Thursday, 15 June 2017

ଆଇନା….କହିଲୁ ମୁଁ କ’ଣ କିଛି ଭୁଲ କରିଛି




ଆଇନା ମୋର ବେଷ୍ଟ ଫ୍ରେଣ୍ଡ  ଯେବେ ବି କୌଣସି ବିଷୟକୁ ନେଇ ମୁଁ ଦ୍ୱନ୍ଦ୍ୱ ରେ ପଡେ ସେତେବେଲେ ଆଗେ ଆଇନା ଅଗରେ ବସେ ଆଉ ତାକୁ ମୋ କଥା ଶୁଣାଏ  ଅଜି ମୋ ଭିତରେ ଅନେକ ପ୍ରଶ୍ନ! ଠିକ୍ ଭୁଲର ଚଉଛକି ରାସ୍ତା ରେ  ଅଟକି ରହିଛି ମୁଁ! ଜେତେବେଳେ ଲାଗୁଛି ମୁଁ ଯାହା କରିଛି  ଠିକ୍ କରିଛି! କେତେବେଳେ  ଲାଗୁଛି, ମୁଁ ପାହ! କଲି ତାହା ହୁଏତ ମୋର କରିବାର ନ ଥିଲା  ସେଠି ପାଇଁ  ମୁଁ ଯାଇ ଆଇନା ଆଗରେ ବସିପଢ଼ିଲି! ଆଉ ତାକୁ ପଗରିଲି- କହିଲୁ, ମୁଁ ଯାହ! କଲି କଣ ଭୁଲ  କଲି ?” ଆଇନ! ନୀରବ ରହିଲା ମୁଁ କିନ୍ତୁ  ନୀରବ ରହିପାରିଲି ନାହିଁ ମୋ ପକ୍ଷ ନେଇ କହିଲି- ଯାହା ବି କରିଛି ଠି କ୍ କରିଛି! ମୋର ଆଊ ଅନ୍ୟ ଗତି  ନ ଥିଲା ଏ ଥର ଶୁଣ ମୁଁ ପୁରା  ଘଟଣ କହୁଛି


କାହାଣୀ ଆରମ୍ଭ ହୋଇ ଥିଲା  ୨୦୦୧ ମସିହାରେ, ଯେତେବେଳେ ମୁଁ ଆଇଏ, ପଢୁ ଥିଲି  ଆଉ ଦାପକ୍ ପଢୁ ଥିଲେ  ବି ଏସ ସି ପିଲାଦିନୁ ମୋର ବାପା  ଚାଲି ଯାଇ ଥିଲେ  ମୋ ମାମୋ ବଡ଼ଭଉଣୀ ର ବାହାଘର ସାରିଦେଇ ଥିଲେ  ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା  କିଭଳି ମୋତେ ପାଠ ପଢ଼େର କୂଳରେ ଲଗେରବେ !
ଦୀପକ ପରିବାର ସହିତ ଆମ ପରିବାରର ଦୂର ସମର୍କ ରହିଥିଲା ! ତେବେ ସେମାନେ ଆମକୁ ସେମାନଙ୍କର ବନ୍ଧୁ  ବୋଲି ଭାବୁ  ନ ଥିଲେ  କାରଣ ସେମାନେ ଧନୀ ଥିଲେ! ଆମେ ଥିଲୁ   ଗରିବ ଏକ ପାରିବାରିକ ଉତ୍ସବରେ ଆମର ସାକ୍ଷାତ ହୋ ଇଥିଲା  ପୂର୍ବରୁ ଯେ ଦୀପକ ମୋତେ ଓ ମୁଁ ଦୀପକକୂ ଦେଖି ନ ଥିଲୁ  ସେ କଥା ନୁହେଁ  କିବୁ ସେ ହି ସାଷାତଥିଲା  ଆମ ଦୁହିଙ୍କ ପାଇଁ ବିଲ୍ କୂଲ ସ୍ପେସିଆଲ  ଆମେ କେହି କାହାରି ଠାରୁ ଆଖ୍ ଫେରେଇ ପାରି ନ ଥିଲୁ ଆମର ହାର୍ଟଚିଟ୍ ବଢ଼ିଯାଇଥିଲା  ଲାଗିଥିଲା  ଆମକୁ ଛାଡ଼ି ଏ ଉତ୍ସବରେ ଥିବା  ଲୋକମାନେ କେହି ବି ଆମର ନିଜର ନୁହନ୍ତି ! ଆମେ ସେହିଦିନ ଆମ ମୋବାଇଲ୍ ନସର ସେ ୟାର କରିଥିଲୁ  ତାପରଠୁ ଆମ ଭିତରର ଦୂରତା ଧି ରେ ଧାରେ ହ୍ରାସ ପାଇବାକୁ ଲାଗିଥିଲା

ଦୀପକ ବି .ଏସ୍ ସି. ପାସ୍ କଲେ  ମୁଁ ଆଇ.  ଦୀପକ ମେଡ଼ିସିନ୍ ପଡ଼ିବ ବୋଲି ସ୍ଥିର କରିଥିଲା  ! ମୁଁ ଏମ୍ ବିଏ ! ତାପୂର୍ବରୁ ଦିନେ ଦୀପକ ଆସି ମୋତେ କହିଲା ଯେ, “ପ୍ରମିଳା! ମୁଁ ତୁମକୁ ଭଲ ପାଏ  !ମୁଁ ବି ନିଜକୁ ରୋକି ପାରିଲିନି! ମୁଁ ବି ଭଲ ପାଊଥିଲି  ଦୀପକକୂ! ଢେଣୁ ମୁହୁର୍ତେ ବିଳମ୍ବ   ନ କରି କହି ଦେଲି - ଦୀପକ ! ମୁଁ ବି ତୁମକୁ ଭଲ ପାଏ!ଦୀପକ ସ୍ବସ୍ତି ରେ ନିଃଶ୍ବାସ ମାରିଲେ! କହିଲେ, ଏମ.ବି.ବି.ଏସ୍ ପାଇଁ ମୋତେ ଖୁବ୍ ପରିଶ୍ରମ କରିବାକୁ ପଡ଼ିବା ଏଥର ମୁଁ ସବୁ କଷ୍ଟ ସହି ପାରିବି ! କାରଣ, ମୁଁ ନିଶ୍ଚିତ ହୋଇଗଲି ଯେ, ଏତେବଡ଼ ପୃଥିବୀ ରେ କେହି ଜଣେ ଅଛି ଯିଏ କେବଳ ମୋରା ମୋତେ ବି ଦାପକ୍ ଙ୍କ  କଥୀଶୂଣି ଭାରି ଭଲ ଲାଗିଲା  ଆମେ ଦୁହେଁ ନିଷ୍ଠରି କଲୁ  ଯେ, ଆଗ ପାଠା ପରେ ଆଉ ସବୁ! ଯେଉଁଦିନ ଦୀପକ ଡାକ୍ତର  ହୋଇଯିବ ଆଉ ମୁଁ ମୋର ଏକ ଚାକିରି ପାଇଯିବି ସେହିଦିନ ଆମେ ମ୍ୟାରେକ୍ କରିବୁ! ତେବେ ଫୋନରେ ଆମେ ସବୁବେଳେ ପାଖାପାଖୀ ର ହିବୁ ବୋଲି କଥାହେଲୁ!
ତାହା ହିଁ ହେଲା  ଆମେ ଦୁହେଁ ଦୁହିଙ୍କ ପାଇଁ ବଞ୍ଚିଲୁ  ଦୁହିଙ୍କ ପାଇଁ ପାଠପଢ଼ିଲୁ! ଦିନର ଆରମ୍ଭ ଗୂତ୍ ମର୍ନିଙ୍ଗ ରେ  ଆଉ ଦିନର ଶେଷ ହେଲା ଗୁତ୍ ନାଇଟ୍ରେ  ମୁଁ ଏମବିଏ ସାରି ଏକ ବ୍ୟାଙ୍କରେ ପିଆରଓ ଚାକିରି କଲି! ଦୀପକ ମଧ ଏକ ଡାକ୍ତର  ବନିଗଲେ ଏବେ  ସେ ହି ସମୟ ଆସିଗଲା ଯେଉଁ ସମୟକୁ ମୁଁ ଅପେଷ! କରିଥିଲି ଅର୍ଥାତ୍ ବିବାହ! ମୁଁ ଦୀପକକୂ କହିଲି- ଦୀପକ ଏବେ ତ ଚୂମେ କଣେଡାକ୍ତର ଚାଲ ଆମେ ବାହା  ହୋଇ ପଡି଼ବା !ଦୀପକ କହିଲା- ପ୍ରମିଳା! ମୋ ଜୀବନର ଉଦ୍ଦେଶ୍ୟ ପୂରଣ ହୋଇନାହିଁ! ମୁଁ କେବଳ ଏମ୍ ବି.ବି.ଏସ୍! ଆଉ ଏ ଏମ୍ ବି.ବି.ଏସ୍ ଡିଗ୍ରାର କୌଣସି ମୂଲ୍ୟ ନାହିଁ ! ମୋତେ ଅନ୍ତତଃ ଏମ୍ ଡି ନ ନେଲେ ଏମ୍.ଏସ୍ ହେବା ଆବଶ୍ୟକ! ପ୍ଲଜ଼ ତୁମେ  ଆଉ ଦୁଇବର୍ଷ ଅପେଷାକରା ତାପରେ ଆମେ ବାହାହୋଇ ସାଥିରେ  ଘରଫସାର କରିବ! !ମୁଁ ଦୀପକ କଥା ମାନିଗଲି! ଭାବିଲି, ତାଙ୍କର ଭବିଷ୍ୟତ ହେଊଛି ମୋର ଭବିଷ୍ୟତ! ଢେଣୁ ଆଉ ଦୁଇବର୍ଷ ଅପେକ୍ଷା କଲେ କ୍ଷତି କ

   ମୁଁ ସିନା ଅପେକ୍ଷା କରିବାକୁ ମନକୁ ବୁଝେଇକେଲି! ହେଲେ ମୋ ମାକିନ୍ତୁ ଅପେକ୍ଷା କରିବାକୁ ପ୍ରସୁତ ନ ଥିଲା  ସେ ମୋତେ କହିଲା- ପ୍ରମିଳା! ତୋର ତ ପଢ଼ା ସରିଲା ! ତୂ ଚ ଚାକିରି କଲୁ! ଆଉ ଡେରି କଣ ପାଇଁ ? ତତେ ଭଲ ପାତ୍ର ଦେଖ୍ ଉଠେଇଢେଲେ ମୁଁ ଶାନ୍ତି !ମୁଁ ମାକୂ କଣ କହିବି କିଛି ଭାବିପାରିଲି ନାହିଁ  ତେବେ ସତକଥା ଆଉ ଲୁଚେଇଲି ନାହିଁ କହିଲି, “ମାମୁଁ ଓ ଦାପକ୍ ପରସ୍ପର କୂ ଭଲ ପାଉଛୁ! ଆମେ ଦୁହେଁ  ବିବାହ କରିବାକୁ ବି ନିଷ୍ଠଭି ନେଇଛୁ!ମୋ ମାକିଛି ସମୟ ଚୁପ୍ ରହି କହିଲା- ଦାପଳ ଭଲ ପିଲା  ତାଭବିଷ୍ୟତ ଉଜ୍ଜ୍ଵଳ   ହେଲେ ତାମାବାପା ଖୁବ୍ ଗର୍ବା! ସେମାନେ ଆମକୁ ପୋକମାଛି ବୋଲି ବି ଭାବନ୍ତି  ନାହିଁ ! ତୂ କଣ ଭାବୁଚୁ  ସେମାନେ ତୋତେ ବୋହୁ ବୋଲି ମାନିନେବେ!ମାର ଆଶଙ୍କା ଅମୂଳକ ନଥିଲା ତେବେ ବି ମୁଁ ମାକୂ ମନେଇବା ପାଇଁ କହିଲି- ଆମେ ଆଉ ଛୋଟ ହୋଇନାହୁଁ! ତାଙ୍କ ପୁଅ ଡାକର ହେଲେ ମୁଁ ତ କଣେ ବ୍ୟାଙ୍କ କର୍ମଚାରୀ! ତାଛଡ଼ା, ଦୀପକ ମୋତେ ତାଙ୍କ ନିଜ ଠୁ ବି ବେଶି ଭଲ ପାନ୍ତି! ସପୋର୍ଟ କରନ୍ତି ! ତୂ କିଛି ଚିନ୍ତା କରନି! ସବୁ ଠିକ୍ ହୋଇଯିବା
ମାବୁଝିଗଲୀ ହେଲେ ସେଇଠୁ ମୋ ମନରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ  ମୁଣ୍ଡ  ଟେକିବାକୁ ଲାଗିଲା! ମୁଁ ଭାବିଲି, ଆଜି ସିନା ଦୀପକ ମୋତେ ଭଲ ପାଉଛି ! ହେଲେ କାଲି ପଦି ତାଙ୍କ ମନ ବଦଳିଯାଏ! ପ୍ରକୃତି ଯେତେବେଲେ ବଦଳିଯାଇଛି ସେତେବେଳେ ମଣିଷର ମନ ଯେ  ନ ବଦଳିବ ତାକେମିତି କହିହେବ! ବର୍ଷ! ଦିନରେ ଖରା ହେଊଛି ତ ଖରାଦିନରେ ବର୍ଷା! ପୁଣି ଶୀତ ରତୂରେ  ଚିଶୀତର ପଟ୍ଟା  ମିଳୁନି! ସେଥିରେ ମଣିଷର ମନକୁ କି ଭରସା!
ଏହାପରେ ମୋ ମନକୁ ସଚକୂ ସତ ପାପ ଛୁଇଁଲା  ଦୀପକ ସେତେବେଲେ ଆଗ୍ରାରେ ଥିଲେ  ମୁଁ ଦୀପକକୂ ଯାଇ ପଗରିଲି- ଦୀପକ! ମୋତେ ସଫାସଫ! କୁହ କେବେ ବାହା ହେବ ?” ମୋ କଥା ଶୁଣି ଦୀପକ ଆଶର୍ଯ୍ଯ ହୋଇଗଲା ଓ କହିଲା-  ପ୍ରମିଳା! ତୁମେ ମୋତେ ଏକଥା ପଗରିପଚାରି
ବିରକ୍ତ  କରେଇ ଦେଲାନି ! ଆରେ ମୋତେ ଆଗ ଏମ୍ ଡି ନ ହେଲେ ଏମ୍ଏସ୍ ହେବାକୁ ଦିଆମୁଁ ତାଙ୍କର କିଛିକଥା ଶୁଣିବାକୁ ପ୍ରୟୁତ ନଥିଲି ! କହିଲି- ମୁଁ ସେକଥା କାଣେନି! ମୋତେ ତୁ ମେ ଅନେକ ଅପେକ୍ଷା କରେ ଇଲଣି! ଆଉ ନୁହେଁ !ଦାପକ୍ ମୋ ମୁହଁକୁ ତାଙ୍କ ହାତମୁଠାରେ  ତୋ ଳିଧରି କହିଲେ- ମୁଁ ତୁମକୁ ପାଗଳଙ୍କ ପରି ଭଲପାଏ ପ୍ରମିଳା! ମୋ ଉପରେ ବିଶ୍ବାସ ରଖ !ମୁଁ କହିଲି- ବିଶ୍ୱାସ ନୁ ହେଁ; ମୋର ଗ୍ୟାରେଣ୍ଟି  ଲୋଡ଼ା ! ଦୀପକ! ଚୂମେ ମୋତେ ବିବାହଁ  କରୀଦୀପକ କହିଲା- ମୁଁ ଚୂମକୂ ବିବାହଁ  କଲେ , ମୋ ମାବାପା ମୋତେ ଗୋଟିଏ ବି ପରସା ଦେବେନାହିଁ ପାଠ ପଢ଼ିବାକୁ! ମୋ ଭବିଷ୍ୟତ ନଷ୍ଟ ହୋଇଯିବା ଆଉ ମୋ ଭବିଷ୍ୟତ ନଷ୍ଟ  କରି ତୂମେ କି ଲାଭ ପାଇବ
ମୁଁ କହିଲି- ମୁଁ ତୁମକୁ କିମା ତୁମ  ଭବିଷ୍ୟତ ନଷ୍ଟ  କରିବାକୁ ଗହେଁନିମୁଁ କେବଳ ମୋ ପାଇଁ ଏକ ନ୍ୟାରେଶ୍ଚି ଆଶା କରୁଛି! ମୋତେ ତୁମେ ଢୋଲ ଟମକ ବଜେଇ ବାହ! ହୁଅ ବୋଲି କହୁନି! ଆମେ ଚାଲ ମନ୍ଦିର ରେ ବାହା ହେଇଯିବା! କେବଳ ବୁମେମୁଁ ଆଉ ମନ୍ଦିରର ପୂଜାରୀ ! ବାସ୍, ମୋ ମନ ଶାନ୍ତି ହୋଇଯିବା ତାପରେ ମୋତେ ଯେତେଦିନ ଅପେକ୍ଷା କରିବାକୁ କହିବ ମୁଁ ସେତେଦିନ ଅପେକ୍ଷା କରିବି !ଦୀପକ ହସିଥିଲା  ଓ କହିଥିଲା - ଠିକ୍ଅଛିସେମିତି କଲେ ଯଦି ତୁମେ ଶାନ୍ତି  ପାଇବ ମୁଁ ବି ବାଦାହେବାକୂ ଗାକିଅଛି! ତେବେ ଗୋଟେ ସର୍ତ ରେ ମୁଁ ତୁମକୁ ବାହାଦ୍ଦେବି! ଆଉ ତାହା ହେଉଛି, ତୂମକୂ ଡୁମର ସ୍ତ୍ରୀ  ଧର୍ମ ପାଳନ କରିବାକୁ ହେବ !ମୁଁ ବୁଝି ପାରିଲିନି ! ଦୀପକ ମୋତେ କେଉଁ ସ୍ୱାଧର୍ମ
ପାଳନ କରିବା କଥା କହୂଛଢି! ସେ ମୋତେ ବୁଝେ ଇଦେଲେ - ସୁହାଗ ଗତି ପାଳନ କରିବା ବିନା ବାହାଘର କଣ ସମ୍ପୂର୍ଣ  ତୂଏ !ମୁଁ ବୁଝିଗଲି' ମନେମନେ ହସିଲି! ନବ ବିଭା ହିତା ସ୍ତ୍ରୀ ଟେ  ପରି ଲାଜେଇଗଲି ମଧ୍ୟା ଭା ବିଲି- ମୁଁ ମୋ କୁମାରୀତ୍ୱ କୁ ଦୀପକଙ୍କ  ପାଇଁ ସାଇତି ରଖି ଥିଲି  ତାଙ୍କ ପାଇଁ ସାଇତା ଜିନିଷକୁ ଯଦି ସେ ନେବାକୁ ଚାହିଁବେ ମୁଁ ତାଙ୍କୁ ମନାକରିବି କଣ ପାଇଁ...
ମୁଁ ଦୀପକଙ୍କ  କଥାରେ ଗଳି ହୋଇଗଲି! ଆମେ ମନ୍ଦିରରେ ବାହାହେ ଲୁ! ଦୀପକ ଗୋଟେ ହୋଟେଲ ବୁକ୍ କଗିଥିଲେ  ଆମେ ସେଠାରେ ଯାଇ ସୁହାଗ ଗଡି ପାଳିଲୁ ଏହାପରେ ଦୀପକ ଓ ମୋର ସମ୍ପର୍କ ବଢ଼ିଗଲା  ! ସେ  ମୋତେ ସ୍ତ୍ରୀ  ଭାବରେ ସବୁ ସମୟରେ ଲୋଡିଲେ  ମୁଁ ମଧ ହସିହସି ତାଙ୍କର ସ୍ତ୍ରୀ ସାଜିଲି ! ସେହିବର୍ଷ କରବାଚୌଥ୍ ଆସିଲା ! ମୁଁ ଯେହେତୁ ଦୀପକା ଙ୍କ  ସ୍ତ୍ରୀ  ଆଉ ସେ ମୋର ସ୍ଵାମୀ ତାଙ୍କ ପାଇଁ କରବାଚୌଥ୍ ବ୍ରତ ରଖିଲି ! ମୋ ମାମୋତେ ଦେଖ୍ ଆଶ୍ଚର୍ଯ୍ୟ ହେଳା ଦ ମୁଁ ତାକୁ ସବୁକଥା କହିଦ୍ଦେଲି! ଲୋକେ ସିନା ଚ୍ଚାଣନ୍ତି  ନାଦି ମୁଁ ଦୀପକଙ୍କ  ସ୍ତ୍ରୀ  ସାଜି ସାରିଛି! ତେଣୁ ଜଣେ ସଧବା ଭାବରେ ତାଙ୍କ ପାଇଁ କରବାଚୌଥ୍ ବ୍ରତ ରଖ୍ଗ ମୋର ସ୍ତ୍ରୀ  ଧର୍ମମୋ କଥା ଶୁଣି ମାକିଛି କହିଲା ନି! ଖାଲି ଦୀର୍ଘଶ୍ବାସ ଛାଡ଼ିଲା

   ଦିନେ ମୁଁ ଅନୁଭବ କଲି ଯେ  ମୋ ଗର୍ଭରେ ଭୃଣ ଟାଏ ବଢୁଛି ! ଅର୍ଥାତ୍ ମୁଁ ପ୍ରଥମଥର କରି ଦୀପକ ଙ୍କ  ପିଲାର ମାହେବାକୁ ଯାଉଛି! ମୋ ଛାଚି କୁଣ୍ଢେ ମୋଟ ହୋଇଲେ! ମୁଁ ଖୁସିରେ ଗ ବ୍ ଗବ୍ ହେଇ ଦୀପକକୂ ଏଇ ଖବର ତା  ଜଣେଇଦେଲି! ଭାବି ଥିଲି  ସେ ବି ଖୁସିରେ ପାଗଳ ହେଇଯିବେ! ସେ ମୋତେ ଦିଲ୍ଲୀ  ନେଇଗଲେ! ସେଠାରେ ଭାଇ ଭାଉଜ ରହୁ ଥିଲେ! ଜୋର   କବରଦପି ମୋର ଆବର୍ପନ କରେଇଦେଲେ! ମୁଁ କାନ୍ଦିଲି ! ସେମାନଙ୍କ ଗୋଡ  ଧରିଲି! ହେଲେ  ମୋର କାକୂଢି ମିନଡିକୂ ଯେମାନେ କାନ ଦ୍ଦେଲେନାହିଁ ! ଓଲଟି ଦୀପକ ମୋତେ କହିଲେ - ଅପେକ୍ଷା କର୍ ସର୍ବସାଧାରଣରେ ଆମର ମାର୍ରେଜ଼  ସରୁ! ତୁମେ ଯେତେଥର ଚାହିଁବା  ସେତେଥର ମାହେବାମୋତେ ଅବଶ୍ୟ ତାଙ୍କ କଥା ଭଲ ଲାଗିଲା ନାହିଁ ! ତଥାପି  ମୁଁ ନାରବ ରହିଲି ଦୀପକ କେଉଁଦିନ ମୋତେ ସର୍ଡସକ୍ଷାରଣରେ ବିବାହା  କରିବେ ସେହିଦିନକୂ କେବଳ ଅପେଷାକଲି!
ଦୀପକ ଏମ୍ ଡି ହେଲେ! ମୁଁ ଭାବିଲି, ଏଥର  ସେ ମୋତେ ବିବାହ କରିନେ! ତାଙ୍କୁ କହିଲି! ସେ କହିଲେ- ପ୍ରମିଳା! ମୁଁ ଏମ୍ ଡି ହୋଇଗଲି ସତୀ ମୁଁ ଜିତୁ ଡିଏମ୍ (ଡକ୍ଟରେଟ୍ ଅଫ୍ ମେଡ଼ିସିନ୍) ହେବାକୁ ଚାହୁଁଛି! ସେଇଟା ଚିନିବର୍ଷିଆ କୋର୍ସ! ତାପରେ ଆମର ବିବାହ! ଏକେଦିନ ଅପେକ୍ଷା କଲା ଣି! ଆଉ ବର୍ଷ ତିନିଟା!
ମୁଁ ଭାବିଲି, ଏଇଟା  ଦୀପକଙ୍କ  ଭବିଷ୍ୟତ କଥା ! ଏଚେଦିନ ଦ ଗଲାଣି ଆଉ ତିନିଟା ବର୍ପ ସେମିତିରେ କଟିପାଊ ! ଦୀପକ ଡିଏମ୍ କୋର୍ସ କରିବା ପାଇଁ ଜୟପୁର ଚାଲିଗଲେ! ଆମେ କିନ୍ତୁ  ପୂର୍ବପରି ଫୋନରେ ସମ୍ପର୍କ ରଖୀ ଥିଲୁ  ଦିନେ ତାଙ୍କୁ ଭେଟିବ! ପାଇଁ ମୁଁ ଜୟପୁରରେ ପହଞ୍ଗଲି! ମୁଁ ପାଉଛି ବୋଲି ପୂର୍ବରୁ ଜଣେଇ କେଇଥିଲି  ତାଙ୍କୁ! ପହଞ୍ଚା ପରେ ବେଖିଲି  ମୋ ଯିବାର ସବୁପ୍ରକାର ବଦୋବପ୍ତ କରି ରଖୀ ଥିଲେ ସେ ! ହୋଗେଲ୍ ବୁ କ୍ କରିଥିଲେ! ମୁଁ ଦେଖିଲି  ହୋ ଟେଲ୍ ରେ ତାଙ୍କ ନାଁ ତଳକୁ ମୋ ନାଁ ଅଛି! ଆଉ ମୋର ପରିଚୟ ଭାବରେ ସେ ତାଙ୍କର ସ୍ତ୍ରୀ  ବୋଲି ଉଲ୍ଲେଖ କରିଛନ୍ତି ! ଏକଥା ଦେଖ୍ ମୋ ମନ ପୂରିଗଲା ଆମେ ହୋଗେଲ୍ ରେ  ସ୍ଵାମା ସ୍ତ୍ରୀ  ହୋଇ ରହିଲୁ! ସେ ଇ ତିନିଦିନ ତିନିରାତି ମୋ ଜୀବନର ସବୁଠାରୁ ସ୍ଵରଣାୟ ମୁହୂର୍ତ ! କାରଣ ମୁଁ ମୋ ସ୍ୱାମୀଙ୍କ ସହିତଥିଲି ! ତାପରେ ମୁଁ ଖୁସି ମନ ନେଇ ଆଗ୍ରା ଫେରିଆସିଲି! ଆଗ୍ରା ଫେରିବ! ପରେ ଯେମିତି ମୋ ମୁଣରେ ବକ୍ର ପଡ଼ିଗଲା  ଶୁଣିଲି, ଦାପକ୍ ଙ୍କର ଜଣେ ଏମ୍ବିବିଏସ୍ ଯୁବତୀ ସହିତ ନିର୍ବନ୍ଧ ହୋଇଯାଇଛି! ସେମାନେ ଦୀପକଙ୍କୁ  ଯୌତୁକ ବାବଦରେ ଏକ କୋଟି ଟଙ୍କା ଦେବାକୁ ପ୍ରସୂତ ଅଛନ୍ତି

ମୁଁ ଦୁରନ୍ତ ପୋ ନ୍ କଲି ଦୀପକଙ୍କୁ ! ଦୀପକ କହିଁ ଲେ- ମୋ ମାବାପା ଜଣେ ଡ଼ାକ୍ତରଣୀ ବୋହୁ ଚାହାନ୍ତି ! ପୁଣି ସେମାନେ କୋଟିଏ ଟଙ୍କା  ବି ଦେବେ! ତୁମେ କଣ କୋଟିଏ ଟଙ୍ଗା ଦେଇପାରିବ ?” ଦୀପକଙ୍କ କଥା ଶୁଣି ମୋ ଛାଚି ଫାଟିଗଲା! ମୁଁ ଭୋ ଭୋ  ହୋଇ କାନ୍ଦି  ପକେଇଲି! ହେଲେ ଦୀପକ ମୋତେ
ସାନ୍ତ୍ୱନା  ଦେବେ କଣ ଫୋନ୍ କାଟିଦେଲେ ଏହା  ପରେ ମୋ ଭିତରେ ଜିଦ  ଜଗି ଲା! ମୁଁ ଭାବିଲି, ମୁଁ ଜଣେ ବିଶ୍ବାସଘାତକ ପାଇଁ କାନ୍ଦି ବା ଉଚିତ ନୁହେଁ! ତାଳୁ ଶିଷା ଦେ ବା ଆବଶ୍ୟକ! କାଳ ବିଳମ୍ବ ନ କରି ମୁଁ ମୋନିକା ଦେବୀଙ୍କୁ  ଭେଟିଲି! ସେ ଜଣେ ରାଜନେ ତ୍ରୀ ଓ ସମାଜସେବି  ! ମୋନିକା ଦେବୀ  ମୋତେ ନେଇ ସିନିୟର ଏସ୍ ପି ପ୍ରାତିନ୍ଦର ସିଂହଙ୍କୁ ଭେଟିଲେ! ପ୍ରାତିନ୍ଦର ସିଂହ ମୋଠୁ ଖବର ନେଇ ମୋତେ ବିବାହ କରିଥିବା  ସବୁକେ ପ୍ରମାଣ ଏପରିକି ହୋଟେଲ କାଗଚ୍ଚାତ (ଯେଉଁଥିରେ  ମୋତେ ଦୀପକ ସ୍ତ୍ରୀ ବୋଲି ଉଲ୍ଲେଖ କରିଥିଲେ) ସଂଗ୍ରହ କଲେ ଓ ଦୀପକକୂ ଗିରଫ କଲେ !
ଏବେ ଦୀପକ ଜେଲ୍ ରେ  ଅଛନ୍ତି ! ମୋ ସ୍ୱାମୀଙ୍କୁ ଜେଲ୍ ପଠେଇ ମୋତେ ବି ଭଲ  ଲାଗୁନାହିଁ! ଲାଗୁଛି ଯେମିତି ମୁଁ ଭୂଲ କରିଛି! ଆଇନା! ତୂ ତ ମୋର ବେଷ୍ଟ ଫ୍ରେଣ୍ଡ  କହିଲୁମୁଁକଣ କିଛି ଭୁଲକରିଛି........

Tuesday, 13 June 2017

ତୁ ଯଦି ମୋର ହେବୁନି ତେବେ ମୁଁ ତତେ ଅନ୍ୟ କାହାର ହେବା ପାଇଁ ଦେବିନି




            କଆରେ ଅଛି ସବୁ  ପ୍ରେମ ସଫଳ ହୁଏନି! ପ୍ରେମର ପରିଣତି ମଧ୍ୟ  ସବୁବେଳେ ସୁଖଦ ନଥାଏ ! ବିଶେଷ କରି ପ୍ରେମ ଯେତେବେଳେ ଏକତରଫା ହୋଇଯାଏ ସେତେବେଳେ ଅପରାଧ ଘଟିବାର ଆଶଙ୍କ! ହୋଇଯାଏ ଆହୁରି ମଜଭୁତ ! ରାଜସ୍ଥାନର ଦୁଇ  ପ୍ରେମୀ  ଯୁଗଳଙ୍କ କାହାଣୀ ଏହି ସତ୍ୟ ଟିକୁ  ବର୍ଶ୍ଵନ! କରୁଛି
              ରାଜସ୍ଥାନର ବାଁଶବାଡାରେ ରହୁଥିବ! ପ୍ରେମୀ  ଯୁ ଗଳଙ୍କ ପ୍ରେମ କାହାଣୀ ଆରମ୍ଭ ତ ହୋଇଥିଲା ବିଶ୍ଵାସ ଓ ଭଲପାଇବାରୂ! ମାଡ୍ର ସେମାନଙ୍କର ପ୍ରେମ କାହାଣୀର ଯବନିକା ଥିଲ! ଅତି ହୃଦୟ ବିଦାରକ ! ପ୍ରାୟ ଅଢେଇ ବର୍ଷ ଧରି ଚାଲିଥିବା ପ୍ରେମର ଏହି ଖେଳ ପରେ ପ୍ରେମିକାର ଗଳାକୁଅତି ଦୟନୀୟ ଭାବେ କାଟି ହତ୍ୟା କରିଥିଲ! ପ୍ରେମିକ ! ଯାହାକୁ ନିଜ ଜୀବନଠୁବଳି ଅଧିକ ଭଲ ପାଉଥିଲା ତାକୁକିପରି ଏମିତି ବାଭତ୍ସ ଭାବେ ହତ୍ୟା କଲା ପ୍ରେମିକ ତାହା ଥିଲା ଆଖପାଖ ଅଞ୍ଚଳର ଚର୍ଚା ର  ବିଷୟ ! ପୁଲିସ ଜେରାରେ କିନ୍ତୁ ସଚୂ ସତକଥା ମାନିଯାଇଥିଲା ହତ୍ୟାକାରୀ ପ୍ରେମିକ! ତେବେ କଣ ପାଇଁ ପ୍ରେମିକ ରୁ  ସେ ସାଜିଲ! ହତ୍ୟାକାରୀ ? କାହିଁକି ପ୍ରେମିକାର ଗଳ! କାଟିଲା ବେଳେ ତାର ହାତ ଥରି  ଉଠିଲା ନା ହିଁ ? ଏସବୁ ପ୍ରଶ୍ନର ଉତ୍ତର କାଣିବାଁ କୁ ହେଲେ ଆମକୁ କାହାଣୀକୁ ପ୍ରଥମରୂ ତ୍ତପସ୍ଥାପନ କରିବାକୁପଡିବ

ସ୍କୁଲ ରୁ  ଆରମ୍ଭ 6ହାଇଥିଲ! 6ପ୍ରମ କାହାଣୀ-
ପ୍ରେମ କାହାଣୀର  ନାୟକ ଓ ନାୟିକା ଥିଲେ ଦୀପକ ଓ ରଞ୍ଜନା ଦୁହେଁ ଗୋଟିଏ  ସ୍କୁଲରେ ପଢୁଥିଲେ ! ଉଭୟଙ୍କ ଶ୍ରେଣୀ ମଧ୍ୟ  ସମାନ ଥିଲା ! ଦୀପକ ଖୁବ ଶାନ୍ତ ସ୍ୱଭାବର ହୋଇଥିଲା ବେଳେ ରଞ୍ଜନା ଥିଲ! ଖୁବ୍ ଚୂଲବୁ ଲି ! ଦେଖିବାକୁତ ସୁନ୍ଦର ଥିଲା ! ଆଉ ତାସାଙ୍ଗକୁ  ଯଥେଷ୍ଟ ସ୍ଵାର୍ଟ ଚି ଥିଲା ! ରଞ୍ଜନା କୁ ପାଇବ! ପାଇଁ ସେଇ ସ୍କୁଲର ସିନିୟରମାନେ ବି ଚେଷ୍ଟା କରୂଥିଲେ ହେଲେ ରଞ୍ଜନାର ମନ ଲାଖିଥିଲା ଦୀପକ ପାଖରେ! ରଞ୍ଜନା ନିଜ ତରଫରୁ ଯାଇ ଦୀପକ ସହିତ କଥା ହେଉଥିଲା! ଦୀପକକୁ ପଟେଇବା ପାଇଁ ରଞ୍ଜନା କେତେ ଫଢି ପିକର କରିଥିଲା ! ଶେଷରେ ଦୀପକ ମିଳିଥିଲ! ! କହିଥିଲା ରଞ୍ଜନ! ଡୁମେ ଖୁବ ସୁନ୍ଦର ! ଯେତେବେଳେ ସେମାନଙ୍କ ମଧ୍ୟ ରେ ପ୍ରେମ ସଂପର୍କ ଆରମ୍ଭ ହେଲା ସେତେବେଳେ ଦୁହେଁ ଏକାଦଶ ଶ୍ରେଣୀରେ ପଢୁଥିଲେ ! ସେ ପର୍ଯ୍ଯନ୍ତ ସେମାନଙ୍କ ମଧ୍ୟ ରେ କେବଳ ଚିଠି ଦିଆନିଆ ! ଲୁଚି ଛପି କଥାବାର୍ତା ହେବାରେ ହିଁ ପ୍ରେମ ସାମିତ ଥିଲ! ! ଏମିତିକି ଦୁହେଁ ପରସରର ଘରକୁ ମଧ୍ୟ  ଯିବା ଆସିବ! କରୂଥିଲେ ! ହେଲେ ଦୁହିଁଙ୍କ ପରିଚାର ଲୋକ ମଧ୍ୟ  ସେମାନଙ୍କ ସଂପର୍କ ବିଷୟରେ କିଛି ବି ଢାଣିନଥିଲେ ! କହିଁକିନ! ଦୀପକ ଓ ରଞ୍ଜନ! ପରସ୍ପର ର ଭଲ ବନ୍ଧୁ ବୋଲି ନିଜ ନିଜ ଘର ଲୋକଙ୍କୁ  କହିଥିଲେ ! ଏତେ କମ ବର୍ଷର ହୋଇଥିବାରୂ ସେମାଙ୍କ  ମଧ୍ୟ ରେ ପ୍ରେମ ସଂପର୍କ ଥିବ ଟୋଲି ପରିବାର ଲୋକେ ବି ଭାବୁନଥିଲେ
ଦ୍ୱାଦଶ ଶ୍ରେଣୀରେ ପାଦ ଦେଲା ବେଳକୁ ଦୀପକ ଓ ରଞ୍ଜନଙ୍କ ସଂପର୍କ ଆହୁରି ଗାଢ ହୋଇଥିଲା ! ସେମାନେ ସ୍କୁଲକୁ ଆସି ଚୁଟି ସମୟରେ ପରସର ସହିତ କଥ! ହେଉଥିଲେ ! ସେମାନଙ୍କ ମଧ୍ୟ ରେ ଥିବ! ଏହି ସଂପର୍କ ଦେଖି ସାଙ୍ଗସାଥାମାନେ ଚି ଫୁସୁରୂ ପାସୁରୂ ହେତ୍ତଥି ଲେ ! ତେବେ ଦୁହେଁ ପାଠପଢାରେ କେବେ ବି ଅବହେଳା କରୁନଥିଲେ ! ତେଣୁ ଦ୍ବାଶେ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖି ରରାର୍ଶ୍ଵ ହେଲେ ! ଏହାପରେ ଦୁହିଁଙ୍କ କଲେଜ ଭିନ୍ନ ହୋଇଗଲା ! ଦୀପକ ଜୋ-ଏଜୁକେଶନ୍ କଲେଯରେ  ଆଡମିଶନ କରିଥିଲ! ବେଳେ ରଞ୍ଜନୀ ନାଁ ଲେଖାରଥିଲା ଘର ପାଖ ମହିଳା କଲେଜରେ  ! ତଥାପି ଦୁହିଁଙ୍କ ମଧ୍ୟ ରେ ସଂପର୍କ ଶିଥିଳ ହୋଇନଥିଲା !
          ଏହା ମଧ୍ୟ ରେ ରଞ୍ଜନ! ଆହୁରି ସୁନ୍ଦର! ହୋଇଯାଇଥିଲା ! ଏମିତିକି ଦୀପକର ସାଙ୍ଗମାଜେ ଚି ରଞ୍ଜନ! କୁ ଲାଇନ୍ ମାରିବ! ଆରମ୍ଭ କରିଦେଇଥିଲେ ! ଦୀପକ ମନେ ମନେ ଈର୍ଷା କରୁଥି ଲେ ବି ରଞ୍ଜନାକୁ କହିପାରୂନଥି ଲ! ! ଉଭୟ ସେତେବେଳେକୁ୧୮ ବର୍ଷ ଅତିକ୍ରମ କରିସାରିଥିଲେ ! ଦୀପକ ଦିନେ କଥାଛଳରେ ରଞ୍ଜନାଳୁ କହିଥିଲା ଆମେ ତ ପ୍ରାପ୍ତ ବୟସ୍କ ହୋଇସାରିଲେଣି ! ଏଥର ବିବାହ କରିଦେଲେ ଭଲ ହେବ! ଦୀପକ କଥା ଶୁଣି ହସିଦେଇଥିଲା ରଞ୍ଜନା! କହିଥିଲା ପ୍ରାପ୍ତବୟସ୍କମାନେ କଣ ତୁ ମେ ଜାଣ ! ଦୀପକ କହିଥିଲା ଏଥିରେ ଜାଣିବାର କଣ ଅଛି ! ଆମ ଦୂହେଁ ଅଠର ବର୍ଷ ପର କରି ସାରିଛେ ମାନେ ସାବାଳକ ହୋଇସାରିଛୁ! ରଞ୍ଜନ! କହିଲା ଏବେ ବି ତୁ ମେ କିଛି ଚୂଝିପାରୁନା  ! ଆଚ୍ଛୁ! ଠିକ୍ଅଛି ଚୂମେ କାଲି ଖରାବେଳେ ଆମ ଘରକୁଆସିବ ! ମୁଁ ତୁ ମକୁ ଚୂଝାଇଦେବୀ  ପ୍ରପ୍ତ ବୟସ୍କର ଅର୍ଥ କଣ ଏୟା କହି ସେ ଏକ ଅର୍ଥପୂର୍ଶ୍ଵ ହସ ହସିଦେଇଥିଲା ! ରଞ୍ଜନାର ହସକୁ ଯେ  ଦୀପକ ଚୂଝିପାରିନଥିଲା ତାହ! ନୂହେଁ ! ସେ କିନ୍ତୁ ଚହଁଥିଲା ରଞ୍ଜନ! ନିଜ  ତରଫରୁ ତାକୁ ଆମକଣ କରୁ!
          ରଞ୍ଜନାର କଥାଅନୁସାରେ ଦୀପକ ପରଦିନ ଯାଇ ତାଙ୍କ ଘରେ ପହଞ୍ଚିଥିଲା ରଞ୍ଜନ! ଘରେ ସେତେବେଳେ କେହି ବି ନଥିଲେ ! ଦୀପକ ଟିକେ ହାଡ ବଡେଇ ଯାଇଥିଲା ! ଫେରି ଆସୁଥିଲା ସେ ! ହେଲେ ପଥ ଓଗାଳି ଥିଲା ରଞ୍ଜନା ! କହିଲା କୁଆଡେ ବି ଯାଇ ପାରିବ  ନାହିଁ ! ମେ! ରୁମ କୁ ଆସ   ଡୁମ ସହିତ ଜରୁରି କଥ! ଅଛି ! ତଥାପି ଦୀପକ ମନର ଭୟ କାଟି ନ ଥିଲା ! ରଞ୍ଜନ! ବୁଝିପାରୂଥିଲା ଦୀପକ ମନରୁ ଭୟ ଦୂରେଇନି  ସେ କହିଲା ଭୟ କରିବାରେ କିଛି ନାହିଁ  କା ରଣ ବାପା, ମାରାତି ଆଠ ଆଗରୂ ଫେରିବେ ନାହିଁ! ଏଥର ଦୀପକ ଟିକେ ଆଶ୍ଵସ୍ତ ହେ ଲା ! ରଞ୍ଜନ! ସେଇଠୁ କଥ! ଆରମ୍ଭ କଲା ପଚାରିଲା ଦୀପକ ତୁମେ ତ କହୂଥିଲଆମେ ବିବାହ କରିବା , ଆମେ ପ୍ରାପ୍ତ ବୟସ୍କ ହୋଇସାରିଛେ ! ଏବେ ମତେ କହିଲ ବିବାହ ପରେ ଯେଉଁ କାମ କରାଯାଏ ତାହା ତୁ ମକୁ ମାଲୁମ ଅଛି ତ ?ଦୀପକ ଟିକେ ଲାକେଇ ଯାଇଥିଲା ଓ ହସିଦେଇଥିଲା ! ରଞ୍ଜନ! କହିଥିଲା ଏବେଠୁ ତ ଲାଜ କରୁଛ  ! ଆଉ ବିଗହ କଥ କେମିତି ଉଠାଉଛ ! ଏଥର ସେ ଦୀପକର ମୁହଁକୁ ନିଜ ଆଡକୁ ଟାଣି ଆଣିଥିଲା! ଆଉ ତ! ଓଠରେ ନିଜର ଦୁଇ ଗୋଲାପି ଓଠକୁ  ଚାପି ଧରିଥିଲା ! ଦୀପକ ର ଶରୀର ଶିହରିତ ହୋଇଯାଉଥିଲା ! ରଞ୍ଜନାକୁଏତେ ପାଖରେ କେବେ ବି ସେ ପାଇଁ ନଥିଲା! ରଞ୍ଜନାର ଶରୀରକୁ ସେ ବି ଜୋରରେ ଜାବୁଡି  ଧରିଥିଲା ! ଉଭୟଙ୍କ ଶରୀରରୁ ଗୋଟିଏ  ପରେ ଗୋଟିଏ ପୋଷାକ ଖୋଲିଯାଉଥିଲା ! ଚୂହେଁ ପ୍ରଥମ ଥର ପାଇଁ ପରସ୍ପର ର ଶରୀରକୁ ଚିଦ୍ୱିଲେ ଆଉ ତାଳୁ ନେଇ ଖେଳରେ ମାଡିଗଲେ ! ବାସ୍ ସେଦିନ ଥିଲା ଆରମ୍ଭ ! ଏହାପରେ କେତେବେଳେ ରଞ୍ଜନ! ଘରେ ତ କେତେବେଳେ ଦୀପକ ଘ ରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଦୁଇ  ପ୍ରେମ! ଯୁଗଳ ଜାରି  ରଖିଥିଲେ ପ୍ରେମର ଏହି ଖେଳଟି କୁ!
 କିନ୍ତୁ ଏହ! ପରେ ଅସିଥିଲା ସେମଙ୍କ  ପ୍ରେମ କାହାଣୀରେ ନାଟକୀୟ  ପରିବର୍ଜନ ! ରଞ୍ଜନ! ଜୀବନ ପରିଧିକୁ ପଶି ଆସି ଥିଲା ଆଉ ଜଣେ ଯୁବକ ! ସେ ଦେଖିବା କୁ ଦୀପକଠଲୁ ଯଥେଷ୍ଟ ସୁନ୍ଦର  ଓ ହ୍ୟାଣ୍ଡ ସମ୍ ଥିଲା ! ରଞ୍ଜନାକୁ ଅକ୍ରୁସ୍ତ  କରିବା ପାଇଁ ସେ ମୂଲ୍ୟବାନ ଉପହାର ବି ଦେଉଥିଲା ! କଥ! ଏତିକିରେ ଅଟକି  ନଥିଲା ! ରଞ୍ଜନାକୁ ବିବାହ କରିବ ବୋଲି ସେ ସିଧା ଯାଇ ତ! ପରିବାର ଲୋକଙ୍କ ଆଗରେ ବି ପ୍ରସ୍ତାବ ପକାଇଥିଲା ! ଯୁବକ ଟି ଧନୀ ଓ ସସ୍ରାନ୍ତ ପରିବାରର ହୋଇଥିବାରୂ ରଞ୍ଜନାର ଚାପା, ମ! ମଧ୍ୟ  ଯୁବକଟିର ପ୍ରସ୍ତାବରେ ରାଜି ହୋଇଯାଇଥିଲେ  ଏପଟେ ରଞ୍ଜନ! ବି ବାପକକୁ ଏଡାଇବାକୁ ଆରମ୍ଭ ଲୋ ! ପ୍ରଥମେ ଦୀପକ କିଛି ଚୂଝିପାରିନଥିଲା ! ସେ ଭାବୁଥିଲ! ରଞ୍ଜନ! କଣ ପାଇଁ ତାକୁ ଆଭଏଡ଼   କରୂଛି ! ସେ ରଞ୍ଜନାକୁ ଅନ୍ଦୁରି ଭଲ ପାଇବାକୁ  କୁ ଲାଗିଲା ହେଲେ ରଞ୍ଜନ! ସେତେ ଅଧିକ ତ! ଠାରୁ  ଦୂରେଇବାକୁ  ଲାଗିଲା କିନ୍ତୁ  ପେତେବେଳେ ଦୀପକ କାନରେ ସତକଥାଟି ପଡିଲ ସେ ନିଜ ଉପରୂ ବିଶ୍ୱାସ ହରାଇ ବସିଥିଲା ! ସେ ଭାବି ନଥିଲା ରଞ୍ଜନ! ତା ସହିତ ଏମିତି ଧୋକା କରିବ ବୋଲି ! ସେ ବୁଝିପାରିଥିଲା ରଞ୍ଜନ! ତାକୁ ନୁହେଁ, ବରଂ ତା ଶରୀରଜୁ ହିଁ ଭଲପାର ଥିଲା ଏବେ ନୂଆ ଗୋଟିଏ ଶରୀର ମିଳିଯଇ ଥିଗରୂ ଦୀପକର ଶରୀର ପ୍ରତି ଆଉ ପୂର୍ବଭଳି ଆକର୍ଷଣ ନାହିଁ  ଏକଥା ଜାଣିଲ! ପରେ ହିଂସ୍ର ହୋଇ  ପଡିଥିଲା ଦୀପକ! ରଞ୍ଜନାକୁ ଉଚିତ ଶିକ୍ଷା ବେବ ଟୋଲି ଚିନ୍ତା କରିଥିଲା ଦୀପକ ସେହି ଅନୁସାରେ ପ୍ଲାନ  କରିଥିଲା
ନିଶାସକ୍ତ 6ହ!ଇ ସାଜିଲା ହତ୍ୟା କାରୀ -
ଘଟଣାଦି ନ ଦୀପକ ପ୍ରଚୁର ମଦ୍ୟପାନ କରି ଥିଲା  ! ମେସେଜ କରି ଡକାଇଥିଲା ରଞ୍ଜନାକୁ! ମେସେଜେ ରେ ଉଲ୍ଲେଖ କରିଥିଲା ଯେ ସେ ଯଦି  ନ ଆସେ ତେବେ   ତାଙ୍କ ମଧ୍ୟ ରେ ଥିବ! ସଂପର୍କ ବିଷୟରେ ଉଭୟଙ୍କ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଦେବ ! ଆଉ ରଞ୍ଜନାର ଦ୍ଵିତୀୟ ପ୍ରେମିକକୁତ ପ୍ରଥମେ ଏକଥା ଜଣାଇବ ! ଦୀପକଠାରୂ ଧମକପୂର୍ଶ୍ଵ ମେସେଜ ପାଇ ଟିକେ ଦବି ଯାଇଥିଲା ରଞ୍ଜନ! ! ଘର ଲୋକଙ୍ଗୁ ମିଛ କହି ସେଦିନ ରଞ୍ଜନ! ଆସି ଥିଲା ଦୀପକ କହିଥିବା  ନିରୋଲା ସ୍ଥାନକୁ ! ରଞ୍ଜନାକୁ ଦେଖି ଦୀପକ ପାଗଳଙ୍କ ଭଳି ପ୍ରଳାପ କରିଥିଲା କହିଥିଲା ରଞ୍ଜନ! ତତେ ନ ପାଇଲେ ମୁଁ ମରିଯିଚି ତୁ  ଯଦି ମତେ ବିବାହ ନକରିବୁ ତେବେ   ମତେ କହିକି ଭଲପାତ୍ତଥିଲୁ! କହିକି ମୋ ଶରୀର ନେଇ ଖେଳୁଥିଲୁ! ରଞ୍ଜନ! କହିଲା ସେତେବେଳେ ସେ ଦୀପକକୁ ସତରେ ଭଲପାତ୍ତଥି ଲ! ! ହେଲେ ଦୀପକ ପାଖରେ ଏତେ ଅର୍ଥ ନହିଁ ତାକୁ ଖୁସିଗେ ରଖିବାକୁ! ଏକଥା ଶୁଣି ଉତ୍ୟକ୍ତ ହୋଇଯାଇଥିଲା ଦୀପକ ! ରଞ୍ଜନା କୁ ଧମକ ଦେଇ କହିଥିଲା ତେବେ ସେମାନଙ୍କ ମଧ୍ୟ ରେ ଥିବ! ସଂପର୍କ ବିଷୟରେ ସେ ଘର ଲୋ କଙ୍ଗୁ କହିବେବ ! ରଞ୍ଜନା ଛାଡି ବାର ପତ୍ରୀ ନ ଥିଲା  ! ସେ କହିଲା ତ! କଥ! କେହି ବିଶ୍ବାସ କରିବେ ନହଁ! କାରଣ ରଞ୍ଜନ! ସହିତ ତାର ପ୍ରେମ ସଂପର୍କ ବିଷୟରେ କୌଣସି ପ୍ରମାଣ ନାହିଁ !
ରଞ୍ଜନା ଠାରୁ ପ୍ରତ୍ୟାଖ୍ୟାତ  ଏବଂ ଅପଦସ୍ଥ ହେବ! ପରେ ନିଜ ଉପରୁ ନିୟନ୍ତଣ ହରାଇ ବସିଥିଲା ଦୀପକ ପକେଟ୍ ରେ  ଆଗରୁ  ରଖିଥିଗ ଏକ ଛୁରିରେ ସେ ରଞ୍ଜନା ର  ଗଳାଜୁ ଧରି କହିଥିଲା ଯବି ତୁ ମୋର ନହେବୁ ତେବେ ତୁ  ଳ!ହ!ର ବି ହୋଇପରିବୁନହିଁ! ରଞ୍ଜନ! ଭାବୁଥିବା ଦୀପକ ଭଳି ଡରୁଆ ପିଲା ପୁଣି ଏମିତି କଥା କହୁଛି! ତେଣୁ ସେ କହିଲ! ତୁମେ ମତେ ମାରିଦେଲେ ବି ମେ! ନିଷ୍ପରି ବଦଳେଇ ପାରିବ ନାହିଁ !  ଦୀପକ ନିଜକୁ ଆଉ ସମ୍ଭାଳି ପରିଲାନି ! କହିଲ! ତେ! ଭଳି ବିଶ୍ୱାସଘାତକ ଯୋଗୂ ଲୋକ ପ୍ରେମ ଉପରୂ ବିଶ୍ୱାସ ଉଠାଇ ସାରିଛନ୍ତି  ! ତୁ ଯଦି  ମୋର ହେବୁ ନି ତେବେ ମୁଁ ତତେ ଅନ୍ୟ କାହାର ହେବା ପାଇଁ ଦେବିନି ଏ ତିକି କହି ଦୀପକ ରଞ୍ଜନା ର ଗଳା ରେ ଧାରୁଆ ଛୁରୀ ଟିକୁ  ତିନିଥର ଚଳା ଇଦେଲା ! ପିଚ କରି ରକ୍ତ ର  ଛି ଟା ପଡିଥିଲା ଦୀପକଉପରେ ! ହେଲେ  ଦୀପକର ମୁହଁରେ ଅପରାଧର ଲେଶମାତ୍ର ଚିହ୍ନ ନଥିଲା ! ରଞ୍ଜନାକୁ ହତ୍ୟା  କରିସାରିବା ପରେ ସେ ଥାନାଳୁ ଯାଇ ନିଜ  ଦୋ ଷ ସ୍ୱୀକାର କରିଥିଲା ! ହସଖୁସିରେ ଭରା  ଏକ ପ୍ରେମ କାହାଣୀର ଏମିତି ଥିଲା ଦୁଃଖଦ ସମାପ୍ତି

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...