Tuesday 13 June 2017

ତୁ ଯଦି ମୋର ହେବୁନି ତେବେ ମୁଁ ତତେ ଅନ୍ୟ କାହାର ହେବା ପାଇଁ ଦେବିନି




            କଆରେ ଅଛି ସବୁ  ପ୍ରେମ ସଫଳ ହୁଏନି! ପ୍ରେମର ପରିଣତି ମଧ୍ୟ  ସବୁବେଳେ ସୁଖଦ ନଥାଏ ! ବିଶେଷ କରି ପ୍ରେମ ଯେତେବେଳେ ଏକତରଫା ହୋଇଯାଏ ସେତେବେଳେ ଅପରାଧ ଘଟିବାର ଆଶଙ୍କ! ହୋଇଯାଏ ଆହୁରି ମଜଭୁତ ! ରାଜସ୍ଥାନର ଦୁଇ  ପ୍ରେମୀ  ଯୁଗଳଙ୍କ କାହାଣୀ ଏହି ସତ୍ୟ ଟିକୁ  ବର୍ଶ୍ଵନ! କରୁଛି
              ରାଜସ୍ଥାନର ବାଁଶବାଡାରେ ରହୁଥିବ! ପ୍ରେମୀ  ଯୁ ଗଳଙ୍କ ପ୍ରେମ କାହାଣୀ ଆରମ୍ଭ ତ ହୋଇଥିଲା ବିଶ୍ଵାସ ଓ ଭଲପାଇବାରୂ! ମାଡ୍ର ସେମାନଙ୍କର ପ୍ରେମ କାହାଣୀର ଯବନିକା ଥିଲ! ଅତି ହୃଦୟ ବିଦାରକ ! ପ୍ରାୟ ଅଢେଇ ବର୍ଷ ଧରି ଚାଲିଥିବା ପ୍ରେମର ଏହି ଖେଳ ପରେ ପ୍ରେମିକାର ଗଳାକୁଅତି ଦୟନୀୟ ଭାବେ କାଟି ହତ୍ୟା କରିଥିଲ! ପ୍ରେମିକ ! ଯାହାକୁ ନିଜ ଜୀବନଠୁବଳି ଅଧିକ ଭଲ ପାଉଥିଲା ତାକୁକିପରି ଏମିତି ବାଭତ୍ସ ଭାବେ ହତ୍ୟା କଲା ପ୍ରେମିକ ତାହା ଥିଲା ଆଖପାଖ ଅଞ୍ଚଳର ଚର୍ଚା ର  ବିଷୟ ! ପୁଲିସ ଜେରାରେ କିନ୍ତୁ ସଚୂ ସତକଥା ମାନିଯାଇଥିଲା ହତ୍ୟାକାରୀ ପ୍ରେମିକ! ତେବେ କଣ ପାଇଁ ପ୍ରେମିକ ରୁ  ସେ ସାଜିଲ! ହତ୍ୟାକାରୀ ? କାହିଁକି ପ୍ରେମିକାର ଗଳ! କାଟିଲା ବେଳେ ତାର ହାତ ଥରି  ଉଠିଲା ନା ହିଁ ? ଏସବୁ ପ୍ରଶ୍ନର ଉତ୍ତର କାଣିବାଁ କୁ ହେଲେ ଆମକୁ କାହାଣୀକୁ ପ୍ରଥମରୂ ତ୍ତପସ୍ଥାପନ କରିବାକୁପଡିବ

ସ୍କୁଲ ରୁ  ଆରମ୍ଭ 6ହାଇଥିଲ! 6ପ୍ରମ କାହାଣୀ-
ପ୍ରେମ କାହାଣୀର  ନାୟକ ଓ ନାୟିକା ଥିଲେ ଦୀପକ ଓ ରଞ୍ଜନା ଦୁହେଁ ଗୋଟିଏ  ସ୍କୁଲରେ ପଢୁଥିଲେ ! ଉଭୟଙ୍କ ଶ୍ରେଣୀ ମଧ୍ୟ  ସମାନ ଥିଲା ! ଦୀପକ ଖୁବ ଶାନ୍ତ ସ୍ୱଭାବର ହୋଇଥିଲା ବେଳେ ରଞ୍ଜନା ଥିଲ! ଖୁବ୍ ଚୂଲବୁ ଲି ! ଦେଖିବାକୁତ ସୁନ୍ଦର ଥିଲା ! ଆଉ ତାସାଙ୍ଗକୁ  ଯଥେଷ୍ଟ ସ୍ଵାର୍ଟ ଚି ଥିଲା ! ରଞ୍ଜନା କୁ ପାଇବ! ପାଇଁ ସେଇ ସ୍କୁଲର ସିନିୟରମାନେ ବି ଚେଷ୍ଟା କରୂଥିଲେ ହେଲେ ରଞ୍ଜନାର ମନ ଲାଖିଥିଲା ଦୀପକ ପାଖରେ! ରଞ୍ଜନା ନିଜ ତରଫରୁ ଯାଇ ଦୀପକ ସହିତ କଥା ହେଉଥିଲା! ଦୀପକକୁ ପଟେଇବା ପାଇଁ ରଞ୍ଜନା କେତେ ଫଢି ପିକର କରିଥିଲା ! ଶେଷରେ ଦୀପକ ମିଳିଥିଲ! ! କହିଥିଲା ରଞ୍ଜନ! ଡୁମେ ଖୁବ ସୁନ୍ଦର ! ଯେତେବେଳେ ସେମାନଙ୍କ ମଧ୍ୟ ରେ ପ୍ରେମ ସଂପର୍କ ଆରମ୍ଭ ହେଲା ସେତେବେଳେ ଦୁହେଁ ଏକାଦଶ ଶ୍ରେଣୀରେ ପଢୁଥିଲେ ! ସେ ପର୍ଯ୍ଯନ୍ତ ସେମାନଙ୍କ ମଧ୍ୟ ରେ କେବଳ ଚିଠି ଦିଆନିଆ ! ଲୁଚି ଛପି କଥାବାର୍ତା ହେବାରେ ହିଁ ପ୍ରେମ ସାମିତ ଥିଲ! ! ଏମିତିକି ଦୁହେଁ ପରସରର ଘରକୁ ମଧ୍ୟ  ଯିବା ଆସିବ! କରୂଥିଲେ ! ହେଲେ ଦୁହିଁଙ୍କ ପରିଚାର ଲୋକ ମଧ୍ୟ  ସେମାନଙ୍କ ସଂପର୍କ ବିଷୟରେ କିଛି ବି ଢାଣିନଥିଲେ ! କହିଁକିନ! ଦୀପକ ଓ ରଞ୍ଜନ! ପରସ୍ପର ର ଭଲ ବନ୍ଧୁ ବୋଲି ନିଜ ନିଜ ଘର ଲୋକଙ୍କୁ  କହିଥିଲେ ! ଏତେ କମ ବର୍ଷର ହୋଇଥିବାରୂ ସେମାଙ୍କ  ମଧ୍ୟ ରେ ପ୍ରେମ ସଂପର୍କ ଥିବ ଟୋଲି ପରିବାର ଲୋକେ ବି ଭାବୁନଥିଲେ
ଦ୍ୱାଦଶ ଶ୍ରେଣୀରେ ପାଦ ଦେଲା ବେଳକୁ ଦୀପକ ଓ ରଞ୍ଜନଙ୍କ ସଂପର୍କ ଆହୁରି ଗାଢ ହୋଇଥିଲା ! ସେମାନେ ସ୍କୁଲକୁ ଆସି ଚୁଟି ସମୟରେ ପରସର ସହିତ କଥ! ହେଉଥିଲେ ! ସେମାନଙ୍କ ମଧ୍ୟ ରେ ଥିବ! ଏହି ସଂପର୍କ ଦେଖି ସାଙ୍ଗସାଥାମାନେ ଚି ଫୁସୁରୂ ପାସୁରୂ ହେତ୍ତଥି ଲେ ! ତେବେ ଦୁହେଁ ପାଠପଢାରେ କେବେ ବି ଅବହେଳା କରୁନଥିଲେ ! ତେଣୁ ଦ୍ବାଶେ ଶ୍ରେଣୀ ପରୀକ୍ଷାରେ ଭଲ ମାର୍କ ରଖି ରରାର୍ଶ୍ଵ ହେଲେ ! ଏହାପରେ ଦୁହିଁଙ୍କ କଲେଜ ଭିନ୍ନ ହୋଇଗଲା ! ଦୀପକ ଜୋ-ଏଜୁକେଶନ୍ କଲେଯରେ  ଆଡମିଶନ କରିଥିଲ! ବେଳେ ରଞ୍ଜନୀ ନାଁ ଲେଖାରଥିଲା ଘର ପାଖ ମହିଳା କଲେଜରେ  ! ତଥାପି ଦୁହିଁଙ୍କ ମଧ୍ୟ ରେ ସଂପର୍କ ଶିଥିଳ ହୋଇନଥିଲା !
          ଏହା ମଧ୍ୟ ରେ ରଞ୍ଜନ! ଆହୁରି ସୁନ୍ଦର! ହୋଇଯାଇଥିଲା ! ଏମିତିକି ଦୀପକର ସାଙ୍ଗମାଜେ ଚି ରଞ୍ଜନ! କୁ ଲାଇନ୍ ମାରିବ! ଆରମ୍ଭ କରିଦେଇଥିଲେ ! ଦୀପକ ମନେ ମନେ ଈର୍ଷା କରୁଥି ଲେ ବି ରଞ୍ଜନାକୁ କହିପାରୂନଥି ଲ! ! ଉଭୟ ସେତେବେଳେକୁ୧୮ ବର୍ଷ ଅତିକ୍ରମ କରିସାରିଥିଲେ ! ଦୀପକ ଦିନେ କଥାଛଳରେ ରଞ୍ଜନାଳୁ କହିଥିଲା ଆମେ ତ ପ୍ରାପ୍ତ ବୟସ୍କ ହୋଇସାରିଲେଣି ! ଏଥର ବିବାହ କରିଦେଲେ ଭଲ ହେବ! ଦୀପକ କଥା ଶୁଣି ହସିଦେଇଥିଲା ରଞ୍ଜନା! କହିଥିଲା ପ୍ରାପ୍ତବୟସ୍କମାନେ କଣ ତୁ ମେ ଜାଣ ! ଦୀପକ କହିଥିଲା ଏଥିରେ ଜାଣିବାର କଣ ଅଛି ! ଆମ ଦୂହେଁ ଅଠର ବର୍ଷ ପର କରି ସାରିଛେ ମାନେ ସାବାଳକ ହୋଇସାରିଛୁ! ରଞ୍ଜନ! କହିଲା ଏବେ ବି ତୁ ମେ କିଛି ଚୂଝିପାରୁନା  ! ଆଚ୍ଛୁ! ଠିକ୍ଅଛି ଚୂମେ କାଲି ଖରାବେଳେ ଆମ ଘରକୁଆସିବ ! ମୁଁ ତୁ ମକୁ ଚୂଝାଇଦେବୀ  ପ୍ରପ୍ତ ବୟସ୍କର ଅର୍ଥ କଣ ଏୟା କହି ସେ ଏକ ଅର୍ଥପୂର୍ଶ୍ଵ ହସ ହସିଦେଇଥିଲା ! ରଞ୍ଜନାର ହସକୁ ଯେ  ଦୀପକ ଚୂଝିପାରିନଥିଲା ତାହ! ନୂହେଁ ! ସେ କିନ୍ତୁ ଚହଁଥିଲା ରଞ୍ଜନ! ନିଜ  ତରଫରୁ ତାକୁ ଆମକଣ କରୁ!
          ରଞ୍ଜନାର କଥାଅନୁସାରେ ଦୀପକ ପରଦିନ ଯାଇ ତାଙ୍କ ଘରେ ପହଞ୍ଚିଥିଲା ରଞ୍ଜନ! ଘରେ ସେତେବେଳେ କେହି ବି ନଥିଲେ ! ଦୀପକ ଟିକେ ହାଡ ବଡେଇ ଯାଇଥିଲା ! ଫେରି ଆସୁଥିଲା ସେ ! ହେଲେ ପଥ ଓଗାଳି ଥିଲା ରଞ୍ଜନା ! କହିଲା କୁଆଡେ ବି ଯାଇ ପାରିବ  ନାହିଁ ! ମେ! ରୁମ କୁ ଆସ   ଡୁମ ସହିତ ଜରୁରି କଥ! ଅଛି ! ତଥାପି ଦୀପକ ମନର ଭୟ କାଟି ନ ଥିଲା ! ରଞ୍ଜନ! ବୁଝିପାରୂଥିଲା ଦୀପକ ମନରୁ ଭୟ ଦୂରେଇନି  ସେ କହିଲା ଭୟ କରିବାରେ କିଛି ନାହିଁ  କା ରଣ ବାପା, ମାରାତି ଆଠ ଆଗରୂ ଫେରିବେ ନାହିଁ! ଏଥର ଦୀପକ ଟିକେ ଆଶ୍ଵସ୍ତ ହେ ଲା ! ରଞ୍ଜନ! ସେଇଠୁ କଥ! ଆରମ୍ଭ କଲା ପଚାରିଲା ଦୀପକ ତୁମେ ତ କହୂଥିଲଆମେ ବିବାହ କରିବା , ଆମେ ପ୍ରାପ୍ତ ବୟସ୍କ ହୋଇସାରିଛେ ! ଏବେ ମତେ କହିଲ ବିବାହ ପରେ ଯେଉଁ କାମ କରାଯାଏ ତାହା ତୁ ମକୁ ମାଲୁମ ଅଛି ତ ?ଦୀପକ ଟିକେ ଲାକେଇ ଯାଇଥିଲା ଓ ହସିଦେଇଥିଲା ! ରଞ୍ଜନ! କହିଥିଲା ଏବେଠୁ ତ ଲାଜ କରୁଛ  ! ଆଉ ବିଗହ କଥ କେମିତି ଉଠାଉଛ ! ଏଥର ସେ ଦୀପକର ମୁହଁକୁ ନିଜ ଆଡକୁ ଟାଣି ଆଣିଥିଲା! ଆଉ ତ! ଓଠରେ ନିଜର ଦୁଇ ଗୋଲାପି ଓଠକୁ  ଚାପି ଧରିଥିଲା ! ଦୀପକ ର ଶରୀର ଶିହରିତ ହୋଇଯାଉଥିଲା ! ରଞ୍ଜନାକୁଏତେ ପାଖରେ କେବେ ବି ସେ ପାଇଁ ନଥିଲା! ରଞ୍ଜନାର ଶରୀରକୁ ସେ ବି ଜୋରରେ ଜାବୁଡି  ଧରିଥିଲା ! ଉଭୟଙ୍କ ଶରୀରରୁ ଗୋଟିଏ  ପରେ ଗୋଟିଏ ପୋଷାକ ଖୋଲିଯାଉଥିଲା ! ଚୂହେଁ ପ୍ରଥମ ଥର ପାଇଁ ପରସ୍ପର ର ଶରୀରକୁ ଚିଦ୍ୱିଲେ ଆଉ ତାଳୁ ନେଇ ଖେଳରେ ମାଡିଗଲେ ! ବାସ୍ ସେଦିନ ଥିଲା ଆରମ୍ଭ ! ଏହାପରେ କେତେବେଳେ ରଞ୍ଜନ! ଘରେ ତ କେତେବେଳେ ଦୀପକ ଘ ରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ଦୁଇ  ପ୍ରେମ! ଯୁଗଳ ଜାରି  ରଖିଥିଲେ ପ୍ରେମର ଏହି ଖେଳଟି କୁ!
 କିନ୍ତୁ ଏହ! ପରେ ଅସିଥିଲା ସେମଙ୍କ  ପ୍ରେମ କାହାଣୀରେ ନାଟକୀୟ  ପରିବର୍ଜନ ! ରଞ୍ଜନ! ଜୀବନ ପରିଧିକୁ ପଶି ଆସି ଥିଲା ଆଉ ଜଣେ ଯୁବକ ! ସେ ଦେଖିବା କୁ ଦୀପକଠଲୁ ଯଥେଷ୍ଟ ସୁନ୍ଦର  ଓ ହ୍ୟାଣ୍ଡ ସମ୍ ଥିଲା ! ରଞ୍ଜନାକୁ ଅକ୍ରୁସ୍ତ  କରିବା ପାଇଁ ସେ ମୂଲ୍ୟବାନ ଉପହାର ବି ଦେଉଥିଲା ! କଥ! ଏତିକିରେ ଅଟକି  ନଥିଲା ! ରଞ୍ଜନାକୁ ବିବାହ କରିବ ବୋଲି ସେ ସିଧା ଯାଇ ତ! ପରିବାର ଲୋକଙ୍କ ଆଗରେ ବି ପ୍ରସ୍ତାବ ପକାଇଥିଲା ! ଯୁବକ ଟି ଧନୀ ଓ ସସ୍ରାନ୍ତ ପରିବାରର ହୋଇଥିବାରୂ ରଞ୍ଜନାର ଚାପା, ମ! ମଧ୍ୟ  ଯୁବକଟିର ପ୍ରସ୍ତାବରେ ରାଜି ହୋଇଯାଇଥିଲେ  ଏପଟେ ରଞ୍ଜନ! ବି ବାପକକୁ ଏଡାଇବାକୁ ଆରମ୍ଭ ଲୋ ! ପ୍ରଥମେ ଦୀପକ କିଛି ଚୂଝିପାରିନଥିଲା ! ସେ ଭାବୁଥିଲ! ରଞ୍ଜନ! କଣ ପାଇଁ ତାକୁ ଆଭଏଡ଼   କରୂଛି ! ସେ ରଞ୍ଜନାକୁ ଅନ୍ଦୁରି ଭଲ ପାଇବାକୁ  କୁ ଲାଗିଲା ହେଲେ ରଞ୍ଜନ! ସେତେ ଅଧିକ ତ! ଠାରୁ  ଦୂରେଇବାକୁ  ଲାଗିଲା କିନ୍ତୁ  ପେତେବେଳେ ଦୀପକ କାନରେ ସତକଥାଟି ପଡିଲ ସେ ନିଜ ଉପରୂ ବିଶ୍ୱାସ ହରାଇ ବସିଥିଲା ! ସେ ଭାବି ନଥିଲା ରଞ୍ଜନ! ତା ସହିତ ଏମିତି ଧୋକା କରିବ ବୋଲି ! ସେ ବୁଝିପାରିଥିଲା ରଞ୍ଜନ! ତାକୁ ନୁହେଁ, ବରଂ ତା ଶରୀରଜୁ ହିଁ ଭଲପାର ଥିଲା ଏବେ ନୂଆ ଗୋଟିଏ ଶରୀର ମିଳିଯଇ ଥିଗରୂ ଦୀପକର ଶରୀର ପ୍ରତି ଆଉ ପୂର୍ବଭଳି ଆକର୍ଷଣ ନାହିଁ  ଏକଥା ଜାଣିଲ! ପରେ ହିଂସ୍ର ହୋଇ  ପଡିଥିଲା ଦୀପକ! ରଞ୍ଜନାକୁ ଉଚିତ ଶିକ୍ଷା ବେବ ଟୋଲି ଚିନ୍ତା କରିଥିଲା ଦୀପକ ସେହି ଅନୁସାରେ ପ୍ଲାନ  କରିଥିଲା
ନିଶାସକ୍ତ 6ହ!ଇ ସାଜିଲା ହତ୍ୟା କାରୀ -
ଘଟଣାଦି ନ ଦୀପକ ପ୍ରଚୁର ମଦ୍ୟପାନ କରି ଥିଲା  ! ମେସେଜ କରି ଡକାଇଥିଲା ରଞ୍ଜନାକୁ! ମେସେଜେ ରେ ଉଲ୍ଲେଖ କରିଥିଲା ଯେ ସେ ଯଦି  ନ ଆସେ ତେବେ   ତାଙ୍କ ମଧ୍ୟ ରେ ଥିବ! ସଂପର୍କ ବିଷୟରେ ଉଭୟଙ୍କ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଦେବ ! ଆଉ ରଞ୍ଜନାର ଦ୍ଵିତୀୟ ପ୍ରେମିକକୁତ ପ୍ରଥମେ ଏକଥା ଜଣାଇବ ! ଦୀପକଠାରୂ ଧମକପୂର୍ଶ୍ଵ ମେସେଜ ପାଇ ଟିକେ ଦବି ଯାଇଥିଲା ରଞ୍ଜନ! ! ଘର ଲୋକଙ୍ଗୁ ମିଛ କହି ସେଦିନ ରଞ୍ଜନ! ଆସି ଥିଲା ଦୀପକ କହିଥିବା  ନିରୋଲା ସ୍ଥାନକୁ ! ରଞ୍ଜନାକୁ ଦେଖି ଦୀପକ ପାଗଳଙ୍କ ଭଳି ପ୍ରଳାପ କରିଥିଲା କହିଥିଲା ରଞ୍ଜନ! ତତେ ନ ପାଇଲେ ମୁଁ ମରିଯିଚି ତୁ  ଯଦି ମତେ ବିବାହ ନକରିବୁ ତେବେ   ମତେ କହିକି ଭଲପାତ୍ତଥିଲୁ! କହିକି ମୋ ଶରୀର ନେଇ ଖେଳୁଥିଲୁ! ରଞ୍ଜନ! କହିଲା ସେତେବେଳେ ସେ ଦୀପକକୁ ସତରେ ଭଲପାତ୍ତଥି ଲ! ! ହେଲେ ଦୀପକ ପାଖରେ ଏତେ ଅର୍ଥ ନହିଁ ତାକୁ ଖୁସିଗେ ରଖିବାକୁ! ଏକଥା ଶୁଣି ଉତ୍ୟକ୍ତ ହୋଇଯାଇଥିଲା ଦୀପକ ! ରଞ୍ଜନା କୁ ଧମକ ଦେଇ କହିଥିଲା ତେବେ ସେମାନଙ୍କ ମଧ୍ୟ ରେ ଥିବ! ସଂପର୍କ ବିଷୟରେ ସେ ଘର ଲୋ କଙ୍ଗୁ କହିବେବ ! ରଞ୍ଜନା ଛାଡି ବାର ପତ୍ରୀ ନ ଥିଲା  ! ସେ କହିଲା ତ! କଥ! କେହି ବିଶ୍ବାସ କରିବେ ନହଁ! କାରଣ ରଞ୍ଜନ! ସହିତ ତାର ପ୍ରେମ ସଂପର୍କ ବିଷୟରେ କୌଣସି ପ୍ରମାଣ ନାହିଁ !
ରଞ୍ଜନା ଠାରୁ ପ୍ରତ୍ୟାଖ୍ୟାତ  ଏବଂ ଅପଦସ୍ଥ ହେବ! ପରେ ନିଜ ଉପରୁ ନିୟନ୍ତଣ ହରାଇ ବସିଥିଲା ଦୀପକ ପକେଟ୍ ରେ  ଆଗରୁ  ରଖିଥିଗ ଏକ ଛୁରିରେ ସେ ରଞ୍ଜନା ର  ଗଳାଜୁ ଧରି କହିଥିଲା ଯବି ତୁ ମୋର ନହେବୁ ତେବେ ତୁ  ଳ!ହ!ର ବି ହୋଇପରିବୁନହିଁ! ରଞ୍ଜନ! ଭାବୁଥିବା ଦୀପକ ଭଳି ଡରୁଆ ପିଲା ପୁଣି ଏମିତି କଥା କହୁଛି! ତେଣୁ ସେ କହିଲ! ତୁମେ ମତେ ମାରିଦେଲେ ବି ମେ! ନିଷ୍ପରି ବଦଳେଇ ପାରିବ ନାହିଁ !  ଦୀପକ ନିଜକୁ ଆଉ ସମ୍ଭାଳି ପରିଲାନି ! କହିଲ! ତେ! ଭଳି ବିଶ୍ୱାସଘାତକ ଯୋଗୂ ଲୋକ ପ୍ରେମ ଉପରୂ ବିଶ୍ୱାସ ଉଠାଇ ସାରିଛନ୍ତି  ! ତୁ ଯଦି  ମୋର ହେବୁ ନି ତେବେ ମୁଁ ତତେ ଅନ୍ୟ କାହାର ହେବା ପାଇଁ ଦେବିନି ଏ ତିକି କହି ଦୀପକ ରଞ୍ଜନା ର ଗଳା ରେ ଧାରୁଆ ଛୁରୀ ଟିକୁ  ତିନିଥର ଚଳା ଇଦେଲା ! ପିଚ କରି ରକ୍ତ ର  ଛି ଟା ପଡିଥିଲା ଦୀପକଉପରେ ! ହେଲେ  ଦୀପକର ମୁହଁରେ ଅପରାଧର ଲେଶମାତ୍ର ଚିହ୍ନ ନଥିଲା ! ରଞ୍ଜନାକୁ ହତ୍ୟା  କରିସାରିବା ପରେ ସେ ଥାନାଳୁ ଯାଇ ନିଜ  ଦୋ ଷ ସ୍ୱୀକାର କରିଥିଲା ! ହସଖୁସିରେ ଭରା  ଏକ ପ୍ରେମ କାହାଣୀର ଏମିତି ଥିଲା ଦୁଃଖଦ ସମାପ୍ତି

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...