Friday 21 August 2015

ବୋହୁବୋହୁକା ଖେଳ





ପ୍ରେମିକର ସବୁଠୁ ବଡ଼ ତାକତ୍ ହେଉଛି ତାର ପ୍ରେମିକା! ଯଦି ପ୍ରେମିକାର ଆତ୍ମ ବିଶ୍ବାସ,
ଭଲପାଇବା ଆଉ ପ୍ରତିଶୃତି ତାନିକଟରେ ଅଛି ତାହେଲେ ସେ ସମୁଦ୍ରକୁ ବି ଶୁଖେଇ ଦେଇପାରେ! ସମ୍ଭବତଃ ସେଇଥି  ପାଇଁ    ଜେଲରୁ ଫେରିବା ମାତ୍ରେ ବବଲୁ  ଖୋଜି ଥିଲା  ପ୍ରତିଭାକୁ! ସେତେବେଳକୁ ପ୍ରତିଭାର ବାପାମାଗାଁ ଛାଡ଼ି ସାରିଥିଲେ  ପ୍ରତିଭାର ଫୋନ୍ ନସର ବଦଳେଇ ଦ୍ଦେଇଥିଲେ ତାକୁ କଡ଼ୀ ସୁରକ୍ଷା ବଳୟ ମଧରେ ରଖ୍ ଥିଲେ ସେଥପ୍ରତି ବବଲୁର ଟିକେ ପରବାୟ
  ଥିଲା ! ସେ ଜାଣିଥିଲା  ଯେ  ଯେମିତି ବି ହେଉ ସେ ପ୍ରତିଭାକୁ ଭେଟିପାରିବ ତାକୁ ଦେଖା କରି ପା ରିବ ! ତାକୋଳରେ ଶୋଏଇ ପାରିବ ! ତାମୁହଁରେ ମୁହଁ ଥାପି ନିଜ ମନର କଥାକୁ କହିପାରିବା କାରଣ ପ୍ରତିଭା ତାକୁ ଭଲପାଏ! ଆଉ ସେ ପ୍ରତିଭାକୁ ପ୍ରେମ କରୋ

ଉତ୍ତରପ୍ରଦେଶର ଏତାହ ଜିଲା ଅନ୍ତର୍ଗତ ମରହାରା  ଥାନା ଅଧିନସ୍ଥ ଗୋଟିଏ ଗାଁ- ମୋହିନି ! ଏହି ଗାଁରେ ରହନ୍ତି  ଦୁଇ ସମ୍ପ୍ରଦାୟର ମଣିଷା ଠାକୁର ଏବଂ ଜାଠ୍! ଠାକୁରମାନଙ୍କ ଦୃଷ୍ଟିରେ ସେମାନେ ଉଚ୍ଚ ଆଉ ସମ୍ରାନ୍ତୀ ଜାଠ୍ ଦଳିତ-ନି ଚ-ଆଉ  ଅସ୍କୃଶ୍ୟ! ବିଜୟ ପ୍ରତାପ ବାଘେଲା ଠାକୁର ସମ୍ପ୍ରଦାୟର ପ୍ରତିନିଧ୍! ତାଙ୍କର ଝିଅ ପ୍ରତିଭା | ଅପରପକ୍ଷରେ ବି ରପାଲ ଯା ଟଭ୍ ହେରଛନ୍ତି  ସେହିଗ୍ରାମର ଜଣେ ଦିଳିତ ଜାଠ୍, ଯାହାଙ୍କର ମଝିଅଁ! ପୁଅ ହେଉଛି ବବଲୁ! ବିଜୟ ପ୍ରତାପଙ୍କ ର ଚାରି ସନ୍ତାନ | ଝିଅ ପ୍ରତିଭା ଓ ପ୍ରିୟା! ପୁଅ ଲଳିତ ଓ ଅଙ୍କିତ  ବିଜୟ ପ୍ରତାପ୍ କିନ୍ତ ପ୍ରତିଭାକୁ  ଖୁବ୍ ସ୍ନେହ  କରୂ ଥିଲେ ! ପ୍ରତିଭା! ସ୍କୁଲ ରେ  ଥିଲା  ପ୍ରଥମା ସେ ଇଣ୍ଟର  ପାସ୍ କରି ବି.ଏସ.ସି ପତୁଥିଲା ! ତାପାଇଁ ପାଠ ଥିଲା  ଆଗ! କାରଣ ସେ ଅନ୍ୟ ଝିଅମାନଙ୍କ ପରି ନ ଥିଲା ! ବାହାହେବାଶାଶୁଘର ସମ୍ଭାଳିବା, ରୋଷେଇ କରି ଖୁଆଇବା ଆର ପିଲା ଜନ୍ମ କରିବା- ଏତିକିରେ ତାର ଜୀବନ ସୀମିତ ନ ଥିଲା  ! ସେ ନିଜର ଏକ କ୍ୟାରିୟର ତିଆରି କରିବାକୁ ଚାହୁଁଥିଲା !
ହେଲେ ମୁହୂର୍ତ କରେ ବଦଳିଗଲା ତାର ଜୀବନା ତାର ପୃଥିବୀ ରେ  ପ୍ରେମର ଋତୁ  ଆସିଲା! ତାନିଃଶ୍ବାସ ପ୍ରଶ୍ଵାସରେ ଭଲପାଇବାର ପବନ ବହିଁ ଲା! ତାସ୍ବପ୍ନ ରେ   ରୋଶଣି ଫୁଟିଲା! କାରଣ ସେ ଖୁବ୍ ଅପ୍ରତ୍ୟାଶିତ ଭାବରେ ବବଲୁର ପ୍ରେମରେ ପଡ଼ିଯାଇଥିଲା


ବବଲୁ ଜାଠ୍ ସମ୍ପ୍ରଦାୟର ହୋଇଥିଲେ  ମଧ ବେଶ୍ ଷାଇଲିସ୍ ଥିଲା ! ଭଲ ପୋଷାକ ପିନ୍ଧୁ ଥିଲା ! ତାର ଗଲିଚଳଣ ଉତ୍ତମ ଥିଲା ! ତାର କଥ! କହିବାର ଭାଙ୍ଗି  ଭିନ୍ନ ଥିଲା  ! ସେଥିଲା ଗି ପ୍ରଥମ ଦେଖାରେ  ତାଳୁ ମନ କେଇ ବସିଲା ପ୍ରତିଭା ! ଖାଲି ମନ ଦେଲାନାହିଁ, ନିଜର ସୁଖ, ଦୁଃଖ ସବୁ କିଛିକୁ  ସେ ବବଲୁ ନାମରେ କରିଦେଲ!

ଭୂଦେବୀ! ପ୍ରତିଭାର ମା’! ଦିନେ ସେ ଅନୁଭବ କଲେ, ପ୍ରତିଭା କେମିତି ବଦଳିବ! ଭଳି ଲାଗୁଛି! ଡେରିରେ ଘରକୁ  ଫେଗୂଛି' ସବୁ ବେଳେ  ଖୁସି ଖୁସି ରହୁ ଛି  ଗୁଣୁ ଗୁଣୁ  ହେଇ ଗାତ ଗାଉଛା  ଏକା ଏକ!  କଥା ହେଉଛ! ମନକୂ ମନ ହସି ଦଉଛି! ଦିନେ ସେ ପଗରିକେ- ପ୍ରତିଭା! ତୋର କଣ ହେଇଛି! ତୂ ଡେରିରେ ଘରକୁ ଫେରୁଛୁ ?

ପ୍ରେମରେ ପଡ଼ିଲେ ଆଉ କିଛି ହେଉ କି ନ ହେଉ ଜଣେ  କିନ୍ତୁ ମିଛ କହିବା ଶିଖୀ   ଯାଏ! ଏଇ ଯେମିତି ପ୍ରତିଭା! କହିଲ! ଯେ , କଲେକରେ ଏଣିକି ଏକ୍ସଟ୍ରା    କ୍ଲାସ  ନେଉଛି! ସେଥିଲା ଗି ସେ ଡେରିରେ ଫେରୁଛି! ବାସ୍ତବରେ କଲେଜରୁ କାସ୍ ସାରି ସେ ବବଲୁ ପାଖକୁ ଯାଉଥିଲା  ସେଥିଲା ଗି ତାର ଘରକୁ ଫେରିବା ଡେରି ହେଉଥିଲା

ଣ ପାଇଁ କେଜାଣି, ଝିଅର ଉତ୍ତର ଭୂଦେବୀଙ୍କୁ ସନ୍ତୁଷ୍ଟ  କରିଲା ନାହିଁ ! ସେ ସବୁକଥା ବିଜୟ
ପ୍ରତାପ୍ ଙ୍କୁ  କହିଲେ! ତ ବିଜୟ ପ୍ରତାପ ଅଚାନକ୍ ଚିନ୍ତା  ମଗ୍ନ ହୋଇଗଲେ! ବାସ୍ତବରେ ପ୍ରତିଭା ଏବଂ ବବଲୁର ପ୍ରେମ କାହାଣୀ ତାଙ୍କ ନିକଟାରେ  ପହଞ୍ଚୀ  ସାରିଥିଲା ! କିଛିଦିନ ତଲେ
ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାଙ୍କୁ ସତର୍କ କଗେଇ ଦ୍ଦେଇ କହି ଥିଲେ  ଯେ, ‘ପ୍ରଢିଭା ଜାଠ୍ ଘରର ପିଲା ବବଲୁ ସହିତ ମିଶିବା ଠିକ୍ ନୁହେଁ! ସେମାନେ ଦଳିତ! ଆମେ ସମ୍ଭ୍ରାନ୍ତ   ଆମ ଭିତରେ ସମ୍ପର୍କ ଅସମ୍ଭବ ସେଦିନ ସେ ବନ୍ଧୁଙ୍କ କଥା ଉପରେ ଗୁରୂତ୍ୟା ଦେଇ ନ ଥିଲେ  କାରଣ ଝିଅ
ଉପରେ ତାଙ୍କର ପୂର୍ଣ ଭରସା ଥିଲା  ! ହେଲେ ପତ୍ନୀଙ୍କ ଠା ରୂ ଝିଅର ଡେରିରେ ଫେରିବା କଥା ଶୁଣି ତାଙ୍କର ତାଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା ! ସେ ପ୍ରତିଭାକୁ ଡାକି ସତର୍କ କରେଇଦେଲେ! ଆଉ ପ୍ରତିଭା ବି ବାପାକୂ ଭରସା ଦେଇ କହିଲା ଯେ, ସେ ହେଉଛି ଠାକୁର ସମ୍ପ୍ରଦାୟର ଝିଅ ! ତାଭିତରେ ବି ବାଘେଲା ବଂଶର ରକ୍ତ ବହୁ ଛି! ସେ ପୁଣି ଗୋଟେ ଦଳିତ ଟୋକାର ପ୍ରେମରେ ପଡ଼ିବା ପୁଣି ସେ ତ ନିଜେ ଜାଠ ମାନଙ୍କୁ  ଘୃଣା କରେ!

ପ୍ରତିଭା ସିନା ବାପାଙ୍କ ମନ ରଖିବା  ପାଇଁ ଏଭଳି କଥା କହିଦେଲା! ହେଲେ ରା ତିରେ ସେ ଠିକ୍ ରେ  ଶୋଇପାରିଲା  ନାହିଁ! କାରଣ ସେ ଚ୍ଚାଣିଥିଲା ସେ, ଯେଉଁ ଜାଠ ମାନଙ୍କୁ ସେ ଗାଳିଦେଲା  ସେମାନଙ୍କ ମଧରୁ ଜଣେ ହେଊଛି ତା  ସ୍ଵାମୀ ବବଲୁକୂ ସେ ସିନା ତାର ଦେହ ହେଇନାହିଁ, ହେଲେ ମନ, ହୃ ଦୟ ସବୁକିଛି ସମର୍ପଣ କରି ସାରିଛି  ! ତେଣୁ କିପରି ସେସ୍ଵାମୀର ସମ୍ପ୍ରତାୟକୂ ଘୃଣା କରିବା  ଭଳି ପାପ କରିପାରିଲା

ତାପରଦିନ ସେ ବବଲୁକୂ ଭେଚିଳା ଓ ତାଛାତିରେମୁହଁ ରଖୀ କାନ୍ଦି  ବାକୁ   ଦିତାକୂ ଲାଗିଲା କହିଲା, ବବଲୁ ମୁଁ ବଦୂତବଡ଼ ପାପ କରିଛି! ସବୃ ଶୁଣି ବବଲୁ ହସିଲୀ ତାମୁହଁକୁ ନିଜର ଦୁଇ ହାତରେ ତୋଳିଧରି କହିଲା - ଏଥିରେ  ପାପ କାହିଁ ପ୍ରତିଭା ? ପୁଣି ତୁମେ ଦୋଷ କେମିତି କଲ ? ଆରେ ! ତୁମେ ତ ଆମ ପ୍ରେମକୁ ବଂଚେଇବା  ପାଇଁ ଏମିତି କହିଁଛ !ଆଉ ଏମିତି ବି କରିବାର ଆବଶ୍ୟକ ଥିଲା  ପ୍ରତିଭା କହିଲା, ଏମିତି ଆଉ ବେଶିଦିନ ଚାଲି ପାରିବ  ନାହିଁ ବବଲୁ!ବା ପା ଜାଣିଗଲେଣି! ତାଙ୍କର ସନ୍ଦେହ ମୋଉପରେ ରହିବ  ଆଉ ସେ ବି ମୋତେ ଜୋରକବରଦସ୍ଥ ବାହୀ କରେଇ ଦେଇପାରନ୍ତି  ! ମୁଁ ଗହେଁଗଲ ଆମେ କୁଆଡ଼େ ପଳେଇଯାଇ ସେଠାରେ ବିବାହ କରିବା! କାରଣ ଏଠି ଆମକୁ ଏମାନେ ଏକତ୍ର ହେବାକୁ ଦେବେନାହିଁ! ଏବଂ  ତାହା ହିଁ ହେଲା ! ପ୍ରତିଭା ଏବଂ  ବବଲୁ ଅଚା ନକ ଦିନେ  ଫେଗର୍ ହୋଇଗଲେ! ଗାଁରେ ଚହଳ ପଡ଼ିଗଲା ଯେ  , ଗୋଟିଏ ଜାଠ୍ ଟୋକା ଠାକୁର ଜାତିର ଝିଅକୁ ନେଇ ପଳେଇ ଯାଇଛି! ମରହରା   ଥାନ! ଅଧିକାରୀ   ଦେଖିଲେ  ଠାକୁର ଏବଂ ଜାଠ୍ଇଂ ମଧରେ ହାଣକାଟ ଲାଗିବ! ସେଥିଲା ଗି ସେମାନେ ଆଗୁଆ ପଦକ୍ଷେପ ନେଇ ପ୍ରତିଭା ଏବଂ ବବଲୁ କୁ  ଖୋଜିବାରେ ଲାଗିଗଲେ!
ସେମାନଙ୍କୁ ° ଆଲିଗତ୍ ରେ  ଉଦ୍ଧାର କରି ମର  ହରା  ଅଣାଗଲା ପ୍ରତିଭାକୁ ବିଜୟ ପ୍ରଢାପଙ୍କ ଜିମା ଦିଆଯିବା  ସହିତ ଜଣେ ଯୁବତାକୂ ଅପହରଣ କରିଥିବା  ଅଭିଯୋଗରେ ବବଲୁକୁ ଜେଲ୍ ପଠେଇ ଦିଆଗଲା ! ଗାଁ ସାର! ନିନ୍ଦା ଋଚୂଥିଲା  ପ୍ରତିଭା ନାମରେ! ତେଣୁ ବିଜୟ ପ୍ରତାପ ନିଜ ପରିବାରକୁ ନେଇ କାସ୍ ଗଞ୍ଜର ଗଙ୍ଗ ଶ୍ୱର କଲୋନୀ ରେ ଥିବା  ତାଙ୍କର ଆଉ ଏକ ଘରକୁ ଗଲିଗଲୋ ପ୍ରତିଭାକୁ କଡ଼! ସୁରକ୍ଷା  ମଧରେ ରଖାଗଲା ତାର ମୋବାଇଲ୍ ନମ୍ବର  ବଦଳେଇ ଦିଆଗଲା ! ତାର କଲେକ୍ ପଢ଼ା ବନ୍ଦ କରିଦିଆଃ ଗଲା
ପାଞ୍ଚମାସ ପରେ ଜେଲ୍ ରୁ  ଫେରିଲା  ବବଲୁ! ଜେଲ୍ ରେ   ରହିବ! ଭିତରେ ପ୍ରତିଭା ପ୍ରତି ତାମନରେ ଥିବା  ପ୍ରେମ ଖୁବ୍ ବଳିଷ୍ଠ ହୋଇଯାଇଥିଲା ! ସେ ଗାଁକୁ ଫେରି ପ୍ରଥମେ ପ୍ରତିଭା କୂ ଖୋଜିଲା! ପାଇଲା  ନାହିଁ! ତାମୋବାଇଲ୍ କୁ  ଟ୍ରା ଏ କଲା , କଲ୍ ଲାଗିଲା ନାହିଁ! ଏହା ସତ୍ୱେ  ସେ ସାମାନ୍ୟ ବି ନିରସ ନିରାଶ  ହେଲାନାହିଁ! ତାର ଦୃଢ଼ ବିଶ୍ବାସ ଥିଲା  ପ୍ରତିଭା! ଉପରେ ଓପ୍ରତିଭା ର  ଭଲପାଇବା ଉପରେ! ସେ କାଇଦା କୌଶଳ କରିପ୍ରତିଭା   ର ନୂଆ ନସର ସଂଗ୍ରହ କଲା ଓ ପ୍ରତିତାକୂ ଡାଏଲ୍ଲେ ! ତାର ଅନୁମାନ ଥିଲା ଶହେ ପ୍ରତିଶତ ସତା  ଜେଲ୍ କୁ  ଯିବା  ପୂର୍ଚରୁ  ପ୍ରତିଭା ତାର ଥିଲା  ଆଉ ଫେରିବା ପରେ ବି ତାର ହେଇ ରହିଥିଲା  ତାଫୋନ୍ ପାଇବ! ପରେପ୍ରତିଭା ଛାତିରୁ ଉଠୁଥିବା   ପ୍ରତିଟି କୋହ ଆଉ ତାଓଠ ଛୁଇଁଖସି ଆସୁ ଥିବା  ଗୋଟିଏ ଗୋଟିଏ ଶବ୍ଦ ବବଲୁକୂ ଏକଥାକହି  ଦେ ଉଥିଲା  ଯେ, ପ୍ରତିଭା ତାର! କେବଳ ତାର!
ପ୍ରତିଭା କହିଲା- ବବଲୁକୁ ! ଢେର ହେଇଗଲା ! ଆମେଆଜି ରା ତିରେ ପଳେଇଯିବା  ଯଦି ଦ  ର କୋର ପଢ଼େ, ମୁଁତୋ  ପାଇଁ ଆତ୍ମହତ୍ୟା କରିବାକୁ ରାଜି ! କିନ୍ତୁ ତୋତେ ଛାଡ଼ି ଆଉ ମୁହୂର୍ତ ଟେ  ବି ରହିପାରିବି ନାହିଁ!ପ୍ରତିଭା ର ପ୍ରତ୍ୟେକଟି କଥା ବବଲୁ ପାଇଁ ଥିଲା  ବେଦବାକ୍ୟ   ଭଳି ପାଳନୀୟ! ସେହି ଗତିରେ ନିଜର ବେଗ  ଧରି ଘରୁ ବାହାରି ଆସୁଥିଲା ପ୍ରତିଭା ହେଲେ ସେତିକିବେଳେ ତାର ସାନ ଭାଇ  ନିଦ ଭାଙ୍ଗି ଗଲା ଓ ସେ ଉଠି ସମସ୍ତଙ୍କୁ ଡାକି ଡେଲଲା   ! ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ସେମାନଙ୍କର! ଓଲଟି ପଞ୍ଚାୟତ ବସି ନିଷ୍ପତି ହେଲା ଯେ, ପ୍ରତିଭାକୁ କେବଳ ଘର ଭିତରେ ରଖାଯିବା ବାହାରକୁ ଛଡ଼ାଯିବ ନାହି! ସେହିଭଳି ବବଲୁକୂ ନିର୍ବେଶ ଦିଆଗଲା ଯେ. ସେ , ସେ ଯେପରି ଭୁଲରେ ସୁଦ୍ଧା ପ୍ରତିଭାର ଛାୟା ସ୍ପର୍ଶ   ନ କରୋ
ହେଲେ ପ୍ରେମର ମନ୍ତ୍ର ରେ ଦାଷିତ ପ୍ରତିଭା ଏବଂ ବବଲୁ ଙ୍କ ନିକଟରେ ଏଭଳି ନିହେଁଶ ନାମାର କୌଣସି ଅର୍ଥ ହିଁ ନ ଥିଲା |ପ୍ରତିଭା କହିଲା- ବବଲୁ! ମୁଁପ୍ରତ୍ୟେକ ଗତିରେ ମୋର ବା ପାମାଏବଂ ଅନ୍ୟମାନଙ୍କୁ ନିଦ ଔଷଧ ଖୁଆଇ ଶୁଆଇଢେବି! ଆଉ ତାପରେ ତୂ ଗଲିଆସିବୁ  ରୁ! ବାଆସ୍ମୁଁ ତୋ ସହ ପ୍ରତ୍ୟେକ ରାତିରେ ତୋରି ସ୍ତ୍ରୀ  ହେଇ ରହିବାକୁ ଗହେଁ! ମୁଁ ଏମାନଙ୍କୁ ଜଣେଇଦ୍ଦେଗକୂ ଗହେଁ ପେ, ଆମ  ପ୍ରେମକୁ ଏମାନେ ଚେଷ୍ଟା  କରି ବି ଅଟକେଇ ପାରିବେ ନାହିଁ! ମୁଁ କେବଳ ତୋରି ସ୍ତ୍ରୀ
       ରାତିରେ ଶୋଇବା ବେଳେ ବିଜୟ ପ୍ରତାପ ବାହାରେ ଗଦି  ପକାଇ ଶୋଉ  ଥିଲେ   ସେଥି ଲାଗି  ପ୍ରତିଭା ନିଜ ଶୋଇବା ଘରର ଛାତରୁ ପ୍ରତିଦିନ ଟା  ଇଲ୍ ଖୋଲି ଦ୍ଦେଉଥିଲା ସେହିବାଟ ଦେଇ ଘର ଭିତରକୁ ଗଲି ଆସୁଥିଲା ବବଲୁ! ପ୍ରତ୍ୟେକ ଦିନ ରା ତିରେ ବବଲୁଋ ସ୍ତ୍ରୀ  ସାଜୁଥିଲା ପ୍ରତିଭା ସେଥିଲାଗି ବବଲୁ ତାପାଇଁ ଶାଢ଼ି, ଚୁ ଡ଼ି ଆଉ ସିନ୍ଦୁର  ରନେଇ ଆସୂଥିଲା  ସେଇ ସବୁ କୂ ପିନ୍ଧୁ ଥିଲା ସେ! ପତ୍ନୀ  ଧର୍ମ ପାଳୁ ଥିଲା ସେ ! ସକାଳୁ କେହି ଉଠିବ! ଆଗରୁ ବବଲୁ ପୁଣିଥରେ ନିଜ ଘରକୁ ଗଲି ଯାଉଥିଲା
  ପ୍ରତ୍ୟେକ ଦିନସକାଳେ ପ୍ରତିଭା ମାଡ଼ ଖାଉଥିଲା କାରଣ, ସେ ନିଜ  ମୁଣ୍ଡରୁ ବବଲୁ ପିନ୍ଧେଇ ଦଊଥିବା  ସିନ୍ଦୁର ପୋଛିବାକୁ ଗହୁଁନ ଥିଲା ! ଏମିତି ପ୍ରତିଦିନ ଦେଖି ବିଜୟ   ପ୍ରତାପ ଓ ଭୂଦେବୀ ଭାବି ନେଇ ଥିଲେ ଯେ , ପ୍ରତିଭା ମୁଣ୍ଡ ଖଗପ ହୋଇଯାଇଛି! ସେ ପାଗଳା ହୋଇଯାଇଛି ! ନ ହେଲେ ରା ତିରେ ବୋହୁସାଜି ଖେଳ ଖେକୂଥାନ୍ତା  ର୍କଣ ପାଇଁ ?

ଏଭଳି କଥା ଶୁଣି ପ୍ରତିଭା ହସୁ ଥିଲା ! ତାସିନ୍ଥିରେ  ସେ ନିଜର ହାତକୁ ଅତି ସରା ଗରେ ବୁଲେଇ ନଉ ନଉଭାବୁ ଥିଲା ମୁଁ ମିଛଗେ ନୁ ହେଁ; ସତରେ ବୋହୁ ବୋହୁକା ଖେଳ ଖେକୂଛି! ତୁମେମାନେ ଚେଷ୍ଟା  କରି ବି ଡାକୁ ରୋ କିପାରିବ ନାହିଁ!
ସବୁଦିନ ସମାନ ଯାଏନାହିଁ! ଦି ନେ ଗତିରେ ନିଜପରିବାର ଲୋକଙ୍କୁ ନିଦ ଔଷଧ ଦେବାକୁ ଭୁଲିଯାଇଛି ପ୍ରତିଭା ! ବବଲୁ ଆସି ପହଞ୍ଜଗଲା  ! ତାକୁ ସେ ଚେଷ୍ଟାକରି ବି  ଫେରେଇ ଦେଇପାରିଲା ନାହିଁ  ! ବିଜୟ ପ୍ରତାପ ଢାଣିଗଲେ  ସବୁକିଛି! ଆଉ ବବଲୁକୂ ଘର  ଭିଡରେ ବନ୍ଦକରି  ରଖୀ  ଦେଲେ  |ନିଜର କିଛି ଘନିଷ୍ଠ ସାଙ୍ଗକୁ ଡକେଇ ପଠେଇଲେ! ବବଲୁ ଜାଣିଲେ ଯେ , ତ!ଜୀବନ ବିପଦରେ! ସେ ଥିଲାଗି ସେ ତାର ସାଙ୍ଗକୁ ମାନଙ୍କୁ ମଧ ଫୋନ୍ କରି ତାକୁ ବଞ୍ଚାଇଢାକୂ ଡାକିଲା! ମାତ୍ର ସେମାନେ ଆସି ପହଂଚିବା  ପୂର୍ବରୁ ବବଲୁକୂବିଜୟ ପ୍ରତାପ ହତ୍ୟା କରିସାରିଥିଲେ

ତ!ପରଦିନ ସକାଳେ ପୋଲିସ ବବଲୁର ରକ୍ତରଂଜିତ   ଶବକୁ ଘର ଭିତରୁ ଉଦ୍ଧାର କଲା ! ତାନିକଟରେ ବେହୋସ୍ହେଇ ପଡି଼ଥିଲା  ପ୍ରତିଭା! ପ୍ରତିଭାର ବୟାନ ଅନୁଯାୟୀ  ବାପ! ମାସମେତ ଅନ୍ୟ ଅପଘଧା ମାନଙ୍କୁ   ପୋଲିସ ଗିରଫ କଲୀ ଏକୁଟିଆ ହେଇ ଘରକୂ ଫେରିଲା ପ୍ରତିଭା ସେ ମୁଣ୍ଡରୁ ପୋଛି ଦ୍ଦେଲା ସିଦୂର! ବୋହୁବୋହୁକାଖେଳଖେଳିବା ପାଇଁ ଆଉ ବବଲୁ ତାନିକଟରେ ନ ଥିଲା…………..

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...