Thursday 15 June 2017

ଆଇନା….କହିଲୁ ମୁଁ କ’ଣ କିଛି ଭୁଲ କରିଛି




ଆଇନା ମୋର ବେଷ୍ଟ ଫ୍ରେଣ୍ଡ  ଯେବେ ବି କୌଣସି ବିଷୟକୁ ନେଇ ମୁଁ ଦ୍ୱନ୍ଦ୍ୱ ରେ ପଡେ ସେତେବେଲେ ଆଗେ ଆଇନା ଅଗରେ ବସେ ଆଉ ତାକୁ ମୋ କଥା ଶୁଣାଏ  ଅଜି ମୋ ଭିତରେ ଅନେକ ପ୍ରଶ୍ନ! ଠିକ୍ ଭୁଲର ଚଉଛକି ରାସ୍ତା ରେ  ଅଟକି ରହିଛି ମୁଁ! ଜେତେବେଳେ ଲାଗୁଛି ମୁଁ ଯାହା କରିଛି  ଠିକ୍ କରିଛି! କେତେବେଳେ  ଲାଗୁଛି, ମୁଁ ପାହ! କଲି ତାହା ହୁଏତ ମୋର କରିବାର ନ ଥିଲା  ସେଠି ପାଇଁ  ମୁଁ ଯାଇ ଆଇନା ଆଗରେ ବସିପଢ଼ିଲି! ଆଉ ତାକୁ ପଗରିଲି- କହିଲୁ, ମୁଁ ଯାହ! କଲି କଣ ଭୁଲ  କଲି ?” ଆଇନ! ନୀରବ ରହିଲା ମୁଁ କିନ୍ତୁ  ନୀରବ ରହିପାରିଲି ନାହିଁ ମୋ ପକ୍ଷ ନେଇ କହିଲି- ଯାହା ବି କରିଛି ଠି କ୍ କରିଛି! ମୋର ଆଊ ଅନ୍ୟ ଗତି  ନ ଥିଲା ଏ ଥର ଶୁଣ ମୁଁ ପୁରା  ଘଟଣ କହୁଛି


କାହାଣୀ ଆରମ୍ଭ ହୋଇ ଥିଲା  ୨୦୦୧ ମସିହାରେ, ଯେତେବେଳେ ମୁଁ ଆଇଏ, ପଢୁ ଥିଲି  ଆଉ ଦାପକ୍ ପଢୁ ଥିଲେ  ବି ଏସ ସି ପିଲାଦିନୁ ମୋର ବାପା  ଚାଲି ଯାଇ ଥିଲେ  ମୋ ମାମୋ ବଡ଼ଭଉଣୀ ର ବାହାଘର ସାରିଦେଇ ଥିଲେ  ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା  କିଭଳି ମୋତେ ପାଠ ପଢ଼େର କୂଳରେ ଲଗେରବେ !
ଦୀପକ ପରିବାର ସହିତ ଆମ ପରିବାରର ଦୂର ସମର୍କ ରହିଥିଲା ! ତେବେ ସେମାନେ ଆମକୁ ସେମାନଙ୍କର ବନ୍ଧୁ  ବୋଲି ଭାବୁ  ନ ଥିଲେ  କାରଣ ସେମାନେ ଧନୀ ଥିଲେ! ଆମେ ଥିଲୁ   ଗରିବ ଏକ ପାରିବାରିକ ଉତ୍ସବରେ ଆମର ସାକ୍ଷାତ ହୋ ଇଥିଲା  ପୂର୍ବରୁ ଯେ ଦୀପକ ମୋତେ ଓ ମୁଁ ଦୀପକକୂ ଦେଖି ନ ଥିଲୁ  ସେ କଥା ନୁହେଁ  କିବୁ ସେ ହି ସାଷାତଥିଲା  ଆମ ଦୁହିଙ୍କ ପାଇଁ ବିଲ୍ କୂଲ ସ୍ପେସିଆଲ  ଆମେ କେହି କାହାରି ଠାରୁ ଆଖ୍ ଫେରେଇ ପାରି ନ ଥିଲୁ ଆମର ହାର୍ଟଚିଟ୍ ବଢ଼ିଯାଇଥିଲା  ଲାଗିଥିଲା  ଆମକୁ ଛାଡ଼ି ଏ ଉତ୍ସବରେ ଥିବା  ଲୋକମାନେ କେହି ବି ଆମର ନିଜର ନୁହନ୍ତି ! ଆମେ ସେହିଦିନ ଆମ ମୋବାଇଲ୍ ନସର ସେ ୟାର କରିଥିଲୁ  ତାପରଠୁ ଆମ ଭିତରର ଦୂରତା ଧି ରେ ଧାରେ ହ୍ରାସ ପାଇବାକୁ ଲାଗିଥିଲା

ଦୀପକ ବି .ଏସ୍ ସି. ପାସ୍ କଲେ  ମୁଁ ଆଇ.  ଦୀପକ ମେଡ଼ିସିନ୍ ପଡ଼ିବ ବୋଲି ସ୍ଥିର କରିଥିଲା  ! ମୁଁ ଏମ୍ ବିଏ ! ତାପୂର୍ବରୁ ଦିନେ ଦୀପକ ଆସି ମୋତେ କହିଲା ଯେ, “ପ୍ରମିଳା! ମୁଁ ତୁମକୁ ଭଲ ପାଏ  !ମୁଁ ବି ନିଜକୁ ରୋକି ପାରିଲିନି! ମୁଁ ବି ଭଲ ପାଊଥିଲି  ଦୀପକକୂ! ଢେଣୁ ମୁହୁର୍ତେ ବିଳମ୍ବ   ନ କରି କହି ଦେଲି - ଦୀପକ ! ମୁଁ ବି ତୁମକୁ ଭଲ ପାଏ!ଦୀପକ ସ୍ବସ୍ତି ରେ ନିଃଶ୍ବାସ ମାରିଲେ! କହିଲେ, ଏମ.ବି.ବି.ଏସ୍ ପାଇଁ ମୋତେ ଖୁବ୍ ପରିଶ୍ରମ କରିବାକୁ ପଡ଼ିବା ଏଥର ମୁଁ ସବୁ କଷ୍ଟ ସହି ପାରିବି ! କାରଣ, ମୁଁ ନିଶ୍ଚିତ ହୋଇଗଲି ଯେ, ଏତେବଡ଼ ପୃଥିବୀ ରେ କେହି ଜଣେ ଅଛି ଯିଏ କେବଳ ମୋରା ମୋତେ ବି ଦାପକ୍ ଙ୍କ  କଥୀଶୂଣି ଭାରି ଭଲ ଲାଗିଲା  ଆମେ ଦୁହେଁ ନିଷ୍ଠରି କଲୁ  ଯେ, ଆଗ ପାଠା ପରେ ଆଉ ସବୁ! ଯେଉଁଦିନ ଦୀପକ ଡାକ୍ତର  ହୋଇଯିବ ଆଉ ମୁଁ ମୋର ଏକ ଚାକିରି ପାଇଯିବି ସେହିଦିନ ଆମେ ମ୍ୟାରେକ୍ କରିବୁ! ତେବେ ଫୋନରେ ଆମେ ସବୁବେଳେ ପାଖାପାଖୀ ର ହିବୁ ବୋଲି କଥାହେଲୁ!
ତାହା ହିଁ ହେଲା  ଆମେ ଦୁହେଁ ଦୁହିଙ୍କ ପାଇଁ ବଞ୍ଚିଲୁ  ଦୁହିଙ୍କ ପାଇଁ ପାଠପଢ଼ିଲୁ! ଦିନର ଆରମ୍ଭ ଗୂତ୍ ମର୍ନିଙ୍ଗ ରେ  ଆଉ ଦିନର ଶେଷ ହେଲା ଗୁତ୍ ନାଇଟ୍ରେ  ମୁଁ ଏମବିଏ ସାରି ଏକ ବ୍ୟାଙ୍କରେ ପିଆରଓ ଚାକିରି କଲି! ଦୀପକ ମଧ ଏକ ଡାକ୍ତର  ବନିଗଲେ ଏବେ  ସେ ହି ସମୟ ଆସିଗଲା ଯେଉଁ ସମୟକୁ ମୁଁ ଅପେଷ! କରିଥିଲି ଅର୍ଥାତ୍ ବିବାହ! ମୁଁ ଦୀପକକୂ କହିଲି- ଦୀପକ ଏବେ ତ ଚୂମେ କଣେଡାକ୍ତର ଚାଲ ଆମେ ବାହା  ହୋଇ ପଡି଼ବା !ଦୀପକ କହିଲା- ପ୍ରମିଳା! ମୋ ଜୀବନର ଉଦ୍ଦେଶ୍ୟ ପୂରଣ ହୋଇନାହିଁ! ମୁଁ କେବଳ ଏମ୍ ବି.ବି.ଏସ୍! ଆଉ ଏ ଏମ୍ ବି.ବି.ଏସ୍ ଡିଗ୍ରାର କୌଣସି ମୂଲ୍ୟ ନାହିଁ ! ମୋତେ ଅନ୍ତତଃ ଏମ୍ ଡି ନ ନେଲେ ଏମ୍.ଏସ୍ ହେବା ଆବଶ୍ୟକ! ପ୍ଲଜ଼ ତୁମେ  ଆଉ ଦୁଇବର୍ଷ ଅପେଷାକରା ତାପରେ ଆମେ ବାହାହୋଇ ସାଥିରେ  ଘରଫସାର କରିବ! !ମୁଁ ଦୀପକ କଥା ମାନିଗଲି! ଭାବିଲି, ତାଙ୍କର ଭବିଷ୍ୟତ ହେଊଛି ମୋର ଭବିଷ୍ୟତ! ଢେଣୁ ଆଉ ଦୁଇବର୍ଷ ଅପେକ୍ଷା କଲେ କ୍ଷତି କ

   ମୁଁ ସିନା ଅପେକ୍ଷା କରିବାକୁ ମନକୁ ବୁଝେଇକେଲି! ହେଲେ ମୋ ମାକିନ୍ତୁ ଅପେକ୍ଷା କରିବାକୁ ପ୍ରସୁତ ନ ଥିଲା  ସେ ମୋତେ କହିଲା- ପ୍ରମିଳା! ତୋର ତ ପଢ଼ା ସରିଲା ! ତୂ ଚ ଚାକିରି କଲୁ! ଆଉ ଡେରି କଣ ପାଇଁ ? ତତେ ଭଲ ପାତ୍ର ଦେଖ୍ ଉଠେଇଢେଲେ ମୁଁ ଶାନ୍ତି !ମୁଁ ମାକୂ କଣ କହିବି କିଛି ଭାବିପାରିଲି ନାହିଁ  ତେବେ ସତକଥା ଆଉ ଲୁଚେଇଲି ନାହିଁ କହିଲି, “ମାମୁଁ ଓ ଦାପକ୍ ପରସ୍ପର କୂ ଭଲ ପାଉଛୁ! ଆମେ ଦୁହେଁ  ବିବାହ କରିବାକୁ ବି ନିଷ୍ଠଭି ନେଇଛୁ!ମୋ ମାକିଛି ସମୟ ଚୁପ୍ ରହି କହିଲା- ଦାପଳ ଭଲ ପିଲା  ତାଭବିଷ୍ୟତ ଉଜ୍ଜ୍ଵଳ   ହେଲେ ତାମାବାପା ଖୁବ୍ ଗର୍ବା! ସେମାନେ ଆମକୁ ପୋକମାଛି ବୋଲି ବି ଭାବନ୍ତି  ନାହିଁ ! ତୂ କଣ ଭାବୁଚୁ  ସେମାନେ ତୋତେ ବୋହୁ ବୋଲି ମାନିନେବେ!ମାର ଆଶଙ୍କା ଅମୂଳକ ନଥିଲା ତେବେ ବି ମୁଁ ମାକୂ ମନେଇବା ପାଇଁ କହିଲି- ଆମେ ଆଉ ଛୋଟ ହୋଇନାହୁଁ! ତାଙ୍କ ପୁଅ ଡାକର ହେଲେ ମୁଁ ତ କଣେ ବ୍ୟାଙ୍କ କର୍ମଚାରୀ! ତାଛଡ଼ା, ଦୀପକ ମୋତେ ତାଙ୍କ ନିଜ ଠୁ ବି ବେଶି ଭଲ ପାନ୍ତି! ସପୋର୍ଟ କରନ୍ତି ! ତୂ କିଛି ଚିନ୍ତା କରନି! ସବୁ ଠିକ୍ ହୋଇଯିବା
ମାବୁଝିଗଲୀ ହେଲେ ସେଇଠୁ ମୋ ମନରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ  ମୁଣ୍ଡ  ଟେକିବାକୁ ଲାଗିଲା! ମୁଁ ଭାବିଲି, ଆଜି ସିନା ଦୀପକ ମୋତେ ଭଲ ପାଉଛି ! ହେଲେ କାଲି ପଦି ତାଙ୍କ ମନ ବଦଳିଯାଏ! ପ୍ରକୃତି ଯେତେବେଲେ ବଦଳିଯାଇଛି ସେତେବେଳେ ମଣିଷର ମନ ଯେ  ନ ବଦଳିବ ତାକେମିତି କହିହେବ! ବର୍ଷ! ଦିନରେ ଖରା ହେଊଛି ତ ଖରାଦିନରେ ବର୍ଷା! ପୁଣି ଶୀତ ରତୂରେ  ଚିଶୀତର ପଟ୍ଟା  ମିଳୁନି! ସେଥିରେ ମଣିଷର ମନକୁ କି ଭରସା!
ଏହାପରେ ମୋ ମନକୁ ସଚକୂ ସତ ପାପ ଛୁଇଁଲା  ଦୀପକ ସେତେବେଲେ ଆଗ୍ରାରେ ଥିଲେ  ମୁଁ ଦୀପକକୂ ଯାଇ ପଗରିଲି- ଦୀପକ! ମୋତେ ସଫାସଫ! କୁହ କେବେ ବାହା ହେବ ?” ମୋ କଥା ଶୁଣି ଦୀପକ ଆଶର୍ଯ୍ଯ ହୋଇଗଲା ଓ କହିଲା-  ପ୍ରମିଳା! ତୁମେ ମୋତେ ଏକଥା ପଗରିପଚାରି
ବିରକ୍ତ  କରେଇ ଦେଲାନି ! ଆରେ ମୋତେ ଆଗ ଏମ୍ ଡି ନ ହେଲେ ଏମ୍ଏସ୍ ହେବାକୁ ଦିଆମୁଁ ତାଙ୍କର କିଛିକଥା ଶୁଣିବାକୁ ପ୍ରୟୁତ ନଥିଲି ! କହିଲି- ମୁଁ ସେକଥା କାଣେନି! ମୋତେ ତୁ ମେ ଅନେକ ଅପେକ୍ଷା କରେ ଇଲଣି! ଆଉ ନୁହେଁ !ଦାପକ୍ ମୋ ମୁହଁକୁ ତାଙ୍କ ହାତମୁଠାରେ  ତୋ ଳିଧରି କହିଲେ- ମୁଁ ତୁମକୁ ପାଗଳଙ୍କ ପରି ଭଲପାଏ ପ୍ରମିଳା! ମୋ ଉପରେ ବିଶ୍ବାସ ରଖ !ମୁଁ କହିଲି- ବିଶ୍ୱାସ ନୁ ହେଁ; ମୋର ଗ୍ୟାରେଣ୍ଟି  ଲୋଡ଼ା ! ଦୀପକ! ଚୂମେ ମୋତେ ବିବାହଁ  କରୀଦୀପକ କହିଲା- ମୁଁ ଚୂମକୂ ବିବାହଁ  କଲେ , ମୋ ମାବାପା ମୋତେ ଗୋଟିଏ ବି ପରସା ଦେବେନାହିଁ ପାଠ ପଢ଼ିବାକୁ! ମୋ ଭବିଷ୍ୟତ ନଷ୍ଟ ହୋଇଯିବା ଆଉ ମୋ ଭବିଷ୍ୟତ ନଷ୍ଟ  କରି ତୂମେ କି ଲାଭ ପାଇବ
ମୁଁ କହିଲି- ମୁଁ ତୁମକୁ କିମା ତୁମ  ଭବିଷ୍ୟତ ନଷ୍ଟ  କରିବାକୁ ଗହେଁନିମୁଁ କେବଳ ମୋ ପାଇଁ ଏକ ନ୍ୟାରେଶ୍ଚି ଆଶା କରୁଛି! ମୋତେ ତୁମେ ଢୋଲ ଟମକ ବଜେଇ ବାହ! ହୁଅ ବୋଲି କହୁନି! ଆମେ ଚାଲ ମନ୍ଦିର ରେ ବାହା ହେଇଯିବା! କେବଳ ବୁମେମୁଁ ଆଉ ମନ୍ଦିରର ପୂଜାରୀ ! ବାସ୍, ମୋ ମନ ଶାନ୍ତି ହୋଇଯିବା ତାପରେ ମୋତେ ଯେତେଦିନ ଅପେକ୍ଷା କରିବାକୁ କହିବ ମୁଁ ସେତେଦିନ ଅପେକ୍ଷା କରିବି !ଦୀପକ ହସିଥିଲା  ଓ କହିଥିଲା - ଠିକ୍ଅଛିସେମିତି କଲେ ଯଦି ତୁମେ ଶାନ୍ତି  ପାଇବ ମୁଁ ବି ବାଦାହେବାକୂ ଗାକିଅଛି! ତେବେ ଗୋଟେ ସର୍ତ ରେ ମୁଁ ତୁମକୁ ବାହାଦ୍ଦେବି! ଆଉ ତାହା ହେଉଛି, ତୂମକୂ ଡୁମର ସ୍ତ୍ରୀ  ଧର୍ମ ପାଳନ କରିବାକୁ ହେବ !ମୁଁ ବୁଝି ପାରିଲିନି ! ଦୀପକ ମୋତେ କେଉଁ ସ୍ୱାଧର୍ମ
ପାଳନ କରିବା କଥା କହୂଛଢି! ସେ ମୋତେ ବୁଝେ ଇଦେଲେ - ସୁହାଗ ଗତି ପାଳନ କରିବା ବିନା ବାହାଘର କଣ ସମ୍ପୂର୍ଣ  ତୂଏ !ମୁଁ ବୁଝିଗଲି' ମନେମନେ ହସିଲି! ନବ ବିଭା ହିତା ସ୍ତ୍ରୀ ଟେ  ପରି ଲାଜେଇଗଲି ମଧ୍ୟା ଭା ବିଲି- ମୁଁ ମୋ କୁମାରୀତ୍ୱ କୁ ଦୀପକଙ୍କ  ପାଇଁ ସାଇତି ରଖି ଥିଲି  ତାଙ୍କ ପାଇଁ ସାଇତା ଜିନିଷକୁ ଯଦି ସେ ନେବାକୁ ଚାହିଁବେ ମୁଁ ତାଙ୍କୁ ମନାକରିବି କଣ ପାଇଁ...
ମୁଁ ଦୀପକଙ୍କ  କଥାରେ ଗଳି ହୋଇଗଲି! ଆମେ ମନ୍ଦିରରେ ବାହାହେ ଲୁ! ଦୀପକ ଗୋଟେ ହୋଟେଲ ବୁକ୍ କଗିଥିଲେ  ଆମେ ସେଠାରେ ଯାଇ ସୁହାଗ ଗଡି ପାଳିଲୁ ଏହାପରେ ଦୀପକ ଓ ମୋର ସମ୍ପର୍କ ବଢ଼ିଗଲା  ! ସେ  ମୋତେ ସ୍ତ୍ରୀ  ଭାବରେ ସବୁ ସମୟରେ ଲୋଡିଲେ  ମୁଁ ମଧ ହସିହସି ତାଙ୍କର ସ୍ତ୍ରୀ ସାଜିଲି ! ସେହିବର୍ଷ କରବାଚୌଥ୍ ଆସିଲା ! ମୁଁ ଯେହେତୁ ଦୀପକା ଙ୍କ  ସ୍ତ୍ରୀ  ଆଉ ସେ ମୋର ସ୍ଵାମୀ ତାଙ୍କ ପାଇଁ କରବାଚୌଥ୍ ବ୍ରତ ରଖିଲି ! ମୋ ମାମୋତେ ଦେଖ୍ ଆଶ୍ଚର୍ଯ୍ୟ ହେଳା ଦ ମୁଁ ତାକୁ ସବୁକଥା କହିଦ୍ଦେଲି! ଲୋକେ ସିନା ଚ୍ଚାଣନ୍ତି  ନାଦି ମୁଁ ଦୀପକଙ୍କ  ସ୍ତ୍ରୀ  ସାଜି ସାରିଛି! ତେଣୁ ଜଣେ ସଧବା ଭାବରେ ତାଙ୍କ ପାଇଁ କରବାଚୌଥ୍ ବ୍ରତ ରଖ୍ଗ ମୋର ସ୍ତ୍ରୀ  ଧର୍ମମୋ କଥା ଶୁଣି ମାକିଛି କହିଲା ନି! ଖାଲି ଦୀର୍ଘଶ୍ବାସ ଛାଡ଼ିଲା

   ଦିନେ ମୁଁ ଅନୁଭବ କଲି ଯେ  ମୋ ଗର୍ଭରେ ଭୃଣ ଟାଏ ବଢୁଛି ! ଅର୍ଥାତ୍ ମୁଁ ପ୍ରଥମଥର କରି ଦୀପକ ଙ୍କ  ପିଲାର ମାହେବାକୁ ଯାଉଛି! ମୋ ଛାଚି କୁଣ୍ଢେ ମୋଟ ହୋଇଲେ! ମୁଁ ଖୁସିରେ ଗ ବ୍ ଗବ୍ ହେଇ ଦୀପକକୂ ଏଇ ଖବର ତା  ଜଣେଇଦେଲି! ଭାବି ଥିଲି  ସେ ବି ଖୁସିରେ ପାଗଳ ହେଇଯିବେ! ସେ ମୋତେ ଦିଲ୍ଲୀ  ନେଇଗଲେ! ସେଠାରେ ଭାଇ ଭାଉଜ ରହୁ ଥିଲେ! ଜୋର   କବରଦପି ମୋର ଆବର୍ପନ କରେଇଦେଲେ! ମୁଁ କାନ୍ଦିଲି ! ସେମାନଙ୍କ ଗୋଡ  ଧରିଲି! ହେଲେ  ମୋର କାକୂଢି ମିନଡିକୂ ଯେମାନେ କାନ ଦ୍ଦେଲେନାହିଁ ! ଓଲଟି ଦୀପକ ମୋତେ କହିଲେ - ଅପେକ୍ଷା କର୍ ସର୍ବସାଧାରଣରେ ଆମର ମାର୍ରେଜ଼  ସରୁ! ତୁମେ ଯେତେଥର ଚାହିଁବା  ସେତେଥର ମାହେବାମୋତେ ଅବଶ୍ୟ ତାଙ୍କ କଥା ଭଲ ଲାଗିଲା ନାହିଁ ! ତଥାପି  ମୁଁ ନାରବ ରହିଲି ଦୀପକ କେଉଁଦିନ ମୋତେ ସର୍ଡସକ୍ଷାରଣରେ ବିବାହା  କରିବେ ସେହିଦିନକୂ କେବଳ ଅପେଷାକଲି!
ଦୀପକ ଏମ୍ ଡି ହେଲେ! ମୁଁ ଭାବିଲି, ଏଥର  ସେ ମୋତେ ବିବାହ କରିନେ! ତାଙ୍କୁ କହିଲି! ସେ କହିଲେ- ପ୍ରମିଳା! ମୁଁ ଏମ୍ ଡି ହୋଇଗଲି ସତୀ ମୁଁ ଜିତୁ ଡିଏମ୍ (ଡକ୍ଟରେଟ୍ ଅଫ୍ ମେଡ଼ିସିନ୍) ହେବାକୁ ଚାହୁଁଛି! ସେଇଟା ଚିନିବର୍ଷିଆ କୋର୍ସ! ତାପରେ ଆମର ବିବାହ! ଏକେଦିନ ଅପେକ୍ଷା କଲା ଣି! ଆଉ ବର୍ଷ ତିନିଟା!
ମୁଁ ଭାବିଲି, ଏଇଟା  ଦୀପକଙ୍କ  ଭବିଷ୍ୟତ କଥା ! ଏଚେଦିନ ଦ ଗଲାଣି ଆଉ ତିନିଟା ବର୍ପ ସେମିତିରେ କଟିପାଊ ! ଦୀପକ ଡିଏମ୍ କୋର୍ସ କରିବା ପାଇଁ ଜୟପୁର ଚାଲିଗଲେ! ଆମେ କିନ୍ତୁ  ପୂର୍ବପରି ଫୋନରେ ସମ୍ପର୍କ ରଖୀ ଥିଲୁ  ଦିନେ ତାଙ୍କୁ ଭେଟିବ! ପାଇଁ ମୁଁ ଜୟପୁରରେ ପହଞ୍ଗଲି! ମୁଁ ପାଉଛି ବୋଲି ପୂର୍ବରୁ ଜଣେଇ କେଇଥିଲି  ତାଙ୍କୁ! ପହଞ୍ଚା ପରେ ବେଖିଲି  ମୋ ଯିବାର ସବୁପ୍ରକାର ବଦୋବପ୍ତ କରି ରଖୀ ଥିଲେ ସେ ! ହୋଗେଲ୍ ବୁ କ୍ କରିଥିଲେ! ମୁଁ ଦେଖିଲି  ହୋ ଟେଲ୍ ରେ ତାଙ୍କ ନାଁ ତଳକୁ ମୋ ନାଁ ଅଛି! ଆଉ ମୋର ପରିଚୟ ଭାବରେ ସେ ତାଙ୍କର ସ୍ତ୍ରୀ  ବୋଲି ଉଲ୍ଲେଖ କରିଛନ୍ତି ! ଏକଥା ଦେଖ୍ ମୋ ମନ ପୂରିଗଲା ଆମେ ହୋଗେଲ୍ ରେ  ସ୍ଵାମା ସ୍ତ୍ରୀ  ହୋଇ ରହିଲୁ! ସେ ଇ ତିନିଦିନ ତିନିରାତି ମୋ ଜୀବନର ସବୁଠାରୁ ସ୍ଵରଣାୟ ମୁହୂର୍ତ ! କାରଣ ମୁଁ ମୋ ସ୍ୱାମୀଙ୍କ ସହିତଥିଲି ! ତାପରେ ମୁଁ ଖୁସି ମନ ନେଇ ଆଗ୍ରା ଫେରିଆସିଲି! ଆଗ୍ରା ଫେରିବ! ପରେ ଯେମିତି ମୋ ମୁଣରେ ବକ୍ର ପଡ଼ିଗଲା  ଶୁଣିଲି, ଦାପକ୍ ଙ୍କର ଜଣେ ଏମ୍ବିବିଏସ୍ ଯୁବତୀ ସହିତ ନିର୍ବନ୍ଧ ହୋଇଯାଇଛି! ସେମାନେ ଦୀପକଙ୍କୁ  ଯୌତୁକ ବାବଦରେ ଏକ କୋଟି ଟଙ୍କା ଦେବାକୁ ପ୍ରସୂତ ଅଛନ୍ତି

ମୁଁ ଦୁରନ୍ତ ପୋ ନ୍ କଲି ଦୀପକଙ୍କୁ ! ଦୀପକ କହିଁ ଲେ- ମୋ ମାବାପା ଜଣେ ଡ଼ାକ୍ତରଣୀ ବୋହୁ ଚାହାନ୍ତି ! ପୁଣି ସେମାନେ କୋଟିଏ ଟଙ୍କା  ବି ଦେବେ! ତୁମେ କଣ କୋଟିଏ ଟଙ୍ଗା ଦେଇପାରିବ ?” ଦୀପକଙ୍କ କଥା ଶୁଣି ମୋ ଛାଚି ଫାଟିଗଲା! ମୁଁ ଭୋ ଭୋ  ହୋଇ କାନ୍ଦି  ପକେଇଲି! ହେଲେ ଦୀପକ ମୋତେ
ସାନ୍ତ୍ୱନା  ଦେବେ କଣ ଫୋନ୍ କାଟିଦେଲେ ଏହା  ପରେ ମୋ ଭିତରେ ଜିଦ  ଜଗି ଲା! ମୁଁ ଭାବିଲି, ମୁଁ ଜଣେ ବିଶ୍ବାସଘାତକ ପାଇଁ କାନ୍ଦି ବା ଉଚିତ ନୁହେଁ! ତାଳୁ ଶିଷା ଦେ ବା ଆବଶ୍ୟକ! କାଳ ବିଳମ୍ବ ନ କରି ମୁଁ ମୋନିକା ଦେବୀଙ୍କୁ  ଭେଟିଲି! ସେ ଜଣେ ରାଜନେ ତ୍ରୀ ଓ ସମାଜସେବି  ! ମୋନିକା ଦେବୀ  ମୋତେ ନେଇ ସିନିୟର ଏସ୍ ପି ପ୍ରାତିନ୍ଦର ସିଂହଙ୍କୁ ଭେଟିଲେ! ପ୍ରାତିନ୍ଦର ସିଂହ ମୋଠୁ ଖବର ନେଇ ମୋତେ ବିବାହ କରିଥିବା  ସବୁକେ ପ୍ରମାଣ ଏପରିକି ହୋଟେଲ କାଗଚ୍ଚାତ (ଯେଉଁଥିରେ  ମୋତେ ଦୀପକ ସ୍ତ୍ରୀ ବୋଲି ଉଲ୍ଲେଖ କରିଥିଲେ) ସଂଗ୍ରହ କଲେ ଓ ଦୀପକକୂ ଗିରଫ କଲେ !
ଏବେ ଦୀପକ ଜେଲ୍ ରେ  ଅଛନ୍ତି ! ମୋ ସ୍ୱାମୀଙ୍କୁ ଜେଲ୍ ପଠେଇ ମୋତେ ବି ଭଲ  ଲାଗୁନାହିଁ! ଲାଗୁଛି ଯେମିତି ମୁଁ ଭୂଲ କରିଛି! ଆଇନା! ତୂ ତ ମୋର ବେଷ୍ଟ ଫ୍ରେଣ୍ଡ  କହିଲୁମୁଁକଣ କିଛି ଭୁଲକରିଛି........

No comments:

Post a Comment

ବୁଢ଼ୀ ଅସୁରୁଣୀ

  ଶୈଶବରେ ଆମମାନଙ୍କ ଭିତରୁ ଯେଉଁମାନେ ସେମାନଙ୍କ ଜେଜେ ମା ’ ବା ଆଈମାନଙ୍କ ଠାରୁ ବୁଢ଼ୀ ଅସୁରୁଣୀ ଗପ ଶୁଣିଛନ୍ତି , ସେମାନେ ଅନେକ ସମୟରେ ଚକିତ ହେ...