କ ନିକଟାରେ  ପହଞ୍ଚୀ  ସାରିଥିଲା ! କିଛିଦିନ ତଲେ
ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାଙ୍କୁ ସତର୍କ କଗେଇ ଦ୍ଦେଇ କହି ଥିଲେ  ଯେ, ‘ପ୍ରଢିଭା ଜାଠ୍ ଘରର ପିଲା ବବଲୁ ସହିତ ମିଶିବା ଠିକ୍ ନୁହେଁ! ସେମାନେ ଦଳିତ! ଆମେ ସମ୍ଭ୍ରାନ୍ତ   ଆମ ଭିତରେ ସମ୍ପର୍କ ଅସମ୍ଭବ ସେଦିନ ସେ ବନ୍ଧୁଙ୍କ କଥା ଉପରେ ଗୁରୂତ୍ୟା ଦେଇ ନ ଥିଲେ  କାରଣ ଝିଅ
ଉପରେ ତାଙ୍କର ପୂର୍ଣ ଭରସା ଥିଲା  ! ହେଲେ ପତ୍ନୀଙ୍କ ଠା ରୂ ଝିଅର ଡେରିରେ ଫେରିବା କଥା ଶୁଣି ତାଙ୍କର ତାଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା ! ସେ ପ୍ରତିଭାକୁ ଡାକି ସତର୍କ କରେଇଦେଲେ! ଆଉ ପ୍ରତିଭା ବି ବାପାକୂ ଭରସା ଦେଇ କହିଲା ଯେ, ସେ ହେଉଛି ଠାକୁର ସମ୍ପ୍ରଦାୟର ଝିଅ ! ତାଭିତରେ ବି ବାଘେଲା ବଂଶର ରକ୍ତ ବହୁ ଛି! ସେ ପୁଣି ଗୋଟେ ଦଳିତ ଟୋକାର ପ୍ରେମରେ ପଡ଼ିବା ପୁଣି ସେ ତ ନିଜେ ଜାଠ ମାନଙ୍କୁ  ଘୃଣା କରେ!

ପ୍ରତିଭା ସିନା ବାପାଙ୍କ ମନ ରଖିବା  ପାଇଁ ଏଭଳି କଥା କହିଦେଲା! ହେଲେ ରା ତିରେ ସେ ଠିକ୍ ରେ  ଶୋଇପାରିଲା  ନାହିଁ! କାରଣ ସେ ଚ୍ଚାଣିଥିଲା ସେ, ଯେଉଁ ଜାଠ ମାନଙ୍କୁ ସେ ଗାଳିଦେଲା  ସେମାନଙ୍କ ମଧରୁ ଜଣେ ହେଊଛି ତା  ସ୍ଵାମୀ ବବଲୁକୂ ସେ ସିନା ତାର ଦେହ ହେଇନାହିଁ, ହେଲେ ମନ, ହୃ ଦୟ ସବୁକିଛି ସମର୍ପଣ କରି ସାରିଛି  ! ତେଣୁ କିପରି ସେସ୍ଵାମୀର ସମ୍ପ୍ରତାୟକୂ ଘୃଣା କରିବା  ଭଳି ପାପ କରିପାରିଲା

ତାପରଦିନ ସେ ବବଲୁକୂ ଭେଚିଳା ଓ ତାଛାତିରେମୁହଁ ରଖୀ କାନ୍ଦି  ବାକୁ   ଦିତାକୂ ଲାଗିଲା କହିଲା, ବବଲୁ ମୁଁ ବଦୂତବଡ଼ ପାପ କରିଛି! ସବୃ ଶୁଣି ବବଲୁ ହସିଲୀ ତାମୁହଁକୁ ନିଜର ଦୁଇ ହାତରେ ତୋଳିଧରି କହିଲା - ଏଥିରେ  ପାପ କାହିଁ ପ୍ରତିଭା ? ପୁଣି ତୁମେ ଦୋଷ କେମିତି କଲ ? ଆରେ ! ତୁମେ ତ ଆମ ପ୍ରେମକୁ ବଂଚେଇବା  ପାଇଁ ଏମିତି କହିଁଛ !ଆଉ ଏମିତି ବି କରିବାର ଆବଶ୍ୟକ ଥିଲା  ପ୍ରତିଭା କହିଲା, ଏମିତି ଆଉ ବେଶିଦିନ ଚାଲି ପାରିବ  ନାହିଁ ବବଲୁ!ବା ପା ଜାଣିଗଲେଣି! ତାଙ୍କର ସନ୍ଦେହ ମୋଉପରେ ରହିବ  ଆଉ ସେ ବି ମୋତେ ଜୋରକବରଦସ୍ଥ ବାହୀ କରେଇ ଦେଇପାରନ୍ତି  ! ମୁଁ ଗହେଁଗଲ ଆମେ କୁଆଡ଼େ ପଳେଇଯାଇ ସେଠାରେ ବିବାହ କରିବା! କାରଣ ଏଠି ଆମକୁ ଏମାନେ ଏକତ୍ର ହେବାକୁ ଦେବେନାହିଁ! ଏବଂ  ତାହା ହିଁ ହେଲା ! ପ୍ରତିଭା ଏବଂ  ବବଲୁ ଅଚା ନକ ଦିନେ  ଫେଗର୍ ହୋଇଗଲେ! ଗାଁରେ ଚହଳ ପଡ଼ିଗଲା ଯେ  , ଗୋଟିଏ ଜାଠ୍ ଟୋକା ଠାକୁର ଜାତିର ଝିଅକୁ ନେଇ ପଳେଇ ଯାଇଛି! ମରହରା   ଥାନ! ଅଧିକାରୀ   ଦେଖିଲେ  ଠାକୁର ଏବଂ ଜାଠ୍ଇଂ ମଧରେ ହାଣକାଟ ଲାଗିବ! ସେଥିଲା ଗି ସେମାନେ ଆଗୁଆ ପଦକ୍ଷେପ ନେଇ ପ୍ରତିଭା ଏବଂ ବବଲୁ କୁ  ଖୋଜିବାରେ ଲାଗିଗଲେ!
ସେମାନଙ୍କୁ ° ଆଲିଗତ୍ ରେ  ଉଦ୍ଧାର କରି ମର  ହରା  ଅଣାଗଲା ପ୍ରତିଭାକୁ ବିଜୟ ପ୍ରଢାପଙ୍କ ଜିମା ଦିଆଯିବା  ସହିତ ଜଣେ ଯୁବତାକୂ ଅପହରଣ କରିଥିବା  ଅଭିଯୋଗରେ ବବଲୁକୁ ଜେଲ୍ ପଠେଇ ଦିଆଗଲା ! ଗାଁ ସାର! ନିନ୍ଦା ଋଚୂଥିଲା  ପ୍ରତିଭା ନାମରେ! ତେଣୁ ବିଜୟ ପ୍ରତାପ ନିଜ ପରିବାରକୁ ନେଇ କାସ୍ ଗଞ୍ଜର ଗଙ୍ଗ ଶ୍ୱର କଲୋନୀ ରେ ଥିବା  ତାଙ୍କର ଆଉ ଏକ ଘରକୁ ଗଲିଗଲୋ ପ୍ରତିଭାକୁ କଡ଼! ସୁରକ୍ଷା  ମଧରେ ରଖାଗଲା ତାର ମୋବାଇଲ୍ ନମ୍ବର  ବଦଳେଇ ଦିଆଗଲା ! ତାର କଲେକ୍ ପଢ଼ା ବନ୍ଦ କରିଦିଆଃ ଗଲା
ପାଞ୍ଚମାସ ପରେ ଜେଲ୍ ରୁ  ଫେରିଲା  ବବଲୁ! ଜେଲ୍ ରେ   ରହିବ! ଭିତରେ ପ୍ରତିଭା ପ୍ରତି ତାମନରେ ଥିବା  ପ୍ରେମ ଖୁବ୍ ବଳିଷ୍ଠ ହୋଇଯାଇଥିଲା ! ସେ ଗାଁକୁ ଫେରି ପ୍ରଥମେ ପ୍ରତିଭା କୂ ଖୋଜିଲା! ପାଇଲା  ନାହିଁ! ତାମୋବାଇଲ୍ କୁ  ଟ୍ରା ଏ କଲା , କଲ୍ ଲାଗିଲା ନାହିଁ! ଏହା ସତ୍ୱେ  ସେ ସାମାନ୍ୟ ବି ନିରସ ନିରାଶ  ହେଲାନାହିଁ! ତାର ଦୃଢ଼ ବିଶ୍ବାସ ଥିଲା  ପ୍ରତିଭା! ଉପରେ ଓପ୍ରତିଭା ର  ଭଲପାଇବା ଉପରେ! ସେ କାଇଦା କୌଶଳ କରିପ୍ରତିଭା   ର ନୂଆ ନସର ସଂଗ୍ରହ କଲା ଓ ପ୍ରତିତାକୂ ଡାଏଲ୍ଲେ ! ତାର ଅନୁମାନ ଥିଲା ଶହେ ପ୍ରତିଶତ ସତା  ଜେଲ୍ କୁ  ଯିବା  ପୂର୍ଚରୁ  ପ୍ରତିଭା ତାର ଥିଲା  ଆଉ ଫେରିବା ପରେ ବି ତାର ହେଇ ରହିଥିଲା  ତାଫୋନ୍ ପାଇବ! ପରେପ୍ରତିଭା ଛାତିରୁ ଉଠୁଥିବା   ପ୍ରତିଟି କୋହ ଆଉ ତାଓଠ ଛୁଇଁଖସି ଆସୁ ଥିବା  ଗୋଟିଏ ଗୋଟିଏ ଶବ୍ଦ ବବଲୁକୂ ଏକଥାକହି  ଦେ ଉଥିଲା  ଯେ, ପ୍ରତିଭା ତାର! କେବଳ ତାର!
ପ୍ରତିଭା କହିଲା- ବବଲୁକୁ ! ଢେର ହେଇଗଲା ! ଆମେଆଜି ରା ତିରେ ପଳେଇଯିବା  ଯଦି ଦ  ର କୋର ପଢ଼େ, ମୁଁତୋ  ପାଇଁ ଆତ୍ମହତ୍ୟା କରିବାକୁ ରାଜି ! କିନ୍ତୁ ତୋତେ ଛାଡ଼ି ଆଉ ମୁହୂର୍ତ ଟେ  ବି ରହିପାରିବି ନାହିଁ!ପ୍ରତିଭା ର ପ୍ରତ୍ୟେକଟି କଥା ବବଲୁ ପାଇଁ ଥିଲା  ବେଦବାକ୍ୟ   ଭଳି ପାଳନୀୟ! ସେହି ଗତିରେ ନିଜର ବେଗ  ଧରି ଘରୁ ବାହାରି ଆସୁଥିଲା ପ୍ରତିଭା ହେଲେ ସେତିକିବେଳେ ତାର ସାନ ଭାଇ  ନିଦ ଭାଙ୍ଗି ଗଲା ଓ ସେ ଉଠି ସମସ୍ତଙ୍କୁ ଡାକି ଡେଲଲା   ! ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ସେମାନଙ୍କର! ଓଲଟି ପଞ୍ଚାୟତ ବସି ନିଷ୍ପତି ହେଲା ଯେ, ପ୍ରତିଭାକୁ କେବଳ ଘର ଭିତରେ ରଖାଯିବା ବାହାରକୁ ଛଡ଼ାଯିବ ନାହି! ସେହିଭଳି ବବଲୁକୂ ନିର୍ବେଶ ଦିଆଗଲା ଯେ. ସେ , ସେ ଯେପରି ଭୁଲରେ ସୁଦ୍ଧା ପ୍ରତିଭାର ଛାୟା ସ୍ପର୍ଶ   ନ କରୋ
ହେଲେ ପ୍ରେମର ମନ୍ତ୍ର ରେ ଦାଷିତ ପ୍ରତିଭା ଏବଂ ବବଲୁ ଙ୍କ ନିକଟରେ ଏଭଳି ନିହେଁଶ ନାମାର କୌଣସି ଅର୍ଥ ହିଁ ନ ଥିଲା |ପ୍ରତିଭା କହିଲା- ବବଲୁ! ମୁଁପ୍ରତ୍ୟେକ ଗତିରେ ମୋର ବା ପାମାଏବଂ ଅନ୍ୟମାନଙ୍କୁ ନିଦ ଔଷଧ ଖୁଆଇ ଶୁଆଇଢେବି! ଆଉ ତାପରେ ତୂ ଗଲିଆସିବୁ  ରୁ! ବାଆସ୍ମୁଁ ତୋ ସହ ପ୍ରତ୍ୟେକ ରାତିରେ ତୋରି ସ୍ତ୍ରୀ  ହେଇ ରହିବାକୁ ଗହେଁ! ମୁଁ ଏମାନଙ୍କୁ ଜଣେଇଦ୍ଦେଗକୂ ଗହେଁ ପେ, ଆମ  ପ୍ରେମକୁ ଏମାନେ ଚେଷ୍ଟା  କରି ବି ଅଟକେଇ ପାରିବେ ନାହିଁ! ମୁଁ କେବଳ ତୋରି ସ୍ତ୍ରୀ
       ରାତିରେ ଶୋଇବା ବେଳେ ବିଜୟ ପ୍ରତାପ ବାହାରେ ଗଦି  ପକାଇ ଶୋଉ  ଥିଲେ   ସେଥି ଲାଗି  ପ୍ରତିଭା ନିଜ ଶୋଇବା ଘରର ଛାତରୁ ପ୍ରତିଦିନ ଟା  ଇଲ୍ ଖୋଲି ଦ୍ଦେଉଥିଲା ସେହିବାଟ ଦେଇ ଘର ଭିତରକୁ ଗଲି ଆସୁଥିଲା ବବଲୁ! ପ୍ରତ୍ୟେକ ଦିନ ରା ତିରେ ବବଲୁଋ ସ୍ତ୍ରୀ  ସାଜୁଥିଲା ପ୍ରତିଭା ସେଥିଲାଗି ବବଲୁ ତାପାଇଁ ଶାଢ଼ି, ଚୁ ଡ଼ି ଆଉ ସିନ୍ଦୁର  ରନେଇ ଆସୂଥିଲା  ସେଇ ସବୁ କୂ ପିନ୍ଧୁ ଥିଲା ସେ! ପତ୍ନୀ  ଧର୍ମ ପାଳୁ ଥିଲା ସେ ! ସକାଳୁ କେହି ଉଠିବ! ଆଗରୁ ବବଲୁ ପୁଣିଥରେ ନିଜ ଘରକୁ ଗଲି ଯାଉଥିଲା
  ପ୍ରତ୍ୟେକ ଦିନସକାଳେ ପ୍ରତିଭା ମାଡ଼ ଖାଉଥିଲା କାରଣ, ସେ ନିଜ  ମୁଣ୍ଡରୁ ବବଲୁ ପିନ୍ଧେଇ ଦଊଥିବା  ସିନ୍ଦୁର ପୋଛିବାକୁ ଗହୁଁନ ଥିଲା ! ଏମିତି ପ୍ରତିଦିନ ଦେଖି ବିଜୟ   ପ୍ରତାପ ଓ ଭୂଦେବୀ ଭାବି ନେଇ ଥିଲେ ଯେ , ପ୍ରତିଭା ମୁଣ୍ଡ ଖଗପ ହୋଇଯାଇଛି! ସେ ପାଗଳା ହୋଇଯାଇଛି ! ନ ହେଲେ ରା ତିରେ ବୋହୁସାଜି ଖେଳ ଖେକୂଥାନ୍ତା  ର୍କଣ ପାଇଁ ?

ଏଭଳି କଥା ଶୁଣି ପ୍ରତିଭା ହସୁ ଥିଲା ! ତାସିନ୍ଥିରେ  ସେ ନିଜର ହାତକୁ ଅତି ସରା ଗରେ ବୁଲେଇ ନଉ ନଉଭାବୁ ଥିଲା ମୁଁ ମିଛଗେ ନୁ ହେଁ; ସତରେ ବୋହୁ ବୋହୁକା ଖେଳ ଖେକୂଛି! ତୁମେମାନେ ଚେଷ୍ଟା  କରି ବି ଡାକୁ ରୋ କିପାରିବ ନାହିଁ!
ସବୁଦିନ ସମାନ ଯାଏନାହିଁ! ଦି ନେ ଗତିରେ ନିଜପରିବାର ଲୋକଙ୍କୁ ନିଦ ଔଷଧ ଦେବାକୁ ଭୁଲିଯାଇଛି ପ୍ରତିଭା ! ବବଲୁ ଆସି ପହଞ୍ଜଗଲା  ! ତାକୁ ସେ ଚେଷ୍ଟାକରି ବି  ଫେରେଇ ଦେଇପାରିଲା ନାହିଁ  ! ବିଜୟ ପ୍ରତାପ ଢାଣିଗଲେ  ସବୁକିଛି! ଆଉ ବବଲୁକୂ ଘର  ଭିଡରେ ବନ୍ଦକରି  ରଖୀ  ଦେଲେ  |ନିଜର କିଛି ଘନିଷ୍ଠ ସାଙ୍ଗକୁ ଡକେଇ ପଠେଇଲେ! ବବଲୁ ଜାଣିଲେ ଯେ , ତ!ଜୀବନ ବିପଦରେ! ସେ ଥିଲାଗି ସେ ତାର ସାଙ୍ଗକୁ ମାନଙ୍କୁ ମଧ ଫୋନ୍ କରି ତାକୁ ବଞ୍ଚାଇଢାକୂ ଡାକିଲା! ମାତ୍ର ସେମାନେ ଆସି ପହଂଚିବା  ପୂର୍ବରୁ ବବଲୁକୂବିଜୟ ପ୍ରତାପ ହତ୍ୟା କରିସାରିଥିଲେ

ତ!ପରଦିନ ସକାଳେ ପୋଲିସ ବବଲୁର ରକ୍ତରଂଜିତ   ଶବକୁ ଘର ଭିତରୁ ଉଦ୍ଧାର କଲା ! ତାନିକଟରେ ବେହୋସ୍ହେଇ ପଡି଼ଥିଲା  ପ୍ରତିଭା! ପ୍ରତିଭାର ବୟାନ ଅନୁଯାୟୀ  ବାପ! ମାସମେତ ଅନ୍ୟ ଅପଘଧା ମାନଙ୍କୁ   ପୋଲିସ ଗିରଫ କଲୀ ଏକୁଟିଆ ହେଇ ଘରକୂ ଫେରିଲା ପ୍ରତିଭା ସେ ମୁଣ୍ଡରୁ ପୋଛି ଦ୍ଦେଲା ସିଦୂର! ବୋହୁବୋହୁକାଖେଳଖେଳିବା ପାଇଁ ଆଉ ବବଲୁ ତାନିକଟରେ ନ ଥିଲା…………..

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...