Thursday 10 September 2015

ବିଶ୍ୱାସ ରେ ବିଷ



ବାରମ୍ବାର ଭୁଲ କଲେ ତା’ର ପରିଣାମ ଭୋଗିବାକୁ ପଡେ ! ପୂଜା ସେଭଳି ଏକ ପରିସ୍ତିତି ରେ ପହଞ୍ଚିଥିଲା  ! ବାରମ୍ବାର ଭୁଲ କରିବ! ପରେ ଏବେ ଭୋଗିବାର ବେଳ ଆସିଥିଲା! ! ସେଦିନ ପୂଜା! ଖଟିଆ ଉପରେ ପଡ଼ି ରହିଥିଲା  ! ଆର ତା’ର କୃତକର୍ମର ବିଚାର କରୁଥିଲା  ! ସେତିକିବେଳେ କିଏ ଦୁଆର ଖଟ୍ ଖଟ୍ କଲ! ! ସେ ଭାବିଲ! ନିଶ୍ଚୟ ପ୍ରିୟା ଆସି  ଥିବ ପ୍ରିୟା ଯିଏ କି ୪ଟ! ଘର ଛାଡି ବୁହେ ଏବଂ ତା’ର ପ୍ରିୟ ସାଙ୍ଗ  ! ପୂଜା କବାଟ ଖୋଲିଲା ! ପ୍ରିୟାକୁ  ବାହାରେ ଛିଡା ହେବାକୁ ନ ଦେଇ ପୂଜା ତା’ର ହାତ ଧରି ଭିତରକୁ ଟାଣି ଆଣିଲା ଏବଂ ଭିତରପଟୁ ବନ୍ଦ କରିଦେଲା ! ସେମିତି କିଛି ବଡ଼ କଥ! ନ ଥିଲା  ଯାହା ବନ୍ଦ ଘର ଭିତରେ ଣୁଣାଯିବ ବ! କୁହାଯିବ ! ଏଥ୍ପାଇଁ ପ୍ରିୟା ଆଶ୍ଚର୍ଯ୍ୟ ହୋଇଥିଲା ! ପୂଜା କେମିତି ଗୋଟେ ବିଚଳିତ ଲାଗୂଥିଲା  ! ମନ ଭିତରେ ଥିବା କଥାକୁ କହି ନ ପାରୀ  ସେ ଯେମିତି କଷ ପାଉଥିଲା! ! ଏହା  ଅନୁଭବ କରି ପ୍ରିୟ! ତାକୁ କହିବ! ପାଇଁ ସୁଯୋଗ ଢେଲା

୨୩ ବର୍ଷାୟା ପୂଜା ଉତ୍ତରାଖଣ୍ଡ ବୀରପୁରର ବାସିନ୍ଦା ପୁରନ୍ ସିଂଙ୍କର କନ୍ୟା  ଥିଲା  ! ତା’ର ସାନ ଭଉଣୀ ସୋନା ହାଇସ୍କୁଲ ଗେ ପଚୂଥିଲା! ! ପୁରନ୍ ସିଂ ନିଜ ର ଥିବା କମି ତାଷ କରୁଥିବା ବେଳେ ଅନ୍ୟ ଲୋକମାନଙ୍କର ତମି ମଧ୍ୟ ଭାଗରେ ଚାଷ କରୁଥିଲେ ! ଧନା ନ ହେଲେ ବି ମା’ ପିଲାଙ୍କୁ ନେଇ ୪ ପ୍ରାଣ! କୁଟୁମ ଚଳିବାରେ କୌଣସି ଅସୂବିଧା ହେଉ ନ ଥିଲା  ! ତାଙ୍କ ଘରଠାରୁ ୪ /ଟୋ ଘର ଛାଡି ପୋରବ୍ ସିଂ ରହଥିଲେ  ତାଙ୍କ ଝିଅ ଥିଲା ପ୍ରିଯ! ଯିଏ କି ପୂଜାର ପିଲାବେଳରସାଙ୍ଗ  ! ପ୍ର6ତ୍ଯକ ଦିନ ସେମାନେ ୨ରୁ ୩ ଘଣ୍ଟ! ଗପ କରନ୍ତି ! ପୂଜାର କାମ ଥିଲା ଘରେ ଯେତେ ଗୃହପାଳିତ ପଶୁ ଥିଲେ  ସେମାନଙ୍କ ପାଇଁ ଘାସ ସଂଗ୍ରହ କରିବ କିଛିଦିନ ହେବ ସେ ଲକ୍ଷ୍ୟ କରୁଥିଲା  ବବଲୁ ତା’ ଆଡେ ଭୋକିଲା ଆଖିରେ  ଚାହୁଁଛି ! ୨୫ ବର୍ଷାୟ ବବଲୁ ଓରଫ ହରି ସିଂ ବାକପୁରର ବାସିନ୍ଦା ଅମର ସିଂଙ୍କ ପୁଅ ଥିଲା! ! ସେ କିଛି ପାଠ ପଢିବା ପରେ ଟ୍ରାକ୍ଟର ଚଳାରଥିଲା  ! କୋଶ! ନଦୀରୁ ଦୀର୍ଘ ଦିନ ହେବ ବାଲି ଉଠିବାକୁ ଥିବାରୁ ବବଲୁ ପୋରବ୍ ସିଂଙ୍କ ଘରେ ମାସିକ ୭ଶହ ଟଙ୍କ! ନେ ଇ ଭଡାରେ ରହ୍ରଥିଲା  ! ସେଠାରେ ରହିବ! ଦିନଠାରୁ ପୂଜା ତାକୁ ଢାଣିଥିଲା! ! ବବଲୁ ରାତି ସାର! କାମ କରିବା ପରେ ଦିନକେ ଘରେ ରହଥିଲା! ପୂଜା ପ୍ରିୟାର ପିଲାଦିନ ସାଫ ହୋଇଥିବାରୁ ଦିନକୁ ଅନେକ ଥର ତାଙ୍କ ଘରକୁ ଯାଉଥିଲା ’ ଯେଉଁଠି ବବଲୁ ଭଡାରେ ରହ୍ରଥିଲା ! ତାକୁ ଦେଖ୍ବା ପଗେ ବବଲୁ ତା’ ଉପରେ ଫିଦ! ହୋଇଯାଇ ଥିଲା  ! ସେ ପୂଜାକୁ ପାଲରେ ପକାଇବା ପାଇଁ ଅନେକ ଉଦ୍ୟମ କଲା ହେଲେ ପୂଜା ତାଳୁ ଅଧ୍ କ ଗୁରୁତ୍ଵ ଦେଇ ନ ଥିଲା  କିନ୍ତୁ ସେଦିନ ପୂବା ଘରଭିତରକୁ  ପଶୂଥିବା ବେଳେ ବାହାରକୁ ଆସୁଥିବା ବବଲୁ ସହ ଧକା ହୋଇ ଥିଲା  ଆଉ ସେଇ ପ୍ରଥମ ଛୁଆଁରେ  ପୂଜା ବି ତା’ ପ୍ରତି ଆକୃଷ ହୋଇପଡ଼ିଥିଲା!
ତିନୋଟି କାରଣ ନେଇ ବବଲୁ ପାଇଁ ପୂଜା ପାଗଳ ହୋଇଉଠିଥିଲା  ! ଏହା  ଥିଲା  ପୂଜାର ପ୍ରଥମ ପ୍ରେମ ପ୍ରଥମ ପ୍ରେମର ଗଭୀରତା ବା କାହାକୁ ଅଜଣା ଆଉ ଦ୍ଵିତୀୟ କାରଣ ହେଉଛି ବବଲୁ ତାକୁ ବିବାହ ପାଇଁ ପ୍ରତିଶୃତି ଦେଇଥିଲା! ! ପୂଜା ଚାହୁଁଥିଲା! ଯାହାକୁ ଭଲପାଇବ ତାକୁ ହିଁ ବିବାହ କରିବ ! ତୃତୀୟ କାରଣ ହେଉଛି ବବଲୁ କହି ଥିଲା  ମୁଁ ତେ! ଆତ୍ମା କୁ ଭଲ ପାଏ ତୋର ଶରୀରକୁ ନୁହେଁ ! ଆର କେବଳ ବିବାହ ପରେ ଯାଇ ମୁଁ ତୋତେ ସ୍ପର୍ଶ କରିବି  ! ଥରେ ନୁହେଁ ଅନେକ ଥର ବବଲୁ ପୂକାକୁ  ଏ କଥ! କହିଛି! ଏଣୁ ପୂଜା ବବଲୁ ପାଇଁ ପାଗଳ ହୋଇ ଉଠିଥିଲା  ! ତା’ ପାଇଁ ବଞ୍ଚିବ! ତା’ ପାଇଁ ମରିବ! ଶପଥ କରିଥିଲା ! ଆଉ ସେ ବି ଚାହିଁଥିଲା  ବିବାହ ପରେ ଏକ କୁଆଁର! ଶରୀର ତା’ ପ୍ରେମିକକୁ  ଭେ ଟି ଦେବାପାଇଁ

ପୂଜା ବବଲୁକୁ  ସବ୍ରୁ କତୂଥିଲା ! ଆଉ ତା’ଠାରୁ ସବ୍ରୁ ଣୁଣୁଥିଲା  ! ଏ ସବୁର ମୂକ ସାକ୍ଷୀ ଥିଲା  ପ୍ରିୟା! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନ ରଖ୍ ବା କଥା ପ୍ରିୟା ପସନ୍ଦ କରିଥିଲା  ! ପୂଜା ବବଲୁକୁ  ବିଶ୍ୱାସ କରୁଥିଲା ! ଏପରି କି ରା ତିରେ କୁଆଡେ ଡାକିଲେ ବି ପୂଜା ଢାଲିଯାଉଥିଲା  ! ଆଉ ବବଲୁ ଚି ତାକୁ  ଜୁଇଁ ନ ଥିଲା  ! ଏହ! ପୂଜାର ବିଶ୍ବାସକୁ ବଢାଇ ଦେଇଥିଲା


୨୦୧୪ ଚାନୂୟାରୀର ପ୍ରଥମ ସପ୍ତାହ ଥିଲା  ପୂଜାର ପରିବାରବର୍ଗ ଏକ ବିବାହ ଭୋଜି ରେ ଯୋଗ ଦେବା ପାଇଁ ଯିବାର ଥିଲା କିନ୍ତୁ ପୂଜା ଯିବ! ପାଇଁ ରାଜି ହେଲାନି! ଗାଈବଳଦଙ୍କୁ ଖାଇବାକୁ ଦେବାପାଇଁ ରହିଲା ! ତା’ କହିବା ମଧ ଉଚିତ ଥିଲା  ! କାରଣ ୨୪ଘଣ୍ଠ! ଧରି ବାହାରେ ରହିଲେ ଗାଈବଳଦଙ୍କ  ଖାଇବ! ସମସ୍ୟା ହେବ ବୋଲି ତା’ ବାପ! ଅନୁମାନ କରୁଥିଲେ ! ଏଣୁ ସେମାନେ ଚାଲିଗଲେ ଏବଂ ପୂଜା ଘରେ ରହିଲା ଅନ୍ୟପକ୍ଷରେ ଏକୁଟିଆ ଘରେ ରହିବା କିଛି ସମସ୍ୟା ନ ଥିଲେ! ! କାରଣ ସମୁଦାୟ ରେ  ଏକ ପରିବାର ଭଳି ରହଥିଲା ! ଏପଟେ ପୂଜା ଭାବ୍ରୁଥିଲା  ଘରେ ଏକୁଟିଆ ରହିଲେ ବବଲୁ ସହ ଏକୁଟିଆ ଭେଟିବ! ପାଇଁ ସୁଯୋଗ ମିଳିବ ଏବଂ ଘଣା ଘଣ୍ଟ! ମନକଥା କହିହେବ ! ସେଦିନ ପୂଜା ବବଲୁ କୁ  ପଡ଼ିଆରେ ଭେଟାଇଲା ! ଏବଂ ୩ ଦିନ ଧରି ଘର ଲୋକ ବାହାରେ ରହିବେ ବୋଲି ସୂଚନା ଦେଲା
ପୂଜା ଘର  କାମ ସାରି ଗାଈ ଗୋରୁଙ୍କୁ  ଖାଇବାକୁ ଦେଲା ! ଜାନୁୟାରୀ ମାସରେ ପ୍ରବଳ ଶୀତ ହେଉଥିବାଗୂ ପ୍ରାୟ ୯ଟା ରାତିରେ ପୂଜା ନିଜେ ଖାଇପିଇ ଶୋଇବାକୁ ଚାଲିଗଲା ! ରାତି ପ୍ରାୟ ୧୨ଟା ପାଖାପାଖ୍ ହେବ ପୂବା ବୋଧଦୁଏ ଗୋଟିଏ ଫେଜ ନିଦ ଶୋଇ ରଠିଥିଲା ଏତିକିବେଳେ କବାଟ ଠକ୍ ଠକ୍ ଜେଲ! ! ପୂଜା ଡରିଗଲ! ! ସେ ଭାବିଲା ଚୋର ଆସିଲେ ବୋଲି ସେ ପାଦ ଚିପିଚିପି କବାଟ ପାଖକୁ ଗଲା ! ବାହାରୁ ବବଲୁ ଡାକିଳା- ପୂଜା...! ପୂଜାକୁ ଆଉ ଚିନ୍ହିବ ! ବାକି ରହିଲ! ନାହିଁ ! ସେ କହିଲା ତମେ କାଇଁ ଏତେ ରାତିରେ ଆସିଛ ! ମୁଁ ଏକୁଟିଆ ଅଛି ପାଳେ ଇଯାଅ |ତମେ ମୋ ଏକୁଟିଆ ରହିବାର ଫାଇଦା  ନେବନି ତ ବବଲୁ କହିଲା, ଦେଖ ଆମେ ଅନେକ ଥର ଏକୁଟିଆ ଭେଟିଚେ  ! ଆଉ କାଜର ବି କାନ ଥାଏ କୁହନ୍ତି   ଆମେ ଯଦି ଅଧ୍ କ ସମୟ ଏଭଳି ଛିଡା ହୋଇ କଥ! ହେବା ତେବେକାନ୍ଥ   ବି ଶୂଣିବ ! ଉଭୟ କଥାରେ ବବୟ୍ଲୁ ଠିକ୍ ଲାଗୁଥିଲା  ! ଏଣୁ ସେ କବାଟ ଖୋଲିଲା
ଶୀ ତ ହେଊଥିବାରୁ ବବଲୁ ପଜେଟ୍ରେ ଆଣିଥିବା କଫି ସ୍ୟାକେଟ୍ ବଢାଇ ଦେଇ କହିଲା, ତୂରନ୍ତ  କଫି ତିଆରି କରି ନେଉଆ ଏକାଠି ଖାଇବା ! ପୂଜା ତିଆରି କରି ନେଇ ଆସିବାପରେ ସେମାନେ ପିଇଲେ’ ପୂର୍ବରୁ କେବେ ବି ବ୍ଲକ  କଫି ପୂଜା ପିଇ ନ ଥିଲା  ! ସେ ପିଇବା ପରେ ତା’ର ମୁଣ୍ଡ ବୁଲିବ! ସହ ନିଦ ମାଢି ଆସିଲା! ପେ ମୁଣ୍ଡକୁ ଧରି ଖଟ ଉପରେ ଶୋଇ ପଡ଼ିଲା! ଏପଟେ ବିବାହ ପୂର୍ବରୁ ନ ନୁଇଁବା ବବଲୁର ଡାଏଲଗ  କେବଳ ପୂଢାକୁ  ପାଲରେ ପକାଇବ! ପାଇଁ ଥିଲା  ପୂଢା ଶୋଇଯିବ! ପରେ ତା’ ମନରେ ଥିବା କାମନା ବାସନା ଯା ଗି ଉଠିଲା ! ଏଥ୍ପାଇଁ ସେ ପୂର୍ବପ୍ରସୂତି କରି ଆସିଥିଲା  !  କଫିରେ ସେ ନିଶା ଔଷଧ ମିଶାଇ ଦ୍ଦେଇଥିଲା ଏବଂ ଯୋଜନାରେ ସଫଳ ହୋଇଥିଲା ! ସେ କାଳ ବିଳମ୍ବ ନ କରି ପୂଜାକୁ ବିବତ୍ସ କଲା ଏବଂ ନିଜେ ଉଲର ହୋଇ କମଳ ଭିତରେ ପଶିଗଲା! ପୂଜାର ବିଶ୍ବାସ ଓ ଉରସାଳୁ ଲୁଟିଥିଲା  ! ପୂଜା ଜୀଣୁଥିଲା  ତା’ ସହ କ’ଣ କ’ଣ ଘଟୁଛି ହେଲେ ନିଶାର ଶଚ୍ଚି ଏତେ ଥିଲା  ଯେ ସେ ହାତ ଉଠାଇ ପ୍ରତିବାଦ କରିପାରୁନ ଥିଲା  !

ସୂର୍ଯ୍ୟ ଉଦୟ ପୂର୍ବରୁ ବବଲୁ ପୂଜା ଘରୁ ବାହାରି ଚାଲିଗଲା ପୂଜା ଉଠିଲା ଏବଂ ରାତିର ପ୍ର6ତ୍ଯକ କଥାକୁ ମନେ ପକାଇଲା ! ତାଳୁ ଲାଗିଲା ଯେମିତି ଦେହସାରା ତା’ର ମଇଳା 6ହ!ଇଯାଇଛି! ସେ ବାଥ୍ ରୁମ କୁ କୂ ଯାଇ ଥରେ ନୁହେଁ ୭ ଥର ସ୍ନାନ  କଲ! ! ତଥାପି ତା’ ଦେହ ଯେମିତି ମଇଳା ହେଲୋଥିବାର ସେ ଅନୁମାନ କଗୂଥିଲା! ! ଏତିକି ବେଳେ ପ୍ରିୟା ଆସି ପହଞ୍ଚିଥିଲା  ! ସେ ତାକୁ ଘରଭିଚରକୁ ଡାକି ନେଇ କାବଟ ବନ୍ଦ କରିଦେଲ! ! ଆଉ ତାକୁ ଏହି ଘଟଣା ବର୍ଶ୍ଵନା କରିବା ପାଇଁ ଯେମିତି କହିବ କହିବ ହେଉଥିଲା  ! ପ୍ରିୟା ଏ କଥ! ଶୁଣି ଆଶର୍ଯ୍ୟ  ହୋଇଗଲା ପ୍ରିୟା କହିଲା, ସେ କେବେ ଚି ସଛା  ପ୍ରେମିକ ନୁହେଁ ଛାଡିଦେ ଆଉ କିଛି ସମ୍ପର୍କ ରଖନା! ତାକୁ ଭୁଲିଯା ହେଲେ ପୂଜା ସେଭଳି ଝଅ ନ ଥିଲା ! ସେ କହିଲ! ତାଳୁ ଦଣ୍ଠ ଦରକାର ! ମୁଁ ପୋଲିସ୍ରେ ଅଭିୟୋଗ କରିବି ପ୍ରିୟ! କହିଲା ତୂ ପାଗଳ ହୋଇଯାଇଛୁ ! ତୂ ଝିଅଟେ ଯାହା ହେଲା ହେଲା ! ବେକାର ବଦନାମ ହେବ! ହେଲେ ପୂଜା ଶୁଣିଲାନି! ଥାନାରେ ଏଫ୍ଆଇଆର ବେଲା! ଆଉ ପୋଲିସ ବବଲୁ ପଛରେ ପଡ଼ିଗଲା ହେଲେ ସେତେବେଳକୁ ସେ ଫେରାର ଥିଲା  ! କିନ୍ତୁ ଆଉ କେତେଦିନ ବା ସେ ବାହାରେ ରହିପାରି ଥାନ୍ତା ! ୨୦୧୩ ନଭେଘରରେ ତାକୁ  ଗିରଫ କରାଗଲା ଏବଂ ୧୦ ମାସ ପରେ ବେଲ୍ ପାଇଲା ! ବେଲ୍ ପାଇବା ପରେ ସେ ଚ୍ଚାଣିଥିଲା  ପେ, ଏଥିରେ  ୧୦ ବର୍ଷ ପାଖାପାଖ୍ ସଢା ହେବାର ସମ୍ଭାବନା ରହିଛି ! ଏଣୁ ସେ ବାହାରିବା ପରେ ପୂଜାକୁ ବୁଝାଇବାକୁ ଚେଷ୍ଟା କଲୀ ! ହେଲେ ପୂଜାତାକୁ ବିବାହ କରିବା ପାଇଁ ମନା  କଲା ! ଏଥ୍ ରେ ବ୍ୟସ୍ତ  ହୋଇ ବବଲୁ କ’ଣ କରିବ ଭାବି ପାରୁ ନ ଥିଲା  ! ଦିନେ ସେ ପୂଜାକୁ ଶେଷ ଥର ଭେଟିବା ପାଇଁ ଡାକିଲା ! ସେଦିନ ଥିଲା  ୨୦୧୪ ଅଗଷ ୨୨ ତାରିଖ ! ପାଖପଡ଼ିଆକୁ  ତାକୁ ଭେଟିବା ପାଇଁ ପୂଜା ସାନ ଭଉଣୀ ସୋନିକୁ  ଧରି ଗଲା! ସେଠାରେ ପୂର୍ବରୁ ବବଲୁ ଅପେକ୍ଷା କରି ଥିଲା  ତା’ ସହ ଆଉ ଦ୍ରଇକଣବି ଥିଲେ  ! ଯାହାଙ୍କୁ ପୂଜା ଜାଣି ନ  ଥିଲା  !ସେଇ ପୂର୍ବପ୍ରଶ୍ନ ଦୋହ ରିଲା !ଆଉ  ପୂଢା ତା’ର ସେଇ ପୁରୁଣା ଉତ୍ତର କହିଲା! ସେମାନେ ପୂଜାକୁ ଧରିବା ସହ ବବଲୁ ଏକ ପଥର ଆଣି ତା’ ମୁଣ୍ଡରେ ଛେଚିଦ୍ଦେଲା ! ସେ ତଳେ ପଡ଼ିଯିବା ପରେ ତା ବେକକୁ ଛୁରୀରେ କାଟିଦେ ଲା ! ସୋନି ଚିତ୍କାର  କରିବା ପୂର୍ବରୁ ସେମାନେ ଫେରାର ହୋଇଗଲେ

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...